Govt Quarter Of Ex-MLA Pranab Prakash Das Demolished, Discussion With Former Administrative Official

แชร์
ฝัง
  • เผยแพร่เมื่อ 21 ส.ค. 2024
  • discussion on the demolition of the government quarter belonging to former MLA Pranab Prakash Das. Hear insights from a former administrative official on the reasons and implications of this development
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews #GovtQuarter #PranabPrakashDas #BJD

ความคิดเห็น • 160

  • @prakashmahapatra2182
    @prakashmahapatra2182 หลายเดือนก่อน +22

    ସରକାର କଣପାଇଁ ନିରବ ରହୁଛନ୍ତି. ଅନୁରୋଧ ଶୀଘ୍ର ଉଚିତ ପଦକ୍ଷେପ ନିଅନ୍ତୁ. ଏତିକି ଆଶା.

  • @user-or9zg7kb7m
    @user-or9zg7kb7m หลายเดือนก่อน +42

    ମୋର ଆଜିବି ଶାସନ ବ୍ୟବସ୍ତା ଉପରେ ସନ୍ଦେହ ହେଉଛି
    ଜଣେ ସାଧାରଣ ଲୋକ ଯିଏ ସରକାର ଙ୍କ ସମ୍ପତି କୁ ନଷ୍ଟ କରିଚାଲିଛି ତା ବିରୁଦ୍ଧରେ ଆଲୋଚନା ଚାଲୁଛି ପଦକ୍ଷେପ କେବେ ନବ
    କଣ ସେ ସବୁ ଭାଙ୍ଗି ପ୍ରମାଣ ନଷ୍ଟ କରିସାରିବା ପରେ
    ଧନ୍ୟରେ ସରକାର ଧନ୍ୟ ତୁମ ପାଦକୁ ଜୁହାର 🙏🙏🙏🙏🙏

  • @RanjanKumar-mx1ki
    @RanjanKumar-mx1ki หลายเดือนก่อน +55

    ବବି ଦାସ ନାଁ ରେ ତୁରନ୍ତ କେସ କରାଯାଉ ଓ GA Dept ର କିଛି ଯନ୍ତ୍ରୀ ଙ୍କୁ ବନ୍ଧା ଯାଉ

    • @factsunloaded4808
      @factsunloaded4808 หลายเดือนก่อน +2

      Yeh parjanta sabu paisa Tamil nadu shift hei saribani 🎉

    • @user-yr1hq5ei7d
      @user-yr1hq5ei7d หลายเดือนก่อน

      Pandia. Ku. Arrest. Kara. Jau. Plis. Sabse. Satya. Dhara. Padiba.

  • @laxmidharapanda6086
    @laxmidharapanda6086 หลายเดือนก่อน +20

    ଅତି ସିଆଣିଆ ବବି କହୁଛି କ୍ଵାଟର ପାଇଥିବା ବେଳେ ଯେମିତି ଥିଲା ସେମିତି ଅବସ୍ଥାରେ ସରକାରଙ୍କୁ ଫେରାଇବ ! ଠିକ କଥା ! ତୁ ଯେତେବେଳେ ପ୍ରଥମେ ବିଧାୟକ ହୋଇ ଆସିଥିଲୁ ତୋ ଅବସ୍ଥା ଯେମିତି ଥିଲା ଓ ତୋର ସମ୍ପତ୍ତି ଯେତିକି ଥିଲା ହାରିଗଲା ପରେ ଏବେ ଠିକ ସେହି ଅବସ୍ଥା ଓ ସେତିକି ସମ୍ପତ୍ତିଧରି ଘରକୁ ଫେରିଯା ! ଯଦି ଅଶୋକଦାସଙ୍କ ଅସଲି ପୁଅ ହୋଇଥିବୁ ଅଧିକ ସମ୍ପତ୍ତିକୁ ନଷ୍ଟକରି ଘରକୁ ଫେରିବୁ !

