Jaya Jagannath..... nice vlogs with lots of useful contents..... refreshing to see the vegetables farming, even I enjoy a lot watching them...very sad to see the koshala saga farmers unable to get the price of their hard works they did...it always happens...nice to see again spending the quality time at the matha in the evening for God....Keep it up and Jaya Jagannath....
Pahle Mera aapse Pranam sir abhi ka Har video Har din Ham Dekhte rahata hun gaon ka हाल-चाल sab Kuchh Humko aap Hi Se Mil Jata Hai Dekh Kar bahut Khushi Milta Hai gaon ka Mera bhi bahut Yad Aata Hai lekin Kya Karen Itna Chhoti ham log Ko Nahin Milta Hai gaon ka jo pyar Hansi Khushi majak Masti Sab Aaj Mera Dil Mein ghusta Hai main Odisha ko bahut miss Karta Hoon I love u Odisha.🙏🙏🙏🙏🙏🙏🙏🙏
ବୁଦ୍ଧିଆ ଭାଇଙ୍କ ହସ ବହୁତ ଭଲ ଲାଗେ ... ଭଗବାନ ତାଙ୍କ ମୁହଁରେ ସବୁବେଳେ ଏମିତି ହସ ଦେଉ ଥାଆନ୍ତୁ ... 🙏
ଗାଁ ରେ କେବଳ ନିଚ୍ଛକ ଭଲ ପାଇବା ଥାଏ ଯାଚିକି ଶାଗ ମିଳୁଛି.... ଏହା ଆମ ଭଲ ପାଇବାର ଉଦାହରଣ
ଶୀତ ଦିନରେ ହିଁ ବିଲଗୁଡ଼ିକର ଦୃଶ୍ୟ ଦେଖିବାକୁ ବହୁତ୍ ବଢିଆ ଲାଗେ... ଟୁକୁ ଭାଇଙ୍କ ବିଲରେ ବହୁତ୍ ବଢିଆ ଶାଗ ହେଇଛି..🥰🥰
ବିଲରେ ଏତେ ପରିମାଣର ଶାଗ ଚାଷ ଦେଖି ଖୁସି ଲାଗିଲା |ଚାଷୀ କେତେ କଷ୍ଟକରି ଚାଷ କରିଛି କିନ୍ତୁ ତାର ମୂଲ୍ୟ ପାଉନାହାନ୍ତି, ତଥପି ସେ ଥକି ପଡିନି ମୁଣ୍ଡ ଝାଳ ତୁଣ୍ଡରେ ମାରି ପୁଣି ଚାଷ କରିଚାଲିଛି |ଏଇତ ଜୀବନ |ଜୟ ଜଗନ୍ନାଥ, ଧନ୍ୟବାଦ 🙏🙏🙏🙏🙏|
😁😁😁👍
ଜୟ ଜଗନ୍ନାଥ ସମସ୍ତ ଙ୍କ ଦୁଃଖ ଦୂର ହେଉ
Bas ..emiti motivational video ra aji ra dunia re nihati darkar ..bahut sundar advice pain dhanyabad sir .
Jay jagannath swami.
ନାୟକ ଦାଦା 🙏🙏 ତୁମ ଗାଁ ଚାଷ ଅତି ମନଲୋଭା 👍👍
I have never seen a passionate farmer like Tuku Bhai....just inspiring. Bahut badia....Jai Jagannath
ବଢିଆ ଲାଗିଲା ଏ ସୁନ୍ଦର ପରିବେଶ 💞💞💞💞👌
ବହୁତ୍ ଭଲ ଲାଗୁଛି ଆପଣ ଙ୍କ ଗାଁ ପରିବେଶ
So nice vlog. Beautiful cultivation and scenery as well.
