ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ସରକାରଙ୍କୁ ଗୋଟେ ନିବେଦନ ସରକାରୀ ଚାକିରିଆ ମାନଙ୍କ ପାଇଁ ଦରଦାମ ଅଲଗା କରାଯାଉ ବେସରକାରୀ ମାନଙ୍କ ପାଇଁ ଅଲଗା କରାଯାଉ
ପରିବା ଆଉ କିଣନି, ନିଜ ନିଜ ମୋବାଇଲରେ ଆଳୁ,ଡାଲି, ତେଲ ର ଫୋଟ ସବୁ ଉଠେଇ ନିଅ ଏବଂ ଘରକୁ ଯାଇ ନିଜ ପରିବାର ସହ ଫୋଟକୁ ଦେଖି ଦେଖି ଭୋକ ମେଣ୍ଟାଅ। ଜୟ୍ ବିଜେପି ସରକାର।
ଦର ଦାମ ବଢିବା ପାଇଁ ଆମେ ସମସ୍ତେ କିଛି କିଛି ମାତ୍ରା ରେ ଦାଇ । ହେଲେ ଏଠି ସାଧାରଣ ଲୋକଙ୍କୁ ବହୁତ୍ ମହଙ୍ଗା ପଡୁଛି ।ସାଧାରଣ ମଜୁରିଆ ର ଦିନକୁ 384 ସରକାର କଲେ ହେଲେ ଯିଏ ଗାଁ ରେ କାମ କରୁଛି ସେ 200 ଟଙ୍କାରେ । ମୋର ଅନୁରୋଧ କି ଆପଣ news fuse ମାଧ୍ୟମରେ ସରକାର ଙ୍କୁ ଜଣାନ୍ତୁ । ବିଭିନ୍ନ ଯୋଜନା ରେ ଲୋକଙ୍କୁ ଆକର୍ଷିତ କରି ଲୋକଙ୍କୁ ଦେଇକି ଲୋକଙ୍କୁ ଲୁଟିବା ବନ୍ଦ କରନ୍ତୁ ।ଶିକ୍ଷା ଆଉ ସ୍ୱାସ୍ଥ୍ୟ କୁ ଫ୍ରୀ କରି ବାକି ସବୁ ଯୋଜନା ବନ୍ଦ କର ଲୋକ ଅଳସ୍ୟତା ଛାଡ଼ି କର୍ମ ଯିବି ହେବେ । ଗ୍ରାମାଞ୍ଚଳ ଲୋକ ଚାଷ କରିବେ ଆଉ ସବୁ ଜିନିଷ ର ଉତ୍ପାଦନ ବଢ଼ିଲେ ଦରଦାମ ବି କମିଯିବ ।
ହଁ ଭାଇ ଠିକ୍ କଥା କହିଚ ଖାଲି ଆମ ଲୋକେ ବୁଝିପାରିଲେ ହେଲା
ସବୁ ସେଇ ପ୍ରଭୁଙ୍କ ଇଛା ପ୍ରଭୁ ଯେତେବେଳେ ଏ ମାନଙ୍କୁ ବାର୍ତା ଦେବେ ସେତେବେଳେ ସାର୍ ମାନେ ସବୁ କାମ ସୁରୁଖୁରୁରେ ଆଗେଇବେ
