"ଓଡ଼ିଆଙ୍କ ପାଇଁ ଦିଲ୍ଲୀରୁ ଫୋନ୍‌ ଆସିଲା, ନବୀନ କହିଲେ : No No No" || EP 47 || Argus Podcast

แชร์
ฝัง
  • เผยแพร่เมื่อ 6 ต.ค. 2024
  • ଅସରପା ବି ଗୋଟେ ଚଢେଇ : କାହାକୁ କହିଲେ ଭର୍ତ୍ତୃହରି ?
    #ArgusDigital #arguspodcastwithsangram #SangramwithArgus #KichiKathaKichiBarta #bhartuharimahtab #interviewwithbhartuharimahtab
    Follow us on Instagram :
    / argustvdigital
    01:42 - INTRO
    03:01 - ' କଟକର ଭୋଟରମାନେ ଠିକ ସମୟରେ ଠିକ ନିଷ୍ପତି ନେଇଛନ୍ତି '
    04:42 - ବିଜୟ ମହାପାତ୍ର ଆପଣଙ୍କୁ ରାଜନୀତିକୁ ଆଣିଥିଲେ କି ?
    06:07 - ' ବିଜୁ ପଟ୍ଟନାୟକ ଇତିହାସ ମନେ ରଖନ୍ତି '
    07:58 -'୧୯୯୦ ମସିହାରେ କଂଗ୍ରେସ ତରଫରୁ ନିର୍ବାଚନ ଲଢିଥିଲି '
    08:11 - ' ବିଜେଡିକୁ ସାବାଡ କରିବାକୁ ଏକମାତ୍ର ଦଳ ହେଉଛି ବିଜେପି '
    13:35 -'୨୦୦୯ ରୁ ନବୀନ ପଟ୍ଟନାୟକ ବଦଳିବା ଆରମ୍ଭ କରିଥିଲେ '
    14:59 - ' କହିଲେ ଭୁବନେଶ୍ବର ରୁ ପ୍ରାର୍ଥୀ ହୁଅ, ମୁଁ କହିଲି ଯଦି ହେବି କଟକରୁ ହେବି '
    16:08 - ' ଅସରପା ବି ଗୋଟେ ଚଢେଇ '
    22:09 - ' ପ୍ରମୋଦ ମହାଜନ ଏବଂ ସୁଷମା ସ୍ଵରାଜ ମୋର ଭଲ ବନ୍ଧୁ ଥିଲେ '
    23:05 - ' ବିଜେଡିରେ ଥିଲା ବେଳେ ଟେନସନରେ ରହୁଥିଲି '
    25:03 - ରାଜନୈତିକ ଦଳ ପାଇଁ ଆପଣ Lucky କି ?
    25:22 - ' ମୁଁ ପିଲାଦିନୁ ଜାଣିଆସିଛି ମୋ ବାପା ମାଆ କିଏ '
    26:00 - ପ୍ରଜାତନ୍ତ୍ର କଣ ପାଇଁ ପତନମୁଖୀ ?
    29:26 - ' ଧର୍ମେନ୍ଦ୍ର ପ୍ରଧାନ ମୋ ମନର କଥା ପ୍ରକାଶ କରିଥିଲେ '
    32:35 - ବାରବାଟୀ ଷ୍ଟାଡିୟମକୁ ନେଇ ଆପଣଙ୍କ ମତ କଣ ?
    33:02 - ' ଆମ୍ବ ଚୋରି କରୁଥିଲୁ, ଧରାପଡିଲୁ, ଗଛରେ ବାନ୍ଧିଦେଇଥିଲେ '
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 172

  • @dillipkumarnayak1021
    @dillipkumarnayak1021 วันที่ผ่านมา +18

    ଭତୃହରି ମହତାବ ସାର ଙ୍କୁ ପ୍ରଣମ, ପ୍ରକୃତରେ ତାଙ୍କର ବକ୍ତବ୍ୟ ଶୁଣିବାକୁ ମୋତେ ବହୁତ ଭଲ ଲାଗେ ଆଜି ମଧ୍ଯ କିଛି ଶିଖିଲି

