Gaja murkha sala tanka ghara se nije vada deinahanti 1st wonner ra bhul ta mamu ku deithile responsiblety ta mamu ta mamu ku pachara kan khela karichi se ei wonner chhodu thila bahare agaru aji ta ghara katha manepadila
Kn jhia gudika boli help karibe bhala kahuchha a jhia bi bhada tanka neichhi mamu bi neichhi ..sata katha hauchhi mamu bhaneji paduna hanti sethi pain bhadatiya hairan hauchhanti ...
Ae Ghatana ra Kendra Bindu hauchi mamu . Ghara ta bada deithila mamu sei mamu nku daki pacharantu. Ghara Malika heichanti kn ghara vangi ki pasijibe . Ghara Vada deba time re ae 2 jhia thile ki ?
Bina kagaj re..?kemti mamu bikila se loka Kan murkha Kan Bina kagaj registration re re Paisa dei dela na miski Paisa khela karuchanti..emankara dosa Kan jiye kala mala se marantu.jail jaantu..tume emti Paisa dei daba jaga pain registration na tadarakh kari?
Kindly Immediately Help these 2 Sisters ... Jia loka bhada re rahuchanti se Loka tike bi Bhadra Nuhanti... Jhia mananku tanka Ghara wapas kareibare Kindly Help karantu...😢
Rent agreement can be made with registred owner and tenant,but not with MAMU.If tenant given money to MAMU,who is not the registered owner,than it's his own responsibility.Tenant refuse to attend phone call by Police,refuse to open door ,when called by Police,define all the ill intention.When Police summon any one to report before PS,he or his legal advisor representative should join the investigation,else Police has the power to arrest the defaulter.Breaking her own house is not a criminal trespass,specially when tenant refuse to open the door before Police.
Hamare saath bhi aisa hi hua tha hamara bhadotri Bhubaneswar ke humare flat me thi... Aur pura kabja kar liya same case but.. Bhubaneswar... Me aise cases hote hai
@@debpat2007absolutely wrong.......1 month notice should have been given to vacate, if they don't want the tenant to live there, which is extendable perhaps upto 6 months if tenant gives peoper reason to the court......this case is different.......
ଏ ଲୋକ ବହୁତ୍ ଚାଲାକ୍ ଦେଖିଲା ଦୁଇ ଭୋଉଣୀ ଙ୍କ ର ବାପା ମା ନାହାନ୍ତି ତେଣୁ ଘର ଜବରଦସ୍ତ ନେବା ଚକର ରେ ବହୁତ୍ ଦିନ ହେଲା ରହିଲାଣି ଯିଏ ପଇସା ନେଇଛି ସିଏ ପଇସା ଦେବ ମୁଁ ପ୍ରଶାସନ ଙ୍କୁ ଅନୁରୋଧ କରୁଛି ଏ ଦୁଇ ଭଉଣୀ ଙ୍କୁ ନ୍ୟାୟ ଦିଆ ଯାଉ
@@bulletbabu4236 tama ghare emiti nyaya karuchu ti? na jhia dekhi nyaya maguchu? 😝
@@bulletbabu4236 nalua dosho rahuchi tamar
Thik Bhai jahara support re kehi no thanti semane bahut hoirana re padanti😢
No brother, tanka bapa ma lost hela pare mamu tanka guardian, mamu tanka tharu tanka nei thiba
@@sunilkumarsahoo7245 Emane kn nabalika na unpadh?? Indira Gandhi nka mamu kn politics ku ani thile?
ଏହି ଘଟଣା ର ପ୍ରକୃତ ଖଳ ନାୟକ ବୋଧେ ମାମୁଁ ହେଇ ଥିବେ
I think same🙄
I think odisha police culprit.
ହଁ ମୋତେ ସେଆ ଲାଗୁଛି 😂😂😂
ମାମୁ ହର ପଟ୍ଟ ନାୟକ ରୋଲ୍ କରିଛି ଜଣା ପଡୁଛି ।
Mamu bodhe paisa khaichi
ମାମୁ ବୋଧେ ପଇସା ନେଇକି ଘର କୁ ବିକ୍ରି କରିବାର ମିଛ ପ୍ରତିଶ୍ରୁତି ଦେଇଛନ୍ତି । ସେଥି ପାଇଁ ଏମିତି ପରିସ୍ଥିତି ସୃଷ୍ଠି ହେଇଛି😢
Proof kain??