  • @pranaya3971
    @pranaya3971 หลายเดือนก่อน +21

    PWD ଏବଂ civil engineering କୁ
    ଆଗ ଧରିକି ଜେଲ ପୁରାଣ।

    • @factsunloaded4808
      @factsunloaded4808 หลายเดือนก่อน +2

      Private contractor banei thibe...e bhaliya ama tax payer paisa hariloot kari nije luxury life lead karuthile yeh bjd waala🎉

    • @DurgaRout-j1s
      @DurgaRout-j1s หลายเดือนก่อน +1

      Absolute true😅😅😅

  • @benudharpradhan4323
    @benudharpradhan4323 หลายเดือนก่อน +5

    Bobby ଦାସ, ଭାବୁଛି ସେ ଘର. ତାଙ୍କ ପୈତୃକ ସମ୍ପତି ଭାବୁଛି. ତା ଉପରେ ଶୀଘ୍ର action ନିଆ ଜାଉ. Bobby ଦାସ ର ସବୁ ସମ୍ପତି ବ୍ୟଜପ୍ତି କରାଯାଉ. ନୂଆ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କୁ ଅନୁରୋଧ କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ.

  • @JogeswarMajhi-lt7hj
    @JogeswarMajhi-lt7hj หลายเดือนก่อน +3

    ଏପରି ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା କୁ ସରକାର ହାଲକା ଭାବେ ନିଅନ୍ତୁ ନାହିଁ,, ନ ହେଲେ ଲୋକଙ୍କ ଆସ୍ଥା ତୁଟିଯିବ।

  • @abanipradhan
    @abanipradhan หลายเดือนก่อน +11

    ନୂଆ ସରକାର କରୀ ଆମେ ଭୁଲ୍ କରିଦେଇଚେ କି,,,, ତୁମେ ଖାଇଲ ଆମେ ଖାଇବୁ କେହି କିଛି କହିବା ନାହିଁ,, ସେମିତି ଲାଗୁଛି ଏମିତି ଦେଖି,,,,,, ଏଇ ଗୋଟିଏ news ନୂଆ ସରକାର କୁ ତଳେ ପକେଇ ଦେବ 😂😂😂😂ଜୟ ଜଗନ୍ନାଥ🙏🙏🙏🙏🙏🙏

  • @ArunDas-hc5zz
    @ArunDas-hc5zz หลายเดือนก่อน +3

    ଏଇଟା ସରକାରୀ ଘର ନା ପୈତୃକ ସଂପତ୍ତି ,ନିର୍ମାଣ ହୋଇଛି,ଯେଉଁ ଭାବରେ ହେଉ।ଭାଙ୍ଗିବାର ଅଧିକାର ବବି କୁ ଦେଲା କିଏ? ତୁରନ୍ତ ଆଇନ ଗତ କର୍ଯ୍ୟାନୁସ୍ଥାନ ନିଆ ଯାଉ ଓ ଅସୁଲ କରାଯାଉ ।

  • @bapujibandhupattnaik3119
    @bapujibandhupattnaik3119 หลายเดือนก่อน +18

    ଚୋର ସରକାର ଥିଲା.

  • @pratapjena1193
    @pratapjena1193 หลายเดือนก่อน +8

    ଓଡ଼ିଶାର ଟଙ୍କା କୁ ଏହି ଡକାୟତ ମାନେ ସବୁ ଲୁଟ୍ କରି ରାଜସୁଖ କରୁଥିଲେ

  • @ManjariManjari-p6f
    @ManjariManjari-p6f หลายเดือนก่อน +8

    Action should be taken present Director of Estate.

