ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
🙏🌺🌺 ମା ତାରିଣୀ ମା 🌺🌺🙏ଯୁଗଜନ୍ମା ମହାପୁରୁଷ ବାବା ବୁଦ୍ଧନାଥ'ଙ୍କ ଅଗଣିତ ଭାବପୁର୍ଣ , ଭକ୍ତିପୁର୍ଣ ଭଜନ ରଚନା - ମଧ୍ୟରୁ ଗୋଟିଏ । ଆଉ ଏହି ଭାଜନକୁ କୋଟିକରେ ଗୋଟିଏ କରିଛି - ତାହାର ସୁନ୍ଦର ରୂପାୟନ ଓ ସଙ୍ଗିତ । ଏହି ଭଜନ ଟିକୁ ଜନଶ୍ରୁତି'କୁ ଆଣିବା ପାଇଁ, ଗାରୋଇ ଆଶ୍ରମର ଅନବରତ, ଅବିରତ ପ୍ରୟାସ ଅତିବ ପ୍ରଶଂସନୀୟ । 🌺 ଜୟ ମା ତାରିଣୀ , ଜୟ ଜଗନ୍ନାଥ , ଜୟ ବାବା ବୁଦ୍ଧନାଥ 🙏🌺
❤❤❤❤
Jay maa tarini ❤❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🥰🥰🥰🥰🥰🥰🥰🥰🥰🥰😍
ଅତି ସୁନ୍ଦର ଭାବାର୍ଥ, ହୃଦୟଙ୍ଗମ କରିଥିବା ଭକ୍ତ ହିଁ ବୁଝିପାରେ, ଜୟ ଜଗନ୍ନାଥ ଜୟ ବାବା ବୁଦ୍ଧନାଥ,
ଜୟ ମା ତାରିଣୀ ଜୟ ବାବା ବୁଦ୍ଧନାଥ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଚ୍ୟୁତ ଶରଣଂ ଜଗତର କଲ୍ୟାଣ ହେଉ ମହାବାହୁ 🙏
Maa tarini namaste. Sri guru saranam . Baba Budhanath saranam
🙏🙏🌹🙏
Heart touching 🙏🙏
ଜୟ ମା ଭଗବତୀ ଜୟ ତାରିଣୀ
ଅତ୍ୟନ୍ତ ଆନନ୍ଦର ବିଷୟ ଯେ 'ବୁଦ୍ଧିଆ ଭଜନ' ପୂର୍ବ ଧାରାକୁ ପୁନଶ୍ଚ ଫେରି ଆସିଛି🎉🎉।ଏଥର ପ୍ରତ୍ୟେକ ୧୦ ଦିନରେ ଥରେ ପୂଜ୍ୟପାଦ ବାବାଙ୍କ ଭଜନ ଆମ୍ଭମାନଙ୍କୁ ଶ୍ରବଣ କରିବାର ସୌଭାଗ୍ୟ ପ୍ରାପ୍ତ ହେବ।ଜୀବନ ଚାଲୁଥିଲା ହେଲେ ' ବୁଦ୍ଧିଆ ବାଣୀ 'ଓ 'ବୁଦ୍ଧିଆ ଭଜନ' ବିନା ଅନେକ କିଛି ଅଭାବ ଅନୁଭବ ହେଉଥିଲା।ଆଜିର ଲୋକ ବିଭିନ୍ନ ଶକ୍ତି ବର୍ଦ୍ଧକ ପାନୀୟ (energy drinks/booster)ମାଧ୍ୟମରେ ନିଜ ବାହ୍ୟ ଶକ୍ତିକୁ ବଢ଼ାଉଛନ୍ତି।କିନ୍ତୁ ପ୍ରିୟ ବାବାଙ୍କ ଶ୍ରୀ ମୁଖ ନିସୃତ ବାଣୀ ଓ ସ୍ୱରଚିତ ଭଜନ ଆମ୍ଭ ପାଇଁ ଅନ୍ତର୍ନିହିତ ଶକ୍ତି ବର୍ଦ୍ଧକ ବା booster ଯାହା କି ଏହି ପ୍ରଚଣ୍ଡ ରୌଦ୍ର ତାପରେ ଶୀତତାପ ଯନ୍ତ୍ର ଭଳି ମନ ଶରୀରରେ ଶିତଳତା ଭରି ଦେଉଛି।