ଏଇଟା ନିହାତି ଫ୍ୟାନ ନୁହଁ ବରଂ ଫୁଲର କଢ ସବୁ ଏଇଠି ଯେମିତିକା ଅପ ଵେବସ୍ତା ହେଇଛି ଏଇ ସ୍କୁଲ ବୋଧେ ଲକ୍ଷ୍ମୀ ଛଡା ହେଇଯାଇଛି ଏଇ ପାଣିରେ ଆଇରନ ନୁହଁ ଏଇଟା ନିହାତି ମହୁ ଝରୁଛି ଧିକ ତମର ରାଜନୀତି ଧିକ ତମର ମଣିଷ ପଣିଆ 🙏🏿🙏🏿🙏🏿
ଦରଦାମ୍ ବୃଦ୍ଧି ପାଇଁ ସରକାର ଓ ଜନତା ସମପରିମାଣରେ ଦାୟୀ କାରଣ ସରକାର ଯେଉଁ ସବୁ ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମରେ ବଣ୍ଟନକରୁଛନ୍ତି ସେ ଟଙ୍କା ସରକାର ଆଣୁଛନ୍ତି ସରକାରଙ୍କୁ ମୋର ଏତିକି ଅନୁରୋଧ ମାଗଣା ଦେବା ବନ୍ଦକରନ୍ତୁ ଏମିତିକି ରାସନ୍ ଜିନିଷ ମଧ୍ୟ
ସରକାର ର କଛି ଭୁଲ୍ ନାହିଁ ।ଆମର ଭୁଲ ଫିରି ଖାଇବା ଅଭ୍ୟାସ । ୧- ୫ଟ ମିଲ୍ । ୨-ଅ୍ୟନ ଛାତ୍ର.୩-ବଡ ବଡ ପାଟି ।ଯାହା କି ଅନେକ ସାମାନ ନଷ୍ଟ ହୁଏ
ଦରଦାମ ବୃଦ୍ଧି ର ମୁଖ୍ୟ ଦାୟି ଜନତା, ମାଗଣା ଚାଉଳ ଦିଅ,ଭର୍ତା ଟଙ୍କା ବଢାଅ ଇତ୍ୟାଦି, ସରକାର ତାଙ୍କ ଘରୁ ଆଣି ଦଉ ନାହାଁନ୍ତି ଏ କଥା ସବୁ ଜାଣି ଛନ୍ତି,ଲୋଭ ରୁ ପାପ ପାପରୁ ବିନାଶ,କହିବୁ କାହାକୁ ଶୁଣିବ କିଏ ଯିଏ ଶୁଣିବ ତା-----,
ସାର ଟିକ୍ୟ ମଶାବାରୀ ହାଇ ବିଦ୍ୟାଳୟ ଙ୍କୁ ଆସତୁ 🥹🥹🙏🙏
ଜୟ ଶ୍ରୀ ଜଗନ୍ନାଥ 🙏 ଆଳୁ ତୁ କିଆଁ ଏତେ ଦୁଷ୍ଟ ଦର ତୋର ବଢେଇ, ଗରିବ ବେଲା ଖିଆ ପତରେ ଲୁହ ଦେଉଚୁ ଗଡେଇ....ଯାହାର ପୋତା ଧନ ,ଦୁର୍ନୀତିଗ୍ରସ୍ତ ଧନ ଅଛି ସେମାନଙ୍କ ସୁବର୍ଣ୍ଣ ଥାଳିରେ ମୂଲ୍ଯବାନ ଖାଦ୍ୟର ଆସର ଜମିଲା ବେଳକୁ ଗରିବ ରୁଖା ସୁଖା ଖାଇ ଜୀବନ ବିକଳରେ ଆଖି ଲୁହ ନିଗାଡି ମୃତ୍ଯୁ ସହ ସଂଗ୍ରାମ କରି ବଞ୍ଚୁଛି ....
