ଗୁଆ ଚାଷ ARECANUT CULTIVATION
ฝัง
- เผยแพร่เมื่อ 22 เม.ย. 2021
- Arabinda Sahoo
Krushi Sampada
ଗୁଆ ଚାଷ
Arecanut Cultivation
ଗୁଆ ଚାଷ ସାଧାରଣ ତ ନିଗିଡା ଓ ଦୋରାସା ମାଟିରେ ଭଲ ହୋଇଥାଏ
ଅଳ୍ପ ପାଣି ଓ ମରୁଡି କୁ ଗୁଆ ଫସଲ ସହ୍ୟ କରି ନଥାଏ
ଗୁଆ ର ଉନ୍ନତ କିସମ ମଧ୍ୟରେ Mangal Sumangal Subamamgal Srimangal mohitnagar VTLH 1 ଓ VTLH 2 ଅନ୍ୟତମ
ଗୁଆ ଚାର 12-14ମାସର ହେଲେ MAY ରୁ JUNE ମାସରେ ଲଗାଯାଏ
3ft ଓସାର ଲମ୍ବା ଓ ଗଭୀର ଗାତ ରେ ଉପର ମାଟି ଓ କମ୍ପୋଷ୍ଟH ମିଶାଇ ଲଗାଯାଏ
ଗଛ ର ଗଣ୍ଡି ରେ ଦକ୍ଷିଣ ପଶ୍ଚିମ ଖରା ପଡିଲେ ଗଛ ଫାଟି ଯାଇଥାଏ
ସେଥିପାଇଁ ଦକ୍ଷିଣ ପଶ୍ଚିମ ଦିଗରେ ଥିବା ଗଛକୁ ଘୋଡାଇ ରଖନ୍ତୁ
ଅନୁମୋଦିତ ପରିମାଣରେ ସାର ପ୍ରୟୋଗ କରନ୍ତୁ
କଦଳୀ ଫସଲକୁ inter cropping ଫସଲ ହିସାବରେ ଲଗାଇ ପାରିବେ
ଗଛ ପ୍ରତି 200-250lit ପାଣି ଦରକାର ହଉଥାଏ
ତେଣୁ ମାଟିର ବତର ଦେଖି 5-9ଦିନରେ ଜଳସେଚନ କରାଯାଏ
ସମନ୍ୱିତ ପଦ୍ଧତିରେ ରୋଗ ପୋକ କୁ ନିୟନ୍ତ୍ରଣ କରିବା ଉଚିତ
ଗୁଆ ଗଛରେ ବାର୍ଷିକ 300-400ପର୍ଯ୍ୟନ୍ତ ଗୁଆ ଆସିଥାଏ
Thank you
krushi sampada
WATCH NEXT :
ଧାଡି ଓ ଭାଡ଼ି ପଦ୍ଧତିରେ କଲରା ଚାଷ
• ଧାଡି ଓ ଭାଡ଼ି ପଦ୍ଧତିରେ କ...
ଆମ୍ବ କଷି ଝଡ଼ିବା
• MANGO FRUIT DROP ଆମ...
ଗେଣ୍ଡୁ ଫୁଲ ଚାଷ
• ଗେଣ୍ଡୁଫୁଲ ଚାଷ ଅଷ୍ଟପଦି...
HOP SHOOT
• ଦୁନିଆର ସବୁଠାରୁ ମହଙ୍ଗା ...
#krushisampada #arecanutcultivation #beetlenutculrivation #beetlenut #arecanut #krusak #odia
Dhaneswar.gagarai thanks
ଧନ୍ୟବାଦ
Very nice effort brother
Good suggestions sir
Thank you Sir
Thanks a lot sir, ଭଲ ଗୁଆ ବିହନ ଓଡ଼ିଶାରେ କେଉଁ ଯାଗାରେ ମିଳିପାରିବ ଜଣାଇଲେ ଭଲ ହୁଅନ୍ତା
Odisha ରେ ବିଭିନ private farm ରୁ ଭଲ ବିହନ ପାଇ ପାରିବେ।Nm nursery, ଖଣ୍ଡଗିରି, 7879290977 ବା ଜଗନ୍ନାଥ nursery, Cuttack, 9937682816 , JR AGROTECK, Nischintakoili 9778256476 ଙ୍କୁ ଯୋଗାଯୋଗ କରନ୍ତୁ।
Sir pls telll me coconut comercial farming pain kothu bhala plant aau bhala price milipariba kahibe ki
Awesome bhai
Excellent video
😮😮😮😮😮😮😮😮😮😮😮
Very informative
Best channel for farmer
Thank you, Sir
Very Attractive Vdo 👌👌
ଧନ୍ୟବାଦ, sir
Will you please tell me how to get arcanut of high yield verite in Odisha.