  • @jagannathmishra5300
    @jagannathmishra5300 หลายเดือนก่อน +5

    ସରକାର ଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି।

  • @PrativaMohanty-in1ti
    @PrativaMohanty-in1ti หลายเดือนก่อน +7

    GA dept is accountable for this

  • @maheswarjena8845
    @maheswarjena8845 หลายเดือนก่อน +3

    Right sir

  • @Das14391
    @Das14391 หลายเดือนก่อน +2

    ମୋହନ ସରକାର କଣ ସୋଇଛନ୍ତି ଲଜ୍ୟା ଲଜ୍ୟା ଆକ୍ସନ କଣ ପାଇଁ ନାହିଁ

  • @abhiramsahoo5642
    @abhiramsahoo5642 หลายเดือนก่อน

    ନୂଆ ସରକାର କଣ କିଛି ଦେଖିପାରୁନାହାନ୍ତି ? ବଡବଡ କଥା,ହେଲେ କାମରେ ନୁହନ୍ତି ! ଏ ନୂଆ ସରକାର ଅନଭିଜ୍ଞ ବା ଭିତରେ ଏବେ ବି କୋଳାକୋଳି ନୀତିରେ ସବୁ ଦେଖି ଶୁଣି ଚୁପ୍ ରହୁଛି ! ଏପର୍ଯ୍ଯନ୍ତ ବ୍ଯୁରୋକ୍ରାଟ୍ ବଦଳିଲେନି ! ମୁଖ୍ଯ ଶାସନସଚିବ ସ୍ଥିର ହୋଇପାରୁନି ! ଏ କି ପ୍ରକାର ଉନ୍ନତି କରିବେ ?

  • @himansupatra9717
    @himansupatra9717 หลายเดือนก่อน

    ଏହି ସାମ୍ବାଦିକ ସବୁ ଜlନତl ପରି ଗାଉଚି. ଟିକେ ଧର୍ଯ୍ଯ ଧରି ତାଙ୍କ କଥା ଶୁଣିବା ହେଉ

  • @user-vv2ic7be3e
    @user-vv2ic7be3e หลายเดือนก่อน +5

    ପାଣିପାଗ ଖବର ପ୍ରସାରଣ କର ତଳି ପଡ଼ିବ ଜୁଲାଇ ରେ ରୁଆ ହେବ ଏ ଖବର ରେ କଣ ମିଳିବ

  • @gupteswarmajhi2835
    @gupteswarmajhi2835 หลายเดือนก่อน

    Should be arrest, govt should file case...

  • @kunalmajhi342
    @kunalmajhi342 หลายเดือนก่อน

    I agree with you sir

  • @sachitrakumardash8485
    @sachitrakumardash8485 หลายเดือนก่อน

    Cm sir nku request strictly action niajau

  • @jtvodiaentertainment5879
    @jtvodiaentertainment5879 หลายเดือนก่อน +6

    ସହଦେବ ସାହୁ ଙ୍କୁ ପଚାରିଲେ କଣ ହେବ। ବର୍ତ୍ତମାନ ଅଫିସର ଙ୍କୁ ପଚାର

  • @spsproduction8514
    @spsproduction8514 หลายเดือนก่อน

    Very job

  • @Business-inodia
    @Business-inodia หลายเดือนก่อน +1

    Sir Odisha re kichhi Act nahi.If we done Naveen Patnaik Jindabad & Pandyan Jindabad any body can do anything No CBI & No ED will not do anything.We have seen this since 25 years.
    Why Naveen Patnaik not speak anything.

  • @narottambarik1637
    @narottambarik1637 หลายเดือนก่อน

    Quick action... please

  • @trilochanpatnaik6321
    @trilochanpatnaik6321 หลายเดือนก่อน

    BJD ଦଳରେ all are ଡ଼କାୟତ ପରି ଲାଗୁଛି।

  • @prasannakumarnayak2278
    @prasannakumarnayak2278 หลายเดือนก่อน

    GA ଅଧିକାରୀ ଅତି ନିର୍ଲଜ ଭାବେ କହୁଛନ୍ତି ବେଆଇନି ନିର୍ମାଣ ହୋଇନି,,, ତୁରନ୍ତ ସେ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ.