ସତରେ ଭାଇନା ଆପଣଙ୍କ ଏ ଚ୍ୟାନେଲ ରେ ଯେତେ ଭିଡିଓ ସବୁ ବହୁତ୍ ଭଲ ଲାଗୁଛି । କାରଣ ସବୁ ଜିନିଷ ଗୁଡ଼ିକ ଟିକିନିଖି ରେ ଦେଖାଉଛ। Real village life.❤️❤️❤️❤️❤️❤️❤️❤️👌👌👌👍👍
🙏🙏🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏
Advance congratulations for 100k subscribers ✌️
Bhai, ଭଜନ ସନ୍ଧ୍ୟା continue କରନ୍ତୁ youtube ମାଧ୍ୟମରେ 🙏🏻🙏🏻🙏🏻, Nature & Agriculture ❤️❤️❤️❤️
Village life is hundred times better than urban life .....your videos are rewinding my sweet memories of my village Gouranga Bhai ,keep it up 🙏🙏🙏
Tuku Bhai sabu bele khusi, bhala Lage tanka kathabarta
Kete sunder paribesa bahut vala lagila Jay jagnnath 🙏🙏
ଆପଣଙ୍କ ବ୍ଲକ ବହୁତ ସୁନ୍ଦର.ଆମ ତିହିଡିରେ ସାଗ ୪୦ ଟଙ୍କା ରେଟ ଅଛି ନେଇ ଆସନ୍ତୁ.
Ati sundar vloag saga kiari dekhi peta purigala Bhai Jay Jagannath🙏🙏🙏
bhai jay Jagannath aji vlg kichita katha sikhi baku milila thanks🙏
ସାର 🙏, ଭିକାରି ବଳ ଙ୍କର ଭଜନ ଟି ଭଲ କଣ୍ଠ ରେ ବୋଲୁଥିଲେ, ଆପଣମାନେ ତ ଖାଲି କଥାବାର୍ତ୍ତା ହେଲେ ଆଉ..... 👌
ଚାଷୀ ଙ୍କ ଜିନିଷ ଶସ୍ତା ହେଲେ ଦୁଃଖ ଲାଗେ ଭାଇ
Bohot khubsurat dil khush hogaya sir
Bahut sundar saga ama Odisha mati re.Gouranga bhai apana satare jane adarsha Manisa aji ra juba samaja pain.JAY JAGANNATH 💐🙏🙏🙏
Chasi banchile desa banchiba, apananku dhanyabad , chasi o chasa ku apananka Chanel madhyamre loka lochan ku anuchhanti
ଜୟ ଜଗନ୍ନାଥ ଭାଇ ❤️
Ati sundar👌 video 😍😍😍🙏🙏🙏🙏👌🤘🤘
Ki sundar saga tuku bhai nka bilare.. Satare emane great... 🙏
ଭଲ 🙄🙄😁😁🙏🙏
Jay jagaanath gouranga Bhai ati Sundar village nyc farming
Bhai Jai Jagannath.Mana Bahut Shanti miluchi aapna nka video Dekhile.
ଗନ୍ ଭାଇଙ୍କର ସାଠିଏ ପଉଟି ଭୋଗରୁ ତୁମର ,, ଏହି ଗୀତଟି ଶୁଣି ମୁଁ ଅତ୍ୟନ୍ତ ଖୁସି ହେଲି ଆଗକୁ ସେ ଜଣେ ବହୁତ ଭଲ ଗାୟକ ହେବେ,,, ମା ସରସ୍ଵତୀ ତାଙ୍କ କଣ୍ଠ ରେ ବିରାଜ ମାନ ହୁଅନ୍ତୁ
Sathi ae pauti Gita bhai aamara bahut bhala gaile, super
Love from balaingi.patnagarh sir
A change in background music is lit...❤
I remember my childhood days Jajpur , but people are forgotten local. Things 😊
ମାଉସିଙ୍କ କଥା ବହୁତ ଭଲ
Advance congratulations🎉🎉🥳👏 for 1 lakh family👪👪
Ati sundar Katha kahile sir
Jaya Jagannath..... nice vlogs with lots of useful contents..... refreshing to see the vegetables farming, even I enjoy a lot watching them...very sad to see the koshala saga farmers unable to get the price of their hard works they did...it always happens...nice to see again spending the quality time at the matha in the evening for God....Keep it up and Jaya Jagannath....
Jay Jagannath
Very hard working gentlemen
ବହୁତ ଖୁସି❤❤❤
Sabu rial video , bohut bodiya sir
ଜୟ ଜଗନ୍ନାଥ ଗୌରାଙ୍ଗ ଭାଈ 🙏❤️🌹🥰😍
ଜୟ ଚାଷୀ ଭାଇ କି 🥰
Angya jaldi 100 k heijiba mu pura bahut khusi 100 k ra vdo te dekhi ba pain
Jay jagarnatha swami nayana ptha gami bhaba bhaba tume
Pahle Mera aapse Pranam sir abhi ka Har video Har din Ham Dekhte rahata hun gaon ka हाल-चाल sab Kuchh Humko aap Hi Se Mil Jata Hai Dekh Kar bahut Khushi Milta Hai gaon ka Mera bhi bahut Yad Aata Hai lekin Kya Karen Itna Chhoti ham log Ko Nahin Milta Hai gaon ka jo pyar Hansi Khushi majak Masti Sab Aaj Mera Dil Mein ghusta Hai main Odisha ko bahut miss Karta Hoon I love u Odisha.🙏🙏🙏🙏🙏🙏🙏🙏
Bhai video Pura 👌🏻👌🏻👌🏻👌🏻🔥 love you bhai 🥰🥰🥰❤️
Saga mate bahut bhal lage
Bahut badhi video.....
