Special Report: 'End To Tarikh Pe Tarikh' | SC Refuses Grant of Repeated Adjournments

แชร์
ฝัง
  • เผยแพร่เมื่อ 24 ธ.ค. 2024

ความคิดเห็น • 301

  • @DSH75
    @DSH75 3 ปีที่แล้ว +25

    କିଛି ହବନି, ଏଠି ଗରିବ ଲୋକଟେ ନ୍ୟାୟ ପାଇବେନି ଧନୀ ଲୋକ ମାନଙ୍କର ରାଜ,,,,

  • @madhusmitasahoo3938
    @madhusmitasahoo3938 3 ปีที่แล้ว +58

    ସତ କଥା👍 ,ଗୋଟେ case ବହୁତ ଦିନ ଯାଉଛି ଆଉ ନ୍ୟାୟ ମିଳିବା ଆଶା ରେ ଲୋକେ କଷ୍ଟ ପାଇ ପାଇ ଟା ଜୀବନ ବିତି ଯାଉଛି,ଆଉ ତା ପ୍ରତି ଅନ୍ୟାୟ- ଅତ୍ୟାଚାର ହେଇ ଚାଲୁଛି ମାତ୍ର ସେ ଅସହାୟ ହୋଇ କେବଳ ଅଦାଲତ ର ତାରିଖ ପରେ ତାରିଖ କୁ ସୁଣୁଚି ,ତାହା ଛଡ଼ା ଆଉ କିଛି ଭି ନୁହେଁ।

  • @radhekrishan526
    @radhekrishan526 3 ปีที่แล้ว +137

    ଭାରତ ରେ ଆଇନ ମାନେ Man Power ଆଉ Money power ଏହି ଦୁଇଟାରୁ ଗୋଟେ ଥିଲେ ଆଇନ ବି ଅନ୍ଧ ହୋଇଯିବ

  • @debeshkumarmelody
    @debeshkumarmelody 3 ปีที่แล้ว +63

    ଜମିବାଡ଼ି କେସ ୬ମାସ ମଧ୍ୟରେ ଓ ଫୌଜଦାରୀ କେସ ୧ବର୍ଷ ମଧ୍ୟରେ ସମାପ୍ତ କରାଯାଉ। ଏଭଳି କଚ୍ଛପ ଗତିର ଫାଲତୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଓକିଲଙ୍କ କାରସାଦି ଓ ବିଚାରପତିଙ୍କ ଖାମଖିଆଲି ପ୍ରକୃତି ଦେଖି ଲୋକଙ୍କ ଧୈର୍ଯ୍ୟ ଲୋପ ପାଇଗଲାଣି। କେତେବେଳେ ଯେ ଲୋକେ ତାତିବେ ଆଉ ମାତିବେ କହିହେବ ନାହିଁ!

  • @dayanadakanhar3974
    @dayanadakanhar3974 3 ปีที่แล้ว +37

    ଆପଣ ଠିକ୍ କହିଛନ୍ତି ଏମିତି ରେ ଓକିଲ ମାନେ ଟଙ୍କା ଖାଇବା ପାଇଁ ବି ତାରିଖ ଘୁଞ୍ଚାଉଛନ୍ତି।

    • @srikhetradhal7972
      @srikhetradhal7972 3 ปีที่แล้ว +2

      Aka dam carat 👍🏻👍🏻👍🏻👍🏻👍🏻

    • @prabinaswain806
      @prabinaswain806 3 ปีที่แล้ว +1

      right 👍👍

  • @harashchandraswain6178
    @harashchandraswain6178 3 ปีที่แล้ว +18

    କାଇଁ ଆଜ୍ଞା ବୁଢ଼ା ବୟସରେ ଲୋକଟି କୋର୍ଟ ଯାଇ ଯାଇ ବେମାର ହୋଇଗଲାଣି ହେଲେ କାଇଁ, ଖାଲି ତାରିଖ, ତାରିଖ, ତାରିଖ.........

  • @PkbOdiaTips
    @PkbOdiaTips 3 ปีที่แล้ว +13

    ସୁପ୍ରିମକୋର୍ଟ ଏବେ ଏତେ ବର୍ଷ ପରେ ଏହି ଟିକକ କଥା ଜାଣିପାରିଲେ...ଦେଖାଯାଉ କଣ ଆଗକୁ ହଉଛି
    #OdiaSmartMotivation

  • @biswaamat8488
    @biswaamat8488 3 ปีที่แล้ว +11

    ବହୁତ୍ ସୁନ୍ଦର ନିଶ୍ପତି

  • @mangarajkirsani1186
    @mangarajkirsani1186 3 ปีที่แล้ว +18

    ବହୁତ ଭଲ କଥା.

