Se... Bhabuchanti ame emti english kahile....Naveen Pattnaik sir... Boli bhabi be loka mane😂😂😂Naveen babu odiya thik se kahi parunathile boli bjp wala taschalya karuthile tanku.... But Naveen sir jetiki b odiya kahuthile.... Sethire b kichi khaasiyat thila.... But emene odiya jani b odiya bhasa ku thik se kahi parunahanti...dhiik tama odiya heba😂😂😂😂odiya asmita chulli ku galani😢😢😢
Nije kan, keu post re achhanti,keu place re kahuchhanti,emane janiparunahnti.Kie written papers dekhi padhileni ta kie Bobile dekhi vasan deuchhanti.Very sad for public.
ବାଲିଯାତ୍ରା ରେ ଓଡ଼ିଆ ଅସ୍ମିତା ର ନଗ୍ନ ପ୍ରଦର୍ଶନ।
ସେମାନେ ଅନ୍ଧ ଭକ୍ତ
ସେ ନୂଆ english କହୁଛି,
😂😂
ନୂଆ english with alcohol 😂 mix😂
😂
😂😂@@jitendra33453
Bjp ର ଓଡ଼ିଆ ଅସ୍ମିତା 😂😂😂😂😂ପ୍ରେମ
Absolutely right sir 👍👍💯🙏
ଓଡ଼ିଆ ଅସ୍ମିତା ର କଥା ହେଉଛି ସ୍ପୋକନ୍ english
ଏଇଟା କଣ ଓଡ଼ିଆ ଅସ୍ମିତା.... 🙏ଜୟ ଜଗନ୍ନାଥ
Engraji somita😅😢😂
ଓଡ଼ିଆ ରେ କହିବା ଠିକ୍ ହୋଇଥାନ୍ତା। ଭୁଲ୍ ଇଂରାଜୀ ଭାଷାରେ କହିବା ଆଦୌ ଠିକ୍ ନୁହେଁ। ବାହାଦୂରୀ ଦେଖେଇବା ଅବାସ୍ତବ୍।
କେଉଁ ଇଞ୍ଜିନିୟରିଂ କଲେଜ ରୁ ପାଠ ପଢ଼ିଛନ୍ତି । ଭୁଲ କାହିଁକି କହୁଛନ୍ତି। ବିଜେପି ର think tank ସେଠି ବାବୁ ଙ୍କୁ ବୁଝାନ୍ତୁ।ଠିକ୍ କରନ୍ତୁ
ଯୋଉଠି ମୁଖ୍ୟମନ୍ତ୍ରୀ ଗୋଟାଏ ମୂର୍ଖ ତାଠାରୁ ଏଇଟା ଟିକେ ଜାଣିଛି
ମୁଖ୍ୟମନ୍ତ୍ରୀ କଣ ଏଭଳି ଗିତ ଗାଇବା କଥା କି ?ଚେଷ୍ଟା କରନ୍ତୁ କମ କହି ଓଜନଦାର ଭାଷଣ ଦେଲେ ଭଲ
ସତ କଥା କହିଲେ କେଦାର ବାବୁ ଆମର ବାହାର ଡିପ୍ଲୋମାଟ ଆସିଥିଲେ ସେମାନଙ୍କ ଆଗରେ ଭୂଲ ଇଂରାଜୀ କହୁଛନ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା
ଠିକ୍ କଥା କହିଲେ,,,,,, ଗ୍ରାମ ଶୁକରୀ କି ହୋଇବ ଗାଈ,,,, ସବୁ କଣ ନବୀନ ହୋଇବେ,,,, ଚେଷ୍ଟା କରୁଛନ୍ତି ଆପଣ ଏମିତି ଦୃଷ୍ଟି ରଖିଛନ୍ତି ସେ ଜାଣି ନାହାନ୍ତି ,,,, ଓଃ ଭୁଲ୍ ହୋଇଗଲା ହଉ ବାଟ ନାହାନ୍ତି ,,,,, ଧନ୍ୟ ରେ,,,, ସେ ଭାବୁଛନ୍ତି ପାଲା ବାଲା ର ପାଲା ଚାଲିଛି,,,,
