୨୫ ବର୍ଷ ଭିତରେ ଏଭଳି କେବେ ହୋଇ ନ ଥିଲା
Sahi baat hai bhaiya ji jharkhand mein ohi haal hai BJP lekin JMS Raaj chalega koi BJP nahin chuniti hai.
25 ବର୍ଷରେ ଓଡ଼ିଶାରେ ଏପରି କେବେ ହିଁସା ଦେଖିବାକୁ ମିଳି ନଥିଲା
Happening too much.Its only a small sample ..Only for offensive comments of Rahul Gandhi
ଅର୍ଗସ news କୁଆଡେ ଗଲା ସବୁ ରିପୋର୍ଟର ଶୋଇ ଛନ୍ତି ଏ ସବୁ କିଏ ଦେଖାଇବ ଜନତା ମାନଙ୍କୁ
Pre planned event, NEET ରୁ ଧ୍ୟାନ ହଟେଇବା ପାଇଁ ଏମିତି event କରାଯାଇଛି ?
ଆପଣ ମାନେ ଖୁସି ତ...
ୱା କି ରାଜନୀତି, ଡବଲ ଇଞ୍ଜିନ ସରକାର ର ଏଇ କଣ ନୀତି ଶିକ୍ଷ୍ୟା...
ଏଇ ପାଞ୍ଚବର୍ଷରେ ଦେଶ ଆଉ ଓଡିଶାର ଉର୍ନତି ହେଉ ବା ନହେଉ ଅଲଗା କଥା.
କିନ୍ତୁ ଏଥର କଂଗ୍ରେସ ବିଜେପି ଲଢେଇ ଚାଲିବ.
ଏଇ ପାଞ୍ଚ ବର୍ଷ ଏକ ଲଢେଇ ବର୍ଷ ହେବ. ଇତିହାସ ରଚିବ.
ବିଜେଡି ଶାସନରେ କେବେ ଏପରି ଟେକା ପଥର ମାଡ ଭଳି ଅଶୋଭନୀୟ ଘଟଣା ଘଟି ନ ଥିଲା
ଶଳା ଚାମଚା ଗୁଡାକୁ ଲଙ୍ଗଳା କରିକି ଗୋଡେଇ ଗୋଡେଇ ପିଟିବା ଦରକାର 😂😂😂
@@BiluaKumar ତୋ ମାଆ ଭଉଣୀ କୁ କରୁନୁ କିଏ ମନା କଲା ବେ ବେଧ ଛୁଆ, ଏଠି କାଇଁ ଭୋ ଭୋ ହଉଚୁ
ଆରେ ଖାଲି ଏ ଗଣ୍ଡଗୋଳ ରେ ଲିପ୍ତ, ଟିକେ ସାଧାରଣ ଜନତା ଙ୍କ ଉନ୍ନତି ରେ କାମ କରନ୍ତୁ 😢
ଅତି ଦୁଃଖର କଥା ଏପରି BJP କର୍ମୀ ମାନେ ବନ୍ଧା ହେଇ ଥାନା କୁ ଯିବେ
ପୋଲିସ ଦେଖୁଛି କିଛି କରୁନି । ଆସିସ୍ ସିହ୍ କୁଟେ ବେଲକୁ bjp ନେତା ଚିଲାଉ ଥିଲେ ଏଵେ ଚୁପ । ଓ ହୋ ପାଟି ପାବର ରେ ଅଛି
ସୁର ରାଉତ ସର୍ବ ଦଳୀୟ ହେଇଗଲାଣି
Sura Rout bada pua taku kn kahila? Mobapankara AAU ijjt nahi . Chhi chhi lazjya.
ନେତା ମିଳିମିଶି ଜାଆନ୍ତି କିନ୍ତୁ କର୍ମି ନିଜ ନିଜ ମଧ୍ୟରେ ହାତl ହାତି ହାବା ଅତି ଖରାପ
ଛି ଅତି ନିନ୍ଦନୀୟ
ଭାଇ ଓ ଭଉଣୀ ମାନେ ତମେ ଯଦି ଏତେ ଲଢେଇ କରିବାକୁ ଇଚ୍ଛା border କୁ ଯା କର, ଏଠି ଏମିତି ରାସ୍ତା ଉପରେ ହଉଛ ସେପଟେ କେତେ ସାଧାରଣ ଲୋକ ଯିବା ଆସିବା କରୁଛନ୍ତି ତମ ଟେକା ମାଡ ରେ ଯଦି କିଏ ଆହତ ହବ ???
