I love you subojit. You are the real God of our world. You are real inspiration for our society. Your parents are really very lucky to have a son like you. We pray near God to give peace to your soul. ❤❤❤❤❤❤❤❤❤
This is such a great and nobel work by the parents . You can feel his presence by giving life to some other. God bless you my child . We will miss you always . ❤❤Your bjem school teacher .🙏🙏🙏
Ongo dano maha punyo.Subajeet Omar hai.Jay Jagannath Swami. Jay Maa Tarini Bharasha.Jay $hree Ram.Jay Shree Krishna .Jay Shiv shankar Baba Namah.Jay Omm Sai Ram.Subjeet Family nku Sabudinopain Bholare Rakhantu.
Jai jagannath Se pilaku mu prathame dhanyawad janeibi au tapore ta bapa maa nku mo tarapur apana mananku pranam. Lakanku Bahut Sundar barta dele...🙏🙏🙏🙏🙏🙏🙏
Gov hospital re sabu bele se gote prblm emergency time re kebe b ICU miliba asa kariki jiba bhul dayakari sarkar athiprati drusti diyantu prati gov hospital re atleast ICU bed adhika karajau
The son and his parents are really great.May God bless them for their high minded ness.The society should learn from them.Our Government should appreciate their noble action. Ganeswar Rout.
ଧନ ସୁବୋଜିତ୍!
ତୁ କରି ଅଙ୍ଗ ଦାନ
ଆଜି ହେଲୁ ରେ ମହାନ।।
କେତେ ବରଷ ବଞ୍ଚୁଛି କିଏ?
ତଥାପି ଅଳପ ବରଷେ ଆମେ ତୋତେ ରଖିବୁ ମନେ।।
ଧନ୍ଯରେ ତୁ ଏବଂ ତୋ ପରିବାର
ଆଜି କରୁଛି ମୁଁ ନିଜକୁ ଧିକ୍କାର।।
ଆଦର୍ଶ ପରିବାର ଆପଣଙ୍କର। କଣ କହିବି ମୁଁ ଅଧମ ଟିଏ। ପିଲାକୁ ଦେଖିଲେ ପେଟ ପୁରି ଯାଉଛି ମୋର। କେତେ ସୁନ୍ଦର ପରିବାର ଓ ସୁନ୍ଦର ସଂସ୍କାର। ଏମିତି ଭାବନା ସମସ୍ତଙ୍କ ପାଖରେ ରହିବା ଦରକାର।
ମୁଁ ଦଶମ ଶ୍ରେଣୀ ଛାତ୍ରୀ। ଏଇ ଖବର ଶୁଣି ମୁଁ ବହୁତ ଦୁଃଖ ପ୍ରକାଶ କରୁଛି।
ଏମିତିକା ଧାର୍ଯ୍ୟ ଧରିବା ବହୁତ କଷ୍ଟ. ମୋ ପୁଅ ର ଏମିତି ହେଇଥିଲା ସେ ବି ଚାଲିଗଲା ମତେ ଛାଡି ମୁଁ ଏବେ ବି ଦୁଃଖରେ ଅଛି ତା କଥା ସବୁ ବେଳେ ଭାବୁଛି. Jai Jagannath 🙏🙏🙏