ସବୁ ମନ ଗଢ଼ା କଥା
Absolutely right
@ hn j proof kain?? 25L is not small amount
yes he is the main culprit i think
ମାମୁଁ କି ଡାକି ସାମ୍ନା ରେ କଥା ହୁଅ.
Right
Mamu luchi chhi...emanakar ghar katha ebe Mane padila..Paisa bi khaideba..gharu bhagei deba.. bahut bada game..not innocent
Bhai jhio katha kn suni pariloni se doctor th se athi Rahi kn karibo@@JugalNayak-bk2ky
ମାମୁଁ କୁଆଡ଼େ ଗଲେ ,ତାଙ୍କୁ ସାମନାକୁ ଆଣନ୍ତୁ l ସମାଧାନର ସୂତ୍ର ବାହାରିବ
Right
Right
ବହୁତ ସୁନ୍ଦର ହେଲା, ଓଡିଶା ପୋଲିସଙ୍କୁ ଅଭିନନ୍ଦନ, ଏହିପରି ହେବା ଦରକାର, ଏ ଭଡାଟିଆ ବଦମାସ, ଏହାଦ୍ୱାରା ଭଡାଟିଆମାନଙ୍କୁ କେହି ବିଶ୍ୱାସ କରିବେ ନାହିଁ, ଜଣାପଡୁଛି, ମାମୁଁ ଖଳନାୟକ ଅଟନ୍ତି
ଆରେ ମୂର୍ଖ ସବୁ ଭଡାଟିଆ ଖରାପ ନୁହଁତି
Gaja murkha sala tanka ghara se nije vada deinahanti 1st wonner ra bhul ta mamu ku deithile responsiblety ta mamu ta mamu ku pachara kan khela karichi se ei wonner chhodu thila bahare agaru aji ta ghara katha manepadila
Bhadatiaaa hiin police dakai thile.se b niriha .se mamuun ku tanka deichanti.kahiinki ghara chadibe???mamuun baadmas
Sat na jani..video dekhi Gyan deba bhul
Vada tia nuhe ta au kie
Kn document dekhi ete paisa mamu ku kn pain dele
Last mai dekho kn heba decision
ଭଡାଟିଆ ର ମୁଁହ ଟାଣ କାହିଁକି ? ଜୟ ଜଗନ୍ନାଥ🙏 ଏ 2 ଭଉଣୀ ଙ୍କୁ ସାହାର୍ଯ୍ୟ କର 🙏
Chup mg
@@bidhumishra8243vada tia mane munda khela ntu nahi
@@bidhumishra8243tu chup mg
Kn jhia gudika boli help karibe bhala kahuchha a jhia bi bhada tanka neichhi mamu bi neichhi ..sata katha hauchhi mamu bhaneji paduna hanti sethi pain bhadatiya hairan hauchhanti ...
JAY JAGANATHBALABHADRAMAASUBHADRAMAALAXMIMAATARINI 🙏🙏🌺🌺🙏🙏🌺🙏🌺🙏
ଘରଭଡ଼ା ଦେବା ନେବାପାଇଁ ନିର୍ଦ୍ଦେଶନାମା ପାଳନ କରନ୍ତୁ। ଏମାନେ ଭଦ୍ର ଡକାୟତ।
Ae Ghatana ra Kendra Bindu hauchi mamu . Ghara ta bada deithila mamu sei mamu nku daki pacharantu. Ghara Malika heichanti kn ghara vangi ki pasijibe . Ghara Vada deba time re ae 2 jhia thile ki ?