ଇଏ double engine ଭାଷା
😂
ଲଜ୍ଜ୍ୟା
ପୁରା ଇରାଂଜୀ ର ମା, ଭଉଣୀ ଏକ କରିଦେଲା 😂😂
😂😂😂😂😂
😂 ଯେମିତି ଇଂରେଜ ମାନେ ଆମେ ଓଡ଼ିଆ ଭାଷାର କରୁଥିଲେ... ଆଜି ବଦଲା ନେଲା ଆଉ
ଅଳ୍ପ ବିଦ୍ୟା ଭୟଙ୍କରି। ବିଧାୟକ ଯେତେ ଶୀଘ୍ର ବୁଝିଜୀବେ ତାଙ୍କ ପାଇଁ ମଙ୍ଗଳ ହେବ। ପ୍ରଥମ ପାଳି ରେ ଏତେ ଅହଂକାର କାହିଁକି । 😅😅
Absolutely correct
ନବିିନି ବାବୁ କହୁ ଥିଲେ ବିଜେପି ବାଲା ଇଏ ବି ଗୋଟେ ରଙ୍ଗ ବୋଳା inglish କହିଲେ
@@RajeshDas-sv9bv ଆପଣଙ୍କର ମଧ୍ୟ ଭୁଲ spelling ଅଛି sir ।
Right - ଠିକ୍
Write - ଲେଖିବା
Wright - ସ୍ରଷ୍ଟା ବା ନିର୍ମାତା
Mohan majhi thik bujhi thibe
Siye bujhibaa paain iye kahile.
😂😂😂😂😂
😂😂😂
You are right Kedar Babu
Waah wash...sir good explanation ❤
ଓଡ଼ିଆ ଅସ୍ମିତା କହି ଜିତିଥିବା ମୂର୍ଖ ନେତା ଇଂଲିଶ କହିବା ଛାଡ ଓଡ଼ିଆ ମଧ୍ୟ୍ୟ ଠିକସେ କହିପାରନ୍ତି ନାହିଁ.ଏହିଭଳି ନେତା ଯେତେବେଳେ ତାଙ୍କ ଏରିଆକୁ ଯିବେ ତାଙ୍କର ସାଙ୍ଗ ମାନେ ଜାଣିପାରିବେ କିଭଳି ମୂର୍ଖକୁ ନିର୍ବାଚିତ କରିଛନ୍ତି.
ଏଇ କଣ ବିଜେପିର ଓଡ଼ିଆ ଅସ୍ମିତାର କଥା।
Modi bhasaaa....
Gujrati Asmita...Odia version
Tanku kehi chinhi nathile. Ebe all Odisha chinhigale.
😂😂😂😂😂😂
ଏମାନଙ୍କ ଇଂରାଜୀ କହିବା ବିଦେଶ ରେ ଆଉ ବାହାର ରାଜ୍ଯ ରେ ମହାଗାଂ ପଡିବା ସହିତ ଓଡିଆ ଅସମ୍ମିତା ଓ ଇଜ୍ଜତ ତଳେ ପଡିବ।
Right sir, when i heard, i got astonished. So many mistkaes were there
ଭୟଙ୍କର ଇଂଗ୍ଲିସ୍ ।
Right 👍❤
ପ୍ରକାଶ ସେଠୀର ଇଂରାଜୀ ଗୋଟେ ମାଷ୍ଟର୍ ପିସ୍।
Odia asmita
ଦୁଃଖର ବିଷୟ କେତେ କମଜୋର ମୂର୍ଖ doctor engineer ହେଉଛନ୍ତି ll କିଛି ଲୋକ 33% ମାର୍କ ରଖିକି engineer ହେଲେ ଏମିତି english ବାହାରିବ ll
Right 😂😂😂😂
ବିରୋଧ ଭାସ ର କିଛି ଆଉ ଦରକାର ନାହିଁ l ନିଜେ ଚିତ ପଟ୍ଟାଙ୍ଗ 🤪🤪😂😂😂🙏 ଧନ୍ୟରେ
ଜଗତେ କେବଳ ଜନେ ହସିବେ.............
