Rice ATM Opens At Bhubaneswar For Ration Card Holders

แชร์
ฝัง
  • เผยแพร่เมื่อ 22 ต.ค. 2024

ความคิดเห็น • 471

  • @Viratbikash18
    @Viratbikash18 2 หลายเดือนก่อน +127

    ଚାଉଳ ମେସିନ ନୁହେଁ ❌ ଆଳୁ ମେସିନ ଲଗାନ୍ତୁ ✅✅✅✅✅😛😛😛

    • @melisha4236
      @melisha4236 2 หลายเดือนก่อน +11

      Alu chasa kara.. ete chasa jami achhi.. kn pain chasa karuno

    • @nirmalsahoo630
      @nirmalsahoo630 2 หลายเดือนก่อน +2

      ଆଳୁ ମେସିନ ପପୁର ଅଛି ବା

    • @Singh77359
      @Singh77359 หลายเดือนก่อน

      ତାହା କଂଗ୍ରେସ ଦେବ ଆଳୁରୁ ସୁନା ବାହାରିବ😂😂😂

  • @Duraraj-u9w
    @Duraraj-u9w 2 หลายเดือนก่อน +138

    ଜଣେ ବୃଦ୍ଧା ବୁକ୍ତି ଯାହାର ଆଙ୍ଗୁଠି ର print ଆସୁନି ସେ କେମିତି ପାଇବ.... କିଛି ଉପାୟ ଅଛି କି ?

    • @TarunKumarSahoo-jb8xh
      @TarunKumarSahoo-jb8xh 2 หลายเดือนก่อน +11

      ଭାଇ ଅସୁବିଧା ବାହାରିଲେ ସୁବିଧା ବାହାରିବ। ଏଇଟା ସମସ୍ତ ଙ୍କ ପାଇଁ ବାଧ୍ୟତାମୂଳକ ହୋଇନାହିଁ।

    • @Duraraj-u9w
      @Duraraj-u9w 2 หลายเดือนก่อน

      @@TarunKumarSahoo-jb8xh 👌

    • @bhaisalsanjib
      @bhaisalsanjib 2 หลายเดือนก่อน +1

      Ha news re dekhili

    • @rakeshtikirana1140
      @rakeshtikirana1140 2 หลายเดือนก่อน +10

      Dhana deposit ATM bahara kara jouthire chasi bhai Dhana deposit kale money bahariba MSP re

    • @bibuparamaguru4693
      @bibuparamaguru4693 2 หลายเดือนก่อน

      Exception will be there

  • @dilipsamal4536
    @dilipsamal4536 2 หลายเดือนก่อน +27

    ଏ ସବୁ ବାଳ ଧନ୍ଦା ମୂର୍ଖ ଲୋକ ମାନେ ଯୋଉ ଅଛନ୍ତି ଯୋଉ ବୁଡ଼ା ବୁଡ଼ି ମାନେ ଅଛନ୍ତି ସେମାନେ କଣ ଏମିତି କରି ପାରିବେ ବେକାର ଧନ୍ଦା

    • @user-wf7og4el9m
      @user-wf7og4el9m 2 หลายเดือนก่อน +5

      ବିଷେଶ କରି ତମଭୋଳି ଭକୁଆ ଆଉ ଗାଲୁଆ ମାନଙ୍କ ପାଇଁ ଅସୁଵିଧା । ବାଧ୍ୟ ନୁହେଁ ତମେ ଏଇଠୁ ଆଣିବ ଡିଲର୍ ବି ରହିବ ତା ସହ ମେଶିନ୍ ମଧ୍ୟ କଣ ବାଳଟା ବୁଝିଲୁ ଭକୁଆ ,,,ପ୍ରଥମେ ବୁଝ ଖାଲି ଛାଟିପିଟି କାହିଁକି ହୋଉଛ

    • @kumar_swain05
      @kumar_swain05 2 หลายเดือนก่อน +2

      Nabina bhakta ra jali gala ki development dekhiki??

    • @sandhyaranimalik4017
      @sandhyaranimalik4017 2 หลายเดือนก่อน

      ​@@user-wf7og4el9myou are right bro you are right 😂😂😂😂😂ei kukura mananku emiti darkar 😂😂

    • @BarsharaniPatra-b7k
      @BarsharaniPatra-b7k หลายเดือนก่อน

      Auu ame student mane bahare rahiki padhuchu chaula pai jiby specia signature pai

  • @shatrugnasethi625
    @shatrugnasethi625 2 หลายเดือนก่อน +82

    ସାଧାରଣ ଲୋକେ ବହୁତ ହଇରାଣ ହେବ

    • @user-wf7og4el9m
      @user-wf7og4el9m 2 หลายเดือนก่อน

      କାହିଁକି ସାଧାରଣ ଲୋକ ନୁହେଁ ଚାଉଳ ଡିଲର୍ ହୋଇରାଣ ହେବେ ସେମାନେ ଭଲ ଚାଉଳ ରଖି ଖରାପ୍ ଚାଉଳ ଲୋକଙ୍କୁ ଦିଅନ୍ତି ସେମାନଙ୍କର ବ୍ୟାପାର ମାନ୍ଦା ହେବ ଠିକ୍ ଭାବେ ଓଜନ ନକରି ଜାଲିଆତି କରୁଥିଲେ

    • @Kalingatraveller636
      @Kalingatraveller636 2 หลายเดือนก่อน +10

      ହେଲେ ଭଲ କଥା.. ସରକାର ର କିଛି ଭଲ କାମ କୁ ସମର୍ଥନ କର.. ପରେ ବ୍ୟବସ୍ଥା ବାହାରିବ.. ଏବେ ଠୁ ବିରୋଧ କାଇଁ କରୁଛ

