ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଜୟ ଜଗନ୍ନାଥ.. ବାମନ ଅବତାର ରେ ଭଗବାନ ଙ୍କ କେତୋଟି ପାଦ... ଆପଣ କହିବେ କେଵଳ ବଳି ର ଉଦ୍ଧାର ପାଁଇ ସେ ତୃତୀୟ ପାଦ ସୃଷ୍ଟି କରିଥିଲେ.. ହେଲେ ବାମନ ଅବତାର କେବଳ ବଳି ପାଁଇ... ତେଣୁ ବାମନ ଙ୍କ ପାଦ ସଂଖ୍ୟା ତିନି.. ଜୟ ଜଗନ୍ନାଥ 🙏
ଅତି ସୁନ୍ଦର
Jay jagannath shree haree shree narayana
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
My favourite ପାଲା ଗାୟିକା
ଇଏ ପାଲା ନୁହେଁ ସଂକୀର୍ତ୍ତନ.
Mora b ea favorite
ବୌଦ୍ଧ ଅବତାର ନୁହେଁ ବୁଦ୍ଧ ଅବତାର ବୌଦ୍ଧ ଧର୍ମ
Right
ବୁଧ ଅବତାର
Top gayika Manorama ❤
ଅତି ସୁନ୍ଦର ମନୋଲୋଭା ପାଲା କଳାକୁ ହୃଦୟରୁ ପ୍ରଣାମ l
ଅତି ସୁନ୍ଦର ଝିଅ👌👌👌👌👌👌👌👌🌹🌹🌹🌹🌹🌹🌹🌹🌹🌹
ମନଛୁଆଁ ପରିବେଷଣ 🎉
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
,ବାମନ। ଅବତାରରେ ତିନି। ପାଦ 8:07
ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏
Good suggestion
Bahut sundar ଲାଗୁଚି
ATI.sundara.pala.jaya.sri.ram..i❤u.madam
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
Jay jaganatha 🙏🙏🙏🙏🙏
ଅଧା ରହିଗଲା..
Jay jagarnath
God bless you didi and tarun Bhai
❤
ଜୟ ଜଗନ୍ନାଥ 🙏🙏
Excellent performance
🙏🙏🙏
My favourite
Very good expression madam,thank you very much.
ବହୁତ ସୁନ୍ଦର ବିଷୟ
ହଁ ମହାଶୟ। 22ପ।ଦ ନୁହଁ 23ପାଦ ବାମନ ଙ୍କ ତିନି ପ।ଦରୁ ଆଉ ଗୋଟିଏ
❤❤❤❤❤❤
Very Nice Description 🎉🎉🎉verygood Bhauni ❤
ଦିଦି ବହୁତ୍ ଭଲ ଅପେରାରେ ରହିଲେ ଭଲ ହବ
ବାମନରୂପ େର ପାଦ ସଂଖ୍ଯା ୩,େତଣୁ ପାଦ ୨୩ େହବ।
Good
Jay Jagannath
ବାମନ ଅବତାରରେ ନାଭିରୁ ଆଉ ଗୋଟିଏ ପାଦ ସୃଷ୍ଟି ହେଇଥିଲା ତେଣୁ ମୋଟ ରେ ୨୩ପାଦ ହେବ
Correct... Hisab kale 23
❤❤❤❤❤❤❤🎉🎉🎉
JAY, JAGANATH,, PLEASE,, SEND ME,,NEW EPISODE
23 pada
କୃଷ୍ଣ ଅବତାର ନୁହେଁ ଅବତାରି।
Jayajagannath
Panchbhuta ra tandab ku Kia parichana karuchhi ?