ସାଧାରଣ ଲୋକ ଟିଏ ସବୁ ବେଳେ ହଇରାଣ ହୂଏ
Asadharana loka kemitia hoi thanti kio bhai
ମୁଁ ଚାହୁଁଛି ଦୁଇ ଭଉଣୀକୁ ନ୍ୟାୟ ମିଳୁ। ସେମାନେ ବେସାହାରା । ସେ ଲୋକକୁ ବାହାର କରାଯାଉ ।
Jouthi fula seithi mahumachi 🤣
Right right
Jia nyaya re achhi taku prabhu nyaya deba
ମାମୁଁ ନାଟକର କେନ୍ଦ୍ରବିନ୍ଦୁ
ମାମୁଁ ହଉ କି ବନ୍ଧୁ ବାନ୍ଧବ ହେଉ ସମସ୍ତେ ସୂର୍ଥାପର l ଏମାନେ ନିଜର ସ୍ବାର୍ଥ ପାଇଁ କିଛି କରି ପାରନ୍ତି l ଭଡ଼ା ଟିଆ କୁ ଉଚିତ୍ ଦଣ୍ଡ ମିଳିବା ଉଚିତ୍ l
👉
ଏଥିରୁ ଜଣାପଡିଲା ମାମୁଁ ଗୋଟେ ବଡ ଖିଲାଡ଼ି ହେଇଥିବ। ଯେ ହେତୁ ମାମୁଁ ବୁଝୁଥିଲା, ହେଇପାରେ ଭଡାଟିଆ ଠାରୁ କିଛି ଚନ୍ଦେଇ ଥିବ ଘର ଦବ ବୋଲି କହି। ମାମୁଁ କୁ ଆଗେ ଧର
ମାମୁଁ ଖେଳ କରିଦେଇଛନ୍ତି ଲାଗୁଛି. ବିଲେଇ ଲଢେଇରେ ମାଙ୍କଡ଼ର ଲାଭ.
Hnn bhi hnn😊😊😊
କିଛି proff ଅଛି ନା ମନ ଗଢ଼ା କଥା
Tu bala ta janichu...kichi na janiki opinion dena ..bokachoda
କୌଣସି ଭଡାଟିଆକୁ ଦୁଇ ବର୍ଷ ରୁ ଅଧିକ ଘର ଭଡ଼ା ରେ ରଖନ୍ତୁ ନାହିଁ ନଚେତ୍ ସେମାନେ ତାଙ୍କ ସ୍ଥିତି ଜାହିର କରିବେ ଆଉ ଉଦାହରଣ ଆପଣଙ୍କ ସାମ୍ନାରେ
Not 2 years...only 11 months .The agreement law is valid for 11 months
All are not sm
@@RahulRaj-gd4lm I am not talking about the agreement I am saying that the rent duration should be maximum 2 years for a tenant
On both sides we have to listen, then will decide
Tu Kia 24 brarsa helani amku
You're right ଦିଦି .ତମ ଘର ଯାହା କିଛି ହେଇ ଛି ଦେବା କଥା 👍🏻👍🏻👍🏻👍👍👍
ଝିଅ ଘର ଝିଅ ଙ୍କୁ ମିଳୁ ।ଭଡାଟିଆମାମୁଙ୍କୁଯଦି ଟଙ୍କା ଦେଇଛି ମାମୁଁଙ୍କୁ ମାଗୁ ।
ସିଧା Local Police ର ସାହାଯ୍ୟ ନିଅ ।
ଆରେ ସେ ମାମୁ ପରା ତୁମରି ମାମୁ ,ଆଜି ତୁମ ମାମୁଁ ଙ୍କୁ ଡାକୁନ ,ତା ପରେ ସିନା କଥା ହେଇଥାନ୍ତ ।
@@Sonalispeaks ମାମୁଁ କୁ କାହିଁ ଡାକିବେ ଡାକ୍ତର ଇଞ୍ଜିନିୟର ଙ୍କ ଦରମାରେ ଘର ହୋଇଛି।ସେ ଲୋକ 25ଲକ୍ଷ୍ଯ ଦେଇଛି ମିଛ କହୁଛି।
Mamu kuade gale?
ଭଡା ରହୁଥିବା ଭଦ୍ରଲୋକ ଙ୍କୁ ଅନୁରୋଧ, କିଛିଦିନ ସମୟ ନେଇ ସେହି ଘର ଛାଡି ଦିଅନ୍ତୁ, ଏମିତି ବେଜିତି ହେଇ ପର ଘରେ ରହିବା ଠିକ୍ ନୁହେଁ, ତାଙ୍କ କାର୍ଯ୍ୟକଳାପ ସକାଶେ ଅନ୍ୟ ଭଦ୍ର, ନିରୀହ ଭଡାଟିଆ ମାନେ ବଦନାମ ହେବେ
ସେ ମାମୁଁ କୁ ଧରି କି ଭଲସେ ବୁଝ ସିଏ ହିଁ ଏମିତି କରିଥିବେ 😢 ଗୋଟେ ଲୋକ ପଛରେ ଏମିତି କଣ ପାଇଁ ଲାଗିଛନ୍ତି
ଲୋକଟି ଚାଲାକ କରି ମାମୁକୁ ପଇସା ଦେଇ ଘରକୁ କବ୍ଜା କରିବାକୁ ଚାହିଁ ଚାହିଁ ଥିଲା
ପଇସା ନ ଦେଇ କେମିତି ସେମାନେ ସେଇଠି ରହିପାରିଲେ....