  • @mandakinisahoo2619
    @mandakinisahoo2619 วันที่ผ่านมา +39

    ଜଣେ ଶାନ୍ତ ସୌମ୍ୟ ଅସାଧାରଣ ବ୍ୟକ୍ତିତ୍ଵ ର ଅଧିକାରୀ ହେଉଛନ୍ତି ଭର୍ତୁ ହରି ମହତାବ ।

  • @satishchandrabehera7291
    @satishchandrabehera7291 วันที่ผ่านมา +11

    ୟା ଭିତରେ ବହୁତ ଗୁଡିଏ ପୋଡକାଷ୍ଟ ଦେଖିଲିଣି।
    ହେଲେ ଭର୍ତୃହରି ମହତାବ ମହାଶୟଙ୍କ ସହିତ ଆଜିର ପୋଡକାଷ୍ଟ ଅନନ୍ୟ ଏବଂ ଅତୂଳନୀୟ ବୋଲି ଆମର ହୃଦବୋଧ ହେଲା।
    ଜୟ ଜଗନ୍ନାଥ!!!

  • @brajamohanpati7797
    @brajamohanpati7797 วันที่ผ่านมา +6

    🙏ଜୟ ଜଗନ୍ନାଥ, ଉପସ୍ଥାପନା ଅତି ସୁନ୍ଦର ମହତାବଙ୍କୁ ନମସ୍କାର

  • @basantabhaibms3913
    @basantabhaibms3913 วันที่ผ่านมา +3

    ଏହି କାର୍ଯ୍ୟକ୍ରମ ଟି ଅତି ସୁନ୍ଦର ହୋଇଛି ଆପଣଙ୍କୁ ଅଶେଷ ଧନ୍ୟବାଦ ।

  • @pramodkumarrout7641
    @pramodkumarrout7641 วันที่ผ่านมา +9

    ମହାଶୟଙ୍କୁ ମୁଁ ଛାତ୍ର ସମୟ ରୁ ଜାଣେ।ସେ ଜଣେ ସରଳ ଓ ଉଚ୍ଚାଭିଳାଷୀ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ଯତା ଅଛି।

  • @atithimediacreations7791
    @atithimediacreations7791 วันที่ผ่านมา +10

    ପୋଡ଼ କାଷ୍ଟ ରେ ଏହି ଭଳି ସମସ୍ତଙ୍କୁ ପଚାରିଲେ ମୋତେ ବହୁତ ଭଲ ଲାଗେ ଧନ୍ୟବାଦ ସଂଗ୍ରାମ ବାବୁ 👌👌👌

  • @Katak_Dk
    @Katak_Dk วันที่ผ่านมา +18

    ମୁଁ ଜଣେ କଟକ ଭୋଟର ପ୍ରଥମ ଥର ଭର୍ତୁହରି ବାବୁଙ୍କୁ ଏତେ ସୁନ୍ଦର ଭାବେ ତାଙ୍କ ବ୍ୟକ୍ତିତ୍ଵ ଭାବେ ଜାଣିଲି ମୋର ଏକ ଭୁଲ ଧାରଣା ଥିଲା ତାଙ୍କ ପ୍ରତି ସେ କାହା ସହ ମିଶନ୍ତି ନାହି ଖାଲି ବିଜେଡି ପାଇଁ ଜିତୁଛନ୍ତି କିନ୍ତୁ ଆଜି ଧାରଣା ତୁଟି ଗଲା । ବହୁତ୍ ବଢିଆ ବ୍ୟକ୍ତିତ୍ଵ ଜୟ ଶ୍ରୀରାମ 🙏

  • @AkshayKumar-ze8ok
    @AkshayKumar-ze8ok วันที่ผ่านมา +8

    ସାକ୍ଷାତକାର ଟି ଖୁବ୍ ଭଲ ଲାଗିଲା

  • @globaltvindialive
    @globaltvindialive วันที่ผ่านมา +7

    The Anchor Voice is So Clear with Base and Perfect Odia Pronunciation , Proud of You !