Sunder pala
ଦିଦି ବାମନର ପାଦ କୁଆଗଲା
Beautiful pala
ବାମନ ଅବତାର ରେ କେତୋଟି ପାଦ ଥିଲା ପ୍ରଭୁଙ୍କର 🙏
3
ଟିକେ ଭୁଲ ରହିଗଲା ବୋଧ ହୁଏ ବାମନ ଅବତାର ରେ ବଳି କୁ ପାତାଳ ଗାମୀ କରେଇବା ନିମନ୍ତେ ଆଉ ଏକ ପାଦ ସୃଷ୍ଟି କରିଥିଲେ ବାମନ ଭଗବାନ....ଧନ୍ୟବାଦ ଜୟ ଶ୍ରୀ ଜଗନ୍ନାଥ
Thik
I love monorama
Very nice
ତୁମ ଭଳି ସ୍ତ୍ରୀ ମିଳନ୍ତାକି ମୁଁ ଖୋଜି ଖୋଜି ଥକି ଗଲେଣି ଲାଗୁଛି ତୁମେ ଠିକ୍ କରି ପାରିବେ ଅବିବାହିତ ଥିଲେ ମତେ ବିବାହ କରନ୍ତୁ ହେ ଗାୟିକା ମାଡମ୍ ଆପଣଙ୍କ ଭଳି ସ୍ତ୍ରୀ ଦରକାର କେମିତି କରିବେ ଆପଣଙ୍କ ଦାୟିତ୍ବ ଧନ୍ୟବାଦ ବଢ଼ିଆ ପରିବେଷଣ
Baman Avatar... Dharm sthapana pain prabhu Baman nua pada srishti karithile. Kintu prabhu janma samayare 2 pada thila.
ବାମନ ଜନ୍ମ ରେ 3ଟା ପାଦ
ବିଷୟ ଯାହା ଲେଖିଲ ତାହା ପୂର୍ଣ୍ଣ ନ କରି ବାଳ ପାଲା
ଭାଇ ଇଏ ପାଲା ନୁହେଁ ସଂକୀର୍ତ୍ତନ.
View pai kuch v😅😅😅😅😅😅
ବୁଦ୍ଧ ପୁର୍ଣିମା ମଧ୍ୟ୍ୟ ନୁହେଁ ଚନ୍ଦନ ପୁର୍ଣିମା l ବୁଦ୍ଧ ମଧ୍ୟ ଭଗବାନ ନୁହଁନ୍ତି କାରଣ ଭଗବାନ କେତେବେଳେ ନିଜ ପରିବାର କୁ ନା ଜଣାଇ ପଳାୟନ କରି ନଥିଲେ l କିଛି ବରଦୀ ପଣ୍ଡିତ ବୁଦ୍ଧ ଙ୍କୁ ଦଶ ଅବତାର ମଧ୍ୟରେ ସ୍ଥlନୀତ କରିଛନ୍ତି l
Krishna
Sir aapan a video କେଉଁଥିରେ ରେକର୍ଡ କରୁଛନ୍ତି
You are my favourite sweet ପାଲ୍ଲା ଗାଈକା
ଶ୍ରୀ ଜୟଦେବ ଗୋସ୍ୱାମୀ ଦଶ ଅବତାର ରଚନା କରିନଥିଲେ। ପରବର୍ତ୍ତୀ ସମୟରେ ଯୋଡ଼ା ଯାଇଛି।
Baman Avtar re 3. Paad
ଶ୍ରୀକୃଷ୍ଣ କାହିଁକି ଦଶଅବତାର ରେ ସ୍ଥାନ ପାଇନାହାନ୍ତି??
କୃଷ୍ଣ ଅବତାର ନୁହଁନ୍ତି ଅବତାରି
Barah avatara deka, 2 hands and 2 legs.
