ଦୁନିଆର ସବୁଠୁ ଖରାପ ଗାଁ❓ଗଣ୍ଡଗୋଳ ପାଇଁ ଅଧାସୁଟିଂ ❗ଜନଜାତି ହିନସ୍ତା

แชร์
ฝัง
  • เผยแพร่เมื่อ 7 ก.ย. 2024
  • Welcome to fresh new vlog , in this video we are showing you a tribal village, it comes under Kendujhar district Telkoi Talapada panchayat block badakhaman Village . There is no road, no drinking water, only thatched house are here. Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #ground zero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #similipal #video #odisha #odiavideo #odushavillagelife #mountainlifestyle #wildanimals #wildlife

ความคิดเห็น • 1.1K

  • @pradyumnakumarsahoo1069
    @pradyumnakumarsahoo1069 6 หลายเดือนก่อน +155

    ଆପଣଙ୍କ ଭାଗ୍ୟ ଭଲ ଖରାଦିନେ ଯାଇଛ ବର୍ଷା ହେଇନି ନ ହେଲେ ମଜୁରୀ ଲଗେଇ bike କୁ ବୋହିବାକୁ ପଡ଼ିଥାନ୍ତା , ମୁଁ ସେ ଗାଁକୁ ଅନେକଥର ଯାଇଛି ଭଲକି ଜାଣିଛି ଲୋକମାନେ କେମିତି ହିନସ୍ତାରେ ଅଛନ୍ତି😢 ଭାଇ ଖାଲି ଅସରାଏ ବର୍ଷା ହେଲେ ଚାଲିକି ଯାଇପାରିବନି ଗୋଡ଼ ଖସିବା ସହିତ ପାଦରେ 5kg ଲେଖା ମାଟି ଲାଗିଯିବ ଜୋତା ପିନ୍ଧିକି ଚାଲିବା ମୁଷ୍କିଲ୍,

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +20

      🙏🙏🙏🙏🙏ଆପଣଙ୍କର ଏ କମେଣ୍ଟରେ ଯାହା ବି ପ୍ରକାଶ କଲେ ମୁଁ ଭ୍ଲଗ ର ଯାହା ଅଧୁରା ଥିଲା ତାହାକୁ ପୂର୍ଣ୍ଣ କରିଛି , ଏବଂ ଆପଣ ପହଁରା ଶିଖିଛନ୍ତି ନା ଏମିତି ଯାଇଥିଲେ❤️❤️❤️❤️ Thanks for watching this video and subscribe this channel

    • @bhagabanmajhi5099
      @bhagabanmajhi5099 6 หลายเดือนก่อน +10

      ଭାଇ ଲାଗୁଛି ଏଇ ହେଲା ଦେଶର ଉନ୍ନତି ର ଛବି । ସରକାର ଗାଁ ରୁ ସହର ଉନ୍ନତି କେବଳ ମିଡ଼ିଆ ବାଲାର ପ୍ରଚାର ,କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ବହୁତ୍ ଦୁଃଖ ର ବିଷୟ,
      ସରକାରଙ୍କ ହଜାରେ ଯୋଜନା କିନ୍ତୁ ସବୁ ବିଫଳ ।

    • @lipunpradhan2371
      @lipunpradhan2371 5 หลายเดือนก่อน +2

      Laba hasda bekar

    • @chunuramhansdah2525
      @chunuramhansdah2525 4 หลายเดือนก่อน

      @@bhagabanmajhi5099 Aha Netamontri manonkro obohela abongsochetonotaro obhab

    • @chunuramhansdah2525
      @chunuramhansdah2525 4 หลายเดือนก่อน

      @@lipunpradhan2371 lobo bhainku pori to gandire dom ochhi to

  • @Tiki380
    @Tiki380 5 หลายเดือนก่อน +15

    ଏଇ ଗାଁ ଟି ବହୁତ ସୁନ୍ଦର ଗାଁଟେ , ଗାଁ ଟିକୁ ସଜେଇ ଦେଲେ ଆହୁରି ସୁନ୍ଦର ଲାଗିବ ଦେଖିବାକୁ,👌♥️😄 please ସରକାର ଙ୍କୁ ମୋର ଗୋଟିଏ ଅନୁରୋଧ ଏହି ଗାଁ ପାଇଁ କିଛି ପଦକ୍ଷେପ ନିଅନ୍ତୁ , 🙏 କାରଣ ଏହି ଗାଁ ଲୋକମାନଙ୍କର ବିଭିନ୍ନ ପ୍ରକାରର ଅସୁବିଧା ହେଉଥିବ ତାହା ଜଣାପଡୁଛି ,ପାଣି ସ୍ୱାସ୍ଥ୍ୟ,ପଥପଢ଼ା ଇତ୍ୟାଦି ,ତେଣୁ ସିଘ୍ର ପଦକ୍ଷେପ ନିଆଯାଉ..... ଦେଖି କି ବହୁତ୍ ଦୁଃଖ ଲାଗୁଚି.😭....please....🙏

  • @singhbaidhar7646
    @singhbaidhar7646 6 หลายเดือนก่อน +101

    ଧନ୍ୟ ହେ ନବୀନ ପଟ୍ଟନାୟକ ସରକାର ।

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏🙏 Thanks for watching this video and subscribe this channel

