Radha Kia || radhanka bapa ma Kia || radhanka janma kauthu haithila || Part-22 ||

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น •

  • @BishnukumarBaral
    @BishnukumarBaral 2 หลายเดือนก่อน +4

    ଏ ମହାଶୟଙ୍କୁ ନିବେଦନ କି ରାଧା ଏକା ନା ତାଙ୍କର ଆଉ କିଏ ଭଉଣୀ ଥିଲେ ? ଲକ୍ଷ୍ମୀଙ୍କ ଝାଳରୁ କନ୍ୟା ଜନ୍ମହେବା ଠିକ ଲାଗିଲା ନାହିଁ ଏହା ଭୁଲ ପରି ଅନୁମେୟ ହୁଏ ,

  • @dhrubasethy8983
    @dhrubasethy8983 2 หลายเดือนก่อน +2

    Radhe Radhe

  • @sanghamitrapanda3809
    @sanghamitrapanda3809 ปีที่แล้ว +3

    ଏହା କେଉଁ ପୁରାଣ ରୁ ଉଦ୍ଧାର କରାଯାଇ ଯଣାଇବାକୁ ଅନୁରୋଧ ।

  • @udandakritan6772
    @udandakritan6772 ปีที่แล้ว +4

    ରାଧା କୃଷ୍ଣ ଭାଈ ଭଉଣୀ ବୋଲୀ ମତେ ପ୍ରଶ୍ନ କରି ଥିଲେ କିନ୍ତୁ ମୁ ଯାଣିନି ଦୟା କରି କହିବେ 🙏🙏🙏 ସୀତା ରାମ

    • @ghanashyamraut8235
      @ghanashyamraut8235 ปีที่แล้ว

      13:51

    • @kulamanipatra2621
      @kulamanipatra2621 ปีที่แล้ว

      ଅଚୁତା ନଦ କହିଲେ, ରାଧାକୃଷ୍ଣ ଦୁହେଁ ଭାଇ ଭଉଣୀ ଜାଣି ନ ପାରିଲେ ଗୋପ ତରୁଣୀ , ଯେତେବେଳେ ରାଧା ପାଟିରେ କ୍ଷୀର ପାନ ଦେଲେନାହିଁ ସେତେବେଳେ ସାରା ଗୋପପୁର ଚହଳ ପଢ଼ି ଗଲା ମା ଯଶୋଦା ଆସି କହିଲେ ମୋତେ ତୁୁମ ଝିଅ କୁ ଦେଖାଅ କେମିତି କ୍ଷୀର ଖାଉନି ଏବଂ ରାଧା କୁ କୂଳକୁ ନିଜ ବକ୍ଷର କ୍ଷୀରପାନ କରାଇ ଥିବାରୁ ରାଧା କୁଷ୍ନ ଦୁହେଁ ଭାଇ ଭଉଣୀ,

    • @kulamanipatra2621
      @kulamanipatra2621 ปีที่แล้ว

      କୁଳକୁ ନେଇ କ୍ଷୀରପାନ କରାଇ ଥିବାରୁ

    • @SahadevDhamajhi
      @SahadevDhamajhi ปีที่แล้ว


      576😊❤😮😅

  • @bickymahendravideos3729
    @bickymahendravideos3729 ปีที่แล้ว +3

    ଅତି ସୁନ୍ଦର ଉପସ୍ଥାପନ ଧନ୍ଯବାଦ

  • @MaguniBhuyan-l7l
    @MaguniBhuyan-l7l หลายเดือนก่อน

    On

  • @BishnukumarBaral
    @BishnukumarBaral 2 หลายเดือนก่อน +1

    ଦୁନିଆରେ ଯେତେ ପଣ୍ଡିତ ଓ ବକ୍ତା ଅଛନ୍ତି ସେଥିରୁ ଅନେକ ବ୍ୟକ୍ତି ପଇସା ପାଇଁ ଅନେକ ମାନଗଢା କାହାଣୀ କହି ସମାଜକୁ ଭୁଆଁ ବୁଲାଉଛନ୍ତି ତେଣୁ ସେମାନେ ପଣ୍ଡିତ ନୁହନ୍ତି କି ବକ୍ତା ନୁହନ୍ତି ନିପଟ ମୂର୍ଖ ,