    • @manojkumarekrambhakt7086
      @manojkumarekrambhakt7086 2 หลายเดือนก่อน

      Dhire dhire thik heijiba

    • @Duraraj-u9w
      @Duraraj-u9w 2 หลายเดือนก่อน

      @@Kalingatraveller636 ଠିକ ବିଚାର 👌

    • @ambikmallik6229
      @ambikmallik6229 2 หลายเดือนก่อน

      Hairan kan pain

  • @bijaydas3115
    @bijaydas3115 2 หลายเดือนก่อน +5

    ଶିକ୍ଷିତ ଲୋକ ATM ରୁ ଠିକ୍ ଭାବରେ ପଇସା କାଢି ପାରୁ ନାହାଁନ୍ତି ଆଉ ଅଶିକ୍ଷିତ ଲୋକ ଏହି ମେସିନ୍ ରୁ ଚାଉଳ ବାହାର କରିବେ ।
    😂😂😂😂😂😂😂😂😂

    • @user-wf7og4el9m
      @user-wf7og4el9m 2 หลายเดือนก่อน +1

      କିଏ କହିଲା ବାହାର କରିପାରୁନାହାନ୍ତି ,,,ତା ହେଲେ ଏଟିଏମ୍ ରେ ଏତେ ଭିଡ କେମିତି

  • @bbaburao-ic3bw
    @bbaburao-ic3bw 2 หลายเดือนก่อน +53

    ସାରା ରାଜ୍ୟରେ କରାଯାଉ mg ଚୋର dealer ମାନଙ୍କୁ ହଟାଯାଉ ବହୁତ ଲୋକ ହଇରାଣ ହେଉଥିଲେ

    • @DRx_legend_7
      @DRx_legend_7 2 หลายเดือนก่อน

      Chori roki paribani 😂

  • @mr.sanjayinformationdiscov3282
    @mr.sanjayinformationdiscov3282 2 หลายเดือนก่อน +9

    ସୁନ୍ଦର ଅତି ଭଲ ପଦକ୍ଷେପ,,, ଆଉ ଚାଉଳ ଡିଲର ମାନେ ମାପ ରେ ଠକି ପାରିବେନି😂😅😂😅
    ମନେ କରନ୍ତୁ ଜଣେ ପରିବାର ରେ 6 ଜଣ ଅଛନ୍ତି 4 ଜଣ ଗ୍ରାମ ରେ ରହୁଥିବାବେଳେ 2 ଜଣ ସହରରେ ରହୁଛନ୍ତି ଏଠି ଗ୍ରାମରେ ଥିବା ଲୋକେ ଚାଉଳ ଆଣନ୍ତି ଆଉ ସହରରେ ଥିବା ଲୋକ ଘରକୁ ଆସି ଚାଉଳ ନିଅନ୍ତି,,,
    ଏହି ଚାଉଳ ATM ହେବା ଦ୍ୱାରା ସହରରେ ଥିବା ଲୋକ ତା ନିଜ ଭାଗ ସେଠୁ ନେଇପାରିବ ଆଉ ଗ୍ରାମ ରେ ଥିବା ଲୋକ ତାଙ୍କ ନିଜ ଭାଗ ଗ୍ରାମରୁ ନେଇ ପାରିବେ,,,
    🤗👏👏👏👏👏

    • @farunvlogs5535
      @farunvlogs5535 2 หลายเดือนก่อน +1

      Tame budhi deba ,tama anusare munda sarkar kama kariba

    • @mr.sanjayinformationdiscov3282
      @mr.sanjayinformationdiscov3282 2 หลายเดือนก่อน +2

      @@farunvlogs5535 କାହା ଜାତି ଉପରେ ଆକ୍ଷେପ କରି କହିବା ତୁମର କୌଣସି ଅଧିକାର ନାହିଁ,,,,

  • @rameshchandrajena9319
    @rameshchandrajena9319 2 หลายเดือนก่อน +35

    ଜଣେ ବୃଦ୍ଧା କିପରି ଯାଇ ଆଣିବେ, ଆପଣ ସବୁଠାରେ ରହି ଶିଖାଇବେ, ଓ ସେମାନଙ୍କୁ ଚାଉଳ ବାହାରି କରି ଦେବେ,

    • @user-wf7og4el9m
      @user-wf7og4el9m 2 หลายเดือนก่อน +3

      ଏଇଟା ସମସ୍ତଙ୍କ ପାଇଁ ବାଧ୍ୟତା ମୂଳକ ନୁହେଁ ତମେ ପଞ୍ଚାୟତ କି ଡିଲର୍ ମାନଙ୍କ ଠାରୁ ମଧ୍ୟ ନେଇପାରିବେ