  • @reallydairy3604
    @reallydairy3604 3 ปีที่แล้ว +4

    ଆମ ଓଡ଼ିଶା ସରକାର ଆଦିତ୍ୟ ଭାଇର ହତ୍ୟାକାରୀ ଖସେଇବା ପାଇଁ ଏଭଳି ତାରିଖ ପରେ ତାରିଖ ଦେଉଛନ୍ତି,

  • @barunsamblpurimedia8447
    @barunsamblpurimedia8447 3 ปีที่แล้ว +19

    ଆଇନ ଆଖିରେ ପଇସା ପାୱାର ଟା ବେଶି ସେଥୀ ପାଇଁ ଲୋକଙ୍କ ଆସ୍ଥା ଟୁଟି ଯାଉଛି

  • @କିଷାନବେହେରା
    @କିଷାନବେହେରା 3 ปีที่แล้ว +2

    ବହୁତୁ ସୁନ୍ଦର ଆଇନି ଵେବସ୍ତା ବଦଳି ଯିବା ଦରକାର

  • @pramodkumarvlogs4429
    @pramodkumarvlogs4429 3 ปีที่แล้ว +15

    ଏ ବିଳମ୍ବିତ ନୀତି ନିୟମ ନ୍ୟାୟକୁ ଉଠେଇ ଦେବା ଉଚିତ୍.

    • @mmsahu1
      @mmsahu1 3 ปีที่แล้ว

      Then only shifting of date will Stop

    • @RupNarayanMajhi
      @RupNarayanMajhi 3 ปีที่แล้ว

      #Jury court

  • @Deepakkumar_-4309
    @Deepakkumar_-4309 3 ปีที่แล้ว +5

    ସର୍ବ ପ୍ରଥମେ ପ୍ରତି block ରେ ଗୋଟେ ଗୋଟେ court ଖୋଲା ଯାଉ ଏବଂ ଉଭୟ central, state govt. court eployee ଙ୍କ ସଂଖ୍ୟା ଆବଶ୍ୟକ ମୁତାବକ ବୃଦ୍ଧି କରନ୍ତୁ l ଖାଲି court ନୁହେଁ police ମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରିବା ସହିତ ଆଇନ ପ୍ରତି ସରକାର ଦୃଷ୍ଟି ଦେବା ଦରକାର l କାହିଁକିନା ଉଭୟ ପୋଲିସ ଏବଂ court ଉପରେ 50 % 50% ନ୍ୟାୟିକ ବ୍ୟବସ୍ଥା ନିର୍ଭରଶୀଳ l ତାପରେ ନ୍ୟାୟିକ ବ୍ୟବସ୍ଥା ଠିକ ଚାଲିବ l

    • @RupNarayanMajhi
      @RupNarayanMajhi 3 ปีที่แล้ว

      Judge court kamaku nuhe.Jury court hele asali guilty nijo favour re case nei paribo nahi.

  • @rupudharharijan7889
    @rupudharharijan7889 3 ปีที่แล้ว +5

    ଗରିବ ଙ୍କୁ ନ୍ୟାୟ ମିଳୁନି ଧନୀ ମିଳୁଛି ନ୍ୟାୟ କାରଣ କରିବଙ୍କୁ ପଇସା ନାହିଁ ନ୍ୟାୟ ପାଇଁ କଟକ ର ହାଇକୋର୍ଟ ଦିଲ୍ଲୀ ସୁପ୍ରିମ କୋର୍ଟ ଯିବାକୁ ଗାଡି ଖର୍ଚ ନାହିଁ, ଦେଶ ଏବଂ ରାଜ୍ୟରେ ଆଉ କିଛି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ର ଆବଶ୍ୟକ

