ବାବୁ ମହଲ: 'ରାଜନୀତି ମଜା' | Babu Mahal # 237 : Rajaniti Maja | Odia Cartoon Video
ฝัง
- เผยแพร่เมื่อ 14 ธ.ค. 2024
- ଆସିଛି ନିର୍ବାଚନ ର ମହାପର୍ବ, ଚା ଖଟି ଠାରୁ ଆରମ୍ଭ କରି ଅଫିସ ଯାଏଁ ସବୁଠି ରାଜନୀତି ଚର୍ଚ୍ଚା, ଏମିତି ଏକ ମଜାଦାର କାହାଣୀ କୁ ନେଇ ଏଥର "ବାବୁମହଲ" ର ପ୍ରସଙ୍ଗ ହେଉଛି 'ରାଜନୀତି ମଜା'
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 237 : ରାଜନୀତି ମଜା ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE | SHARE | SUBSCRIBE
Also Watch:
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍...
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 TH-cam: / dharitrilive
👉 Instagram: / dharitrilive
#BabuMahal #OdiaCartoon #OdiaComedy #Odisha #election2024
ଭାଈ ସନିଆ ଭିଡିଅ ଟିଭିରେ ଛାଡିଥିଲେ ଭଲ ହୁଅନ୍ନା କାହିଁକିନା ପିଲାମାନେ ଆଉ ଲୋକ ମନେ ଦେଖନ୍ତେ ଏତିକି ଅନୁରୋଧ ନମସ୍କାର 😢❤❤
ଜନସାଧାରଣଙ୍କୁ ଏତିକି ଅନୁରୋଧ ଟଙ୍କା ସମସ୍ତଙ୍କ ପାଖରୁ ନିଅନ୍ତୁ କିନ୍ତୁ ଭୋଟ କେବଳ BJP କୁ ଦିଅନ୍ତୁ ❤
Only vote per BJD not bjp
Only bjp
ହେରା ସନିଆ ଭାଇ ତମ କମେଡି ଆମକୁ ବହୁତ ଭଲ ଲାଗେ ଆଉ ମାଝୀ ବାବୁ ର ଭି 😂😂
ଓଡିଶା ରେ ପରିବର୍ତନ ହବ ଦରକାର ନବୀନ ବାବୁ କୁ ଆମର ସନମାନ ଅଛି ହେଲେ ଏଥର ବିଜେପି ଆସିବ କଥା ଓଡିଶା ରେ ଜୟ ଶ୍ରୀ ରାମ ❤️🙏🚩
@subhadaswain jay shree ram jay Jagannath ❤️🙏
ପରିବର୍ତ୍ତନ ବନାନ ଭୁଲ୍ ଲେଖିଛ ।
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️♥️🙏🚩🚩
ମୁ ଏହି ଭିଡିଓରୁ ଏତିକି ଶିଖିଲି ଯେ😮
ଯିଏ ଯାହା ଖାଇବାକୁ ଦଉଛି ଖାଇକି ହଗିଦେବି😂 ପିଇବାକୁ ଦେଲେ ପିଇକି ମୁତି ଦେବି ❤ହେଲେ ପ୍ରକୃତରେ ଯିଏ ରାଜ୍ୟ ପାଇଁ ଆମ ଆଗାମୀ ପିଢୀ ପାଇଁ ଭଲ କରିବ ତାକୁହି ଭୋଟ ଦେଇ ଯୟଯୁକ୍ତ କରେଇବି🎉
Mu bi 1st views re