  • @user-si7ej5dn9z
    @user-si7ej5dn9z หลายเดือนก่อน

    Good action in BB D

  • @user-lf2ti2vq8t
    @user-lf2ti2vq8t หลายเดือนก่อน +2

    Nua sarkar janiiparunhanti bodhe ki kana karajiba public matileni jaldi actions nia

  • @pranaya3971
    @pranaya3971 หลายเดือนก่อน +11

    ବବି ଦାସ ଶଳା କୁକୁର ଖଣି ଖାଦାନ କୁ ବି ଖାଇଛି, ସେ ଶଳା ଟି ସେଠି ଝିଅ ମାନକୁ ନେଇ ତାଙ୍କ ସହ ରାସଲୀଳା କରୁଥିଲା।

    • @factsunloaded4808
      @factsunloaded4808 หลายเดือนก่อน +1

      Ur right..seitha bade seithi pai use hau thiba... 😂

    • @PathashalaClass
      @PathashalaClass หลายเดือนก่อน +1

      Ram Rahim

    • @user-yr1hq5ei7d
      @user-yr1hq5ei7d หลายเดือนก่อน

      Samaghea. Ghea. Manaku. Darkar. Padila. Raaf. Kari. Maridaithiba. Taku. Bishas. Nahi. Sakhani. Sig. Kara. Jau.

    • @niharranjannayak7534
      @niharranjannayak7534 หลายเดือนก่อน

      ସରକାରଙ୍କ ଜାଗା ରେ ଯଦି କୌଣସି company donation ଭାବରେ ବବି ବାବୁ ଙ୍କୁ ଦେଇଥିଲେ ସେତେବେଳେ ବବି ବାବୁ କ'ଣ ବେସରକାରୀ ଲୋକ ଥିଲେ, ସରକାରୀ ଜମି ଓ ବବି ବାବୁ ସରକାର ଥିଲେ, ତେଣୁ ଏ ସମ୍ପତ୍ତି ସରକାରଙ୍କ ର ,ସେ plot ରୁ ଗୋଟିଏ ଫୁଲ କୁଣ୍ଡ ଉଠାଇ ଲେ ଭୁଲ, ଏ ସୁନ୍ଦର ଘରକୁ ଭାଙ୍ଗି ବା ବେ ଆଇନ କାରଣ ଏହା ସରକାର ଙ୍କର ଅଟେ

  • @KailashChandraDash-ug9mx
    @KailashChandraDash-ug9mx หลายเดือนก่อน

    Right kahuchonti a bidhyak sir

  • @chandrapanda7222
    @chandrapanda7222 หลายเดือนก่อน

    24 ବର୍ଷ ତଳେ ପ୍ରଥମେ ନବୀନ ବାବୁ ଓଡିଶା ର ମୁଖ୍ୟମନ୍ତ୍ରୀ ହୋଇ କଂଗ୍ରେସ ଠାରୁ ଯେଉଁ ପ୍ରକାର ଓଡିଶା ପରିସ୍ଥିତି ରେ ଦାୟିତ୍ୱ ନେଇ ଥିଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲା ବେଳେ ତାଙ୍କ ସରକାର ଅମଳ ରେ ଓଡିଶା ବାସି ଙ୍କ ପାଇଁ ଯେତିକି ଯୋଜନା କରି ଥିଲେ ସେ ଗୁଡିକୁ ସେ ପ୍ରତିହାର କରି ରାଜ୍ୟପାଳ ଙ୍କୁ ଇସ୍ତଫା ଦେଇ ଥିଲେ କି?

  • @balakrushnarath4854
    @balakrushnarath4854 หลายเดือนก่อน

    ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇ ପାରିଥାନ୍ତା... ହଜାରେ ଲୋକ ଉପକୃତ ହୋଇପାରିଥାନ୍ତେ..... ଆରେ ସରକାରୀ ସମ୍ପତି ଅର୍ଥ ଏଇସବୁ ଓଡିଶା ର.... ମୋହନ sir ମୁକ ବଧିର ହୋଇଗଲେ କି? ନା ପାଣ୍ଡିଆ କୁ ଡରିଗଲେ..... ଆରେ ସରକାରୀ ଘର ଭାଙ୍ଗିଥିବା ସମସ୍ତଙ୍କୁ ଫାସୀ ଦେବା କଥା

