ବିଦାୟ ରାଜନୀରେ କଣ ରାନ୍ଧିଲା? ଶଶୁର କହିଲେ ମା ଥାଉ, କରନା ଆଉ🤣|
ฝัง
- เผยแพร่เมื่อ 6 ต.ค. 2024
- ନମସ୍କାର |ଜୟଜଗନ୍ନାଥ 🙏
ଆପଣ ମାନଙ୍କର ଭଲ ପାଇବା 🥰ପାଇଁ ଅଶେଷ ଅଶେଷ ଧନ୍ୟବାଦ |America ru khati channelରେ upload ହେଉଥିବା ଭିଡ଼ିଓ କୁ ସର୍ବ ପ୍ରଥମେ ଦେଖିବା ପାଇଁ ଭିଡ଼ିଓ ତଳେ ଥିବା ଲାଲ ରଙ୍ଗର SUBSCRIBE ରେ click କରନ୍ତୁ ଆଉ Notification bell କୁ🔔 on କରନ୍ତୁ l ଭିଡ଼ିଓ ଭଲ ଲାଗିଲେ କିମ୍ବା ଆପଣଙ୍କର ଉପକାର ରେ ଆସିଲେ Like👍 କରନ୍ତୁ ,ସୋସିଆଲ ମିଡ଼ିଆ ରେ share କରନ୍ତୁ ଏବଂ ନିଜର ମୂଲ୍ୟବାନ ଅନୁଭବ comment ବକ୍ସ ରେ ଲେଖନ୍ତୁ l ଭଲରେ ଥାନ୍ତୁ ଭଲପାଉଥାନ୍ତୁ |
My Handels :
🔰Instagram id :- www.instagram....
🔰For Business contact:- americarukhati@gmail.com
🔰Facebook :- / iamswagdash
🧿SUBSCRIBE
#indiatrip2024 #travelvlog #americarukhati #odiavlog #odiatravelvlog #odiabeauty #odiathali #odiamansarecipe #sambalpuri
#odiatravelvlog vlog #odiavlog #familybonding #travelvlog #odiavlogger #odiavloggerinamerica #odialifestyle #odiavlogsbyswagatika #sinduraraadhikara #odiaserial #villagelife
ଦକ୍ଷିଣ ଭାରତର ସବୁ ମନ୍ଦିର କାରୁକୃତି ରେ ଭରପୁର ।ବୋଧେ ଶିଙ୍ଗେରୀ ମନ୍ଦିର ।ମହୀଶୂର୍ ର ବିଷ୍ଣୁ ମନ୍ଦିର ମଧ୍ୟ ଏହି ଶୈଳୀ ରେ ନିର୍ମାଣ କରା ଯାଇଛି ।ଭାରତ ର ସବୁଠୁ ଭଲ ଖାଦ୍ୟ ହେଉଛି ଆମ ଓଡିଆଙ୍କ ପ୍ରସ୍ତୁତ ଖାଦ୍ୟ ।ସୁନ୍ଦର ଭିଡିଓ ।ବହୁତ ବହୁତ ଭଲ ପାଇବା ବିଶେଷ କରି ସାରା ଆଉ ସିୟା କୁ ।
Bahut dhanyabaad ❤️
ବହୁତ ବଢିଆ👌👌🥰🥰। ପୁରୀ ଆସନ୍ତୁ, କାଲି ପରା ରଥ ଯାତ୍ରା😊😊
Madam and Sir namaskar 🙏🙏 very nice video mind-blowing . ଆପଣଙ୍କ ପାଇଁ ଘରେ ବସି ବହୁତ ସୁନ୍ଦର ଜାଗା Visit କରି ପାରୁଛୁ। ବହୁତ ଧନ୍ୟବାଦ ଆପଣଙ୍କୁ । ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଆପଣ ମାନଙ୍କ ଉପରେ ଥାଉ। ଜୟ ଶ୍ରୀ ଜଗନ୍ନାଥ 🙏
Thank you 🙏🏼
ବହୁତ ସୁନ୍ଦର ଲାଗିଲା ମନ୍ଦିର ର କାରୁକାର୍ଯ। ଏଲୋରା ଅଜନ୍ତା ମତେ ଭଲ ଲାଗିଥିଲା। ତମର ଦୁଇ ଛିଅକୁ ମଚେ ବହୁତ ଭଲ ଲାଗିଛି।
Thank you 🙏🏼
Nice experience
ରଥଯାତ୍ରା ର ହାର୍ଦିକ ଅଭିନନ୍ଦନ 🙏
🙏🏼🙏🏼
Jay Jagannath didi ❤❤❤
Very nice
Ama oriya khaiba sabutharu best.
Di.. I have been here before in a 3 days trip with my family.. Chikmagalur trip is really memorable one for us❤️ Keep enjoying ur India trip..
Thanks 🙏🏻 truly it’s a beautiful place
Jaha kahil didi ek dum sata katha odia khaiba aau kouthi nahi.
