Senior Excise Officer Caught in Vigilance Net with Massive Ill-gotten Wealth
ฝัง
- เผยแพร่เมื่อ 2 พ.ย. 2024
- #ଭିଜିଲାନସ_ଜାଲରେ_ପଡ଼ିଲେ_ଅବକାରୀ_ବିଭାଗର_ବଡ଼_ମାଛ
ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ। ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ଦେଖିଥିଲେ ଆପଣ। ଯାହାଙ୍କଠୁ ମିଳିଥିଲା ୩୪ ପ୍ଲଟ୍। ଆଉ ଆଜି ଅବକାରୀ ବିଭାଗର ଜଣେ ବରିଷ୍ଠ ବାବୁଙ୍କ ମାଳ ମାଳ କୋଠାବାଡ଼ି ସହ ମିଳିଛି ୫୨ଟି ପ୍ଲଟ୍। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଭୁବନେଶ୍ବର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ପାଖରୁ ମିଳିଛି ଏଭଳି ବିପୁଳ ସମ୍ପତ୍ତି। ଯାହା ଦେଖି ଭିଜିଲାନ୍ସ ଅଧିକାରୀ ତାଟକା।...
#Pratidin #VigilanceRaid #ExciseOfficer #Bhubaneswar #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
25 ବର୍ଷ ହେଲା ଏମିତି ଖାଇ ଖାଇ ଓଡିଶା କୁ ଖୋଳ କରିଦେଇଛନ୍ତି ସବୁ ଚୋର
ନିୟମିତ ଚଢ଼ାଉ କରି ଗୋଟେ ଗୋଟେ କରି ସବୁ ଚୋର କୁ ଧରାଯାଉ 👍
ପାଣ୍ଡିଆନ ନବୀନ ପଟ୍ଟନାୟକ ଗଲା ପରେ ଏମିତି ଅନେକ ଅଫିସର ବିପତ୍ତିରେ ପଡୁଛନ୍ତି ଆଗକୁ ଅନେକ ପଡ଼ିବେ ତାପରେ । ନେତା ମନ୍ତ୍ରୀ ମାନଙ୍କର ପାଳି ଆରେ ପାଣ୍ଡିଆ ନବୀନ ତମେ ହାରିଗଲ ଏମାନଙ୍କୁ ବିପତ୍ତିରେ ପକାଇ ସନ୍ୟାସୀ ଯୋଗିନୀ ପିଚାଶିନୀ ହୋଇଗଲ🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣
ଖାନଦାନୀଆ ବାବୁ। ଉଚ୍ଚଶିକ୍ଷିତ ବୁଦ୍ଧି ପ୍ରଖର।
ନବୀନ ପଟ୍ଟନାୟକ ଶାସନ ରେ ଅଫିସର ରାଜ ର କଳଙ୍କିତ ଅଧାୟ
ଏଇ ଭଳି ଅନେକ ଅଫିସର୍ ଅଛନ୍ତି ,
Good job OTV new
ୟେ ବାବୁ ଯେଉଁ କଳା ଧନ କମେଇଛନ୍ତି ସେ ସବୁ କିଏ ଦେଇଛି ? ନିଶ୍ଚୟ ଅସାଧୁ ବ୍ୟବସାୟୀ ମାନେ ଯେଉଁ ମାନେ ଟିକସ ନଦେବା ପାଇଁ ସବୁ କଳା ରେ ଧୁରନ୍ଦର୍ ହୋଇ ନିଜର ସ୍ବାର୍ଥ ପାଇଁ ନୈତିକତା ହରାଇ ଦେଇଛନ୍ତି। ସେମାନଙ୍କ ପାଇଁ ଇମିତି କିଛି ହେଉ
ଏ ଶଳା ଙ୍କ ସମ୍ପତି ବାଜ୍ୟପ୍ତି କର ଏଇ ମାନଙ୍କ ପାଇଁ ରାଜ୍ୟ ଆଜି କାଙ୍ଗା ଳ
ମୋ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଗୋଟିଏ ଘର ନାହିଁ
Bhai Yara 52 plot ru tme gote nia 😂😂😂
Tahale 25 barsa sasana re emitia corrupted officer thile 😂😂😂😂😂 jay pandian
Really a successful govt servant .he should be rewarded for his outstanding performance so that govt jobs aspirants will be motivated more and more for govt jobs .
