ଆଉ ମଣ୍ଡିରେ ରହିବନି ମିଲରଙ୍କ ମନମାନୀ | Katni Chatni Issue

แชร์
ฝัง
  • เผยแพร่เมื่อ 28 พ.ย. 2024

ความคิดเห็น • 235

  • @srikanta671
    @srikanta671 หลายเดือนก่อน +84

    ଭଗବାନ୍ ଯାହା ମଙ୍ଗଳ କରନ୍ତୁ
    ବହୁତ ସୁନ୍ଦର ହୋଇଛି ଧନ୍ୟବାଦ
    ବିଜେପି ସରକାରରୁ ଧନ୍ୟବାଦ

    • @subhransudalai8360
      @subhransudalai8360 หลายเดือนก่อน +7

      ଆଳୁ, ସୁଭଦ୍ରା, ଭତ୍ତା ୩୦୦ୟୁନିଟ୍ ବିଦ୍ୟୁତ୍ କେମିତି ହେଲା ଏ ଗପ ତା ଠାରୁ ବି ହୀନ

    • @susilkumarmahanta4588
      @susilkumarmahanta4588 หลายเดือนก่อน

      ​@@subhransudalai8360tu maghia gote magana khia ,bjd kukura

    • @AchyutanandaNaik-u9t
      @AchyutanandaNaik-u9t หลายเดือนก่อน +3

      Jumal sarkar

    • @Singh77359
      @Singh77359 หลายเดือนก่อน

      ​@@subhransudalai8360ଆଳୁ ସୁଭଦ୍ରା କଣ ହେଲାକି ?

    • @sarojrout3968
      @sarojrout3968 หลายเดือนก่อน +3

      Gapa suniba katha

  • @nandubanjara3298
    @nandubanjara3298 29 วันที่ผ่านมา +3

    ବହୁତ୍ ସୁନ୍ଦର୍ ପଦକ୍ଷେପ ସରକାରଙ୍କ କିନ୍ତୁ ଧାନ ମଣ୍ଡି ଖଳିବା ପରେ ସବୁ ସତ ଜଣା ପଡ଼ିବ

  • @minaketanbehera9211
    @minaketanbehera9211 หลายเดือนก่อน +8

    ଚାଷୀ ଅଧିକ ହଇରାଣ ହେବେ l
    ସୋସାଇଟି କର୍ମଚାରୀ ମନମାନି କରିବେ

  • @ChaitanMeher-s4u
    @ChaitanMeher-s4u หลายเดือนก่อน +7

    ବହୁତ୍ khusir କଥା

  • @dillipkumarbarik7161
    @dillipkumarbarik7161 หลายเดือนก่อน +9

    ଆଳୁ କଥା ଯେମିତି ହେଲା, ଧାନ ସେମିତି ହେବ, ଦେଖାଯାଉ କଣ ହେଉଚି

  • @me_jb689
    @me_jb689 หลายเดือนก่อน +17

    ଓଡ଼ିଶା ରେ FAQ ମାନର ଧାନ ଅମଳ ହେଉନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଯଦି ମିଲର ସିଧା ସଳଖ ଧାନ କିଣିବ ନାହିଁ ତେବେ ଚାଷୀ ନିଶ୍ଚିତ ଭାବରେ ଆଗ ଅପେକ୍ଷା ଆହୁରି ହଇରାଣ ହେବା ସହ ସରକାରଙ୍କର ନିଦ ହଜିଯିବ। ସମୟକୁ ଅପେକ୍ଷା କର ସବୁ ସାମ୍ନା କୁ ଆସିଯିବ

    • @Singh77359
      @Singh77359 หลายเดือนก่อน +2

      କିଏ କହିଲା FAQ ଧାନ ଓଡିଶାରେ ନାହିଁ

    • @me_jb689
      @me_jb689 หลายเดือนก่อน

      @@Singh77359 କୋଉଠି ଅଛି କୁହ ଆମେ ଟିକେ ଚେକ୍ କରିବା

    • @NarendraSeth-g9o
      @NarendraSeth-g9o หลายเดือนก่อน

      100%right katha kahuchhanti e sala bjp sarakar sabu bele lokanku hairan karuchhi

    • @sudhirpadhan1097
      @sudhirpadhan1097 28 วันที่ผ่านมา +1

      ସମୟ କହିବ କଟନି ଛଟନି କରିବେ ନାଁ ନାହିଁ, ସମସ୍ତେ କଣ faq ଧାନ ଦେଇପାରିବେ.

  • @ramkrishnapati7755
    @ramkrishnapati7755 หลายเดือนก่อน +9

    ବହୁତ ସୁନ୍ଦର ପଦକ୍ଷେପ ସରକାର ଙ୍କ 👏

  • @sinigahembramsiniga8356
    @sinigahembramsiniga8356 หลายเดือนก่อน +9

    ମିଲର୍ ଙ୍କ ଯନ୍ତ୍ରଣା ରୁ ଚାଷୀ ମୁକ୍ତି । ଏବେ ସରକାର ଙ୍କ ଯନ୍ତ୍ରଣା ରେ ମିଲର୍ ଏମିତି ଅଦଳବଦଳ ଭଲ☑️👃👃👃

  • @Maahi-mx3eu
    @Maahi-mx3eu หลายเดือนก่อน +21

    Dekha ଯାଉ କଣ ହେଉଛି ଆଗକୁ।

  • @dibakarsa754
    @dibakarsa754 หลายเดือนก่อน +7

    ଧାନ କୁ ମିଲ ମାଲିକ ହିଁ କିଣୁଛନ୍ତି ।ନେତା ମନ୍ତ୍ରୀ ମାନେ ମଣ୍ଡି ଚାଲିଲେ ଆଖି ବୁଜି ଦିଅନ୍ତି ।

  • @trinathsinghmahapatra5032
    @trinathsinghmahapatra5032 หลายเดือนก่อน +2

    ଜୁହାର ହୋ ମୋହନ ସରକାର🙏🙏🙏🙏🙏🙏🙏🙏🙏

  • @kalipadamandal1830
    @kalipadamandal1830 หลายเดือนก่อน +12

    ସରକାରଙ୍କୁ ଅତି ଟେକିବା ବନ୍ଦ କର, ଚାଷୀଙ୍କଠାରୁ ଶତ ପ୍ରିତିଶତ ଧାନ ନେବା ପାଇଁ ଚ୍ଯାନେଲ ମାଧମରେ ପ୍ରସ୍ତାବ ରଖ।

  • @pratyusapradhan2539
    @pratyusapradhan2539 หลายเดือนก่อน +3

    ବହୁତ ବଢିଆ ଯୁଗାନ୍ତକାରୀ ପଦକ୍ଷେପ ଯଥାଶୀଘ୍ର କାର୍ଯ୍ୟକ୍ଷମ ହେଉ ଚାଷୀଙ୍କ ପାଇଁଁ ଖୁସି ଖବର।

  • @pjayapradhan349
    @pjayapradhan349 หลายเดือนก่อน +1

    ସରକାର ଙ୍କୁ ବୁଜି ବା ଦରକାର ଜଣେ ଚାଷୀ କେତେ ଧାନ ଦେଉଛି ଦେଉ ସରକାର ଙ୍କୁ ଜାଣିବାକୁ ପଡିବଜେ ବୋଉତକଟରେ ଜଣେ ଚାଷୀ ଆଦାୟ କରୁଛି ମୋହନ ମାଝି ଆମ ସରକାର ବିଜେପିର ଲୋକଙ୍କ କଥା ଶୁଣିବେ