Gua gotama khasi paduchi.poka Mari douchanti.sir ehara niyantran tike kahibe..
Gua gachha ra mula sadhi jauchhi tar nidan please
Good
Good video
Sir gua gachha ra sabu patra yellow paduchhi kan karajiba
ଗୁଆ ଚାରା ଆପଣଙ୍କ ପାଖରେ ମିଳିବ?
Your language sem Assamese language milta hai
Sir gua chupa kemiti chadanti gua kemiti bahara karanti sir video khub sigra anantu
I have 2.5 acres of land and I want to go for areca nut cultivation. Can you guide?
Ouat ra gua chasa smparkita bahi achhhi ki kaha pakhare?
Sir mohitnagar au Mangal madhyare bhala brid kouta
Sir gua re position kichi achi ki
Where to get mangal or intermangal or mohitnagar verity arcanut?
Sir ama ghara jajpur re ama matire gua chasa haba ta
How many days arecanut spout comes
ସାର୍ ଗୁଆ ଗଛରେ ଫୁଲ ର ଉପର ଶୁଖିଯାଉଛି କବି ଝଡି ଯାଉଛି ଏହାର ନିରାକରଣ କହିବେ
Baliamatire guachasha bisayare tike kuhantu sir
Mangala, sat mangala kou veraity ta bhala
Sir kou ta kou breed kemiti janiba kehi desi daie ki thaki v pare. plz help me out
ସାର୍, ହବ ସୂଟ ର ଚାଷ ପାଇଁ ଇଛୁକ ! ଏହାର ଚାରା କିପରି ଭାବରେ ମିଳିପାରିବ ସାର୍
Which fertilizer use for more arrecnut production
ଗୁଆ ଚାଷ ପାଇଁ ଗଛ ମୂଳରୁ 2ft ଛାଡି 6ଇଞ୍ଚ ଓସାର ଓ ଗଭୀର ନାଳ କରନ୍ତୁ।ଗଛ ପ୍ରତି 2ଝୁଡ଼ି ଗୋବର ଖତ ସହିତ DAP 80gm, potash 200gm ଓ urea 100gm ଦେଇ ମାଟି ଘୋଡାଇ ଜଳସେଚନ କରନ୍ତୁ।
Gua gachara agasadha ,patra sukhila rogara pratikar kahibeki plz
ଫସଲରେ potash ସାର ଏକର ପ୍ରତି 15kg ପ୍ରୟୋଗ କରନ୍ତୁ।Azoxystrobin 23%SC lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada thank you sir
Sir, plz kn kn sara deba kuhantu
ସାର୍ ମୁଁ ଗୁଆ ଛାର କରିବା ପାଇଁ ଚାହୁଁଚି କେମିତି କଲେ ହେବ ମତେ ସେ ବିଷୟ ବୁଜାହି ଦେବେ ସାର୍
Arjun jena of which village post block.
Around Jena of Nischintakoili block , Tilakana GP of Cuttack District. Contact no. 9938322777. Thank you
Gua gachha ku gachha o dhadiku dhadi kete distance rahiba darkar
ଗୁଆ ଗଛ କୁ ଗଛ ଓ ଧାଡି କୁ ଧାଡି 2.7 ମିଟର ଦୂରତା ରହିବା ଉଚିତ।
Gote Gua gachhare sara Kate daba darkar
Gua gachha koutgi meliba
Will you pl provide address where seed of mangal hybrid will be available?
Mangal କିସମ ଗୁଆ ଚାରା Jagannath Farm , Cuttack ରୁ ପାଇ ପାରିବେ।9937682816 ଙ୍କୁ ଯୋଗାଯୋଗ କରନ୍ତୁ।ଧନ୍ୟବାଦ।
Gua kemiti chadebi sir please🙏🙏 kuhantu
Can we cultivate black pepper along with areca nut plant in coastal areas of odisha?