  • @biswaranjandora9211
    @biswaranjandora9211 วันที่ผ่านมา +6

    ଶାନ୍ତ ଶିଷ୍ଟ ବ୍ୟକ୍ତି ବିଶେଷ❤❤

  • @jyotiranjanbehera9527
    @jyotiranjanbehera9527 19 ชั่วโมงที่ผ่านมา +1

    ସୁନ୍ଦର ଉପସ୍ଥାପନା ସଂଗ୍ରାମ ବାବୁ ❤।

  • @kedarbiswal4575
    @kedarbiswal4575 วันที่ผ่านมา +4

    ଭର୍ତୁହରି - ରେଭେନ୍ସା ନାମ ପରିବର୍ତ୍ତନ କୁ ଧର୍ମେନ୍ଦ୍ର ବାବୁଙ୍କ ଯୋଗୁଁ ବିରୋଧ କରୁନାହାନ୍ତି ବରଂ ଧର୍ମେନ୍ଦ୍ର ରାଜ୍ୟର ଜଣେ ଦକ୍ଷ ଯୋଗ୍ୟ ଵ୍ୟକ୍ତି ହୋଇଥିବାରୁ ମୁଁ ଯେତିକି ଜାଣେ ରାଜ୍ୟ ଲୋକେ ଧର୍ମେନ୍ଦ୍ରଙ୍କୁ ଭଲ ପାଆନ୍ତି ଓ ସମ୍ମାନ କରନ୍ତି।

  • @chakradharswain9603
    @chakradharswain9603 วันที่ผ่านมา +10

    ଭର୍ତୃହରି ମହତବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଥରେ ମାତ୍ର ଆମେ ଦେଖିବାକୁ ଚାହୁଁ, 👍👍👍👍👍👍👍👍👍👍👍

  • @niranjannayak5555
    @niranjannayak5555 วันที่ผ่านมา

    ସାରଙ୍କଠାରୁ ବହୁତ କିଛି ଶିଖିବାର ଅଛି।ସ୍ବାଭିବାନ ମୂଲ୍ୟବାନ ❤❤❤

  • @Rajanibiswal2024
    @Rajanibiswal2024 วันที่ผ่านมา +10

    ଜଣେ ସମର୍ପଣ ନିଷ୍ଠାବାନ ବ୍ୟକ୍ତିତ୍ବ ଶ୍ରୀଯୁକ୍ତ ମହତାବ

  • @niharranjanmohanty3378
    @niharranjanmohanty3378 วันที่ผ่านมา +7

    ବହୁତ ସୁନ୍ଦର ଅନୁଭୂତି ର କଥା

  • @kalpatarujena9466
    @kalpatarujena9466 วันที่ผ่านมา

    XCLENT ♥️ହୃଦୟର ସ୍ୱର.... ପୋଡକାଷ୍ଟ ଯାହା ଅନ୍ତରରୁ.... 🌹🌹🌹🌹🙏

  • @rabindrakumarpuhan7688
    @rabindrakumarpuhan7688 วันที่ผ่านมา +7

    Bhartruhari babu takes right steps in right time very nice personality

  • @prakashsahoo8142
    @prakashsahoo8142 วันที่ผ่านมา +5

    Sir,
    Next time please call to hat set for the best farmer,best teacher/lecture, doctor, social services,and subrat bagaji sir.

