ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବହୁତ ସୁନ୍ଦର ଭଲ କହୁଛନ୍ତି ସରକାରର କି ଲଜ୍ଜା ପ୍ରାଥମିକ ଶିକ୍ଷକ ଠିକାରେ ନିଯୁକ୍ତି ଓ ହାଇସ୍କୁଲ ଶିକ୍ଷକ ରେଗୁଲର ନବୀନ ଓ ମୋହନ ଦୁଇ ଜଣ ମନ୍ତ୍ରୀ ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ଵ
@@kunjabiharinial8828 thika re aji achhanti..Kali regular ..ethi re nua katha kana
Bhala kahi ଛନ୍ତି ଆପଣ
Nice comment.... 👌👌👌
High school teacher mane j 50 hajar salary paibe au jt mane 11000 re knta kari chali parbe kuha
👍👍
Well said sir , bjd bjp all are same now
Right sir❤
Right katha
Good
💯💯💯
ଏହା ହେଉଛି ନିରାଟ ସତ୍ୟ କଥା,ଏହାକୁ ସରକାର ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,,,.....👍🙏
Thik katha 👍
Thik
Bahut Bahut dhanyawad sir
Regularise the junior teacher schematic
ବାସ୍ତବିକ କଥା 👌
Salute sir
👏👏👏👏👏
Absolutely correct 💯
Right kahaile sir 👏🏻👏🏻👍🏻👍🏻
BJD govt. ଯାହା କରୁଥିଲା ଆପଣ ମଧ୍ଯ ସେହି ରାସ୍ତା କୁ ଅନୁସରଣ କଲେ, ତେବେ ପାର୍ଥକ୍ୟ ରହିଲା କେଉଁଠି?????,,,,, ପ୍ରାଥମିକ ଶିକ୍ଷକ ମାନଙ୍କୁ ରେଗୁଲାର କରାଯାଉ,,, ଠିକା ପ୍ରଥା ଉଚ୍ଛେଦ କରାଯାଉ!!!!
ମୁଁ ଆଜି କହି ରଖୁଜି one Nation one Election ହେଲେ BJP ଓଡ଼ିଶା ଆଉ ଆସି ପାରିବ ନାହିଁ ଆମେ ବି ଦେଖେଇ ଦେବୁ । ଆମ ପ୍ରତି ଅନ୍ୟାୟ ବରଦାସ୍ତ ହେବ ନାହିଁ । ନିଜ କଥା ରଖି ପାରୁନି ମୋହନ ସରକାର। ଛି ଛି ମୁଁ ଭୋଟ ଦେଇ ନିଜର ଭୋଟ ବ୍ୟର୍ଥ କଲି ।ତେଣୁ ଆଜି ମୁ ପସ୍ତଉଛି।
Right katha sir🎉🎉
Ok
ଠିକ୍ କଥା କହିଛ
Right ✅️ sair
You are absolutely right sir
100% correct
ସରକାରୀ ଭିକ ଲୋଡ଼ା ନାହିଁ, ନିଯୁକ୍ତି ଦିଅ ଦରମା ଦିଅ
ପ୍ରତିଟି ଯୋଗ୍ୟ ପିଲାଙ୍କୁ ନିଜ ବ୍ଲକ ରେ ନିଯୁକ୍ତି ଦିଆଯାଉ। Pension system ଚଳନୀୟ ହେଉ। ସରକାରୀ ଦରମା ଅଧା କରାଯାଉ, ଦରଦାମ କମିବ, ସବୁ ଲୋକ ଶାନ୍ତିରେ ବଞ୍ଚିବେ, ସ୍ୱାର୍ଥପର ଲୋକ କେତେ income କଲେବି ତାକୁ ଆହୁରି ଲୋଡ଼ା
Right kahuchanty sir
Super
Right sir👍👍👍
100% right 👍
JTS ku regular karajau
🙏🙏🙏🙏 thank you sir🙏🙏🙏
🙏🙏🙏
Apanaknu dhanyabad sir you are great 👏
Good sir
Thank you sir 👍
Very good
You r right
Right katha kahichhanti sirr
Absolutely correct
I proud of you sir ❤❤❤
Well said
ଧନ୍ୟବାଦ sir, ସମସ୍ତେ ଚୁପ ରହିଥିବା ବେଳେ ଆପଣ ଏ କଥା କୁ ଉଠେଇ ଥିବାରୁ ବହୁତ ବହୁତ ଧନ୍ୟବାଦ.