ଗୁଆ ଗଛ ବଡ ହେଲା ପରେ ଗୋଲମରିଚ ଲତାକୁ ଗୁଆ ଗଛରେ ମଡ଼ାଇ ପାରିବେ।
Black pepper chara keunthi Molina?adress please.
Sir, mangal, su mangal, gua gachha chara kouthi mile pls kahibe
ଗୁଆ ଚାରା ପାଇବା ପାଇଁ private farm ସହ ଯୋଗାଯୋଗ କରନ୍ତୁ।Jagannath nursey ,cuttack 9937682816 ବା Nandini fruit nursery, ଭୁବନେଶ୍ୱର 6301933234
ସାରେ ଆମର ଗୁଆ ହେଉଛି ହେଲେ ଫାଟିକି ଗଳି ପଡୁଛି ନୀଳ ଅବସ୍ଥାରେ। ଦୟାକରି ଉପାୟ କହିବେ କି?!
Sir chara Kouthi miliba
commercial farming kariheba ki gua chasa
ନିଶ୍ଚିନ୍ତ ଭାବେ ଗୁଆ ଚାଷ କୁ Commercial farming କରାଯାଇ ପାରିଵ।3ବର୍ଷ ପର୍ଯ୍ୟନ୍ତ mix farming କରାଯାଇ ପାରିବ।
If planting 6-8 ft.distance . Then what will be problem.
ଗୁଆ ଚାରା କୁ 8ft ଦୁରତାରେ ଲଗାଯାଏ।ଗଛ କୁ ଗଛ ଦୂରତା କମ ହେଲେ ଗଛ ବୃଦ୍ଧି ପାଇଁ ପ୍ରତିଯୋଗିତା ହେବ ଗଛ ଡେଙ୍ଗା ହୋଇଯିବ ଅମଳ କମ ଆସିବ।
@@krushisampada Handbook of Horticulture book re 2.7 met. distance means 9 ft.
Au OUAT Ra distance education program
Book re 6 ru 10 ft. Distance lekha achi
Tahahelea OUAT book re Kan bhul lekha hoichi ?
ଆମ ଗାଁ ଚିଲିକା ପାଖରେ ଗୁଆ ଚାଷ ହେବକି
ନିଶ୍ଚିନ୍ତ ହୋଇ ପାରିବ।
Mahasaya mte utama dharana ra Gua manji ba chara abasyaka dayakri tk sahojoga karantu please
9778256476 ଏହି ନ.ରେ ଯୋଗାଯୋଗ କରନ୍ତୁ
Mahasaya mor nadia gacha achi ta bhitare intercropping kari gua chara lagai paribi ki ?
, ଗୁଆଗଛ କଉଠୁ ମଳିବ
Gua ghara ku poka thu kemiti bacheiba.
ଗୁଆ ଗଛ ମୂଳକୁ ସଫା ରଖନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ। ଗଛ ପ୍ରତି 2kg ନିମ୍ବପିଡ଼ିଆ ,2ଝୁଡ଼ି ଗୋବର ଖତ ସହିତ ଅନୁମୋଦିତ ପରିମାଣ ର ସାର ପ୍ରାୟୋଗ କରନ୍ତୁ।ପୋକ ଲାଗିଲେ କୀଟ ନାଶକ ସ୍ପ୍ରେ କରନ୍ତୁ।
ଗୁଆ କୁ କିପରି ଅମଳ କରିହେବ ଦୟା କରି ଜଣାଇବେ
Sir e chara kouthu miliba
ଗୁଆ ଚାରା ର ମଙ୍ଗଳ କିସମ Jagannath Nursery, Cuttack 9937682816 ଙ୍କ ପାଖରୁ ପାଇ ପାରିବେ।ଧନ୍ୟବାଦ।
Gua kete dinare faliba
ଗୁଆ 3ବର୍ଷ ପରେ ଫଳିବା ଆରମ୍ଭ ହୋଇଥାଏ।
Chara kout miliba
ଆମେ କେଉଁଠୁ ଭଲ ୩ଥର ଫଳୂଥିବା ଆଣ୍ଡାମାନ ଗୁଆ ପାଇବୁ ଦୟାକରି ଜଣାନ୍ତୁ।
Mobile no debeki...