  • @offscil4390
    @offscil4390 3 หลายเดือนก่อน +1

    କସ୍ ରଜମାମୁନାମକହିବହିବେ ସନ୍ତୋଷ ବାଗ ଜି ବଲାଙ୍ଗୀର ବୋକ

  • @fakirasa320
    @fakirasa320 2 ปีที่แล้ว +3

    Very nice Radhe radhe

  • @rajadas6306
    @rajadas6306 ปีที่แล้ว +1

    Ati sundar

  • @bapunsahoo1933
    @bapunsahoo1933 ปีที่แล้ว +4

    ଆଜ୍ଞା, ରାଧାନାମ କିଏ ଦେଇଥିଲେ, ଦୟାକରି କହିବେ ।ଜୟ ରାଧାକୃଷ୍ଣ

  • @collboykartikdj
    @collboykartikdj 2 ปีที่แล้ว +5

    Bahutu sundar....🙏🙏🙏

  • @prasannadas9316
    @prasannadas9316 ปีที่แล้ว +2

    ସେହରି ଜଗତ ପସରା, ସେକି କରିବେ ପର ଦାରା, ତୁମ୍ଭେ ପରି ଜ୍ଞାନୀ ପଣ୍ଡିତ ମାନେ ଯେଉଁ ନାମ ଅକଲଙ୍କିତ ସେହି ନାମକୁ ତୁମ୍ବେ ମାନେ କଳଙ୍କିତ କରୁ ଅଛ, କାହିଁକି ନା ମନ ଗଡା କାହାଣୀ କହି ନିଜକୁ ପଣ୍ଡିତ ବୋଳା ଉ ଛ ଓ ଭାରତୀୟ ଶସ୍କୃତି ନଷ୍ଟ ଭ୍ରଷ୍ଟ କରୁ ଅଛ, ତତ୍ୱ ଚିନ୍ନି ଲେ ତୁଟେ ଭ୍ରାନ୍ତି ଭଵ ଶାଗରୁ ତରୀ ଯାନ୍ତି, ତତ୍ୱ ନଜାଣି ଯେଭଜନ୍ତି
    ତାତ ଜନନୀ ପ୍ରାୟ ହୁଅନ୍ତି 🌹ଜୟ ଶ୍ରୀ କୃଷ୍ଣ 🌹

  • @haramohanbehera2667
    @haramohanbehera2667 ปีที่แล้ว +1

    ସୁନ୍ଦର ଉପସ୍ଥାପନା ଧନ୍ୟବାଦ

    • @haramohanbehera2667
      @haramohanbehera2667 ปีที่แล้ว

      ରାଧେଶ୍ଯାମ ରାଧେଶ୍ଯାମ

    • @dibyapatha8555
      @dibyapatha8555  ปีที่แล้ว

      ଜୟ ଜଗନ୍ନାଥ ସାଧୁବାଦ ନମସ୍କାର

  • @santoshkumarmohapatra78
    @santoshkumarmohapatra78 7 วันที่ผ่านมา

    ରାଷ୍ଟ୍ରୀୟ ଗାଲୁଆ ବାହିନୀ , ହିନ୍ଦୁ ଧର୍ମ କୁ ଧ୍ଵଂସ କରିବାକୁ ଠିକା ନେଇଛନ୍ତି

  • @anantakumar5200
    @anantakumar5200 ปีที่แล้ว +1

    Laxmikant. Swedru. Jaana. Hei. Selaxminka. Khia. Hela. Fer. Bishnunka. Kanshela

  • @jagannathmaharana537
    @jagannathmaharana537 2 ปีที่แล้ว +4

    radhe krisna ,sir subhadrra devika pita mata janmatithi vedeo karantu

  • @TrilochanJagadala
    @TrilochanJagadala หลายเดือนก่อน

    Radha Laxmi nka jhalaru janma hele, eha thik Lagila nahi . Samparka re Radha hele Laxmi and bishnu nka jhia. Kemiti Radha and krishna nka milana hela. Eha pramana karantu.

  • @BishnukumarBaral
    @BishnukumarBaral 2 หลายเดือนก่อน +1

    ପ୍ରକୃୟରେ ଏହା କେଉଁ ପୁରାଣରୁ ଉଦ୍ଧାର କରି କହୁଛନ୍ତି ଦୟାକରି ସେ ପୁରାଣର ନାମଟି କବିବାଲୁ ଅନୁରୋଧ କାରଣ ଆପଣଙ୍କ କହିବା ଭିତରେ ଅନେକ କିଛି ଅପ୍ରାସଙ୍ଗିକ ଶବ୍ଦ କହିଗଲେ ,

  • @umakantachand2749
    @umakantachand2749 2 หลายเดือนก่อน +1

    Kichi jani naho tautara

  • @sagarikapati4670
    @sagarikapati4670 ปีที่แล้ว +1

    ହିନ୍ଦୁ ଧର୍ମ ରେ ସମସ୍ତେ ଗପ ଗଢ଼ି ପୂରlଣ ସ୍ରୁଷ୍ଟି କରିଦେଇ ପାରିବେ ।

  • @sarojpalkia9856
    @sarojpalkia9856 ปีที่แล้ว +1

    ହରି ଓଁ......

  • @ranjanrout6378
    @ranjanrout6378 2 ปีที่แล้ว +3

    💛💛💛💛Jay Jagannath💛💛💛💛💛

  • @fakirasa320
    @fakirasa320 ปีที่แล้ว +2

    Beautiful story

  • @fatiklalkumar3186
    @fatiklalkumar3186 ปีที่แล้ว +3

    Naradanka Bina ra Nama MAHATi. Kintu Apana kahuchhanti debadatta. Bhul kemiti kahuchhanti

  • @shankarpanda2323
    @shankarpanda2323 2 ปีที่แล้ว +1

    Bhagabat re Radha ra nam nahi na kan achi na

    • @dibyapatha8555
      @dibyapatha8555  2 ปีที่แล้ว

      ପରବର୍ତ୍ତୀ ଏପିଷୋଡ଼ ଦେଖନ୍ତୁ ଜାଣିପାରିବେ ଏବଂ କମେଟ କରିବେ ଜୟ ଜଗନ୍ନାଥ ନମସ୍କାର

  • @happyin4887
    @happyin4887 2 ปีที่แล้ว +1

    ......