Thank you sir Thik kshichhanti ❤🙏
Right 👍👍👍👍👍
Hnn sir bahut bhla katha kahile
Right sir 💯 outsourcing
Thik katha kahichanti sir.......schematic nijukti
Thick katha sir
Sir pura thik kahile
Media ଭାଇଙ୍କୁ ଧନ୍ୟବାଦ୍🎉ସତ କଥା ସମସ୍ତଙ୍କ ସାମ୍ନାକୁ ଆଣିଥିବାରୁ
Right
Ri8 sir
Thnk u so much sir🙏
ଆପଣ ଠିକ କହୁଛନ୍ତି sir
Thank you sir for our support 🙏🙏🙏
Thik katha kahila
Perfect katha
Pura thik katha
BJP kuhalia belajaya dala
Very good bit
Right katha kahuchanti sir ❤❤❤
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଗୋଟିଏ ପଟେ ନବୀନ, ଆଉ ଗୋଟିଏ ପଟେ ମୋହନ ,କିଛି change କରିବେନି ଖାଲି ଡହରା ମାରୁଛନ୍ତି ସରକାର, ଲୋକମାଙ୍କୁ ଭୂଆ ବୁଲାଉଛନ୍ତି।
100% true everybody should raise voice for jts regular post
1st time pratidin tv bala jinis gute dekhala
💯 thhik kahile
Exactly,ei byte ta mohan majhi pakhare pahanchiba darkar
Right sir
Absolutely correct,,
ନାଲି ଟହଟହ ଡିମ୍ବିରି ଫଳ ଉପର ସୁନ୍ଦର ଭିତର ଖୋଳ ଯାହା ଆମ ସରକାରଙ୍କ କାମ ତାହା।ଦୁଃଖର କଥା ନିଜେ ବିପକ୍ଷରେ ଥିଲା ମୋହନ ମାଝୀ ଯେଉଁ ଠିକା ନିଯୁକ୍ତିକୁ ବିରୋଧ କରୁଥିଲେ, ଏବେ ସେ ସରକାରକୁ ଆସିଲା ପରେ ସେହି ଠିକା ନିଯୁକ୍ତି ପ୍ରଦାନ କରି ପ୍ରଚାରରେ ହିଁ କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ।
Excellent 👍
Thik katha kahuchhanti angya
Salute to this person
Thik kahichanti sir
Thik sirr
Right କହୁଛନ୍ତି
Abolish the contractual system 😡😡😡
ଠିକ୍ କହିଲ୍ ଭାଇ କା ପୁରୁଷ ସରକାର
Please abolish outsourcing system and regularise all outsource employee
Pura r8 katha kahichanti sir 🙏🏻🙏🏻🙏🏻
Outsourcing band heba darkar aau jeo mane exam deiki paichhanti semane regular heba katha aau jau mane tanka dei ki paichhanti semane nahi
Right sarakari job karithiba loka rajaniti karuthiba loka mananka kathare uthu bas heuchhanti
ବହୁତ୍ ସୁନ୍ଦର୍ କଥା କହିଲେ 🙏
ନବୀନ ପଟ୍ଟନାୟକ ଘରକୁ ପଳା
Many many thanks pratidin TV
Right....
Abolish schemetic(contractual) system.
1oo percent correct
Ete dam achhi jadi regular karideu junior teacher mananku
ଠିକା ନିଯୁକ୍ତିର କେବଳ ନାଁ ପରିବର୍ତ୍ତିନ କରି ଯୋଜନାଭିତ୍ତିକ ଲେଖା ହେଇଛି । Only CONTRACTUAL name changed SCHEMATIC . CM orientation re ଉଜ୍ଵଳା ଯୋଜନା ମାତଙ୍ଗୀ ଯୋଜନା ପାଇଁ ବଜେଟ୍ କଲେ ହେଲେ ଶିକ୍ଷକମାନଙ୍କ ଶିକ୍ଷକମାନଙ୍କୁ ଯେଉଁ ସମ୍ମାନ ମିଳିଛି ନ କହିବା ଭଲ | ସେଇ ଠିକା ନିଯୁକ୍ତି ' ଲଜ୍ଜା ଲଜ୍ଜା ଲଜ୍ଜା
U r absolutely right Sir...