ଆପଣଙ୍କୁ କୋଟିପରମାୟ ଆଜ୍ଞା 🙏🙏🙏🏻
Dukhi hi dukhi ra dukha bujhe 😭
Hn bhai 😢😢😢
ମୁଁ ବି ସହିପାରୁନି ତଥାପି ଧର୍ଯ୍ୟ ରଖି ଅଙ୍ଗ ଦାନ ପାଇଁ ଇଚ୍ଛା କରିଛନ୍ତି ଧନ୍ୟବାଦ୍ ଭାଇ ଓ ଭଉଣୀ ।। ପୁନର୍ବାର ପୁଅ ଆପଣଙ୍କ କୋଳକୁ ଫୋରିଆସୁ ଏହା ଜଗତ ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ଓ ମା ତାରିଣୀ ନିକଟରେ ପ୍ରାର୍ଥନା କରୁଛି 🙏🙏 ଆପଣଙ୍କୁ ଓ ଆପଣଙ୍କ ପରିବାର ବର୍ଗଙ୍କୁ ମା ସାହା ହୁଅନ୍ତୁ 😢😢😢 ଧନ୍ୟ ଧନ୍ୟ ରେ ବିଧାତା
କଳେବର ତୋର ସିନା
ଥିଲା ବାବୁ ସାନ,
ଆନର ଜୀବନ ପାଇଁ
ତୋ ଦାନ ମହାନ..........❤
ଜୟ ଶ୍ରୀ ଜଗନ୍ନାଥ 🙏
Superb yaar bro
Great 🙏🙏🙏
Great heart of hos parents , pray to God for bless hom
କିଛି ନାହିଁ ଜୀବନ ରେ,ଯେତିକି ଦିନ ରହିବା ଅନ୍ୟ ଆଖି ରେ ଖୁସି ଦେଇକି ଯିବା, ଜୟ ହନୁମାନ❤❤❤
ସାନ ସିନା ଦାନ ତା ମହାନ 🙏
Love u beta❤
Absolutely right.....hand's up 👍 brother......U r great
🙏🙏🙏
ଜୟ ଜଗନ୍ନାଥ
@@Dpritesh1239 ଜୟ ଜଗନ୍ନାଥ 🙏
@@kunalnayak363 ଜୟ ଜଗନ୍ନାଥ 🙏
I love you subojit.
You are the real God of our world.
You are real inspiration for our society.
Your parents are really very lucky to have a son like you.
We pray near God to give peace to your soul.
❤❤❤❤❤❤❤❤❤
ସତରେ ଆପଣ ମାନେ ମହାନ, ସେ ପୁଅଙ୍କୁ ମୁ ସଲାମ କରୁଛି❤️🙏
ବହୁତ ମହାନ ସୁଭୋଜିତ ଓ ତାର ପିତା ମାତା। କେତେ ସୁନ୍ଦର କୁନି ପୁଅକୁ ହରାଇ କି ଦୁଃଖରେ ଛାତିରେ ପଥର ରଖି ଏତେ ମହାନ କାମ କରିଛନ୍ତି। ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି । କୂନି ପୁଅ କେତେ ଲୋକଙ୍କୁ ଜୀବନ ଦେବ। ହୃଦୟରୁ କୋଟି ପ୍ରଣାମ ଏହି ପରିବାରକୁ🙏
ଧନ୍ୟବାଦ୍ ତୁମ ଭଳି ବାପା ମାଆ
ଧନ୍ୟବାଦ ଏଭଳି ପିତା ମାତାଙ୍କୁ ଯେ କି ନିଜର ଦୁଃଖକୁ ଛାତିରେ ଚାପି ଧରି ଅନ୍ୟ ମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି। ଜୟ ଜଗନ୍ନାଥ 🙏🙏
Tuma pari bapa maa nku sahe salute 🙏
ଏ ବାପା ମା ଙ୍କୁ ମାନିବାକୁ ପଡିବ ସେ ଯାହା କରୁଛନ୍ତି ଭଲ ହେଲେ ଏତେ ନରମାଲ ହୋଇକି କଥା ହୋଉଛନ୍ତି ତାଙ୍କ ବାପା ମା ଜୟ ଜଗନ୍ନାଥ 🙏🙏🙏
Bahara taa emiti normal dekhucha....hele se bapa maa nka vitare kan hauthiba se katha semane hin janithibe
