ମନ ଭିତରେ ଥିବା ଗର୍ବ ଅହଂକାରକୁ ପ୍ରଭୁ କେମିତି ବଧ କରନ୍ତି | JAY JAGANNATH TV

แชร์
ฝัง
  • เผยแพร่เมื่อ 14 พ.ย. 2024
  • "ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
    DTH Channel Nos : TATAPLAY-1799, Dish TV -1397,
    Airtel -615, Sun Direct-490 ,D2H -1397
    Also available on all cable networks.
    ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618
    "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    TH-cam: bit.ly/3KAQeyD
    Twitter: bit.ly/38JpX3U
    #Bhagabatkathambruta #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #jagannathpurilive #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ความคิดเห็น • 31

  • @pranatipradhan1139
    @pranatipradhan1139 หลายเดือนก่อน +5

    ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ 🛐 ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜନାରୀ 🛐ସେ ବ୍ରଜନାରୀ ଙ୍କ ପୟରେ, ମନ ମୋ ରହୁ ନିରନ୍ତରେ 🛐 ମନ ମୋ ନିରନ୍ତରେ ରହୁ, ହା କୃଷ୍ଣ ବୋଲି ଜୀବ ଜାଉ 🛐 ହା କୃଷ୍ଣ ବୋଲି ଜାଉ ଯିବ, ମୋତେ ଉଦ୍ଧାର ବାସୁଦେବ 🛐,,, ମୋତେ ଉଦ୍ଧାର ବାସୁଦେବ ....🙏🏻🤲🏻

  • @prabhatsahoo8461
    @prabhatsahoo8461 หลายเดือนก่อน +4

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹

  • @kanakmanjarimohanty2765
    @kanakmanjarimohanty2765 หลายเดือนก่อน +2

    ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭଵତୁ ମେ ❤❤❤❤

  • @skrushnareddy6796
    @skrushnareddy6796 หลายเดือนก่อน +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓଁ ନମଃ ଭଗବତେ ବାସୁଦେବାୟ ନମଃ
    🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌺🌺🌾🔱🌿🌹🏵️🪷🚩🌻🪻🌼🥀🍁💐💐💮🌷🪔🍌🍂🙌🙌🙌⭕‼️⭕

  • @Biswajit0-b2
    @Biswajit0-b2 หลายเดือนก่อน +3

    Jay jagannath 🙏🙏🙏

  • @skrushnareddy6796
    @skrushnareddy6796 หลายเดือนก่อน +1

    ଓଁ ନମଃ ଶ୍ରୀ ବିଷ୍ଣୁ ନାରାୟଣ ସ୍ଵାମୀ ନମଃ
    ଓଁ ନମଃ ଭଗବତେ ବାସୁଦେବାୟ ନମଃ
    🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌺🌺🌾🔱🌿🌹🌹🏵️🏵️🪷🚩🚩🌻🪻🌼🥀💐💐💮🪔🍌🍂🍂🙌🙌🙌⭕‼️⭕

  • @bhubanranjandash7017
    @bhubanranjandash7017 หลายเดือนก่อน +1

    ଜୟ ଜୟ ଶ୍ରୀ ଜଗନ୍ନାଥ

  • @PriyanshiMaharana-f9p
    @PriyanshiMaharana-f9p หลายเดือนก่อน +1

    ଜୟ ଜଗନ୍ନାଥ 🙏🙏🙏

  • @BaikunthanathMahanty
    @BaikunthanathMahanty หลายเดือนก่อน +1

    Jaya Jagantha

  • @skrushnareddy6796
    @skrushnareddy6796 หลายเดือนก่อน +1

    ପୂଜ୍ୟ ଶ୍ରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ
    ଓଁ ନମଃ ଶ୍ରୀ ଗୁରୁ ଦେବ ନମଃ
    🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌺🌺🌾🔱🌿🍁🥀🥀🌼🪻🌻🚩🪷🏵️🌹💐💐💮🌷🪔🍌🍂🙌🙌🙌⭕‼️⭕

  • @manoramanayak8419
    @manoramanayak8419 หลายเดือนก่อน +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ସଂସାର ମଙ୍ଗଳ ମୟ ହେଉ

  • @nibeditapadhi9724
    @nibeditapadhi9724 หลายเดือนก่อน +1

    Jay Jagannath
    Jay Baba Satyaananda Das Maharaj

  • @ManjuChhatoi
    @ManjuChhatoi หลายเดือนก่อน +1

    Jay jagannath

  • @tunimuduli2926
    @tunimuduli2926 หลายเดือนก่อน +2

    Jay jagannath swami 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @NakshyatramalaSahoo
    @NakshyatramalaSahoo หลายเดือนก่อน

    ଜୟ ଗୁରୁଦେବ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻

  • @arpitasahoo9019
    @arpitasahoo9019 หลายเดือนก่อน

    ରାଧେ ରାଧେ 🙏

  • @susilagauda1192
    @susilagauda1192 หลายเดือนก่อน

    🙏🙏🙏🌹🌹🌹ରାଧେ ରାଧେ ଗୁରୁଜୀ

  • @nabasamal1233
    @nabasamal1233 หลายเดือนก่อน +1

    Jay Jagannath swimi ⭕❗⭕

  • @shankersanbehera2827
    @shankersanbehera2827 หลายเดือนก่อน +1

    Jay shree krishna Jay shree ram Jay shree jagannath 🪔🪔🪔🪔🪔🙏🙏🙏🙏🙏🐏♈

  • @mamatabehera3918
    @mamatabehera3918 หลายเดือนก่อน

    🙏 Jay jagannath swamy Nayan patha gami vaba tumay 🌷 Hari Om Namo Narayan 🌷 Hare Krishna Hare krishna Krishna kishna Hare Hare Hare Ram Hare Ram Ram Ram Hare Hare 🌷🙏

  • @sukantibehera3508
    @sukantibehera3508 8 วันที่ผ่านมา

    Jay shree ja ganatha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️

  • @bhagyashreenayak9925
    @bhagyashreenayak9925 หลายเดือนก่อน

    Jaya jaya shree jaganath🙏⭕❗⭕🙏

  • @dharmendraagasti8745
    @dharmendraagasti8745 หลายเดือนก่อน

    Jay jagannath Swami nanyan patha gami babha tume ⭕‼️⭕

  • @bhubanranjandash7017
    @bhubanranjandash7017 หลายเดือนก่อน +1

    ଜୟ ଜୟ ଶ୍ରୀ ଜଗନ୍ନାଥ

  • @Barsa_bapun_Express
    @Barsa_bapun_Express หลายเดือนก่อน +1

    Jay jagannath🙌

  • @Namisaraka-ml1wr
    @Namisaraka-ml1wr หลายเดือนก่อน +1

    🙏🙏 Jay Jagannatha🙏🙏🌷

  • @bhubanranjandash7017
    @bhubanranjandash7017 หลายเดือนก่อน +1

    ଜୟ ଜୟ ଶ୍ରୀ ଜଗନ୍ନାଥ

  • @ParbatiSahu-c1e
    @ParbatiSahu-c1e หลายเดือนก่อน +1

    Jay jagannath🙏🏻

  • @GaytriSahu-di8fk
    @GaytriSahu-di8fk หลายเดือนก่อน

    Jay jagannath swami ❤❤

  • @SekharGouda-h2x
    @SekharGouda-h2x หลายเดือนก่อน

    Jay jagannath 🙏🙏🙏🙏🙏🙏

  • @techbaazgaming3638
    @techbaazgaming3638 หลายเดือนก่อน +1

    Jay jagannath 🙏🙏🙏