ସେଥିପାଇଁ ଗାରୋଇ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଏହି ନିଆରା ପ୍ରୟାସ ନିମନ୍ତେ ଅଜସ୍ର ଅଭିନନ୍ଦନ ଏବଂ ଶୁଭେଚ୍ଛା💐💐🙏🙏।ଭକ୍ତ ଲୋକନାଥଙ୍କର ପୂଜ୍ୟ ବାବାଙ୍କ ଭଜନ ପରିବେଷଣ କରିବାର ଭାବର ପଟାନ୍ତର ନାହିଁ। ଅବଶ୍ୟ ସବୁ କିଛି ବାବାଙ୍କ କୃପା ଓ ଇଚ୍ଛା🙏❤️🙏ଖାଲି ଯାହା 'ବୁଦ୍ଧିଆ ବାଣୀ'ର ପୁନଃ ପ୍ରସାରଣ ପ୍ରତୀକ୍ଷା ରହିଲା...ଜୟ ⚫️❗️⚫️🙏🙏🙏ଜୟ ବାବା ଶ୍ରୀ ବୁଦ୍ଧନାଥ🙏🙏🙏
ମା ତାରିଣୀ ମୋ ମାଆ 🙏
Jay maa tareni❤
Maa Tarini ❤💐🙏
Bahut sundar bhajan namaskar
🌷🌷🌷🙏🙏🙏🙏🌷🌷🌷 Jay baba aaditya baba🌷🌷🌷🙏🙏🙏🌷🌷🌷
🙏🎙️🙏🎙️🙏🎙️🙏🎙️🙏🎙️🙏🎙️🙏
jay jagannath jay baba budhannath 🙏🙏💙💙
Jai Jagannathai namah, Jai Maa Tarini , Jai Acchyutananda Goswami, Jai Buddhanath Das, congratulation for continuing BUDHIA BHAJAN .
Jay jagannath 🎉
Pranam ❤
🙏🙏🙏🙏🙏🙏
🙏🌺🌺 ମା ତାରିଣୀ ମା 🌺🌺🙏
ଯୁଗଜନ୍ମା ମହାପୁରୁଷ ବାବା ବୁଦ୍ଧନାଥ'ଙ୍କ ଅଗଣିତ ଭାବପୁର୍ଣ , ଭକ୍ତିପୁର୍ଣ ଭଜନ ରଚନା - ମଧ୍ୟରୁ ଗୋଟିଏ । ଆଉ ଏହି ଭାଜନକୁ କୋଟିକରେ ଗୋଟିଏ କରିଛି - ତାହାର ସୁନ୍ଦର ରୂପାୟନ ଓ ସଙ୍ଗିତ । ଏହି ଭଜନ ଟିକୁ ଜନଶ୍ରୁତି'କୁ ଆଣିବା ପାଇଁ, ଗାରୋଇ ଆଶ୍ରମର ଅନବରତ, ଅବିରତ ପ୍ରୟାସ ଅତିବ ପ୍ରଶଂସନୀୟ । 🌺 ଜୟ ମା ତାରିଣୀ , ଜୟ ଜଗନ୍ନାଥ , ଜୟ ବାବା ବୁଦ୍ଧନାଥ 🙏🌺
❤❤❤❤
Jay maa tarini ❤❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🥰🥰🥰🥰🥰🥰🥰🥰🥰🥰😍
ଅତି ସୁନ୍ଦର ଭାବାର୍ଥ, ହୃଦୟଙ୍ଗମ କରିଥିବା ଭକ୍ତ ହିଁ ବୁଝିପାରେ, ଜୟ ଜଗନ୍ନାଥ ଜୟ ବାବା ବୁଦ୍ଧନାଥ,
ଜୟ ମା ତାରିଣୀ
ଜୟ ବାବା ବୁଦ୍ଧନାଥ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ଅଚ୍ୟୁତ ଶରଣଂ
ଜଗତର କଲ୍ୟାଣ ହେଉ ମହାବାହୁ 🙏