  • @kunalmajhi342
    @kunalmajhi342 หลายเดือนก่อน +1

    This work out of law

  • @pitabasasamantaray7410
    @pitabasasamantaray7410 หลายเดือนก่อน

    ଆଉ ବାଳ ଅଛି ଯେ ଖାଇବ ସୁନୁ ପାମ୍ପୁଡ଼ି

  • @manasranjanbarik9011
    @manasranjanbarik9011 หลายเดือนก่อน

    Please new CM action for Babi das

  • @sandeepbiswal5767
    @sandeepbiswal5767 หลายเดือนก่อน

    Pranab Prakash Das should be jailed...Who has given permission to modify so much and with whose money this things are constructed and why today its being demolished.

  • @chakradharmahanta6131
    @chakradharmahanta6131 หลายเดือนก่อน +6

    Baby das chora ta

  • @SurendraSahu-ri1eo
    @SurendraSahu-ri1eo หลายเดือนก่อน

    Pranb. Prakash das ku. Arrest. Karajao

  • @brahmacharimalik2095
    @brahmacharimalik2095 หลายเดือนก่อน +1

    ମୋତେ ପଇସା ଦେଇଥିଲେ ମୁଁ ଅନାଥ ଆଶ୍ରମ କରିଥାନ୍ତି

  • @PravatSahoo-ch3pc
    @PravatSahoo-ch3pc หลายเดือนก่อน +1

    Ravi babu apan khusi ta 🤣😂🧟👈

  • @apun2578
    @apun2578 หลายเดือนก่อน

    Bobby Bhai Jindabad 🙏 Ame tama sangerey achu

  • @MamaliSamal-ob2cj
    @MamaliSamal-ob2cj หลายเดือนก่อน

    ସୁବୁ ଏଠି ଆମ ସାଧାରଣ ଲୋକଙ୍କସହ ଖେଳୁଛନ୍ତି News ବାଲା ଯାଇଥିଲ କୁଡେ ଆଗରୁ,,କାର ଝିଅ ପଳେଇଲା କାର ବହୁ ପଳେଇଲା ଏହିସବୁ ଦେଖେଇବାକୁ,,ନେତା ମନ୍ତ୍ରୀଙ୍କ ପାଖରୁ ଟଙ୍କା ଖାଉଚ ତାଙ୍କର ଗୁମର ଲୁଚେଇ ବାକୁ ଏବେ କଣ BJD ଦେଲା ନହିଁ କି ଓହ ଏବେଠାରୁ BJP ର ଗୁଣ ଗାଉଚ,, ସାଧାରଣ ଲୋକ ମାନଙ୍କୁ ବୁକା ବନେଚ ଚୋର ଭଗବାନ୍ କେବେ ବି ଛାଡିବେନି ତୁମ ମାନଙ୍କୁ ମାଟି ତଳେ ଘର ବନାଓ କି ମଙ୍ଗଳ ଗ୍ରହରେ କେବେ ଆମର ହେଇଯବନି,,ଏତେ ଲେଭ କଣ ପାଇଁ,,🙄👎👎🙏⭕‼️⭕

  • @nitisavlog7904
    @nitisavlog7904 หลายเดือนก่อน +1

    Total odisha lokanka tarafru case karajau

  • @user-vv2ic7be3e
    @user-vv2ic7be3e หลายเดือนก่อน +2

    ପିଆଜ ଆଳୁ ବିଲାତି ବାଇଗଣ କେତେ ଡର ହେଲା କୁହ

    • @user-yr1hq5ei7d
      @user-yr1hq5ei7d หลายเดือนก่อน

      Tu. Maghea. Badha. Chua. Kauthi. Thilu. Kahilu. Hata. Majhira. Brama. Gyana. Puarauchu.