  • @subhasismanasing9103
    @subhasismanasing9103 17 ชั่วโมงที่ผ่านมา

    ଏ ସବୁ ସମୟର ଈଛା, ଜୟ ଶ୍ରୀ ଜଗନ୍ନାଥ 🙏

  • @ganeshpanigrahi5258
    @ganeshpanigrahi5258 11 ชั่วโมงที่ผ่านมา

    ବହୁତ ବଡ଼ ବାସ୍ତବ ଓ ଚେତନାକୁ ରୁଦ୍ଧିମନ୍ତ ଦିଗରେ କାର୍ଯ୍ୟକରି ଆସିଥିବା ଶାନ୍ତଶିଷ୍ଟ ମହାନ ବୁଦ୍ଧିଜୀବୀ ଏବଂ ବିଶିଷ୍ଟ ରାଜନେତା ଭାବେ ପରିଚିତ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ ରାଜ୍ୟର ସର୍ବାଗ୍ରେ ପ୍ରଶଂସନୀୟ ହୋଇଆସିଛନ୍ତି...

  • @harichandanrath7320
    @harichandanrath7320 วันที่ผ่านมา

    ବହୁତ ବଢିଆ କାର୍ଯ୍ୟକ୍ରମ

  • @GolakBihariSahoo-o9f
    @GolakBihariSahoo-o9f วันที่ผ่านมา +13

    7ଥର କଟକ ଲୋକସଭା ସାଂସଦ, ବଡମ୍ବା -ନରସିଂହପୁର ନିର୍ବାଚନ ମଣ୍ଡଳୀକୁ ରେଳ ଗଡିବ କେବେ? ସାଂସଦ କହିବେକି? ଜୟ ଜଗନ୍ନାଥ

    • @ashutoshbarik7619
      @ashutoshbarik7619 วันที่ผ่านมา

      କାଲି ଗଡିବ

    • @lilamayasahu6669
      @lilamayasahu6669 วันที่ผ่านมา

      Bjd ku pachara
      Taku ta ଜିତାଇଛ

    • @omsahoo4370
      @omsahoo4370 วันที่ผ่านมา

      Bilkul bjd ku jita ki jahaku , state re BJP sarkar achi , nischay railway line haba darkar badma re

    • @munamishra9760
      @munamishra9760 วันที่ผ่านมา

      Tame tanku BJD re vote delabele kete thara pacharicha?

    • @bapunibaral3191
      @bapunibaral3191 18 ชั่วโมงที่ผ่านมา

      Tama ghara side re railway station heba

  • @sushilsamal3789
    @sushilsamal3789 วันที่ผ่านมา

    Next CM,Eminent Person,Great personalities, Dynamic Leader of Odisha

  • @SanjuktaPadhi-rl9nh
    @SanjuktaPadhi-rl9nh วันที่ผ่านมา +3

    Very calm,composed and well articulated ever seen podcast

  • @biplabmalik6059
    @biplabmalik6059 วันที่ผ่านมา +6

    ଦୁଃଖ ର ବିଷୟ ଭର୍ତ୍ତୃହରି ବାବୁ କଟକ ପାଇଁ ବିଜେଡି ରେ ରହିକି କିଛି କରି ପାରିଲେନି

  • @bhaktimarga853
    @bhaktimarga853 วันที่ผ่านมา +1

    ମୁଁ ଯେତିକି ଜାଣିଛି ସେ ଜଣେ ବିଜ୍ଞ ବ୍ୟକ୍ତି ।ମୋଟା ମୋଟି ଭଲ ଲୋକ ।

  • @pravakarsahu1979
    @pravakarsahu1979 18 ชั่วโมงที่ผ่านมา

    THANKS FOR YOUR DISCUSSION.I CAME TO KNOW ABOUT THE PERSONALITY OF MR B. MAHATAB.

