Kilupada Danda.Chhatia Nrutya. କିଲୁପଡା ଦଣ୍ଡ। ଛାଟିଆ ନୃତ୍ୟ

แชร์
ฝัง
  • เผยแพร่เมื่อ 30 มิ.ย. 2023
  • Kilupada Danda.Chhatia Nrutya. କିଲୁପଡା ଦଣ୍ଡ। ଛାଟିଆ ନୃତ୍ୟ ।
    ଦଣ୍ଡ ନାଚ ଫୁଲବାଣୀ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ।ଏହା ଜିଲ୍ଲାର ଏକ ଲୋକ ପର୍ବ ।ଏହା ଗ୍ରାମାଂଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମୀୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ ।ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦାଣ୍ଡୁଆ ବା ଭୁକ୍ତା କୁହାଯାଏ।ଭକ୍ତମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ।ଦଣ୍ଡନାଚରେ ମିଶିବା ଦ୍ଵାରା ମା କାଳିଙ୍କ କୃପାରୁ ପାପ ଓ ଦୁଃଖ ଦୂର ହୋଇ ମାନବ ଶାନ୍ତି ଓ ଧାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସକରି ଓଡ଼ିଶା ବାସୀ ଏହି ପର୍ବ ପାଳନ କରନ୍ତି ।
    ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
    ଏହି ଭିଡିଓ କେବଳ ମନରଞ୍ଜନ ଉପରେ ଆଧାରିତ,କାହାକୁ ଖରାପ କରିବା ନିଚ ଦେଖେଇବା ଆମର ଉଦ୍ଦେଶ୍ୟ ନୁହେଁ,ଆପଣଙ୍କର ସୁଖି ଯାଇଥିବା ଓଠରେ ଟିକିଏ ହସ ଫୁଟେବା ପାଇଁ ଆମର ଏହି ଛୋଟିଆ ପ୍ରୟାସ
    ଧନ୍ୟବାଦ୍
    ଭିଡିଓ ଟି ଭଲ ଲାଗିଲେ ଲାଇକ କରନ୍ତୁ ,ସେୟାର କରନ୍ତୁ,ଚ୍ୟାନେଲ କୁ ସବ୍ କ୍ରାବ୍ କରନ୍ତୁ, ବେଲ୍ କୁ ଅଲ ରେ ଦବେଇ ଦିଅନ୍ତୁ । ଭିଡିଓ ଟି ଅପଲୋଡ଼ କରୁ କରୁ ସର୍ବ ପ୍ରଥମେ ଦେଖିବାକୁ ପାଇବେ ଆପଣ । ଦର୍ଶକ ବନ୍ଧୁ ଆଜି ପାଇଁ ଏତିକି
    ପରବର୍ତ୍ତୀ ଭିଡିଓ ଆସିବା ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ।
    ନମସ୍କାର
    ସର୍ବେ ଭବନ୍ତୁ ଶୁଖି ନଃ ।
    insragram link follow me
    www.instagram....

ความคิดเห็น •