Bahut bhala maza laguchhi dekhi Baku aama Naveen sir really hero
ବିଜେପି ସରକାର କୁ ଆସିଲା ଦଙ୍ଗା ଆରମ୍ଭ ହେଲା
ଓଡ଼ିଶା ବାସୀ ଆପଣ ମାନେ ବିଚାର କରିବେ
ଓଡ଼ିଶା ରୁ BJP ହଟାଇ ବାକୁ ହେବ
@@PabitraNayak611
ଗୋ ମାଂସ କମ୍ପାନୀରୁ ବିଜେପି ସରକାର ଚାନ୍ଦା ଆଦାୟ କରୁଛନ୍ତି ଭାଇ 😂😂
ଦଳୀୟ କର୍ମୀ ଯଦି କେହି ଦେଖିଥାନ୍ତି,,ତାହା ହେଲେ କୁଅନ୍ତୁ କିଏ ଠିକ୍ କରୁଛି,,,
ଆରେ ଷ୍ଟ କରି ସମସ୍ତ ଙ୍କୁ ଜେଲରେ ଭର୍ତ୍ତି କରିବା ଦରକାର, କଂଗ୍ରେସ ସତୁରୀ ବର୍ଷର ପୁରୁଣା ଖେଳ ଆରମ୍ଭ କରୁଛନ୍ତି ।
BJP ଶାସନ ରେ ଏହିଭଳି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ।😂😂😂😂 ଏମାନେ ଓଡିଶାକୁ ପଶ୍ଚିମବଙ୍ଗ କରିଦେବେ।
West Bengal re BJP government achi ...Jay Chand Hindu
@@sagarsamal1696bekar hoigala chhii emanku vote deiki...cm Naveen pattnaik thik thile
@@Mithunsahu161 ଜାଣିଛି ରେ ଭାଇ, ହେଲେ ବିରୋଧୀ ଦଳରେ ରହି ବି ସବୁ ଦଙ୍ଗା ଚଳାଇଛନ୍ତି
ବିଜେପି ନିରୀହ ଲୋକ ଙ୍କୁ ନେଇ ରାଜନୀତି କରିବା ଠିକ ନୁହେଁ ଓଡିଶା ର ଲୋକ ବହୁତ ସରଳ 🙏🙏
ଆଉ କଣ ସରଳ ହେଲେ ଚଳିବ କି ଦେଶ କୁଆଡେ ଗଲାଣି ସବୁ ରାଜ୍ଯ ଆମ ଠୁ ବହୁ ଆଗକୁ ଗଲେଣି ଆମେ 25ରୁ30 ବର୍ଷ ପଛୁଆ ହୋଇ ଗଲେଣି ସବୁ ଏଇ ସରଳ ପାଇଁ ହଁ ତ ହୋଇଛ ଏବେ ଏଇ ସରଳ କୁ ଛାଡିବାକୁ ପଡିବ ନହେଲେ ବିଜେଡି / ବିଜେପି କିଏ ବି ଆସିଲେ କିଛି ହେବ ନି ଆମେ ଆହୁରି 50ରୁ100 ବର୍ଷ ପଛୁଆ ହୋଇ ଯିବା
@@himansupatra7544odisha bht development hoichi only for Naveen pattnaik
ଜୟ କଂଗ୍ରେସ
ମଣିପୁର ପରି ଆରମ୍ଭ ହେଲାଣି ଓଡ଼ିଶାରେ BJP ଦଙ୍ଗାକାରି party ହିନ୍ଦୁ ହିଂସାତ୍ମକ କାର୍ଯ୍ୟ କେବଳ BJP ନେତା ମନ୍ତ୍ରୀ କର୍ମୀ କରିଥାନ୍ତି 😂😂😂
ବିଜେପି ର ଗୁଣ୍ଡାରାଜ ଚଳିବ ନାହିଁ,ଶାସନ କୁ ଆସିଲେ ବୋଲି କଣ ଇନ୍ଦ୍ର ଚନ୍ଦ୍ର ମାନିବେ ନାହିଁ,ରାହୁଲଙ୍କ ଉକ୍ତି କୁ ଠିକ୍ ପ୍ରମାଣ କରୁଛି ବିଜେପି,
ତା ମାନେ BJP ହିନ୍ଦୁ ଗୁଣ୍ଡା ଗିରି କରନ୍ତି। ରାହୁଲ ଗାନ୍ଧୀ ଠିକ୍ କହିଛି ।@@Srvision615
Ham...Hindu nku hinsra kie kahi thila...
