Naveen To Make Record, BJP To Gulp BJD | Nirbhay Gumara Katha

แชร์
ฝัง
  • เผยแพร่เมื่อ 21 ส.ค. 2024
  • Naveen To Make Record, BJP To Gulp BJD | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

ความคิดเห็น • 946

  • @arabindapadhi8367
    @arabindapadhi8367 5 หลายเดือนก่อน +95

    କ୍ରୋଧରେ ଲୋକ Congress କୁ vote ଦେବେ

    • @duryodhanmahanta5728
      @duryodhanmahanta5728 5 หลายเดือนก่อน

      କିଛି ଲାଭ ହେବାର ନାହିଁ ମୋଦି ନବୀନ ଯାହା ଚାହିଁବେ ତାହା ହେବ କାରଣ ତାଙ୍କ ନାଁରେ ଭୋଟ ଅଛି ।

    • @Inner.divinity
      @Inner.divinity 5 หลายเดือนก่อน +6

      ପାଣ୍ଡିଆନ ସହିତ ବିଜେପି ର ଭିତିରିଆ ବୁଝାମଣା ହେଇଚି , ୫୦୦ କୋଟି ରେ କଥା ଛିଣ୍ଡିଛି , ମେଣ୍ଟ କରି ସରକାର ଗଢିଲା ପରେ ବିଜେଡି ରୁ 5୦ ବିଧାୟକ ବିଜେପି କୁ ଡ଼େଇଁବେ |..

    • @sanghamitrasingh3315
      @sanghamitrasingh3315 5 หลายเดือนก่อน

      Papi jouthi ku jibe papi,anyai,atyachari hoi rahibe

  • @chiranjibdash4753
    @chiranjibdash4753 5 หลายเดือนก่อน +55

    BJP ଆମ ହୃଦୟ ଭାଙ୍ଗିଦେଲା। ମୁଁ ଏଥର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବି congress କିମ୍ବା NOTA ରେ ଭୋଟ ଦବାକୁ

    • @Anonymous-so7ju
      @Anonymous-so7ju 5 หลายเดือนก่อน +1

      Congress ku tk chance deba katha Odisha... This time for Congress

    • @prabhatparija388
      @prabhatparija388 5 หลายเดือนก่อน

      Never vote for Congress

    • @abhiramsahoo5642
      @abhiramsahoo5642 5 หลายเดือนก่อน +1

      No Congres.Only NATO

  • @pradippradhan4388
    @pradippradhan4388 5 หลายเดือนก่อน +37

    ୫ ବର୍ଷ ବିଜେପି ବିରୋଧୀ ଦଳ ରହି, ବର୍ତ୍ତମାନ ନିର୍ବାଚନ ସମୟରେ, ବିଜେଡି ସହିତ ମିଶିଯିବା, ଏହା କି ପ୍ରକାର ଗଣତନ୍ତ୍ର, ଏହାର ଉତ୍ତର ମୋଦୀଙ୍କୁ ଦବାକୁ ପଡିବ

  • @jyotirmayjena1869
    @jyotirmayjena1869 5 หลายเดือนก่อน +170

    ମେଣ୍ଟ କଥା ଶୁଣିଲା ପର ଠାରୁ ଆମର ଆଶା ସବୁ ଧୁଳିସାତ୍ ହୋଇଗଲା । ଭାବିଥିଲୁ ୨୦୨୪ ନିର୍ବାଚନରେ ବିଜେଡି, ନବୀନ, ପାଣ୍ଡିଆନ କୁ ପାନେ ଦେଇଥାନ୍ତୁ ।

    • @prakash.donk.p7215
      @prakash.donk.p7215 5 หลายเดือนก่อน +5

      Right 👍 Right 👍 Right 👍

    • @pabitranath5075
      @pabitranath5075 5 หลายเดือนก่อน +6

      Tame odiaa sudhurilani mada maunsa lova tanka lova re budila seithi pae menta hela

    • @prasanprusty7160
      @prasanprusty7160 5 หลายเดือนก่อน +2

      Exactly

    • @avayakumarbarik2882
      @avayakumarbarik2882 5 หลายเดือนก่อน

      ଓଡ଼ିଆ ଲୋକଙ୍କୁ ବିଜେଡି ବିଜେପି ନିଜ ସ୍ବାର୍ଥ ପାଇଁ ବ୍ୟବହାର କରୁଛନ୍ତି।

    • @user-nd8pt1gu2h
      @user-nd8pt1gu2h 5 หลายเดือนก่อน +3

      Na BJP na BJD upajukta Parthi dekhi vote dia, aau kaha upare bhorosa karani

  • @niharranjanshrivastava7530
    @niharranjanshrivastava7530 5 หลายเดือนก่อน +106

    ଏ ପୁରା ରାଜ୍ୟ ବାସି ଙ୍କ ପାଇଁ ଧୋକା ଏମିତି ହେଲେ ସାଧାରଣ ଲୋକ ମାନଙ୍କର ଆଶା ମରିଗଲା congress ଏବେ ରାଜ୍ୟ ବାସି ଙ୍କ ର ସାହାରା
    jay congress 🎉

    • @ajitkumarshadangi8377
      @ajitkumarshadangi8377 5 หลายเดือนก่อน +4

      Khangress

    • @prakash.donk.p7215
      @prakash.donk.p7215 5 หลายเดือนก่อน

      ​@@ajitkumarshadangi8377Congress ❤❤❤

    • @ramakrushnakaran8631
      @ramakrushnakaran8631 5 หลายเดือนก่อน

      @@ajitkumarshadangi8377 jaunu Naveen ku vote debu

    • @kapileswarswain9306
      @kapileswarswain9306 5 หลายเดือนก่อน +1

      Painful,only congress may save odisha.

    • @jitendrasamal2681
      @jitendrasamal2681 5 หลายเดือนก่อน +1

      ମୁ ବିଧବା ହେଲେ ଚଳିବ ସଉତଣୀ ରାଣ୍ଡ ହେଉ ଏହି ନିତି କି ?

  • @comedytadka1
    @comedytadka1 5 หลายเดือนก่อน +36

    କାହାର କିଛି ଭୁଲ ନାହିଁ.... ସବୁ ଭୁଲ ଏଠି ମାଗେଣା ଖିଆ ମାନଙ୍କର

  • @kcr4public
    @kcr4public 5 หลายเดือนก่อน +23

    ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ବାଟ ଖୋଲିଯିବା କଥା ଠିକ୍। କଂଗ୍ରେସ ମଧ୍ଯ ଶ୍ୱାସ ନେବ। ଆପଣଙ୍କ ଆକଳନ‌ ପ୍ରାୟତଃ ସଠିକ୍!