ସାନ ସିନା ଦାନ ତା ମହାନ 🙏🙏ଲଭ ୟୁ ସୁବଜିତ ❤❤
Salute to this parents
ଏପରି ଦୁଃଖ କାହାକୁ ଦିଅନି ପ୍ରଭୁ 😭😭😭😭😭🙏🙏🙏🙏🙏🙏ଜୟ ଜଗନ୍ନାଥ
Great parent and great human being
Right
ଧନ୍ୟବାଦ,ପୁଅରବାପା, ମା'କୁ,,, ବହୁତ୍ ଧନ୍ୟବାଦ୍ ,ସୁବୋଜିତ୍, ଭଗବଆନ୍ ତୁମବାପାମାକୋଳକୁଠିକ୍ ତମକୁ ପୁଣିଫେରାଇଆଣନ୍ତୁ, ଭଗବଆନ୍ ପାଖରେ ମୋର ଅନୁରୋଧ,, ଜୟ ଜଗନ୍ନାଥ
You r great subhojit and your parents also 🙏🏻
ଆର ନାମ ପ୍ରେମ, ତୃତୀୟ ଶ୍ରେଣୀ ତାକୁ ମାତ୍ର 8 ବର୍ଷ । ସବୁବେଳେ ତାର ହସ ହସ ମୁହଁ । ବହୁତ ସୁନ୍ଦର କଥା କହେ ସେ । ପ୍ରେମ I miss you 😢😢😢
Kna hei thila tara
@@samriddhismomdailylife83 taku fites marithila continuous 10 ta
Great parents ❤❤❤ thank you so kuchh
ଧନ୍ୟ ତୁମେ ପୁନ୍ୟ ଆତ୍ମା 😭😭ସାନ ହେଲେ ମଧ୍ୟ ଦାନ ତୁମ ମହାନ 😭😭😭😭 ଧନ୍ୟ ତୁମେ ବାପା ମା
କିଛି କହିବାକୁ ଭାଷା ନାହିଁ 😢.... ତୁମେ ହିଁ ଭଗବାନ 😭😭😭😭
This is such a great and nobel work by the parents . You can feel his presence by giving life to some other. God bless you my child . We will miss you always . ❤❤Your bjem school teacher .🙏🙏🙏
Look at the courage of the father can't even imagine what he must be going through
Super ବାପା ମା
Subhojit..U r a Super Hero ...u will remain remember for life time kido,🥺🥺
Hats offf to Parents 🙏🙏🙏🙏
ସତରେ ବାପା ମା ର ଧର୍ଯ୍ୟ କୁ ସହେ ସଲାମ 😭😭😭😭😭😭🙏🙏🙏🙏🙏🙏🙏🙏⭕❗⭕ ମୋ ମହାବାହୁ ତୋମ ମାନଙ୍କ ର ଦାୟିତ୍ଵ ଗ୍ରହଣ କରନ୍ତୁ 🙏
Great Salute to parents and honestly respect this family very very thanks...🙏🙏🙏🙏
Salute parents... 🙏🙏
Maaa bapa ଙ୍କୁ ମୋର କୋଟି ପ୍ରଣାମ ହେ ପ୍ରଭୁ ସେ ପୁଅକୁ ଆତ୍ମକଙ୍କୁ ଶାନ୍ତି ଦିଅ
ସେହିପରି ଵାପା ମା ବହୁତ ମହାନ୍🙏Love you beta
ସତ୍ ସତ୍ ନମନ୍ ସେ ମା ବାପା ଙ୍କୁ 🙏🙏🙏🙏🙏🙏🙏
Great Papa and mom
Ongo dano maha punyo.Subajeet Omar hai.Jay Jagannath Swami. Jay Maa Tarini Bharasha.Jay $hree Ram.Jay Shree Krishna .Jay Shiv shankar Baba Namah.Jay Omm Sai Ram.Subjeet Family nku Sabudinopain Bholare Rakhantu.