Sir ଆପଣ ଠିକ୍ କହିଛନ୍ତି। ମୁଁ ବି ଜଣେ JTS ଆଉ ମୁଁ ଖୁସି ନାହିଁ। କାରଣ ଆମେ ଏତିକି ପଇସା ରେ Malkangiri ରେ ଚଳି ପାରିବି ନାହିଁ। ଦୟାକରି ପ୍ରାଥମିକ ଶିକ୍ଷା ରୁ contractual system ହଟାଯାଉ।
Jodi pari boni chakiri chhadi IAS preparehuo
@@mathematicsscience2067tor job heaini ki 😂😂😂😂
Right kahuchhanti sir
ବାସ୍ତବିକ ସତ କଥା ସାର ଗୁରୁଙ୍କୁ ଗୋରୁ ମଣୁଛନ୍ତି ଗୁରୁ କୂଳ ଙ୍କୁ ଅସମ୍ମାନ କରିବା ସହିତ ନିଜ ସ୍ୱାର୍ଥ ନିମିତ୍ତ ,ରାଜ୍ୟ ଗଠନ ର ମୂଳ ବିଶ୍ୱକର୍ମା ମାନଙ୍କ ଇଜ୍ଜତକୁ ପଦାଘାତ କରୁଛନ୍ତି |ଓଡିଶା ର ମାନ ମର୍ଯ୍ୟାଦା କୁ ତଳେ ପକାଇ ବାହା ବାହା ନେଉ ଛନ୍ତି |
କେଦାର ବାବୁ ଆପଣଙ୍କୁ ଧନ୍ୟବାଦ ସତକହି ଆପଣ ପିଲାଙ୍କୁ ସାହସ ଦେଇଛନ୍ତି
U r right sir
U r right sir....
Dhanyabad Kedar Mishra Sir
Regularisation to school teacher is a must. Otherwise, the wheel of development could be derailed.
ଏ ସରକାର ର ଶାସନ କରିବାର ଅଧିକାର ନାହିଁ।ଖୁବ୍ ଶୀଘ୍ର ଏ ସରକାର out ହେବ ।
ବହୁତ ସୁନ୍ଦର ଭଲ କହୁଛନ୍ତି ସରକାରର କି ଲଜ୍ଜା ପ୍ରାଥମିକ ଶିକ୍ଷକ ଠିକାରେ ନିଯୁକ୍ତି ଓ ହାଇସ୍କୁଲ ଶିକ୍ଷକ ରେଗୁଲର ନବୀନ ଓ ମୋହନ ଦୁଇ ଜଣ ମନ୍ତ୍ରୀ ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ଵ
@@kunjabiharinial8828 thika re aji achhanti..Kali regular ..ethi re nua katha kana
Bhala kahi ଛନ୍ତି ଆପଣ
Nice comment.... 👌👌👌
High school teacher mane j 50 hajar salary paibe au jt mane 11000 re knta kari chali parbe kuha
👍👍
Well said sir , bjd bjp all are same now
Right sir❤
Right katha
Good
💯💯💯
ଏହା ହେଉଛି ନିରାଟ ସତ୍ୟ କଥା,ଏହାକୁ ସରକାର ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,,,.....👍🙏
Thik katha 👍
Thik
Bahut Bahut dhanyawad sir
Regularise the junior teacher schematic
ବାସ୍ତବିକ କଥା 👌
Salute sir
👏👏👏👏👏
Absolutely correct 💯
Right kahaile sir 👏🏻👏🏻👍🏻👍🏻
BJD govt. ଯାହା କରୁଥିଲା ଆପଣ ମଧ୍ଯ ସେହି ରାସ୍ତା କୁ ଅନୁସରଣ କଲେ, ତେବେ ପାର୍ଥକ୍ୟ ରହିଲା କେଉଁଠି?????,,,,, ପ୍ରାଥମିକ ଶିକ୍ଷକ ମାନଙ୍କୁ ରେଗୁଲାର କରାଯାଉ,,, ଠିକା ପ୍ରଥା ଉଚ୍ଛେଦ କରାଯାଉ!!!!
