ଆସ ଆସ କିଏ ଯିବ ହରିନାମେ ଡଙ୍ଗା ଯାଉଛି ।।ମା କଜଳେ଼ଇ ସଙ୍କୀର୍ତ୍ତନ ମଣ୍ଡଳୀ ।। କଙ୍କଡପାଳ।।7008774260।।9777457356
ฝัง
- เผยแพร่เมื่อ 8 พ.ย. 2024
- hello guys
welcome to our chanel budhadev sasmal kirtana videos
please like share and suscribe our chanel #budhadevsasmal
Please Support us for new videos and kirtana song
some playlist of our chanel
rakeshsound -
• Video
dandakalasanskruti - / dandakalasanskruti
BM Films - / @bmfilms9045
Facebook - m.facebook.com...
ଅପ୍ରାସଙ୍ଗିକ ନାନା ବାୟା 😊ଗୀତ
ଆଜ୍ଞା କଉ କାରଣରୁ ଅପ୍ରାସଙ୍ଗିକ ନାନା ବାୟା ଗୀତ ବୁଲି କହିଲେ ...?
ଶରୀରକୁ ତତ୍ତ୍ୱଭିତିକ ଡ଼ଙ୍ଗା କୁହାଯାଏ, ଡ଼ଙ୍ଗା ଯେମିତି ନଦୀର ଗୋଟିଏ କୂଳରୁ ଅନ୍ୟ କୂଳକୁ ଯାତ୍ରୀମାନଙ୍କୁ ପାରି କରାଇଥାଏ, ସେହିଭଳି ଶରୀର ରୂପକ ଡ଼ଙ୍ଗାଟି ବିଷୟାଜଞ୍ଜାଳ ରୂପକ ଭବନଦୀକୁ ପାର କରାଇଥାଏ, ଡ଼ଙ୍ଗାକୁ ଯେମିତି ବହି ନେବାପାଇଁ ଜଣେ ନାଉରିଆର ଆବଶ୍ୟକ ହୋଇଥାଏ, ସେମିତି ଭବ ସାଗରରୁ ପାରି କରିବାପାଇଁ ଜଣେ କର୍ଣ୍ଣଧାରଙ୍କ ଆବଶ୍ୟକ,
ଡ଼ଙ୍ଗାକୁ ଯେମିତି ଗତିଶୀଳ କରାଇବାପାଇଁ
କିଛି ଉପାଦାନ ଲୋଡ଼ା, ଯେମିତିକି କାତ କେରୁଆଳ ଇତ୍ୟାଦି ଠିକ ସେମିତି ଶରୀରରୂପକ ଡ଼ଙ୍ଗା ନିମିତ୍ତ କାତ ଆହୁଲା ଅଝାଲ ଇତ୍ୟାଦି ଆବଶ୍ୟକ,
ପ୍ରତ୍ୟେକ ଉପାଦାନର ତତ୍ତ୍ୱଭିତ୍ତିକ ନାମ ରହିଛି |
କିନ୍ତୁ ଏଠାରେ ଅପ୍ରସଙ୍ଗିକ କହିବାର ଉଦେଶ୍ୟ ହେଲା
ଡ଼ଙ୍ଗାର ନାମ ହରିନାମ ହୋଇନପାରେ,
କାରଣ ଡଙ୍ଗାରେ ବସିଗଲେ ତାହା ସ୍ୱୟଂ ଚାଳିତ ହୋଇନଥାଏ, ତାହାକୁ ଚଳେଇବାକୁ ପଡ଼େ, ସେଥିପାଇଁ କିଛି ଉପକରଣ ତଥା ନାଉରିଆ ଆଦିଙ୍କର ଦରକାର ହୋଇଥାଏ,
ଏହାକୁ ନେଇ ପ୍ରାଚୀନ କାଳରୁ ବହୁତ ଗୀତ ଲେଖା ହୋଇଛି, ଯଥା :-
"ହରେ ନାମ ଆହୁଲା କଲା, ରାମ ନାମ କାତ ହୋଇଲା, କୃଷ୍ଣ ଯେ ତରାଇ ଶ୍ରୀଗୁରୁଟି ସେହି,
ପାରି କରୁଛନ୍ତି ହୋଇ ନିଶଙ୍କା,
ଗୁରୁ ପାଦପଦ୍ମ ନଉକା, କର୍ଣ୍ଣଧାର ସିନା ଶ୍ରୀଗୁରୁ ଏକା |"
"କାହିଁକି ରେ ବାଇମନ ଭଙ୍ଗା ନାବପରେ ବସୁ... "
"ପାରିକର ପରବ୍ରହ୍ମ ପଡ଼ିଅଛୁ ଚିଲିକାରେ... "
"ଏହି ଭବନଦୀରେ ଜଣେ ନୂଆ ନାଉରୀ..."