    • @DurjodhanDip-rn3gm
      @DurjodhanDip-rn3gm 5 หลายเดือนก่อน +1

      ଏଇଟା ଗୋଟିଏ ଘୋଡ଼ାମୁହାଁ ସରକାର, ତାକୁ ଯିଏ ଭଲରେ ଲଗାମ ଦେଇପାରିବ ସିଏ ଭଲ ଲାଭ ଉଠେଇପାରିବ

    • @sanjayakumarpadhi1727
      @sanjayakumarpadhi1727 4 หลายเดือนก่อน

      Eita BIKASH😅

    • @Aaddddgggg
      @Aaddddgggg 3 หลายเดือนก่อน

      ମୋଦି ଜି ଙ୍କ କିଛି କର୍ତ୍ତବ୍ୟ ନାହିଁ କରିବା ପାଇଁ, ନା କରିଦେଲେ ଦୋଷ ହେଇଯିବ

    • @odishastylecooking3949
      @odishastylecooking3949 2 หลายเดือนก่อน

      Aahuri nabin patnaik ku vote diya

  • @somanathkhara8368
    @somanathkhara8368 6 หลายเดือนก่อน +40

    ଧନ୍ୟବାଦ ସାର, ବହୁତ ଭଲ ସରକାରଙ୍କ ଯୋଜନା ଜନମଙ୍ଗଳ ରାଷ୍ଟ୍ର ବିଷୟରେ ଦେଖାଇଲେ।

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏🙏 Thanks for watching this video and subscribe this channel

  • @devilskk1955
    @devilskk1955 6 หลายเดือนก่อน +102

    ଏମିତିକା ବି ଗାଁ ଅଛି ମୁ ଆଜି ଦେଖିଲି ଏତେ ଦୁଃଖ କଷ୍ଟ ସହୁଛନ୍ତି ଲୋକେ 😢

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏🙏 Thanks for watching this video and subscribe this channel

    • @kishanmallik1331
      @kishanmallik1331 6 หลายเดือนก่อน +1

      Bhai emiti bht gaon achi Sahar ru thare bhariki asi jete parucha sete gaon bhitaraku jao

  • @sujitnayak7837
    @sujitnayak7837 6 หลายเดือนก่อน +21

    ଏ ଭାଇଙ୍କୁ ବହୁତ୍ ଧନ୍ୟବାଦ୍।

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @santoshSANATANI108
    @santoshSANATANI108 6 หลายเดือนก่อน +76

    ୨୫ବର୍ଷ ସୁଶାସନ ର ଡିନଡିବ ବାଡ଼େଇ ଥିବା ସରକାର ଙ୍କ ଗାଲରେ ଶକ୍ତ ଚାପୁଡ଼ା ଟାଏ ଇଏ।
    ଆପଣଙ୍କ କାର୍ଯ୍ୟ କୁ ଧନ୍ୟବାଦ୍ ସାର ,,

    • @silentripu2875
      @silentripu2875 6 หลายเดือนก่อน +2

      Rights

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +3

      🙏🙏🙏🙏ଧନ୍ୟବାଦ ସାର Thanks for watching this video and subscribe this channel

    • @mithuntudu7189
      @mithuntudu7189 6 หลายเดือนก่อน

      Kebe b sudhire be nahin a loko mane jete hinasta thile b bjd ku hinn vote debe murkho

    • @bhagabanmajhi5099
      @bhagabanmajhi5099 6 หลายเดือนก่อน +5

      ନିର୍ଲଜ ସରକାରଙ୍କୁ କଣସି ଫରକ୍ ପଡିବନି, ଭାଈ, ଭୋଟ ରେ ମତଲବ,

  • @satyaprakashbeura935
    @satyaprakashbeura935 6 หลายเดือนก่อน +30

    This is actually an effective vlog govt should take proper action and care for the people.

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏 Thanks for watching this video and subscribe this channel

  • @alokkumarkhatua9163
    @alokkumarkhatua9163 5 หลายเดือนก่อน +19

    ମୋତେ ସବୁ କିଛି ଠିକ୍ ଲାଗିଲା ଏବଂ ପାଣି ପାଇଁ ଯେଉଁ ଝଗଡ଼ା ହେଲା ସେଇଟା ଆପଣଙ୍କ ର ଗୋଟିଏ ଛୋଟ ହାତ ଲେଖା କାହାଣୀ ବୋଧହୁଏ😄

  • @silentripu2875
    @silentripu2875 6 หลายเดือนก่อน +45

    ନବୀନ ପଟ୍ଟନାୟକଙ୍କ ରାଜନୀତି ରାଜ୍ୟ ର ଶାସକ ଦଳ ବିଧାୟକଙ୍କ। ଆମ ଗାଁ ନବୀନ ଗୋଁ

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

    • @sailantpatmajhi7199
      @sailantpatmajhi7199 6 หลายเดือนก่อน

      Thanks

  • @Akash88841
    @Akash88841 6 หลายเดือนก่อน +19

    ଭାଇ ଧନ୍ୟ ତମ ସରପଞ୍ଚ ଆଉ ଜିଲ୍ଲା ପରିଷଦ।
    ମା ମାନେ ଚପଲ ହାର ତିଆରି କରି ଥାଅ, ଭୋଟ ପାଇ ଭିକାରୀ ଆସିବେ 😄