    • @rajamohapatra6607
      @rajamohapatra6607 2 หลายเดือนก่อน

      Ta pua jiba

    • @dijon.tricks4877
      @dijon.tricks4877 2 หลายเดือนก่อน

      ​@@rajamohapatra6607 ଏମିତି ତ ଦବୁଜାଗାରେ ରାଜ ନୀତି

  • @kkpattnaik4511
    @kkpattnaik4511 2 หลายเดือนก่อน +19

    ଗାଁ ମାନଙ୍କ ରେ ରାସ୍ତା ବିଜୁଳି ଚୋଲିବା ବ୍ୟବସ୍ଥା ନଥିଲେ କଣ ହେଲା ସେଠୀ ଗୋଟେ 🏧 ଲାଗିବ 😂😂😂😂

    • @Bhumi___0101
      @Bhumi___0101 2 หลายเดือนก่อน

      Gaa re rasta nanhi boli airport tiari hau nathiba ki train hau nathiba

  • @ranjanmallick6797
    @ranjanmallick6797 2 หลายเดือนก่อน +4

    ଜଣଙ୍କ ଏତେ ଟାଇମି ଲାଗୁଛି 100ଜଣଙ୍କ କେତେ ଟାଇମି ଲାଗିବ ଫାଲତୁ କାମ

  • @Jitendraaaaaaaaa
    @Jitendraaaaaaaaa 2 หลายเดือนก่อน +13

    ବାଳ ଧନ୍ଦା

    • @Kalingatraveller636
      @Kalingatraveller636 2 หลายเดือนก่อน +1

      ତୁ ଭିକ ମାଗେ ତତେ ଏ ଭଳି ବାଳ ଜିନିଷ ମିଳିବ

  • @PaagalKhopdi
    @PaagalKhopdi 2 หลายเดือนก่อน +3

    ATM ବାଳ ଖୋଲୁନ , ବେଶରମ୍ ଆଳୁ ଆସି 50 ହେଲାଣି ଏଠି ଚାଉଳ ATM 🏧 ଖୋଲା ଯାଉଚି,

    • @Bhumi___0101
      @Bhumi___0101 2 หลายเดือนก่อน

      Jaa puaa chasa kar alu company re hue ni

    • @mundariipilproduction1376
      @mundariipilproduction1376 2 หลายเดือนก่อน

      ​@@Bhumi___0101ଚାଉଳ ଟା କମ୍ପାନୀ ରେ ହୋଉଛି ତା ହେଲେ 😂😂😂😢😢😮

  • @Alekhaprusty-uj8tp
    @Alekhaprusty-uj8tp 2 หลายเดือนก่อน +17

    ଏହା ମଧ୍ୟରୁ 10kg ଟା 9kg ବାହାରିବ ଆମ ଗାଁ ଡିଲର କହୁଛି

    • @melisha4236
      @melisha4236 2 หลายเดือนก่อน +5

      Gaon dealer kn computer na jyotisha

    • @user-wf7og4el9m
      @user-wf7og4el9m 2 หลายเดือนก่อน +7

      ତମ ଗାଁ ଡିଲର୍ କହିବନି କେମିତି ମେସିନ୍ ଲାଗିଲେ ତାଙ୍କ ବେପାର ବନ୍ଦ ହେଇଯିବ 🤣🤣🤣🤣

    • @Spanda34575
      @Spanda34575 2 หลายเดือนก่อน +1

      Dealer sabu daudauchhanti chaula 8/9kg khola anile paribar 5janakar anile 42kg dauchhanti

    • @bharatsahoo232
      @bharatsahoo232 2 หลายเดือนก่อน +1

      ତମ ଗାଁ ଡିଲର ର ଦୋକାନ ବନ୍ଦ ହୋଇଯିବ ବୋଲି ସେ କହୁଛି

  • @abhiabhi2511
    @abhiabhi2511 2 หลายเดือนก่อน +12

    ଆଳୁ ଆଉ ପିଆଜ ମେସିନ ଦରକାର ମୋହନ ସରକାର......

    • @nirmalsahoo630
      @nirmalsahoo630 2 หลายเดือนก่อน +1

      ଆଳୁ ମେସିନ ପପୁ ପାଖରେ

    • @Bhumi___0101
      @Bhumi___0101 2 หลายเดือนก่อน +1

      Kebhe chasa bila dekhichhu naa market ru alu piaja kiniki khaichhu ? Jaa bila re chasa kar alu machine bahariba

  • @stylesmuna.o.j.
    @stylesmuna.o.j. 2 หลายเดือนก่อน +1

    ସରକାର ଅର୍ଥକୁ ବେକାର ରେ ବର୍ବାଦ କରୁଛନ୍ତି ସେମିଥି ବି ଆଗରୁ ଚାଉଳ ଓଜିନି କରି ଆଣୁଥୁନୁ ବେକାର ପଇସା ବର୍ବାଦ କରୁଛନ୍ତି ସେଇ ପଇସା କୁ ଯଦି ଗରିବକୁ ସହାୟତା କରେତେ ତାହେଲେ ଲୋକେ ଭଉତ ଖୁସି ହୋଇଥାନ୍ତେ

    • @rtdigitxt2453
      @rtdigitxt2453 2 หลายเดือนก่อน +1

      କଣ Guarantee ଅଛି ଯେ ଲୋକଙ୍କୁ ଚାଉଳ ନଦେଇ ପଇସା ଦେଲେ ସେମାନେ ଭଲ କାମରେ ଉପଯୋଗ କରିବେ ? ବାକି ରହିଲା ଚାଉଳ ATM କଥା କେତେକ ଗ୍ରାମରେ Dealer ମାନେ ପଇସା ଖାଇ ଯାଉଛନ୍ତି ଗରିବ ଲୋକ ମାନେ ଚାଉଳ ପାଇପାରୁ ନାହାନ୍ତି। ସେଇ Corruption କୁ ଅଟକେଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଆଉ ଏହା beta-testing ରେ ଅଛି । ଖାଲି ଚାଉଳ ATM ର ବ୍ୟବସ୍ଥା ରହିବନି ଯେମିତି Dealer ପାଖରୁ ଚାଉଳ ଆଣୁଥିଲ ସେମିତି ଆଣିବ ଏବଂ ଆଗକୁ ଆହୁରି Improvement ହବ। ତେଣୁ Criticize କରିବା ଅପେକ୍ଷା ଓଡ଼ିଶା ର ପ୍ରଗତି ଦେଖ।

