_This should have been implemented five years ago; we are delayed. Education must adapt to current job market demands._ anyways we APPRECIATED THE CHANGE
Praya School re vala padha jauni basi basi jauchanti.....basi basi teacher nka peta bada hei galani ....😂😂😂jadi chhida hei class re buli buli padhante tanka peta nathanta aau pila gadha huante.nai.....bina tution re ta pila pass b Kari paribeni😢😢😢😢😢
ସରକାରୀ ସ୍କୁଲରେ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ମାଷ୍ଟର ପାଠ ନପଢାଇଲେ ଗଲା, ଯେଉଁ ଶିକ୍ଷା ନିତୀ ଆଣୁଛ ଆଣ , ଯଦି ମାଷ୍ଟର ଙ୍କୁ ଟାଇଟ୍ କରିଵ ସବୁ ଠିକ ହେଇଜିଵ
That's good. Please provide digital schools to all children in Odisha.
ନୂତନ ଶିକ୍ଷା ନିତିରେ ଖାଲି ପାଠ୍ୟ ସହ ଆଧ୍ୟାତ୍ମିକ ଶିକ୍ଷା ଯୋଡିବାକୁ ଅନୁରୋଧ. ନଚେତ ପିଲା ସବୁ ଅମଣିଷ ହୋଇଯିବେ
ନୂତନ ଶିକ୍ଷା ନୀତି ଲାଗୁ ହେବା ଠିକ୍ ହୋଇଛି କିନ୍ତୁ ଶୀଘ୍ର ଭିତ୍ତିଭୂମି ପ୍ରସ୍ତୁତି କରନ୍ତୁ ।
Reporter ଭାଇମାନେ school ରେ inquiry, reporting କରନ୍ତୁ ଜର୍ଣିବେ,କି ପାଠ ପଢ଼ାଯାଉଛି,ସବୁ ଟିଚର ସୋଇ ଦରମା ନଉଛନ୍ତି
ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷାନୀତି ଯାହାଥିଲା ତାହାର ସମିକ୍ଷା କରିବା ଉଚିତ୍ ଗତ ସର୍ବଶିକ୍ଷା ନୀତି ରେ ଶିକ୍ଷାକୁ ଗିଳିଦିଆଯାଇଛି ।ତେଣୁ ଉପଯୁକ୍ତ ଚିନ୍ତା ଚେତନାକୁ କାର୍ଯ୍ୟକାରୀ କରାଯାଉ ନଚେତ୍ ଶିକ୍ଷା ନାମରେ କଳଙ୍କ ନ ଲାଗୁ
1ମ ରୁ 5ମ ପିଲାଙ୍କୁ ପାଠ ଆସୁନି ସେହି ପିଲା ଆଗକୁ କି ପାଠ ପର୍ଡିବେ କର୍ଣ କରିବେ ମୁଁ ପୁରୀ,ଗୋପ,mahalapada ରୁ କହୁଛି
ମାଷ୍ଟର ସହିତ ଅଭିଭାବକ ସହଯୋଗ କରନ୍ତୁ ଆଉ ସରକାର କଡା ନିୟମ କରନ୍ତୁ ଆଉ ସରକାରୀ କର୍ମଚାରୀ ଆତ୍ମୋ ହିଂସା ଛାଡ଼ନ୍ତୁ ତେବେ ସମାଜରେ ଉନ୍ନତି ହେବ
Traing for Anganwadi worker is better for NEP
Aww worker bi education achhi
ପ୍ରଥମେ ଗୁରୁକୂଳ ଶିକ୍ଷାନୀତି ଲାଗୁ କରି ନିଜସ୍ଵ ସମନ୍ୱୟ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଉ ।
Thanks kanak News
ନୈତିକ ଶିକ୍ଷା ବ୍ୟକ୍ତି ଚରିତ୍ର ନିର୍ମାଣ ନିମନ୍ତେ ନିହାତି ଜରୁରୀ ।
ଦୟାକରି ଧୀରେ ଧୀରେ କରିବା ନୀତି ବଦଳାନ୍ତୁ ନଚେତ୍ ସବୁ ଉଦ୍ୟମ ଫସର୍ ଫାଟିଯିବାର ଅପାର ଆଶଙ୍କା ରହିବ ।
Mu Kalahandi ru kahuchi
Jouthi gotie school re 5 ti anganawardi achhi sethi kan heba
_This should have been implemented five years ago; we are delayed. Education must adapt to current job market demands._ anyways we APPRECIATED THE CHANGE
10th bord heba uchuti sir
School re madhyana vojana banda karajau
Naveena. Sir 24. Barsa. Sikhya. Niti ku. Khaile. Gariba. Gramanchala ra pila nku murkha. Banei. Bahara. Rajya ku. Dadana khati pathauthile
Praya School re vala padha jauni basi basi jauchanti.....basi basi teacher nka peta bada hei galani ....😂😂😂jadi chhida hei class re buli buli padhante tanka peta nathanta aau pila gadha huante.nai.....bina tution re ta pila pass b Kari paribeni😢😢😢😢😢
ଏହି ପାଠ୍ୟକ୍ରମ ଦ୍ବାରା ଭବିଷ୍ୟତ ନାଗରିକ ତଥା ଆଜିର ଶିଶୁମାନଙ୍କର ଭବିଷ୍ୟତରେ ନିଜର ଭରଣପୋଷଣ ନିମିତ୍ତ ଆବଶ୍ୟକ ଦକ୍ଷତାର ବିକାଶ ହେବନାହିଁ ; ଏହା କେବଳ ଚାକିରୀଆ ସୃଷ୍ଟି କରିବା ।😂😂😂
Odisha ra school re kounasi byabasta nai ete jaldi kemiti haba 😂😂😂
କମ୍ ଦରମାପ୍ରାପ୍ତ ଶିକ୍ଷକମାନେ ଆଗ୍ରହ ସହକାରେ ଶିକ୍ଷାଦାନ କରିବେ ତ!
Sir anganwadi r madhya silabhas achhi
ପାଖରେ ନାହିଁ ଧନ। ପୁଅ ବାହାଘର କରିବାକୁ ମନ।
Anganbadi ra bi syllabus acchi
Mu Ganjam ru kahuchhi ticher manku akshan nia jau
ପ୍ରଥମେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଉଠେଇ ଦିଆ ଯାଉ ତା ର କୌଣସି ଆବଶ୍ୟକତା ନାହିଁ
Tore chua nathiba sethipain amiti kahuchu chatari
Anganwadi preschool mother and child development corona movement samasta prakar kam karuchhi sukanta panda is a uneducated
Right sir
Odisa will एक no वन state.
ଅଙ୍ଗନାଵାଡି କୁ ଆଗେ ବନ୍ଧକରନ୍ତୁ
Gariba. Gramanchala ra pila mane. Adhikansa murkha. Hoi. Aakhi. Dekhajauni. Sethi. Jogun. Odisha ra. Gariba. Gramanchala. Unnati. Hoiparuni
Bala pari bartana heba murkha hebe chhua 😮