  • @user-sl1rs9ij8y
    @user-sl1rs9ij8y 5 หลายเดือนก่อน +67

    ସାହି ସହି ରେ ବିଜେଡି ବିଜେପି କର୍ମୀ କଣ କରିବେ କଂଗ୍ରେସ ପାର୍ଟି କୁ ଭୋଟ ଦେବେ

    • @priyadataray4723
      @priyadataray4723 5 หลายเดือนก่อน +3

      Jia swadhin re thia haba taku bhot dia , bale bujhi paribe

  • @Rajaa_Ram
    @Rajaa_Ram 5 หลายเดือนก่อน +81

    ଓଡ଼ିଆଙ୍କୁ ଶିଖିବାର ସମୟ ଆସିଛି। ଯଦି ଏଥିରୁ କିଛି ନ ଶିଖିବେ,ତେବେ ଜାତି ଓ ମାଟି ସମ୍ପୂର୍ଣ୍ଣ ଚୁଲିକୁ ଯିବ। ରାଜନୀତିରେ ସର୍ବଦା ଜନତା ଏବଂ ଆପଣାର ଲୋକଙ୍କ ବଳି ପଡେ।

  • @Manoranjansahoo34680
    @Manoranjansahoo34680 5 หลายเดือนก่อน +16

    ସାର ନମସ୍କାର, ଆପଣଙ୍କର ଉପସ୍ଥାପନା ଖୁବ ସୁନ୍ଦର ଥିଲା, ହେଲେ ବ୍ୟଥା ଏଇଠି ରହିଗଲା ଯେ ମେଣ୍ଟ ପାଇଁ ପ୍ରତିକ୍ରିୟା ରଖିବାକୁ ମୋ ପାଖରେ କୌଣସି ଶବ୍ଦ ନାହିଁ, କାହିଁକି ମୋ ମୁହଁ ଖରାପ କରିବି ଏପରି ଅଲାଯୁକ ରାଜନୈତିକ ଦଳମାନଙ୍କ ପାଇଁ, ତେଣୁ ଚୁପ ରହିବା ସବୁଠାରୁ ଶ୍ରେୟସ୍କର ହେବ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ 🙏🙏🙏

  • @sankarpanda9218
    @sankarpanda9218 5 หลายเดือนก่อน +40

    ନବୀନ ବାବୁ ମୁଁ ସୁରଟ ରେ ରୁହେ। ଭାବିଥିଲି ଏଥର ସାଧାରଣ ନିର୍ବାଚନ ରେ ଓଡ଼ିଶା ଯାଇ ଉପଯୁକ୍ତ ମତ ସାବ୍ୟସ୍ତ କରିବି, ହେଲେ ଆଉ ଯାଇ କିଛି ଲାଭ ନାହିଁ। ଭାବୁଛି ଟିକେଟ cancel କରିଦେବି। ଏଠି ଦାଦନ ହେଉ ପଛେ ଭଲରେ ଅଛି। ଏ ମେଣ୍ଟ ମୋ ଓଡିଶା କୁ ଦୁଇ ଭାଗରେ ବିଭକ୍ତ କରିଦେବ 🙏🙏

    • @DebajyotiBhatta-lx3hj
      @DebajyotiBhatta-lx3hj 5 หลายเดือนก่อน +2

      Bhai asani ama odisha tamili Nadu heba

    • @jayantakumarmohanty9050
      @jayantakumarmohanty9050 5 หลายเดือนก่อน +2

      ଭାଇ ଏଠି ନବୀନ...ତମର ସେଠି ମୋଦୀ....କାହାକୁ ଧରିବ ...କାହାକୁ ଛାଡ଼ିବ?

  • @salilkumar9703
    @salilkumar9703 5 หลายเดือนก่อน +48

    ଆମେ ଭୋଟର ମାନେ ଏହି ସିଦ୍ଧାନ୍ତ ରେ ଉପନୀତ ହେଉଛୁ କି ଆସନ୍ତା ନିର୍ବାଚନରେ କଂଗ୍ରେସକୁ ହିଁ ଭୋଟ ଦେବୁ । ଦେଶ ଚୁଲି କୁ ଯାଉ ।

    • @DebajyotiBhatta-lx3hj
      @DebajyotiBhatta-lx3hj 5 หลายเดือนก่อน +2

      Thik kahiechhanti

    • @santanusahoo1568
      @santanusahoo1568 5 หลายเดือนก่อน +1

      Congress ମଧ୍ୟ ଧୋକାବାଜ ଏଥର indipendent ବା NOTA

  • @suryakantamohanty8276
    @suryakantamohanty8276 5 หลายเดือนก่อน +107

    Sir, ମୁଁ ଜାଣେ ଆପଣଙ୍କୁ ବହୁତ୍ ବାଧିଥିବ ଯେମିତି ଆମକୁ ବାଧିଛି, ଆଖିବୁଜି କଂଗ୍ରେସ କୁ ଭୋଟ ଦିଅ ଯାହା ହେଉଛି ହେଉ

  • @BatakrushnaSwain-hj8qr
    @BatakrushnaSwain-hj8qr 5 หลายเดือนก่อน +16

    ନିର୍ଲଜ କୌଣସି ଦଳ ନୁହେଁ, ନିର୍ଲଜ ହେଉଛୁ ଆମେ ଓଡ଼ିଶାବାସୀ।ଏହି ପରିସ୍ଥିତିରେ ଯଦି ଆମେ ଓଡିଆ ଭୋଟର୍ ଉଚିତ୍ ପଦକ୍ଷେପ ନେବା ତେବେ ମୋଦିଜୀ, ଶାହାଜୀ, ନବୀନଜୀଙ୍କ ମୁହଁରେ କାଳି ବୋଳି ହୋଇଯିବ। ସେମାନେ ଉଚିତ୍ ଶିକ୍ଷା ପାଇବେ। ଓଡ଼ିଶା ପ୍ରକୃତ ଉନ୍ନତି ପଥରେ ଅଗ୍ରସର ହେବ।

  • @L.kstatus694
    @L.kstatus694 5 หลายเดือนก่อน +5

    ମୁଁ bjp supporter କିନ୍ତୁ ଆମେ 2024 election ରେ,ଦେଖେଇ ଦବା ମୋଦି and ନବୀନଙ୍କୁ ,କଂଗ୍ରେସ କୁ ଭୋଟ ଦବା ,ଓଡ଼ିଶା ବାସୀ ସଜାଗ ହୁଅନ୍ତି🙏🙏

  • @moso305
    @moso305 5 หลายเดือนก่อน +6

    Bjd bjp ମେଣ୍ଟ ହେବାକୁ ଯାଉଛି, ଏହି କଥା ଶୁଣିଲା ପରେ ମୁଁ ବହୁତ୍ ମର୍ମାହତ । ଓଡ଼ିଶା ରେ କଂଗ୍ରେସର ସ୍ଥିତି ଭଲ ନାହିଁ ଜାଣି ଥିଲେ ସୁଦ୍ଧା ଏଥର କଂଗ୍ରେସ କୁ ସମର୍ଥନ କରିବି ।

  • @jagadish3731
    @jagadish3731 5 หลายเดือนก่อน +23

    ବିଜେପି ର ସାଧାରଣ କର୍ମୀ ଲୋକଙ୍କୁ କଣ କହିବେ।

  • @pradipkumarbarik585
    @pradipkumarbarik585 5 หลายเดือนก่อน +122

    ଏଥର ସୁନିଶ୍ଚିତ କଂଗ୍ରେସ, ଏ ବେଇମାନଙ୍କ ଠାରୁ ଭଲ, ମେଣ୍ଟ ଶୂନପାମ୍ପୁଡ଼ି ଖାଇବ

    • @Ranjan_Mohanty
      @Ranjan_Mohanty 5 หลายเดือนก่อน +6

      ହେଲେ ଭାଇ , କର୍ଣ୍ଣାଟକ ରେ ଯାହା ଚାଲିଛି , ହାତ ଦଳ ଓଡ଼ିଶା ରେ କ୍ଷମତା କୁ ଆସିଲେ ଓଡ଼ିଶା ର ଘୋର ଦୁର୍ଦଶା ହବ ଜଣା ପଡ଼ୁଛି

    • @prakash.donk.p7215
      @prakash.donk.p7215 5 หลายเดือนก่อน +4

      Right 👍 Right 👍 Right 👍 Right 👍 Right 👍 Right 👍 Right 👍 Right 👍 Right 👍 Right 👍ଯାହା ବି ହେଉ । କଂଗ୍ରେସ ହିଁ ରାଜ୍ୟବାସୀଙ୍କ ସାହାରା

    • @santoshkumarnayak3131
      @santoshkumarnayak3131 5 หลายเดือนก่อน +3

      500 ଟଙ୍କା କୁ ଗୋଟେ ମଦ ବୋତଲ ରେ ଭୋଟ ଦେଇ ଦେବ ବିଜେଡି - ବିଜେପି କୁ ତା ପରେ ସେଇ କର୍ଣ୍ଣାଟକ ଯିବ ଦାଦନ ଖଟିବାକୁ,

    • @prabhatparija388
      @prabhatparija388 5 หลายเดือนก่อน +2

      Odisha re be bengal pari Bangladeshi asi basibe o congress odisha ku barbad karideba,Vote for NDA only.If BJD & BJP jointly will come still it is much better than congress.

