✓ସ୍ବର୍ଗତ ବୁଦ୍ଧଦେବ ସିଂ ଙ୍କ ବିୟୋଗରେ ଶୋକ ପ୍ରକାଶ କରି କୋରାପୁଟିଆ ଗୀତ ଗାଇଲେ ଭେଣ୍ଡା ଗୁରୁ ।

แชร์
ฝัง
  • เผยแพร่เมื่อ 19 ม.ค. 2025

ความคิดเห็น • 506

  • @mrbisampod.youtubechannel5807
    @mrbisampod.youtubechannel5807 2 ปีที่แล้ว +16

    ବହୁତ ଭଲ ସିଂଙ୍ଗର ବୁଦ୍ଧଦେବ ଦାଦା । କେମିତି ହେଲା ଦୁନିଆ ଛାଡ଼ି ଦେଲେ ଭାଇ ,,ଜୟ ଜଗନ୍ନାଥ 🙏🙏🙏

  • @Koraputstargroup
    @Koraputstargroup 2 ปีที่แล้ว +73

    I really miss you bhudu dev bhai ଆପଣଙ୍କୁ ଆମେ କେବେ ବି ଭୁଲି ପାରିବୁନାହିଁ ଆପଣଂକର ଗାଇଥିବା ଗୀତ ମାଧ୍ୟ୍ୟମରେ ଆମେ ଆପଣକୁ ମନେପକାଇବୁ ଭଗବାନ ଅପାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ(ଜୟ ଜଗନ୍ନାଥ )🙏🙏😭😭

  • @SMOfficial_TV
    @SMOfficial_TV 2 ปีที่แล้ว +15

    Miss you budhdeb Bhai.ବିଶ୍ଵାସ କରି ହେଲା ନା ହେଲାନିରେ ଦେକା ବିଶ୍ୱାସ କରି ନା ହେଲା ନି, ବୁଦ୍ଧଦେବ ନା ନା ଆମର ଛାଡି ଉଟି ଗାଲାୟ ବୋଲି, ବିଶ୍ୱାସ କରି ନା ହେଲା ନି,

  • @lachamanmuduli6318
    @lachamanmuduli6318 2 ปีที่แล้ว +18

    ବହୁତ ଦୁଃଖର ବିଷୟ ଯେ ମୁଁ ବୁଦ୍ଧଦେବଙ୍କ ଗୀତ ସବୁ ବେଳେ ସୁନେ କିନ୍ତୁ ଏବେ ତାଙ୍କ ଗୀତ ସୁଣୀଲେ ବେସି ମନେ ପଡୁଛି ,, I .......miss.... you...,,, ବୁଦ୍ଧଦେବ ଭାଈ 😭😭😭😭😭😭🙏🙏🙏 ଓମ୍ ,,,,ଶାନ୍ତି ,,,,ଜୟ ଜଗନ୍ନାଥ

  • @munaguru143
    @munaguru143 2 ปีที่แล้ว +72

    ବହୁତ ସୁନ୍ଦର ଗୀତିକାର ଙ୍କୁ ହରେଇଲୁ ଭାଇ ଦେଶିଆ ସଂଗୀତ ଦୁନିଆ ପାଇଁ ଅପୁରଣୀୟ କ୍ଷତି

  • @purnaparaja6931
    @purnaparaja6931 2 ปีที่แล้ว +26

    ଗୀତ ଶୁଣିବାରୁ ଆଖିରୁ ଲୁହ ଝରି ଆସୁଛି । ସତରେ ବୁଦ୍ଧଦେବ ଭାଇ i miss you .

  • @msmkhetraguruofficial4325
    @msmkhetraguruofficial4325 2 ปีที่แล้ว +7

    ଆମେ ସମସ୍ତେ କଳାକାର ତମ ପାଇଁ ବହୁତ୍ ଦୁଃଖିତ budhadev bhai really miss you 😭😭😭😭 ଆଉ ଭେଣ୍ଡା ଗୁରୁ କୁ ବି ମୁଁ କ୍ଷେତ୍ର ଗୁରୁ ପ୍ରମାଣ୍ କରୁଛି କ୍ଷତି ଅପୂରଣୀୟ ଗୀତ ଗାଇଥିବା ରୁ ବହୁତ ବଢିଆ ହେଇଛି......