ମୁଁ ଆଜି କହି ରଖୁଜି one Nation one Election ହେଲେ BJP ଓଡ଼ିଶା ଆଉ ଆସି ପାରିବ ନାହିଁ ଆମେ ବି ଦେଖେଇ ଦେବୁ । ଆମ ପ୍ରତି ଅନ୍ୟାୟ ବରଦାସ୍ତ ହେବ ନାହିଁ । ନିଜ କଥା ରଖି ପାରୁନି ମୋହନ ସରକାର। ଛି ଛି ମୁଁ ଭୋଟ ଦେଇ ନିଜର ଭୋଟ ବ୍ୟର୍ଥ କଲି ।ତେଣୁ ଆଜି ମୁ ପସ୍ତଉଛି।
Right katha sir🎉🎉
Ok
ଠିକ୍ କଥା କହିଛ
Right ✅️ sair
You are absolutely right sir
100% correct
ସରକାରୀ ଭିକ ଲୋଡ଼ା ନାହିଁ, ନିଯୁକ୍ତି ଦିଅ ଦରମା ଦିଅ
ପ୍ରତିଟି ଯୋଗ୍ୟ ପିଲାଙ୍କୁ ନିଜ ବ୍ଲକ ରେ ନିଯୁକ୍ତି ଦିଆଯାଉ। Pension system ଚଳନୀୟ ହେଉ। ସରକାରୀ ଦରମା ଅଧା କରାଯାଉ, ଦରଦାମ କମିବ, ସବୁ ଲୋକ ଶାନ୍ତିରେ ବଞ୍ଚିବେ,
ସ୍ୱାର୍ଥପର ଲୋକ କେତେ income କଲେବି ତାକୁ ଆହୁରି ଲୋଡ଼ା
Right kahuchanty sir
Super
Right sir👍👍👍
100% right 👍
JTS ku regular karajau
🙏🙏🙏🙏 thank you sir🙏🙏🙏
🙏🙏🙏
Apanaknu dhanyabad sir you are great 👏
Good sir
Thank you sir 👍
Very good
You r right
Right katha kahichhanti sirr
Absolutely correct
I proud of you sir ❤❤❤
Well said
ଧନ୍ୟବାଦ sir, ସମସ୍ତେ ଚୁପ ରହିଥିବା ବେଳେ ଆପଣ ଏ କଥା କୁ ଉଠେଇ ଥିବାରୁ ବହୁତ ବହୁତ ଧନ୍ୟବାଦ.
Thank you sir
Thik kshichhanti ❤🙏
Right 👍👍👍👍👍
Hnn sir bahut bhla katha kahile
Right sir 💯 outsourcing
Thik katha kahichanti sir.......schematic nijukti
Thick katha sir
Sir pura thik kahile
Media ଭାଇଙ୍କୁ ଧନ୍ୟବାଦ୍🎉
ସତ କଥା ସମସ୍ତଙ୍କ ସାମ୍ନାକୁ ଆଣିଥିବାରୁ
Right
Ri8 sir
Thnk u so much sir🙏
ଆପଣ ଠିକ କହୁଛନ୍ତି sir
Thank you sir for our support 🙏🙏🙏
Thik katha kahila
Perfect katha
Pura thik katha
BJP kuhalia belajaya dala
Very good bit
Right katha kahuchanti sir ❤❤❤
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଗୋଟିଏ ପଟେ ନବୀନ, ଆଉ ଗୋଟିଏ ପଟେ ମୋହନ ,କିଛି change କରିବେନି ଖାଲି ଡହରା ମାରୁଛନ୍ତି ସରକାର, ଲୋକମାଙ୍କୁ ଭୂଆ ବୁଲାଉଛନ୍ତି।
100% true everybody should raise voice for jts regular post
1st time pratidin tv bala jinis gute dekhala
💯 thhik kahile
Exactly,ei byte ta mohan majhi pakhare pahanchiba darkar
Right sir
Absolutely correct,,
