ଅଫିସରଙ୍କ ଏଜେନ୍ସି ପ୍ରେମ, BMC ଭାସିଯାଉ ପଛେ | Odisha Reporter
ฝัง
- เผยแพร่เมื่อ 4 ต.ค. 2024
- ବର୍ଷ ବର୍ଷ ଧରି ବିଏମସିରେ ଗାଡ଼ି ଲଗେଇଥିଲେ । ଲକ୍ଷାଧିକ ଟଙ୍କା ବକେୟା ଥିବା ବେଳେ ଏବେ ନୂଆ ଏଜେନ୍ସିକୁ ଟେଣ୍ଡର ଦେଇଛନ୍ତି ବିଏମସି ଅଧିକାରୀ । ଯାହାକୁ ନେଇ ତାତିଛନ୍ତି ଗାଡ଼ି ମାଲିକ । ବିଏମସି ଅଧିକାରୀଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ବିଏମସି ଅଧିକାରୀ ନିଜ ପକେଟ୍ ଗରମ କରିବା ପାଇଁ ଆମ ଗାଡ଼ିକୁ ହଟାଇ ନୂଆ ଏଜେନ୍ସିକୁ ଟେଣ୍ଡର ଦେଇଛନ୍ତି ବୋଲି କହିଛନ୍ତି ସେମାନେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BMC #Driverowner #Protest #Bhubaneswar
Pc
Bjd pain ladhuthila