  • @bhatrapila
    @bhatrapila 2 ปีที่แล้ว +23

    ବୁଦ୍ଧଦେବ ଭାଇ ଙ୍କୁ ବେସୀ ମନେ ପଡୁଛି ଭାଇ ମୁଁବି କାନ୍ଦୁଚି 😭 really miss you bhai😭😭😭💔

    • @MuralidharMarkam143
      @MuralidharMarkam143 7 หลายเดือนก่อน

      Yes Bhai tankar sunle luha baharuchi

  • @sarojguruofficial142
    @sarojguruofficial142 2 ปีที่แล้ว +10

    ଆମେ ସବୁ କଳାକାର୍ ତତେ ବୁଦଦେବ ଭାଇ
    ବହୁତ୍ Miss କରୁଛୁ 😭😭😭😭😭

  • @Kcgproduction
    @Kcgproduction 2 ปีที่แล้ว +15

    ଗୀତ ଶୁଣିଲେ ବୁଦ୍ଧଦେବ ଭାଇଙ୍କୁ ମନେ ପଡ଼ୁଛି ଆଖିରୁ କାଲି ଲୁହ ଝରୁଛି 😭😭😭 i miss you 🙏🙏🙏

  • @GaneshKumar-qk9tj
    @GaneshKumar-qk9tj 2 ปีที่แล้ว +5

    सच में बहुत सीधी सी बात है मेरे दिल से भरी है भूदेव भाई ireally miss you uduhdeve bhi

  • @buduramgouda7690
    @buduramgouda7690 2 ปีที่แล้ว +21

    ମୁଁ କେବେ ବି ଭୁଲି ପାରିବି ନାହିଁ ବୁଦ୍ଧଦେବ ଭାଇର ଗୀତ କେ ସଭୁଵେଲେ ସୁନ୍ତେରବୁ ଆତ୍ମା କୁ ସାନ୍ତିମିଲୁ ଜୟ ଜଗନ୍ନାଥ 🙏🙏🙏

  • @odiaraja7924
    @odiaraja7924 2 ปีที่แล้ว +3

    ବେଣ୍ଡା ଗୁରୁ ଆପଣ ଙ୍କୁ ବୋହୁତ ଧନ୍ୟବାଦା ଜଣାଅଚୁ ବାଇ

  • @MSSEEUTV
    @MSSEEUTV 2 ปีที่แล้ว +45

    ସମସ୍ତଙ୍କୁ ସବୁବେଳେ ହସାଉଥିବା ବୁଦ୍ଧଦେବ ଭାଇ ସମସ୍ତଙ୍କୁ କନ୍ଦାଇ ଚାଲି ଗଲେ ସବୁଦିନ ପାଇଁ, ମନେ ପଡୁଛ ବୁଦ୍ଧଦେବ ଭାଇ 🙏 ପୁଣି ଫେରି ଆସ ଆଉ ଗୋଟେ ରୂପରେ please 🙏🙏

  • @djratha4641
    @djratha4641 2 ปีที่แล้ว +46

    ବହୁତ ଦୁଃଖର ଗୀତ ଭାଇ ଆଖିରୁ ଲୁହ ବାହାରୁଛି...😭😭
    ଜୟ ଜଗନ୍ନାଥ ସବୁବେଳେ ତାଙ୍କ ଆତ୍ମାକୁ ଶାନ୍ତିରେ ରଖ...🙏🙏