Good 🙏🙏🙏🙏🙏
Dayakari pala committee kahara number achi plse dia aamara kumarapurnimaky pala achi plse replay me
ଭାଇ ଜେଉମାନେ କହୁଛ ବାମନଙ୍କର ତିନି ପାଦ ତୁମ କୁ ଜଣା ନାହିଁ ବାମନଙ୍କର ଦୁଇ ପାଦ ପୁରାଣ ଦେଖ ଭଳି କୁ ପାତାଳ କୁ ଚାପିବା ସମୟରେ ତିନି ପାଦହେଲା
23
Baman
ହିଲା ନୁହେଁ ସେଇଟା ହେଲା
Dhenkanal kal karibaku kete nebe jay Jagannath 🙏🏽
3000
@@santoshbehera6234 ok
23 pads
baman avtar 3padathila
ବିଷୟବସ୍ତୁ କଣ ଥିଲା ଆଲୋଚନା କଣ କଲ? ଅନ୍ଧ ଦେଶ ରେ ଦର୍ପଣ ବିକିବା ଭଳି କାମ କରନି
ଦିଦି ଭଲ ଗାଇଲେ
୧୦ ଅବତାର ରେ କୃଷ୍ଣ ଙ୍କ ନାମ କାହିଁ କହିଲେନି ?ବଳରାମ କ'ଣ ନାରାୟଣ ଙ୍କ ଅବତାର କି ? ଯଦି ହଁ ତେବେ ରାମ ଙ୍କ ପରିବର୍ତ୍ତେ ଲକ୍ଷ୍ମଣ ଙ୍କୁ ୧୦ ଅବତାର ରେ ନାମ କୁହନ୍ତୁ । ୧୦ ଅବତାର ରେ କୃଷ୍ଣ ଙ୍କ ନାମ କାହିଁ କହିଲେ ନାହିଁ ? ବୁଝାଇ କହିବେ , ଧନ୍ୟବାଦ 🙏
ଏହାର ଉତ୍ତର ରାମାୟଣ ମହାଭାରତ ଭାଗବତ ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି, କିନ୍ତୁ ମୋତେ ଲାଗୁଛି ଆପଣ ଅନ୍ୟ କାହାଠାରୁ ଶୁଣିକି ଏ ପ୍ରଶ୍ନ କରିଛନ୍ତି ନିଜେ ପଢିକି ପ୍ରଶ୍ନ କରିନାହାନ୍ତି
ଭଉଣୀ ପ୍ରଶ୍ନ କଣ ଗାଉଛ କଣ ପାଲା କରନି
Adha rhi gala
ଦିଦି, ବଳରାମ ଅବତାର କହିଲେ ମୁଖ୍ୟ ଅବତାର ଭୁଲିଗଲେ ,,,, କୃଷ୍ଣ ଅବତାର କହିଲେନି l
Krisna avtara nuhe se avatari purusha
😂
Mdm krushna abatar nuhanti sethi pain kahile ni aau se 10 abatar re tanka nama nhi
@@sanjaysekhar4589 oohh thik achhi dhanyabad 🙏
Answer ta diantu langala chitra ra
Bhaune.keshab.thakura.nka.janma.o.tankara.lela.tike.pari.besana.karantu.
Gotie katha tarun bhai se gayika nku kahuchhi 9 abTarare kn baraha kasyp asu nahanti
Didi mina avtara gala kuade
ମୀନ ଯିଏ ମତ୍ସ୍ୟ ସିଏ
Verygoodyoursongandsinginggodbleesyou
Bamana nka No 3. Pada gala kahi
Gayika mahasaya boudha hauchi dharama dudha heuchanti avatara
ଏ ଗାୟକ କୁ କିଛି ଜାଣି ନାହାନ୍ତି ଏ ଲୋକକୁ ଭକୁଆ ବନେଇ ପାଲା ଲଗେଇଛନ୍ତି
Palia disturb karu6i
Baman abtar re 3 pada
Apana jauta pala re kahile seta thick nuha
Au Baman abatare 3 pada heba na nahin
Boudha nuhe budha
Buddha abatar ra puja karu nahanti kahiki
Didi tama phone number send kar
ଜୟ ଜଗନ୍ନାଥ.. ବାମନ ଅବତାର ରେ ଭଗବାନ ଙ୍କ କେତୋଟି ପାଦ... ଆପଣ କହିବେ କେଵଳ ବଳି ର ଉଦ୍ଧାର ପାଁଇ ସେ ତୃତୀୟ ପାଦ ସୃଷ୍ଟି କରିଥିଲେ.. ହେଲେ ବାମନ ଅବତାର କେବଳ ବଳି ପାଁଇ... ତେଣୁ ବାମନ ଙ୍କ ପାଦ ସଂଖ୍ୟା ତିନି.. ଜୟ ଜଗନ୍ନାଥ 🙏
ଅତି ସୁନ୍ଦର
Jay jagannath shree haree shree narayana
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
My favourite ପାଲା ଗାୟିକା
ଇଏ ପାଲା ନୁହେଁ ସଂକୀର୍ତ୍ତନ.