  • @milanthelakoushiknanchhpr9164
    @milanthelakoushiknanchhpr9164 วันที่ผ่านมา +2

    ଦିନେ ଭରତୁହରି ସି ଏମ ହେବେ 🙏🙏🙏🙏🙏

  • @tufangantayat.
    @tufangantayat. วันที่ผ่านมา +4

    Jai shree Ram

  • @Aimanullahsalaar
    @Aimanullahsalaar วันที่ผ่านมา +1

    Sangraam sir please🙏 apana business man leader nku dakantu❤

  • @smrutidash8288
    @smrutidash8288 วันที่ผ่านมา

    Sir is great…
    Humble Leader

  • @munamishra9760
    @munamishra9760 วันที่ผ่านมา

    One of Intellectuals of India

  • @MINIMOTIVATION6242
    @MINIMOTIVATION6242 18 ชั่วโมงที่ผ่านมา

    ଭାଷାକୁ ସମ୍ମାନ, ଭାଷାକୁ ପ୍ରଗାଢ଼ ଭଲ ପାଉଥିବା ମଣିଷ ଟିଏ ଭର୍ତୃହରି ମହାଶୟ। ଦୁଇଜଣଙ୍କ ବାର୍ତ୍ତାଳାପ ଚମତ୍କାର।

  • @rudranarayansahoo5674
    @rudranarayansahoo5674 วันที่ผ่านมา +1

    Great leader 👍

  • @GourangRout-fk7xv
    @GourangRout-fk7xv วันที่ผ่านมา +3

    Respected Sangram Sadangi. Jee ,Please call to your podcast a rulling CM or Industry Minister, Odisha to discuss only ongoing Projects status like Industries, Rail projects, metro rail, Costal NH, Semiconductor,Electronics industry,EV,Automobile component, Aviation engines, Agro based industries, cold storages as Odisha people actually interested to know it for which they voted for.

  • @ArabindaSahoo-r5q
    @ArabindaSahoo-r5q วันที่ผ่านมา

    Best Parlamentrian Good Decision Best wishes Sir

  • @birakishoresahoo3080
    @birakishoresahoo3080 วันที่ผ่านมา +6

    Atisundar byaktitwa.

  • @BiswadevSahoo-c5n
    @BiswadevSahoo-c5n วันที่ผ่านมา

    Aji ra program episode ti Bahut Bhall Lagila .

  • @saratkar4485
    @saratkar4485 วันที่ผ่านมา +3

    Very impressive 👍

  • @LidorathaNew
    @LidorathaNew วันที่ผ่านมา

    Bahut sundar upastapana. (Sangrambabu)

  • @bholanathsahoo7302
    @bholanathsahoo7302 วันที่ผ่านมา +3

    Jay Jagannath

  • @MANASKUMARPANDA-t1o
    @MANASKUMARPANDA-t1o วันที่ผ่านมา

    Modicare...(Zero to Hero)... Pramod Acharya Sir nka gote sakhyatkar niantu....very imp inspiration

  • @SujataSingh-in7uw
    @SujataSingh-in7uw วันที่ผ่านมา +1

    Sundar katha

  • @sukantabehera6090
    @sukantabehera6090 วันที่ผ่านมา +1

    Sangram Sir Next podcast Subrat Bagaji Sir ❤

  • @kabitasahoo7006
    @kabitasahoo7006 วันที่ผ่านมา

    Great bektitto pranam sir

  • @rolex..lover.9375
    @rolex..lover.9375 วันที่ผ่านมา +1

    Indipendent re thare fight karantu ta pare Jana padiba.😂

  • @bigdady1281
    @bigdady1281 วันที่ผ่านมา +1

    Great man

  • @Drawzaki
    @Drawzaki วันที่ผ่านมา +1

    ମୁଁ ଓଡ଼ିଶା ରାଜନୀତି ରେ, 2ଜଣଙ୍କୁ ଭଲ ପାଏ, No-1 ସୌମ୍ୟରଞ୍ଜନ ପଟ୍ଟନୟକ ଏବଂ No-2 ଭତୃହରି ମହତାବ। Knowledge with vision.

    • @asitgantayat6619
      @asitgantayat6619 วันที่ผ่านมา

      True....both are great scholars of politics with guts to spoke out of heart...

  • @sanjaypattanaik3168
    @sanjaypattanaik3168 วันที่ผ่านมา

    Great personality.