ଆଜି ମାମୁ ଗଲେ କୁଆଡ଼େ..
ପଇସା ନେଇ ଫେରାର୍ ହେଲେ ନା କଣ...
ଏ ମାନେ ନିଜ ମାମୁ ସହିତ କିଛି ଖେଳ କରୁ ନାହାଁନ୍ତି ତ? ନା ମାମୁଁ ଏ ମାନଙ୍କୁ ଠକେଇ କୁଆଡ଼େ ଫେରାର୍ ହେଲେ ନା....
ସମ୍ପୂର୍ଣ୍ଣ ଆଇନ ଅନୁଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପୋଲିସ ନେବା ଦରକାର. କାଗଜ ପତ୍ର ଅନୁଯାଇ କାମ କରାଯାଉ. ଭଡାଟିଆ ଙ୍କ ଜବରଦଖଲ ଜୁଲମ ବନ୍ଦ କରାଯାଉ
What ever the scene may be but one thing is both sisters are too❤ beautiful 😻
Bhai 😂😂😂😂😂😂
Jane doctor au jane engineer😊
😂😂😂
Prastab pakeideba ki?
@@Apnatubeskahar kou chinta amanka ra jhia chinta 😂
ଏ ସ୍ବାମୀ ସ୍ତ୍ରୀ ୮୪୦ ଜଣାପଡୁଛନ୍ତି
Han. Thik.. Emane nihati bhandari... Nahele ete dhruta kemti
Yes bhauni.. jou bapa nkar pua nathiba Khali jhia thibe semane emiti problem re padanti.. relative hi problem karanti property ku neba pai ..
Balata jana
@SangramPradhan-w8e Tate badhila kn pai tu kahar asubidha karuchu bobde
Mamu ku daaka,taapare Clear heba.matter😂😂
Yes, thik kahicha bhai... I think mamu game plan
Mamu Tanka nei ki Champat😂😂
Mamu ku paisa Dela Kai mamu na re Pata achi ki
Mamu ku dhari ye kutta 2sister nku harassment karuchi.....
Ye bhadatia kutta ra lawyer sala ti kie??Se sala ku aaga dhara...kahuchi police ku ye 2sister nku gharu kadha??
Where is mamu???? He's the main culprit of this incident....
Your mamu is the culprit. He has played a dirty game.
This is not possible 🙏🏻 always respect for big people 🙏🏻🙏🏻🙂
We faced the same situation when we asked our tenant to vacate the house after staying for 10 years.Never rent without proper legal agreement .
. ମାମୁଁ ଙ୍କ ମାରଫତ ରେ ଘର ଭଡା ଦିଆ ଯାଇଛି ମାମୁଁ ଙ୍କୁ ଡାକି ଫଇସଲା କରନ୍ତୁ ତମ ଠାରୁ ଘରଭଡା ନେଇ ନାହାନ୍ତି ତେଣୁ ଭଡା ନେଇଥିବା ଲୋକ ସହିତ ଝଗଡ଼ା କରନ୍ତୁ ନାହିଁ ମାମୁଁ ଙ୍କୁ କରନ୍ତୁ।
👍
ଘର ଟା ମାମୁଁ କୁ hand over ଦେଇଥିଲ ମାମୁଁ କୁ ପଚାରୁନା ମାଡାମ ପଇସା ନେଇଛନ୍ତି କି ନାହିଁ