Mora b ea favorite
ବୌଦ୍ଧ ଅବତାର ନୁହେଁ ବୁଦ୍ଧ ଅବତାର ବୌଦ୍ଧ ଧର୍ମ
Right
ବୁଧ ଅବତାର
Top gayika Manorama ❤
ଅତି ସୁନ୍ଦର ମନୋଲୋଭା ପାଲା କଳାକୁ ହୃଦୟରୁ ପ୍ରଣାମ l
ଅତି ସୁନ୍ଦର ଝିଅ👌👌👌👌👌👌👌👌🌹🌹🌹🌹🌹🌹🌹🌹🌹🌹
ମନଛୁଆଁ ପରିବେଷଣ 🎉
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା
ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ
ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ
ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ
ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ
ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
,ବାମନ। ଅବତାରରେ ତିନି। ପାଦ 8:07
ଜୟ🚩🌴 ଶ୍ରୀ 🚩🌴ଜଗନ୍ନାଥ🚩🌴 ସ୍ୱାମୀ🚩🌴 ନୟନ 🚩🌴ପଥ 🚩🌴ଗାମୀ🚩🌴 ଭବ 🚩🌴ତୁମେ 🙏🙏🙏
Good suggestion
Bahut sundar ଲାଗୁଚି
ATI.sundara.pala.jaya.sri.ram..i❤u.madam
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
Jay jaganatha 🙏🙏🙏🙏🙏
ଅଧା ରହିଗଲା..
Jay jagarnath
God bless you didi and tarun Bhai
❤
ଜୟ ଜଗନ୍ନାଥ 🙏🙏
Excellent performance
🙏🙏🙏
My favourite
Very good expression madam,thank you very much.
ବହୁତ ସୁନ୍ଦର ବିଷୟ
ହଁ ମହାଶୟ। 22ପ।ଦ ନୁହଁ 23ପାଦ ବାମନ ଙ୍କ ତିନି ପ।ଦରୁ ଆଉ ଗୋଟିଏ
❤❤❤❤❤❤
Very Nice Description 🎉🎉🎉verygood Bhauni ❤
ଦିଦି ବହୁତ୍ ଭଲ ଅପେରାରେ ରହିଲେ ଭଲ ହବ
ବାମନରୂପ େର ପାଦ ସଂଖ୍ଯା ୩,େତଣୁ ପାଦ ୨୩ େହବ।
Good
Jay Jagannath
ବାମନ ଅବତାରରେ ନାଭିରୁ ଆଉ ଗୋଟିଏ ପାଦ ସୃଷ୍ଟି ହେଇଥିଲା ତେଣୁ ମୋଟ ରେ ୨୩ପାଦ ହେବ
Correct... Hisab kale 23
❤❤❤❤❤❤❤🎉🎉🎉
JAY, JAGANATH,, PLEASE,, SEND ME,,NEW EPISODE
23 pada
କୃଷ୍ଣ ଅବତାର ନୁହେଁ ଅବତାରି।
Jayajagannath
Panchbhuta ra tandab ku Kia parichana karuchhi ?
Sunder pala
ଦିଦି ବାମନର ପାଦ କୁଆଗଲା
Beautiful pala
ବାମନ ଅବତାର ରେ କେତୋଟି ପାଦ ଥିଲା ପ୍ରଭୁଙ୍କର 🙏
3
ଟିକେ ଭୁଲ ରହିଗଲା ବୋଧ ହୁଏ
ବାମନ ଅବତାର ରେ ବଳି କୁ ପାତାଳ ଗାମୀ କରେଇବା ନିମନ୍ତେ ଆଉ ଏକ ପାଦ ସୃଷ୍ଟି କରିଥିଲେ ବାମନ ଭଗବାନ....
ଧନ୍ୟବାଦ
ଜୟ ଶ୍ରୀ ଜଗନ୍ନାଥ
Thik
I love monorama
Very nice
ତୁମ ଭଳି ସ୍ତ୍ରୀ ମିଳନ୍ତାକି ମୁଁ ଖୋଜି ଖୋଜି ଥକି ଗଲେଣି ଲାଗୁଛି ତୁମେ ଠିକ୍ କରି ପାରିବେ ଅବିବାହିତ ଥିଲେ ମତେ ବିବାହ କରନ୍ତୁ ହେ ଗାୟିକା ମାଡମ୍ ଆପଣଙ୍କ ଭଳି ସ୍ତ୍ରୀ ଦରକାର କେମିତି କରିବେ ଆପଣଙ୍କ ଦାୟିତ୍ବ ଧନ୍ୟବାଦ ବଢ଼ିଆ ପରିବେଷଣ
Baman Avatar...