ମୋତେ ଲାଗୁଚି ଆଉ ତୋ ପରିବା କିଣି ହେବନି।। ଛତୁଆ ଖାଓ ଜୀବନ ଜିଁଅ ।।
ଏ ସ୍କୁଲ୍ ର ଅବସ୍ତା ଦେଖିଲେ ମନେହେଉଚି ମହାକାଳ ଫଳ ଉପର ଚିକ୍କଣ ଭିତର ଫମ୍ପା ହଁ ଆଉ ଗୋଟେ କଥା ନାରଣ କଣ୍ଟିଲୋ ଆସିଲା ହେଲେ ନୟାଗଡର ଅଫିସ୍ ହାଲଚାଲ୍ ଟିକେ ବୁଝିଦେଇଯାଇଥାଆନ୍ତା
ଏଇ ଭଳିଆ ଵେବସ୍ତା କେବଳ ଆମ ଓଡ଼ିଶାରେ ଦେଖିବାକୁ ମିଳେ ଏଇଟା 2025 ରେ ଗିନିସ ବୁକ ରେ ଆଡ଼ ହବ ଏଇ ସ୍କୁଲକୁ ସବୁ ପିକନିକ ସ୍ପଟ ଘୋଷଣା କଲେ ଭଲ ହୁଅନ୍ତା କାହିଁକିନାଁ ସରକାରଙ୍କର ପାଖରେ ପଇସା ନାହିଁ ଯେତେ ସବୁ ଟୁରିଷ୍ଟି ଯିବେ ଏଇଟାକୁ ଦେଖି ନିହାତି ପଇସା ସହାୟତା ଦେଇ ନିଜେ ସବୁ କରିବେ
ସୁଧୀର ଭାଇଙ୍କୁ ଦେଖି ଆଜି ନାରଣ ବାୟା ହେଇଜିବ ନାରଣ ସମସ୍ତଙ୍କୁ ପଶ୍ନ କରୁଥିଲେ ଆଜି ସୁଧୀର ଭାଇ କହୁଛନ୍ତି ଆଉ କଣ ପଚାର 🤣😂🤣 ମିଡ଼ିଆଙ୍କୁ କେଡ଼େକେଡ଼େ ଲୋକ ବାଇଟି ଦବାକୁ ଡରୁଛନ୍ତି ହେଲେ ସୁଧୀର ଭାଇ ରେଡି
ଅତିସୁନ୍ଦର
ଭାବୁଛି ଯାହା ଯାହା ଓଡ଼ିଶା ରେ ମହଙ୍ଗା ପଡୁଛି ସେହି ପନିପରିବା କୁ ଓଡ଼ିଶା ସରକାର ଚାଷ ଅଗ୍ରାଧିକାର ଦେଲେ ଓଡ଼ିଶା ଅସୁବିଧା ରୁ ମୁକୁଳି ପାରିବ ବନ୍ଦେ ଉତ୍କଳ ଜନନୀ
Jay shree jagannath ok thanks
Jay Jagannath 🙏⭕‼️⭕🙏
ଧନ୍ୟ ରେ ନବିନା ତମ 5ଟି ଅରୁଣ ଗଡ଼ ବାବା ନବିନା
ହଁ ଭାଇ ସବୁ ଠିକି କହିଲ ଭାଇ ନିହାତି ବେପାରୀ ଜଣେ ସେଥିପାଇଁ ପୁରା ମଞ୍ଜ କଥା କହିଲ ସବୁ ସେଇ............. 🤣😂🤣 ଭୁଲ ସବୁର ରେଟ ବଢୁଛି ହେଲେ ଦରମା ବଢୁନି 🤣😂🤣
ଆମେ ପଢିଲା ବେଳକୁ ଏତିକି ମଧ୍ୟ ନଥିଲା ଏବେ କିଛି ତ ହେଲେ ଅଛି
❤❤❤😂😂😂
ସରକାରୀ ଚାକିରିଆ ଙ୍କ ଦରମା ବଢିଲା କଳକାରଖାନା ରେ କାମ କରୁଥିବା ଲୋକ ଦରମା ବଢ଼ୁନି ଆମେମାନେ କଣ ପାଣି ପିଇ ବଛିବୁ
Tq brother
Rate badhi ba Subhadra Effect aita
ସବୁବେଳେ ଭୁବନେଶ୍ୱର ଲୋକ ଙ୍କ Bite ନଉଛ କେବେ କେମିତି ଢେ଼ଙ୍କାନାଳ ଅନୁଗୁଳ ସହର କୁ ଆସ
ବ୍ୟବସାୟୀ ସରକାର ଦରଦାମ୍ କାହିଁକି କମ୍ କରିବ? ମାରୱାଡି ଗୁଜୁରାଟୀ ସରକାର ବ୍ୟବସାୟ କରିବ।ଲୋକେ କାନ୍ଦିଲେ ତାକୁ ଫରକ୍ ପଡେନି। ବରଂ ସେ ଜୋର୍ ହସେ। ବଡ଼ ପାଟି କରି ଲୋକଂକୁ ଠକେ।
Pl
ଏ ନାରଣ... କାହିଁ କାନ୍ଦୁଚୁ....