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @balaihansdah9320
    @balaihansdah9320 5 หลายเดือนก่อน +10

    ଯୋଜନା ପରେ ଯୋଜନା ସବୁ ଆଦିବାସୀ ନାମରେ କିନ୍ତୁ ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରକୃତ ରେ ପହଞ୍ଚି ପାରେ ନି.... ଗାଁ ଲୋକ ଯେଉଁ ପାଣି ପିଉଛନ୍ତି ତାହା Iron ପାଣି ଏହା ପିଇବା ପାଇଁ ଅତ୍ୟନ୍ତ ଅଯୋଗ୍ୟ....🙏🙏🙏

    • @CharigarhVlogs1614
      @CharigarhVlogs1614  5 หลายเดือนก่อน

      🙏🙏🙏🙏🙏 share this video and subscribe this channel

  • @Sached299
    @Sached299 6 หลายเดือนก่อน +40

    ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗେ

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏🙏 keep support me And subscribe this channel

    • @mukeshsahu4462
      @mukeshsahu4462 6 หลายเดือนก่อน

      Bhai a hi janajati mankara hata bajara t k dekhiba

  • @rupaliroutvlog
    @rupaliroutvlog 5 หลายเดือนก่อน +6

    ସରକାର ଙ୍କୁ ଏମିତି ଦୃଶ୍ୟ ଦେଖାଯିବନି 😔କୋଉଠି ନାଚ, ଗୀତ କରେଇବେ ସେଇଟା ଜାଣିଛନ୍ତି, ନବୀନ ସରକାର ଯୁଗରେ ଏମିତି ଲୋକ ଦୁଃଖରେ ରହିବେ, ଧନ୍ୟହେ ସରକାର ତମକୁ ଧନ୍ୟ, ଦୟାକରି ଦୁଖୀ ଲୋକଙ୍କ ଦୁଃଖ ଟିକେ ଦୂରକର 🙏🙏🙏

  • @hemantabahera8047
    @hemantabahera8047 6 หลายเดือนก่อน +7

    ଏପ୍ରକାର ଗାଁ ଓଡ଼ିଶାରେ ଏବେବି ରହିଛି ହେ ଭଗବାନ,, ଭାଈ ସେ ନଦୀ ନାମ କଣ କି ନଦୀ,,❤ BBSR ରୁ 🙏🙏❤❤❤❤❤❤❤❤❤❤

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏ସମକୋଇ Thanks for watching this video and subscribe this channel

  • @KarunaSahu-iu9ep
    @KarunaSahu-iu9ep 6 หลายเดือนก่อน +6

    ଦୁଃଖ ଲାଗୁଛି 25ବର୍ଷ ଶାସନ ପରେ ଅବସ୍ଥା ଏଇଟା ଓଡ଼ିଆ ଙ୍କ ଧନ୍ୟବାଦ୍ sir

  • @mylifestyle2239
    @mylifestyle2239 6 หลายเดือนก่อน +14

    ବହୁତ ଦୁଃଖ ର ବିଷୟ ଆମ ଭାରତରେ ମଧ୍ୟ ଏମିତି ଗାଁ ଅଛି !

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @artofvillagerk9948
    @artofvillagerk9948 6 หลายเดือนก่อน +6

    ଅଜବ ଗାଁ । ନବୀନ ସରକାରଙ୍କୁ ମୋର ଦୁରୁ ଜୁହାର ।

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      Thanks for watching this video and subscribe this channel

  • @guruprasadsingh3457
    @guruprasadsingh3457 6 หลายเดือนก่อน +10

    Dhanyabad Amity village ku jai sethakara osubidhaku vlog madhyamare Odishavasinku janeirhibaru❤❤❤❤❤❤❤❤❤❤But aha Duniyara sabuthu kharap gan nuho

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Thanks for watching this video and subscribe this channel

  • @Sohani_Murmu
    @Sohani_Murmu 6 หลายเดือนก่อน +17

    Bohut bholo video ❤❤❤❤

  • @coccm3967
    @coccm3967 6 หลายเดือนก่อน +21

    ଇ video 📷 ସମନ୍ତଙ୍କୁ share କରନ୍ତୁ plz ❤❤ ସରକାର ପାଖକୁ ପହଞ୍ଚି ବା ଦରକାର 👍👍👍

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      Thanks for watching this video and subscribe this channel

  • @bhimagouri7190
    @bhimagouri7190 5 หลายเดือนก่อน +2

    ଏ ଗାଁର ରାସ୍ତାର ଅବସ୍ଥା ବା କଷ୍ଟ ଦେଖି ମ ଆଖିରୁ ଲୁହ ଝରି ଆସିଲା 🙏🙏🙏

  • @user-kt8of2jd8w
    @user-kt8of2jd8w 6 หลายเดือนก่อน +6

    ଭାଇ,ଏହା ହେଲା ମୋ ଓଡ଼ିଶା ନବୀନ ଓଡ଼ିଶା ଓ 5Tର ଚିତ୍ର I ବିକାଶ ନାଁ ରେ ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଏହି ନାଲିପାଣି ପିଆଇବା ଦରକାର ।

