ଓଡ଼ିଶାର ସବୁଠୁ ଖରାପ ଖାଦ୍ୟର ହାଟ ❗ମୁଁ ହାଣ୍ଡିଆ ପିଇଲି❗
ฝัง
- เผยแพร่เมื่อ 16 ก.ย. 2024
- Welcome to fresh new vlog , in this video we are showing you a tribal village, it comes under Kendujhar district TELKOI block Purujoda panchayat benamunda Village . There is no electricity, no road, no school, no mobile network, only thatched house are here. Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #tribalmarket #trivalmarketfood #travel #ranipanda #video #mountainlifestyle #villagelife #mahalmanda #desidrink #travelvlog #charigarhvlogs
ଭାଇ ଆପଣଙ୍କ ଙ୍କୁ କେଉ ଖାତ୍ୟ ଖରାପ ଲାଗିଲା , ପୁଣି ଲେଖିଛନ୍ତି ଓଡ଼ିଶା ର ସବୁଠାରୁ ଖରାପ ଖାତ୍ୟର ହାଟ , ଆପଣ ହାଡ଼ିଆ ପିଉ ଛନ୍ତି , ଏମିତି ଲେଖିବା ଭୁଲ୍ ଆମେ ଆପଣଙ୍କ , video daily ଦେଖୁଚୁ but , ଯାହା ଦେଖାଉଛନ୍ତି , ଭଲ , କିନ୍ତୁ ଲେଖିଛନ୍ତି ଖରାପ ,😊😢😢 ଏଥି ଥ୍ୟାନ ଦେବେ
🙏🙏🙏 ଆପଣଙ୍କର ମତାମତକୁ ଧ୍ୟାନ ଦେବି , ଏମିତି ମତାମତ ଦିଅନ୍ତୁ Thanks for watching this video and subscribe this channel
😮😮😮😮😮😮😮😮😮😮😮😮😮😮😮😮😮😮
gopalAdibasiBIogs1dago
Tomo ପାଇଁ ବିଦେଶୀ ମଦ ଭଲ ଖାଦ୍ୟ, ତାକୁ daily khao 100 ବର୍ଷ ବଞ୍ଚିବ।
Bodhe handia pie ki hash rahilani Sethi pai amiti lekhile apno
ପାଗଳ ଲୋକ ଟା ବୋଧେ ଏଇ ହାଟରେ ଦେଇ ଖାଦ୍ୟ ମିଳେ। ଆଜିକାଲି ଲୋକମାନେ ବ୍ରଏଲର୍ ଆଉ ସାର ଦିଆ ପରିବା ଖାଉଛନ୍ତି ସେଇଟା ଭଲ ଶଳା ପାଗଳ
ସବୁ ଦେଶୀ ଜିନିଷ ହାଟରୁ ମିଳୁଚି , ବରା ପକୁଡ଼ି ଦେଖିକି ମୋ ପାଟିରୁ ଖାଲି ଲାଳ ବୋହିଲାଣି, ବହୁତ ଭଲ ଲାଗୁଛି, ଏମିତି ପ୍ରୟାସ ଜାରୀ ରଖି ଥାନ୍ତୁ, ❤❤❤
🙏🙏🙏🙏ଆଜ୍ଞା ଆପଣଙ୍କୁ ପଠେଇ ଦେବି ମୁଁ
ଭାଇ ଭିଡ଼ିଓ ଦେଖି ତୋ ଭଲ ଲାଗିଲା, କିନ୍ତୁ ହେଡିଙ୍ଗରେ ଲେଖିଲେ ଏହା ଓଡ଼ିଶାର ଖରାପ ଖାଦ୍ୟର ହାଟ, କେମିତି ଖରାପ ଖାଦ୍ୟର ହାଟ ହେଲା l
🙏🙏🙏🙏କ୍ଷମା ମାଗୁଛି ଆଉ ଏମିତି ଲେଖିବିନି Thanks for watching this video and subscribe this channel
ଧନ୍ୟବାଦ ଆପଣ ଭୁଲ ବୁଝି ପାରିଛନ୍ତି l
@@CharigarhVlogs1614thumbnail ta jaldi changa kara
ହୋଇ ରେ ବ୍ଲଗର ତୋତେ କିଏ ବାଧ୍ୟ କରିବ ହାଣ୍ଡିଆ ପିଆଇ ନାହିଁ। ତୁ ନିଜେ ଖରାପ,ଭଲ ଲୋକ ଖରାପ ସ୍ଥାନକୁ ଯାଆନ୍ତି ନାହିଁ।ତୋତେ ଯଦି ଆଦିବାସୀ ହାଟ, ସଂସ୍କୃତି, ପରମ୍ପରା ଭଲ ଲାଗୁ ନାହିଁ। କାହିଁକି ଯାଇ ବ୍ଲଗ୍ କରୁଛୁ?