Thank you very much
Shabuparakar,piojhu,dekaochu,securit,bhae,mankar,,dukha ,dekhaho
🤓😎👌
5T katha chhada ethi 10T bi aasile school ra jau situation sei situation hin rahiba kichhi develop hei paribani. Jay Jagannath 🙏🙏
Good morning all friends
Sir good morning
Ra ya good morning 🌄🌅
Ama gaan school re mam, sir patha padhaunahanti bahut asubidha 😂😂😂😂😂sarkar dekhiki job deichanti 😅😅
Narayan sir tk koraput ra laxmipur ku asantu soman jinisa kintu rate different
Super news
Nilamadhabankara. Jagare. Sabuneliya. Shahubabu. Ta. Thele. Rupakarana. Nuhan. Sunakarana. Heichi
School ra uye hunkare cc camera bahut sova pauchi re Narana.
5t school dekhiki mote laguchhi aita puruna bahi upare nua molata
Saburi Mulare Sarkar Bujhhila.... 😅😅😅😅😅😅😅
Naran Panire rosei karibe nuh loko athar Pawan khaiki rahibe laguchhi panibi kina padilani
Narana Election pare Rate badhe tame kn janina...Election ka kharcha recovery system... 😂😂😂😂😂😂😂
ଆମ ପିଲା ଙ୍କ କଥା kiye ପଚାରେ
❤❤
Apanadekhaele.SpastaAmedekhi.manahela.Kasta....Very.very..Good..Kamal.mix.fews
Chasha Kariba nohele auri badiba
He prabhu odishaya bhabisata Andhra rakha kara😮😅😅
Eilokatiku. Sarakara. Kale. Valahañta.
Kukura bjp sarkar 😡😡😡😡😡sabu ra price badhei deichi kichi au khai banchi hauni😢
Pro BJP journalism is not good. Don't support BJP my dear Narana.
B j d chora sabu khedychi
😮😮😮😮😂😂😂😂😇😇😇😇😇
New sarkarnkar room clear Kariba saru tapare dekhibe
Paisa posauni ta se company paini gadi chalntuni kahaku hairan kaniki karucha
Sudhir Bhai full bjp
😅😅😅😅
O ki 5T
Odisare panisubidha nain sethipain sabusankata
Pallahara block
C
Bodhe smart student abhaba ,tenu smart school re smart jinisha abhab.
ସରକାରଙ୍କୁ ଗୋଟେ ନିବେଦନ ସରକାରୀ ଚାକିରିଆ ମାନଙ୍କ ପାଇଁ ଦରଦାମ ଅଲଗା କରାଯାଉ ବେସରକାରୀ ମାନଙ୍କ ପାଇଁ ଅଲଗା କରାଯାଉ