Subscribe karideli....
Bahut bhal lagila
ସୁନ୍ଦର ଭିଡିଓ
Ki sundara paribasa beautiful
Gouranga bhai apana Jane sundaar Manisha satare apananka Bhavana mate bohut bhala lage
ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅତି ପୁରାତନ । ମହାଭାରତ, ରାମାୟଣ, କାଳିଦାସ ଙ୍କ କୃତ ରଘୁବଂଶ, ମନୁସଂହିତା ର ଉତ୍କଳ ର ବର୍ଣ୍ଣନ ରହିଛି । ଅନେକ ୠଷି ମୁନୀ ମହାପୁରୁଷ ଙ୍କ ସାଧନା ର କ୍ଷେତ୍ର ଅଟେ ଏହି ପବିତ୍ର ଭୂମି । ଯେଉଁ ଭୂମି ରେ ଜୟଦେବ ଙ୍କ ଭଳି ତେଜସ୍ଵୀ ପଦ୍ୟକାର ଗୀତଗୋବିନ୍ଦ ରଚନା କରିଥିଲେ । ପଞ୍ଚସଖା ଙ୍କ ଭଳି ତ୍ରିକାଳଦର୍ଶୀ ମହାନ୍ ବ୍ୟକ୍ତିତ୍ଵ ରଚିଥିଲେ ମାଳିକା । ପଠାଣି ସାମନ୍ତ ଙ୍କ ଭଳି ଜ୍ୟୋତିର୍ବିଦ ଯିଏ ଏକ ବାଉଁଶ କାଠି ମାଧ୍ୟମ ରେ ଗ୍ରହ ନକ୍ଷତ୍ର ର ଦୁରତ୍ଵ କୁ ମାପି ପାରୁଥିଲେ । ଯେଉଁ ମାଟି ରେ ମହା ମେଘବାହନ ଖାରବେଳ ତଥା ଅଶୋକ ଙ୍କ ପରି ମହପ୍ରତାପୀ ବୀର । ଏହି ସେହି ମାଟି ଯେଉଁଠାରେ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀ କ୍ଷେତ୍ର ରେ ପୂଜିତ ହେଉଛନ୍ତି ବିଶ୍ଵ ବ୍ରହ୍ମାଣ୍ଡ ର କର୍ତ୍ତା ମହାପ୍ରଭୁ ଜଗନ୍ନାଥ । ଅର୍କ କ୍ଷେତ୍ର କୋଣାର୍କ UNESCO WORLD HERITAGE SITE ରେ ସ୍ଥାନ ପାଇଥିବା କଳା ଭାସ୍କର୍ଯ୍ୟ ର ବଳିଷ୍ଠ ପ୍ରମାଣ ବହନ କରେ । ଏତଦ୍ ବ୍ୟତୀତ ରଘୁରାଜପୁର ର ପଟ୍ଟ ଚିତ୍ର ସାଙ୍ଗ କୁ କଟକ ର ଦଶହରା, ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା , ବାଲୁକା କଳା , ଚନ୍ଦ୍ରଭାଗା ର ମାଘ ସପ୍ତମୀ ମେଳା , ଦୋଳ ପୂର୍ଣ୍ଣିମା, ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ଛଉ, ଗୋଟିପୁଅ, ଦଣ୍ଡ, ସମ୍ବଲପୁରୀ ଭଳି ଆଞ୍ଚଳିକ ନୃତ୍ୟ ବିଶ୍ଵ ସ୍ତର ରେ ପ୍ରସିଦ୍ଧି ଅର୍ଜନ କରିଅଛି । ଏହି ମାଟିର ପୁଅ ପ୍ରମଦ ଭଗତ, ଦ୍ୟୁତି ଚାନ୍ଦ, ଶ୍ରାବଣୀ ନନ୍ଦ , ସୁଦର୍ଶନ ପଟ୍ଟନାୟକ, ଚେତନା ସାହୁ , ଦିଲ୍ଲୀପ ତିର୍କୀ, କଳ୍ପନା ଦାସ ଙ୍କ ଭଳି ପ୍ରତିଭା ଆନ୍ତର୍ଜାତୀୟ ସ୍ତରରେ ସୃଷ୍ଟି କରିପାରିଛନ୍ତି ପରିଚୟ । ଯେଉଁ ମାଟିରେ ଖଣ୍ଡଗିରି, ଉଦୟଗିରି ତଥା ଧଉଳିଗିରି ଭଳି ଐତିହ୍ୟ ଜୈନ ଓ ବୌଦ୍ଧ ଧର୍ମ ର ଗୌରବ ଗାଥା କୁ ସ୍ୱାଗର୍ବେ ବହନ କରେ । ଏସିଆ ମହାଦେଶ ରେ ବୃହତ୍ ଲବଣାକ୍ତ ହ୍ରଦ ଚିଲିକା ଶୋଭା ପାଏ । କଟକ ର ତାରକସି କାର୍ଯ୍ୟ, ପିପିଲି ଚାନ୍ଦୁଆ, ବାଣପୁର ର ବେତ ରେ ନିର୍ମିତ କାରୁକାର୍ଯ୍ୟ ଇତ୍ୟାଦି ବଖାଣି ଥାଏ ଆମ୍ଭ କାରିଗର ମାନଙ୍କ ର ଅପୂର୍ବ ଦକ୍ଷତା କୁ ।
ଏହି ସେହି ବୀର ଭୂମି ଯେଉଁ ମାଟିର ପାଇକ ପୁଅ ମନେ ଏକଦା ଇଂରେଜ ସରକାରଙ୍କ ବିରୁଦ୍ଧ ରେ ଲଢେଇ କରି ବିଚଳିତ କରିଦେଇଥିଲେ । ଏହି ମାଟିର ପୁଅ ବାର ବର୍ଷ ର ବାଳକ ବଜିରାଉତ ଦେଶ ପାଇଁ ଦେଇଥିଲା ଜୀବନ । ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ଙ୍କ ଭଳି ସଂଗ୍ରାମୀ ଙ୍କ ଜନ୍ମ ମାଟି । ଯେଉଁ ମାଟିର ସାଧବ ପୁଅ ମାନେ ସିଂହଳ, ଜାଭା, ସୁମାତ୍ରା, ବାଲି ଭଳି ସ୍ଥାନ କୁ ବାଣିଜ୍ୟ କରି ଖ୍ୟାତି ଅର୍ଜନ କରିଥିଲେ। ବାଲେଶ୍ଵର ର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି , ପାରାଦ୍ଵୀପ , ଧାମରା ଭଳି ବନ୍ଦର ରୁ ଟନ ଟନ ଲୁହାପଥର ରପ୍ତାନୀ ହୁଏ ବିଦେଶ କୁ । ସେହି ମାଟି ରେ ଜନ୍ମ ଗ୍ରହଣ କରିଥିବା ପ୍ରତିଟି ଓଡ଼ିଆ ସ୍ଵାଗର୍ବେ କହିବା କଥା କି "ମୁଁ ଓଡ଼ିଆ, ମୋରାଜ୍ୟଓଡ଼ିଶା । ମୋ ମାଟି ବୀର ର ମାଟି । କଳା, ସଂସ୍କୃତି, ଐତିହ୍ୟ ର ମାଟି । ଜ୍ଞାନ ଓ ସାଧନା ର ମାଟି । ମହାପ୍ରଭୁ ଜଗନ୍ନାଥଙ୍କ ମାଟି । ଭାସ୍କର୍ଯ୍ୟ କଳା ର ମାଟି । " ବିଦେଶ ରେ ରହୁଥିବା ପ୍ରତ୍ୟେକ ଟି ଓଡ଼ିଆ ନିଜ ପିଲା ଙ୍କୁ ଓଡ଼ିଆ ଭାଷା ତାର ଇତିହାସ ସଂପର୍କ ରେ ଅବଗତ କରିବା ନିତ୍ୟାନ୍ତ ଆବଶ୍ୟକ । ତେବେ ଯାଇ ଆମ ସଂସ୍କୃତି ଓ ପରମ୍ପରା ସର୍ବଦା ଜୀବନ୍ତ ହୋଇ ରହିବ ।
Excellent Bhai Namaskar.