🙏🙏🙏🙏🙏 ଭ୍ଲଗରେ thumbnail ଛଡ଼ା ଆଉ କୌଣସି ସ୍ଥାନରେ ଖରାପ କହିନି ଯଦି ଆପଣଙ୍କ ମନରେ କଷ୍ଟ ପହଞ୍ଚି ଥାଏ ତେବେ ଦୁଃଖିତ ଆଗକୁ ଏମିତି ହେବନି ଧନ୍ୟବାଦ Thanks for watching this video and subscribe this channel
Ayaku ta mada darakar
ହାଟ ବଜାର ର ଆବଶ୍ୟକତା ବହୁତ ରହିଛି। ହାଣ୍ଡିଆ ର ମଜା କେମିତି ଲାଗିଲା? ଜନଜାତି ଙ୍କ ସମ୍ପର୍କିତ ଦୂର୍ଶ୍ୟ ଦେଖାଉଛନ୍ତି। ଭଲ ଲାଗିଲା। ଧନ୍ୟବାଦ।
🙏🙏🙏🙏🙏 ଆଜି ପୂରା ଘାଇଲା , ହଇରାଣ ହେଇଗଲି ,ଭଗବାନ ବଞ୍ଚେଇଦେଲେ , ଏମିତି ଭୂଲ କେବେ ଆଉ ହେବନି ଏବଂ ଏ ହାଟର ମଜା ଆଉ କେଉଁଠି ବି ମିଳିବନି 🙏🙏🙏
Rs 10 mein daru Kitna 10 mein hadiya kitina tujhe pata hai kya
Organise mein kitna fayda tujhe pata tu to jahar khane wala daru peene wala tujhe kya pata hoga hadiya ka bari ma
ଖରାପ କଣ ଟା ହେଲା...... ତୁ ଶଳା ଟା indirect କହୁଛୁ କି ହାଣ୍ଡିଆ ଖରାପ. ତ ମତରେ ଆଦିବାସୀ ଖାଉଥିବା ଖାଦ୍ୟ ଖରାପ ଶଳା ଗାଣ୍ଡିମରା
ଭାଇନା କଣଟା ଖରାପ ଦେଖିଲ।ଏପରି ହେଡ୍ ଲାଇନ୍ କାହିଁକି ଦଉଛ।
ଏଇ ହାଟ ବହୁତ ପୁରୁଣା ହାଟ.. ବହୁତ sundar😘ହାଟ.. ମୋ ଯାଇଛି ଏ ହାଟକୁ..