ବାବୁଙ୍କୁ ରାସ୍ତାରେ ବାନ୍ଧି ଚଲାଇ ଜେଲ୍ କୁ ପଠାନ୍ତୁ
ଅବକାରୀ ବେପାରୀ ସାଙ୍ଗରେ ପୋଲିସ ସାଙ୍ଗରେ ଭଲ ସମ୍ପର୍କ ତାଙ୍କ ଗାଡ଼ିରେ ଅବକାରୀ ଜିନିଷ କରବାର ହେଉଛି ଜନସାଧାରଣ ଏଠି ପ୍ରଶାସନ କିଛି ଶୁଣିବାର ନାହିଁ monthly packege କରିଛନ୍ତି
24 year re sabu officer koti pati
Wah re Naveen wah... No. 1 Ajogya CM thila Naveen
ଆକୁ ହିଁ କୁହନ୍ତି ଠିକ୍ ସରକାରୀ ବାବୁ ତଣ୍ଟି ଚିପି ଅଣ୍ଟିରେ ଧନ ରଖିବା ଆଉ କଳା ଧନ ଅସାଧୁ ଙ୍କୁ ବି ହଲକେଇ ଥିବେ
ମଉନ ମୁଁହ ଭାରି ଜଟିଳ,୫୨, କେବଳ ନିଜନମରେ, ବନ୍ଧୁ ବାନ୍ଧବ ଙ୍କ ନାମରେ ମଧ୍ୟ କିନିଥିବେ, ଏତେ ପଇସା କୋଉଠି ରଖିଥାନ୍ତୁ, ଭଗବାନ ତ ଖାଲି ତୁମକୁ ଛପର ଫାଡି ଦେଇଛନ୍ତି, ବହୁ ପ୍ରଭାବ ଶାଳୀ ନେତା ୟାଙ୍କ ପଛରେ ଅଛନ୍ତି। ରାଜ୍ୟ କୁ ଖୋଳ କରିଦେଲେ ଦଶ ପର୍ସେଣ୍ଟ ଅଫିସର୍ ଓ ନେତା, ସାଧାରଣ ଲୋକେ ଭକୁଆ, କେମିତି ଧର୍ମ ସହିଛି।
ଏହା କେବଳ ଏକ ସ୍ଥିର ଆଉ ଦୀର୍ଘ ଦିନ ସରକାର ର ଫଳ । ଜାଗ ଓଡ଼ିଶା ଜାଗ .....ପ୍ରତି ୫ବର୍ଷ ରେ ସରକାର ବଦଲାଓ ।
ଏମାନେ , ବିଧାୟକ ଓ ସାଂସଦ ମନ୍ତ୍ରୀ ମାନେ ହିଁ ଦେଶକୁ ଲୁଟୁଛନ୍ତି।ଆଉ ଏ ପଟେ ବିଜେପି ସରକାର ରାସନ୍ କାର୍ଡ ଚେକିଂ କରିବ ଓ ଲୋକ ମାରି ଖାଉଛନ୍ତି ବୋଲି କାଟିବ । କି ହାସ୍ୟାସ୍ପଦ କଥା। ଶଳା ଆଗ ଏମାନଙ୍କ ଗା ମରା ଧନ ସମ୍ଭାଳ ରେ ପୁଏ।
Vigilance officer waooooo dipa tala andhara
ୟାଙ୍କର ରାଶନ କାର୍ଡ଼ ହେଉ।
😂😂
ଏମିତିକା ଲୋକ ଓଡିଶା ରେ ଶହ ଶହ ଅଛନ୍ତି, ସେଥିପାଇଁ ତ ନବିନା ହାରିଲା ପରେ ବାହୁନୁଥିଲେ ସେମାନଙ୍କ ର କଚ୍ଚା ଚିଠା ଖୋଲିଯିବ ବୋଲି
Aithi competition chalicchi😂😂,balangir re 34 plot,yankara 52 😂😂
What about viglinnce 24yers before
Yemiti bahut baharibe .....
Rama tumaku koti koti pranam
ବାବୁଙ୍କୁ ଖୋଲିକି ଗାଣ୍ଡୀ ମାର , ହର ଗାଁ ଗହଳି ରେ 🍺 ମଦ ବିକ୍ରି ହୁଏ, ସେ ଭୋଉତୁ କମିଶନ ଖାଇଛି
Badhiyaa ati sundar puraa nangalaa kara
Khai jaichhanti
Who has sheltered him.