ପରିବା ଆଉ କିଣନି, ନିଜ ନିଜ ମୋବାଇଲରେ ଆଳୁ,ଡାଲି, ତେଲ ର ଫୋଟ ସବୁ ଉଠେଇ ନିଅ ଏବଂ ଘରକୁ ଯାଇ ନିଜ ପରିବାର ସହ ଫୋଟକୁ ଦେଖି ଦେଖି ଭୋକ ମେଣ୍ଟାଅ। ଜୟ୍ ବିଜେପି ସରକାର।
ଦର ଦାମ ବଢିବା ପାଇଁ ଆମେ ସମସ୍ତେ କିଛି କିଛି ମାତ୍ରା ରେ ଦାଇ । ହେଲେ ଏଠି ସାଧାରଣ ଲୋକଙ୍କୁ ବହୁତ୍ ମହଙ୍ଗା ପଡୁଛି ।ସାଧାରଣ ମଜୁରିଆ ର ଦିନକୁ 384 ସରକାର କଲେ ହେଲେ ଯିଏ ଗାଁ ରେ କାମ କରୁଛି ସେ 200 ଟଙ୍କାରେ । ମୋର ଅନୁରୋଧ କି ଆପଣ news fuse ମାଧ୍ୟମରେ ସରକାର ଙ୍କୁ ଜଣାନ୍ତୁ । ବିଭିନ୍ନ ଯୋଜନା ରେ ଲୋକଙ୍କୁ ଆକର୍ଷିତ କରି ଲୋକଙ୍କୁ ଦେଇକି ଲୋକଙ୍କୁ ଲୁଟିବା ବନ୍ଦ କରନ୍ତୁ ।ଶିକ୍ଷା ଆଉ ସ୍ୱାସ୍ଥ୍ୟ କୁ ଫ୍ରୀ କରି ବାକି ସବୁ ଯୋଜନା ବନ୍ଦ କର ଲୋକ ଅଳସ୍ୟତା ଛାଡ଼ି କର୍ମ ଯିବି ହେବେ । ଗ୍ରାମାଞ୍ଚଳ ଲୋକ ଚାଷ କରିବେ ଆଉ ସବୁ ଜିନିଷ ର ଉତ୍ପାଦନ ବଢ଼ିଲେ ଦରଦାମ ବି କମିଯିବ ।
ହଁ ଭାଇ ଠିକ୍ କଥା କହିଚ ଖାଲି ଆମ ଲୋକେ ବୁଝିପାରିଲେ ହେଲା
ସବୁ ସେଇ ପ୍ରଭୁଙ୍କ ଇଛା ପ୍ରଭୁ ଯେତେବେଳେ ଏ ମାନଙ୍କୁ ବାର୍ତା ଦେବେ ସେତେବେଳେ ସାର୍ ମାନେ ସବୁ କାମ ସୁରୁଖୁରୁରେ ଆଗେଇବେ
ଏଇଟା ନିହାତି ଫ୍ୟାନ ନୁହଁ ବରଂ ଫୁଲର କଢ ସବୁ ଏଇଠି ଯେମିତିକା ଅପ ଵେବସ୍ତା ହେଇଛି ଏଇ ସ୍କୁଲ ବୋଧେ ଲକ୍ଷ୍ମୀ ଛଡା ହେଇଯାଇଛି ଏଇ ପାଣିରେ ଆଇରନ ନୁହଁ ଏଇଟା ନିହାତି ମହୁ ଝରୁଛି ଧିକ ତମର ରାଜନୀତି ଧିକ ତମର ମଣିଷ ପଣିଆ 🙏🏿🙏🏿🙏🏿
ଦରଦାମ୍ ବୃଦ୍ଧି ପାଇଁ ସରକାର ଓ ଜନତା ସମପରିମାଣରେ ଦାୟୀ କାରଣ ସରକାର ଯେଉଁ ସବୁ ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମରେ ବଣ୍ଟନକରୁଛନ୍ତି ସେ ଟଙ୍କା ସରକାର ଆଣୁଛନ୍ତି ସରକାରଙ୍କୁ ମୋର ଏତିକି ଅନୁରୋଧ ମାଗଣା ଦେବା ବନ୍ଦକରନ୍ତୁ ଏମିତିକି ରାସନ୍ ଜିନିଷ ମଧ୍ୟ
ସରକାର ର କଛି ଭୁଲ୍ ନାହିଁ ।ଆମର ଭୁଲ
ଫିରି ଖାଇବା ଅଭ୍ୟାସ । ୧- ୫ଟ ମିଲ୍ । ୨-ଅ୍ୟନ ଛାତ୍ର.୩-ବଡ ବଡ ପାଟି ।ଯାହା କି ଅନେକ ସାମାନ ନଷ୍ଟ ହୁଏ
ଦରଦାମ ବୃଦ୍ଧି ର ମୁଖ୍ୟ ଦାୟି ଜନତା, ମାଗଣା ଚାଉଳ ଦିଅ,ଭର୍ତା ଟଙ୍କା ବଢାଅ ଇତ୍ୟାଦି, ସରକାର ତାଙ୍କ ଘରୁ ଆଣି ଦଉ ନାହାଁନ୍ତି ଏ କଥା ସବୁ ଜାଣି ଛନ୍ତି,ଲୋଭ ରୁ ପାପ ପାପରୁ ବିନାଶ,କହିବୁ କାହାକୁ ଶୁଣିବ କିଏ ଯିଏ ଶୁଣିବ ତା-----,
ସାର ଟିକ୍ୟ ମଶାବାରୀ ହାଇ ବିଦ୍ୟାଳୟ ଙ୍କୁ ଆସତୁ 🥹🥹🙏🙏
ଜୟ ଶ୍ରୀ ଜଗନ୍ନାଥ 🙏
ଆଳୁ ତୁ କିଆଁ ଏତେ ଦୁଷ୍ଟ
ଦର ତୋର ବଢେଇ,
ଗରିବ ବେଲା ଖିଆ ପତରେ
ଲୁହ ଦେଉଚୁ ଗଡେଇ....