ନାଲି ଟହଟହ ଡିମ୍ବିରି ଫଳ ଉପର ସୁନ୍ଦର ଭିତର ଖୋଳ ଯାହା ଆମ ସରକାରଙ୍କ କାମ ତାହା।
ଦୁଃଖର କଥା ନିଜେ ବିପକ୍ଷରେ ଥିଲା ମୋହନ ମାଝୀ ଯେଉଁ ଠିକା ନିଯୁକ୍ତିକୁ ବିରୋଧ କରୁଥିଲେ, ଏବେ ସେ ସରକାରକୁ ଆସିଲା ପରେ ସେହି ଠିକା ନିଯୁକ୍ତି ପ୍ରଦାନ କରି ପ୍ରଚାରରେ ହିଁ କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ।
Excellent 👍
Thik katha kahuchhanti angya
Salute to this person
Thik kahichanti sir
Thik sirr
Right କହୁଛନ୍ତି
Abolish the contractual system 😡😡😡
ଠିକ୍ କହିଲ୍ ଭାଇ
କା ପୁରୁଷ ସରକାର
Please abolish outsourcing system and regularise all outsource employee
Pura r8 katha kahichanti sir 🙏🏻🙏🏻🙏🏻
Outsourcing band heba darkar aau jeo mane exam deiki paichhanti semane regular heba katha aau jau mane tanka dei ki paichhanti semane nahi
Right sarakari job karithiba loka rajaniti karuthiba loka mananka kathare uthu bas heuchhanti
ବହୁତ୍ ସୁନ୍ଦର୍ କଥା କହିଲେ 🙏
ନବୀନ ପଟ୍ଟନାୟକ ଘରକୁ ପଳା
Many many thanks pratidin TV
Right....
Abolish schemetic(contractual) system.
1oo percent correct
Ete dam achhi jadi regular karideu junior teacher mananku
ଠିକା ନିଯୁକ୍ତିର କେବଳ ନାଁ ପରିବର୍ତ୍ତିନ କରି ଯୋଜନାଭିତ୍ତିକ ଲେଖା ହେଇଛି । Only CONTRACTUAL name changed SCHEMATIC .
CM orientation re ଉଜ୍ଵଳା ଯୋଜନା ମାତଙ୍ଗୀ ଯୋଜନା ପାଇଁ ବଜେଟ୍ କଲେ ହେଲେ ଶିକ୍ଷକମାନଙ୍କ ଶିକ୍ଷକମାନଙ୍କୁ ଯେଉଁ ସମ୍ମାନ ମିଳିଛି ନ କହିବା ଭଲ | ସେଇ ଠିକା ନିଯୁକ୍ତି ' ଲଜ୍ଜା ଲଜ୍ଜା ଲଜ୍ଜା
U r absolutely right Sir...
Sir ଆପଣ ଠିକ୍ କହିଛନ୍ତି। ମୁଁ ବି ଜଣେ JTS ଆଉ ମୁଁ ଖୁସି ନାହିଁ। କାରଣ ଆମେ ଏତିକି ପଇସା ରେ Malkangiri ରେ ଚଳି ପାରିବି ନାହିଁ। ଦୟାକରି ପ୍ରାଥମିକ ଶିକ୍ଷା ରୁ contractual system ହଟାଯାଉ।
Jodi pari boni chakiri chhadi IAS preparehuo
@@mathematicsscience2067tor job heaini ki 😂😂😂😂
Right kahuchhanti sir
ବାସ୍ତବିକ ସତ କଥା ସାର
ଗୁରୁଙ୍କୁ ଗୋରୁ ମଣୁଛନ୍ତି
ଗୁରୁ କୂଳ ଙ୍କୁ ଅସମ୍ମାନ କରିବା ସହିତ
ନିଜ ସ୍ୱାର୍ଥ ନିମିତ୍ତ ,ରାଜ୍ୟ ଗଠନ ର ମୂଳ ବିଶ୍ୱକର୍ମା ମାନଙ୍କ ଇଜ୍ଜତକୁ ପଦାଘାତ କରୁଛନ୍ତି |
ଓଡିଶା ର ମାନ ମର୍ଯ୍ୟାଦା କୁ ତଳେ ପକାଇ
ବାହା ବାହା ନେଉ ଛନ୍ତି |