❤❤❤aponanku Anuradha ...excise department re jo constable koraput and jeypore and rayageda ...re achanti thore ... vigilance check korantu.....ethe borso se kethe PC neichanti...dekh thore red Aramba karibe nije nije resign deidebe
Liberal of court,zeo punishment
Hardworking Engineer
Good Chief Minister of odisha 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
Jay Jagannath
Mg chaliparuni salla ku ajibana jail hau
This is the beauty of changing rulling party in every 1-2 terms
Chra sabu
Pura ready.....🙈🙉🙊
Choro muho boda tan.....bahut khaichi nohele ate kasta re chaluchi kn pain
Okkkkkkkkkk
Cuttack ଚୌଦ୍ୱାର ରେ ଏମିତି ଚୋରି ମଦ ଚାଲିଛି
Kouthi
ଆମ ଚିକିଟି ଆଡେ ଆସନ୍ତୁ ଟିକେ ବୁଲିକି ଯିବେ ବିଜଲାନ୍ସ ସାର 🙏🙏🙏
ସବ୍ ଚୋର
Sabu Maya rea baya
Sir.. jagatsing pur
So..biridi
Local mafia
😥
Garib pakhare ghar nanhi.creat a new law for this officer no bail direct 30 years jail
emiti anek achhanti, samastanka biruddhare karjyaanusthana grahana karajau..24 barsare asankhya chora dakayat tauter lutera tiari heuchhanti
pls open your eyes naveen babu.... come out
ନେତା ମାନଙ୍କୁ ପାଳି କରି ତାଙ୍କ ଗୃହକୁ ଆସିଲେ ତାଙ୍କର ଅନେକ ଗୁଡିଏ କଥା ଅଛି
Odisha development heba kemiti
Salam sarakari chakiri khub lava jaha hau pua pura maharaja sabu sei bjd
ଏ ଶଳା ଏକ ନମ୍ବର ମାଫିଆ
Agaru kuade jaithila. His children already got medical,MBA degree from top colleges. There z no value to arrest him.
A maa Ghia pata ku dakha
Choro ta
Dekha jau ama chief minister ahi case pain kete tatper ame kahuchu ama odissa re jete class 1 or class 2 officer achhanti samastinku vigilance red karagale ama odissa sunara odissa hoi pariba
ତୁ ସତ କହୁଚୁ ????ତୋତେ ଓଡ଼ିଶା ଲୋକ ମିଶି କି ମାରିଲେ ସତ କହିବୁ ..........
These radicals Chora are increasing the price of flats .
Kede galua
Aeita start hela dekha agaku kn hauchi
ଭାଇ ରେ କେତେ ଏମିତି ଅଛିନ୍ତି ସବୁ ଚୋରା ମଦ ପାଁଇ
ଜୟ ହୋ bjd ସରକାର 👍👍👍😜😜🌹😡
Sabu govt ana jau bajyapti kara jau.
Buli buli excise duty karuthila ki loot r excercise karuthila
Pichhuli gandimara babu...❤❤❤
ବାବନ ପ୍ଲଟ 😂
Sabu seya
Emananku fasi diajiba darkar
😅😅😅😅😅😅😅😅😅😅😅😅😅😅😅😅😅😅😅😅😅
❤❤❤ehi sabu BJD RO DURNATHII JAGU....KANHI NA MANTRI MANONKU BAHUTH PC MILUTHILA.......
Ahuri raid karo🎉
E babu koti ere gote, emiti ahuri bahut achhanti , dharile odisha dhani hoi jiba
Daku
Pandiyan kn hela
A,shola,Officerku,train,agare,thelidio.
Peta re papa dekhadauchi
Kahar..khayati.karini...52.plot.kan.to.maipa..prasab.kala.😊.14.baras.banabas..ramachandra.ku..jharpad😊
Mahesh Behera ra Pali kebe ???
Lootera officers Dismiss
Khai chala odisha ku...Maadi chala😂😂😂
Asata dhana badhe bahuta jibabele jae mulasahita. 💀💀💀
Orissa ku lootichala khaeichala
Sabu g mariki khaigala
Emanku ajibana karadanda dia jau.
Tebe dara asiba
100 plat ta darakar
A mg nku khali langala Kari bichuati lagei Lanka dhunya deba katha
E hauchi rabana chandra
BJD ku saport karutheba loka dakha
Bjd sason only durnithi
ବଡ ଚୋର ସଲା😂😂
ea magea dharapadile kahibe mu janini mate fasahouchi vagaban bujhibe😂😂
ଚୋର ବହଳିଆ ମୁହାଁ.
E. Taa. Bjd. Sarkar. chamoday. bjd. aa. Pachhare. hata. achhi. Chura. bjd
Tu pura dharmaraj judhistira be
Sabu bjd sarakarare sambhaba
sabu bjd loka eamane
Khali haa haa😂
MADUA & PANDIAN GANG MISHI EMITI ODISHA KU LOOTI CHANTI. KALIA JAJANA RE TANKA DEYEE
ODISHA BASSINKU BHAKUA BANAYEE THEELEY. AAU 10000 AMITI ACHANTI.