" ତୁମକୁ ଜାଣିଲା ପରେ, ତୁମକୁ ଦେଖିଲା ପରେ " ଗାଇଛନ୍ତି ଦୟାନିଧି ପାତ୍ର 🙏 ଶୁଣନ୍ତୁ ଏବଂ କେମିତି ଲାଗୁଛି ଜଣାଇବେ।
ฝัง
- เผยแพร่เมื่อ 15 ธ.ค. 2024
- ଶ୍ରୀମା ଶ୍ରୀଅରବିନ୍ଦ ଙ୍କ ପାଦପଦ୍ମ ରେ ସମର୍ପିତ ଏକ ସୁନ୍ଦର ମାତୃ ବନ୍ଦନା 🙏🙏🙏
ପ୍ରତୀକ୍ଷା
ଦୟାନିଧି ପାତ୍ର
ତୁମକୁ ଜାଣିଲା ପରେ
ତୁମକୁ ଶୁଣିଲା ପରେ
ତୁମକୁ ବୁଝିଲା ପରେ
ତୁମକୁ ଦେଖିଲା ପରେ
ତୁମ ପ୍ରକାଶର ଯନ୍ତ୍ର ହେବାକୁ
ଚାହୁଁଛି ମୁଁ ଧୀରେ ଧୀରେ
ମା.... ଚାହୁଁଛି ମୁଁ ଧୀରେ ଧୀରେ
ତୁମକୁ ଜାଣିଲା ପରେ....।।୦।।
ଦିବସ ରଜନୀ ପ୍ରତିଟି କର୍ମରେ
ଲଭୁଛି ସଦା ଅନ୍ତରେ
କର୍ମ ଭିତରେ ପ୍ରତୀକ୍ଷା ଯେମିତି
ଚାଲିଛି ମୋ ଜୀବନରେ
ତୁମେ ଯେବେ ଆସ ରହିଥିବି ଚାହିଁ
ଅପଲକ ନୟନରେ ମା....
ଅପଲକ ନୟନରେ
ତୁମକୁ ଜାଣିଲା ପରେ....।।୧।।
ଅନନ୍ତ ଭିତରୁ ଡାକରା ଶୁଭୁଛି
ଜୀବନ ଜଡତା ନୁହେଁ
ଜୀବନ ର ମାନେ ପୂର୍ଣ୍ଣତା ଏଠି
ଋପାନ୍ତର ଶେଷ ଯାଏ
ପୂର୍ଣ୍ଣତା ପାଇଁ କରିବି ପ୍ରୟାସ
ମିଳୁ ବା ନ-ମିଳୁ ସିଏ
ତୁମକୁ ଜାଣିଲା ପରେ.....।।୨।।
🌹🌹🌹🙏🌹🌹🌹
କଣ୍ଠଦାନ - ଦୟାନିଧି ପାତ୍ର
@nishitharanjan
@AuroMaa
@aspireraja27
@rupapint2khusi143
@MiraAuroCreations
@miraeducation_srimaasriaur3417
@SriAurobindoAshramDelhiBranch
@aurosocietypondy
@sriaurobindosavitri825
@SriAurobindoSocietyRupantar
@sriaurobindonilaya5468
@sriaurobindoashramdelhibra9292
#spirituality
#love #song #speach #music #sriaurobindoashramdelhibranch
#sriaurobindoandthemother
Maa 😮😮😮😮