  • @GourishankarMajhi-d8f
    @GourishankarMajhi-d8f 29 วันที่ผ่านมา +1

    ଏ ସରକାର କିଛି କରିବନି ଖାଲି ବଡ ବଡ କଥା l ଆଗକୁ ଦେଖନ୍ତୁ ଚାଷୀ କେମିତି ହଇ ରାଣ ହେବେ l

  • @ganeshsahu1806
    @ganeshsahu1806 หลายเดือนก่อน +5

    ସାରେ ଟିକେ ସରକାର କୁ ଭଲରେ ପଚାରି କି କୁହ ୩୧୦୦ ରେ କିଣିବେ କେବଳ ୮୦ରୁ ଅଧିକ ବୟସ ଲୋକ ନା ସମସ୍ତ କଂର

    • @rajmajhi9886
      @rajmajhi9886 หลายเดือนก่อน

      Kn Bhai ati bi rananiti

    • @sumantathakur5934
      @sumantathakur5934 หลายเดือนก่อน

      ​@@rajmajhi9886ନାହିଁ ନାହିଁ ୧୦୦ରୁ ଅଧିକ ବୟସ😂😂😂😂😂

  • @sujitsumit6139
    @sujitsumit6139 หลายเดือนก่อน +5

    ଯେଉଁ ହିସାବରେ Argus news ସରକାରକୁ ବାଉଁଶ ଅଗରେ ଟେକି କି news ଦେଖାଉଛି,ସେ ହିସାବରେ ସରକାର ଧାନ ନ ନେଲେ Argus news channel ତା କଥା ରଖିବାକୁ ନିଜେ ଧାନ ଉଠାଇବ ବୋଧେ ।ସରକାର ଚାଷୀ ଓ ଗରିବମାନଙ୍କ ସ୍ବାର୍ଥ ପାଇଁ ଯାହା କରୁଛି ତାହା ଜଳଜଳ ବେଖାଯାଉଛି ।ଖାଲି ଆଗରୁ ବଡ ବଡ କଥା। କାମବେଳେ ଫୁସ୍ । ଆଉ ସେତେବେଳେ ARGUS news reporter,anchor କେଉଁ ବିଳରେ ପଶିଥିବେ ଦେଖାମିଳିବନି ।