ଚିଙ୍ଗୁଡ଼ି ବହୁତ ଶସ୍ତା ଏବଂ ସ୍ୱ।ଦ ମଧ୍ୟ ❤❤❤❤
🙏🙏🙏🙏 ବହୁତ ଦିନ ହେଲା କମେଣ୍ଟ ଦେଇନଥିଲେ କିଛି ଅସୁବିଧା ଥିଲା କି Thanks for watching this video
କ'ଣ ଆଦିବାସୀ ଆପଣଙ୍କ ଆଖିରେ ସବୁବେଳେ ଆଦିବାସୀ ସଂସ୍କୃତି ପରମ୍ପରା ଆଦିବାସୀ ଗାଁ ଆଦିବାସୀ ବୋଲି ଭାଷା ଆଦିବାସୀ ର ହାଟ ବଜାର ସବୁ ଖରାପ୍ କି
🙏🙏🙏 ବିଲ୍କୁଲ ବି ନୁହଁ ଭିଡିଓ ରେ ଗୋଟେ ବି ଖରାପ ଖାଦ୍ୟ କହିନି 🙏🙏ଦୁଃଖିତ ମୁଁ ଆପଣଙ୍କ ସମସ୍ତଙ୍କ ନିକଟରେ
ଭଲ ଖରାପ କଣ ଭଲ କରି ଜାଣି ନାହାଁନ୍ତି । ବିଦେଶୀ ଖାଦ୍ୟ ତିଆରି ବେଳେ ଜଗି ବସିଥାନ୍ତି ।
ଏଇ ଟା kn ଖରାପ ଖାଦ୍ୟ ପାଗଳ ଲୁକେ ଖାଇ ସୁସ୍ଥ ସବଳ ରୁହନ୍ତି
Tomoku khorap laguchhi khaiba tomo mundo khorap heichhi aita heuchhi bholo khaiba
🙏🙏🙏🙏🙏ବହୁତ ଭୂଲ କରିଛି କ୍ଷମା କରନ୍ତୁ ଆଗକୁ ଏମିତି ହବନି Thanks for watching this video and subscribe this channel
ଆପଣଲେଖିଛନ୍ତି ଖରାପ ଖାଦ୍ୟର ହାଟ କିଛିବି ଖରାପ ଜିନିଷ ହାଟରେ ମିଳୁନି ମୋର ଦେଖିବାରେ
🙏🙏🙏🙏 Thanks for watching this video and subscribe this channel
Hat bhola ଜିନିଷ ଭଲ but volger Bhai ku ଆଉଟିକେ ଭୋଳ ଶିଖିବାର ଅଛି ଓଡ଼ିଶା ବିଷୟରେ ମୁର୍ଖ ଭଳିଆ ଲଗୁଛନ୍ତି
ଓଡିଶା ରେ କୋଉ ଖାଦ୍ୟ ଖରାପ ଲାଗିଲା ଟିକେ କହିବେ କି,
, କୋଉ ଦେଶ ରୁ ଆଇଛ ଓଡ଼ିଶା ର ଜିନିଷ ପତ୍ର ଜାଣି ପରୁନ
କେଉଁଝର ଜିଲ୍ଲା ତେଲକୋଇ ବ୍ଲକ ପୁରୁଯୋଡା ପଞ୍ଚାୟତ ର ବେଣାମୁଣ୍ଡା ଗାଁ ବଳ ଭଦ୍ର ପଞ୍ଚାୟତ ନୁହେଁ ଭାଇ
🙏🙏🙏 ଭୂଲରେ କହି ଦେଇଛି Thanks for watching this video and subscribe this channel
ସବୁଠୁ ଭଲ ଖାଦ୍ୟ।।।।।।
🙏🙏🙏🙏 ଆଜ୍ଞା Thanks for watching this video and subscribe this channel
Handia means ABCD(Adi basi cool drink)😂😂😂GI tag melibadarkar❤❤❤I like it😂😂😂
🙏🙏🙏🙏 Thanks for watching this video and subscribe this channel
Handia bisayare janinahanti mayurbhanj asontu thore ...dekhibe handia bhala na kharap....
🙏🙏🙏🙏 ନିହାତି ଯିବି, ସୁନ୍ଦର କମେଣ୍ଟ ପାଇଁ ଧନ୍ୟବାଦ Thanks for watching this video and subscribe this channel
adibasi tribal hata.badhia desi hata. bhala heichi.