  • @anandachandrasahoo7377
    @anandachandrasahoo7377 วันที่ผ่านมา

    He is an excellent personality

  • @amohapatra123
    @amohapatra123 7 ชั่วโมงที่ผ่านมา

    Jai Ho❤

  • @biplabmalik6059
    @biplabmalik6059 วันที่ผ่านมา +1

    Next pod cast re Mahanga MLA sarada pradhan nku dakantu (Bulu bhai)

  • @tufangantayat.
    @tufangantayat. วันที่ผ่านมา +1

    Jai shree Ram 🌹 🌹 🙏 🙏 🌹 🌹TUFAN

  • @sushilsamal3789
    @sushilsamal3789 วันที่ผ่านมา

    Good, Better,Best

  • @Satya-pq8vt
    @Satya-pq8vt วันที่ผ่านมา +1

    Very nice

  • @PurnachandraPanda-vx2nj
    @PurnachandraPanda-vx2nj วันที่ผ่านมา +1

    ଆମ M p ହେଲେମଧ୍ୟା ସୁଯୋଗରୁ MP କିନ୍ତୁ ଯୋଗ୍ୟତା ଆଧାରରେ ନୁହେଁ ।

  • @Aimanullahsalaar
    @Aimanullahsalaar วันที่ผ่านมา +2

    Sir please🙏 sriram panda sir nku podcast karantu please🙏

  • @MotilalSwain-r9m
    @MotilalSwain-r9m วันที่ผ่านมา +1

    Lal krishna Advani great political leader 👏👏👏👏

  • @Babulabehera-w9b
    @Babulabehera-w9b วันที่ผ่านมา

    @Argus podcast pls. bring some good teachers of odisha...

  • @ratikantswain8150
    @ratikantswain8150 วันที่ผ่านมา

    🎉🎉❤

  • @tufangantayat.
    @tufangantayat. วันที่ผ่านมา +1

    💯💯💯💯💯💯💯

  • @abhishekparida666
    @abhishekparida666 วันที่ผ่านมา +4

    ଆଶ୍ଚର୍ଯ୍ୟ, bjd ରେ ଥିଲା ବେଳେ କେତେ କଣ ପଦବୀ ଦେବାକୁ ବ୍ୟାକୁଳ ଥିବା bjp ଏବେ କାହିଁକି କିଛି ଦେଉ ନାହିଁ ! ଏବେ ତ ଆଉ ଭୁବନେଶ୍ୱର ରୁ ଆଦେଶ ଆସିବାର ନାହିଁ, ଉପ ବାଚସ୍ପତି କାହିଁକି, ବାଚସ୍ପତି କି ମନ୍ତ୍ରୀ କାହିଁକି କରୁ ନାହାନ୍ତି ?

  • @parsuramsahoo7509
    @parsuramsahoo7509 19 ชั่วโมงที่ผ่านมา

    ବହୁ ରୁପି ପରିବେଶ ,ପରିସ୍ଥିତି ଦେଖି ରଙ୍ଗ ବଦଲେ,।ସେଥି ପାଇଁ ଭାଗ୍ୟବାନ

  • @achyutanandanayak6739
    @achyutanandanayak6739 วันที่ผ่านมา

    Bahut sunder katha o sunder chintadhara.kintu gotten katha kahibi ki Bartuhari Babu jeun mane anyaya ,atyachara ,bhrastachara o ahankara re rahithiba netanku Balakumar aniparile nahin. Thanks.

  • @debasmitabikrant565
    @debasmitabikrant565 วันที่ผ่านมา

    Bhatru Hari Mahatab hauchanti ama Cuttackia nka garba... Se ama ghara pakhare ruhanti... Sie ama area ra Papu bhai😍

  • @lalramchandrasinghdeo1483
    @lalramchandrasinghdeo1483 วันที่ผ่านมา

    Bhatruhari Mahtab is a first rank opportunist. Without any mass base he wants be in power without any interruption.
    All this faults in party comes after deserting the party. Where was his principle while in the party. This man was liaising with BJP n working against BJD.