  • @kkarunakaramahanandia9980
    @kkarunakaramahanandia9980 หลายเดือนก่อน +2

    ଦେଖାଯାଉ ମନ୍ତ୍ରୀଙ୍କ ମନ୍ତବ୍ୟ ସତ ହେଉଛି କି ନାହିଁ ସମୟକୁ ଅପେକ୍ଷାରେ ଓଡ଼ିଶାର ଚାଷୀକୁଳ

  • @chittaranjandas2786
    @chittaranjandas2786 หลายเดือนก่อน +7

    ଚାଷୀ ବହୁତ ହଇରାଣ ହେବ ଏବେଠାରୁ ଦେଖାଗଲାନି

  • @manojkumarjati4425
    @manojkumarjati4425 หลายเดือนก่อน +19

    ବହାପିଆ ଙ୍କ ବାରବାଟୀ ଚାଷ, ଏ ଖାଲି ଭାଷଣ।

    • @TheMonk500
      @TheMonk500 หลายเดือนก่อน

      Pandu asi ba darkar

  • @rajanisingh8493
    @rajanisingh8493 21 วันที่ผ่านมา

    Most wellcome

  • @sushiapadhan2479
    @sushiapadhan2479 หลายเดือนก่อน +1

    ଯେମିତି ଜଣା ପଡୁଛି ,ସରକାର ନ କିଣିଲେ,ଅର୍ଗୁସ ଧାନ କିଣିବ

  • @KHERWAL_BAZAAR
    @KHERWAL_BAZAAR หลายเดือนก่อน +3

    କଥାରେ ନା କାମରେ ସମୟ ଆସିଲେ ଜଣା ପଡ଼ିବ ।

  • @amlan4434
    @amlan4434 หลายเดือนก่อน +1

    ଯେ ଗୋଟେ ଜିନିଷ ସନ୍ଦେହ ଲାଗୁଛେ, ଇ ବୋନସ ଟଙ୍କା 48 ଘଣ୍ଟା ଭିତରେ ଦେବ କି 5/6 ମାସ ପରେ ଦେବ

  • @muktemajhi3747
    @muktemajhi3747 หลายเดือนก่อน +1

    ଚାଷୀ ଉନ୍ନତୀ
    ରାଜ୍ୟର ଉନ୍ନତୀ।
    ଧନ୍ୟବାଦ୍ ।
    ସରକାର ଙ୍କୁ ଅନୁରୋଧ ଜିଲ୍ଲା ଭିତ୍ତିକ ନିଯୁକ୍ତି କରନ୍ତୁ । ସମସ୍ତ ଜିଲ୍ଲାର ପ୍ରାର୍ଥୀ ଉଣା ଅଧିକେ ନିଯୁକ୍ତି ପାଇପାରିବେ ।

  • @gangadharpatel6878
    @gangadharpatel6878 หลายเดือนก่อน +1

    ଧାନ ସଫା କରିବାର ଯନ୍ତ୍ର ଦେବା କଥା

  • @antaryamimishra449
    @antaryamimishra449 หลายเดือนก่อน +6

    ଦେଖୁଁ ଅପେକ୍ଷା କରି କେତେ ସତ

  • @santoshkumarmishra2620
    @santoshkumarmishra2620 หลายเดือนก่อน +1

    ସମୟ କହିବ .

  • @hemantapujharibagdia1869
    @hemantapujharibagdia1869 หลายเดือนก่อน +2

    Thanks

  • @rajeshkisan
    @rajeshkisan หลายเดือนก่อน

    Good morning Veri good news

  • @tankabachha377
    @tankabachha377 5 วันที่ผ่านมา

    supar vijar imadar heba darkar

  • @asitsahoo5914
    @asitsahoo5914 หลายเดือนก่อน +1

    ଏ ମିତି କେତେ ସରକାର ଦେଖିଚୁ ମିଲ ମାିକ ବଟି ଦେଇ ନାହାନ୍ତି ବୋଲି ଏତେ ଛଟପଟ ହେଉଚି

  • @pravakarpradhan1571
    @pravakarpradhan1571 หลายเดือนก่อน +3

    ଫାଲତୁ କଥା,

  • @HemantDas-x6u
    @HemantDas-x6u หลายเดือนก่อน +1

    Jai kisan🎉

  • @subashrandhari7822
    @subashrandhari7822 หลายเดือนก่อน +1

    Welcome..

  • @chinmayachirasundarjena
    @chinmayachirasundarjena หลายเดือนก่อน +1

    Excellent 🎉

  • @abhimanyukhara6849
    @abhimanyukhara6849 หลายเดือนก่อน

    Bahut bahut dhanyabad sir chasinka duhkha bujhinaku chesta karichanti jai jaban jai kishan jai hind

  • @santoshineekarmi6805
    @santoshineekarmi6805 หลายเดือนก่อน +1

    ଯେନ ଥରଟା ହେ ଥର ଦେବ କି ପାଞ୍ଚ ବରସ ଳାଗବା ବୋନସ ଭିତରେ ଭିତରେ ମିଳର ମାନଙ୍କୁ ନୁ ପଇସା ନେଳେ ନ କା ଦେଖ ସବୁବେଳେ ଚାଷୀ ଇ କଥା ଶୁନୁଛୁ ଇଟା ସରକାର ବଦଳିଛନ ଦେଖୁ କାନା କରୁଛନ ଯେ

  • @sanjaynayak-ge1us
    @sanjaynayak-ge1us หลายเดือนก่อน

    Wow nice planning..