    • @Inner.divinity
      @Inner.divinity 5 หลายเดือนก่อน +1

      ପାଣ୍ଡିଆନ ସହିତ ବିଜେପି ର ଭିତିରିଆ ବୁଝାମଣା ହେଇଚି , ୫୦୦ କୋଟି ରେ କଥା ଛିଣ୍ଡିଛି , ମେଣ୍ଟ କରି ସରକାର ଗଢିଲା ପରେ ବିଜେଡି ରୁ 5୦ ବିଧାୟକ ବିଜେପି କୁ ଡ଼େଇଁବେ |..

  • @saratsahoo268
    @saratsahoo268 5 หลายเดือนก่อน +13

    ମିଳି ମିଶି ସବୁ ଦୁର୍ନୀତି କୁ ଚାପି ଦେଲେ। ପୁଣି ମିଳି ମିଶି ଲୁଟ୍ କରିବେ।

  • @umeshchandradash2881
    @umeshchandradash2881 5 หลายเดือนก่อน +6

    ନମସ୍କାର ସାର୍। ଓଡ଼ିଶାବାସୀ ଙ୍କୁ ଶକ୍ତ ଧୋକା।

  • @pradiptaroul5826
    @pradiptaroul5826 5 หลายเดือนก่อน +11

    କଂଗ୍ରେସକୁ ଭୋଟ୍ ଦେବାକୁ ଆମେଵାଧ୍ୟହେବୁ।

  • @pradipkumarbarik585
    @pradipkumarbarik585 5 หลายเดือนก่อน +29

    ଆପଣ ନିଜେ ଗୋଟେ ଆଞ୍ଚଳିକ ଦଳ କରନ୍ତୁ

  • @L.kstatus694
    @L.kstatus694 5 หลายเดือนก่อน +5

    ଓଡ଼ିଶା ବାସୀଙ୍କର one option Congress 🙏🙏

  • @Rajanibiswal2024
    @Rajanibiswal2024 5 หลายเดือนก่อน +103

    ସାର୍ ନମସ୍କାର ଏବେ ପାଣିପାଗ ଭଲ ଯଣାପଡୁଛି ଯଦି ଗୋଟିଏ ନୂତନ ଦଳ ଗଠନ କରାଯାଇ ପାରନ୍ତା

    • @prasanprusty7160
      @prasanprusty7160 5 หลายเดือนก่อน +3

      Let’s do

    • @pranakrushnasahoo562
      @pranakrushnasahoo562 5 หลายเดือนก่อน +5

      Ofcourse odisha needs an another strong odisha centric political party.

    • @radhakrushnapadhy6664
      @radhakrushnapadhy6664 5 หลายเดือนก่อน

      ​@@prasanprusty7160❤

    • @amagiha1046
      @amagiha1046 5 หลายเดือนก่อน

      ​@fux143to maa bia dala gale kuade

    • @Inner.divinity
      @Inner.divinity 5 หลายเดือนก่อน +2

      ଅପରାଜିତା ଷଡ଼ଙ୍ଗୀ ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ ବିଜେପି ଆରାମ ରେ ୧୦୦ ପାଖାପାଖି ଆସନ ଜିତି ସରକାର ଗଢିଥାନ୍ତା , କିନ୍ତୁ ଦଳ ର କିଛି ଚୋର ନେତା ସେୟା କରେଇଦେବେ ନାହିଁ , ସେମାନଙ୍କ ସହିତ ମାଇନିଂ , ଜମି , ମଦ ମାଫିଆ,ବିଲଡର ମିଶି ଖେଳ କରିଦେଲେ |..

  • @jagabandhubehera1984
    @jagabandhubehera1984 5 หลายเดือนก่อน +59

    ନୂତନ ଆଞ୍ଚଳିକ ଦଳ ନିହାତି ଦରକାର

  • @Vinood900
    @Vinood900 5 หลายเดือนก่อน +11

    ମୋଦୀ ଙ୍କୁ କ୍ଷମତା ଲୋଭ ଏମିତି ଘାରିଛି ଯେ ସେ ଓଡିଶା ର BJP ନେତା ଆଉ କର୍ମୀ ଙ୍କୁ ପଛରୁ ଛୁରା ମାରିଲେ। ବର୍ତମାନ ପରିସ୍ଥିତି ରେ ରାଜ୍ୟ ରେ ନୂଆ ଆଞ୍ଚଳିକ ଦଳ ର ଆବଶ୍ୟକତା ରହିଛି। ରାଜ୍ୟ BJP ର mla ଆଶାୟୀ ପାର୍ଥି ମାନେ ସ୍ଵାଧୀନ ଲଢ଼ୀବା ଦରକାର। ଆଉ ମୋଦୀ ଙ୍କ ଛବି ର କିଛି ଆବଶ୍ୟକତା ନାହିଁ।

    • @duryodhanmahanta5728
      @duryodhanmahanta5728 5 หลายเดือนก่อน

      ମୋଦି ବିନା ଏମାନଙ୍କ ହାତରେ ଗୋଟେ ଭୋଟ ନାହିଁ ମୋଦି ଜାଣିଛନ୍ତି ।

    • @Vinood900
      @Vinood900 5 หลายเดือนก่อน

      @@duryodhanmahanta5728 ଏକଦମ ଭୁଲ କହୁଛ ୟା ଭିତରେ ଏମାନେ ନିଜ ନିଜର ବ୍ରାଣ୍ଡ value କୁ ବହୁତ୍ ବଢେଇ ସାରି ଛନ୍ତି। ଲୋକଙ୍କ ମନରେ ଏମାନେ ନିଜ ପାଇଁ ଗୋଟେ blank space ଛାଡିଛନ୍ତି। ଲୋକେ ବୁଝିଛନ୍ତି କିଏ ଠିକ୍ ଆଉ କିଏ ଭୁଲ। ଟିକିଏ ବି ମୋଦୀ ଙ୍କ ଆଶୀର୍ବାଦ ଏମାନଙ୍କୁ ଦରକାର ପଡ଼ିବନି।

  • @prasantkumarmahapatra1272
    @prasantkumarmahapatra1272 5 หลายเดือนก่อน +2

    ଠିକ ହୋଇଛି, ଲୋକମାନେ vote ଦେବାପାଇଁ ଉଭୟ BJP ଓ BJD ଠାରୁ ଟଙ୍କା ଖାଉଥିଲେ। ଏବେ ମେଣ୍ଟ ହେଲାପରେ ଜଣେ କିଏ କାହିଁକି ଦେବ।

  • @Narayan6u
    @Narayan6u 5 หลายเดือนก่อน +3

    ମେଣ୍ଟ କରିବା ଦ୍ୱାରା ବିଜେପିର ଦୁର୍ବଳତା ଅଛି ବୁଲି ଆମେ ଜାଣିବା 1000% ସତ

  • @bijayakumarlenka9820
    @bijayakumarlenka9820 5 หลายเดือนก่อน +4

    ମୁଁ 25 ବର୍ଷ ହେଲା ସ୍ବପ୍ନ ଦେଖୁଥିଲି, କେମିତି ନବିନ୍ pattnaik ର ଜୀବ ଦଶା ଥିବାବେଳେ ଥରେ ହାରିବାର ସ୍ଵାଦ ଚାଖୁ। କିନ୍ତୁ ଆଜି ମୋଦି ଆଉ ସାହା ତହା କରେଇଦେଳେ ନାହିଁ।

    • @aswinipanda5555
      @aswinipanda5555 5 หลายเดือนก่อน

      Menta hoipariba nahi ... ....