Ghara ra malikana ta mamu name re nathiba,, vadatia kemiti 25 lakhs dei dela 😂😂
ସବୁ ମିଳିମିଶି ଭଡାଟିଆ ଙ୍କୁ ଲୁଟିଲେ। ଜଣେ ଟଙ୍କା ନେଲେ ଭଡାଦେଲେ, ଏବେ ଆଉଜଣେ ମାଲିକାନା ଦେଖାଇ କିଛି ଜୁବକ ଯୁବତୀ ମିଶି ଘର କବାଟ ଭାଙ୍ଗିଲେ। ଘରେ ଜିଏ ରହୁଛି ଘର ତାଙ୍କର ଜିଏ କବାଟ ଭାଙ୍ଗିଛି ତାଙ୍କୁ ଦଣ୍ଡ ମିଳିବା ଦରକାର। ଏ ଡାକ୍ତରଙ୍କ ଏଭଳି ଆଚରଣ ନୁହେଁ। ମିଛ କହୁଛି।
ମାମୁଁ କୁ ଧର
ମାଗିହା କୁ ଜଲଦି get out କର,, ମାଲିକ କୁ ଭୁଲ ମାଗିବା କଥା,,
ko bala ku ?? jadi ghara vada dai paribani gharu tada khaiba
ଏଠାରେ ମାମୁ ନାଟର ଗୋବର୍ଧନ ଅଛି
be honest doctor
Thanks sis very good👍
mamu ghoro biki deithibo...sethipain maamu ro dekha nahi...nijoro maamu hele sina aasibo😄
Bina kagaj re..?kemti mamu bikila se loka Kan murkha Kan Bina kagaj registration re re Paisa dei dela na miski Paisa khela karuchanti..emankara dosa Kan jiye kala mala se marantu.jail jaantu..tume emti Paisa dei daba jaga pain registration na tadarakh kari?
କିଏ ସତ କହୁଛି ଜଣା ନହିଁ 🙏🙏🙏
Sakuni mamu 😮😢
you are great sister 👍👍👍
Thank you madam
ଏଇ ladies ପ୍ରଥମେ କହୁଥିଲା ମୁ ଭଡ଼ା ପଇସା ଟଙ୍କା ଟିଏ ଦେଖିନାଇଁ ଏବେ କହୁଛି ମୋ ଆକାଉଣ୍ଟ କୁ ଅଚୁଛି ବୋଲି
I am requesting the police please give justice to two sisters.
Police prasaana is reading your comment on social media
Sir, ଘର ଭଡା ଲଗାଉ ଥିବା ଲୋକଙ୍କୁ ଏମିତି ଦରକାର, ଭଡା ଲଗାଉ ଥିବା ଲୋକଙ୍କ ପ୍ରତି ଏକ ନିୟମ ବନା ଯାଉ
ଏଥି ପ୍ରତି ସରକାର ଧ୍ୟାନ ଦିଅନ୍ତୁ
25 ଲକ୍ଷ୍ୟ ଦେଇଛି ଯଦି ପ୍ରମାଣ କଣ ବର୍ତ୍ତମାନ କାଗଜ ପତ୍ର ପଟା କାହା ନାମ ରେ ଥିଲା ତାଙ୍କର ଘର ଏ ଲୋକ କିଏ ଭଡ଼ା ଦବାର ପରିଣାମ ଏମିତି ଭୋଗିବେ
Didi amara berhampuria😂😂
agreement kaha saha heithila.?pls tell
Se loka ku arrest karantu
Kindly Immediately Help these 2 Sisters ... Jia loka bhada re rahuchanti se Loka tike bi Bhadra Nuhanti... Jhia mananku tanka Ghara wapas kareibare Kindly Help karantu...😢
Why don't you call n ask that ମାମୁଁ 😮
He should come to spot n solve the problem.