ଏଇଟା ସାନ୍ତାଳୀ ଭାଷା ବୋଧହୁଏ.
hn aau
Bala na.....???
ସାନ୍ତାଳୀ ଭାଷା ତ ଗାଣ୍ଡି ମରିଥିଲା ବୋଧେ। This is ᱥᱟᱱᱛᱟᱞᱤ language.
ମୂର୍ଖ ଗୁଡ଼ା ଓଡ଼ିଶା ର ନାଁ ପକ ଉଛନ୍ତି ନା ଇଂରାଜୀ ରେ ପଦେ କହିପାରୁନାହାନ୍ତି
ଓଡିଆ ଅସ୍ମିତା। ବିଦେଶ ଅତିଥିମାନଙ୍କ ସାମନାରେ ଆମର ପ୍ରତିନିଧିଙ୍କ ଷ୍ଟାଣ୍ଡର୍ଡ, ରାଜ୍ୟ କୁ ଲଜ୍ଜିତ କରିଛି। ଭୋଟ ଦେଇ ନିର୍ବାଚିତ କରିଥିବା ଭୋଟର ମାନଙ୍କ ର ବିବେକ ବୁଦ୍ଧି ଓ ଶିକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
ସାର୍ ଆପଣଙ୍କ ଖବର ପ୍ରସାରଣ ଯାହା ଲୋକଙ୍କ ପାଇଁ ବିଧାୟକ ଙ୍କ ଇଂଲିଶ ତାହା ଲୋକଙ୍କ ପାଇଁ। ଦୁଇଟା ଯାକ ଅଭୁଝା
ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ଏଇ ବିଧାୟକଙ୍କ ନାଁରେ ନାମିତ କରାଯାଉ।
ଏ ରଙ୍ଗ ଦିଆ English, କେବଳ ଅନ୍ଧଭକ୍ତ ମାନେ ହିଁ ବୁଝି ପାରିବେ।
ଧନ୍ୟବାଦ ! ଚେଷ୍ଟା ଜାରି ରଖନ୍ତୁ । କିଛି ଅସୁବିଧା ନାହିଁ । ନବୀନ ପଟ୍ଟନାୟକ ଠିକ୍ ଓଡ଼ିଆ କହି ପାରୁନଥିଲେ ଏ ସାର୍ ଠିକ୍ ଇଂରାଜୀ କହିପାରୁ ନାହାନ୍ତି କିଛି ଅସୁବିଧା ନାହିଁ , ଓଡ଼ିଶା ବାସୀ ସବୁ ହଜମ୍ କରି ପାରନ୍ତି ।
ଖାଲି ତ ଓଡ଼ିଆ ଅସ୍ମିତା 😅😅
Ha Ha 🤣😂❤
Odisha ashmita
Sir absolutely right
JayBJD.jajpura
ସାରେ ଅସ୍ମିତା ବାହା ହେଇ ଯାଇଛି 😂😂😂😂
Good 🎉❤sr
ମୁଁ ହସି ହସି ଗଡିଗଲି
ଇଂଲିଶ ସବୁ ଭୁଲିଯିବେ ବାବୁ ଙ୍କ ଭାଷଣ ଶୁଣିକି ଇତିହାସ ସୃଷ୍ଟି କଲେ ପ୍ରକାଶ ବାବୁ
ଜାତିରେ ଧୋବା।ବୁଦ୍ଧି କେତେ।ଏମାନଙ୍କ ଐକାତ ଏଇଆ।
ଇଏ ଭାବୁଛି ନବୀନ ପଟ୍ଟନାୟକଙ୍କ ପରି
ଇଂରାଜୀ କହିବି।ଲାଜ ନାହିଁ।
କି ପ୍ରକାର ଲଂରାଜି ଇଏ। କୋଉଠି
ପାଠ ପଢି ଥିଲେ ଭାଇ। ଉଚା ରଣ ଠିକ
ଅଛି ନା ଟେ ନସ ଠିକ ଅଛି।
A little learning.is a dangerous thing
Very true sir
Right sir
ମଡର୍ଣ ଇଂରାଜୀ ବୁଝିବା ପାଇଁ କଷ୍ଟ ହେଲା
Sir right
Namaskar. You are right. Thanks.