Maa tarini namaste. Sri guru saranam . Baba Budhanath saranam
🙏🙏🌹🙏
Heart touching 🙏🙏
ଜୟ ମା ଭଗବତୀ ଜୟ ତାରିଣୀ
ଅତ୍ୟନ୍ତ ଆନନ୍ଦର ବିଷୟ ଯେ 'ବୁଦ୍ଧିଆ ଭଜନ' ପୂର୍ବ ଧାରାକୁ ପୁନଶ୍ଚ ଫେରି ଆସିଛି🎉🎉।ଏଥର ପ୍ରତ୍ୟେକ ୧୦ ଦିନରେ ଥରେ ପୂଜ୍ୟପାଦ ବାବାଙ୍କ ଭଜନ ଆମ୍ଭମାନଙ୍କୁ ଶ୍ରବଣ କରିବାର ସୌଭାଗ୍ୟ ପ୍ରାପ୍ତ ହେବ।ଜୀବନ ଚାଲୁଥିଲା ହେଲେ ' ବୁଦ୍ଧିଆ ବାଣୀ 'ଓ 'ବୁଦ୍ଧିଆ ଭଜନ' ବିନା ଅନେକ କିଛି ଅଭାବ ଅନୁଭବ ହେଉଥିଲା।ଆଜିର ଲୋକ ବିଭିନ୍ନ ଶକ୍ତି ବର୍ଦ୍ଧକ ପାନୀୟ (energy drinks/booster)ମାଧ୍ୟମରେ ନିଜ ବାହ୍ୟ ଶକ୍ତିକୁ ବଢ଼ାଉଛନ୍ତି।କିନ୍ତୁ ପ୍ରିୟ ବାବାଙ୍କ
ଶ୍ରୀ ମୁଖ ନିସୃତ ବାଣୀ ଓ ସ୍ୱରଚିତ ଭଜନ ଆମ୍ଭ ପାଇଁ ଅନ୍ତର୍ନିହିତ ଶକ୍ତି ବର୍ଦ୍ଧକ ବା booster ଯାହା କି ଏହି ପ୍ରଚଣ୍ଡ ରୌଦ୍ର ତାପରେ ଶୀତତାପ ଯନ୍ତ୍ର ଭଳି ମନ ଶରୀରରେ ଶିତଳତା ଭରି ଦେଉଛି।ସେଥିପାଇଁ ଗାରୋଇ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଏହି ନିଆରା ପ୍ରୟାସ ନିମନ୍ତେ ଅଜସ୍ର ଅଭିନନ୍ଦନ ଏବଂ ଶୁଭେଚ୍ଛା💐💐🙏🙏।
ଭକ୍ତ ଲୋକନାଥଙ୍କର ପୂଜ୍ୟ ବାବାଙ୍କ ଭଜନ ପରିବେଷଣ କରିବାର ଭାବର ପଟାନ୍ତର ନାହିଁ। ଅବଶ୍ୟ ସବୁ କିଛି ବାବାଙ୍କ କୃପା ଓ ଇଚ୍ଛା🙏❤️🙏
ଖାଲି ଯାହା 'ବୁଦ୍ଧିଆ ବାଣୀ'ର ପୁନଃ ପ୍ରସାରଣ ପ୍ରତୀକ୍ଷା ରହିଲା...
ଜୟ ⚫️❗️⚫️🙏🙏🙏
ଜୟ ବାବା ଶ୍ରୀ ବୁଦ୍ଧନାଥ🙏🙏🙏
ମା ତାରିଣୀ ମୋ ମାଆ 🙏
Jay maa tareni❤
Maa Tarini ❤💐🙏
Bahut sundar bhajan namaskar
🌷🌷🌷🙏🙏🙏🙏🌷🌷🌷 Jay baba aaditya baba🌷🌷🌷🙏🙏🙏🌷🌷🌷
🙏🎙️🙏🎙️🙏🎙️🙏🎙️🙏🎙️🙏🎙️🙏
jay jagannath jay baba budhannath 🙏🙏💙💙
Jai Jagannathai namah, Jai Maa Tarini , Jai Acchyutananda Goswami, Jai Buddhanath Das, congratulation for continuing BUDHIA BHAJAN .
Jay jagannath 🎉
Pranam ❤
🙏🙏🙏🙏🙏🙏
🙏🙏🙏🙏🙏🙏