  • @user-vv2ic7be3e
    @user-vv2ic7be3e หลายเดือนก่อน

    ପରିବା ଦାମ୍ କେବେ କମିବ କୁହ ବାଜ୍ୟ ଖବର ପ୍ରସାରଣ କରୁଛନ୍ତି

    • @pankajvlogs3864
      @pankajvlogs3864 หลายเดือนก่อน

      ଚାଷ କରି ଖାଅ

    • @factsunloaded4808
      @factsunloaded4808 หลายเดือนก่อน

      ​@@pankajvlogs3864thik kahila bhai...free re khaibar adat hei galani ama loka manaku

  • @narayandalai8414
    @narayandalai8414 หลายเดือนก่อน

    action niajau

  • @user-lg9we9jr2m
    @user-lg9we9jr2m หลายเดือนก่อน +2

    Rabi das ku daka

    • @prakashghose7518
      @prakashghose7518 หลายเดือนก่อน

      Rabi das ebe bjp..😂😂chhataa daliaa sambadika...

  • @kunalmajhi342
    @kunalmajhi342 หลายเดือนก่อน +1

    Where is respect Rabi Das

  • @Saswatgaming-be1bu
    @Saswatgaming-be1bu หลายเดือนก่อน +2

    Baap re . Sir ta ete raguchnti se lokanka katha sunuthile ki nahi

  • @jagadishrohidas3469
    @jagadishrohidas3469 หลายเดือนก่อน

    ସରକାର ତୁରନ୍ତ ଏହା କୂ ତଦନ୍ତ କରିବା ଉଚିତ

  • @manmohannayak9577
    @manmohannayak9577 หลายเดือนก่อน +1

    Kaha Permission re Home karithile aao abe kaha Permission re bhanguchi...

  • @dr.surendranathdash8861
    @dr.surendranathdash8861 หลายเดือนก่อน

    Who are you to make illegal construction. CBI must take the charge. Arrest him immediately

  • @manasranjanparida8777
    @manasranjanparida8777 หลายเดือนก่อน

    GA department is under CMO , what is doing CMO.

  • @sanjayparnami5006
    @sanjayparnami5006 หลายเดือนก่อน +1

    Babi das ku arrest na kari ate faltu discussion kaihiki .taku immediately arrest karajau

  • @ashissingh7207
    @ashissingh7207 หลายเดือนก่อน +1

    agyan.. agyan.... 24 barsa re jiye sadharana thile semane aji asadharan hei jaichanti...agyan ame mane sadharan loke jaha thilu seyia hi rahi galu... . ama pakhe bbsr re ghara khande nahi, 24 barsa hela bhadatia ame.. kintu ye Boby Bhaina kan amti Bhagaban hei gale ki na kan.. tanka hate sabu kichhi.. Bichar kara jau.. amti au kete luti thibe kan kan kiye jane.. Ram Ram.. Hey Jagannath🙏

  • @manbodrana5313
    @manbodrana5313 หลายเดือนก่อน

    ତା ବାପାର ଘର ଥିଲା,ଓ ବାପା ର ଟଙ୍କା ତାହା ଥିଲା ସେ ଯାହା କରିବ ବେଦ ।

  • @bhaktimarga853
    @bhaktimarga853 หลายเดือนก่อน

    One MLA is not entitled for a 8R quarters. How he was allotted a 8 R quarters?

  • @AshokKBarik
    @AshokKBarik หลายเดือนก่อน

    Why head of GA department will not be suspended.

  • @gupteswarmajhi2835
    @gupteswarmajhi2835 หลายเดือนก่อน

    BJD ra 5T

  • @nisithkumargoswami974
    @nisithkumargoswami974 หลายเดือนก่อน +1

    Biggest fraud of Odisha ….

  • @rammohanty4118
    @rammohanty4118 หลายเดือนก่อน

    Bapa sampati

  • @suryakantamahalik3462
    @suryakantamahalik3462 หลายเดือนก่อน

    ଦରଦାମ କଥା ନ ଦେଖେଇ ଏହାକୁ ଲୋକଙ୍କୁ ଦେଖାଇ ବୋକା ବନାଯାଉଛି..