  • @eaglemail4046
    @eaglemail4046 5 หลายเดือนก่อน +47

    ଓଡ଼ିଶାରେ ଏଥର
    କଂଗ୍ରେସ ସରକାର

  • @swarajkumarbej3768
    @swarajkumarbej3768 5 หลายเดือนก่อน +14

    ଭାରତୀୟ ଜନତାପାଟିକୁ ଓଡ଼ିଶାର ଭୋଟର ମାନଙ୍କର ମିଠା ଭଲ ଲାଗୁନାହିଁ।ଯଦି ଘୁସୁରୀକୁ ପାଚିଲାକଦଳୀ ଭଲ ଲାଗିବ ନାହିଁ ତେବେ ଆମେ କିସ କହିବା???

  • @user-sl1rs9ij8y
    @user-sl1rs9ij8y 5 หลายเดือนก่อน +24

    ବିଜେଡି ପାର୍ଟି ବୁଡି ଯାଉ

    • @prabhatparija388
      @prabhatparija388 5 หลายเดือนก่อน

      Naveen babu nka pare BJD will automatically merge with BJP

    • @jashobantanpanda3127
      @jashobantanpanda3127 5 หลายเดือนก่อน

      ବୁଡିଗଲେ ବହୁତ ଭଲ ହେବ

  • @jyotirmayjena1869
    @jyotirmayjena1869 5 หลายเดือนก่อน +17

    ଆଜି ମେଣ୍ଟ କଥା ଶୁଣି ଜୀବନର ଶେଷ ଅବସ୍ଥାରେ ଥିବା ଆଡଭାନୀଙ୍କ ଆତ୍ମା ନିହାତି ଭାବରେ କାନ୍ଦୁଥିବ । କେବଳ ମୋଦି ଶାହାଙ୍କ ଓଡିଶା ପ୍ରତି ଖାମଖିଆଲୀ ମନୋଭାବ ଯୋଗୁ ଓଡିଶାବାସୀଙ୍କ ସବୁ ସପନ ଭାଂଗି ଗଲା । ଏନଡିଏ ର ୪୦୦+ ନହେଲେ କଣ ସରକାର ହୋଇପାରିବ ନାହିଁ ନା ଏକ ଖିଆଲି ମନୋଭାବ ।

    • @jyotiprakashbehuria3946
      @jyotiprakashbehuria3946 5 หลายเดือนก่อน +6

      ମୋଦି ଙ୍କ ବାବର ମାନସିକତା,ଆହୁରି ଅଧିକ ପାଇଁ

    • @Vinood900
      @Vinood900 5 หลายเดือนก่อน +1

      କ୍ଷମତା ଲୋଭ ମଣିଷ କୁ ଅନ୍ଧ କରି ଦିଏ। ମୋଦୀ ସାହା ଙ୍କର ମଧ୍ୟ ବିନାଶ ଆରମ୍ଭ

  • @user-he8rp7xr5b
    @user-he8rp7xr5b 5 หลายเดือนก่อน +21

    ଅପରାଜିତା ନୂଆ ଦଳ ଗଠନ କରନ୍ତୁ....❤❤❤

  • @chhabindramansingh73
    @chhabindramansingh73 5 หลายเดือนก่อน +14

    Bjp ସବୁଠୁ ହାରାମି ଦଳ ମାଗିହେ ତଳେ ଝାମେଲାଲଗେଇ, ସଳେ ଉପରେ କୋଳାକୋଳି, ପ୍ରକୃତ ସ୍ୱାଭିମାନି ଓଡ଼ିଆ ଭାଇମାନେ bjd, bjp କୁ ଭୋଟ ଦବନି ଯାହାକୁଦିଅ, bjp ଲୋପ ପାଇବ ଓଡିଶାରେ ମେଣ୍ଟ କଲେ

  • @user-um7gb1ol1z
    @user-um7gb1ol1z 5 หลายเดือนก่อน +6

    Nirbhay Gumar Katha is a mirror to the unconscious people to be conscious for the cause of developmental changes.Thanking for your brave statement Please continue the process.

  • @srinivasmohanty8859
    @srinivasmohanty8859 5 หลายเดือนก่อน +19

    Only vote for Congress ❤❤❤

  • @dillipkumarsahoo1133
    @dillipkumarsahoo1133 5 หลายเดือนก่อน +18

    ଶେଷ ରେ ସବୁ ରାଣ୍ଡି ପୁଅ ଛକରେ ଭେଟ ହେଲେ 🤪 ଓଡ଼ିଶା ବାସୀଙ୍କୁ ବଡ଼ ସାଇଜ ର ଆଲୁଅ ଟା ଧରେଇ ଦେଲେ 🤪🤣😂😭

  • @akmminingutube
    @akmminingutube 5 หลายเดือนก่อน +2

    ଜୟଚନ୍ଦ୍ର ମାନଙ୍କ ର ଜୟ ହେଉ ଏବଂ କ୍ରୀତଦାସ ମାନଙ୍କର ଜୟ ହେଉ ।

  • @pradipkumarbarik585
    @pradipkumarbarik585 5 หลายเดือนก่อน +10

    ସଠିକ୍ ପର୍ଯ୍ୟବେକ୍ଷଣ, ଚକ୍ରାନ୍ତରୁ ଆରମ୍ଭ ଚକ୍ରାନ୍ତରେ ଶେଷ

  • @LULUSIR8
    @LULUSIR8 5 หลายเดือนก่อน +7

    ଶ୍ରୀଜଗନ୍ନାଥ ହିଁ କେବଳ ଭରସା

  • @unconsciouslove8423surjya
    @unconsciouslove8423surjya 5 หลายเดือนก่อน +15

    ये ED, CBI का डर बाबू भैया 😂

    • @errkggift
      @errkggift 5 หลายเดือนก่อน

      Chup rah maghiya chodiii ha ni

  • @user-sl4yh2yt4c
    @user-sl4yh2yt4c 5 หลายเดือนก่อน +18

    ଏଥର "nota "ରେ ଅଧିକ ଭୋଟ ପଡ଼ିବାର ସମ୍ଭାବନା ଅଛି...