ସବୁ ଭଲ ଲାଗୁଚି ହେଲେ title ଭଲ ଲାଗୁନି... କିଛି ଭଲ ଲେଖନ୍ତୁ l.. Disrespect କରନ୍ତୁ ନାହିଁ l
🙏🙏🙏🙏🙏 କ୍ଷମା ମାଗୁଛି ଏମିତି ଭୂଲ୍ ହେବନି Thanks for watching this video and subscribe this channel
ଓଡ଼ିଶାର ସବୁଠୁ ଖରାପ Vlogger Charigarh
🙏🙏🙏🙏 Thanks for watching this video and subscribe this channel
Vai Amiti khorap lekhicho kn pain handiya peucho puni
ଭାଇ ତମେ ଯଉ ଲେଖିଛ ଓଡ଼ିଶା ର ସବୁଠୁ ଖରାପ୍ ଖାଦ୍ୟ ସେଇଟା କଣ ଆଉ କଉ ଜିନିଷ ଖରାପ୍ ଲାଗିଲା ଯାହା ସବୁ ଦେଖେଇଲ ସେଟl ସବୁ ବଜାର ମିଳେ ଆଉ କଣ ଟା ତମକୁ ଖରାପ୍ ଲାଗିଲା ନିଜେ ଭିଡିଓ କରୁଛ ଆଉ ନିଜେ କହୁଛ ଖରାପ୍ ହାଟ 😢😢
ଓଡ଼ିଶା ର ଖରାପ ଖାଦ୍ୟ ର ହାଟ ଲେଖିଛନ୍ତି but ହାଣ୍ଡିଆ ପିଉଛନ୍ତି କୋଉଟା ଆପଣଙ୍କୁ ଖରାପ ଲାଗିଲା ଆଉ ଲେଖା ପ୍ରତି ଧ୍ୟାନ ଦେବେ
🙏🙏🙏🙏🙏 Thanks for watching this video and subscribe this channel
ଆପଣଙ୍କୁ କାହିଁକି ଲାଗୁଛୁ ଏଠାରେ ଖରାପ୍ ଜିନିଷ ମିଲେ ବୋଲି
🙏🙏🙏🙏🙏 ଆଜ୍ଞା କେବଳ thumbnail ରେ ଭିତିଓରେ ସେମିତି କିଛି କହିନି
Gate Katha kuha Bhai kahu kadeya tamaku karap lagila comment re kuhantu
Ak number 1 Hato,kharap nua
Bhai tame amiti thamlin re kn pai lekhila jadi kharap khaeiba bulikari video kn pai karuthila
🙏🙏🙏🙏🙏 sorry ଏମିତି ଭୂଲ୍ ଆଉ ହେବନି Thanks for watching this video and subscribe this channel
ଭାଇ ନମସ୍କାର (ଜୟ ଜଗନ୍ନାଥ)
🙏🙏🙏🙏🙏 share this video and subscribe this channel
*ᱵᱚᱠᱟ ᱰᱮᱠᱮ... Do you think we're illiterate, what food worse according to you as keep on thumnel.....*
🙏🙏🙏🙏 sorry absolutely not and Thanks for watching this video and subscribe this channel
Super hathaa from Bhubaneswar samt cite
ଅଧିକ view ପାଇବା ପାଇଁ thamlen ରେ ଯାହା ହେଲେବି ଲେଖି ଦେଉଛ 😊
Tume keonjharia na bhubaneswaria kichhi janina boli kahuchha.