ଜନ ସାଧାରଙ୍କୁ ଏତିକି ଅନୁରୋଧ ଟଙ୍କା ନିଅନ୍ତୁ ଯିଏ ଦେଉଛି ,କିନ୍ତୁ ସଠିକ୍ ସ୍ଥାନରେ ଭୋଟ ଦିଅନ୍ତୁ , କାରଣ ଆମ ଓଡ଼ିଶା ଏ ଦାଦନ ଖଟି ବାରୁ ମୁକ୍ତି ପାଇପାରିବ , ଆଉ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇପାରିବ ଆଉ ଗୋଟେ କଥା ଶୁଣନ୍ତୁ ଆପଣ ଟଙ୍କା ସିନା ନେଇଗଲେ ହେଲେ ଆପଣ କାହାକୁ ଭୋଟ ଦେଲେ ତମ ଛଡ଼ା ଆଉ ଅନ୍ୟ କେହି ଜାଣିପାରି ବେ ନାହିଁ 🙏👍🙏👍🙏
ଜୟ ଜଗନ୍ନାଥ କିଏ ଜିତିଲେ କହିବ ହେଲା ମ 😅😅😅😅😅
ଜନ ସାଧାରଣ ଙ୍କୁ ମୋର ଏତିକି ଅନୁରୋଧ କାହାପାଖରୁ ଟଙ୍କା ଖାନ୍ତୁ ନାହିଁ ଯାହା ପାଖରୁ ଟଙ୍କା ନେବ ସେ ଯଦି ଜିତିଗଲା ତମ କୁ ଯାହା କହିବେ ସେଇଆ କରିବାକୁ ବାଧ୍ୟ ଏମିତି କି ମା ଭଉଣୀ କୁ ନେଇ ସୋଦିବେ ତମେ ସେତେବେଳେ କିଛି କହିପାରିବନି କାହିଁକିନା ତମେ ପଇସା ଖାଇଛ ଏତିକି ଅନୁରୋଧ କରୁଛି ଆମ ଭୋଟ ଆମ ହାତରେ ପାଞ୍ଚ ବର୍ଷ ଫୁଣି ହଇରାଣ ହେବା ଦୟାକରି ଯିଏ ଆମ ଦୁଃଖ ସୁଖ ବୁଝିବ ଆଉ ଆମ ରାଜ୍ୟ ଦେଶ କୁ ଆଗକୁ ନେବ ତାକୁ ଭୋଟ 500 1000 ନେଇକି ତମ ମୁଣ୍ଡ ବିକ୍ରି କର ନାହିଁ plz
Bhai paisa na nele madhya bhuli jaanti
Right 👍
2024 re odisha re election kia jitiba❤
ଵହୁତ ମଜା ଆସିଗଲା। ଆମ ଭୋଟ ଆମ ସରକାର ❤
❤❤❤❤❤❤
Sania Bhai kete parishram kala, hele netababu tumoku thakidele. aau kete mado khailo. jaldi tanku budhi sikhao.😀😀😀😀😀😀❤️❤️❤️❤️❤️❤️❤️❤️❤️❤️❤️
ଏଥର ଆପଣ ମାନେ କାହାକୁ ଭୋଟ ଦେବେ BJP/ BJD/Congress / BJP Bala LIKE କର
Bjp🎉
ବିଜେଡି
Bjp
Bjp
Bjp ma
ଅତି ସୁନ୍ଦର ଭିଡ଼ିଓ ସନିଆ ଭାଇ ❤️
Saabash Sania.to drone jogu bahut lokanka jeebana rakhya paela.👍👍👍✨🌟🌟💥🎉🎉😊😊😊😊
୨୫ ବର୍ଷ ଶାସନ ରେ ଆମ ରାଜ୍ୟ(ଓଡ଼ିଶା) ଅନ୍ୟ ରାଜ୍ୟ ପରି ସୁନା ପାଲଟି ଯିବା କଥା କିନ୍ତୁ ହେଇଛି କଣ ? ଆମ ରାଜ୍ୟରେ ରୋଜଗାର ନ ଥିବାରୁ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯିବାକୁ ପଡୁଛି l
ଆମ ରାଜ୍ୟରେ ଉତ୍ତର ସରକାର ନ ଥିବା ଯୋଗୁ ଏହିପରି ହେଉଛି l
ତେଣୁ ସରକାର
ବଦଳିବା ଦରକାର
ସୁନାର ରଜ୍ୟ ଗଠନ
କରିବା ଦରକାର l
ଜୟ ଜଗନ୍ନାଥ 🙏
ଖୁବ୍ ଭଲ ଲାଗିଲା
ରାଜନୀତି
ସାଧାରଣ ଜନତାଙ୍କ ପାଇଁ ଯେତିକି ହାସ୍ୟସ୍ପଦ
ସେତିକି ରୁଚିକର ବି
ମଧ୍ୟ Bhubaneswar କିଏ ଆସିବ ବୋଲି ଆପଣ ଚାହୁଁଛନ୍ତି