ଯାହାର ପୋତା ଧନ ,ଦୁର୍ନୀତିଗ୍ରସ୍ତ ଧନ ଅଛି ସେମାନଙ୍କ ସୁବର୍ଣ୍ଣ ଥାଳିରେ ମୂଲ୍ଯବାନ ଖାଦ୍ୟର ଆସର ଜମିଲା ବେଳକୁ ଗରିବ ରୁଖା ସୁଖା ଖାଇ ଜୀବନ ବିକଳରେ ଆଖି ଲୁହ ନିଗାଡି ମୃତ୍ଯୁ ସହ ସଂଗ୍ରାମ କରି ବଞ୍ଚୁଛି ....
ମୋତେ ଲାଗୁଚି ଆଉ ତୋ ପରିବା କିଣି ହେବନି।। ଛତୁଆ ଖାଓ ଜୀବନ ଜିଁଅ ।।
ଏ ସ୍କୁଲ୍ ର ଅବସ୍ତା ଦେଖିଲେ ମନେହେଉଚି ମହାକାଳ ଫଳ ଉପର ଚିକ୍କଣ ଭିତର ଫମ୍ପା ହଁ ଆଉ ଗୋଟେ କଥା ନାରଣ କଣ୍ଟିଲୋ ଆସିଲା ହେଲେ ନୟାଗଡର ଅଫିସ୍ ହାଲଚାଲ୍ ଟିକେ ବୁଝିଦେଇଯାଇଥାଆନ୍ତା
ଏଇ ଭଳିଆ ଵେବସ୍ତା କେବଳ ଆମ ଓଡ଼ିଶାରେ ଦେଖିବାକୁ ମିଳେ ଏଇଟା 2025 ରେ ଗିନିସ ବୁକ ରେ ଆଡ଼ ହବ ଏଇ ସ୍କୁଲକୁ ସବୁ ପିକନିକ ସ୍ପଟ ଘୋଷଣା କଲେ ଭଲ ହୁଅନ୍ତା କାହିଁକିନାଁ ସରକାରଙ୍କର ପାଖରେ ପଇସା ନାହିଁ ଯେତେ ସବୁ ଟୁରିଷ୍ଟି ଯିବେ ଏଇଟାକୁ ଦେଖି ନିହାତି ପଇସା ସହାୟତା ଦେଇ ନିଜେ ସବୁ କରିବେ
ସୁଧୀର ଭାଇଙ୍କୁ ଦେଖି ଆଜି ନାରଣ ବାୟା ହେଇଜିବ ନାରଣ ସମସ୍ତଙ୍କୁ ପଶ୍ନ କରୁଥିଲେ ଆଜି ସୁଧୀର ଭାଇ କହୁଛନ୍ତି ଆଉ କଣ ପଚାର 🤣😂🤣 ମିଡ଼ିଆଙ୍କୁ କେଡ଼େକେଡ଼େ ଲୋକ ବାଇଟି ଦବାକୁ ଡରୁଛନ୍ତି ହେଲେ ସୁଧୀର ଭାଇ ରେଡି
ଅତିସୁନ୍ଦର
ଭାବୁଛି ଯାହା ଯାହା ଓଡ଼ିଶା ରେ ମହଙ୍ଗା ପଡୁଛି ସେହି ପନିପରିବା କୁ ଓଡ଼ିଶା ସରକାର ଚାଷ ଅଗ୍ରାଧିକାର ଦେଲେ ଓଡ଼ିଶା ଅସୁବିଧା ରୁ ମୁକୁଳି ପାରିବ ବନ୍ଦେ ଉତ୍କଳ ଜନନୀ
Jay shree jagannath ok thanks
Jay Jagannath 🙏⭕‼️⭕🙏
ଧନ୍ୟ ରେ ନବିନା ତମ 5ଟି ଅରୁଣ ଗଡ଼ ବାବା ନବିନା
ହଁ ଭାଇ ସବୁ ଠିକି କହିଲ ଭାଇ ନିହାତି ବେପାରୀ ଜଣେ ସେଥିପାଇଁ ପୁରା ମଞ୍ଜ କଥା କହିଲ ସବୁ ସେଇ............. 🤣😂🤣 ଭୁଲ ସବୁର ରେଟ ବଢୁଛି ହେଲେ ଦରମା ବଢୁନି 🤣😂🤣
ଆମେ ପଢିଲା ବେଳକୁ ଏତିକି ମଧ୍ୟ ନଥିଲା ଏବେ କିଛି ତ ହେଲେ ଅଛି
❤❤❤😂😂😂
ସରକାରୀ ଚାକିରିଆ ଙ୍କ ଦରମା ବଢିଲା କଳକାରଖାନା ରେ କାମ କରୁଥିବା ଲୋକ ଦରମା ବଢ଼ୁନି ଆମେମାନେ କଣ ପାଣି ପିଇ ବଛିବୁ
Tq brother