"କେଉଁ ନଦୀରେ ହେବି ପାର ହେ..."
ଏହି ଗୀତ ଗୁଡ଼ିକ ତତ୍ତ୍ୱ ଭିତ୍ତିକ ଲେଖା
ନିର୍ମଳ ସାର କିଏ🥰 ଦଣ୍ତ ନୃତ୍ୟ କଳାକାର
Yes
ଅତି ସୁନ୍ଦର ଭଜନ ଜୟ ଶ୍ରୀ ରାମ
Bahut hi badhia vai mind blowing bahut badhia gita
youtube.com/@babaabadhutpresents6423?sub_conformation=1
ଅତି ସୁନ୍ଦର ଗୀତ
Apana mananku asesa dhanyabad👍
So beautiful😊😊😊
Nice song bhi 👌
Bahut sundar laguchhi 😇😇😇 bhai apanankara gita sunile mana khushi heijauchhi 🙏🙏 Jay maa kajalei 🙏
tq tq
youtube.com/@babaabadhutpresents6423?sub_conformation=1
Nice Bhai 🌺🌺🌺🌺🌺🌸🌸🌸🌸🌸
Supar ଭାଇ
Bhai very very So beautiful song 👌👌👌👌👌👌👌🙏🙏🙏🙏🙏🙏
youtube.com/@babaabadhutpresents6423?sub_conformation=1
Nice🎤🥰🥰🥰🥰🥰🥰
Nice song
Your Video iLiket'Gunabhai ❤️
Very nice
Ati sundar songs
❤❤❤ok
Super song 🎧🎤🎧🎤🎧🎤🎧
Nirmal sir nabika rool re gaithile
Super super so super
Jya siaram ❤❤❤
ଭାଈ ଅତି ସୁନ୍ଦର ଭାବରେ ଲେଖିଛନ୍ତି
youtube.com/@babaabadhutpresents6423
ଆଜ୍ଞା ମୋର ସମସ୍ତ ବନ୍ଧୁ ମନଙ୍କୁ ନମସ୍କାର।
Bhai biswsa kara aemiti gita gaucha je manaku chuin jauchi
Jay jagannath🙏🙏🙏
❤❤❤❤
Clear subhuni
Our village Kusupanga so proud
Nirmal sir nku aga 🙏tankarab a Gita au dance mana kini nia
ଅତି ସୁନ୍ଦର ଉପସ୍ଥାପନା
youtube.com/@babaabadhutpresents6423?sub_conformation=1
Sir pranam apori bhajan gito madhuro kanthare sunai bhagaban tatha odia jatiro gourab ku agaku nabapain nibedan
😍🎉❤️🙋🌄
Bhai 3 tanka athana khuchura miluni aeha ra prakruta artha comment re janaile upakruta hebi
ସମସ୍ତଙ୍କ ହାତରେ ସମସ୍ତେ ତିନିହାତ ଚାଖଣ୍ଡ ମୋ ମତରେ ଏହା ହେଉଛି ସେ ନାବରେ ପାଉଣା
କିସୁ ନ୍ଦ ର।
Kirttan swara dasakosi swarare gitatie boli send karantu
agyan
Right
E Khali danda swara gaibe
Kou nirmala sir tike kahibe ki please Bhai
Sabu,bhala,hauchi,kintu,danda,hauchi,bhai,puruna,gauna,kahihnki
Mu jibi 1 sir rakhi tha😮😮😮😮😮😮😅😊😊😊😊😊😅😅😊😅😅😮😊😊
Geeta ra full lyrics ta diantu
Bhai bhala laguci mu tuma jillara please pH no
Kn danda karuchaki
Kete ta pata aau kete ta kanta ganithila ki bhai
ଭାଇ subscribe କଲି. ପ୍ଲିଜ଼ ମୋ ଚାନେଲ କୁ 🙏🏽🙏🏽🙏🏽
Very nice
So beautiful😊😊😊