Kain BJP kou dina Musalaman.nku hinsra kahini ta
Rahul Gandhi 💯% ସତ କହିଥିବାରୁ
ଅଦ୍ଧଭକ୍ତଙ୍କୁ ବାଧିଗଲା
@@DNPTechnical18 indra nehru marriage firoz jahangir beta Rajiv Gandhi 👈😄😄😄😄😄😄😄😄 blood muslim Jay Chand Hindu
@@DNPTechnical18 indra nehru marriage firoz jahangir beta Rajiv Gandhi 👈😄😄😄😄 blood muslim Jay Chand Hindu
ତୁମେ ଶଳା ଗୁଡାକ ହିନ୍ଦୁ ନୁଁହ ବୋଧେ
ଯାହାର ନିଜର ସଂଜ୍ଞା ନାହିଁ ତକୁ ଏତେ ଚର୍ଚ୍ଚା କଣ pain
Aabey kukura firoj jahangir muslim kemiti parsi thile smruti jubin Irani parsi tahele se bi muslim
After a long period of time then Bjp government came to Odisha so opposite party people intensenly doing all that to creat something disturbances there
Bjp ସରକାର ଲୋକମାରପିଟ କରାଉଛି.. ଯେତେ ପର୍ଯ୍ୟନ୍ତ bjp ସରକାର ରହିବ ସେତେ ପର୍ଯ୍ୟନ୍ତ ଏହି ବଳିଆ ଦଙ୍ଗା ହେଇଥିବ....କିନ୍ତୁ ଦୁଃଖ ର ବିଷୟ ଏହି.. ଓଡିଶା ର ମଣିଷ ଓଡିଶା ଲୋକଙ୍କ ହିଁ ମରାମରି ହେଉଛନ୍ତି... ଲାଭ କାହାର....!
ମଣିପୁର ଘଟଣା କେମିତି ହେଲା.. ଏହିଟା ବି ଏମିତି ହେବାକୁ ଯାଉଛି! ସେହି ଜାଗା ରେ ଏତେ ନିରହ ଲୋକଙ୍କ ଜୀବନ ଗଲା ଛୋଟ ଛୋଟ ପିଲାମାନଙ୍କୁ ମାରିଦେଲେ ସେମାନେ କଣ ଅନ୍ୟ ଦେଶ ଲୋକ ମାନେ ଆସିକି ହତ୍ୟାକାରୀ କରିଥିଲେ କି! ତଥାପି ସରକାର ଲାଞ୍ଜ ବି ନାହିଁ! ଏମିତିକା ସରକାର ରହିଲେ ଭାରତରେ ଭାରତ କାଙ୍ଗାଳ ହେଇଯିବ. ଆତଙ୍କବାଦୀର ପରିଣତ ହେବ! ବେଶି କାରେ ଆମ ଭାରତ ହିଁ ଏମିତି ହେଉଛି... ଅନ୍ୟ ଦେଶ ଦେଖି ଶିକ୍ଷା କର.... କେମିତି ଦେଶ କୁ ସମ୍ଭାଳି ଛନ୍ତି
ଯେଉଁମାନେ କହୁଛ କି ରାହୁଲ ଗାନ୍ଧୀ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଖରାବ ମନ୍ତବ୍ୟ ଦେଇଛନ୍ତି ତାଙ୍କୁ କହି ଦେଉଛି ଯେ ଯାଆ tk full video ଦେଖ କାହାକୁ ଆକ୍ଷେପ କରି କୁହାଯାଉଛି ଆଗରୁ mention v ଅଛି ମୋଦି ତାର ଜବାବ ନ ଦେଇ ସେ ତାଙ୍କର ପୁରୁଣା ଫଣ୍ଡା nafrat ବଢ଼ିଆବା ର ରାଜନୀତି କରି ତାକୁ ସଂପୂର୍ଣ୍ଣ ହିନ୍ଦୁ ସମାଜ ଆଡ଼କୁ ନେଇ ଏ ହିଂସା କରୁଛନ୍ତି ସେ କହି ଥିଲେ ସେ ସବୁବେଳେ ହିଂସା ର ବିସ୍ତାର କରୁଛି କେବେ ହେଲେ ହିନ୍ଦୁ ହେଇ ପାରିବ ନାହିଁ ଯେଉଁଟା କି ମୋଦି ନିଜ ପ୍ରଚାର ରେ ସବୁ ବେଳେ ମୁସଲିମ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ଆଉ ସତ୍ତା ଲୋଭ ରେ ମୁସଲିମ suppurter ଙ୍କ ସହ ଗଟବନ୍ଧନ ବି କରୁଛନ୍ତି