  • @panchanansahu6214
    @panchanansahu6214 หลายเดือนก่อน

    ଦେଖାଯାଉ ସରକାର ମହୋଦୟ କେତେ ସଫଳ ହେଉଛନ୍ତି. କିଏ ଧାନ କିଣୁଛି, ମିଲର ନା ସୋସାଇଟି. ସରକାର ଯେମିତି ସମସ୍ତଙ୍କୁ ୩୧୦୦ ଟଙ୍କା ବାର୍ଦ୍ଧକ୍ୟଭତା ଦେବାଭଳି ପ୍ରତିଶୃତି ଦେଇଥିଲେ ସେମିତି କରିବେ ନାହିତା. ଧନ୍ୟବାଦ.

  • @AdhyaJoshi-jx4zc
    @AdhyaJoshi-jx4zc หลายเดือนก่อน +1

    ସବୁ ମିଲର ଯାଇ କି ତ ଭୁବନେଶ୍ୱର strike କରୁଛନ୍ତି ଧାନ କଉ Miller ନେବ

  • @RajeswariPatra-jc4hz
    @RajeswariPatra-jc4hz หลายเดือนก่อน +7

    Jay jagannath

  • @SubodhaChandraMahalik
    @SubodhaChandraMahalik หลายเดือนก่อน +1

    ଚାଷୀମାନଙ୍କ ପାଇଁ ଟୋଲ୍ ଫ୍ରୀ ବ୍ୟବସ୍ଥା କରାଯାଉ ,ଧାନ ମଣ୍ତିରୁ ଯଦିଓ କୈାଣସି ଅସୁବିଧା ହୁଏ ଚାଷି ଫୋଟ କିମ୍ବା ଭିଡିଓ କରି ଓ୍ବାଟସ ଅଫ୍ ରେ ଚାଷିମାନେ ଟୋଲ ଫ୍ରୀ ନମ୍ବରେ ପଠାଇ ପାରିବେ ,

  • @saradaprasadsethy8999
    @saradaprasadsethy8999 25 วันที่ผ่านมา

    👍🏼👌

  • @Badalmalik-j4g
    @Badalmalik-j4g หลายเดือนก่อน +2

  • @sec-brollno-21satyanarayan22
    @sec-brollno-21satyanarayan22 หลายเดือนก่อน +1

    ଗପ କହୁନାହାନ୍ତି ତ କୃଷ୍ଣ,ଆମ୍ଭେ କହୁଛୁ ମୋହନ ଙ୍କ area ru

  • @bibekananda5695
    @bibekananda5695 หลายเดือนก่อน +1

    🙏🙏🙏🙏🙏🙏🙏💯👍

  • @subashbehera2472
    @subashbehera2472 หลายเดือนก่อน

    ଆମ ହାଟଡିହି ବ୍ଲକ ରେ ବହୁତ ଅସୁବିଧା ହେଉଚି

  • @goutamkaran7863
    @goutamkaran7863 หลายเดือนก่อน

    Good discussion

  • @maniklalbiswas5805
    @maniklalbiswas5805 หลายเดือนก่อน +8

    Ebe ahuri adhika heba, corruption lekhiki rakha

  • @govindachandrabarik568
    @govindachandrabarik568 หลายเดือนก่อน +1

    ABSURDLY RIGHT DESITION BJP GOVERNMENT PROUD. AND SALUTE ODISHA GOVERNMENT

  • @sony1569
    @sony1569 หลายเดือนก่อน +4

    Mandi arambha hele janapadiba..

  • @PruthirajSahu-y4d
    @PruthirajSahu-y4d หลายเดือนก่อน +4

    Veri good sar

  • @bishnucharanpati6380
    @bishnucharanpati6380 หลายเดือนก่อน

    Most ideal arrangement. May GOD bless Sri Hon'ble Mohan Majhi, CM, Odisha. Long live BJP Government.