  • @dulabsanta9396
    @dulabsanta9396 2 ปีที่แล้ว +3

    ବ ହୁତ ବ ହୁତ ଧନ୍ୟବାଦ ଗୀତ ଗାଇଥିବା ରୁ ବେଣ୍ଡା ଗୁରୁ‌ଙ୍କୁ

  • @PBABUOFFICIAL143
    @PBABUOFFICIAL143 2 ปีที่แล้ว +3

    ବହୁତ୍ ଦୁଃଖ ଲାଗୁଛି ଆମେ ଏମିତି ଏକ କଳାକାର କୁ ହରେଇ ଥିବାରୁ ଏମିତି କଳାକାର ମିଳିବାର କଷ୍ଟ, i miss you ବୁଦ୍ଧଦେବ ଭାଇ.😭😭😭 Thank you ଭେଣ୍ଡା ଗୁରୁ ବୁଦ୍ଧଦେବ ଭାଇ ଙ୍କ ପାଇଁ ଗୀତ ଗାଇଥିବାରୁ, ହେ ପ୍ରଭୁ ଜଗନ୍ନାଥ ମୋର ବଡ଼ ଭାଇ ବୁଦ୍ଧଦେବ ଭାଇ ଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ପ୍ରଭୁ ଜଗନ୍ନାଥ,,
    ଓମ୍ ଶାନ୍ତି.🙏🙏🙏💐💐💐 ଜୟ ଜଗନ୍ନାଥ.🙏🙏🙏

  • @devendraofficials7039
    @devendraofficials7039 2 ปีที่แล้ว +12

    🙏😭😭ଭଗବାନ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତି ଜୟ ଶିବ ଶଙ୍କର 😭😭🙏 I miss you budhadev bhai

  • @DambaruDas91
    @DambaruDas91 2 ปีที่แล้ว +9

    Nice song. Miss you budhabev Bhai....

  • @SMOfficial_TV
    @SMOfficial_TV 2 ปีที่แล้ว +3

    ଜଣେ ଏତେ ଭଲ ସିଙ୍ଗ ର୍ ଚାଲି ଯିବାଟା, ବହୁତ୍ ଦୁଃଖ ର କଥା , ତାଙ୍କ ପରି ଦେଶିଆ ଗାୟକ ପାଇ ବାଟା ଟିକେ କଷ୍ଟ, ତମର ଜାଗା କେହି ନେଇ ପାରିବେ ନାହିଁ ,i miss you budhadeb bhai😢😢😥🙏

  • @mrrnkoraputia6978
    @mrrnkoraputia6978 2 ปีที่แล้ว +2

    ବହୁତ ସୁନ୍ଦର ଗୀତିକାର କୁ ହରେଇଲୁ

  • @jhadeshgouda1197
    @jhadeshgouda1197 2 ปีที่แล้ว +2

    ବୋଡ଼ିଆ ନା ଭାଇ 🙏❤️👍

    • @AbhiPuajri
      @AbhiPuajri 6 หลายเดือนก่อน

      🎉🎉🎉

  • @UpendraLocalTv
    @UpendraLocalTv 2 ปีที่แล้ว +5

    Miss you 😘😘 budhadev bhai ..i really miss 🙏🙏🙏😭😭😭😭😭

  • @mr.surendra6771
    @mr.surendra6771 2 ปีที่แล้ว +2

    I miss you budhadeb bhai and I love you Bhai bahuta mane paduchi😭😭😭😭

  • @sadanmusical2036
    @sadanmusical2036 2 ปีที่แล้ว +10

    ବେଶୀ ମନେ ପଡୁଛି ଭାଈ i miss you entertainment singer budadheb bhai

  • @rameshkalar2860
    @rameshkalar2860 2 ปีที่แล้ว +10

    ଗୀତ ଶୁଣିଲେ ବାରମ୍ବାର ମନେ ପଡିଯାଉଛି miss you ବୁଦ୍ଧଦେବ ଭାଈ😭😭😭

  • @diwanmusicmasti
    @diwanmusicmasti 2 ปีที่แล้ว +3

    ନିଶ୍ଚୟ ଗୋଟେ ଅପୂରଣିଅ କ୍ଷତି କୋରାପୁଟିଆ ସଂଗୀତ ଜଗତ ର...
    ବୁଦ୍ଧଦେବ ସିଂ ଙ୍କ ସ୍ଥାନ ନା କେହି ନେଇପାରିବେ ନା ତାଙ୍କ ଭଳି ଆଉ କିଏ ହେବେ 😭😭😭
    ବୁଦ୍ଧ ଦେବ ସିଂ ଙ୍କ ଆତ୍ମା କୁ ଭଗବାନ ଶାନ୍ତି ରେ ରଖନ୍ତୁ... ଜୟ ଜଗନ୍ନାଥ