  • @smrutiranjanpatra7991
    @smrutiranjanpatra7991 2 หลายเดือนก่อน +23

    ଏଇଟା ସ୍କାମ ହେବ ନାହିଁ ବୋଲି କଣ ଗ୍ୟାରେଣ୍ଟି

    • @Kalingatraveller636
      @Kalingatraveller636 2 หลายเดือนก่อน +2

      ନବୀନ ପଟନାୟକ କୁ ପଚାରିବୁ ଯା

    • @Niharikapradhan-mm2zh
      @Niharikapradhan-mm2zh 2 หลายเดือนก่อน

      Eta kn nabin lageichi ki

    • @smrutiranjanpatra7991
      @smrutiranjanpatra7991 2 หลายเดือนก่อน +1

      @@Niharikapradhan-mm2zh ଆଉ କାହାର କଣ ସ୍କାମ୍ ହଉ ନାହିଁ କି

    • @nirmalsahoo630
      @nirmalsahoo630 2 หลายเดือนก่อน

      ତୁମେ କାଲି ବଞ୍ଚିଥିବ ବୋଲି ଗ୍ୟାରେଣ୍ଟି ଅଛି

    • @smrutiranjanpatra7991
      @smrutiranjanpatra7991 2 หลายเดือนก่อน

      Mu politics katha kahunahi election first ru to NIT Scam au kn bharasa karibu

  • @POWERFULHACKFF
    @POWERFULHACKFF 2 หลายเดือนก่อน +1

    ଏଇଟା ଓଡ଼ିଆ ଭାଷା ରେ ହେବା କଥା❤😃😃

  • @ramamishra4562
    @ramamishra4562 2 หลายเดือนก่อน +2

    ସାର୍ ମୋର ଗୋଟେ ଅଭିଯୋଗ ଅଛି ଜେ
    ଯେଉଁ ସାର୍ ବତାଉଛନ୍ତି ସେ ତ ଜଣେ ସରକାରୀ କର୍ମଚାରୀ କିନ୍ତୁ ତାଙ୍କର ରାସନ୍ କାର୍ଡ ହେଲା କେମିତି କୁହନ୍ତୁ ?

    • @BhagirathaPrusty-yd4tj
      @BhagirathaPrusty-yd4tj 2 หลายเดือนก่อน +1

      ଠିକ୍ କଥା ଭାଈ, ସେ କଥା ଟିକୁ କେହି ଗୁରୁତ୍ବ ଦେଇନାହାନ୍ତି, ସେ ନିଜେ ହିଁ ମାନିଛି ଏଇଟା ମୋ ରାସନ୍ କାର୍ଡ ନମ୍ବର ଆଉ ଆଙ୍ଗୁଳି ପ୍ରିଣ୍ଟ ବି ଦେଲା,ସବ ଶଳା ଗାଣ୍ଡିମରା 😮😮

    • @ramamishra4562
      @ramamishra4562 2 หลายเดือนก่อน +1

      @@BhagirathaPrusty-yd4tj ନାଇ ଭାଇ ସେଇଟା କହିବା ବି ଭୁଲ କାରଣ ଆମେ ଜାଣିନୁ ଜେ ସେ ସରକାରୀ କର୍ମଚାରୀ ନ ସାଧାରଣ ଲୋକ। ଖାଲି ଡାଉଟ୍ ଅଛି ।।

    • @ramamishra4562
      @ramamishra4562 2 หลายเดือนก่อน +1

      @@BhagirathaPrusty-yd4tj ଯଦି ସରକାରୀ ହେଇ ଥିବେ ତାହାଲେ ପ୍ରଶାସନ ଜବାବ ଦେବେ ।। ଠିକ୍ ନା ଭୁଲ୍

    • @BhagirathaPrusty-yd4tj
      @BhagirathaPrusty-yd4tj 2 หลายเดือนก่อน

      @@ramamishra4562 ଠିକ୍।

  • @sasmitamohanty4596
    @sasmitamohanty4596 2 หลายเดือนก่อน +1

    Kou jaga

  • @fakirmohansahoo2079
    @fakirmohansahoo2079 2 หลายเดือนก่อน +2

    ଆଉ ଚିନି,ଗହମ , କିରୋସିନି ମେସିନ କେବେ ଲାଗିବ,🤣🤣😂😂😱😱😱😄😄😅😅😆😆😆😁😁😁😁😁🤭🤭🤭🤭

    • @Bhumi___0101
      @Bhumi___0101 2 หลายเดือนก่อน

      Sabu free re darkar

  • @lifelinegyan8619
    @lifelinegyan8619 2 หลายเดือนก่อน

    Bahut bhala initiative. Dealer mane au loot kari paribeni. Thanku 🎉

  • @pankajvlogs3864
    @pankajvlogs3864 2 หลายเดือนก่อน +5

    ଆପଣ ଭାବୁଛନ୍ତି ମେସିନ୍ ଭିତରକୁ ଚାଉଳ ଆପେଆପେ ଲୋଡ଼ ହେଇଯିବ। ସେଇ ଡିଲ ର ବଲା ହିଁ ରଖିବେ

  • @BasudebSahoo-m9t
    @BasudebSahoo-m9t 2 หลายเดือนก่อน +2

    ସ୍ୱାଗତ ଯୋଗ୍ୟ ପଦକ୍ଷେପ 👍

  • @KOBITA5559
    @KOBITA5559 2 หลายเดือนก่อน +1

    ପାଲତୁ

  • @Bindiyadeepakodiavlogs
    @Bindiyadeepakodiavlogs 2 หลายเดือนก่อน +4

    Eita Bala atm 🏧

    • @Viralshorts017
      @Viralshorts017 2 หลายเดือนก่อน

      Nagala kai haucha experiment chaalichi wait karuna

  • @salmontudu9152
    @salmontudu9152 2 หลายเดือนก่อน +3

    ସାଧାରଣ ଲୋକ ବହୁତ ହଇରାଣ ହେବେ ଆଗକୁ।

    • @Bhumi___0101
      @Bhumi___0101 2 หลายเดือนก่อน

      Machine ru aniba badhata mulaka nuha

  • @pradeepnayak3392
    @pradeepnayak3392 2 หลายเดือนก่อน +6

    Technical team posting kariba katha,Gote gariba nirakhyara byakti kemiti operating kariba system ku. Se katha clearly lokanku bujheba darkar.