@@jecreation1352bjp adaku prime minister adaku hata kari jou mane matlab BJP ra sabu nijoku kuhonti semane 24 ghanta hinsaka kahila tate kanhiki badhuchi
ଦେଶ ବାହାରେ ଯୁଦ୍ଧ , ଦେଶ ସୀମାରେ ଯୁଦ୍ଧ , ଦେଶ ଭିତରେ ଯୁଦ୍ଧ
ଦେଶ ବାହାରେ ଶତ୍ରୁଙ୍କୁ ଭୟ
ଦେଶ ଭିତରେ ସମସ୍ତଙ୍କୁ ଭୟ
ଏ ମଣିଷ ଶାନ୍ତିରେ ଟିକେ ମରି ବି ପାରିବନି
Rahul Gandhi rightly said BJP and RSS are not hindu 🕉️. This video is the proof. Jodi hindu 🕉️ hei thante epori hinsa kori no thante. She On BJP
Did that rat comment on those who rioted in Balasore, and what his party did in 1984????
ନନ୍ଦିଘୋଷ ରଥ କିଛି କାମ ନାହିଁ
ପଶ୍ଚିମବଙ୍ଗରେ ଦିଦି ବିଜେପି ବାଲାଙ୍କୁ size କରି ରଖିଛି ll ନବୀନ ପଟ୍ଟନାୟକ କରି ପାରିଲେନି ସେଥିପାଇଁ ହାରିଲେ ll ଏବେବି ଅନେକ ବିଜେପି MLA ଚାହୁଁଛନ୍ତି ନବୀନ ପଟ୍ଟନାୟକ ଟିଜେ active ହେଲେ ସେମାନେ support କରିବେ ll ମୋହନ ମାଝୀ ମହାଶୟ ନୂଆ ବର୍ଷ ପୂର୍ବରୁ ଚାଲିଯିବେ ll
Nabeen pattnayak jadi eibhali hinsha karithante bjp agami 50barsha parjyanta odissa pasi parinathanta
निंदनीय घटना
ଶିକ୍ଷା, ସ୍ଵାସ୍ଥ୍ୟ, ପିଇବା ପାଣି ସମସ୍ୟାର ସମାଧାନ ହେତୁ ସରକାରଙ୍କୁ ବାଧ୍ୟ କରିବା ପାଇଁ ଏଭଳି କେବେ ଏକତ୍ରିତ ହୋଇ ଆନ୍ଦୋଳନ କାହିଁକି କରୁ ନାହାଁନ୍ତି ?
ତମେ ଷଳେ ହିନ୍ଦୁ ନୁହେଁ ଗୋଟିଏ ଅସୁର। ମାଂସ ଖାଉଛ ମାନେ ରାଖିଆସ। ସଂସଦ ରେ ସତ କଥା କହିଲେ ଫାଟିଲା। ଇଭିଏମ୍ ହଟେଇଲେ ଅସୁବିଧା କଣ।
Are bhai Mansa hindu khanti na musalman khanti tk dekhi asa tapare kahiba
shame on BJP ones come to the power, fight and down fall begin in Odisha
Bjp thik karichhhi kahi se magiha Rahul himdunku gali Kariba ..mulla
Yes , remember what anti BJP did in Balasore.