  • @pravatkumarsenapati4268
    @pravatkumarsenapati4268 3 ปีที่แล้ว +5

    1ST ACF soumya ranjan ku neya dia 🙏

  • @sweetgirlpinkul2612
    @sweetgirlpinkul2612 3 ปีที่แล้ว +6

    ଏହା ଯଦି କାର୍ଯ୍ୟକାରୀ କରାଯାଏ ତେବେ ନିଶ୍ଚିତଭାବେ ସ୍ୱ।ଗତଯୋଗ୍ୟ ପଦକ୍ଷେପ । ଦାମିନି ଚଳଚ୍ଚିତ୍ର ର ପ୍ରତିରୂପ ଓଡ଼ିଆ ଚଳଚ୍ଚିତ୍ର "ନାରୀ ନୁହେଁ ତୁ ନାରାୟଣୀ" ରେ ମଧ୍ୟ ତାରିଖ ର ରୂପରେଖ ପ୍ରତିପାଦନ କରାଯାଇଛି । ଅନେକ ସମୟରେ ଅଦାଲତକୁ ଦୈ।ଡି ଲୋକ ମାନେ ସର୍ବସ୍ବାନ୍ତ ହୋଇଯାଆନ୍ତି ।

  • @hellohappy6535
    @hellohappy6535 3 ปีที่แล้ว +4

    ଦୁଃଖ ଲାଗୁଛି ମୋର ଜେଜେ ବି ନ୍ୟାୟ ପାଇବା ପାଇଁ ୧୧ବର୍ଷ ଦୌଡ଼ି ଦୌଡ଼ି ଚାଲିଗଲେ ଆଉ ମୋ ବୋଉ ସେହି କେଶ ପାଇଁ ଆହୁରି ୨୧ବର୍ଷ ଦୌଡ଼ିଲେ ମୋଟ ୩୨ ବର୍ଷ ପରେ ନ୍ୟାୟ ମିଳିଲା ବେଳକୁ ଜେଜେ ନାହିଁ କି ଦଣ୍ଡ ପାଇବା ପାଇଁ ଅଭିଯୁକ୍ତ ନାହିଁ।
    ଇଏ ଆମ ଦେଶର ବିଚାର

    • @ganeshbagh4808
      @ganeshbagh4808 3 ปีที่แล้ว

      ଶୁଣିଲ ତୋ ବଡ଼ ବଡ଼ ସାର ମାନେ,,, ଜନତା ଙ୍କ ହୃଦୟ ରେ ବିସ୍ଵାଶ ପୁରା କମି ଗଲାଣି 😭

  • @rajtraveldiary-thejourneyt1137
    @rajtraveldiary-thejourneyt1137 3 ปีที่แล้ว +2

    Justice for Saumyaranjan Mohapatra.

  • @shriharikunda3304
    @shriharikunda3304 3 ปีที่แล้ว +14

    I Like This News Reader Man Becase Of Good Personality, Professional Voice & Kind Harted Man.

  • @abhayakumardas7213
    @abhayakumardas7213 3 ปีที่แล้ว +1

    It’s a good Vedio and practical.👌

  • @bikramnayak4049
    @bikramnayak4049 3 ปีที่แล้ว +2

    Very good decision for quick proceed

  • @tilakfusion
    @tilakfusion 3 ปีที่แล้ว +4

    100% correct

  • @fakirmohanpradhan6081
    @fakirmohanpradhan6081 3 ปีที่แล้ว +1

    ଆମର ନ୍ୟାୟ ପାଲିକା ବ୍ୟବସ୍ଥା ହିଁ ବିଳମ୍ୱିତ ପ୍ରକ୍ରିୟା।କାରଣ ଇଂରେଜ ସରକାର ତିଆରି କରିଥିବା ସମସ୍ତ ଆଇନ ବର୍ତ୍ତମାନ ସୁଦ୍ଧା ବଳବତ୍ତର ଅଛି। କୌଣସି ବୁଦ୍ଧିଜୀବୀ ଏହା ତର୍ଜମା ଠିକ୍ ଭାବରେ କରୁନାହାନ୍ତି କିମ୍ବା ଆଇନ ସଂଶୋଧନ ପାଇଁ ସଂସଦରେ କୌଣସି ବିଲ୍ ମଧ୍ୟ ଆଗତ ହେଉନାହିଁ।ଯଦି ବା କେବେ କେମିତି ଆସୁଛି ନାଲିଫିତା ତଳେ ରହି ଯାଉଛି। ବିଳମ୍ବରେ ହେଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ।