  • @Duraraj-u9w
    @Duraraj-u9w 2 หลายเดือนก่อน +14

    ଏହା କରୁ କରୁ କଲମ ରେ ଆପଣ ଲେଖି ସେଇଥିବେ.... ହିତାଧିକାରୀ ଙ୍କ ଖାତା ନମ୍ବର

    • @PanchasakhaIrrigation
      @PanchasakhaIrrigation 2 หลายเดือนก่อน +3

      Se ଶଳା ଡିଲର ମରିଯିବ

    • @jagabandhujena9476
      @jagabandhujena9476 2 หลายเดือนก่อน

      Biomaterials achena kiche jaba ni, good movie,😊😊

  • @SanataniEktaSangathan
    @SanataniEktaSangathan 2 หลายเดือนก่อน

    Wow.. Very nice

  • @RanjitkumarSahu-y6n
    @RanjitkumarSahu-y6n 2 หลายเดือนก่อน

    Thank you

  • @haha-or7hk
    @haha-or7hk 2 หลายเดือนก่อน

    ଚାଉଳ କେବଳ ବୃଦ୍ଧ‌ ବ୍ୟକ୍ତି ‌ ଆଉ ବିକଲାଙ୍ଗ ମାନଙ୍କୁ ଦିଆଯାଉ।‌ ଓଡିଶା ଏତେ ମାତ୍ରାରେ ଧାନ ଚାଷ ହେଉଛି। ତଥାପି ଲୋକ ଙ୍କୁ ଚାଉଳ ଦିଆଯାଉଛି । ଧନ୍ୟବାଦ।।

  • @DebasishSenapati-nd8kx
    @DebasishSenapati-nd8kx 2 หลายเดือนก่อน +11

    Bahut jatara ଶଳା ଆମ ଭଳିଆ ଗରିବ ଲୋକ ଯିଏ ପଢା ପଢ଼ି ଜାଣିନଥିବା ସେ kn କରିବ ବେ ବାଳ ମୋହନ ସରକାର 😂😂😂😂only ନବୀନ ପଟ୍ଟନାୟକ ❤

    • @anandaelectrical973
      @anandaelectrical973 2 หลายเดือนก่อน +1

      ପଢା ପଢି ନାହଁ ତ android ଫୋନ କେମିତି ଚଲୁଛୁ

    • @DebasishSenapati-nd8kx
      @DebasishSenapati-nd8kx 2 หลายเดือนก่อน

      @@anandaelectrical973 ଆରେ ଭାଇ ଆମେ ସିନା clg re ପଢ଼ୁଛୁ ହେଲେ ଆମ ଗାଆଁ ଲୋକ ଙ୍କ kn haba

    • @Viralshorts017
      @Viralshorts017 2 หลายเดือนก่อน

      ​@@DebasishSenapati-nd8kxNagala kai haucha experiment chaalichi wait karuna

    • @foolaniruddhyt8897
      @foolaniruddhyt8897 2 หลายเดือนก่อน

      Tanka pila chuaa maarigale tu ta mote chora taaa lagouchu

  • @abhijitsanam221
    @abhijitsanam221 2 หลายเดือนก่อน

    V nyc... release it soon....

  • @Rajesh14375
    @Rajesh14375 2 หลายเดือนก่อน +4

    ଗରିବ ଲୋକ ବେଶୀ ଅସୁବିଧା ସମ୍ମୁଖୀନ ହେବେ ଇ ବାପାର ଭଲ ନୁହେଁ ସେକାର ଇ ଗୋଟେ ଚାଲ ଏମିତି ନଉଠେ ଇ ହେଲେ ଚାଉଳ ଗଲା 😄😄

  • @santoshparida6175
    @santoshparida6175 2 หลายเดือนก่อน

    Good job sir

  • @ArjunPadhiari-vt3ml
    @ArjunPadhiari-vt3ml 2 หลายเดือนก่อน

    Ek no.buisnes Bala phasi jib...

  • @minakhisarangi9418
    @minakhisarangi9418 2 หลายเดือนก่อน

    Very very good excellent.

  • @jmcreation5164
    @jmcreation5164 2 หลายเดือนก่อน

    ସାଧାରଣ ଲୋକ ବହୁତ୍ ଅସୁବିଧାରେ ସମ୍ମୁଖୀନ ହେବେ

  • @sonymahapatra1426
    @sonymahapatra1426 2 หลายเดือนก่อน

    Kou jaga re khola hoichi

  • @showkatalisheikh475
    @showkatalisheikh475 2 หลายเดือนก่อน

    Bha darun

  • @drsnipergaming4719
    @drsnipergaming4719 2 หลายเดือนก่อน

    Very good sir 🎉

  • @nachiketasahoo6040
    @nachiketasahoo6040 2 หลายเดือนก่อน

    Instead pop up for all month conform make it choose option in single popup to wrap it in once for quicker processing

  • @Dev_Creation28
    @Dev_Creation28 2 หลายเดือนก่อน +3

    😂 ବାବା ରେ ସେ ପ୍ରକଳ୍ପ କାର୍ଯ୍ୟ 😂, ATM 🏧 କମ୍ପାନୀ ବାଲା ର ଫାଇଦା 😂 KEYBOARD ⌨️ ଦାବି ଦାବି ମରୀଯିଵା. ଧନ୍ୟବାଦ୍ 🙏

    • @Bhumi___0101
      @Bhumi___0101 2 หลายเดือนก่อน

      Ethire dealer ra bepara band hoijiba

    • @Bhumi___0101
      @Bhumi___0101 2 หลายเดือนก่อน

      Pua ta screen touch ta extra kyebord abasyaka nanhi

  • @rasmikantarath3204
    @rasmikantarath3204 2 หลายเดือนก่อน +2

    ଆଳୁ ATM

  • @Kalundia436
    @Kalundia436 2 หลายเดือนก่อน

    ଭଲ

  • @sudhiramahali2789
    @sudhiramahali2789 2 หลายเดือนก่อน

    Sir apana govt employee but biometric dele rice kemiti bharila ? Apanka ra rasan card achi ki ?