    • @user-rt7ic2xi5b
      @user-rt7ic2xi5b หลายเดือนก่อน

      To kanare Banda Bajichi

  • @sisirkumardas7501
    @sisirkumardas7501 หลายเดือนก่อน

    These luxurious constructions were made with bribe and black money privately. No Govt. money or machinery is involved in it. So, clandestine demolition was being made to destroy evidence. Question is, if permission of Govt./GA department was taken for the additional constructions, then why at all those needs to be demolished.

  • @tapasranjan216
    @tapasranjan216 หลายเดือนก่อน

    Bobi das ro ଦରମା kete ete poisa kouthi paila...

  • @DurgaRout-j1s
    @DurgaRout-j1s หลายเดือนก่อน

    Odisha ku looti nala bjd govt Awesome😅😅 great work

  • @user-lg9we9jr2m
    @user-lg9we9jr2m หลายเดือนก่อน +3

    Rabi das gale kuade

  • @user-vv2ic7be3e
    @user-vv2ic7be3e หลายเดือนก่อน

    ଅଯଥା ବାକ୍ୟଲପ

  • @tapassamantray3810
    @tapassamantray3810 หลายเดือนก่อน

    For example ray sardaar

  • @user-cw2rp3qs2r
    @user-cw2rp3qs2r หลายเดือนก่อน

    25th year's heba odisa ra rich minerals reserved iron bauxite chromite sabu lootiki khaila, Tax returns re 🤑 enjoy kala! Devlopment?Apna mane khusi ta!Jai Jagannath!❤️🙏🚩

  • @BBM-6600
    @BBM-6600 หลายเดือนก่อน +1

    Bobby pandu khela alaga kichi karuthile

  • @Shivap644
    @Shivap644 หลายเดือนก่อน

    ବବି ଦାସ୍ ଭାବୁଥିଲା ତା ବୋପା ସମ୍ପତି ସବୁ ଚୋର

  • @rabinarayanmohapatra4733
    @rabinarayanmohapatra4733 หลายเดือนก่อน

    Ans asiniki question.

  • @akashnayak5778
    @akashnayak5778 หลายเดือนก่อน

    Babi das nuhe se sarathi Baba 😂😂😂 🙈🙉🙊 100 re 100 khela chalithila 😂

  • @pradiptamohanty1364
    @pradiptamohanty1364 หลายเดือนก่อน

    Epari karjya ku band kari, eha upare investigation kari sadharana janata nku janaiba darakar,
    Tahale rajyare govt achhi aau kichhi kanoon hisabare chaluchhi boli jana padiba

  • @chittarmahanta4304
    @chittarmahanta4304 หลายเดือนก่อน

    Sir, kaha paisa re construction heithila

  • @bharatsethy3406
    @bharatsethy3406 หลายเดือนก่อน

    Apekhya kara dakayata mane kana karu chhanti dekha

  • @saswatterracotta8044
    @saswatterracotta8044 หลายเดือนก่อน

    Lokamana nkra paisare Rajakia ulasare chaluthhile abbhisap padila

  • @satyamsibammohanty1255
    @satyamsibammohanty1255 หลายเดือนก่อน

    ମୋହନ ସରକାର ଅନ୍ଧ !!!!!

    • @GaluRamMajhi
      @GaluRamMajhi หลายเดือนก่อน

      ମୋହନ ସରକାର ଜିନ୍ଦା ବାଦ୍

    • @factsunloaded4808
      @factsunloaded4808 หลายเดือนก่อน

      24 ବର୍ଷ ର ହରିଲୁଟ..୨୪ ଦିନ ରେ ଠିକ୍ ହେଇ ଯାଇନି 😂

    • @GaluRamMajhi
      @GaluRamMajhi หลายเดือนก่อน

      ଦେଖିବା ଆଗକୁ କଣ ହଉଚି ଆମେ ତ ଅନ୍ଧ ଭକ୍ତ l

  • @nitisavlog7904
    @nitisavlog7904 หลายเดือนก่อน

    E ama majhhi babu action kain

  • @sukantabehera2586
    @sukantabehera2586 หลายเดือนก่อน

    Sarkar misiki achhanti sabu janihauchi chora govt nijaadu action niantu

  • @sudhakarabehera4343
    @sudhakarabehera4343 หลายเดือนก่อน

    Chora mane palayana karibau arambha kaleni. Mohana sir semanku dharantu dyakari

  • @akashbikash466
    @akashbikash466 หลายเดือนก่อน

    BJP BJD MENTA HEI JAICHI LAGUCHI

  • @lit575
    @lit575 หลายเดือนก่อน

    Sabu odia sunny Leno se ghra ku jaithile😅

  • @AshokKBarik
    @AshokKBarik หลายเดือนก่อน

    Why the government is not arresting him...