Loka tuku bhai A class loka sabubele bindas rate nathau khusi laguchhi. Prakuta chasi pua 🙏🙏🙏
Bihut bodhia vlog👌👌
Jaya jagannath Bhai 💞💞💞💞💞💞💞💞💞💞💞
Tuku Bhai Bahut badhiya pila. Ati badhiya
😁😁ଶାଗ ଭଲ ହୋଇଛି 🙄🙄🙏
Bahut bhal saga
Bahut badhia heichi vlogs
🙏🙏🌹ଜୟ ଜଗନ୍ନାଥ ସ୍ୱାମୀ
Sir tumu khota suni bohot to khuse lage Noto kemti ochi
Well singing. Tuku bhai rock. All are nice.
Bahut bahut bhala hoiche bro 💯💯💯💯
ଭାଇ ଭିଡିଓ ଟା ଭାରି ସନ୍ଦର୍ ଲାଗିଲା ଜୟ ଜଗନ୍ନାଥ
Video is very nice 👌
Bhai video pura bhala heichhi
Jai jagannath swami ❤️👍🙏🏾👍
Wow nice framing
Keep up bro advance congrats for 100k subscribers
Sir ,,,, ଆପଣ ଆପଣଙ୍କର ଭିଡିଓ ବହୁତ୍ ଭଲ ଲାଗିଲା,,, ଆପଣ ଜଣେ astrology କି???
Bhai gano paribesh atyanto Sundar
Jay Jagannath 🙏 sir Advanced congratulations for 100k subscribers....
Sir coming in 100k🙏🙏✍️advance congratulations 🎊 👏 💐 🥳
Advance congratulations for 100K subscribers. Jai jagannath.
Gauranga Bhai please make daily Videos I really like your videos I watch them after finishing my night Job in shell gas station in Edmonton Canada 👍
Jai Jagannath 🙏
Nice voice bhai
Pura fresh pariba good for health
Badhia singing 🎤 bhai
ଭାଇ ଚାଷୀ ଙ୍କ ଯୋଗାଯୋଗ ନମ୍ବର ଦିଅନ୍ତୁ ।ସମସ୍ତ ଶାଗ କିଣିକି ବିକିବା ଦାଇତ୍ୱ ମୋର ।
Bhai..you are great..tuma channel kholi kichhi video dekhile ...manaku bahut shaantimile
Jai jagannath.....
Nice video 🙏👍
ଭାଇ ସେ ମେସିନ୍ ର ହଳ ଭିଡିଓ ବନାନ୍ତୁ
ଜୟ ଜଗନ୍ନାଥ 🚩
All vidio beautiful
Congratulations sir 100k suscriber
Jay Jagannath sir 🙏
Tuku bhai ka bebahahara bahut bhala....
Bhai advanced 100k lagi. Congratulations
Jay jagannath 🙏 bhai 100k aga ku asuchi bhai mu first congratulations 🎉 karuchi
ଭାଇ ଭିଡିଓ ବହୁତ ଲେଟ ହୋଉଛି
ଗୌରାଙ୍ଗ ବାବୁ କେବଳ ମାଟ୍ରିକ ନୁହେଁ ପ୍ଲସ two re ବି ଦୁଇ ବର୍ଷ ପାଠ exam ହେଉଥିଲା ଏବେ କଣ୍ ଅଛି ତଥାପି ପିଲା ପଢ଼ି ପାରୁନାହାନ୍ତି ଆଉ କହୁଛନ୍ତି କଷ୍ଟ ଲାଗୁଚି ଆମେ ବି ଖେଳି ବୁଲି ପଢ଼ୁଥିଲି ଟିୟୁସନ କେବଳ tenth re hele ebe plus two pila teution ହେଉଛନ୍ତି arts ପିଲା କଣ୍ teution ହେଉଛନ୍ତି ବୁଝପଡ଼ିନି ଯାହା କୁହନ୍ତି ଆମ ସମୟ ଭଲ ଥିଲା ଆପଣ ଙ୍କ ସବୁ ବ୍ଲଗ୍ ବେଶ୍ ଉପଯୋଗୀ
Jay Jagannath 🙏 sir 👌
Haasa hasa budhia bhai tanka muhan dekhile ubhei jae apana nirasa ❤️