ଇଂରାଜୀ ରେ ଭାଷଣ ଦିଅନ୍ତୁ। ଇଂରାଜୀ ଭାଷଣର ରୁ ଶ୍ରୋତା ବକ୍ତା ଙ୍କ ବାର୍ତା ସ୍ପଷ୍ଟ ବୁଝିବା ଯଦି ନହୋଇପାରିଲା ,ତେବେ ଭାଷଣ କାହିକି ?
ଭାଷଣ ରେ ପ୍ରାସଙ୍ଗିକତା ରହୁ।
ଭାଷଣରେ ଉତ୍ଥାପିତ ବାର୍ତାର କ୍ରମିକତା ରହୁ।
ପ୍ରଳାପ ନରହୁ।
ଆମ ମୁଖ୍ଯମନ୍ତ୍ରୀ ଓଡିଆରେ ଭାଷଣ ଦିଅନ୍ତି।
ସେ କୁଆଡେ ଶିକ୍ଷକ ଥିଲେ !
ବାକ୍ଯ ରେ ପୂର୍ଣଛେଦ ନାହିଁ।
କୁଆଡୁ କୁଆଡୁ ଅପ୍ରାସଙ୍ଗିକ କଥାମାନ ପଶିଆସୁଛନ୍ତି।
କେହି ଜଣେ ଇଂରାଜୀ ପଣ୍ତିତ ମୋହନ ମାଝୀ ଙ୍କ ଓଡିଆ ଭାଷଣ କୁ ଇଂରାଜୀ ରେ ଲେଖନ୍ତୁ( ଟ୍ରାନସ୍ ଲେସନ୍ ନୁହେଁ ବରଂ ଭାବାନ୍ତର କୁହନ୍ତୁ)
ଜାଣିପାରିବେ,ଏ ଭାଷଣ ର ଗୁଣବତ୍ତା କେତେ !
Oh! Ki English kire prakash ra wow
Over smart only
You are right kedar sir❤
କହିବେକି ସେ କେତେବାଟ ପାଠ ପଢ଼ିଛନ୍ତି।
ବିଜେପି ର ଓଡିଆ ଅସ୍ମିତା ଧନ୍ଯ କହିବ 😂😂😂
ଓଡ଼ିଆ କହିବା ଠିକ ହେବ ନାହିଁ।ଏମାନଙ୍କୁ ବିଧାନ ସଭା ପଠାଇବା ଟା ଭୁଲ।
Good
ଯେଉଁ ଗଛ ଲଗାଇବା ସେଇ ଫଳ ଫଳିବ ।ଆମେ ଶିକ୍ଷୀତ ମୁଖ୍ୟମନ୍ତ୍ରୀ ଙ୍କୁ କହିଲୁ ସିଏ ଓଡ଼ିଆ କରୁନାହାଁନ୍ତି।ଇଏତ ଓଡ଼ିଆ କହୁଛନ୍ତି, ଉତ୍କଳମଣି ମଧୁସୂଦନ ଦାସ,ନଜାରେ ନଜା ଗୋରୀ , ଏଇତ ଓଡ଼ିଆ ଅସ୍ମିତା।ଆଉ ରହିଲା ବିଧାୟକଙ୍କ ଇଂରାଜୀ ଭାଷଣ କଥା,ତାଙ୍କ ସଭା ସେ ଯେଉଁ ଭାଷାରେ କହିବେ ହେଲେ ସେ ମଞ୍ଚ ରେ ବିଦେଶୀ ଅତିଥି ମାନେ ଥିଲେ,।
ଆରେ ଭାଇ ତାଙ୍କର confidence level ଉଚ୍ଚ କୋଟୀର ।କାରଣ ସେ ନ ଡରି ନିଜ ମନରୁ କହିଛନ୍ତି ,କୌଣସି କାଗଜରୁ ପଢ଼ୁ ନାହାନ୍ତି ।ରହିଲା ,ସେ ଯାହା କହିବାକୁ ଚାହୁଁ ଥିଲେ ଆପଣ ଠିକ୍ ବୁଝିଛନ୍ତି ।ଭଗବାନ କରନ୍ତୁ ସେ ଆଗକୁ ଏହିପରି କହିବା ଆରମ୍ଭ କରନ୍ତୁ ଯଦ୍ୱାରା ଭବିଷ୍ୟତରେ ତାହା ଆପେ ଆପେ ସୁଧୁରିଯିବ ।
English kichhi kharap nuhen and bujhhi heuchhi. Na bujhhiba loka yemti kahibe. Ye sambadika kuhantu English aame tike Suniba.
🤣🤣🤣🤣🤣
Right
