ଖାଇବାକୁ ଟଙ୍କା ନାହିଁ, ଦାମୀ ଭକ୍ତଙ୍କ ଭିଡ଼ରେ ୟାଙ୍କୁ କିଏ ପଚାରେ... | Odisha Reporter
ฝัง
- เผยแพร่เมื่อ 11 ต.ค. 2024
- #ଖାଇବାକୁ_ଟଙ୍କା_ନାହିଁ_ଚପଲ_କଣ_ପିନ୍ଧିବି ?
ଖାଇବାକୁ ଟଙ୍କା ନାହିଁ । ଦିନିସାରା ଉପାସ । ଯାହା ସକାଳେ ମୁଠେ ପଖାଳ ଖାଇ ଆସିଥିଲେ । ଏ ମଣ୍ଡପରୁ ସେ ମଣ୍ଡପ ବୁଲି ସଫା କରନ୍ତି । ଦାମୀ ଭକ୍ତଙ୍କ ଭିଡ଼ରେ ୟାଙ୍କୁ କିଏ ପଚାରେ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#Swiper #DurgaPuja #cuttackdurgapuja #SwiperCry #imotionalstory #OdishaReporter
ଏଇ ଭଳି ଖବର ପ୍ରସାରଣ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍
ହୃଦୟର ମଣିଷ
ମାଟିର ମଣିଷ i love you uncle ❤❤❤❤❤
ମା ଆପଣଙ୍କ ଦୁଃଖ ନିଶ୍ଚୟ ଶୁଣିବେ। ଏଥିରେ ସନ୍ଦେହ ନାହିଁ।
Best visual Bhai.
ହୃଦୟରୁ ଭାଇ ଙ୍କୁ ନମସ୍କାର ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଏ ଭାଇ real ଭକ୍ତ
ଆଉ ସବୁ mobile ଭକ୍ତି
Fantastic news
Good massage for us❤
ଭାଇ ଜଣେ ସ୍ୱାଭିମାନୀ ମଣିଷ ଦୁଃଖ ନିଚୟ ଦିନେ ଶୁଣିବେ ମା 🙏🏼🙏🏼
Aaj tak eise news koi b Nehi Kiya hoga I salute for bijay Bhai
ଭାଇ ଙ୍କ ର ଉପସ୍ଥାପନା ଶୈଳୀ ମତେ ବହୁତ୍ ଭଲ ଲାଗେ।ବିଜୟ ଭାଇ ଙ୍କ ସହ ବି ଆପଣ ଙ୍କୁ ଭଗବାନ ଖୁସିରେ ରଖିଥାନ୍ତୁ। ଜୟ ଜଗନ୍ନାଥ।
ଯିଏ ପ୍ରକୃତ ରେ ପରିବେଶ କୁ ସଫା ରଖୁଛନ୍ତି, ସରକାର ସେଇ କର୍ମଚାରୀ ମାନଙ୍କ ପେଟ କୁ ଚିହିଁ ପାରୁନାହାନ୍ତି. ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ.
ଯାହା ପାଖରେ money ଅଛି ସେମାନେ ଏମିତି ମଣିଷକୁ କିଏ ପଛାରେ, mind ଟା ଭୌତ କଷ୍ଟ ଲାଗିଲା
ଦାମୀ ଭକ୍ତ ସ୍ବଚ୍ଛତା ଶବ୍ଦ ର ମୂଲ୍ୟ ଜାଣି ନାହାଁନ୍ତି
CTC bhubaneswar re ବେଶୀ ଶିକ୍ଷିତ ମୂର୍ଖ
🙏🙏🙏🙏🙏🙏
🙏🙏🙏🙏🙏
No words to say something 😢😢
❤ Bhai
ଯିଏ ଜନ୍ମ ଦେଇଛି ସେ ଦାନା ରଖିଛି କେବଳ ସେ ଦାନାକୁ କର୍ମ ମାଧ୍ୟମରେ ଖୋଜିବାର ଅଛି, କୌଣସି କାର୍ଯ୍ୟ ଛୋଟ ନୁହେଁ ଯଦି ମନରେ ଅଂହକାର ନ ଥାଏ। ତୁଳନା ହିଁ ଦୁଃଖକୁ ଡାକିଆଣେ। ଜୟ ଜଗନ୍ନାଥ।
🙏🙏🙏🙏
Maa apananka dukha bujhibe
💝💝💝🛕🚩🇮🇳🇮🇳🇮🇳🙏🙏🙏
🙏🙏🙏🙏🙏🙏🙏🙏🙏🙏🙏
Jaha hau.. vala lagila e news . . Nahele e vai nka katha kia dekhauchi
Bijayabhai tumakumora pranama
Ahi lokank upare ma nk druthi paduni
❤❤❤❤❤😢😢😢
Reporter babu apana bhi Loko dekhania ,ahuri ei bhai bhali achanti ,tikie hrudayatara Saha dekhaibaku chesta karantu
ଖାଇ ବାକୁ ଆଗେ ଦିଅ,, ତାପରେ ଭିଡିଓ କର
Bala sambadika nijara trp pai emiti karuchi aage jadi kahiki baku dei vedio karibu bhala na hele mo bala ku jaiki vedio karuchi
Duko bujiba kata sarakar Bhai ra
Ose ose dhaniya bad
KHUS RAO. KHUS AAY GA. SEE WHAT HAPPENS.
Bhai apananka contact number daba👍
🙏🙏🙏🙏
🙏🙏🙏🙏🙏