ସୁଭଦ୍ରାଙ୍କ ରଥରେ କାହିଁକି ରୁହନ୍ତି ଶ୍ରୀସୁଦର୍ଶନ ? ପଣ୍ଡିତ ସୌମ୍ୟରଞ୍ଜନ ପଣ୍ଡା | JAY JAGANNATH TV

แชร์
ฝัง
  • เผยแพร่เมื่อ 5 ก.ค. 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    TH-cam: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
    #carfestival #carfestivallive #rathayatra
  • บันเทิง

ความคิดเห็น • 15

  • @gitanjalimahakhuda6812
    @gitanjalimahakhuda6812 7 วันที่ผ่านมา +4

    ହେମୋକାଳିଆସୁନା ତୁମ ପଦ ଚରଣ ରେ ମୋର କୋଟି କୋଟି ପ୍ରଣାମ ହେ ମହାବାହୁ ଆମ୍ଭଙ୍କୁ ଶରଣ❤❤❤❤❤❤🎉🎉🎉🎉🎉🎉😂😂😂😂

  • @SamirSamantaray
    @SamirSamantaray 7 วันที่ผ่านมา +2

    କୋଟି କୋଟି ପ୍ରଣାମ ମଣିମା 🙏🙏

  • @manasmantry9610
    @manasmantry9610 7 วันที่ผ่านมา +1

    Jai shree jagannath Swami Nayana Patha gami bhaba tume Jai shree ram ji ki jai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @nabinbaisakha1454
    @nabinbaisakha1454 7 วันที่ผ่านมา +1

    ଜୟ ଜଗନ୍ନାଥ ମହାପ୍ରଭୁ

  • @Namisaraka-ml1wr
    @Namisaraka-ml1wr 7 วันที่ผ่านมา +1

    🙏🙏 Jay Jagannatha🙏🙏💐

  • @baidyanathsah8774
    @baidyanathsah8774 7 วันที่ผ่านมา

    जय जगन्नाथ महाप्रभु 🙏🎈🙏🎉🙏🌹🙏❤️🙏💐
    जय माँ सुभद्रा 🙏💐🙏❤️🙏🌹🙏🎉🙏🎈
    जय बलराम स्वामी 🙏🎈🙏🎉🙏🌹🙏❤️🙏💐

  • @user-ph9ve2ez8i
    @user-ph9ve2ez8i 7 วันที่ผ่านมา

    जय जगन्नाथ महाप्रभु जी 🙏🌹🙏🇮🇳☺️

  • @dheerajmalviya354
    @dheerajmalviya354 7 วันที่ผ่านมา

    jai shree jagat ke nath jagannath maha prabhu ki jai🌹🌷🪔🙏🙏🪔🌷🌹

  • @biswanathchoudhury5362
    @biswanathchoudhury5362 7 วันที่ผ่านมา

    Jay jagannath Swami

  • @rabinarayanbehera7073
    @rabinarayanbehera7073 7 วันที่ผ่านมา

    JAY jagannath

  • @bishnupriya1391
    @bishnupriya1391 7 วันที่ผ่านมา

    Jay Jagannath 🙏🙏🙏🙏🙏🙏🙏

  • @upscheaven
    @upscheaven 7 วันที่ผ่านมา

    Jay jagannath

  • @educationsonali3443
    @educationsonali3443 7 วันที่ผ่านมา

    Jay jay shree Jagannath 🙏🙏🙏🙏

  • @gopalkrishnan8643
    @gopalkrishnan8643 7 วันที่ผ่านมา

    ജയ് ജഗന്നാഥ് സ്വാമി 🙏🙏🙏

  • @ChandrakantaBehera-in9gr
    @ChandrakantaBehera-in9gr 7 วันที่ผ่านมา

    🕉️☸️🚩🔔🪔🐚🍌🥥💐🌺🌷🙏💐🌺🌷🦅💐🌺🙏💐🌺🦁💐🌺🌷🙏💐🌺🐀💐🌺🌷💐🌺🦉💐🌺OM JAY SHREE JAGANNATH SWAMI NAYANA PATHA GAMI BHABA TUME BHABA 🌺🙏🌷🌺💐