    • @inoxgames9432
      @inoxgames9432 5 หลายเดือนก่อน +6

      Nai Bhai vote ku barbad karani....pane deba emanku... congress ku deba

  • @user-pg2pm4ls2q
    @user-pg2pm4ls2q 5 หลายเดือนก่อน +7

    ଓଡ଼ିଶା ରେ ଗୋଟିଏ ନୂଆଁ ଆଞ୍ଚଳିକ ଦଳ ର ଆବଶ୍ୟକତା ରହିଛି,ଜାତୀୟ ଦଳ ଭରସା ଯୋଗ୍ୟ ନୁହନ୍ତି ସେ BJP ହେଉ କି କଂଗ୍ରେସ୍ ହେଉ କଂଗ୍ରେସ ଯେତେବେଳେ କେନ୍ଦ୍ର ରେ ଥିଲା ସେତେବେଳେ କଂଗ୍ରେସ ବି BJD ପ୍ରତି ନରମ ଆଭିମୁଖ୍ୟ ଦେଖାଇ ଥିଲା ଓ ତାର ପରିଣାମ ଆଜି ଓଡ଼ିଶା କଂଗ୍ରେସ ଭୋଗୁଛି,କଂଗ୍ରେସ ଯେଉଁ ଭୁଲ୍ କରିଥିଲା ଆଜି BJP ସେହି ଭୁଲ୍ ର ପୁନରବୁର୍ତ୍ତି କରୁଛି😢

  • @AS-uk7ct
    @AS-uk7ct 5 หลายเดือนก่อน +15

    Modi dhoka dela 😠😠😠😭

  • @satyabhamamohanty748
    @satyabhamamohanty748 5 หลายเดือนก่อน +15

    Very very right assessment. Ultimately general public will suffer if any coalition is made between BJD and BJ P.

  • @dhamirona8662
    @dhamirona8662 5 หลายเดือนก่อน +8

    କୁଳମଣୀ ବରାଳ ଙ୍କ ଆତ୍ମା ର ଅଭିଶାପ ରେ ମୋଦୀ ସାହା ଏହି ନିର୍ବାଚନ ରେ ପାଉଁଶ ହୋଇଯିବେ

    • @debaprasaddash3878
      @debaprasaddash3878 5 หลายเดือนก่อน +1

      ଅଯଥାରେ ସେହି ବୃଦ୍ଧ ଓ ତାଙ୍କ ବନ୍ଧୁ ଗୋଟିଏ ବିଶ୍ୱାସଘାତକ ଦଳ ପାଇଁ ପ୍ରାଣବଳି ଦେଲେ।

  • @rathbasudev6965
    @rathbasudev6965 5 หลายเดือนก่อน +17

    Athara Vote Congress Party ku jiba.

  • @trilochanpatnaik6321
    @trilochanpatnaik6321 5 หลายเดือนก่อน +22

    ମାନିବାକୁ ପଡ଼ିବ pandian is a great politician who will be awarded Bharat Ratna in future. ଏଥର ଓଡିଶା ବାସି ଠିକ୍ ବୁଝିବେ।

  • @Anonymous-so7ju
    @Anonymous-so7ju 5 หลายเดือนก่อน +20

    🔴🔴 BJD-BJP ମେଣ୍ଟ ପରେ ଲୋକେ ଏବେ CONGREES ମୁହା 😅😅 ଏବେ CONGRESS ହିଁ ସାହା ଭରସା

    • @bishnuprakashsuna
      @bishnuprakashsuna 5 หลายเดือนก่อน +2

      And Congress leaders are still sleeping

  • @balaramsahoo8596
    @balaramsahoo8596 5 หลายเดือนก่อน +2

    ଯେଉଁ କଥା କଂଗ୍ରେସ କହୁଥିଲା କି bjp ଦେଶର ଗଣତନ୍ତ୍ର କୁ ହତ୍ୟା କରିଛି ତାହା 100% ଠିକ୍ ହେଇଗଲା । ସତକୁ ଶତ ଯଦି ଆଉ 5 ବର୍ଷ bjp ଆସିବ centre ରେ ତାହେଲେ ଭାରତରେ ଏକ ଛତ୍ରବାଦ ଶାସନ କରିବ । କାରଣ କୋଉଠି ବି ବିରୋଧୀ ଦଳ ରଖୁନି bjp ଜେନ ତେନ ପ୍ରକରେନ ସବୁ ବିରୋଧୀ ଦଳ ଶୂନ୍ୟ କରିଦେଉଛି ସେ କେନ୍ଦ୍ର ରେ ହଉ କିମ୍ବା ରାଜ୍ୟରେ । ଆଉ ଯୋଉଠି ବିରୋଧୀ ଦଳ ନାହିଁ ସେଠି ଗଣତନ୍ତ୍ର ନାହିଁ। ଓଡ଼ିଶା ବି ଠିକ୍ ସେୟା ହେଲା ବିରୋଧୀ ଦଳ ଆଉ ଶାସକ ଦଳ ଏକାଠି ହେଲେ ୟା ଠୁ ଲଜ୍ୟ ର କଥା ଆଉ କିଛି ନାହିଁ । ଆମକୁ ବିରୋଧୀ ଦଳ ଦରକାର ତ ସହ ଶାସକ ଦଳ ମଧ୍ୟ ତେଣୁ ଭୋଟ କେବଳ କଂଗ୍ରେସ କୁ ଜୟ ହିନ୍ଦ୍ ।

  • @Inner.divinity
    @Inner.divinity 5 หลายเดือนก่อน +3

    ପାଣ୍ଡିଆନ ସହିତ ବିଜେପି ର ଭିତିରିଆ ବୁଝାମଣା ହେଇଚି , ୫୦୦ କୋଟି ରେ କଥା ଛିଣ୍ଡିଛି , ମେଣ୍ଟ କରି ସରକାର ଗଢିଲା ପରେ ବିଜେଡି ରୁ 5୦ ବିଧାୟକ ବିଜେପି କୁ ଡ଼େଇଁବେ |..

  • @nareshpanda4485
    @nareshpanda4485 5 หลายเดือนก่อน +1

    ମୁ ଭାବୁଛି ଓଡିଶା ର ଲୋକ ଏକଜୁଟ ହୋଇ ଏହି ଦୁଇ ଭାଇ d ଆଉ ପି କୁ ନଦେଇ କଂଗ୍ରେସ କୁ ଆପଣେଇ ମୋଦି ଆଉ ନବୀନ କୁ ଶିକ୍ଷା ଦେବା ଜରୁରୀ

  • @learnwithskm
    @learnwithskm 5 หลายเดือนก่อน +24

    ବିଜେଡି ଅଟଳ ଙ୍କ ଠାରୁ ଆରମ୍ଭ ହେଇଥିଲା,ମୋଦୀ ରେ ଶେଷ ହେଇଯିବ । ବିଜେଡି ଯେମିତି ତଣ୍ଟିଆ ମାରିଥିଲା ବିଜେପି କୁ ୨୦୦୯ ରେ ଠିକ ସେମିତି ୨୦୨_ ରେ ବିଜେପି ଶୀର୍ଷ ନେତୃତ୍ଵ ବିଜେଡି କୁ ତଣ୍ଟିଆ ମରିବ । କାରଣ ମୋ -ସା ଙ୍କ ରାଜନୀତି ଅନେକ ରାଜ୍ୟ ଦେଖିଛି । ଯିଏ ଫସିଛି କାଳର କରାଳରେ ହଜି ଯାଇଛି ।

    • @abinashmohanty3106
      @abinashmohanty3106 5 หลายเดือนก่อน +2

      Bjp b besi dina nahi au 10 year bs😂

    • @pakhalia
      @pakhalia 5 หลายเดือนก่อน

      😂

    • @Inner.divinity
      @Inner.divinity 5 หลายเดือนก่อน

      ପାଣ୍ଡିଆନ ସହିତ ବିଜେପି ର ଭିତିରିଆ ବୁଝାମଣା ହେଇଚି , ୫୦୦ କୋଟି ରେ କଥା ଛିଣ୍ଡିଛି , ମେଣ୍ଟ କରି ସରକାର ଗଢିଲା ପରେ ବିଜେଡି ରୁ 5୦ ବିଧାୟକ ବିଜେପି କୁ ଡ଼େଇଁବେ |..