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏🙏🙏 Thanks for watching this video and subscribe this channel

  • @pramodakumarpatra9196
    @pramodakumarpatra9196 6 หลายเดือนก่อน +47

    ଏମାନେ ଝଗଡା ହେଉ ନ ଥିଲେ ଏ ମିଡ଼ିଆ କହିଛି ଝଗଡା ହୁଅ ଭିଡିଓ କରିବା

    • @subasbegera6118
      @subasbegera6118 5 หลายเดือนก่อน +2

      Banda lokota tu

    • @shreenabeen6891
      @shreenabeen6891 3 หลายเดือนก่อน

      Right

    • @pruthirajkulu7822
      @pruthirajkulu7822 3 หลายเดือนก่อน

      Badmas midia

    • @AnilBagarty-zn6fy
      @AnilBagarty-zn6fy 3 หลายเดือนก่อน

      ଖରାପ ଚିନ୍ତା ଆଗକୁ ଆସିଲେ ଲୋକ ବାଇଆ ହେଉଛି

    • @user-ys4vu5sj9k
      @user-ys4vu5sj9k หลายเดือนก่อน

      Thik katha kahucha

  • @ajayakumarmohanty9582
    @ajayakumarmohanty9582 6 หลายเดือนก่อน +5

    ଭଲ ଲାଗିଲା। ନଳକୂପ ପାଖରେ କଳି ପ୍ରଯୋଜିତ। ସେମାନଙ୍କର ପାନୀୟ ଜଳର ଉତ୍କଟ ଅଭାବ ରହିଛି। ଲବ ହାଂସଦା ର ଲକ୍ଷ୍ୟ ଅଲଗା। ଆପଣଙ୍କ ଲକ୍ଷ୍ୟ ପଥରେ ଆଗେଇ ଯାଆନ୍ତୁ। ଆପଣ ନୁଆ ନୁଆ ଜନଜାତି ର କଥା ପ୍ରଦର୍ଶିତ କରୁଛନ୍ତି। ଖୁସି ଲାଗୁଛି। ଧନ୍ୟବାଦ।

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏 vlogs ରେ ଆପଣଙ୍କ comment ମୁଁ ସବୁବେଳେ ଅପେକ୍ଷା କରିଥାଏ, ଆପଣଙ୍କ comment ରେ ମୋତେ ସବୁ ମିଳିଯାଇଛି ଲାଗେ

  • @subashchandranayak6683
    @subashchandranayak6683 4 หลายเดือนก่อน +2

    ପଚିଶ ବର୍ଷ ର ସରକାର ଙ୍କ ବିକାଶ ର ଚିତ୍ର। ବାଃ ବାଃ ରେ ସରକାର ଆଉ ତମର ବିକାଶ।ଧିକ୍ ତମ ଶାସନ।

    • @CharigarhVlogs1614
      @CharigarhVlogs1614  3 หลายเดือนก่อน

      🙏🙏🙏🙏🙏 share this video and subscribe this channel

  • @freefireofficial3817
    @freefireofficial3817 5 หลายเดือนก่อน +5

    I ❤️ LABA HASNDA

  • @kulamanibishi6746
    @kulamanibishi6746 6 หลายเดือนก่อน +8

    This video is good video

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏ବହୁତ ଖୁସି ହୋଇଗଲି

  • @singlequeen8553
    @singlequeen8553 5 หลายเดือนก่อน +3

    Tqsm sir vlogs krithibru.. government ku tk news jau..

  • @Mithunrima12
    @Mithunrima12 6 หลายเดือนก่อน +14

    Very nice sir keep it up

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏🙏 Thanks for watching this video and subscribe this channel

  • @user-pf8it2gg1p
    @user-pf8it2gg1p 6 หลายเดือนก่อน +8

    ଭାଇ ଆମ କୋରାପୁଟ ରେ ଵି ଏମିତି ରାସ୍ତା ଅଛି ଏ ସରକାର କିଛି କରୁନାହି

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @pradipkumardas9194
    @pradipkumardas9194 6 หลายเดือนก่อน +1

    This village belongs to our smart city of Odisha

  • @mohandassundarbhoi9261
    @mohandassundarbhoi9261 5 หลายเดือนก่อน +6

    ସରପଞ୍ଚ,GRS,BDO , chairman ଅଛନ୍ତି ନା ନାହିଁ

  • @preety143-pq3gd
    @preety143-pq3gd 4 หลายเดือนก่อน +2

    ଆମ ଗାଁ ବି ମାଟି ରାସ୍ତା, ବର୍ଷା ଦିନ ଯିବା ଆସିବା ବହୁତ କଷ୍ଟ ହେଉଛି,

    • @CharigarhVlogs1614
      @CharigarhVlogs1614  4 หลายเดือนก่อน

      🙏🙏🙏🙏🙏🙏 7735665773 call me and share this video and subscribe this channel

  • @psagar9230
    @psagar9230 6 หลายเดือนก่อน +4

    Very nice video sir Thanks Adivasi club Odisha

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @mdmonumia7191
    @mdmonumia7191 4 หลายเดือนก่อน +2