  • @sumantmallik6734
    @sumantmallik6734 3 ปีที่แล้ว +1

    Thank you sir

  • @ranjitmoharana1660
    @ranjitmoharana1660 3 ปีที่แล้ว +2

    Right decision 👏

  • @tapashmohanty7302
    @tapashmohanty7302 3 ปีที่แล้ว +4

    Best news reader 🙏❤👍

  • @prasantapradhan7519
    @prasantapradhan7519 3 ปีที่แล้ว

    Thanku so much your advice

  • @subassahoo2370
    @subassahoo2370 3 ปีที่แล้ว +1

    Very good decision

  • @ratiranjansahu8005
    @ratiranjansahu8005 3 ปีที่แล้ว +5

    ଚାଲୁ ଚାଲୁ ସଂସ୍ଥା ଚାଲୁ

  • @munapati8794
    @munapati8794 3 ปีที่แล้ว +19

    SUNY deol real hero

  • @rajtraveldiary-thejourneyt1137
    @rajtraveldiary-thejourneyt1137 3 ปีที่แล้ว +2

    Give justice to ACF Saumyaranjan Mohapatra

  • @snsubratroutray
    @snsubratroutray 3 ปีที่แล้ว +1

    We Demand time limitation on judgement .......

  • @pinkinaik575
    @pinkinaik575 3 ปีที่แล้ว

    Tq sir

  • @jajpurtokanabin1035
    @jajpurtokanabin1035 3 ปีที่แล้ว

    ଆମ ଭାରତରେ ଦୁର୍ନିତୀ ଭୋଉଥ ହୋଇଗଲାଣି ଏହି ଆଇନ୍ ବଦଳାଇବା ନିହାତି ଜରୁରୀ ଆମ ଭାରତ ବର୍ଷରେ ଆଇନ୍ ଥାଇ ନଥିଲା ଭଳିଆ ଲାଗୁଛି

  • @mirzaaptar96
    @mirzaaptar96 3 ปีที่แล้ว +1

    ଓକିଲ ଟଙ୍କା ଖାଇବା ପାଇଁ
    ତାରିଖ ପରେ ତାରିଖ କରୁଛନ୍ତି।।।

  • @shrabanaswain2955
    @shrabanaswain2955 3 ปีที่แล้ว +1

    Right

  • @satyabratamallik5618
    @satyabratamallik5618 3 ปีที่แล้ว

    Excellent 👍

  • @patitakumar4902
    @patitakumar4902 3 ปีที่แล้ว

    ଭାରତ ସମ୍ବିଧାନ ଜଟିଳ, ଅତିରଞ୍ଜିତ, ନିମ୍ନ ମାନର, ଦକ୍ଷତା, ଦୂର ଦୃଷ୍ଟି. ନଥିବା ଅନଭିଜ୍ଞ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରସ୍ତୁତି କରାଯାଇଛି
    ସମ୍ବିଧାନ ରେ ଜନତାଙ୍କ ଅଧିକାର କିଛିନାହିଁ. କେବଳ ନେତାଙ୍କ ସ୍ଵାର୍ଥ ସମ୍ପୂର୍ଣ ଜଡିତ ଏକପାଖିଆ , ଏକ ଛତ୍ରବାଦ

  • @mesmerizeart663
    @mesmerizeart663 3 ปีที่แล้ว

    ସେ କି ନ୍ୟାୟ ଯୋଉଠି ADVOCATE AND JUDGE ମଧ୍ଯରେ ଡିଲ ହେଇଯାଉଚି କାହାର କେତେ ସେୟାର କିଏ କୋଉଠି ଫ୍ଲାଟ ନବ । ବିଶେଷ କରି ଆମ ଓଡିଶା ରେ ଯୋଉଠି Private advocate ମାନଙ୍କ ର କୌଣସି ଦରମା ନାହିଁ, ସେମାନେ ଘରେ AUDI, MERSIDIZE, BMW ସହ ରାଜଧାନୀ ର ଛାତି ଉପରେ ବଡ ବଡ ଫ୍ଲାଟ ରାଜକୀୟ ଜିବନ ଯାପନ କରୁଛନ୍ତି। ଏସବୁ ସମ୍ଭବ ହଉଚି କେବଳ ଦଲାଲ ମିଡିଆ ଯୋଗୁ, ଆଜିର ମିଡିଆ ମୁଣ୍ଡ ବିକି ଦେଇଛି ଶାସକ ଦଳ ପାଖରେ। ଏଠି Advocate,judge, minister, news channel ସବୁ ମିସି ଶାସନ କଳର ଅପବ୍ଯୟହାର କରି ସାଧାରଣ ଲୋକଙ୍କୁ ଗାଣ୍ଡି ମାରି ପଇସା ବାଲା ଲୋକକୁ ଘଣ୍ଟ ଘୋଡାଉ ଛନ୍ତି।😡😡😡😡😡😡😡