🙏🙏🙏🙏 ଖାଣ୍ଟି କେନ୍ଦୁଝରିଆ ଆଜ୍ଞା ଭିନ୍ନ ପ୍ରକାରୀ ଶାଗ ଜଣାନାହିଁ Thanks for watching this video and subscribe this channel
Bhai kauta karap saga achi ,apana bul lekichanti
କଣ ଖରାପ ଖାଦ୍ୟ ଜାଣି ତ ହଉନି
🙏🙏🙏🙏🙏 ଦୁଃଖିତ ଏମିତି ଆଉ ହେବନି Thanks for watching this video and subscribe this channel
ଆପଣଙ୍କୁ ସବୁ ଖାଲି ବହୁତ ଶସ୍ତା ଲାଗୁଛି 😂। ସତେ ଯେପରି ଅଧିକ ଦାମ କଲେ ଆପଣ ହିଁ ସବୁ କିଣିନେବେ। ଫୁଟାଣି ମାରିବା କମ କରନ୍ତୁ।😂ପୁଣି ହାଣ୍ଡିଆ ପିଇବା ଆରମ୍ଭ ରେ ଯୋଉ ଡ୍ରାମା କଲେ ଓ ତାପରେ ପୁରା କଂସା ପିଇଗଲେ😂😅।
🙏🙏🙏🙏🙏 ଯାହେଉ ଆପଣ ସଂପୂର୍ଣ୍ଣ ଭିଡିଓ ଦେଖିଛନ୍ତି ଏବଂ ଭଗବାନ ଆପଣଙ୍କୁ ବହୁତ ଭଲରେ ରଖିଥାନ୍ତୁ and subscribe this channel
Sir, Keonjhar Swampatna area ra Villages ku bi asantu ❤🙏🤗
🙏🙏🙏🙏 Thanks for watching this video and subscribe this channel
ହେ ହେ କଣ କଲ ଭାଇ । ଛି ପ୍ରତିକ୍ରିୟା ତ ଆପଣଙ୍କୁ ବାନ୍ତି ର ଚେହେରା ଦେଖାଉଥିଲେ କିନ୍ତୁ ବାଧ୍ୟ ରେ ପି ଗଲେ ଭାଇ ନିଶା ହେବ ଘରକୁ ପଳା
🙏🙏🙏🙏🙏 ଭାଇ ପୂରା ଅଜବ ଅନୁଭୂତି ଥିଲା Thanks for watching this video and subscribe this channel
Kancha muruk enta lekhiche
ଭାଇ ତମେ ଭଲ କରିଲନି
ବହୁତ ବଢିଆ ।ଭାଈ ମୋତେ ସାଙ୍ଗରେ ନିଅନ୍ତୁ । ମୋତେ ବି ଇଚ୍ଛା ହଉଛି ହାଟ ବୁଲିବାକୁ
🙏🙏🙏🙏🙏 share this video and subscribe this channel and please send me contact number
Kn karaapa lagila
Kancha kadali 1kg 60😂 gupchup 10,7 😮aiti 1pelt 40 10
🙏🙏🙏🙏 Thanks for watching this video
Mu toh thumbnail dekhiki 7 ta account ru "REPORT" korichhi
🙏🙏🙏🙏 Sorry ଏମିତି ଭୂଲ୍ ଆଉ ହେବନି ଦୟାକରି କ୍ଷମା କରିଦେବି
Bhai beautiful video
Speak video market adress
🙏🙏🙏🙏🙏🙏 share this video and subscribe this channel
Ye ta bohut bhala khadya Desi khadya nirog khadya
🙏🙏🙏🙏🙏 Thanks for watching this video ଆପଣ ଗତ ଭ୍ଲଗରେ କମେଣ୍ଟ କରିନଥିଲେ
@@CharigarhVlogs1614 bhai samaya hee paruni nahele Tamara video dekhiba sabu bele wait Kari thaye miss hee jauchi god bless u
Apanka vdo bhala lage Sabu bhala hela je kintu thumbnail na thik dela nhi...thumbnail toh main youtube ra emiti thumbnail deiki apaman Kala bhalia laguchhi agaku semiti karibe nhi jemiti vdo separi thumbnail debe ...ame dekhibu
Bhai thumbnail re bhul lekhile, vdo mast lagila
🙏🙏🙏🙏 Sorry ଆଉ ଏମିତି ହେବନି Thanks for watching this video 🙏🙏🙏
Thikre lekhantu bhai lekhamta bhull heichi❤mu tuma vidio dekhe taim paile mu patha padhe to sabubele taim hueni dekhiba pai😊kintu bhalo vidio karo👍
ଆପଣଙ୍କୁ କେଉଁ ଜିନିଷ ଖରାପ ଲାଗିଲା
🙏🙏🙏🙏କିଛି ବି ନାହିଁ
ढेंकनाल थोड़ा गांव दिखा सकते हैं। भैया कैसे रहन सहन कर रहे हैं, वह लोग खा सकते हैं।
Kn pai bhai amiti kahilo
Dekhilo tamara ae bhul pai tamaku kete loko hate karuchanti sethi pai kahila bele tk bhabi chinti kuha.