  • @krushnachandra4687
    @krushnachandra4687 2 ปีที่แล้ว +2

    Bahut dukhata kobar sir I miss you budhadev bhai

  • @krushnasanta664
    @krushnasanta664 2 ปีที่แล้ว +11

    Budhadev ଭାଇ ବହୁତ ମନେ ପଡ଼ୁଛ

  • @dambarubissoi5577
    @dambarubissoi5577 2 ปีที่แล้ว +3

    Bahutt dukha laguchi ...i miss you vudha bhai 😭😭😭

  • @dulaltvyoutubechannel6482
    @dulaltvyoutubechannel6482 2 ปีที่แล้ว +4

    ବୁଦ୍ଧଦେବ ବାଈ ଜଣେ କୋରାପୁଟଠାରୁ ବହୁତ ଳଖ କୁ ହଁସାଇ ତିଳା ଏବେ ହେକା ସମସ୍ତ କୁ ଛାଡ଼ି ଚାଲି ଗଳେ ତାଙ୍କ ଆତ୍ମା କୁ sri Jagannath ସାନ୍ତି ଦିହ ଫ୍ରବୁ jai Jagannath

  • @apkoraputia2619
    @apkoraputia2619 2 ปีที่แล้ว +2

    ଗୀତ ସୁନି ଆଖି ରୁ ଲୁହ ବାରୁଛି ଭାଇ really i Miss you ବୁଦ୍ଧଦେବ ଭାଇ ଆମକୁ ଛାଡିଚାଲି ଗଲ

  • @suryaking4643
    @suryaking4643 2 ปีที่แล้ว +2

    Bhagaban kahinki sabu bele bhala Loko ku hi dakanti Semiti singer aau aasibe nahi miss you so much my dear singer buddhadeb

  • @mdkoraputiastatus
    @mdkoraputiastatus 2 ปีที่แล้ว +1

    Bohut Mane poducho bhai really i miss you gito suni ki akhi ru luho jhari jauchi 😭😭

  • @koraputiamx1627
    @koraputiamx1627 2 ปีที่แล้ว +7

    ବହୁତ ମୋନେ ପଡୁଛି ବୁଦ୍ଧଦେବ ଭାଇ 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @MaMa-ll5wt
    @MaMa-ll5wt 2 ปีที่แล้ว +1

    ବୁଦଦେବ ଭାଇ କେତେ ସୁନ୍ଦର ଗୀତ ଗାଈ ଏଦୁନିଆ କୁ ହଁସାଉତିଲୁ ଭାଇ ଏ ବେଆଉଅଅଂଶେଇଲା ପରିନାହିଁ ଭାଇ ଭାଇ ଭାଇ,,