  • @susantmantry7512
    @susantmantry7512 20 ชั่วโมงที่ผ่านมา

    କଟକ ର ପୁଅ କଟିକିଆ ଙ୍କ ପସନ୍ଦ, ସେଠି ଆଉ କାହାର ଅଧିକାର ନାହିଁ, କଟକ ରେ ସବୁବେଳେ କଟିକିଆ ରାଜ

  • @JitendraKumarentertainmentomm
    @JitendraKumarentertainmentomm วันที่ผ่านมา

    Right

  • @pravakarsahu1979
    @pravakarsahu1979 18 ชั่วโมงที่ผ่านมา

    I want the books written by Mr Mahatab.please help me.

  • @Viral_thoughts_returns
    @Viral_thoughts_returns วันที่ผ่านมา +1

    Baijayanta panda bahari la bele sir kana kahu thile sete bele

  • @bubumohanty7263
    @bubumohanty7263 วันที่ผ่านมา

    Ad bi perfect tym re asuchi..

  • @madhusudanbehera2129
    @madhusudanbehera2129 วันที่ผ่านมา

    ଦୀର୍ଘ ବର୍ଷ ଧରି ସାଂସଦ ସ୍ପଷ୍ଟ ଭାବରେ ତାଙ୍କର ଜନ୍ମିତ ବାପା ଙ୍କ ନାମ ପ୍ରକାଶ କରିନପାରି ପାରୁ ନାହାଁନ୍ତି ଏହା ଘୋର ଲଜ୍ଜ୍ୟା

  • @dilliptripathy8813
    @dilliptripathy8813 วันที่ผ่านมา

    ରୁମ ଛଡ଼ା କୁତା
    ଦଳ ଛଡ଼ା ନେତା
    Someone once said that those who prefer privileges over principles soon lose both.

  • @kamalkumarlenka4941
    @kamalkumarlenka4941 วันที่ผ่านมา

    ସଦର ଏରିଆ ପାଇଁ କ'ଣ କରିଛନ୍ତି?

  • @banshidharbehera142
    @banshidharbehera142 วันที่ผ่านมา

    To know the details of Bhartruhari Mahatab please go to his village and ask the villagers you can be able to know the truth.

  • @nabakumardash6746
    @nabakumardash6746 วันที่ผ่านมา

    Good

  • @bishnuprasadjagdev7173
    @bishnuprasadjagdev7173 วันที่ผ่านมา

    What has been his contribution as MP of Cuttack.?

  • @tophankumarbehera8906
    @tophankumarbehera8906 วันที่ผ่านมา

    We want see as cm of odisha

  • @sarojkantamohanty2409
    @sarojkantamohanty2409 วันที่ผ่านมา

    Next cm of Odisha

  • @sudhansugantayet2786
    @sudhansugantayet2786 วันที่ผ่านมา +1

    Apana keu college ru pass karichanti
    Dr Hatakrishna mahatab kebe demand rakhibahanti?

  • @chandanlive9125
    @chandanlive9125 21 ชั่วโมงที่ผ่านมา

    Sir cuttack re airport karantu.
    Corporate Companies be cuttack re nahi cuttack chari pakhare bhaut place achi

  • @nirasahoo1121
    @nirasahoo1121 วันที่ผ่านมา

    ସାର୍ ଆପଣ ଙ୍କୁ 9ରୁ 24 ଲାଗିଲା ଜାଣିବା କୁ ।

  • @subaslenka6416
    @subaslenka6416 วันที่ผ่านมา +3

    ଭତୃହରି ବାବୁ ଆପଣଙ୍କ କଥା ଠିକ୍ ଲାଗୁନାହିଁ, BJP ହେଉ ବା BJDବା Congress ଯୋଉ ଦଳ ଜଣେ ଲୋକ କୁ ଛ ଛ ଥର ସାଂସଦ କଲା ସେହି ବ୍ୟକ୍ତି ଯଦି ଗୋଟିଏ ଦଳ ରେ ରହି ଆଉ ଗୋଟିଏ ଦଳ ପ୍ରତି ଆନୁଗତ୍ୟ ଦେଖେଇବା ତାହା ବେଇମାନି ନୁହେଁ କି ,