  • @rajendrakumarmeher5849
    @rajendrakumarmeher5849 5 หลายเดือนก่อน +5

    ଦୁଇ ଦଳର ମେଣ୍ଟ ଓଡିଶା କଂଗ୍ରେସ ଭଲ ସ୍ଥିତି ରେ ରହିବ,, ଓଡିଆ ଅସ୍ମିତା କୁଆଡେ ଗଲା

  • @abhijitmahapatra999
    @abhijitmahapatra999 5 หลายเดือนก่อน +6

    ରାଜ୍ୟର ସ୍ୱାର୍ଥ ନା ଇଲେକ୍ସନରେ ହାରିବାର ଭୟ?
    ରାଜ୍ୟର ସ୍ୱାର୍ଥ ନା ED, CBI, IT ର ଭୟ?
    ରାଜ୍ୟର ସ୍ୱାର୍ଥ ନା ମୁଖ୍ୟମନ୍ତ୍ରୀ ଚୌକି ପ୍ରତି ଲୋଭ?
    ରାଜ୍ୟର ସ୍ୱାର୍ଥ ନା 2009-2024 ଦୀର୍ଘ 15 ବର୍ଷର ଅମାପ ଦୁର୍ନୀତିକୁ ଲୁଚେଇବାର ଉପାୟ?
    ଯଦି ରାଜ୍ୟର ସ୍ୱାର୍ଥ ତାହେଲେ 2014 ଏବଂ 2019 ରେ ରାଜ୍ୟର ସ୍ୱାର୍ଥ କୋଉଠି ଥିଲା?
    ଦୟାକରି ଓଡ଼ିଶାର ସାଧାରଣ ଜନତାଙ୍କୁ ମୂର୍ଖ ବନାନ୍ତୁ ନାହିଁ |

  • @naturesparadise8859
    @naturesparadise8859 5 หลายเดือนก่อน +2

    ମେଣ୍ଟ ଯଦି ହୁଏ ତେବେ ବିଜେପି ବାଲା ଭବିଷ୍ୟତରେ ଆଉ ଓଡିଶାରେ ସରକାର କରିବା କଥା ଭୁଲରେ ନଭାବିବା ହିଁ ଭଲ। କାରଣ ଦଳୀୟ ସ୍ବାର୍ଥ କୁ ଶ୍ରେୟ କରି ଜନସାଧାରଣ ଏବଂ ରାଜ୍ୟ ର ସ୍ବାର୍ଥ କୁ ତଳିତଳାନ୍ତ କରିବା ହେଉଛି ବିଶ୍ଵାସ ଘାତକତା ର ସୂଚକ।ଓଡିଶାର ଭବିଷ୍ୟତ ପୁଣି ଘୋର ଅନ୍ଧକାର ଭିତରକୁ ଯାଉଛି। ବିଜେପି ବାଲା ପୁଣି ଗୋଇଠା ଖାଇବାକୁ ରେଡି ହେଇଯାଅ।

  • @bnmcreations4670
    @bnmcreations4670 5 หลายเดือนก่อน +2

    ଏଥର ଓଡ଼ିଶାରେ ଆଉ କିଛି ହଉ କି ନ ହେଉ ସୁରଟ ଯିବା ପାଇଁ ବହୁତ ଟ୍ରେନ ଚାଲିବ, ଆପଣ ମାନେ ଖୁଶୀତ

  • @prakash.donk.p7215
    @prakash.donk.p7215 5 หลายเดือนก่อน +8

    ସମସ୍ତେ ସ୍ଵାର୍ଥପର । ଜନତା ର ଭାବାବେଗକୁ କେହି ବୁଝୁ ନାହାନ୍ତି।ଶୀର୍ଷ ନେତୃତ୍ୱ ହେଲେ ବୋଲି କଣ ମନ ଇଚ୍ଛା କରିବେ । କେଉଁ ମାନଙ୍କୁ ନେଇ ଏମାନେ ନେତା । କଂଗ୍ରେସ ହିଁ ବିକଳ୍ପ 😂😂😂😂😂😂

  • @biswaranjansundaray8668
    @biswaranjansundaray8668 5 หลายเดือนก่อน

    High-quality presentation. Real facts and figures. Great salute to my brother.

  • @gotv7301
    @gotv7301 5 หลายเดือนก่อน

    ଜୟ ଜଗନ୍ନାଥ
    ବହୁତ୍ ବଢିଆ ସାର, ସତ୍ୟ ବାସ୍ତବତା,
    ଏକଛତ୍ରବାଦ ରେ ବଳି ପଡ଼ିବେ ଓଡ଼ିଶା ବାସୀ, ସବୁ ମେଣ୍ଢାପଲ

  • @manasdas5715
    @manasdas5715 5 หลายเดือนก่อน +1

    ଆଧୁନିକ ଯୁଗରେ ଓଡ଼ିଶା ର ନବୀନ ଓ ଏବଂ ଭାରତୀୟ ଓ ବିଶ୍ଵସ୍ତରୀୟ ବିକାଶ ପାଇଁ ଏକାଠି କିନ୍ତୁ ଗାଁ ରେ‌ ପିଇବା ପାଣି ଆଉ ଜମିକୁ ପାଣି ଟିକକ ପାଇଁ ଅନେକ ସ୍ଥାନରେ ହାହାକାର 😢

  • @bhabagrahinayak2815
    @bhabagrahinayak2815 5 หลายเดือนก่อน +6

    Great to hear always from the most admired journalist Mr Navin Das sir

  • @balaihansdah9320
    @balaihansdah9320 5 หลายเดือนก่อน +9

    ୨୪ ବର୍ଷର ସେହି ଦୁଃଖ, ଦୁଃଖ ହୋଇ ରହିଗଲା .... ସେହି ପରିବର୍ତ୍ତନ ର ଆଶା, ଆଜି ଅପରିବର୍ତ୍ତିତ ହୋଇ ରହିଯିବ😭

    • @smohanty3507
      @smohanty3507 5 หลายเดือนก่อน

      paribartan hele kana heijiba..ebe bag milucchi BJP asile orange pataka miliba

  • @Ffffffeecvbutreerfhyhuj
    @Ffffffeecvbutreerfhyhuj 5 หลายเดือนก่อน +4

    ଯେମିତି ବିଜେଡି ବିଜେପି କୁ ଧୋକା ଦେଇଥିଲା 2009 ରେ ତାର ପ୍ରତିଶୋଧ ନେବ ବିଜେପି, ଯଦି ବିଜେପି 40 ରୁ 50 ସିଟ ରେ ଜିତିଗଲା ତାହାଲେ ମୋଦି, ସାହା ଆଉ ଅବଶିଷ୍ଟ MLA ଙ୍କୁ ଟଙ୍କା ଦେଇ କିଣି ଆଣିବ, ଆଉ ଠିକ ବର୍ଷେ ପରେ ଓଡିଶା ରେ ବିଜେପି ସରକାର ହେବ. ଏଥିରେ ଦୁଇ ଜଣ ଙ୍କ ଲାଭ ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ବି ହେବେ ଆଉ ମୋଦି ଜୀ ଙ୍କ ବିଜେପି ସରକାର ବି ହବ.
    ଜୟ ଜଗନ୍ନାଥ...