Sir Yellow leaf Disease ra medicine kana
Yellow leaf disease ପରିଚାଳନା ପାଇଁ Amistar ବା Amistar gold lit ପ୍ରତି 1ml ବା Copper oxychloride lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
ସାର୍ ଅତି କମ୍ ରେ ଦୁଇ ଗଛ ମଧ୍ୟରେ କେତେ ମିଟର ବ୍ୟବଧାନ ରହିବା ଦରକାର।
ଅତି କମରେ 2ଗଛ ମଧ୍ୟରେ 2.5ରୁ 2.75ମିଟର ବ୍ୟବଧାନ ରଖନ୍ତୁ।
@@krushisampada ଧନ୍ୟବାଦ୍ ସାର୍
କଣ କଲେ ମୋ ଗଛ ଫଳ ରହିବ, ବହୁତ ଫଳ ଝଡୁଚି production ବହୁତ କମ୍ ଆସୁଚି।କିଛି କୁହନ୍ତୁ
ଦୟାକରି ଗୁଆ ଚାର। କିପରି କରାଯାଏ ଏକ ଭିଡିଓ କରନ୍ତୁ ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ
ଗୋଟିଏ ଭଲ ଗଛରେ ବାର୍ଷିକ କେତେ kg ଫଳ ହୋଇଥାଏ
ଗୋଟିଏ ଗଛରୁ ବାର୍ଷିକ 4-5kg ମଧ୍ୟରେ ଅମଳ ଆସିଥାଏ।
ମୋହିତନଗର hybrid ଗୁଆ ମଞ୍ଜି cuttack ରେ କେଉଁଠି ମିଳିବ... ଯାହା ଆମେ ଚାରା ପ୍ରସ୍ତୁତ କରି 1 ଏକର ଜମିରେ କରିପାରିବୁ...🙏
ମୋହିତନଗର ଗୁଆ ମଞ୍ଜି କଟକ ରେ ମିଳିବ ନାହିଁ।ଏହା Westbengal ମୋହିତନଗର ରୁ ଆଣି ପାରିବେ।Video ରେ ଅର୍ଜୁନ ଜେନା ସାକ୍ଷାତକାର ଦେଇଛନ୍ତି ସେ ମୋହିତନଗର ଯାଇ ମଞ୍ଜି ଆଣି ଚାରା କରିଛନ୍ତି।
nomber
Gua chara keonthi miliba,,?
New
ନମସ୍ତେ
ମୋହିତ ନଗର ଗୁଆ ଚ।ର। ଓଡ଼ିଶାରେ କେଉଁଠୁ ମିଳିବ ?? ଦୟା କରି ଜଣାଇବେ।
ମୋହିତନଗର ଗୁଆ କିସମ West bengal Mohitnagar କୃଷି ବିଶ୍ୱ ବିଦ୍ୟାଳୟ ରୁ ସଂଗ୍ରହ ଲରାଯାଇଥିଲା।ମଙ୍ଗଳ କିସମ ଗୁଆ Jagannath Nursery , Cuttack 9937682816 ଙ୍କ ପାଖରୁ ପାଇ ପାରିବେ।ଧନ୍ୟବାଦ।
ଅନେକ ଅନେକ ଧନ୍ୟବାଦ।
Sir ମୋବାଇଲ no ଦିଅନ୍ତୁ
ଧନ୍ୟବାଦ ,ମୋର mobile no 7008498896
🙏 ସାର ଗୁଆ ଫଳିଲା ପରେ ଗ୍ରୀନ ଥିଲା ବେଳେ ଫାଟିଯାଉଛି ଏହାର ନିରାକରଣ କଣ ?
କଣ ପାଇଁ ଫାଟିକି ଗଳି ପଡୁଛି ଦୟାକରି କହିବେ କି
ଗୁଆ ଫସଲରେ ଗୋବର ଖତ ଓ ସାର ପ୍ରାୟୋଗ କରିବା ସମୟରେ Boron ଅଣୁସାର Borax ଗଛ ପ୍ରତି 100gm ପ୍ରତି 3ବର୍ଷରେ ଥରେ ପ୍ରାୟୋଗ କରନ୍ତୁ।ଗୁଆ ଫଳ ଫାଟିବ ନାହିଁ।
Thank u 🙏
ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ❤❤
Sir apanaka phone number diantu