  • @kalpatarusamal155
    @kalpatarusamal155 3 ปีที่แล้ว +1

    Thik katha

  • @mitrabhanunaik3989
    @mitrabhanunaik3989 3 ปีที่แล้ว

    Thank you sir good news

  • @bharatchandra1649
    @bharatchandra1649 3 ปีที่แล้ว +1

    Super news😭😭😭😭😭😭😭

  • @loknathmeher994
    @loknathmeher994 3 ปีที่แล้ว

    Narendra Modi jindabad 2021 Jindabad 💓💓💓

  • @Pruthiviraj-u8b
    @Pruthiviraj-u8b 3 ปีที่แล้ว +1

    Very good👍👍👍👍

  • @rajtraveldiary-thejourneyt1137
    @rajtraveldiary-thejourneyt1137 3 ปีที่แล้ว +2

    Give justice to ACF Saumyaranjan mohapatra.

  • @harashchandraswain6178
    @harashchandraswain6178 3 ปีที่แล้ว +1

    😭😭😭😭😭😭😭😭😭😭😭😭😭😭😭😭😭😭 ଖାଲି କହୁଛନ୍ତି ଆଜ୍ଞା, 😭😭😭😭😭.....

  • @pramodjena6487
    @pramodjena6487 3 ปีที่แล้ว

    Bhala katha sir

  • @phurkankhan8467
    @phurkankhan8467 3 ปีที่แล้ว

    Yes

  • @madhukalar9673
    @madhukalar9673 3 ปีที่แล้ว

    Nice sir

  • @devdevmahadev-rt7vn
    @devdevmahadev-rt7vn 3 ปีที่แล้ว

    Ryt

  • @diptistips4477
    @diptistips4477 3 ปีที่แล้ว +2

    Thank you very much......

  • @gyanendrajena7315
    @gyanendrajena7315 3 ปีที่แล้ว

    ଭାରତ କାନୁନ ବ୍ୟବସ୍ଥାରେ ଏହା ଅସମ୍ଭବ ,

  • @vijaypradhan5121
    @vijaypradhan5121 3 ปีที่แล้ว +1

    Great 👍

  • @tarakeswarbiswal7536
    @tarakeswarbiswal7536 3 ปีที่แล้ว

    Yes 100% well come

  • @SarojKumar-iv6wu
    @SarojKumar-iv6wu 3 ปีที่แล้ว

    ଆଇନ ଶୃଙ୍ଖଳା କୁ ବଦଳା ଯାଉ

  • @satheeshmlc6926
    @satheeshmlc6926 3 ปีที่แล้ว

    It's right way

  • @meenaketanpradhan0
    @meenaketanpradhan0 3 ปีที่แล้ว

    Nice thought sir👍

  • @kshirasuna6084
    @kshirasuna6084 3 ปีที่แล้ว

    Ryt decision

  • @biswaranjansahoo8994
    @biswaranjansahoo8994 3 ปีที่แล้ว +1

    କଥା ରେ ନୁଁହ କାମ ରେ କରିବା ଦରକାର

  • @simamohapatra6622
    @simamohapatra6622 3 ปีที่แล้ว +1

    Thick katha no hele lako mananka amo rule ru Biswas uthijiba,ahaku khub jaldi lagu kariba katha,khali lagu kale hebani,thick se heichi na nai taku bi dekhi Baku heba,no hele crime ahuri badhiba.

