ଗୁରୁ ମାନେ ବି ଗୁରୁ କରିବେ ଏମିତି ଜଣେ କୀର୍ତ୍ତନ ଗାୟିକା || Sabitri Mahanand || ନୂଆଗାଁ || Interview
ฝัง
- เผยแพร่เมื่อ 6 ก.พ. 2025
- ଗୁରୁ ମାନେ ବି ଗୁରୁ କରିବେ ଏମିତି ଜଣେ କୀର୍ତ୍ତନ ଗାୟିକା || Sabitri Mahanand || ନୂଆଗାଁ || Interview
#jr_sushant_vlogs
#sabitri_mahanand_kirtan
#nuagaon_ladies_kirtan
#viral_ladies_kirtan
#dhama_kirtan
#ladies_kirtan_nuagaon
#sambalpur_kirtan
#Interview_sabitri_mahanand
Contact For Kirtan - 9124981792
ଆମ ସହିତ ଯୋଗାଯୋଗ କରନ୍ତୁ 👇👇👇👇👇👇
jr sushant vlogs - 9937783412
ବହୁତ୍ ସୁନ୍ଦର୍ ବଢ଼ିଆ ଗାଉଛନ୍, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ,ଜୟ ମାଁ ସମଲେଇ, ଧନ୍ୟବାଦ୍
ସୁନ୍ଦର ଗାୟିକା, ସୁନ୍ଦର କଣ୍ଠ, ସୁନ୍ଦର ଭଜନ, ରାଧେ କୃଷ୍ଣ 🙏ରାଧେ କୃଷ୍ଣ 🙏🙏
ଶୁସାନ୍ତ ଆଜ୍ଞା ଆପଣଙ୍କୁ କୋଟି ନମସ୍କାର ବହୁତ ସୁନ୍ଦର ଇଣ୍ଟରଭିୟୁ ବହୁତ ବହୁତ ଧନ୍ୟବାଦ କିନ୍ତୁ ଏନ୍ତା ଲେଜେଣ୍ଟ କଳାକାର ମାନଙ୍କର ଇଣ୍ଟରଭିୟୂ କମ ସେ କମ ୧ ଘଣ୍ଟା ହେବାର ଥିଲା🙏
Harijan samaja ra kirtan❤❤❤
ବହୁତ ସୁନ୍ଦର ଗୀତ(କୀର୍ତନ) ଗାଉଛନ ସାବୀତ୍ରୀ ଦିଦି ଭଗବାନ ତୁମର ମଙ୍ଗଲ କରନ୍ତୁ ।
ଅନ୍ୟ କୀର୍ତ୍ତନ ଗାୟିକା ଭଉଣୀ ମାନେ ଏହି ଗୀତ ଅନୁସରଣ କରନ୍ତୁ।
🌅ବହୁତ ସୁନ୍ଦର କଣ୍ଠ ଓ ସ୍ବର ରେ ଗାଉଛନ୍ତି , କୋଟି କୋଟି ପ୍ରଣାମ ମାଆ ଆପଣଙ୍କର ଯେ କୀର୍ତ୍ତନ ଗୀତ ଶୁଣି ଆଖିରୁ ଖୁସିର ଲୁହ ଆସିଗଲା ମା ,ବହୁତ ସୁନ୍ଦର ଲାଗିଲା। ଭଗବାନଙ୍କର ଆର୍ଶୀବାଦ ଓ ମାଁ ସରସ୍ଵତୀ ଙ୍କର ବିଦ୍ୟା ସର୍ବଦା ରହୁ 🙏🏹🌅ଜୟ ଶ୍ରୀ ରାମ 🙏ଜୟ ଜଗନ୍ନାଥ 🙏 ଜୟ ମାଁ ସମଲେଶ୍ଵରୀ 🙏ଜୟ ମାଁ ମାଣିକେଶ୍ବରୀ🙏 ଜୟ ହନୁମାନ କି ଜୟ ହୋ🙏🙏🙏🙏🙏🙏🙏🙏🔱🔱🔱🐚🐚🐚🌺🌺🌺🕯️🕯️🕯️
ଇଟା ତ ଓଡ଼ିଆ ଅସ୍ମିତା.।.... Old is Gold.। ରାଧେ ରାଧେ.. 💐💐
Thanks TH-camr bhai.... ସାବିତ୍ରୀ ଭଉଣୀ ଧନ୍ୟବାଦ! ପ୍ରକୃତ ରେ ତମର କଣ୍ଠ ରେ ମହୁ ଝରୁଛେ, ତମର ଗୀତ ରେ ଭାବ, ଭକ୍ତି, ରାଗ, ରସ ସବୁ ପ୍ରକାର ସୌନ୍ଦର୍ଯ୍ୟ ଭରି ରହିଛେ ଆଉ ପ୍ରକୃତ କୀର୍ତନ ତମରନୁ ଦେଖବାରକେ ସୁନଵାର କେ ମିଲୁଛେ ଇ ପ୍ରକାର କୀର୍ତନ ସବୁବେଳେ ସମସ୍ତଙ୍କର ନୁ ଦେଖବାରକେ ସୁନଵାରକେ ମିଲୁ....... ଧନ୍ୟବାଦ ସାବିତ୍ରୀ ଭଉଣୀ ଜୟ କଳା ଜୟ କୀର୍ତନ ଜୟ ଓଡିଶା 👍👍👍👍👍👍👍🙏🙏🙏🙏🙏🙏🙏🙏