ସୁବୋଜିତ୍ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏
God bless you all 🙏
ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ,ସତରେ ଭାଇ ତୁମ ପରିବାର କୁ ପ୍ରଭୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖନ୍ତୁ, ଜୟ ଜଗନ୍ନାଥ 🙏🙏🙏🥲🥲🥲
Real mom dad ❤️oh my God ❤️❤️ 😥😥😭😭
ଅତି ଦୁଃଖ ର କଥା କିନ୍ତୁ ଆପଣଙ୍କ ପରି ବାପା ମା ଏ ସମାଜ ଲାଗି ବିରଳ.. ଭଗବାନ ଆପଣଙ୍କୁ ଧର୍ଯ୍ୟ ଦିଅନ୍ତୁ
Sana Sina Dana ta Mahan😢
Om Shanti
ଆପଣ ଦୁଇ ଜଣ ସତରେ ବହୁ ମହାନ୍ ❤❤
Great thought of a great couple. U r example of others
Great mother, father good desecision ... That pressure
Jai jagannath
Se pilaku mu prathame dhanyawad janeibi au tapore ta bapa maa nku mo tarapur apana mananku pranam. Lakanku Bahut Sundar barta dele...🙏🙏🙏🙏🙏🙏🙏
ଧନ୍ୟ ତୁମେ ବାପା ମା ଜଗନ୍ନାଥ ତୁମ ପରୀବାରକୁ ସହାୟ ହୁଅନ୍ତୁ ,ଜୟ ଜଗନ୍ନାଥ
ମୁଁ ଚାହୁଁଚି ଅଙ୍ଗଦାନକରିବାପାଇ ଖୁବୁସିଘ୍ୟ
Akhire luha ashijauchhi apanamanka katha suni ki .love u father and mother .you are great
Mu bahut kandichi ... great father and mother salute 🎉 🎈🙏
Great parents....salute to them. God bless them and the soul of their son. 🙏🙏
It's very sad moment... But hats up to her parents that they take such kind of decision..... And every people should be like this
ସତରେ ଭାଇ ସାନ ସିନା ଦାନ ତ ମହାନ। 🙏🙏😭😭😭
Biggest donation. Great parents. We respect him and his great parents
What a great example of humanity ..U like parents should born in the country ❤
ଧନ୍ୟ ସେ ପିତା ମାତା ଆଉ ଧନ୍ୟ ସେ ଦିବ୍ୟ ବାଳକ,,,, ଯେଉଁମାନେ କି ନିଜର ଖୁସିକି ବାଣ୍ଟି କି ଅନ୍ୟ ମାନଙ୍କୁ ଖୁସି କରି ଛନ୍ତି 🙏🙏🙏 ଜୟ ଜଗନ୍ନାଥ
ପ୍ରଭୁ ତାକୁ ବଂଚେଇ ଦିଅ ,ତା ଅଙ୍ଗକୁ ପୁଣିଥରେ ସଜ୍ଜିବିତ କରିଦିଅ ମହାପ୍ରଭୁ🙏
This is called the humanity+great educated parents 🙂 hope god must bless them with too much happiness
I heartily salute to respect parents 🙏
God bless you 🙏🙏 great son
Tu bhai bahutu mohan bhai 🙏🙏🙏🙏🙏🙏
Salute of this father... Really he is really god
Mora heartly Naman sehi parents nku
Great parents....
Dhanybad tuma bhali parents nku, bhagaban apanka parivara ku Ashribad karantu, tuma pada tale kotti kotti naman
କୋଟି କୋଟି ପ୍ରଣାମ ଏପରି ବାପା ମାଆ କୁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସାହାସ ଓ ଶକ୍ତି ଦିଅନ୍ତୁ
ଭାଗ୍ୟରେ ଥିଲେ ଯାଇକି ଏମିତି ମାଆ ବାପା ମିଳନ୍ତି ସତରେ ତୁମେ ଦୁହେଁ ମହାନ 🙏🙏🙏😭😭😭
Dil se salute
🙏ଜୟ ଶ୍ରୀ ସୀତାରାମ 🙏Great parent and great human being 🙏 love you beta💕
ସାନ ସିନା ଦାନ ତା ମହାନ🙏🙏🙏🙏🙏
ଆପଣ ମଣିଷ ନୁହନ୍ତି ,,, ଦେବତା ଙ୍କ ଠାରୁ ବି ଉର୍ଦ୍ଧ୍ବରେ ❤️କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏..................