  • @trilochanpatnaik6321
    @trilochanpatnaik6321 5 หลายเดือนก่อน +5

    Only congress can save Odisha. ଓଡ଼ିଶା ବାସୀ ଟିକିଏ ଚିନ୍ତା କରି ଭୋଟ ଦେବେ ବୋଲି ଭାବୁଛି। ଯଦି ମେଣ୍ଟ ହେଲା ତା ହେଲେ ଦଳ ବଦଳ ପ୍ରହସନ ଦେଖାଉ ଥିଲେ। BJP BJD ମିଶି ଗୋଟିଏ ଜାତୀୟ ଦଳ ଗଢି ଭୋଟ ଲଢ଼ିଲେ ଭଲ ହେବ।

  • @piyushrajkumar15
    @piyushrajkumar15 5 หลายเดือนก่อน +1

    ଓଡ଼ିଆ ମାନେ ଜାଗିଉଠ ଯେପରି ବିଜପିର ଗୋଟେ MLA ଆଉ MP ନ ଜିତନ୍ତି

  • @lathorps4515
    @lathorps4515 5 หลายเดือนก่อน +1

    For Congress mukt Odisha alliance is a welcome step. I support BJP- BJD alliance.

  • @user-cu6sd1ty5j
    @user-cu6sd1ty5j 5 หลายเดือนก่อน +1

    ଆପଣଙ୍କୁ ବାରମ୍ବାର ପ୍ରଣାମ ହାତୋଶ୍ଚାହ ଓଡିଶା ବାସୀ କଣ କରିବେ କିଛି ଭାବି ପାରୁ ନାଁହାନ୍ତି ସମସ୍ତେ ଜଗନ୍ନାଥ ଙ୍କୁ ହାତ ଟେକି ଦେଇଛନ୍ତି ପ୍ରଭୂ ହିଁ ଭରଷା.

  • @laxmidharapanda6086
    @laxmidharapanda6086 5 หลายเดือนก่อน +2

    ମୋଦି ଓ ନବୀନ ଦୁଇଜଣ ଓଡ଼ିଶାର ବଡ଼ଶତ୍ରୁ ! ନିଜ ନିଜର ସ୍ୱାର୍ଥପାଇଁ ଓଡ଼ିଶାରେ ଗଣତନ୍ତ୍ରକୁ ଅତି ନିର୍ମମଭାବରେ ହତ୍ୟା କରିଦେଲେ ବିରୋଧୀଶୁନ୍ୟ କରି ! ରାଜ୍ୟକୁ ବିକାଶ କରିବା ନାମରେ ଖଣିଜ ସମ୍ପଦ ଶୂନ୍ୟ କରିବାର ବିରାଟ ଚକ୍ରାନ୍ତ !
    ଓଡ଼ିଶାର ଲୋକମାନେ ଆସନ୍ତା ନିର୍ବାଚନରେ ବିଜେଡି ଓ ବିଜେପି କାହାରିକୁ ଭୋଟନଦେଇ ନୋଟା ଚି଼ହ୍ନରେ ଭୋଟ ଦେବାପାଇଁ ଅନୁରୋଧ !

  • @shinquanone8714
    @shinquanone8714 5 หลายเดือนก่อน +2

    ମୋ ମତ ରେ ଆଞ୍ଚଳିକ ଦଳମାନଙ୍କୁ ଜାତୀୟ ନିର୍ବାଚନ ରେ ସୁଯୋଗ ଦେବା କଥା ନୁହେଁ।

  • @abhiramsahoo5642
    @abhiramsahoo5642 5 หลายเดือนก่อน +1

    ପ୍ରବଳ କ୍ରୋଧ ଆସୁଛି ବିଶେଷତଃ ମୋଦିଙ୍କ ଉପରେ ! ମୋଦିଙ୍କ ଚକ୍ରାନ୍ତ ସ୍ବରୂପକୁ ଓଡିଶାବାସୀ ଏବେ ଭଲଭାବରେ ଚିହ୍ନିପାରିଲେ ! ନାଟୋକୁ ଭୋଟ୍ ଦେବା ମୋ ମତରେ ଉଚିତ !

  • @b.knayak3476
    @b.knayak3476 5 หลายเดือนก่อน +4

    Neither BJP nor bjd have any shame...both party cheated people of odisha

  • @narendrakarali3469
    @narendrakarali3469 5 หลายเดือนก่อน +2

    ଏ ମାନକୁ ଗୁଲି କରିବା ଦରକାର। ଜୟ କୋଶଳ ରାଜ୍ୟ ଗଠନ ପାଇଁ ଜନସାଧାରଣ ଆଗେଇ ଆସିଲେ ଠିକ୍ ହେବ।

    • @anitagartia5907
      @anitagartia5907 5 หลายเดือนก่อน

      Kosal party chhida heba darkar

  • @pabitrachampati5239
    @pabitrachampati5239 5 หลายเดือนก่อน

    ଭୟ ରୁ ଭକ୍ତି ସୃଷ୍ଟି, ଜୟ ଜଗନ୍ନାଥ।

  • @sibaprasadmishra7263
    @sibaprasadmishra7263 5 หลายเดือนก่อน

    I am supporter of BJP but will cast my vote to Congress. Every one should do it. Because we need strong opposition party.

  • @jagannathmishra5300
    @jagannathmishra5300 5 หลายเดือนก่อน +1

    ସେ ଯାହା ହେଉ ଆଜ୍ଞା, ଓଡ଼ିଆ ଲୋକ ଭୋଟ ଦେଇ ଜାଣି ନାହାନ୍ତି। ନହେଲେ ଏମିତି କେବେବି ହୁଅନ୍ତା ନାହିଁ। ଓଡ଼ିଶା ବିଜେପି ଅଇଁଠା ଚଟା ଦଳ।
    ଓଡ଼ିଆ ଲୋକ ମାନେ ଭୋଟ କେବେ ଦେଈ ଶିଖିବେ................!

  • @sanjibkar7495
    @sanjibkar7495 5 หลายเดือนก่อน +7

    Odisha people got a major set back as per both parties coalition .It is the serious deadlock of odisha people's freedom on democracy.😊

  • @pruthirajjena8970
    @pruthirajjena8970 5 หลายเดือนก่อน +1

    ମେଣ୍ଟ ହେଲେ ସବୁଠୁ ବଡ ଧୋକା ହବ । ଓଡ଼ିଶାର ଲୋକ କ ପାଇଁ

  • @itsbikram24
    @itsbikram24 5 หลายเดือนก่อน +1

    ରାଜ୍ୟରେ ଶାସକ ଦଳ ଓ ମୁଖ୍ୟ ବିରୋଧୀ ଦଳର ମେଣ୍ଟ ହେବ । ଗଣତନ୍ତ୍ର ଏବେ ସୁରକ୍ଷିତ ରହିବ ନେତାଙ୍କ ଅନୁସାରେ । ଦୁଇ ଦଳ ଦୁହେଁ ବିରୋଧି କରିଥିବା ପ୍ରସଙ୍ଗ ଏବେ ପ୍ରସଙ୍ଗ ହୋଇ ରହିବ ନା ଅପ୍ରସଙ୍ଗ ହୋଇଯିବ ।

  • @swarajkumarbej3768
    @swarajkumarbej3768 5 หลายเดือนก่อน +2

    ଆଜ୍ଞା!! ଓଡ଼ିଶାର ଭୋଟରଗଣ ହେଇଛନ୍ତି ଗୋଟିଏ ଗୋଟିଏ ଶିଂଘ ବିହୀନ ଷଣ୍ଢ। ଏଣୁ ଷଣ୍ଢ ମାନଙ୍କ ଆଗରେ କାହିଁକ ଭାଗବତ ପଡୁଛନ୍ତି??