    It's very fun thanks

    • @CharigarhVlogs1614
      @CharigarhVlogs1614  3 หลายเดือนก่อน

      🙏🙏🙏🙏🙏🙏🙏🙏 share this video and subscribe this channel

  • @nilakanthamali4251
    @nilakanthamali4251 6 หลายเดือนก่อน +6

    ଧନ୍ୟବାଦ ଭାଇ

  • @user-kv7hq7zt6b
    @user-kv7hq7zt6b 6 หลายเดือนก่อน +2

    ଏହି ଗାଁ ଟି ହେଉଛି ନବୀନ ଓଡିଶା ର ଦୃଶ୍ୟ , କେବଳ ଏହି ଗାଁ ନୁହେଁ ଆହୁରି ଅନେକ ଗାଁ ଅଛି । ଆମ ସରକାର ଯୋଗେଇ ଦେଉଥିବା ସୁବିଧା ସୁଯୋଗ ସବୁ ଯେମିତି ତେଲିଆ ମୁଣ୍ଡରେ ତେଲ ପରି

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏🙏 ଆପଣଙ୍କର ସୁନ୍ଦର ମତାମତ ପାଇଁ ଧନ୍ୟବାଦ Thanks for watching this video and subscribe this channel

  • @KushalKumar-
    @KushalKumar- 5 หลายเดือนก่อน +3

    Hello sir ଏହି ବଳୀ ଗାଁ ରେ ସରକାର ଆଖି ପଡୁନି

    • @CharigarhVlogs1614
      @CharigarhVlogs1614  5 หลายเดือนก่อน

      🙏🙏🙏🙏 share this video and subscribe this channel

  • @ksamal4777
    @ksamal4777 5 หลายเดือนก่อน +2

    Thanks. Excellent work done.

    • @CharigarhVlogs1614
      @CharigarhVlogs1614  5 หลายเดือนก่อน

      🙏🙏🙏🙏 share this video and subscribe this channel

  • @parmodbhoibioi8148
    @parmodbhoibioi8148 6 หลายเดือนก่อน +8

    Nice video

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 please SUBSCRIBE this channel

  • @prabirakumarpanda1859
    @prabirakumarpanda1859 6 หลายเดือนก่อน +6

    Absolutely perfect ❤❤❤❤❤❤❤❤❤❤

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @rasanandasahu7970
    @rasanandasahu7970 6 หลายเดือนก่อน +7

    Awesome vlog

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @Forgiveme1234
    @Forgiveme1234 6 หลายเดือนก่อน +8

    ଇଟା, ପ୍ରାଇଜିତ ପରି ଲାଗୁଛି, ଆକୁ ଦେଖିଲେ ଲାଗୁଛି ଚଳଚ୍ଚିତ୍ର କରୁଛି

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 description re address ଅଛି ତାର ଦୁଶ୍ୟ ଦେଖିଲେ ଜାଣିବେ କେତେଟା ନଇ ଓ ନଇରେ ପୋଲ ନାହିଁ Thanks for watching this video and subscribe this channel

    • @satyaranjan451
      @satyaranjan451 6 หลายเดือนก่อน +1

      କେବେ ଦେଖିଚୁ ଏସବୁ?? ତତେ ଚଳଚ୍ଚିତ୍ର ଲାଗୁଚି ମୁଁ ନିଜେ ଯାଇଛି ଏମିତି ଯାଗା କୁ ଯଉଠି ନଳକୂପ ମଧ୍ଯ ନାହିଁ । ମୁଁ ପଥର ଖାଲ ରେ ଥିବା ପଚା ପାଣି କୁ ପିଇ କି ଶୋଷ ମେଣ୍ଟାଇଛି ଆଉ ଗାଁ ଲୋକ ବି । ବାସ୍ତବ ଥରେ ଦେଖ ବୁଝି ପାରିବ 😢

  • @renuodia6549
    @renuodia6549 6 หลายเดือนก่อน +8

    Khub bhalo video 👍👍👍

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @SANJIB225
    @SANJIB225 5 หลายเดือนก่อน +2

    ❤❤ from kandhamal, bhai mu first tum vloge dekuchi... ଆଦିବାସୀ ଗାଁ ର ସମସ୍ୟା ସାରା ବିଶ୍ଵ ଦେଖିବ
    ଭାଇଙ୍କୁ ଅଶେଷ ଅଶେଷ ଦନ୍ୟବାଦ 🙏🙏

    • @CharigarhVlogs1614
      @CharigarhVlogs1614  5 หลายเดือนก่อน +1

      🙏🙏🙏🙏🙏🙏 share this video and subscribe this channel

  • @sandipkumar-gt3tw
    @sandipkumar-gt3tw 6 หลายเดือนก่อน +4

    Clearly visible...Development!

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @nalinimajhi5348
    @nalinimajhi5348 6 หลายเดือนก่อน +2

    ଏଇଟା ହେଉଛି " ଆମ ନବୀନ ଓଡ଼ିଶା " .....

  • @Parthasarathi-Prachi
    @Parthasarathi-Prachi 6 หลายเดือนก่อน +5

    ମୁଖ୍ୟମନ୍ତ୍ରୀଙ୍କ ଆଖି ଫୁଟି ଗଲାଣି ଆଖିକି ଆଉ ଦିଶୁନି

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @manini8786
    @manini8786 5 หลายเดือนก่อน +2

    ମୋର ସରକାର ଙ୍କୁ ଅନୁରୋଧ ଯେ ଏ ଇ ଗାଆଁ ପାଇଁ କିଛି କରନ୍ତୁ

  • @nehurunaik3005
    @nehurunaik3005 6 หลายเดือนก่อน +4

    This is my Village...