  • @bsantosh4768
    @bsantosh4768 16 วันที่ผ่านมา +1

    ଦେଖା ଯାଉ କଣ ହେଉଛି

  • @bibhumohanty5202
    @bibhumohanty5202 หลายเดือนก่อน +1

    ସମ୍ବବ ନୁହଁ. ମିଲଲର ହିଁ ଚାଷୀ ଙ୍କ ନାଁ ରେ ଧାନ ବିକିବେ. ନିଜ ଧାନ ନିଜେ କିଣିବେ

  • @PurnachandraBehera-if5tu
    @PurnachandraBehera-if5tu หลายเดือนก่อน

    ମଣ୍ଡି ପରିସରରେ godown ନ ରହିଲେ ଚାଷୀ ହତାସ ହେବେ।

  • @ShankarMalik-c2z
    @ShankarMalik-c2z หลายเดือนก่อน +3

    Right 🎉🎉🎉

  • @bhabanisahoo5567
    @bhabanisahoo5567 หลายเดือนก่อน

    right🎉🎉🎉🎉🎉

  • @dineshsahu-yf4jk
    @dineshsahu-yf4jk หลายเดือนก่อน +1

    କହିବା କରିବା ଭିତରେ ଅନେକ ଫରକ
    ସମୟ କହିବ

  • @jitendramohakhud9771
    @jitendramohakhud9771 หลายเดือนก่อน

    Good👍

  • @Shreeram2004
    @Shreeram2004 หลายเดือนก่อน

    ଏଇଟା ଭଭିଲେ ଆମକୁ ସରଲୋ ଲାଗୁଛି କିନ୍ତୁ ଏହା ଆଗକୁ କୃଷକ ମାନଙ୍କୁ ପାଇଁ ଏକ ବିଷାକ୍ତ ହେଇପାରେ କାରଣ କୃଷକ ମାନଙ୍କୁ ଅଧିକା ସମୟ ଶହ ଯୋଗିବକୁ ପଡିବ ଯୋଉଥିରେ କି କୃଷକ ମାନଙ୍କର ଚାଷ ଉଈ ଭ ସଡି ଯିବାର ଅଧିକା ସମ୍ଭାବନା ଅଛି

  • @Badalmalik-j4g
    @Badalmalik-j4g หลายเดือนก่อน +3

    Yes

  • @alishapanda3678
    @alishapanda3678 หลายเดือนก่อน

    Very good govt

  • @shishirabhoi8449
    @shishirabhoi8449 25 วันที่ผ่านมา

    କେଭେ ଆର୍ ଧାନ ଘିଁବ

  • @swaincreation9465
    @swaincreation9465 หลายเดือนก่อน +2

    Very good

  • @nabinraj7474
    @nabinraj7474 หลายเดือนก่อน

    Good

  • @subashbehera2472
    @subashbehera2472 หลายเดือนก่อน

    ଆମ ଷଡଙ୍ଗ ପଚାଁୟତ ରେ କିଛି ସୁବିଧା ନାହିଁ

  • @ashokkumardas6003
    @ashokkumardas6003 หลายเดือนก่อน

    Dailog super ଛି ଛି.

  • @sudarshansingh7977
    @sudarshansingh7977 หลายเดือนก่อน

    Very good mohan sarkar

  • @swadhinsamal519
    @swadhinsamal519 หลายเดือนก่อน +3

    ଗ୍ୟାରେଣ୍ଟି ରହିଲେ ହେଲା??

  • @shishirabhoi8449
    @shishirabhoi8449 25 วันที่ผ่านมา +1

    ବସ୍ତା କିଏ ଦେବା

  • @deepaksahoo2420
    @deepaksahoo2420 หลายเดือนก่อน

    👌

  • @skaifoundation8120
    @skaifoundation8120 หลายเดือนก่อน

    🙏👍❤

  • @SuchismitaSuchismita-oy4fb
    @SuchismitaSuchismita-oy4fb 26 วันที่ผ่านมา

    Jay jagarnath

  • @PrahalladGouda-bs1iv
    @PrahalladGouda-bs1iv หลายเดือนก่อน

    Acor picha kete quntal kinibe jonantu

  • @sanatansahu5805
    @sanatansahu5805 หลายเดือนก่อน +2

    Chasi Bhai Nai ndekhunu Langalaheipadani dhairyadhara sarkarjaha kahuchhanti Tahakariki dekhantu tapare prasansare potidebe Agaru uchhan huantuni. Dairyadharantu

  • @santanusamal8971
    @santanusamal8971 หลายเดือนก่อน

    Target rahiba kii ?