  • @tunagouda4056
    @tunagouda4056 2 ปีที่แล้ว +15

    ବୁଦ୍ଧଦେବ ଭାଇ ଙ୍କୁ ମନେ ପଡ଼ିଗଲେ ଆଖିରୁ ଲୁହ ଝରିପଡୁଛି ଭାଇ

  • @youngstarajit
    @youngstarajit 2 ปีที่แล้ว +3

    Thanks

  • @malatipatra1362
    @malatipatra1362 2 ปีที่แล้ว +1

    Nice very nice songs sweet voice God bless you 💜🙏🙏🙏💜👌👌👌💜

  • @rameshnona2108
    @rameshnona2108 2 ปีที่แล้ว +3

    ଦୁଃଖ ଲାଗୁଚି 🙏😭🙏 ବଦ୍ଧଦେବ ସିଂ ଭାଇ

  • @PMMUSICALS
    @PMMUSICALS 2 ปีที่แล้ว +1

    Bhudadev Bhai ତମ ଜାଗା ସବୁ ଧିନ ଅଧୁରା ରହିବ। 😭😭😭 କେହି ତମ ଜାଗା ନେହିଁ ପାରିବେ ନାହିଁ... ସମସ୍ତଙ୍କୁ ହଁସେଇ ଆଜି କନ୍ଦେଇ ଦେଳ ଭାଇ .. I Miss U...Bhai ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖେ ମୋର ଏତିକି ପ୍ରାର୍ଥନା ତମ ଆତ୍ମା କୁ ଶାନ୍ତି ପ୍ରଧାନ କରନ୍ତୁ।

  • @raghunathbhatra6342
    @raghunathbhatra6342 2 ปีที่แล้ว +4

    ବୁଦ୍ଧଦେବ ପାଇଁ ଗୀତ ଗାଇ ଥିବାରୁ।‌ଆମର ଭେଣ୍ଡା ଗୁରୁ ଙ୍କୁ ବହୁତ ବହୁତ ଧନ୍ୟବାଦ...miss u bhudadev bhai...

  • @bikrambagha2853
    @bikrambagha2853 2 ปีที่แล้ว +1

    Spr Guru Jii💐🙏🙏🙏

  • @Mr_NARENDRA_KORAPUT_3585
    @Mr_NARENDRA_KORAPUT_3585 2 ปีที่แล้ว +1

    ବୁଦ୍ଧଦେବ ଭାଇ ତୋ ଆତ୍ମାକୁ ଜଗନ୍ନାଥ ଶାନ୍ତି ରେ ରଖନ୍ତୁ 🙏🙏🙏

  • @surendragouda225
    @surendragouda225 2 ปีที่แล้ว +1

    Nice song benda guru

  • @halbihungama7988
    @halbihungama7988 2 ปีที่แล้ว +1

    Bhenda guru emotional gita gaile . Really miss you budhadev dada😭😭😭

  • @khoratankadhar8193
    @khoratankadhar8193 2 ปีที่แล้ว +1

    ହଁ ଭାଇ ମୋତେ ବି ବହୁତ ଦୁଃଖିତ ଲାଗିଲା

  • @sadboygopu6633
    @sadboygopu6633 2 ปีที่แล้ว +4

    ବହୁତ ମନେ ପଡୁଛି i miss you 😭😭😭

  • @adisagar2670
    @adisagar2670 2 ปีที่แล้ว +1

    Vhai akhiru pani bahari jauchi 😭😭😭budhadev bhai bahut miss karuche ho

  • @sankarkhillo8373
    @sankarkhillo8373 2 ปีที่แล้ว +1

    Really heart touching song ❤️ we will always miss u budhdev sir🙏🙏🙏🙏🙏🙏

  • @sanyasisg6305
    @sanyasisg6305 2 ปีที่แล้ว +2

    Really I miss you budhadeb bro I request to JBR production channel members what was the matter for budhadeb bro please reply

  • @sabitreeburudi7012
    @sabitreeburudi7012 2 ปีที่แล้ว +1

    ଗୀତ ଶୁଣିଲେ ଆଖିରୁ ଲୁହ ଝରି ଆସେ bhudu dev 😂😂😂😂😂😂😂😂 bhi miss you

  • @rslover.1999
    @rslover.1999 2 ปีที่แล้ว +1

    bahuta dhuka laguchi I miss you budhdeb bhahi 😢😢😢😢😢😢

  • @kamolochangoudo9335
    @kamolochangoudo9335 2 ปีที่แล้ว +2

    ବଉତ ଦୁଃଖ ଲାଗୁଚି🙏🙏🙏ଜୟ ଜଗନ୍ନାଥ 😭😭😭😭

  • @nilambarbhatranilambarbhat2284
    @nilambarbhatranilambarbhat2284 2 ปีที่แล้ว +2