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 ଦେଖାତ ହେଲାନି ଆପଣଙ୍କ ସହ Thanks for watching this video and subscribe this channel

  • @jagannath-creation
    @jagannath-creation 5 หลายเดือนก่อน +2

    ଧନ୍ୟବାଦ ନବୀନ ସରକାର ତୁମ 25ବର୍ଷ ଶାସନରେ ପାଣିପାଇଁ ଝଗଡା ଲାଗୁଛନ୍ତି

  • @jayantmahanta9677
    @jayantmahanta9677 6 หลายเดือนก่อน +4

    Super video

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @A2z.hemanta.dj.
    @A2z.hemanta.dj. 6 หลายเดือนก่อน +2

    ଭାଇ ସେମାନେ ସେଠି ଝଗଡ଼ା ଲାଗିଛନ୍ତି ଆପଣ ଠିଆହୋଇ ଦେଖିକି ହସୁଛନ୍ତି ଆପଣଙ୍କୁ ଲାଜ ଲାଗୁନି 😮😮😮ମୋତେ ତ ଲାଗୁଚି ଆପଣ ନିଜେ ଝଗଡ଼ା ଲାଗିବା ପାଇଁ କହିଛନ୍ତି କାରଣ ସେମାନେ ଝଗଡ଼ା ଲାଗିଥିଲେ ଆଉଥରେ ଏକାଠି ଠିଆ ହୋଇନଥାନ୍ତେ 😂😂😂

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏ଆପଣ ଗାଁକୁ ଯାଆନ୍ତୁ ଜାଣିପାରିବେ ଏବଂ Thanks for watching this video and subscribe this channel

  • @user-gd9hj7fl8j
    @user-gd9hj7fl8j 6 หลายเดือนก่อน +8

    5t village bro

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

    • @satyaranjan451
      @satyaranjan451 6 หลายเดือนก่อน

      5T pro 😂

  • @gyanaranjansahoo4939
    @gyanaranjansahoo4939 6 หลายเดือนก่อน +1

    # ଆମ ଓଡ଼ିଶା ନବୀନ ଓଡ଼ିଶା
    ଏଇ ହେଉଛି ନବୀନ ଓଡ଼ିଶା। ସରକାର ଙ୍କ ସବୁ ଯୋଜନା ଏଠି ଫେଲ୍ ମାରିଛି......
    😢😢😢😢

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @rajendrapatra7225
    @rajendrapatra7225 6 หลายเดือนก่อน +4

    Nice vloge

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @vasantswain8856
    @vasantswain8856 3 หลายเดือนก่อน +1

    ଦେଖିବା ଏଥର ଓଡ଼ିଶାରେ ପଦ୍ମ ଫୁଟିଲା
    ପେଖରୀ ନିଶ୍ଚିତ ଖେଳାହେଵ,

    • @CharigarhVlogs1614
      @CharigarhVlogs1614  3 หลายเดือนก่อน

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @user-eq5kc1jf4c
    @user-eq5kc1jf4c 6 หลายเดือนก่อน +5

    Super hoichi

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @GitaraniDehury-fc2nj
    @GitaraniDehury-fc2nj 4 หลายเดือนก่อน +1

    Awesome vlog ❤❤❤❤❤

  • @mahadevmallick2068
    @mahadevmallick2068 6 หลายเดือนก่อน +3

    ନବୀନ ପଟ୍ଟନାୟକ ସରକାର ପାଖକୁ ପହଞ୍ଚିବା ଦରକାର

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏 Thanks for watching this video and subscribe this channel

  • @sushilsoren1715
    @sushilsoren1715 6 หลายเดือนก่อน +2

    ଭାଇ ବହୁତ୍ କଷ୍ଟ କରିକି ଭିଡିଓ କରୁଛନ୍ତି ଦେଖିକି ଭଲ ଲାଗିଲା 🙏

  • @rubisethia6839
    @rubisethia6839 6 หลายเดือนก่อน +3

    Very nice video ❤

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @Sached299
    @Sached299 6 หลายเดือนก่อน +10

    I like your videos

  • @Saratofficial3423
    @Saratofficial3423 6 หลายเดือนก่อน +7

    No 1 odisha sarat

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @Swayomshidda
    @Swayomshidda 6 หลายเดือนก่อน +2

    ନବୀନ ଓ ପାଣ୍ଡୁ ଓଡ଼ିଶାରେ ମାଆ କୁ ସନମାନ ସହିତ ବିକାଶ

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @thirdeye9492
    @thirdeye9492 6 หลายเดือนก่อน +8

    ଭଡୁଆ ପାଣ୍ଡୁକୁ ଦେଖା ଏ ଦୃଶ୍ୟ
    ଉଡି ରାଜକୋଷ କରିଲା ଭସ୍ମ 😢

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @basantagoudalifestyle961
    @basantagoudalifestyle961 6 หลายเดือนก่อน +1

    Dekhkar yah lagta hai ki pahle se plan kya gaya tha. Kyunki bolo Hans rahe Hain jab ladai kar rahe. Water problem ko mast mast dikhaya hai.thankyou.