ଭୋଟ ଦେବା ପାଇଁ କାହାର ପ୍ରୋଭଲନରେ ନ ପଡି ଠିକ ପ୍ରାଥୀଙ୍କୁ ଭୋଟ ଦିୟନ୍ତୁ l
Please sonia tv re chhadantu
Saniya bhai 🤪🤪🤪 ଜିନ୍ଦାବାଦ
Very nice episode❤❤❤😅
ହେରା ସାନିଆ ଭାଇ good morning ଯେ 😮😊😂
Aprajita sadangi bhubaneswar pain kichi kala nahi ...❤❤❤best candidate yasir nawaz
ବିଜେଡ଼ି ବିଜେପି ଦୁଇ ଭାଇ ଦେଶ ଓ ରାଜ୍ୟ କୁ ଦେଲେ ଖାଇ।ଓଡ଼ିଶା ର ବିକଳ୍ପ କେବଳ କଂଗ୍ରେସ।
Mun aji first view re
0:34 avidota tv ra
Tomorrow kali modi asi thile puri ku sethi pani gote like heau❤❤❤
Fasta comment bhala se lekhantu ma?..
🎈 Sania 🎉 Bhai 🎈🎉🎈 very 🎈 good 🎉 morning 🌄
Super video🎉🎉🎉🎉🎉
ଏରା ସନିଆ ଭାଇ ତମ ସହ ଲୋଲ ହେଇଗଲା ଯେ
😮❤😂😂😂bhala
Aji rr vs shr
Wow ❤️❤️❤️🔥🔥🔥🔥🔥🔥🔥🔥🔥🔥🔥
Batu na bitu Bhai
RCB 💚♥️ Virat Kohli 💯👑🥰♥️💚✅✅
Shanti ଅପା ଭବାନୀ ଭଉଣୀ ର ଭଲ ଲାଗେ
Vote for BJP Jay Jagannath JAYSHREE RAM ❤❤❤
Kkr jitila
Priyanka Hii
I miss you all friend❤❤❤
Mu jitibi nischaya😂😂
sania kamedi tivi re chadantu daykari ❤❤❤ veri nice🎉🎉🎉❤❤❤
ଜୟ ଶ୍ରୀ ଜଗନ୍ନାଥ
Jay jagannath ❤❤❤❤❤
Jay jagannath
Hii
Jay,jaganath❤
Ama ta 🌻
Kajal Hii
Badhia badhia consept maja asuci dekhibaku
SANIIA😊😊NICE🎉🎉🎉🎉 VIDEO 😅😅
sata
ରାଜନେତାଙ୍କ କଥାରେ ପଡି ଯୁବପିଢି ନିଜର ଭବିଷ୍ୟତକୁ ନଷ୍ଟ କରନ୍ତୁ ନାହିଁ ।
ଉପଯୁକ୍ତ ପ୍ରାର୍ଥୀ ଦେଖି ଭୋଟ ଦିଅନ୍ତୁ ।
Nice story 👌 👌👍👍
1st 🔥🔥❤️❤️🔥🔥🔥🔥🔥🔥
Super
SRH VS KKR କିଏ ଜିତିବ ଆଜି ର ମ୍ୟାଚ୍ comments karantu
SRH
SRH
Srh😂
Amor bhai csk 😊😊😊
KKR
BJP jitile chicken and rice and matan
Sania Bhai bhala maja karuchha❤❤❤❤❤😮😮😮😮😮😮😮🎉🎉🎉🎉🎉🎉🎉
Kalpana Hii
Super duper Sania Bhai
Only one and aamar BJP
BJP jindabad jindabad jindabad BJP jindabad
BJP Bala like karantu 😊
Pankajini Hii
Soto kotha Bhai.