Dharm sthapana pain prabhu Baman nua pada srishti karithile.
Kintu prabhu janma samayare 2 pada thila.
ବାମନ ଜନ୍ମ ରେ 3ଟା ପାଦ
ବିଷୟ ଯାହା ଲେଖିଲ ତାହା ପୂର୍ଣ୍ଣ ନ କରି
ବାଳ ପାଲା
ଭାଇ ଇଏ ପାଲା ନୁହେଁ ସଂକୀର୍ତ୍ତନ.
View pai kuch v😅😅😅😅😅😅
ବୁଦ୍ଧ ପୁର୍ଣିମା ମଧ୍ୟ୍ୟ ନୁହେଁ
ଚନ୍ଦନ ପୁର୍ଣିମା l ବୁଦ୍ଧ ମଧ୍ୟ ଭଗବାନ ନୁହଁନ୍ତି
କାରଣ ଭଗବାନ କେତେବେଳେ ନିଜ ପରିବାର କୁ ନା ଜଣାଇ ପଳାୟନ କରି ନଥିଲେ l କିଛି ବରଦୀ ପଣ୍ଡିତ ବୁଦ୍ଧ ଙ୍କୁ ଦଶ ଅବତାର ମଧ୍ୟରେ ସ୍ଥlନୀତ କରିଛନ୍ତି l
Krishna
Sir aapan a video କେଉଁଥିରେ ରେକର୍ଡ କରୁଛନ୍ତି
You are my favourite sweet ପାଲ୍ଲା ଗାଈକା
ଶ୍ରୀ ଜୟଦେବ ଗୋସ୍ୱାମୀ ଦଶ ଅବତାର ରଚନା କରିନଥିଲେ। ପରବର୍ତ୍ତୀ ସମୟରେ ଯୋଡ଼ା ଯାଇଛି।
Baman Avtar re 3. Paad
ଶ୍ରୀକୃଷ୍ଣ କାହିଁକି ଦଶଅବତାର ରେ ସ୍ଥାନ ପାଇନାହାନ୍ତି??
କୃଷ୍ଣ ଅବତାର ନୁହଁନ୍ତି ଅବତାରି
Barah avatara deka, 2 hands and 2 legs.
Good 🙏🙏🙏🙏🙏
Dayakari pala committee kahara number achi plse dia aamara kumarapurnimaky pala achi plse replay me
ଭାଇ ଜେଉମାନେ କହୁଛ ବାମନଙ୍କର ତିନି ପାଦ ତୁମ କୁ ଜଣା ନାହିଁ ବାମନଙ୍କର ଦୁଇ ପାଦ ପୁରାଣ ଦେଖ ଭଳି କୁ ପାତାଳ କୁ ଚାପିବା ସମୟରେ ତିନି ପାଦହେଲା
23
Baman
ହିଲା ନୁହେଁ ସେଇଟା ହେଲା
Dhenkanal kal karibaku kete nebe jay Jagannath 🙏🏽
3000
@@santoshbehera6234 ok
23 pads
baman avtar 3padathila
ବିଷୟବସ୍ତୁ କଣ ଥିଲା ଆଲୋଚନା କଣ କଲ? ଅନ୍ଧ ଦେଶ ରେ ଦର୍ପଣ ବିକିବା ଭଳି କାମ କରନି
ଦିଦି ଭଲ ଗାଇଲେ
୧୦ ଅବତାର ରେ କୃଷ୍ଣ ଙ୍କ ନାମ କାହିଁ କହିଲେନି ?
ବଳରାମ କ'ଣ ନାରାୟଣ ଙ୍କ ଅବତାର କି ? ଯଦି ହଁ ତେବେ ରାମ ଙ୍କ ପରିବର୍ତ୍ତେ ଲକ୍ଷ୍ମଣ ଙ୍କୁ ୧୦ ଅବତାର ରେ ନାମ କୁହନ୍ତୁ । ୧୦ ଅବତାର ରେ କୃଷ୍ଣ ଙ୍କ ନାମ କାହିଁ କହିଲେ ନାହିଁ ? ବୁଝାଇ କହିବେ , ଧନ୍ୟବାଦ 🙏