  • @Br.49
    @Br.49 2 หลายเดือนก่อน +1

    Sir Apana nku Ration Card kiye Dela 😂
    Nije 1 masa ra Chaula pain 3 min neuchanti kintu loka 35 second re karibe
    Olu bhabu chanti na kn

  • @akshayasahoo8251
    @akshayasahoo8251 2 หลายเดือนก่อน +18

    ବାଳ 🏧 ଧନ୍ଦା ଚାଲିଛି ତମର ସବୁ fail ହବ 🫵🫵🫵

    • @snnirmala7374
      @snnirmala7374 2 หลายเดือนก่อน +4

      Sahiparuna bjd andha vakta😂😂

    • @gobindabhatta4011
      @gobindabhatta4011 2 หลายเดือนก่อน

      Tame bjp ra ki ​@@snnirmala7374

    • @diptisahoo4421
      @diptisahoo4421 2 หลายเดือนก่อน +1

      Jemiti 2017 re upi fail Haeithila

    • @ShishirBishoyi
      @ShishirBishoyi 2 หลายเดือนก่อน

      Thanks mem abuselty right sale bjd Bala ହାରିଲା ଠୁ ଶାନ୍ତିରେ ନିଦ ହଉନି bjd ra ପାଦ ଚଟା କୁକୁର ମାନେ ​@@snnirmala7374

    • @Kalingatraveller636
      @Kalingatraveller636 2 หลายเดือนก่อน +1

      ତୁ ବିଜେଡ଼ି ପାର୍ଟି ଅଫିସ୍ ରୁ ଯା ଚାଉଳ ନେବୁ...😂 ତୋ ଭଳି ବିଜେଡ଼ି କୁକୁର ଙ୍କ ପଛ ପୁରା ଫାଟି କି ଚରିଫଳ

  • @biswasantoshdash765
    @biswasantoshdash765 2 หลายเดือนก่อน

    Very good sabhi District or Village panchayat re lagalo quickly...

  • @chakradharadhal1186
    @chakradharadhal1186 2 หลายเดือนก่อน

    ଚାଉଳ ରୁ direct ଭାତ ବାହାର ହେଉ

  • @SPINFOTAINMENT
    @SPINFOTAINMENT 2 หลายเดือนก่อน

    Very good initiative 👍👍

  • @BalaramNath-fe8ws
    @BalaramNath-fe8ws 2 หลายเดือนก่อน +8

    ଏଇଟା ବାଞ୍ଜ କାମ

    • @shashikant7852
      @shashikant7852 2 หลายเดือนก่อน +1

      Right

    • @Kalingatraveller636
      @Kalingatraveller636 2 หลายเดือนก่อน +2

      ଆବେ ବିଜେଡ଼ି ପାଦ ଚଟା..ତୁ ତ ମୂର୍ଖ ଟା ଏସବୁ ତୋ ଔକାତ ବାହାରେ

    • @BalaramNath-fe8ws
      @BalaramNath-fe8ws 2 หลายเดือนก่อน

      @@Kalingatraveller636 ଆବେ ବେଧ ଛୁଆ ବିଜେପି ପେଳ ଚଟା ଚୋର ତୁ ଭାରି ପଣ୍ଡିତ ଟା ,29ଅଫେକ୍ଷା କରେ ସଳା ଭୋଟ ଚୋର ବିଜେପି ସଳା

  • @NarayanGond-gz3bn
    @NarayanGond-gz3bn 2 หลายเดือนก่อน +1

    ଓଡ଼ିଶା ସରକାର ଯାହା ଆବଶ୍ୟକ ନାହିଁ ତାହା କରୁଛନ୍ତି ଅଯଥାରେ କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ

    • @user-wf7og4el9m
      @user-wf7og4el9m 2 หลายเดือนก่อน +1

      ଆଉ ଆଗରୁ ପିଠା ଯୋଜନା ,ମଦୁଆ ମାନଙ୍କୁ ସମ୍ମାନ,ଆଳୁ ଯୋଜନା,ନୂଆ_ଓ ନୂଆ ଓଡିଶା ନବୀନ ଓଡିଶା ରେ ଯେତିକି ଓଡିଶା ସରକାର ଖର୍ଚ କରିଥିଲେ ତାଠୁ ଅଧିକା ହେଇଗଲାକି,,,ସେ ସବୁ ତମକୁ ଦେଖାଯିବନି କାହିଁକି ନା ନବୀନ ତମ ବାପା