ଆକୁ ଶିକ୍ଷା ମନ୍ତ୍ରୀ କରିଦିଆଯାଉ 😜ଛି ଛି ଦୁର୍ଭାଗ୍ୟ ଓଡ଼ିଶାର ଓ କଟକିଆ ମାନଙ୍କର
ନବୀନ ବାବୁ ଭଲ ଓଡ଼ିଆ କହୁଥିଲେ, ବର୍ତ୍ତମାନ ନୂଆ ନେତା ଭଲ ଇଂରାଜୀ କହୁଛନ୍ତି.
😂😂😂100%right sir❤
ତମେ ଶିଖ ଭାଇ ତା ଠୁଁ,କେତେ speed ଆଉ ଦମ୍ଭ ତାର ଦେଖନ୍ତୁ, ୟକୁ କହନ୍ତି ବେହିୟା ଇଂରାଜୀ
He is an it graduate but what type of english saying
ଜୟ ବିଜେଡି
Really
ନବୀନ ପୋଟନାୟିକ ତାକୁ ଓଡ଼ିଆରେ କହିବାକୁ କୁହନ୍ତୁ
What u have said is completely right
If u don't have good command on english there is no need to give speech in English
Odia always Genius because he tried well in english language ❤
Odisha BJP fal sir
ଶିକ୍ଷ୍ୟାର ଅଭାବ expose ହେଇଯାଉଛି, ଓଡ଼ିଶାର ଇଜତ ର ପ୍ରଶ୍ନ. ଭବିଷ୍ୟତରେ ଆଉ ଏପରି ନ ଘଟୁ, ମନ୍ତ୍ରୀମାନେ ସଚେତନ ହେବା କଥା
Se... Bhabuchanti ame emti english kahile....Naveen Pattnaik sir... Boli bhabi be loka mane😂😂😂Naveen babu odiya thik se kahi parunathile boli bjp wala taschalya karuthile tanku.... But Naveen sir jetiki b odiya kahuthile.... Sethire b kichi khaasiyat thila.... But emene odiya jani b odiya bhasa ku thik se kahi parunahanti...dhiik tama odiya heba😂😂😂😂odiya asmita chulli ku galani😢😢😢
ତୁ ତ ଆଗ ଓଡ଼ିଆ ଲିପିରେ ଓଡ଼ିଆ ଭାଷା ଠିକ୍ ରେ ଲେଖେ 😂
❤❤
Absolutely right 👍👍👍
ସାଙ୍ଗ ପ୍ରକାଶ ଏଇଭଳି confidence ରେ ଆଗକୁ ମାଡିଚାଲ , ଆର ଥର କୁ ମନ୍ତ୍ରୀ ପଦ ପକା । କୁକୁର ତ ଭୁକିବେ ଭୁକନ୍ତୁ
ଯାହା କହିଲେ ବିରୋଧୀ ତାଛଲ୍ୟ କରିବେ।
😂 ଯେମିତି ଇଂରେଜ ମାନେ ଆମେ ଓଡ଼ିଆ ଭାଷାର କରୁଥିଲେ... ଆଜି ବଦଲା ନେଲା ଆଉ
ଭାଇ ଜଣେ ଇଂଜିନିୟର !!!!!!!!!!! ?