Rate badhi ba
Subhadra Effect aita
ସବୁବେଳେ ଭୁବନେଶ୍ୱର ଲୋକ ଙ୍କ Bite ନଉଛ କେବେ କେମିତି ଢେ଼ଙ୍କାନାଳ ଅନୁଗୁଳ ସହର କୁ ଆସ
ବ୍ୟବସାୟୀ ସରକାର ଦରଦାମ୍ କାହିଁକି କମ୍ କରିବ? ମାରୱାଡି ଗୁଜୁରାଟୀ ସରକାର ବ୍ୟବସାୟ କରିବ।ଲୋକେ କାନ୍ଦିଲେ ତାକୁ ଫରକ୍ ପଡେନି। ବରଂ ସେ ଜୋର୍ ହସେ। ବଡ଼ ପାଟି କରି ଲୋକଂକୁ ଠକେ।
Pl
ଏ ନାରଣ... କାହିଁ କାନ୍ଦୁଚୁ....
Thank you very much
Shabuparakar,piojhu,dekaochu,securit,bhae,mankar,,dukha ,dekhaho
🤓😎👌
5T katha chhada ethi 10T bi aasile school ra jau situation sei situation hin rahiba kichhi develop hei paribani. Jay Jagannath 🙏🙏
Good morning all friends
Sir good morning
Ra ya good morning 🌄🌅
Ama gaan school re mam, sir patha padhaunahanti bahut asubidha 😂😂😂😂😂sarkar dekhiki job deichanti 😅😅
Narayan sir tk koraput ra laxmipur ku asantu soman jinisa kintu rate different
Super news
Nilamadhabankara. Jagare. Sabuneliya. Shahubabu. Ta. Thele. Rupakarana. Nuhan. Sunakarana. Heichi
School ra uye hunkare cc camera bahut sova pauchi re Narana.
5t school dekhiki mote laguchhi aita puruna bahi upare nua molata
Saburi Mulare Sarkar Bujhhila.... 😅😅😅😅😅😅😅
Naran Panire rosei karibe nuh loko athar Pawan khaiki rahibe laguchhi panibi kina padilani
Narana Election pare Rate badhe tame kn janina...Election ka kharcha recovery system... 😂😂😂😂😂😂😂
ଆମ ପିଲା ଙ୍କ କଥା kiye ପଚାରେ
❤❤
Apanadekhaele.Spasta
Amedekhi.manahela.Kasta....
Very.very..Good..Kamal.mix.fews