Don't prove that you are a nincompoop, people know what you are.
Power of double engine
Odisha re gunda raj chali ba ni.....
Gujarat mae same situation...
They proved the truth that Rahul spoke in the Parliament
ରାହୁଲ ଗାନ୍ଧୀ ଯାହା କହିଛନ୍ତି ଠିକ୍ କହିଛନ୍ତି
ହେ ପ୍ରଭୁ ଜଗନ୍ନାଥ ଏ କ୍ୟ ୟା ଦେଖନା ପଡାରା ହେ
ରାହୁଲ୍ ଗାନ୍ଧୀ ଜିନ୍ଦାବାଦ
@@Bapa4207full vdo ta aga jaiki dekh ta pare jani paribu rahul kn kahichi sie semti kichi bhul kahini modi seitaku janiki pura hindu jemiti rahul ku hi bhul bujhibe sethipain emti mantabya dela
@@auromita777 ତୁ ନିଜେ ଦେଖ....ମୁଁ live ଦେଖିଛି... ତୋ ମୁହଁ କୁ ଲଜ୍ୟା ଅଛି.... ତାଙ୍କ ଗଠ ବନ୍ଧନ ରୁ ଜଣେ କହିଲା ସନାତନ Eradication ପାଇଁ.... ସେତେବେଳେ କୋଉଠି ଶୋଇଥିଲୁ??? ପପୁ ଅଲଜ୍ୟା ନିକମା ଯେମିତି ତା ଚେଲା ବି ସେମିତି..... ସଂସଦ ରେ ଭଗବାନ ଶିବ ଙ୍କ ଫୋଟୋ ଦେଖେଇ ବେହିଆ ହେଉଛି.... କାଇଁ ଆଲ୍ଲା ଫୋଟୋ ଦେଖେଇଲାନି!!! ତୁ କିଛି ଜାଣିନୁ ତୁ ହେଉଛୁ ଜୟ ଚନ୍ଦ୍ର ର DNA... ତୁମ ପାଇଁ ସବୁ ବେଳେ ପୃଥ୍ୱୀରାଜ ଚୌହାନ ଭଳି ମହାନ ଯୋଦ୍ଧା ପରାସ୍ତ ହେଉଥିବେ.... 👍
@@auromita777 ଯେଉଁ ଦଳ କହୁଥିଲା ରାମ କାଳ୍ପନିକ ସେ ହିନ୍ଦୁ ବିରୁଦ୍ଧରେ କହିନଥିବ ସେଇଟା ଅବିଶ୍ବସନୀୟ... 😁👍
BJP No1 ଚୋର
BJP ନିଜକୁ ହିନ୍ଦୁ କହୁଚି ଆଉ ସମସ୍ତେ ବୋଧେ ପିକିସ୍ତାନି ,
ମୁଁ ଜଣେ ହିନ୍ଦୁ ହେଇକି କହୁଚି ,
BJP ହେଲେ ସବୁଠାରୁ ମହାପାପୀ ଦଳ ☝️
ଧର୍ମ ନାମରେ ଏକ ରାଜନୀତି ଚଲଉଛନ୍ତି ,
ଏମିତିକା ପାପି ଦଳ ମୁଁ ମୋ ଜୀବନରେ ଦେଖିନି ଛି ଛି ଛି
Au Bhai tebe secular country re Muslim personal law board waqf board Congress kn payin boneichi
Jay jagannath
Immediately action should be taken
ଭଲ ଦିନ ଆସିଗଲା ଭାଇ ମାନେ l
ଦୋଷୀ କୁ ଧରି ଦଣ୍ଡ ଦିଆଯାଉ 💪💪💪
Immediate action is required.
Right sir 👍👍👍👌👌
Bjp jouthiki jiba sethi danga chaliba
Right
Right 👍 sir
Verry verry good
BJP ଦଙ୍ଗା ପାର୍ଟି
Odisha pain Naveen pattnaik hi thik thile bodhe.....Kan heigla eita congress bjp houchnti
Right 👍
Loka dekhania hindu houchhi bjp 😂😂
ବିଜେପି ଯେଉଁଠି ଦଙ୍ଗା ସେଇଠି।
Agli bar Rahul Gandhi
Jai jagannath Prabhu semanku sadbuddhi diantu...