Bahut badhia kirtan karanti
No 1 gayika shushant sir
❤❤❤ ଭକ୍ତି ପ୍ରେମ ଆଉ ଅଭିଗ୍ୟତା ର ପୁରା ପୁରି ଜୀବନ୍ତ ଉଦାହରଣ ।।। ମାଁ ତୁମଙ୍କୁ ପ୍ରଣାମ 😊🙏🏻 ବହୁତ ସୁନ୍ଦର କଂଣ୍ଠ ଭଗବାନ ତୁମର ମଙ୍ଗଳ କରୁନ।। ରାଧେ ରାଧେ 🙏🏻 ଜୟ ଶ୍ରୀ କ୍ରିଷ୍ଣା
ଗୀତ ସୁନି କରି ଦେହେ ଶୀତେଇ ଯିବା
ବହୁତ୍ ସୁନ୍ଦର୍ ଗୀତ ଆଉ କୀର୍ତ୍ତନ ବି ହେଶି ମୁଇଁ ଦେଖିଛେଁ ❤❤❤
Bahut bhal gauchan didi🎉🎉🎉🎉
Ita k kahesan kirtan.Ati sundar .
ବହୁତ ଭଲ ଗାଉଛନ ❤ ଭଗବାନ ଶ୍ରୀକୃଷ୍ଣ ଭଲଭାବରେ ରଖି ଥାଉ ❤
ବ ହୁତ ସୁନ୍ଦର ବଡ଼ମା ତୁମର କଣ୍ଟ
ଗୁରୁ ମାଁ ଜୁହାର 🙏🙏🙏
ସୁନ୍ଦର ଗାଉଛନ୍ତି ମା 👍
Bahut sundar eta ni kirtan
ଅତି ସୁନ୍ଦର
Guru maa🙏🙏🙏juhar
Bahut bhal laguchhe
Bahut sumadhura kantha
ଗାୟିକା ଭ ଉଣୀଙ୍କ ସୁନ୍ଦର କୀର୍ତ୍ତନ ହେଉଛେ। ଭଗବାନ ତାଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ। ଜୟ ଜଗନ୍ନାଥ 🎉🎉
Ati sundar gurumaa nice voice
ସାବିତ୍ରୀ ନାନି ବହୁତ ସୁନ୍ଦର ଗାଉଛନ
ବହୁତ ବହୁତ ଧନ୍ୟବାଦ କଳାକାରଙ୍କୁ ପ୍ରକୃତ ରେ ଏପରି କୀର୍ତନ ଗାୟନ ହେବା କଥା କିନ୍ତୁ ଏବେ ଏପରି ଶିକ୍ଷାକରି ନକରି ପାରିବାରୁ କୀର୍ତ୍ତନଙ୍କୁ ବିକଳାଙ୍ଗ କରୁ ଛନ୍ତି ଧନ୍ୟବାଦ
ସବେତ୍ରୀ ମହାନନ୍ଦ ପ୍ରକୃତ ରେ ଜଣେ କୀର୍ତନ ଗାୟିକା... ତାଙ୍କର ଗୀତ ରୁ ସ୍ପଷ୍ଟ ଜଣା ପଡୁଛେ ତାଙ୍କର ଭକ୍ତି. ଆରୁ ନମ୍ରତା.. ବର୍ତମାନ ଯେନ ମହିଳା ମାନେ କୀର୍ତନ କରୁଛନ ନାଁ ଭକ୍ତି ନାଁ ନମ୍ରତା
E mor didi nu sabu cast ra lok mane Sikh bar katha ❤
Bahuta sundara kirtana gauchanti bhagabana tankara mangala karantu
Bahut sundar gaika Savitri mohanand
ପୁରା ଟପ ଗୀତ ନମ୍ବର ଔନ
ମାଁ ସରସ୍ଵତୀ ସାକ୍ଷାତ ସାବିତ୍ରୀ ନାନୀ ଙ୍କର କଣ୍ଠରେ ବିରାଜମାନ ଅଛନ 🙏🙏🙏
aapankar e saadhanaa, bhagwan nkar prati bhakti bhaav ra gitaa ku koti koti pranam, namaskar 🙏
Best super 😮
Radhe radhe 🙏 guru maa
Thanks u so much Sushant sir for your valuable work with different Artists.