  • @jchoudhury274
    @jchoudhury274 3 ปีที่แล้ว +2

    Tarik par tarik tarik per Tarik akon sar supreme court

  • @shreepradhan3166
    @shreepradhan3166 3 ปีที่แล้ว

    ସାଧାରଣ ଲୋକଟିଏ ଯଦି କୌଣସି ନ୍ୟାୟ ପାଇଁ କୋର୍ଟ ର ଦ୍ୱାରସ୍ତ ହୁଏ ତାହେଲେ ତାକୁ ଖାଲି ଟଙ୍କା ଯୋଗାଡ଼ କରିବାକୁ ପଡିବ ଓକିଲ ଙ୍କ ପକେଟ ଗରମ କରି କେସ ଆଗକୁ ନବାକୁ...... ମୋର ନିଜର ଗୋଟେ ଚେକ bouns case5 ବର୍ଷ ହେଲା ଚାଲିଛି.. ସବୁ prove thaiki

  • @Niharika_M1
    @Niharika_M1 3 ปีที่แล้ว

    Jay Jagannath 🙏

  • @muralidas7379
    @muralidas7379 3 ปีที่แล้ว

    Nice

  • @amoodisha4861
    @amoodisha4861 3 ปีที่แล้ว +6

    Gote case ro limit rahu 1 month ki 1 year slove heba pain ...amo property case 45 year helani chalilani

    • @shubhrasaloni5180
      @shubhrasaloni5180 3 ปีที่แล้ว

      OMG

    • @arvindsenapathy
      @arvindsenapathy 3 ปีที่แล้ว

      Amaro to same bhai I am from Koraput

    • @lagguru8032
      @lagguru8032 3 ปีที่แล้ว +1

      advocate mane gote nua system kadhibe
      recharge plan parika
      RATE CHART
      CASE SOLVE DURATION CHARGES (INCLUDES GST)
      5 YRS Rs 1,00,000/-
      4 YRS Rs 1,10,000/-
      3 YRS Rs 1,20,000/-
      2 YRS Rs 1,30,000/-
      1 YRS Rs 1,40,000/-
      6 months Rs 1,50,000/-
      5 months Rs 1,60,000/-
      4 months Rs 1,70,000/-
      3 months Rs 1,80,000/-
      2 months Rs 1,90,000/-
      1 month Rs 2,00,000/-

    • @amoodisha4861
      @amoodisha4861 3 ปีที่แล้ว

      Advocate mane garibanku lutuchanty ...sethi pain jeteko advocate kebebi bholare marinahanty

    • @lagguru8032
      @lagguru8032 3 ปีที่แล้ว

      @@amoodisha4861 advocates be like :
      KANA KARIBA AGIYA
      BEPARO TA HI SEMITI

  • @ashokprusty6080
    @ashokprusty6080 3 ปีที่แล้ว +1

    INdia is Great

  • @nayak8115
    @nayak8115 3 ปีที่แล้ว

    God subject

  • @Fireeditz-710
    @Fireeditz-710 3 ปีที่แล้ว

    ଆମ ଓଡିଶା ସରକାର ନିୟା ଦେବାରେ ବହୁତ ପଛୁଆ

  • @gk_importantgeneralknowledge
    @gk_importantgeneralknowledge 3 ปีที่แล้ว +5

    Maximum 3 chances should be given otherwise , the case should be heard on the basis of facts and data available therein.

    • @mmsahu1
      @mmsahu1 3 ปีที่แล้ว

      When advocate is representing the person why should continuous hearing will not be done
      .it is only one way of looting public

  • @ranjitamajhi4786
    @ranjitamajhi4786 3 ปีที่แล้ว

    Very nice

  • @mkjitendra4784
    @mkjitendra4784 3 ปีที่แล้ว

    ଅଦାଲତ ର ଏହି ନିୟମ ଦେଖିଲା ବେଳକୁ । ନିଜକୁ ଭାରତୀୟ କହିବା ପାଇଁ ଲାଜ ଲାଗୁଛି । ଜମି ଜମା ଫଳା ଫଳ ପାଇଁ ୟାଙ୍କୁ ୨୦-୨୫ ବର୍ଷ ଲାଗୁଛି। ବାଳ ନ୍ୟାୟ କରିବେ ଏମାନେ 🤙