ଜନତା ଜାଗନ୍ତୁ, ସେମାନେ ଅନ୍ୟ ଲୋକଙ୍କ କଥା ବି ଭାବିବା ଉଚିତ, ଏତେ ଅମଣିଷ neta👍
ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଗତ ନିର୍ବାଚନରେ ଆମ ଓଡିଶାର ଲୋକମାନେ ବିଜେପି ନେତାଙ୍କ ବିଭ୍ରାନ୍ତିକର ଭାଷଣ ଶୁଣି ଭୋଟ୍ ଦେଇଛନ୍ତି ଏବଂ ସେମାନଙ୍କୁ ରାଜ୍ୟ ଚଳାଇବାକୁ ମନୋନୀତ କରିଛନ୍ତି ଏବଂ 20 ଜଣ ସାଂସଦଙ୍କୁ ଦିଲ୍ଲୀ ପଠାଇଛନ୍ତି।
Odia loka BJP neta nka katha re phasi jai chhanti...ghor sankata madi asiba
@@preetidivine4054satare paschim odisha re madhya samaste paschatap karuchnti bjp ku vote deiki
Rahul right
Rught tara& Jenna sir❤❤❤❤❤
Take right action
People in Odisha are not developing because of such nature of supporting political parties
ବିଜେପି DNA ର ଲକ୍ଷଣ, ଉଶୃଙ୍ଖଲିତ ଦଳ
@@DharmendraSahoo-mz6xn same sikh danga..Jay Chand Hindu
ଟେକା ପଥର କିଏ ଫିଙ୍ଗେ କଂଗ୍ରେସ ନା ଆଉ କିଏ ବୁଝି ପରୁଥିବ ଏମାନେ କଂଗ୍ରେସ ନା ଆଉ କିଏ
ସବୁ ଗୋଟେ ଗୋଟେ ପାଗଳ ସିଆଡେ airtel jio ଅତ୍ୟଚର କଲେଣି ଶଳା କୋଉ କଥା କଣ କରିବ
Esabu sethiru Dhyana hateiba pain karajauchi Airtel Jio BJP ku election chanda deithile tara sudha mula saha 5 bersa re 100 guna utheibe
Very good
Modi Hai toh, mumkin Hai.
Jay congress
ଆଉ ପ୍ରଭୁ ଜଗନ୍ନାଥଙ୍କ ଭୂମି ନୁହଁ
ପ୍ରଭୁ ମୋହନଙ୍କ ଭୂମି
Good 😊
RAHUL gandhi ❤❤❤
Yes
This is just the beginning.
First time in Odisha 😮
BJP mane donga,,,for example starting point Balasore,District,,😢😢😢❤❤
BJP ର ଅଭ୍ୟାସ
ଯୋଉଠି bjp ସେଇଠି ଅଶାନ୍ତି
Super
Good
Ea ta heini kichi.. ea ta heini kichi dekha agaku kn heuchi.. dekha agaku kn heuchi...
Bahut badhiaa heiichi..tame kahuthila kaiiki...
❤jahabi heu 24yer re kebe emit hoinathila ❤ dilse Navin sir ❤ Jai Bjd
ଜୟ ଜଗନ୍ନାଥ 🙏ହେ ମହା ପ୍ରଭୁ ଯାହା ଭାବୁ ଥିଲୁ ସେୟା ହେଲା 🙏
ନଫତ କା ବଜରମେ ମହବତ କା ଡେକାନ ଖେଲେ ରହାଉ ❤
ମୋର ସରକାରଙ୍କୁ ଅନୁରୋଧ ଦୁଇ ଦଳର କର୍ମୀ ମାନଙ୍କୁ ବନ୍ଧୁକ ଯୋଗାଇ ଦିଆଯାଉ.......
ଯିଏ ଜିତିବ ତାଙ୍କୁ ଚାଇନା ବୋଡର ପଠେଇ ଦିଆଯାଉ |
ହଁ,,, ଏଇଟା ଗୋଟେ ଭଲ ପ୍ରସ୍ତାବ,,,🤪
Gdd😂😂😂😂😂
😂😂😂
ଚମତ୍କାର
Kya baat