ନବୀନ ବାବୁ ଓଡ଼ିଆ ବି ଭଲ କରି କହିପାରନ୍ତି ନାହଁ ଯଦିଓ ଦେଖି ଦେଖି ପଢନ୍ତି। ଉଚ୍ଚାରଣ ବି ଭୁଲ୍ ଥାଏ।ତାହା ଦେଖାଯାଉନାହିଁ କାହାକୁ।କେବଳ ବିଜେପି ମନ୍ତ୍ରୀ ମୂଖ୍ୟ ମନ୍ତ୍ରୀ କୁ ଟାରଗେଟ କରୁଛନ୍ତି ବିଜେଡି ବାଲା
ଡହରାମିର ଚରମ ସୋପାନ
All time best comedy show 😂
Mla mo pakhaku tution asantu
Tution nuhen ma mo jhia saha aanganwadi jiba
ଏହି ଟା ବି ଯେ ପି ର ଓଡ଼ିଶା ଅସ୍ମିତା
Antarjatiya English aku kebala ama mohan bujhiba😅😅
Sir thik kahu chanti
ପ୍ରତିଦିନ ଗୋଟେ news ଚ୍ୟାନେଲ କି। ଏହା କି ପ୍ରକାର news।ପ୍ରତିଦିନ ଏବଂ ଭାଷ୍କର ଏ ଦୁଇଟି ଚ୍ୟାନେଲ କୁ ବ୍ୟନ୍ କର
Ea odia asmita
This type of situation is every where like school and medical
ଭାଇ କି ଥିଲା ଏ ରାଜ୍ୟ କି ହୋଇଛି ଆଜ।
ଏ ହେଉଛି ଓଡ଼ିଆ ଅସ୍ମିତା
ବିଜେପି ଦଳ ରେ ସବୁ ମୂର୍ଖମାନେ ଅଛନ୍ତି... ଏବେ ଅନ୍ଧଭକ୍ତ ମାନେ କୁଆଡେ ଗଲ ବେ ଶଳା, ଶୁଣ ତୁମ ନେତା ମନ୍ତ୍ରୀ ମାନଙ୍କୁ କଣ କହୁଛନ୍ତି,,, ତୁମେ ମାନେ ବି ଯଦି ଇଂଲିଶ ଜାଣିନ ତୁମର ଏଇ MLA ପାଖରୁ ଶିଖ 🤣🤣🤣🤣🤣😂😂😂
ବିଜେପି ଵାଲା ଗୋଟେ ଗୋଟେ ମେଣ୍ଟାଲ
Thik kahile upahasita karuchi nijaku
ସିଏ ତ ଇଂଲିଶ ଜାଣିନି ତୁ କେତେ ଜାଣିଛୁ ଟିକେ ଇଂଲିଶ ରେ କହ
Nije kan, keu post re achhanti,keu place re kahuchhanti,emane janiparunahnti.Kie written papers dekhi padhileni ta kie Bobile dekhi vasan deuchhanti.Very sad for public.
ଏ ପରା ଓ ଡିଆ ଅସ୍ମିତା ବଜେପି ର