Next time jemiti se bhul karani. Sabu thik thak chalu 👍
Nice video 😁 vlog
🙏🙏🙏🙏 Thanks for watching this video and subscribe this channel
bahut bhala video heichi bhai
Pure organic and healthy
🙏🙏🙏🙏 Thanks for watching this video and subscribe this channel
@@CharigarhVlogs1614 your thumbnail is very bad
O Bhai Emiti Kn Pai Lekhu Chhanti Thumnel re...!!!!!!
🙏🙏🙏🙏🙏 ଦୁଃଖିତ ଆଗକୁ ଏମିତି ଆଉ ହେବନି 🙏🙏 Thanks for watching this video and subscribe this channel
Wow
🙏🙏🙏🙏🙏 Thanks for watching this video and subscribe this channel
Tu ta nije jangali bhalu pari dekha jauchu
ବେଷ୍ଟ ହାଟ କେଦୁଜର
Bhai emiti heading lekhile loke tumo ko ......,..............kohibe !
🙏🙏🙏🙏🙏 ଭୂଲ୍ ହେଇଗଲା ଏମିତି ଆଉ ହେବନି Thanks for watching this video and subscribe this channel
Maggie, Chowmin tharu handia bholo...... Maggie, chowmin 7days sadhila pare tiyari hue au handia 2-3days sadhila pare tiyari huye....7days sadhila khadya bholo na 2days sadhila khadya bholo ?????
🙏🙏🙏🙏 ଆପଣ ଠିକ କହିଲେ Thanks for watching this video and subscribe this channel
🙏🙏🙏🙏🙏 ଏତେ ସୁନ୍ଦର ସୂଚନା ଦେଇଥିବାରୁ ଏବଂ ଏମିତି ଆଗକୁ ମତାମତ ଦିଅନ୍ତୁ Thanks for watching this video and subscribe this channel
Bhai apononku police Bhai kona kona pocharuthhile
Ehi blog videos bonaiba time re
ଫେମସ୍ ଖାଦ୍ୟ
Ta ghara kouthi
Adibasira rice bear handia. kharap hata kauthi.
👌
Super bro view lagi a thumbnail lagichhi ta ate reaction deba thik nahi and go ahead bro
Face dekh re bhai nije kharp disuchu aau khorab khadya kahuchu...😅
🙏🙏🙏🙏🙏 share this video and subscribe this channel
Tote sotore Jona nahi thok nahi kori
🙏🙏🙏🙏 Thanks for watching this video and subscribe this channel
ଭାଇ ତୁମେ ମିଛ କହୁଛ ମୁଁ ଆଜି ପ୍ରଥମ ଥର ହାଣ୍ଡିଆ ପିଉଛି ତୁମ ପିଇବା ଷ୍ଟାଇଲରୁ ଜଣାପଡୁଛି ତୁମେ ଆଗରୁ ବହୁତ ଥର ପିଇଛ
🙏🙏🙏🙏🙏🙏 ଆଜ୍ଞା ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ୍ ଜଣାଉଛୁ ଓ share this video and subscribe this channel 🙏🙏🙏🙏🙏🙏
Nice
Very nice 👌
🙏🙏🙏🙏🙏 Thanks for watching this video and subscribe this channel
AP log ko dekh ke duniya bhi bigad Raha hai kalyug khatam hone bala hai jai shree Ram ase sab chijo se hame sada ke liye dur rakhna Prabhu
🙏🙏🙏🙏🙏🙏 share this video and subscribe this channel
Bhai hata re sabu bhola mile ,kau jini saha khae le tumu ku kharp lagi la
Bahut kharap Kalo bhaiii..... Aemi ti vlog karibni Bhai plz.....