😂😂😂😂😂😂😂😂😂
RCB fan like
Jana sadharana ku Moro Anuradha tanka niontu kintu thik stanare vote diontu ama desa surkhit rahiba
"Jay jagnath"
Very beautiful
Super saniabahi
Frist comments Mora
Mind blowing 😎😊🙂❤❤❤❤❤❤❤
BJP jitega 👈😊😊😊😊😊😊
Sala BJP ka nokar
Kejriwal jindabad 💯
ହେରା ସନିଆ ଭାଇ ଜିନ୍ଦା ବାଦ 😂😂😂
BJD Naveen babu ❤
😅😅😅😅
ହେରା ସନିଆ ଭାଇ ଆଜି କେତେ କାନ୍ଦିଲ ମ😂😂😂😂😂😂ହେରା ଆଗକୁ ୫ ଲକ୍ଷ ପାଇବ ଯେ😂😂😂😂😂😂😂😂😂
😢
Mind blowing
Very nice 👌
Ipsita Hii
Nice 😅
😍💓💓💓😍
CSK fans like kara 💛💛💛💛💛💛💛💛💛💛💛💛💛💛💛💛💛💛💛💛💛❣️❣️
Stitipragyan Hii
Jay jagannath 🙏
ଏଥର ବୁଝନ୍ତୁ, ଉଚିତ୍ ସଦସ୍ୟ କୁ ଜିତାନ୍ତୁ ❤
Bjd jitiba 🎉🎉🎉🎉😊
To bala jitiba
Nice ❤❤
Good morning
ଆମ ଏଠି B.J.P ଭୋଟ ପାଉନି ବୋଲି ଖାଲି କିଛି ଟା କୁଜ୍ଜି ନେତା ଆଉ ଗାଁ ଲୋକ କୁ ଖାଲି ମଦ ମାଂସ ରେ ଭସଊଛନ୍ତି
Spelling mistake. Its B. J. D.
ଦଶ ବର୍ଷ ହେଲା ବିଜେପି କଣ କରିଥିଲା ଏବେ ବିଜେପି ଆସିଲେ କଣ ଓଲଟେଇଦବ କୁହ ଭାଇ
BJD 24 year Rahila Se kan Karila kire pua 😮
Kahi kichhi karinahanty jodi samstanku 5 year changes dia jau asubidha kon । ଖଣି ଦୁର୍ନୀତି ଜଉ ହେଇଛି । ଓଡ଼ିଶା ରେ ଜଉ ଦଳ ଆସିଲେ ବି ସୁଧାରିବାକୁ 10 year ଲାଗିଯିବ ।
କଉ ଦଳ କିଛି କରୁନାହାନ୍ତି ଜଦି। ସବୁ ଦଳକୁ 5 year chance ଦିଆ ଯାଉ ଅସୁବିଧା କଣ । ଓଡ଼ିଶାରେ ଖଣି ଦୁର୍ନୀତି ଜଉ ହେଇଛି । ଜଉ ଦଳ ଆସିଲେ ବି 10 ବର୍ଷ ଲାଗିଯିବ ଠିକ୍ କରିବା ପାଇଁ ।
Kiakan kan karchi
Ab ki bar congress ka antim sanskar ram naam Satya honewala hai
Hyy every one 😂
😊😊😊😊😊😊😊😊😊😊
😂❤❤❤
KKR
Thank you
Nibedita Hii
Ethara kan BJP☠️...ya .... CONGRESS 💀💀
No BJP 0% only BJD election 100%✊👍
Beautiful suggest video❤
Gd Morring
😂😂😂😂
Nice video Sania comedy ❤❤❤🎉🎉🎉
💓💓💓
Wow super nice 🙂❤❤❤❤❤
Nandini Hii
ମତେ ଲାଇକ୍ ମିଳିବ କି 😢