  • @sewanayak945
    @sewanayak945 2 หลายเดือนก่อน +1

    ସେଠି ଗୋଟେ sucurity ରଖାଯାଉ 🙏🙏

  • @sambarubehera8481
    @sambarubehera8481 2 หลายเดือนก่อน

    It should be simply to use for common men

  • @babukhetiofficial1439
    @babukhetiofficial1439 2 หลายเดือนก่อน +1

    Thankyou mohan sir

  • @bideshigouda2802
    @bideshigouda2802 2 หลายเดือนก่อน

    Sir gariba loka eaita janiparibeni samaya lagiba

  • @anandaelectrical973
    @anandaelectrical973 2 หลายเดือนก่อน +1

    Thank you modi ji thank you mohan ji

  • @AshokkumarBehera-go7oh
    @AshokkumarBehera-go7oh 2 หลายเดือนก่อน +1

    ଜାଗା କଉଠୀ ଭୁବନେଶ୍ଵର ରେ

    • @narasingha
      @narasingha 2 หลายเดือนก่อน

      Moncheswar bbsr

  • @ratnakarmohanta4895
    @ratnakarmohanta4895 2 หลายเดือนก่อน

    ରାଜଧାନୀ ରେ ଉଚ୍ଚଶିକ୍ଷିତ ଲୋକ ଅଛନ୍ତି, ଗ୍ରାମାଞ୍ଚଳ ରେ ୟେ ସବୁ ଚାଲିବନି, ସର୍ବସାଧାରଣ କେମିତି ସୁବିଧା ପାଇପାରିବେ ସେ ସବୁ ଉପରେ ଧ୍ୟାନଦିଅନ୍ତୁ, news ଚାନେଲ ରେ କଥା କହିଲେ ସାଧାରଣ ଲୋକଙ୍କ କିଛି ଲାଭ ପାଇପାରିବେ ନାହିଁ

  • @MahendraSingh-i9b4e
    @MahendraSingh-i9b4e 2 หลายเดือนก่อน

    Pokada chaula baharile kn heba 7days replacement achi t

  • @LAXMANCHANDRASASAMAL
    @LAXMANCHANDRASASAMAL 2 หลายเดือนก่อน

    ଭୁବେଶ୍ବରରେ କୋଉଠି ଅଛି

  • @ManojBhoi-uj5og
    @ManojBhoi-uj5og 2 หลายเดือนก่อน +2

    Tipa chinha kuha

  • @DibyashreeSwain-q7h
    @DibyashreeSwain-q7h 2 หลายเดือนก่อน

    👌🏻👌🏻

  • @pintubarik9910
    @pintubarik9910 2 หลายเดือนก่อน

    ଏହା କିଛି ବି କାମ କରିବ ନାହିଁ ସବୁ ବେକାର ଯୋଜନା

  • @bibuparamaguru4693
    @bibuparamaguru4693 2 หลายเดือนก่อน

    Place ?

  • @mastermahaveer5796
    @mastermahaveer5796 2 หลายเดือนก่อน +1

    Dealer Holder kan karibe

  • @mundariipilproduction1376
    @mundariipilproduction1376 2 หลายเดือนก่อน

    ଯୋଉଁ ସାର ବୁଝାଉଛନ୍ତି ସିଏ ବି ପାଉଛନ୍ତି ତାଙ୍କର fingar print ରେ ଚାଉଳ ବାହାରିଲା ସିଏ କଣ ଅଯୋଗ୍ୟ ଅଯୋଗ୍ୟ ଲାଗୁନାହାନ୍ତି 😂😂😂😢😢😢😮😮😅

  • @MahendraSingh-i9b4e
    @MahendraSingh-i9b4e 2 หลายเดือนก่อน

    Network re slow heba kn heba

  • @deepuranjan5402
    @deepuranjan5402 2 หลายเดือนก่อน

    Jahara finger print na heba se kn kariba

  • @skshorts220
    @skshorts220 2 หลายเดือนก่อน

    Current palaile ki, server down rahile, kn karajiba

  • @AshokkumarBehera-go7oh
    @AshokkumarBehera-go7oh 2 หลายเดือนก่อน +1

    Adaras ଟା କୁହା

  • @akashmaharana3811
    @akashmaharana3811 2 หลายเดือนก่อน

    ଅଧିକାଂଶ ଲୋକ ଅଶିକ୍ଷିତ ଅଛନ୍ତି ସେମାନେ ୟାକୁ ବ୍ୟବହାର କିପରି କରିବେ

  • @subhransudalai8360
    @subhransudalai8360 2 หลายเดือนก่อน +1

    ଲୋକଦେଖାଣିଆ କଥା, ଭେଳିକି ଦେଖେଇ କିଛି ଲାଭ ନାହିଁ, ଡିଲର ସବୁ କରିବେ କଣ

  • @santoshsuna5196
    @santoshsuna5196 2 หลายเดือนก่อน +2

    ଏଟା ବେକାର ଧନ୍ଧା ଚଳାଇଛେ, ମୂର୍ଖ, ଅନପଢ଼ା କେନ୍ତା କରି ଚଲାବେ

    • @Bhumi___0101
      @Bhumi___0101 2 หลายเดือนก่อน

      Odia padhi ta adithiba 😅😅

  • @GuruCharanRout-lu7ch
    @GuruCharanRout-lu7ch 2 หลายเดือนก่อน

    Nabin Bhaktankar
    Jalijibani❤❤❤❤❤❤❤❤❤❤❤

  • @kalidassoren6428
    @kalidassoren6428 2 หลายเดือนก่อน

    Thanks development karo

  • @pinkunayak8686
    @pinkunayak8686 2 หลายเดือนก่อน

    Good job sir ,au rice thoki hebi ni

  • @daktarmahaling8638
    @daktarmahaling8638 2 หลายเดือนก่อน

    ଲାଗୁଛି କଳିଯୁଗ କଳ ରେ ହିଁ ଚାଲିବ, କଳ ରୁ କଳି ରୁ ଝଗଡ଼ା ରୁ କଳି ଯୁଗ ସେଷ, ଗୋଟିଏ ମେଶିନ ର ଦାମ କେତେ? ଏଇ ମେସିନ କିଏ ତିଆରି କଳା?