ଧନ୍ୟବାଦ ଏହିଭଳିୟା ବାପା ଓ ମା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Gov hospital re sabu bele se gote prblm emergency time re kebe b ICU miliba asa kariki jiba bhul dayakari sarkar athiprati drusti diyantu prati gov hospital re atleast ICU bed adhika karajau
ହେ ରାମ..... 🙏🙏🙏 ଗେଲ୍ଲା ଛୋଟ ପିଲା ଟିର ଅମର ଆତ୍ମା କୁ ଶାନ୍ତି ପଦାନ କରନ୍ତୁ।
A big salute to his parents
I salute both of you. You and your son are great
କୋଟି କୋଟି ପ୍ରଣାମ ସେହି ବାପା ମାଆଙ୍କୁ ଯେ ନିଜ ଛାତିରେ ପଥର ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ମୁଁ ତ ଦେଖିକି ନିଜ ଲୁହକୁ ଚାପିରଖିପରୁନି ସେ କେମିତି ସହୁଛନ୍ତି ସେ ହିଁ ଜାଣିଛନ୍ତି ହେ ପ୍ରଭୁ ଜଗନ୍ନାଥ ଏମିତି
ଦିନ କାହାକୁ ଦେଖିବାକୁ ନ ପଡୁ😭😭
ଦୟାକର ଜଗନ୍ନାଥ🙏🙏😭😭
Maa bapa ku mora koti koti prananam
Its really heartbreaking 😢 and hats off to the parents 🙏
Bhahanan ae mahan bapa maa nku e dukha ru sahibar dhairjya au sahas diantu😢😢god bless you
Jay jaganatha pravu rakhya kara
Jay Shree Jagannath 🙏🙏😢😢
ଛାତି ଫାଟି ଯାଉଚି ଏ ବାପା ମା ଙ୍କୁ ମହାପ୍ରଭୁ ଶକ୍ତି ଦିଅନ୍ତୁ🙏🙏
Love you beta❤❤❤❤and his family member🙏🙏🙏🙏🙏
ସାନ ସିନା ଦାନ ତା ମହାନ୍ 🙏
ତାଙ୍କ ମାଁ ବାପା ଙ୍କୁ କୋଟି କୋଟି ପ୍ରଣାମ
You are great Subhajit god bless you jay jagannath
Apana manku bahut dhanyavad 🙏🙏🙏God bless u beta and jauthi bi raha bhala re raha🥰🥰🥰
The son and his parents are really great.May God bless them for their high minded ness.The society should learn from them.Our Government should appreciate their noble action.
Ganeswar Rout.
ହେ ପ୍ରଭୁ ଇଶ୍ଵର ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହେଉ 🙏🙏
Salute to such parents 🙏🏼
ଜଣେ ବଞ୍ଚି ଥାଉ ଥାଉ ତାର ଶରୀର ର ଅଂଗ ଦାନ କରିବା ଟା ଏତେ ସହଜ ନୁହେଁ , ବିଜ୍ଞାନ ଉପରେ ବି ଜଣେ ଭଗବାନ ଅଛି ମୁଁ ତ ସେ ଆଶା ରେ ଦାନ କରି ପାରୁନଥାନ୍ତି
ଧନ୍ୟ ତୁମେ ବାପା ମା' । ଆପଣଙ୍କୁ ଈଶ୍ୱର ଧୈର୍ଯ୍ୟ ଦିଅନ୍ତୁ ।
This is humanity❤❤❤
Great good 👍👍
Hatss to the parents ❤
God bless you beta 😢😢 tame bhaut loka nku jiban Dana dela
Mahan bapa maa bahut bahut dhanyavad God bless you
Dil se salute parents
As a parent you. are really great.
Salute to father and mother and family members 🙏🙏🙏
ଦାନ ସିନା ମହାନ 🙏🙏🙏, କେମିତି ଆପଣମାନେ ଧର୍ଯ୍ୟ ଧରିଛନ୍ତି, ହେ ଭଗବାନ ମୋର brain dead ହେଇଯିବ 😭😭😭କେଡେ ସୁନ୍ଦର ପୁଅ, କାହିଁକି ଭଗବାନ ଏମିତି କଲେ RIP 🙏🙏
Maa is always great