Ame Odia bhari badhia🥰🥰🥰🥰aau khadya b badhia😋😋😋😋😋
South Indian ଖାନା ମଧ୍ୟ ଖୁବ୍ ଭଲ quality ର ଅଛି। South ରେ ପର୍ବ ପର୍ବାଣୀ ରେ ଆମର ପଡୋଶୀ ମାନେ ଖୁବ୍ ବଢ଼ିଆ item ସବୁ ଘରେ କରି ଆମକୁ ଦେଇଥାନ୍ତି। କଲ୍ୟାଣ ମଣ୍ଡପ ରେ ଯେଉଁ ସମ୍ବର ପରୋଷି ଥା'ନ୍ତି ଏବଂ ତା ସହ ୧୦/୧୨ ପ୍ରକାର ର ଅନ୍ୟାନ୍ୟ item ସବୁ ଥାଏ ତାର ତୁଳନା ନାହିଁ। Road side hotel ମାନଙ୍କର preparation ଏତେ ଭଲ ହୋଇ ନଥାଏ। ବାହାରୁ ବୁଲିବାକୁ ଆସୁଥିବା ଯାତ୍ରୀ ମାନେ ସେଇ ଖାଦ୍ୟ ଖାଇ , South Indian ଖାଦ୍ୟ ନିକୃଷ୍ଟ ଧରଣର ବୋଲି ଭାବି ଥାନ୍ତି। କିନ୍ତୁ ପ୍ରକୃତରେ ତା ନୁହେଁ।
Now I am in Bangalore
Will return back to Rourkela tomorrow
Missed to see this temple. Will try to visit it in my next trip.
Sure, try next time 😁
Mahisoor gale Ranganath Swami mandir dekhiba jahaku Tipu Sultan tisri karithile.Raja Rajendra Vadyar nkar palace dekhiba jaha 1935 saal re500 crore tanka re tiari hoichi.
Next time sure
❤
💗💗
😂😂😂
Mo jhio ebe jaithila se Banglore re achi to
Rath jatra ra bahut bahut subha kamana❤❤
🙏🏼🙏🏼
Didi puri bi asuchi blinkit big basket
Jukini pasta try karibi sure 😊
Tanjore temple Tamilnadu
Lepakshi temple near Karnataka Andhra border
Oho tame bi puribala ki,mun bi Puri,bahut bhalalagila video sabu ,jhia mane bi so cute
Thank you ❤️
Food depends on the quality of hotel u visit south food is equally tasty
ମୁ Bangalore ଗଲେ ମାନୁର ହାତ ତିଆରି chicken ଖାଇବି। ଆଉ ମୋର କିଛି recipe share କରିବି।
Koraput adee asantu
ମୁଁ ଆଉ ବଡ ଯା ମିଶିକି ଥିଲୁ ଦୀପାବଳି ଦିନ ଶାଶୁ ପୁରିପାଳେଇଥିଲେ ଆମକୁ ଶ୍ରାଦ୍ଧ ପାଇଁ କାକରା ଖିରି କରିବାକୁ ପଡିଲା ଆମ ଦିଜଣ କେବେ କରିନଥିଲୁ ଆଗରୁ ମୁଁ ରୋଷେଇ ରେ ନୂଆ ମୋ ଯାଆ ଙ୍କୁ ଆସୁଥିବା ବୋଲିଜଣା ମତେ
କାକରା ଯେମିତି ସେମିତି କରିଦେଲୁ କାକରା ର ସୁଜି ବଳିଲା ସେଥିରେ କ୍ଷୀର ପକେଇକି ଖିରି କଲୁ ଦେଢଶୁର ଆଉ ଶଶୁର ଙ୍କୁ ଦେଖେଇଲୁ ସେମାନେ ଯୋଉହସିଲେ ଆଉ କୁହନି ବରା shape ପୁରା ସୋୟାବିନ ବାଡ଼ିପରି ହେଇଯାଇଥିଲା ଫୋନ କରିକି ଶାଶୁକୁ ବି କହିଲୁ ସେଠି ବି ସବୁ ହସିଲେ
mu bi padhiki hasuchi
di kebe asibe puri Ratha Yatra ku aau konark bulibaku di ama ghar konark di apanka ghar konark bhanapuru ti bububhaina nka ghar pakhare ti
Nice video
South Indian meals bekar lage kintu south indian breakfast bhala tasty lage.
True
Right
Manu katha suni hasalagila.
Au Jane Bhai kie tuma sahita achanti se kie didi????
Diara
ଦିଦି ମୋ ବାହାଘର ପରେ ମୋର ପ୍ରଥମ ରୋଷେଇ ସୁଜି ହାଲୁଆ 😂 ଶାଶୁ ଉପମା ପାଇଁ କହିଥିଲେ ହେଲେ ମୁ ହାଲୁଆ କରିଥିଲି କାରଣ ମତେ ଉପମା ଜଣା ନଥିଲା
🤣🤣 maza lagila padhiki
Sasu ghara kebe jiba?
di kebe asibe puri Ratha Yatra ku aau konark bulibaku di ama ghar konark di apanka ghar konark bhanapuru ti bububhaina nka ghar pakhare ti
Jaldi hi
@@AmericaruKhati di tame bububhaina nku janichhanti bhai janithibe