ବଣ ମାଳି କୁ ସହର ଆଣି ଥୀବାରୁ ଧନ୍ୟବାଦ ଗାୟିକା ମା କୁ 🙏🏻ବହୁତ ସୁନ୍ଦର
ଭାନୁମତି ସେଠ୍, ସୁନୀତା ସାହୁ ଆସ , ଗୁରୁ କର
❤❤saroj ଭାଈ ମୋର ମନର କଥା କହିଦେଲ❤❤❤ ❤❤❤ତୁମେ ପ୍ରକୃତ ରେ କୀର୍ତ୍ତନ ଭକ୍ତ ଟେ 🎉
@@chandrahasyasahu7985Prakut re Kirtan gita enta hebar katha 🙏🙏
Right
@@chandrahasyasahu7985 Jay Shree Krishna
@@maatorkaruna Jay Shree Krishna
Bahut sundar song ❤
କି ସୁନ୍ଦର କଣ୍ଠ ସ୍ବର ଏହା ଐଶ୍ୱରିକ ଶକ୍ତି ବିନା ସମ୍ଭବ ନୁହେଁ ରାଧେ ରାଧେ
No 1
Bahutsundra
କୋଟି କୋଟି ପ୍ରଣାମ 🙏 🙏 🙏
ବହୁତ୍ ସୁନ୍ଦର କଣ୍ଠ
Very good kirtan singer.
Bahut badhiya lagla bahut Sundar 🙏
Jete bi kirtan gayika achhan... Sabu nu apanankar kantha kichhi algaa laagla guru maa ..... Radhe radhe ❤❤❤❤❤
Prakut Kirtan gita emankar nu sikha ❤❤❤🙏🙏🙏🙏
Kantho bhal achhe go maa
RADHE RADHE 🙏maa 🙏
Bahut sundar sang
Ati sundar eta k kahisan Prem kiratan Radhe Radhe 🙏🙏🙏
Maa Kara great voice ❤❤
Bahut Sundar kirtan gita Didi gau6n Very Nice Voice
Bahut sundar paribesan enta kirtan hebar katha bhai mane, ati sundar
Bahut badhiya laguche God-given 🎉
Guru sabitri nani mor namaskar bhagabanankara Daya heu emiti sunder sunder ragar Gita au kahani prachar Karu thaun
Bahut badhiya gauchha didi❤
Bahud badhia. Nani mui tumar sange bahud mandali nachichhen juhar
Very nice and❤❤❤ Pranaam maa namaskar
ବହୁତ ସୁନ୍ଦର ଗୀତ
ଅଜିପ୍ରଜନ୍ତ୍ ଏମିତି ଗୀତ କେନ୍ସି କୀର୍ତ୍ତନ ପାର୍ଟି
ଅନ୍ତା ଗୀତ ନାଇ ଗାଇବାର
ଦିଦି ନୁ ଆସୁନ କୀର୍ତ୍ତନ କର୍ଶନ ଯେ ଶିଖ
କହାରିର ଗୀତକୁ ନାଇ ଗାଇବାର୍ ଦିଦି ନିଜ
ଗୁରୁଙ୍କ ଗୀତ ଆଉ ନିଜର ଗୀତ ଗାଉଛନ
ବହୁତ୍ ସୁନ୍ଦର୍ ଭାବେ ଗଉଛନ ଇଟା କେ କହେଶନ କୀର୍ତ୍ତନ ।।ରାଧେ ରାଧେ
Mind blowing voice & song
Thanks for your good information madam.