  • @subhashreerath1545
    @subhashreerath1545 6 หลายเดือนก่อน +4

    Ate sundar gan je gote v jari palstic dekilini ❤❤❤❤❤❤ 😊

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏🙏🙏 ଆଜ୍ଞା, ଅତି ସୁନ୍ଦର , ଦୁନିଆ, ମନକୁ ଛୁଇଁବ, Thanks for watching this video and subscribe this channel

  • @samirdas-xyz
    @samirdas-xyz 6 หลายเดือนก่อน +2

    Tag BJD chora sarkar ku se 25 year sasan pare bi kete durdasha re loka mane achhanty 🙏 salute blogger bhai nku ❤se

  • @thakurhansdah4160
    @thakurhansdah4160 6 หลายเดือนก่อน +5

    Thik kotha

    • @thakurhansdah4160
      @thakurhansdah4160 6 หลายเดือนก่อน +1

      Aji gote new blog aita bohut bholo heichhi sprt 10000%

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏🙏ଆପଣଙ୍କ comment ସବୁଠୁ ନିଆରା

  • @rockletpitch6722
    @rockletpitch6722 3 หลายเดือนก่อน +1

    Mu ye video ku 4 ta reporter group re share karichhi....mu vabuchhi prasasana akhire ye video padiba....bhai apananku ye Sundar prayasa pain bahut bahut dhanyabad....
    Thank you 🙏
    Srudeep
    Cuttack

    • @CharigarhVlogs1614
      @CharigarhVlogs1614  3 หลายเดือนก่อน

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @Englishstudy587
    @Englishstudy587 6 หลายเดือนก่อน +9

    Jhagada lagila bele ମୁହଁ ରେ ହଁସ ଥିଲା ଭଳି କାହିଁ ଲାଗୁଥିଲା

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

    • @mangalmurmu6847
      @mangalmurmu6847 6 หลายเดือนก่อน +1

      Planning kori video bona hauchi bhai 😊

    • @chunuramhansdah2525
      @chunuramhansdah2525 4 หลายเดือนก่อน

      Planing bholo heichi

  • @user-df7yp1fg4f
    @user-df7yp1fg4f 6 หลายเดือนก่อน +2

    ଧନ୍ୟବାଦ ନମସ୍କାର ଭାଇ 🙏🙏🙏🙏🙏🙏🙏

  • @gitanjalirout4909
    @gitanjalirout4909 6 หลายเดือนก่อน +5

    ବହୁତ୍ ବଢିଆ

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @narayanhansdah143
    @narayanhansdah143 6 หลายเดือนก่อน +5

    I like your video,Very good vlogging.. better than laba hansdah❤❤❤I love u brother

    • @CharigarhVlogs1614
      @CharigarhVlogs1614  6 หลายเดือนก่อน +1

      🙏🙏🙏 it makes me happy and thanks for watching this video and subscribe this channel

    • @chunuramhansdah2525
      @chunuramhansdah2525 4 หลายเดือนก่อน

      Jaha heu mani bakupodib ai media balanko plan highlight hebure babu

  • @JagabandhuMalik-ck5fj
    @JagabandhuMalik-ck5fj 5 หลายเดือนก่อน +3

    ଏଠିକାର ରାଜନେତାଙ୍କ ମୁଣ୍ଡରେ ମୁଁ _।ଭାଷା ଦେଖୁନାହିଁ।ବାଳ ସରକାର ଆଖିରେ ବା- ବାଜିଛି।ଛି ଛି ରେ ରାଜନୀତି।

  • @shradhanandamohanty8797
    @shradhanandamohanty8797 5 หลายเดือนก่อน +1

    Very good job bhai

  • @binodsaboo5646
    @binodsaboo5646 6 หลายเดือนก่อน +8

    Apana khusi ta thanks

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏Thanks for watching this video and subscribe this channel

  • @kailashmohanta6476
    @kailashmohanta6476 5 หลายเดือนก่อน

    ଓଡ଼ିଶାରେ ଏମିତି ଅନେକ ଗାଁ ଅଛି।
    କିନ୍ତୁ ଏ ନବୀନ ସରକାର ୫୦ ବର୍ଷ ସାଶନ କରିଲେ ବି

  • @user-tt3nk2rp9e
    @user-tt3nk2rp9e 6 หลายเดือนก่อน +6

    🎉😅

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @Prepwithsid
    @Prepwithsid 5 หลายเดือนก่อน +1

    Vlogger is enjoying the fight among ladies. His banter tells all.

    • @CharigarhVlogs1614
      @CharigarhVlogs1614  5 หลายเดือนก่อน

      🙏🙏🙏🙏 share this video and subscribe this channel

  • @Forgiveme1234
    @Forgiveme1234 6 หลายเดือนก่อน +4

    ଚୋର, ବଦମାସ୍,

  • @tilottamahembram4738
    @tilottamahembram4738 6 หลายเดือนก่อน +1

    Bahut bhala vedio.sarkaranka pakhaku nihati pahanchiba darkar.thank you..

