Heavy Rainfall in Sonepur: Roads Flooded, Residents Stranded II ଧୁଇଗଲା ରାସ୍ତା. ହେଲା ୮ ଫୁଟର ଘାଇ

แชร์
ฝัง
  • เผยแพร่เมื่อ 6 ก.ย. 2024
  • ଲଘୁଚାପ ବରଷା ଲାଗି ଧୁଇଗଲା ରାସ୍ତା । ଯିବା ଆଏବାରନେ ଅସୁବିଧା ଭୁଗୁଛନ୍ ଲୁକେ । ଲଗାତାର ବରଷା ଲାଗି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉସୁଣୀନୁ କଇନ୍ତରା ଗାଁକେ ଯାଇଥିବାର ରାସ୍ତା ଧୁଇ ହେଇଯାଇଥିଲା । ବାଉସୁଣୀ, କଇନ୍ତରା, ଘଣ୍ଟୋପାଳି, ଫବସି ବାଗିର ଭିନ ଭିନ ଗାଁର ଲୁକଙ୍କର ଯିବା ଆଏବାର ବନ୍ଦ ହେଇଯାଇଥିଲା । ଗଲା ବରଷ ଇ ରାସ୍ତାନେ ଘାଇ ହେଇଥିଲା । ଇ ବରଷ ବି ୮ ଫୁଟର ଘାଇ ହେଇଛେ । ବିଭାଗୀୟ ଅଧିକାରୀ ଇ ନେଇକିନା ଦୃଷ୍ଟି ଦେଇକିନା ସମସ୍ୟାର ସମାଧାନ କରବାର ଲାଗି ଦାବି ହେଉଛେ ।
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #Sonepur #Subarnapur #HeavyRain #Flooding #RoadBlockage #WeatherUpdate #OdishaNews #TrafficDisruption #LocalNews #EmergencyAlert

ความคิดเห็น •