Very nice song
Bahut bahut sundar kirtan
Didi bahut sundar gauchhan
ବହୁତ୍ ସୁନ୍ଦର୍ ପ୍ରକୃତରେ ବନ ମଲ୍ଲି
Sweet tone ❤
Jr ସୁଶାନ୍ତ ଭାଈ ❤❤ ସୁନୀତା କେ ଆଉ ❤ରୁ ରୁ ରୁ ଗୀତ ଗାଈ କାଏ ପାଣ୍ଡେ ,🎉କେ କହିଦେବ ❤❤ଇ ମାଁ କେ ଗୁରୁ କରିବେ ❤ ବାହାକ କିଏ ତାହା କେ ଟିକେ ଡାକ❤🎉🎉🎉🎉
ବହୁତ ସୁନ୍ଦର ଗାଉଛନ ଇଟାକେ କହେ ସନ କ୍ରିତନ୍ ଗାଇକା🎉🎉🎉🎉
Bahut sundar gaucha ❤❤❤❤mama
ଜୟଜଗାକାଳିଆ ତୁମକୁ ଆହୁରି ସତଗତୀ ଦିଅନ୍ତି ଭଗଵାନ ତୁମରିକଳାକୁ
ବହୁତ ସୁନ୍ଦର ଦିଦି
ବହୁତ ସୁନ୍ଦର ଏନ୍ତା ଗୀତ ସବୁ ଦିଲ କୁ ଛୁଇଁ ଯାଇସି
Very good Nani🎉🎉🎉❤❤❤❤❤
Bahut badhia nani
Odishi chhanda Geeta bahut sundar voice
ସୁନ୍ଦର ଗାୟକ ସୁନ୍ଦର ଗାଉଛନ୍ 🌹🌹
it ta kahesan kirtan gahak bahut badhia singer
Real gayak ant.
Maa nkar Gita super
Bahut sundar maa❤❤ juhar...e bayasare ete sundar voice..selute maa🙏🙏
Badhia 🙏🙏👌👍
ସୁନ୍ଦର କଣ୍ଠ
Sab se great 1
Bahut Sundar kanthasvara badhiya bhajan Gaon Chand Savitri didi Radhe Radhe
ଆପଣଙ୍କୁ ସେଳୁଟ ସାବିତ୍ରୀ ମହାନନ୍ଦ ଦି ଦୀ ଅତି ସୁନ୍ଦର ଗିତ ଗାଇଛନ୍ତି
ବହୁତ ସୁନ୍ଦର କଣ୍ଠ ଆଗକୁ ଏମିତି ଆପଣଙ୍କର ସୁମଧୁର କଣ୍ଠ ରେ ଲୋକଙ୍କୁ ବାନ୍ଧି ରଖିଥାନ୍ତୁl
Medam nku ବହୁତ ବହୁତ ଧନ୍ୟବାଦ୍ ଏଭଳି ଗୀତ ଗାଇଥିବାରୁ ଆଜି। ଯେଉଁ ମାନେ
କୀର୍ତ୍ତନ କୁ ବିକଳାଙ୍ଗ କରୁଛନ୍ତି ସେମାନଙ୍କୁ medam କିଛି ଶିକ୍ଷା ଦିଅନ୍ତୁ।
So melodious voice madam
Bahut sundar
🙏🙏🙏, ମା
Old is gold ଆଏ Dada 🎉🎉
Nice vioce ❤❤❤❤
ଓଡ଼ିଶାରେ ଯେତେ ବି କୀର୍ତ୍ତନ ଗାୟିକା ଅଛନ୍ତି ଏୟାଙ୍କଠୁ ଶିଖିବା ଉଚିତ 🙏🙏🙏🙏
Bahut sundar gita maa
Bahut sundar, dhanyabaad, namaskar.