    • @ratikantasahoo5536
      @ratikantasahoo5536 หลายเดือนก่อน

      Ashok barik tu ta sala bada advocate jadi dum achhi arrest karike dekho court ku jao ethi chodi hele kn haba

  • @user-bj9dq2ez3d
    @user-bj9dq2ez3d หลายเดือนก่อน

    Congressia

  • @babunamallick5594
    @babunamallick5594 หลายเดือนก่อน +1

    ପନିପରିବା ର ଦର ଦାମ୍ ବୃଦ୍ଧି ଯୋଗୁ ସାଧାରଣତଃ ଲୋକ ଖଟି କିଆ ମୂଲିଆ ହନ୍ତ ସନ୍ତ ହେଉଛନ୍ତି, ସେ ଖବର କାଇଁ ଦେଖାଉନାହାନ୍ତି ଏ ବାଳ ନ୍ୟୁଜ୍ ଖାଲି ରିପୋର୍ଟିଂ କରୁଛ 🤣🤣🤣

  • @user-xv5po6zx8c
    @user-xv5po6zx8c หลายเดือนก่อน

    Lokamane sehi bjd ru bjp swarth pain khola badalaichanti,ahipari 5 Barsha bitijiba ,jeumane virodh karuchanti semane bhi dine sehithare thile NDA vs NDA , election sari gala kama kebhe arambha heba...

  • @maheswarjena8845
    @maheswarjena8845 หลายเดือนก่อน

    3. Mankada rool chalithila

  • @ArjunPadiami-db3yy
    @ArjunPadiami-db3yy หลายเดือนก่อน

    Ajibon danda dia jau

  • @pradiptakumarmoharana6566
    @pradiptakumarmoharana6566 หลายเดือนก่อน

    2019re fereibu

  • @s_jshorts3470
    @s_jshorts3470 หลายเดือนก่อน

    Bjd saport kare ta bjp rana hunkar deichi Dina asiba bjp ra e abasta heba jay congress old pension jay congress

  • @narayandalai8414
    @narayandalai8414 หลายเดือนก่อน

    ehi building re bjd sarkar gupta karjya bodhe karuthile jahaki bjd sarkar ra gupta karjya(Kala karanama) BJP Govt janipariba sei bhayare koti koti tanka r building bjd party bhangi dela ,BJP sarkar should take disciplinary action against the culprit immediately.

  • @ashokrout3910
    @ashokrout3910 หลายเดือนก่อน

    Bjd ku badnam karibaku sabu natak

  • @manasnayak750
    @manasnayak750 หลายเดือนก่อน

    Kn suna miluchi ajatha katha

  • @sunilkumarsethi488
    @sunilkumarsethi488 หลายเดือนก่อน

    Bjp govt ahi drunitire samprukta

  • @bijaykumarparida1936
    @bijaykumarparida1936 หลายเดือนก่อน

    What nabin patnaik know this mater?

  • @pradiptamohanty1364
    @pradiptamohanty1364 หลายเดือนก่อน

    BJP govt jadi eha chhadi debe....
    Tahale gote atharba govt boli janasadharan dharinebe....
    Tenu eha against re karjya anustan nihati darakar...

  • @bigyankkapardar6141
    @bigyankkapardar6141 หลายเดือนก่อน

    Acting as if they have invested from their paternal property. These bastards were the front leaders of BJD.. just showing their criminal mindset..thuu
    Strict legal action should be taken against these criminals.