Update kn hoechi kohuno media wala
Mamun pakeideichi laguchi 😂….but children Bina registration kemiti hela 🤔🤔🤔🤔
Excellent work done
Mam apana Dr. Seta thare kahile samste bujhi parile... Apananka Mamu nka khabar niantu... Kansa mamu nka karnama achi kichi
ଝିଅ ମାନେ ଠିକ୍ କରିଛନ୍ତି କିଛି ଭୁଲ ନାହିଁ
ମାମୁଁ ସଙ୍କୁନି କୁଆ ଗଲ 😅 ଘର ଜଣଙ୍କ ର ଆଉ ଜଣ ଙ୍କୁ ଘର ଦେଇଦେଲ ।ଶଳା ର କି ସାହାସ
Be honest doctor both sister to be honest ple
ase give justice Jay jagannath🙏🙏🙏
MAMU Paisa Nei Pherar😂😂Mamu Bhaniji Misi Emiti karithai Paranti😂😂
Haan to he sa mamu
ମାମୁଁଙ୍କୁ ଧରି ହାଜତ ରେ ପୁରେଇବା କଥା। ଏଠି ମାମୁଁ ଙ୍କୁ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିବା କଥା। ଭାଡାଟିଆ ଫାଙ୍କି ବାକୁ ରାସ୍ତା ପାଇ ପରି ନଥାନ୍ତା। ଯାହାହେଉ ପୋଲିସ ର ହସ୍ତକ୍ଷେପ ଫଳରେ ଅନେକାଂଶରେ ଗଣ୍ଡଗୋଳ ସମାଧାନ ହୋଇପାରିଛି। ଧନ୍ୟବାଦ୍ ଓଡ଼ିଶା ପୋଲିସ୍ ର କାର୍ଯ୍ୟ କୁ।
Para ghara ku adhikar karibaku jojana karichhanti
True speaking lady
ସବୁ ବାକି ରେ ମିଳିବ କିନ୍ତୁ ଘର ଭଡ଼ା ବାକି ରେ ମିଳିବ ନାହିଁ 👍🏼 ଦରକାର ପଡିଲେ, ଘର ମାଲିକ, ସବୁ ଠାରୁ ଘୂର୍ଣ୍ୟ କାମ କରି ଦେବେ, କେବଳ ଟଙ୍କା ଲୋଭ,👍🏼 ସେମାନେ ଙ୍କ ର ଦୟା ମାୟା କିଛି ନାହିଁ, ମୃତ ବେଳ କୁ ସବୁ ତଙ୍କ, ଯୁଇ କୁ ନେଇ ଯିବେ😭
କଂସ ମାମୁ କୁଆଡେ ଗଲl 😂। ୨ ଭଉଣୀ ଙ୍କୁ ନ୍ୟାୟ ମିଳୁ 🙏
agreement kie karithila?
Where is the mentioned "Mamu"?
Rental people is very bad
ମାମୁଁ ଙ୍କୁ ଧରନ୍ତୁ ସତ ବାହାରିବ
Rent agreement can be made with registred owner and tenant,but not with MAMU.If tenant given money to MAMU,who is not the registered owner,than it's his own responsibility.Tenant refuse to attend phone call by Police,refuse to open door ,when called by Police,define all the ill intention.When Police summon any one to report before PS,he or his legal advisor representative should join the investigation,else Police has the power to arrest the defaulter.Breaking her own house is not a criminal trespass,specially when tenant refuse to open the door before Police.
ଆପଣଙ୍କ ଘର ବୋଲି ଭାଙ୍ଗିଲେ?? ଘର ଟା ଯେତେବେଳେ ଭଡ଼ା ଦେଲେ ସେତେବେଳେ ଆପଣଙ୍କ ର ଅଧିକାର ନାହିଁ ଭାଙ୍ଗିବା ପାଇଁ।
Kana? Ta nije ghara sie bhangi paribini?
Sc st quota re teacher heichu bodhe
Tumo ku teacher kia kala hoo
@@priyaranjanliku2799 Bhai please read MT Act 2021
@@priyaranjanliku2799 😄 Sambidhan padhantu...janibe tenant act kan?
mamu nku dakantu sabu thik heijiba
One side story, media people should cover the statement of Tennant also ...
ଶଳା ଙ୍କୁ ବାହାର କର।
ଡାକ୍ତର ଭଉଣୀଙ୍କ କଥା ଶୁଣି ଲାଗୁଛି ସେ ବ୍ରହ୍ମପୁରୀଆ।
How a doctor left her patient in ICU and go away for her own business. What type of Doctor she is😂😂
Hmm Se Doctor janka patients sange basi rahi thiba na, au tara personal life kichi nahi bodhe... 😅
@S.Kumar98 ICU re chadiki palei asiba ta boli. Kana free re treatment karuchi na kan
@@sonypk5743bhai alga doctor b achanti patient ku dekhiba paern
Kn gote doctor thanti hospital re ???? Jane leave re thile aau jane handle kre. Kichi b loka lekhi dauchanti
@@moksh121 hmm compounder pakhe chadi ki asi thibe, aau kana. But Paisa nela bele full nebe🤣
କେବଳ ନିଜ ବାପା ମାଆ ଆଉ ଭାଇ ଭଉଣୀଙ୍କ ଛଡ଼ା ସବୁ ସମ୍ପର୍କ ଅର୍ଥହୀନ, ମାମୁଁ, ଦାଦା, ବଡବାପା ସବୁ ଅର୍ଥହୀନ
ଯଦି 25 ଲକ୍ଷ୍ୟ ଦେଇଛନ୍ତି ତାହେଲେ ମାସକୁ ମାସ ଭଡା କଣ ପାଇଁ ଦଉଚ
MAMU Kuade Gale??😂😂
Justice please😢
Mamu ku dhar. Sabu jana padiba
ଭଡ଼ା ଦେଇଛ, ମନଇଛା ବାହାର କରିବାକୁ କେଉଁ ନିୟମ ଅଛି? ନିୟମ କାନୁନ ଅଛି କି ନାହିଁ?