  • @chaitanjani6848
    @chaitanjani6848 หลายเดือนก่อน

    ❤❤❤❤❤

  • @sitaramsundaray773
    @sitaramsundaray773 หลายเดือนก่อน +2

    Good news

  • @tapendrapatra9059
    @tapendrapatra9059 หลายเดือนก่อน

    Thanks bjp 🎉🎉🎉🎉🎉🎉🎉🎉

  • @amreshsahoo4113
    @amreshsahoo4113 หลายเดือนก่อน

    Nuaa sarakaar Best sarakaar 👍👍👍

  • @DhrubaGouda-d9i
    @DhrubaGouda-d9i หลายเดือนก่อน +1

    Tolfree nomber dele bhala heba

  • @SudipSahu-b9k
    @SudipSahu-b9k หลายเดือนก่อน

    That's mohan sarkar Modi sarkar Jay hind

  • @mahendrapofficial143
    @mahendrapofficial143 หลายเดือนก่อน

    Sarkar Hemal mananku quintals pichha 8 tanka dele kana heba besi mehanat ar ret kam

  • @pradeepdansana6476
    @pradeepdansana6476 หลายเดือนก่อน

    ବେଶୀ ନାଇ କହ ବୋ ବାବୁ ଇ ଜେନ ଧନ ବିକୁଚ ଇଟl Nabin sarkar ଧାନ ମାର୍କେଟ ବାହାର କରିଚେ ଆଗୋ ତ ଲୋକ ଚେକ୍ କାନ j nai jani

  • @parthanayak4127
    @parthanayak4127 หลายเดือนก่อน

    Bhal katha

  • @santoshchoudhury9152
    @santoshchoudhury9152 หลายเดือนก่อน +1

    ଧାନ ମଧ୍ୟ FAQ ମାନର ହେବାର ଅଛି

  • @maniklalbiswas5805
    @maniklalbiswas5805 หลายเดือนก่อน +1

    Argus r babu mane agaku akhi kholiki rakhiba, band karobani

  • @kapilkapil5095
    @kapilkapil5095 หลายเดือนก่อน +2

    ଭଲ ହେବ

  • @babloo7531
    @babloo7531 หลายเดือนก่อน

    Kichi v kara lekin per କୁଇଣ୍ଟାଲ 3kg-4kg society ରେ sure katbe... Heta solve kari parba bele best govt a

  • @UdayabhanuDas-f2g
    @UdayabhanuDas-f2g หลายเดือนก่อน

    Beautiful ❤️

  • @KartikDas-p4n
    @KartikDas-p4n หลายเดือนก่อน

    ❤❤❤thanks bjp government ❤❤❤

  • @BestTVshow579
    @BestTVshow579 หลายเดือนก่อน

    Sabu thik kintu Bag (Basta) problem solve karantu.

  • @JenapatiSeth
    @JenapatiSeth หลายเดือนก่อน

    Ok

  • @PradipBemal
    @PradipBemal 28 วันที่ผ่านมา

    Congratulations bjp sir

  • @ashutoshsahu2361
    @ashutoshsahu2361 หลายเดือนก่อน

    Ye record kariba katha kuha mantri.

  • @P.niranjanPatro
    @P.niranjanPatro หลายเดือนก่อน +1

    Badhia haba.jaha g.n.i maruthile Miller Mane.

  • @PramodSaraf-j1g
    @PramodSaraf-j1g หลายเดือนก่อน

    Subhadra yojana pari guide line heba ni ta

  • @sunilpatel2844
    @sunilpatel2844 หลายเดือนก่อน

    B jp thaka sarkar