    Gita sunile akhiru luha jharuchi bhai bahut Mane paducha bhai

  • @msdigital648
    @msdigital648 2 ปีที่แล้ว +8

    Miss you buddhadev bhai

  • @budangond2991
    @budangond2991 2 ปีที่แล้ว +1

    Ame kebe buliparibu nahi bahi bahutha Sundhar Githa gahutilo bahi

  • @labanyapujari3914
    @labanyapujari3914 2 ปีที่แล้ว +2

    miss you budhadev bhai 😭😭😭🙏🙏

  • @kkoraputia6516
    @kkoraputia6516 2 ปีที่แล้ว +2

    I miss you Bududav bhai 😭😭🙏🙏💔🙇

  • @BIJURAM207
    @BIJURAM207 2 ปีที่แล้ว +1

    I miss you 😭😭😭 bro really... ମୁଁ ବିଶ୍ୱାସ କରିପାରୁନି ଭଉତ ଦୁଃଖ ଲାଗୁଛି

  • @PR-Pinkureeta1.4.3
    @PR-Pinkureeta1.4.3 2 ปีที่แล้ว +2

    I miss you bhaina ଆମକୁ ସମସ୍ତଙ୍କୁ ଛାଡିକି କେମିତି ଚାଲିଗଲ ତମ ପରି କଳାକାର ଏଇ ଦୁନିଆ ରେ ନାହିଁ ଭାଇନା କମେଡି ହେଉ କି ଗୀତ ଗାଇବାକୁ ହେଉ କି ଯୋଉ ଜାଗାରେ ମଧ୍ୟ ତମେ କମ୍ ନ ଥିଲ ଆମେ ତମକୁ ବୋହୁତ ମିସ କରିକୀ କାନ୍ଦୁଛୁ ଭାଈନା Plz ଆଉ ଥରେ ଆସ ଭାଈନା 😭😭😭😭😭😭😭😭😭😭😭

  • @chitrasenpangi9295
    @chitrasenpangi9295 2 ปีที่แล้ว +1

    Bahut dukha laguchhi aame gote bada Comedy guru 🎤👩‍🎤singer ku harai..... Tankar aatma ku santi milu.... 😭😭😭😭😭 bhenda bhai tumor geet suni Luha jhari galani 🙏🙏🙏🙏😭😭😭😭

  • @haladharsanta7305
    @haladharsanta7305 2 ปีที่แล้ว +4

    ବହୁତ୍ ଦୁଃଖ ଲାଗୁଛି ବୁଦ୍ଧ ଦେବ ଭାଇ କୁ ଭୁଲି ହେଉନି

  • @memadhebmemadheb6942
    @memadhebmemadheb6942 2 ปีที่แล้ว +1

    I really miss you budha deva bhai 😭😭😭😭 God bless you

  • @tunakalar5073
    @tunakalar5073 2 ปีที่แล้ว +4

    ଏତର କାର ଗୀତ ସୁଣବୁଭେ ବିଶ୍ବନାତ ଭାଇ ଭଲ ଗୀତ କିଏ ଗାଇଭ

  • @nilambarbhatranilambarbhat2284
    @nilambarbhatranilambarbhat2284 2 ปีที่แล้ว +2

    Bahut Mane paducha bhai apananku kebe bulibi nai bagaban apananka atma ku Santi diontu Jay Jagannath

  • @ranjankope6622
    @ranjankope6622 2 ปีที่แล้ว

    ଆମେ ତୁମର ଗୀତ କୁ ୟୁଟୁବ ରେ ଶୁଣି ବହୁତ ମନେ ପକଉଛୁ ସତରେ i miss you ବୁଦ୍ଧଦେବ ଭାଇ, ତୁମର ଅମର ଆତ୍ମା କୁ ଶାନ୍ତିମିଳୁ, ତାଙ୍କର ଦେଶିଆ ଗୀତ ଶୁଣୁଥିବା ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ

  • @baidamajhi9653
    @baidamajhi9653 2 ปีที่แล้ว +1

    ସବୁଶେଇ ଇଶର ରଲିଲା ବୁନ୍ଧଦେବ ବାଇ ବଗବାନ ତାକୁଶୁକରେ ରକତୁ

  • @UmeshMajhi-y1o
    @UmeshMajhi-y1o 3 หลายเดือนก่อน +1

    Hii miss you bhudu dev Bhai kebebi bhuli paribinaei❤

  • @bansipatrabhatra984
    @bansipatrabhatra984 2 ปีที่แล้ว +2

    ଏବେ କଣ କରିବୁ ଆରି ଆମେ ଆଉ କାହାର ଗୀତ ଶୁଣିବାକୁ ଇଚ୍ଛା ହେଉନି

  • @aamedesialok
    @aamedesialok 2 ปีที่แล้ว +1

    Miss You Buddha Bhai 😭😭

  • @RaghunathBhatra-eq5sx
    @RaghunathBhatra-eq5sx ปีที่แล้ว

    ୨୦୨୪ ରେ କିଏ କିଏ ମିସ୍ କରୁଛ ବୁଦ୍ଧଦେବ ଭାଇଙ୍କୁ😌😌😭😭😭😭 ମିସ୍ ୟୁ ଭାଈ 😥😥

  • @bijaywriter-from-gorakhpur8471
    @bijaywriter-from-gorakhpur8471 2 ปีที่แล้ว +2

    Miss you budhadev Singh bhai.... 😭😭😭😭😭

  • @rkodishamusic
    @rkodishamusic 2 ปีที่แล้ว +2

    I miss you Budhadev Baina 😭😭😭😭😭🤣🤣

  • @birisalabendpartyjhukegana6774
    @birisalabendpartyjhukegana6774 2 ปีที่แล้ว +1

    Bududev Bhai miss you gita sunile luhajaruchi

  • @debabhatra5146
    @debabhatra5146 ปีที่แล้ว

    Bhauta badiya benda sir thankyou very mach bhai dhanya bhad

  • @raghunathbhatra6349
    @raghunathbhatra6349 2 ปีที่แล้ว +2

    ବୁଦ୍ଧଦେବ ଭାଇ ମୁଁ ତୋ ତୋମୋର ଗୀତ ହିଁ ଶୁଣୁଥିଲୀ ୟୁଟ୍ୟୁବରେ ଡାଉନଲୋଡ କରି ହେବେ ଆଉ କା ଗୀତ ଶୁଣିବି ତୋମେ କାହିଁକି ଛାଡ଼ି ଚାଲିଗଲ ମୋ ଆଖିରୁ ଲୁହ ହିଁ ଶୁଖୁଣି ତୋମେ ଜଉ ଟିବି ଅଛ ଭଲରେ ତାଅ ମୁଁ ଭଗବାନ କୁ ପ୍ରାଥନା କରୁଛି ତୋମ ଆତ୍ମାକୁ ଶାନ୍ତି ମିଲୁ ଜୟ ଜଗନ୍ନାଥ ସ୍ବାମୀ ମୋ ଭାଇର ଆତ୍ମାକୁ ଶାନ୍ତି ମିଲୁ

  • @kgfvlog487
    @kgfvlog487 2 ปีที่แล้ว +1

    ବୁଦ୍ଧଦେବ ଭାଇ ବହୁତ ମନେ ପଡୁଛ😭😭

  • @bhagabanbhatra9205
    @bhagabanbhatra9205 2 ปีที่แล้ว +1

    Miss you budhadev Bhai...... 🙏🙏🙏🙏🙏🙏🙏🙏🙏🙏🙏🙏🙏 Always remember your songs brow ... always remember..