Tanku time dia heichi tanka ghara kain rahichanti pota kaha naare achi
ମନ ଇଛା ନୁହେଁ.. ସେମାନେ କହୁଛନ୍ତି ପରା ଗତ ଫେବୃଆରୀ ରୁ ଘର ଛାଡିବାକୁ କହିଲେଣି ବୋଲି.. ଆସିକି ଡିସେମ୍ବର ହେଲାଣି ..
Very good
ଏ ଶୁଖିଲା ଟେନସନ 2 ଭଉଣୀ ଙ୍କର..
Where is mamu, arrest him
ଭଉଣୀ ଗୋଟିଏ କଥା ଶୁଣନ୍ତୁ ଆପଣଙ୍କ ମାମୁଁ ଙ୍କୁ ଡାକନ୍ତୁ ଏ ସବୁ କଥା ବୁଝିବେ ସେ ସବୁ କହିପାରିବେ ଆପଣଙ୍କୁ ସେ ଭଡାଟିଆ ବହୁତ ହଇରାଣ କରିସାରିଲାଣି
ଘରଦ୍ୱାର ଭାଙ୍ଗି ପଶିବା କେଉଁ ଆଇନ୍ ରେ ଅଛି? କୋର୍ଟ ଗଲନି। ଏଗ୍ରିମେଣ୍ଟ କରିଛନ୍ତି କି? ଏହା ସମ୍ପୂର୍ଣ୍ଣ ବେଆଇନ।
Tanka nija ghara se bhangi paribe aau kiye bhangi thile aain bujhibo
Court will settle the case after 100 years.
ଭଡାଟିଆ ଆଉ ମାମୁଁ ଦୁଇ ଭାଣିଜି ଏକାଠି ହେଲେ ଜଣା ପଡ଼ିବ ସବୁରି ମୂଳରେ ହେଉଛି ଅର୍ଥ।
Mamu ku dakantu
ମାମୁଁ କୁ ଡାକିଲେ ହିଁ ସମାଧାନ ହୋଇପାରେ
To mamu bahut chalak mamu dela khoka
Mamu kn paen nela tanka
ଏ ଘଟଣାରେ ମାମୁକୁଡକାଯାଉ
Hamare saath bhi aisa hi hua tha hamara bhadotri Bhubaneswar ke humare flat me thi... Aur pura kabja kar liya same case but.. Bhubaneswar... Me aise cases hote hai
I m a doctor........ok. ମାମୁଁ କୁ ତୋର ଧରେ ଲୋ ମାଆ। Rented property ରେ owner ର right ନାହିଁ ପଶିବାକୁ without magistrate permission.
Bro police ra samna re bhanga hoichhi....
You are right ...mamun hi khala Nayak
But e lady ra kaunashi bhul nahin...
ବାଳ ନା
Bhada dei thiba gharee the house owner has absolute right to enter without any permission get your facts corrected
@@debpat2007absolutely wrong.......1 month notice should have been given to vacate, if they don't want the tenant to live there, which is extendable perhaps upto 6 months if tenant gives peoper reason to the court......this case is different.......
@@satyajitpattanaik6615 what is wrong rental agreement or owner can't enter property
ସେ କେବେ ଭି ଛାଡବନି law ଅନୁଶାରେ ନ ଯାଇ ପ୍ରଥେମେ Elet line ପାଣି କାଟିଦିଅନ୍ତୁ ସେ ତ ଏଇଟା ଚାହୁଁଥିଲା court of law କୁ ଜାଇ ଘର ଛାଡିବନି
ସେ ଶକୁନି ମାମୁଁ ଙ୍କୁ ଧର ପ୍ରଥମେ