  • @sanjubablicreation7654
    @sanjubablicreation7654 2 หลายเดือนก่อน

    Aeita kauthi lagichi say

  • @DIPAKSAMAL-y6h
    @DIPAKSAMAL-y6h 2 หลายเดือนก่อน

    one man should allocated to help all like watch man in atm.thanks..

  • @MobileGuru793
    @MobileGuru793 2 หลายเดือนก่อน

    Best technology easy to use
    But ଗାଁ ରେ କେମିତି ପହଞ୍ଚି ବ

  • @ArunDas-hc5zz
    @ArunDas-hc5zz 2 หลายเดือนก่อน

    ଏ ଗୁଡ଼ା ଲକ୍ଷ୍ମୀ ଛଡ଼ା କାମ ,ତମର ଖେଳ,ଆଗକୁ ଆସୁଛି ଅକାଳ ।ଗରବି ନାମରେ ଚାଲିଛି,ଲୁଟ,ପ୍ରଚାର, ଭାଣ୍ଡ ତାମସା,

  • @kirankumarswain8107
    @kirankumarswain8107 2 หลายเดือนก่อน

    State re job au IT sector khola he ...khali eguda ka ..CLR change kale kn haba ...rice ra magena ra miliba baki guda buy pyn payisha kauthu asiba ...

  • @PrashantMishra-fd9ld
    @PrashantMishra-fd9ld 2 หลายเดือนก่อน

    ଏଥର 25 କେଜି ଜାଗାରେ 22 କେଜି ବାହାରିବ ୟୁରିଆ ସାର ଓ ଗହମ ପରି

  • @technicaltrickts3143
    @technicaltrickts3143 2 หลายเดือนก่อน

    Au sir basta pichha jou paisa nauchhanti se babadare kichhi kuhantu

  • @MugaTandi
    @MugaTandi 2 หลายเดือนก่อน

    ଏଇଟା ଝାମେଲା ଆଣିଛନ୍ତି ସାର ଲୋକ ସବୁ ଜାଣି ପାରିବେ ତ ସମୟ ବହୁତ୍ ନଷ୍ଟ ହେବା ହରିଆନ ବି ହେବେ ବୁଢ଼ା ବୁଢ଼ି ଯିଏ ପାଠ ନ ପଢି ସେ କମିତ୍ତି କରିବ 😢

    • @Viralshorts017
      @Viralshorts017 2 หลายเดือนก่อน

      Nagala kai haucha experiment chaalichi wait karuna

    • @MugaTandi
      @MugaTandi 2 หลายเดือนก่อน

      I no trust this machin hary up machin band 100 💯 you no that 😂😂

  • @raghunathpalai7107
    @raghunathpalai7107 2 หลายเดือนก่อน

    In which location of bbsr?

  • @narensahu6522
    @narensahu6522 2 หลายเดือนก่อน

    Ye kemiti select hela ration card re se kete tanka achi ta pakahare

  • @jagabandhudash1753
    @jagabandhudash1753 2 หลายเดือนก่อน

    ଲୋକ ଆଳୁପାଉନାହାନ୍ତି ବାଳ atm ବସେଇଲେ. ତମ ସରକାର ବାଳ ସରକାର ❌🌷

  • @myonlinelibrary9533
    @myonlinelibrary9533 2 หลายเดือนก่อน

    Location

  • @sasmitajena1924
    @sasmitajena1924 2 หลายเดือนก่อน

    EVM ମେସିନରୁ ସଫଳ ହେଲା ପରେ ଅନ୍ଯ ମେସିନ ପାଇଁ ବୁଦ୍ଧି ବାହାରିଲା ।

  • @jagabandhujena9476
    @jagabandhujena9476 2 หลายเดือนก่อน

    Sir, location ta share karantu, please 🙏

  • @anandjena2764
    @anandjena2764 2 หลายเดือนก่อน

    Location kouthi

  • @rabindrasebati9916
    @rabindrasebati9916 2 หลายเดือนก่อน

    location

  • @shortbid64
    @shortbid64 2 หลายเดือนก่อน

    When finger print are not matching

  • @rabindrakumarmantry7949
    @rabindrakumarmantry7949 2 หลายเดือนก่อน

    ସ୍ୱତନ୍ତ୍ର ଷ୍ଟାଫ୍ ରଖାଯାଉ, ବେଳେ ବେଳେ ସବୁ କାମ ସରିଥିବ ଚାଉଳ ଭିତରେ ରହିଯିବ, ପରେ କେହି ଶୁଣିବେ ନାହିଁ, ଭଲ ପଦକ୍ଷେପ କିନ୍ତୁ ତାକୁ ସୁରକ୍ଷିତ ଭାବେ ଚଳାଯାଉ, ନଚେତ୍ ଭଲ କରିକି ସାଧାରଣ ଲୋକେ ହଇରାଣ ହରକତ ନ ହୁଅନ୍ତି, ଅତି ଆବଶ୍ୟକତା କୁ ଗୁରୁତ୍ଵ ଦିଅନ୍ତୁ,

  • @padmanav1439
    @padmanav1439 2 หลายเดือนก่อน

    Kou area sir

  • @manaskumarbbsr9182
    @manaskumarbbsr9182 2 หลายเดือนก่อน

    ଯିଏ ଏଇ ପ୍ଲାନ୍ ବାହାର କରିଛି ତାକୁ କୁଃହ ସିଏ ସେଠୀ ବସିକି ବାଞ୍ଜ ପାଲା କରିବ ଯିଏ ପାଠ ପଢ଼ିନି ସିଏ କଣ ବାଳ କରିବ

  • @babumajhi4636
    @babumajhi4636 2 หลายเดือนก่อน

    ଏ ବାବୁ ବି କଣ ରାସନ ପାଉଛନ୍ତି??