    • @aamy00
      @aamy00 วันที่ผ่านมา +2

      ଆପଣ ଙ୍କୁ ଠିକ୍ ନ ଲାଗୁ ଥାଇ ପରେ। କାରଣ ଆପଣ ଜଣେ କ୍ରୀତଦାସ ପରମ୍ପରା ର ଜଣେ ଅନୁଗାମୀ

    • @rudranarayansahoo5674
      @rudranarayansahoo5674 วันที่ผ่านมา

      Tu gote andhnamazi kritadas 😅

  • @i_amhbb
    @i_amhbb วันที่ผ่านมา +1

    2009 thu dal ru mana vangigalani 2024 re jaiki mana houchi dal chhadibaku😂😂
    Wah bhartuhari babu daha michha kahibare master😂😂

  • @somonathmartha326
    @somonathmartha326 วันที่ผ่านมา

    Bhai Uttakankalara Gita Kahibara sanita surah Sarkar Parivartan karithila

  • @debahuteepattanayak
    @debahuteepattanayak 16 ชั่วโมงที่ผ่านมา

    Bapa maa nama luchaila je

  • @yudhisthirkundu4180
    @yudhisthirkundu4180 วันที่ผ่านมา

    ନିଜର ବାପାଙ୍କ ନାମ କହିବାକୁ କୁଣ୍ଠାବୋଧ

  • @lalramchandrasinghdeo1483
    @lalramchandrasinghdeo1483 วันที่ผ่านมา

    This opportunist now finds all the faults with the party which made him MP for 6 terms but but doesn't have moral courage to point out wrongs in his current party.

  • @nirasahoo1121
    @nirasahoo1121 วันที่ผ่านมา

    2014/2019 ରେ bjp କୁ ଯାଇଥିଲେ 20,000 ଭୋଟ ପାଇଥାନ୍ତେ।

  • @kushapanigrahi9352
    @kushapanigrahi9352 วันที่ผ่านมา

    Sangram babu ehipari kipari question

  • @bijatailyouthclubbjp3316
    @bijatailyouthclubbjp3316 วันที่ผ่านมา

    Sir mayurbhanj MP ku dakatu

  • @dilipkumar-xf4tf
    @dilipkumar-xf4tf วันที่ผ่านมา

    Pada pain nija maa matiku bikiba loka hauchanti mr mahatab babu
    Barabati ra jadi renovation heijiba then bbsr re new stadium ra plan success haba kemiti

  • @bubumohanty7263
    @bubumohanty7263 วันที่ผ่านมา

    Tanka ghare hela boli Bhai kichi kholileni..n apana never compromise otherwise truths r lagging

  • @dr.sujitmohapatradrstar5470
    @dr.sujitmohapatradrstar5470 วันที่ผ่านมา

    Odisha apanaku thore mukhyamantri bhabe dekhibaku chahe,odisha ra pratham mukhyamantri ra pua apna sir so mu ta nihati chahibi nxt CM aapana asantu

  • @umeshmajhi3442
    @umeshmajhi3442 วันที่ผ่านมา

    Kindly call Subrat Bagchi next time.

  • @i_amhbb
    @i_amhbb วันที่ผ่านมา +1

    Ye paa nije BJD ru Haru haru jitithila 2019 re
    BJP pain khali jitichi nahele janapadanta kete kadhua

  • @Viral_thoughts_returns
    @Viral_thoughts_returns วันที่ผ่านมา +2

    Subidha vadi Beta ...7 thara MP 7 ta kama kari nathibe

  • @ashishranjansahoo1160
    @ashishranjansahoo1160 วันที่ผ่านมา +6

    କଟକ ର କଳଙ୍କ

    • @munamishra9760
      @munamishra9760 วันที่ผ่านมา

      Tu to bansha ra kalanka