  • @satyapanigrahi4654
    @satyapanigrahi4654 5 หลายเดือนก่อน +8

    Time to form new political party in Odisha...both parties will loot odisha

  • @ratankumarmohanty5121
    @ratankumarmohanty5121 5 หลายเดือนก่อน

    ବହୁତ ଭଲ ଲାଗିଲା।ଵୁଝିଗଲୁ ନେତାମାନଙ୍କର ଚରିତ୍ର।

  • @ashokkumartoika1202
    @ashokkumartoika1202 5 หลายเดือนก่อน

    ମେଣ୍ଟ ବିଜେପି ର ଆବଶ୍ୟକ ଅଛି କିନ୍ତୁ ରାଜ୍ୟ ର ସ୍ୱାର୍ଥ ଦେଖି ନିଷ୍ପତି ନିଆ ଯିବ,

  • @bamacharanmishra306
    @bamacharanmishra306 5 หลายเดือนก่อน +1

    ମାନେ pandian ଖେଳ କଲେ। ଆମ ସବୁ ଚିନ୍ତାଧାରା ସବୁ, ଫସର ଫାଟିଲା। ଗୋଟେ କଥା ଶିଖିବାକୁ ମିଳିଲା, ଆଉ 5 yr BJD sarkar କୁ, ରାଜୁତି କରିବାକୁ, ଲାଇସେନ୍ସ ମିଳିଗଲା। ହେ jaganatham, ରକ୍ଷାକର

  • @RanjanKumarDehuri-qj8bb
    @RanjanKumarDehuri-qj8bb 5 หลายเดือนก่อน +2

    :Jagannath sebaka sangha" is best Anchalika party of odisha

  • @abhirampanda5462
    @abhirampanda5462 5 หลายเดือนก่อน +1

    ମେଣ୍ଟ ଦ୍ଵାରା ବି ଜେ ପି ର ବେଶି କ୍ଷତି ହେବ

  • @basantibalapanigrahi5289
    @basantibalapanigrahi5289 5 หลายเดือนก่อน +1

    Public ku request give the vote to Congress as a strong opposition.

  • @sop828
    @sop828 5 หลายเดือนก่อน +8

    BJP Expecting Another Kick From BJD As Earlier. 😅😅

  • @SagarNaik-pk4qj
    @SagarNaik-pk4qj 5 หลายเดือนก่อน +14

    Non-odia will flourish and shine the same way like before

  • @avayakumarbarik2882
    @avayakumarbarik2882 5 หลายเดือนก่อน

    ମେଣ୍ଟ ହେଲେ ଓଡ଼ିଶାର ବିକାଶ ହେବନି,ଓଡ଼ିଶାକୁ ନିଜ ଦଳର ସ୍ବାର୍ଥ ପାଇଁ ବିଜେଡି ବିଜେପି ବ୍ୟବହାର କରୁଛନ୍ତି।ଓଡ଼ିଶାକୁ ଭଗବାନ୍ ଭରସା।

  • @netajidash9367
    @netajidash9367 5 หลายเดือนก่อน +6

    ସେତେବେଳେ ସିନା ଗନ୍ଧ‌ଉ ଥିଲା। ଏବେ ବାସନା ବାସୁଚି।

  • @khirodhota1440
    @khirodhota1440 5 หลายเดือนก่อน +1

    ଦୁଇଟି ଯାକ ଦଳ ଓଡ଼ିଆ ମେଣ୍ଢା ଙ୍କୁ ଭେଳିକି ଦେଖାଉଛନ୍ତି।

  • @brundabanmandika5298
    @brundabanmandika5298 5 หลายเดือนก่อน

    ବିଜେପି ଆମ ମନୋବଳକୁ ଭାଙ୍ଗିଦେଲା। ଆଶା କରିଥିଲୁ ଏଥର ବିଜେପି ଆସିବା ଛି ବିଜେପି ଦଳ ଭଲଦଳ ନୁହେଁ।

  • @ChiankhuntaNews
    @ChiankhuntaNews 5 หลายเดือนก่อน

    ଗଣତନ୍ତ୍ରକୁ ନେତାମାନେ ମାରିମାରି ଚାଲିଛନ୍ତି ଏବଂ ଜନତାବି ସହିସହି ଚାଲିଛି !!

  • @BhimasenDhal
    @BhimasenDhal 5 หลายเดือนก่อน +1

    ମୋଦୀ ଆଉ ଅମିତ ଶାହା ଓଡିଶାକୁ ଖାଇଲେ।ଦୁଇଜଣ ଯାକ ଆମ ଓଡିଶାବାସୀଙ୍କ ସହିତ ବିଶ୍ୱାସ ଘାତକତା କଲେ ।ଆମେ ଓଡିଶା ବାସୀ ମରିବା ଏଥର...କଂଗ୍ରେସଟା ହେଲେ ଏତିକିବେଳେ ବଞ୍ଚିଥାନ୍ତା !ତାଙ୍କର ତ ଅଖା ଗଉଣୀ ନାହିଁ।କଂଗ୍ରେସିଆ ଟିକେ ଜାଗରେ।ଏ ଦୁଇଟା ଚୋର ଦଳକୁ ପାନେ ଦିଅ।ଆପଣ ଏକଦମ ଠିକ କହିଛନ୍ତି, ଏଥର ସ୍ୱାଧୀନ ବିଧାୟକ କିଛି ଯିବେ ନିର୍ବାଚିତ ହୋଇ ବିଧାନସଭା ଯିବେ।

  • @cbdugu7956
    @cbdugu7956 5 หลายเดือนก่อน +1

    ଯଦି ଅପରାଜିତା ଙ୍କୁ ବଳି ଦିଅନ୍ତି ବିଜେପି
    ତାହାଲେ ଅପରାଜିତା ମ୍ୟମ ଗୋଟେ ଆଞ୍ଚଳିକ ଦଳ ଗଢ଼ିକି ନିର୍ବାଚନ ଲଢ଼ିବେ
    ତା ପରେ କଣ କରିବେ

    • @Inner.divinity
      @Inner.divinity 5 หลายเดือนก่อน +2

      ଅପରାଜିତା ଷଡ଼ଙ୍ଗୀ ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ ବିଜେପି ଆରାମ ରେ ୧୦୦ ପାଖାପାଖି ଆସନ ଜିତି ସରକାର ଗଢିଥାନ୍ତା , କିନ୍ତୁ ଦଳ ର କିଛି ଚୋର ନେତା ସେୟା କରେଇଦେବେ ନାହିଁ , ସେମାନଙ୍କ ସହିତ ମାଇନିଂ , ଜମି , ମଦ ମାଫିଆ,ବିଲଡର ମିଶି ଖେଳ କରିଦେଲେ |..

  • @user-ov1ie2tt2n
    @user-ov1ie2tt2n 5 หลายเดือนก่อน +1

    I am going to 60 years. Till today I am not voting for congress. If now bjp + bjd going To be alliance I will vote for congress.

  • @ranjansahu2252
    @ranjansahu2252 5 หลายเดือนก่อน

    BJP ର ଷଡ଼ଯନ୍ତ୍ର ର ଶିକାର ହେବାକୁ ଯାଉଛି BJD ,

  • @debasishamallick8751
    @debasishamallick8751 5 หลายเดือนก่อน +1

    ଧୋକା ଖାଇଲେ ଓଡ଼ିଶାର ସାଧାରଣ ଲୋକ ଏବଂ ଭାରତୀୟ ଜନତା ପାର୍ଟିର ତୃଣମୂଳ ସ୍ତରର ସାଧାରଣ କର୍ମୀମାନେ
    ଭାରତୀୟ ଜନତା ପାର୍ଟିର ତୃଣମୂଳ ସ୍ତରର ମୁଁ ଜଣେ ସାଧାରଣ କର୍ମି ଏ ମେଣ୍ଟକୁ ଭଗବାନ ସହିଲେ ହେଲା