  • @laxmistudio2919
    @laxmistudio2919 6 หลายเดือนก่อน +3

    apana mane khusi ta

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @GyanchandDasPattanaik
    @GyanchandDasPattanaik หลายเดือนก่อน

    Excellent coverage , earlier government was claiming that they have done marvelous work in the rural areas . But this video shows that no developmental work has been done .

  • @ManasKumar-cz3lz
    @ManasKumar-cz3lz 6 หลายเดือนก่อน +4

    😢😢😢.....

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 Thanks for watching this video and subscribe this channel

  • @user-vq5lk8jp9w
    @user-vq5lk8jp9w 6 หลายเดือนก่อน +1

    ଗାଁ ଲୋକଙ୍କୁ କୁହ ସମସ୍ତେ ମିଶି ଶପଥ କରନ୍ତୁ ଏଥର ଭୋଟ ବର୍ଜ୍ଜନ କରିବେ। ସବୁ ସମସ୍ୟା ସମାଧାନ ର ଏକମାତ୍ର ପନ୍ଥା।

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @manojsatapathy3865
    @manojsatapathy3865 4 หลายเดือนก่อน +2

    Local Surpanch and MLA should and must do something for this village.

    • @CharigarhVlogs1614
      @CharigarhVlogs1614  4 หลายเดือนก่อน

      🙏🙏🙏🙏🙏🙏 share this video and subscribe this channel

  • @entertainmentofficial872
    @entertainmentofficial872 6 หลายเดือนก่อน +10

    24 ବର୍ଷ ର ନବୀନ ପଟ୍ଟନାୟକ ସରକାରଙ୍କ ଉନ୍ନତି.

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @themovieswold408
    @themovieswold408 6 หลายเดือนก่อน +3

    Badabada gharara lokanku bhataa rasan chaul dauchhnti gaan manankare ate asubidhaa dekhantuamanannkudiantu loke bhala kahibe

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 Thanks for watching this video and subscribe this channel

  • @earthisbeautiful2527
    @earthisbeautiful2527 6 หลายเดือนก่อน +1

    Mo Odisha Nabin Odisha😂😂😂
    24 Varsha Ra chitra.
    Bhai Nice vlog. Main stream media Ra samay nahin epari chitra deibaku.
    Odisha ku Nabin Khaila😢

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏ଧନ୍ୟବାଦ ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଏବଂ Thanks for watching this video and subscribe this channel

  • @mahimacommunication5454
    @mahimacommunication5454 5 หลายเดือนก่อน +1

    Bhala video

  • @RudraBehera-wl7sh
    @RudraBehera-wl7sh 2 หลายเดือนก่อน

    ଏହି ସରକାର୍ ନବୀନ ପଟ୍ଟନାୟକ କହିଛନ୍ତି ଆପଣ ମାନେ ଖୁସିତ

  • @user-pf8it2gg1p
    @user-pf8it2gg1p 6 หลายเดือนก่อน +2

    ଭାଈ ଆସ ଆମ କୋରାପୁଟ ଜୟପୁରରେ ଆଟୁ ଵି ଵହୁତ କଷ୍ଟରେ ଅଛନ୍ତି ଗାଁ ଲୋକ ଫିଈବା ଫାଇ ଫାଣି ମିଳୁନି କି ଭଲସେ ରାସ୍ତା ନାହି

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏 ନିହାତି ଯିବା ଫୋନ ନମ୍ବର ଦିଅନ୍ତୁ and Thanks for watching this video and subscribe this channel

  • @ganeshvlog5281
    @ganeshvlog5281 6 หลายเดือนก่อน +2

    Bhai bholo kama karuchha amiti video sabu bele kara au ସରକାରଙ୍କ ପାଖକୁ ae video patheiba pain chesta kara sabu bhai manaku mora atiki anuradh, bhai tumar ajithu sabu video dekhibiau au mu tumar new subscriber (jay jaganath❤❤)

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏🙏 ମତାମତ ଗ୍ରହଣଯୋଗ୍ୟ Thanks for watching this video and subscribe this channel

  • @santalireaction-et3bh
    @santalireaction-et3bh 6 หลายเดือนก่อน

    Bohut bohut bhala lagila Bhai tomo....... Video..... Asa koruchi ahuri bohut bhala bhala video amo pain anonontu..... Dhanyabad...

  • @user-ch7uk8ji5s
    @user-ch7uk8ji5s 6 หลายเดือนก่อน +2

    ସରକାର ଅନ୍ଧ ହେଇ ଯାଇଛି

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      Thanks for watching this video and subscribe this channel

  • @mrutunjaybera1498
    @mrutunjaybera1498 5 หลายเดือนก่อน +1

    Hm

    • @CharigarhVlogs1614
      @CharigarhVlogs1614  5 หลายเดือนก่อน

      🙏🙏🙏🙏🙏 share this video and subscribe this channel

  • @bijaykumarbhuyan233
    @bijaykumarbhuyan233 6 หลายเดือนก่อน +2

    Before starting the video pl first declare the name of the place in detail.

    • @CharigarhVlogs1614
      @CharigarhVlogs1614  6 หลายเดือนก่อน

      🙏🙏🙏🙏 In next vlog I will definitely execute the idea given by you and thanks for watching this video and subscribe this channel