  • @khageswarnayak2780
    @khageswarnayak2780 3 ปีที่แล้ว

    Good

  • @kunabhuekunabhue3344
    @kunabhuekunabhue3344 3 ปีที่แล้ว

    Really Bharat base and kanak news

  • @parikshitdash6970
    @parikshitdash6970 3 ปีที่แล้ว

    Good news

  • @aloknayak6676
    @aloknayak6676 3 ปีที่แล้ว

    ପୁରା ସତ ଘଟଣା ଏମିତି କାହିଁକି ହେଉଛି

  • @jagatech6171
    @jagatech6171 3 ปีที่แล้ว

    Good step

  • @ganapatimajhi3556
    @ganapatimajhi3556 3 ปีที่แล้ว +1

    IMMEDIATELY effects the rules

  • @bichitramohapatra4571
    @bichitramohapatra4571 3 ปีที่แล้ว

    ଓକିଲ ଚୋର ପୋଲିସ ଚୋର ଜଜ୍ ବି ଚୋର ଆମକୁ ଦୌଡେୟୀ ଦୌଡେଇ ଆମ ଚପଲ୍ ଚିଣ୍ଡି ପାଦ ଘୋରିହେଇଗଲାନି

  • @gunanidhiraut7616
    @gunanidhiraut7616 3 ปีที่แล้ว

    Ganapati baba moriya 🙏🙏

  • @shrabanpanigrahi6017
    @shrabanpanigrahi6017 3 ปีที่แล้ว

    Bahut sundar huanta aama bharata ahuri develop karanta

  • @rameshchandradas4772
    @rameshchandradas4772 3 ปีที่แล้ว

    OMY GOD

  • @temrajmirgan8874
    @temrajmirgan8874 3 ปีที่แล้ว

    Good disison

  • @sarbeswarnath352
    @sarbeswarnath352 3 ปีที่แล้ว +2

    Good job

  • @chaitanyamalik681
    @chaitanyamalik681 3 ปีที่แล้ว

    ଛି ଛି ଛି ତମକୁ ଲଞ୍ଚା ନାହିଁ ଆଇନୀ ପୋଲିସ ବିକୀ ରି କରିଦେଛତୀ

  • @FirozKhan-iy5ut
    @FirozKhan-iy5ut 3 ปีที่แล้ว

    nice decision

  • @deepaksamal0107
    @deepaksamal0107 3 ปีที่แล้ว

    ସାତ ଖଣ୍ଡ ରାମାୟଣ ହବ ସୀତା ନାଚିବ. 🤗

  • @juluchsahu7279
    @juluchsahu7279 3 ปีที่แล้ว +1

    Good actions

  • @lipinamajhi9943
    @lipinamajhi9943 3 ปีที่แล้ว

    Wow🤩🤩🤩 excellent💯👍👏

  • @iskconbalasore8109
    @iskconbalasore8109 3 ปีที่แล้ว

    ଫାଲତୁ systems.. ପୁରା କଚରା କରିଦେଇଛନ୍ତି 😠😠

  • @ajitkumarbehera270
    @ajitkumarbehera270 3 ปีที่แล้ว

    Sir system ku privatisation kari dele kemiti huanta??? Aji ra date re contractual data entry operator 10000 ru 15000 salary pai paru nahanti. But one government employees sei kam kariba pain kete neuchi??? Ta hele ame bahut employees pai parante au kam bhi quick hei pariba. Agar hum 1 ke jagha 5 log rakh payenge ushi price me tow date ke date sayad nehi hoga.

  • @geniusboycreation2808
    @geniusboycreation2808 3 ปีที่แล้ว +3

    Awesome 😎

  • @dilipkumarmishra9404
    @dilipkumarmishra9404 3 ปีที่แล้ว

    Very nice....first design.....only 7day kam clear

  • @ranjanintrierdesign7541
    @ranjanintrierdesign7541 3 ปีที่แล้ว +1

    Bharat re nirdosho jell re doshi bahare shabu bhrasta

  • @mantiyadav9861
    @mantiyadav9861 3 ปีที่แล้ว

    🙏🙏🙏

  • @padamamuduli6929
    @padamamuduli6929 3 ปีที่แล้ว

    Good.actions

  • @ILovemyodishaa
    @ILovemyodishaa 3 ปีที่แล้ว +10

    If case become solved then income of advocates will b decreased

    • @lagguru8032
      @lagguru8032 3 ปีที่แล้ว

      advocates have no worry they will increase their fee accordingly
      it is called DEMAND AND SUPPLY RULE
      if advocate sees that the case is going to be solve quickly they will charge more

  • @surendradash5650
    @surendradash5650 3 ปีที่แล้ว

    ✔️✔️✔️✔️👍👍👍👍

  • @indranimishra3479
    @indranimishra3479 3 ปีที่แล้ว

    He pravu jay Jagannath 🙏🙏🙏🙏🙏

  • @charanpaleicharan1880
    @charanpaleicharan1880 3 ปีที่แล้ว +1

    Charan palei