ପାଞ୍ଚମାଣ ଜମି ଥିଲା ବିକିକି ଦିନରାତି ପରିଶ୍ରମ କରି ପିଲାକୁ ବଡ଼ କଲି ,ବଡ଼ ହେଲାପରେ ସ୍ତ୍ରୀ କଥାରେ ପଡି ....-

แชร์
ฝัง
  • เผยแพร่เมื่อ 21 ธ.ค. 2024

ความคิดเห็น • 22

  • @sanjaykumardas334
    @sanjaykumardas334 15 ชั่วโมงที่ผ่านมา +6

    ମଉସା ଆପଣ କଥା ରୁ ଜଣା ପଡୁଛି ବହୁତ ଦୁଃଖୀ କଣ କରିବେ ଏ ତ ସମୟ ର ଖେଳ ଦିନ ଆସିବ ଆପଣ ନ ଥିବେ ହେଲେ ଆପଣଙ୍କ ପୁଅ ସବୁ କର୍ମ ଫଳ ଭୋଗିବେ

  • @samajmusicofficial2458
    @samajmusicofficial2458 19 ชั่วโมงที่ผ่านมา +10

    ବୋହୁ ଯୋଗୁ ଘର ବର୍ବାଦ ନାରୀ ମାନେ ସମାଜ ରେ ନିଆଁ ଲଗେଇ ନିଜେ କେମିତି ଖୁସିରେ ରହିବେ ଚାହୁଁଛନ୍ତି

    • @sanjuktabiswal1569
      @sanjuktabiswal1569 17 ชั่วโมงที่ผ่านมา

      ଗୋଟେ ଗୋଟେ ସ୍ତ୍ରୀ ଲୋକ ନିଜକୁ ଭଲ ସଜେଇ ହେବାପାଇଁ ଅନ୍ୟକୁ ଖରାପ କରାଇଥାନ୍ତି, ନିଜେ ଅନୁଭବୀ ଘରକୁ ପୋଡି ଛାରକାର କରନ୍ତି,

    • @Mona_daily_life763
      @Mona_daily_life763 16 ชั่วโมงที่ผ่านมา +1

      Age pua manka dosa tanka sahasa pain asbu hauchi

  • @anantaprasadpraharaj559
    @anantaprasadpraharaj559 18 ชั่วโมงที่ผ่านมา +2

    ଭାଇ 💐🙏,ଅପାତ୍ର ରେ ଦାନ। ଆପଣ ଯାହା କହିଲେ ସମସ୍ତ ଙ୍କୁ ଭବିଷ୍ୟତ ପାଇଁ ଶିକ୍ଷା। ଧନ୍ୟବାଦ 💐🙏

  • @jchoudhury274
    @jchoudhury274 18 ชั่วโมงที่ผ่านมา +4

    ବହୁତ୍ ଦୁଃଖଦ ଘଟଣା ପୁଅ ଜନ୍ମ କରି ବା କଣ ଭୁଲ

    • @prabhatapradhan7513
      @prabhatapradhan7513 7 ชั่วโมงที่ผ่านมา

      ଭାଇ ସଂସାର ମିଛ ଇଶ୍ୱର ସତ୍ୟ ଏଠି କେହି ନୁହନ୍ତି କାହାର

  • @sabitaprusty8035
    @sabitaprusty8035 16 ชั่วโมงที่ผ่านมา +1

    ସରକାର ଉଚିତ ପଦକ୍ଷେପ ନେବା କଥା। ସମସ୍ତ ଙ୍କର ଦିନେ ବାର୍ଦ୍ଧକ୍ଯ ଯନ୍ତ୍ର ଣା ଆସିବ। ହେ ଭଗବାନ ଆଜିକାଲିର ସମ ୟରେ ବାର୍ଦ୍ଧକ୍ଯ ଏକ ଅଭିଶାପ। ଯେଉଁ ଘର ଥିଲା ଦିନେ ତ ବାସ, ।ପୁଅ ବାହାଘର ପରେ ବୋହୂ ଆସିଲେ ହୁଏ ସବୁ ସର୍ବ ନାସ। ପୁଅ ହାରାମୀ ଏକ ନମ୍ବର। ।ବୋହୂ ସିନା ପର କିନ୍ତୁ ଛାଡ, ସମସ୍ତେ ଅବଗତ ।ଜୟ ଜଗନ୍ନାଥ।

  • @haraprasadmahanta4657
    @haraprasadmahanta4657 ชั่วโมงที่ผ่านมา

    ଅଧିକ ଛୁଆ ଜନ୍ମ କଲେ ଯେତେବେଳେ ସେମାନେ କିଛି କାମ କରନ୍ତି ନାହିଁ ସେ ସମୟରେ ବାପାକୁ ଦୋଷ ଦିଅନ୍ତି,ଏ ଦୁନିଆ ପଶୁଠାରୁ ହିନ ମନୁଷ୍ୟ

  • @rabindrarath1070
    @rabindrarath1070 19 ชั่วโมงที่ผ่านมา +2

    Take the help of District collector.

  • @abhimanyusathy9627
    @abhimanyusathy9627 19 ชั่วโมงที่ผ่านมา +1

    ଭାଇ ମେନା ବାପା ମା କୁ ଏମିତି କେବେ କର ଟୁନି ଭାଇ ମ ଵାପା ନାଇଁ 😭😭

  • @ArunpratapLenka
    @ArunpratapLenka 18 ชั่วโมงที่ผ่านมา +1

    Policestationre fir dia.

  • @Satyajitsahu-l7m
    @Satyajitsahu-l7m 17 ชั่วโมงที่ผ่านมา +2

    Gote Katha bujhj helani bapa kn pua Ku Jami bikiba

    • @tikinapatra143
      @tikinapatra143 14 ชั่วโมงที่ผ่านมา

      Right kotha ti kahile

  • @ArunpratapLenka
    @ArunpratapLenka 18 ชั่วโมงที่ผ่านมา +1

    Old age homere ruhantu. Jami bikidia.registri cancelation kara.

  • @soniabpriya239
    @soniabpriya239 ชั่วโมงที่ผ่านมา

    Etay....bhal..Bapa....bhogibay.....,wait....kara..samayku.....

  • @manojkumardash215
    @manojkumardash215 19 ชั่วโมงที่ผ่านมา +1

    A kali juga

  • @mauditripati2254
    @mauditripati2254 3 ชั่วโมงที่ผ่านมา

    Aji kali kounasi pua jhiya ku biswas karantu nahi

  • @SujataRoyDailyVlogs
    @SujataRoyDailyVlogs 15 ชั่วโมงที่ผ่านมา

    Young nibasa ku pua jau.

  • @SAISAMARTHAMAHALIK
    @SAISAMARTHAMAHALIK 57 นาทีที่ผ่านมา

    Beiman son

  • @BimalKumar-gd7tn
    @BimalKumar-gd7tn 16 ชั่วโมงที่ผ่านมา

    Tanu pateli au ea 2jana nani bhauni reporter

  • @LipuSethi-j8r
    @LipuSethi-j8r 19 ชั่วโมงที่ผ่านมา

    Bala pua ku miridiya