  • @S-B-kumar-Official5824
    @S-B-kumar-Official5824 2 ปีที่แล้ว +4

    I miss you ବୁଦ୍ଧଦେବ ଭାଇ

  • @ratikantmuduli288
    @ratikantmuduli288 2 ปีที่แล้ว +2

    I miss you budhadev bhai bhaut manepaduchha😭😭

  • @dkmusic4291
    @dkmusic4291 2 ปีที่แล้ว +1

    Nice bhina

  • @rbncreation2.052
    @rbncreation2.052 2 ปีที่แล้ว +1

    ଭାଇ ହାମେ କେତେ ଭଲ ପାଉତିଲୁ ହାମର ଉଧବସିଂ ଭାଇ କୁ କୋରାପୁଟିଆ କଳାକାର ତିଳ ଗୀତ ଟା କେତେ ଭଢ଼ିଆ ଗୀତ ଘାଇ ଥିଲ ହାମେ କମେଡି ଗୀତ କେନ୍ତି ଶୁନୁଁବୁ କିଏ କୋରାପୁଟିଆ କମେଡି ଗୀତ ଗାଇବ ଜୟ ଜଗନ୍ନାଥ 🙏🙏🙏🙏

  • @kailashmudulichandra978
    @kailashmudulichandra978 2 ปีที่แล้ว +1

    I MISS YOU 😢 Budhadev Bhai....🧎‍♂️

  • @prb760
    @prb760 2 ปีที่แล้ว +4

    I miss you ବୁଦ୍ଧଦେବ ବାଇ

  • @thanamuduli9931
    @thanamuduli9931 2 ปีที่แล้ว +3

    ଦୁଃଖ ଲାଗୁଛି ବୁଦ୍ଧଦେବ ଭାଇଙ୍କୁ ଜୀବନରୁ ବୁଲିହେବନାହିଁ

  • @bhusanagouda341
    @bhusanagouda341 2 ปีที่แล้ว +2

    I miss you bhai

  • @djkoraputaid.m4983
    @djkoraputaid.m4983 2 ปีที่แล้ว +5

    Nice song I miss you Mama

  • @trinathgouda3788
    @trinathgouda3788 2 ปีที่แล้ว +1

    Miss u Budhdev bhaina 😭😭😭

  • @manimamajhi7234
    @manimamajhi7234 2 ปีที่แล้ว +1

    I miss you budhadev Bhai
    My favourite singer

  • @actionmovies5225
    @actionmovies5225 2 ปีที่แล้ว +1

    Miss u budha Bhai...😭😭😭😭😭😭😭

  • @laxmichgauda9275
    @laxmichgauda9275 2 ปีที่แล้ว +1

    Really I Miss you Budhadeb bro

  • @raghunathparaja8717
    @raghunathparaja8717 2 ปีที่แล้ว +1

    I miss you bhai 🙏🙏😭😭 jai jagannath 🙏

  • @checksinghkashyap8940
    @checksinghkashyap8940 2 ปีที่แล้ว +1

    Ham baster wale bhi miss you kar rahe hai Bhai

  • @kesabpujari1804
    @kesabpujari1804 2 ปีที่แล้ว +1

    Bahut Sundar song

  • @mrjugalkumar123
    @mrjugalkumar123 2 ปีที่แล้ว +2

    ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ 😭😭😭😭😭😭😭😭😭😭

  • @lakinathbhatra1653
    @lakinathbhatra1653 2 ปีที่แล้ว +2

    Really it's very painful my heart bhudh dev bhai
    I really miss you bhai 😭😭😭
    🙏🙏🙏

    • @banmalibhatra5273
      @banmalibhatra5273 2 ปีที่แล้ว

      Miss you Budhadev Bhai Badhiye Geetani guru

  • @manojdakua1767
    @manojdakua1767 2 ปีที่แล้ว +1

    Dhanio rate bhududev bhae Ada dine ssadigalu bada bhae

  • @jagaproduction2781
    @jagaproduction2781 2 ปีที่แล้ว +2

    I miss you budev bhae tankar git sabubele Amar Ruhr jagabandhu tahara

  • @HariBagheldiary
    @HariBagheldiary 2 ปีที่แล้ว +1

    Miss you budhdev bhai🌹🌹🌹