🙏🙏🙏🙏🙏 Thanks for watching this video and subscribe this channel
ଭାଇ ରେ ତମେ ଏମିତି ଲେଖିବାର ନଥିଲା ଥମନେଲ ରେ
ଜାଣି ଶୁଣି ଖାରାପ ଖାଦ୍ୟ ହାଟ କୁ କଣ ପାଇଁ ଯାଉ ଛୋ, ଭାଇ video କଣ ପାଇଁ ବୋନଉ ଛୋ, ତମେ ପାଠ ପଢି ନ ବୋଧେ
🙏🙏🙏🙏🙏🙏 share this video and subscribe this channel
Sir Handia nisaa bhala lagilaki?
🙏🙏🙏 ଭାଇ ବହୁତ ବଢ଼ିଆ କିନ୍ତୁ ବହୁତ ହଇରାଣ ହେଇଗଲି
Apana agaru pichanti boli jabardasta 😂😂😂 micha bhala kahuchanti
🙏🙏🙏🙏🙏🙏 ଆଜ୍ଞା Thanks for watching this video and subscribe this channel
Nije to test kolo kemiti lagila
🙏🙏🙏🙏🙏 share this video and subscribe this channel
Bhai Talcher hataku thare aasa❤❤❤
Bhai tume janino Khali kharap kahidelo kn ta. Tume kharap bhabilo kahilo tume janino se bisoyare tume bukata boli
🙏🙏🙏🙏🙏 share this video and subscribe this channel
Bhai super video
Bhai ତମ ଘର କଉଟି ଆଉ income kete ଏବେ ହଉଛି କେବେଠୁ ତମ ଚେନାଲ viral hela
🙏🙏🙏 Contact number diantu and Thanks for watching this video and subscribe this channel
@@CharigarhVlogs1614 bhai tamara Instagram id aachi na instagram I'd kuha mu no dauchi
Bhai aita khorap khagyo nahi ehi sobu hela Desi khadyo.😎
Kala haladi pratham ra janili 🫠
🙏🙏🙏🙏🙏 Thanks for watching this video and subscribe this channel
Nice 👍👍👍
🙏🙏🙏🙏🙏 Thanks for watching this video and subscribe this channel
Eta kangala ta😂😂 bhai kn lekhichhanti kn karuchhanti😂😂😅
🙏🙏🙏🙏🙏 share this video and subscribe this channel
To ghoro ro khadoyo khorap be..
Great odisa
Bhi.ama.hata.ade.asa
Bhai sabu thu kharap apn nku lagila kauta j emiti lekhichanty gaan jaga re sahari jinsha kholu thile ki bartaman sahar thu besi bhala jinsha gaan jagare hi mile
🙏🙏🙏🙏 Thanks for watching this video and subscribe this channel
Ama Gaon Benamunda hata❤
This is adibasi village bro jai aadibasi jay johar❤❤❤
ଭାଇ ତୁ କେତେ ଭଲ ତ ହାଣ୍ଡିଆ ପିଆ ରୁ ଜଣା ପଡ଼ୁଚି କି ତୁ ମ ଗାଁ ହାଟ କୁ ଖରାପ କହି ଦଉଛୁ ତୁ ରସି ହାଣ୍ଡିଆ ପି ବୁ ଭଲ ଜିନଷ ଖl ଗୁଲ୍ଟି ଭୁଭୁନି ବରା ଖାଇ କି ଦେଖ ଏ ଭଳିଆ ଭୁବୁନି ରା ଟେଷ୍ଟ ତତେ କୋଉଠି ମିଳିବ ନାହିଁ
Bear 10 rs milta hai itna?
Thanks for watching this video and subscribe this channel