ମୟୁରଭଞ୍ଜ ଏବଂ ସାନ୍ତାଳି ସିନେମା ଇଣ୍ଡଷ୍ଟ୍ରିକୁ ବଞ୍ଚେଇ ରଖିବାରେ ରଜା ମିଶ୍ର Sir ଙ୍କ ବହୁତ୍ ବଡ ଯୋଗଦାନ ଅଛି ❤❤❤Thank you very much Raja Mishra Sir for keeping the Santali film industry alive till now.❤❤❤
Ei Mayurbhanj ,Maharaja Sriram Chandra Bhanj Deo nka Maati re Janma labha kari khub garvita au bhagyavan Mone kore. Proud to be a Mayurbhanjia 💞 Mayurbhanj ❣️
ମୁଁ ମୟୂରଭଞ୍ଜ ରେ ଜନ୍ମ ହେଇଛି ବୋଲି ମୁଁ ବହୁତ ଖୁସି ❤
ବହୁତ ସୁନ୍ଦର ଗୀତ ଅମୋ ମୟୂରଭଞ୍ଜ ବାସୀ ଙ୍କ ପାଇଁ ❤❤ଗୋଟେ like ହଉ ମାଆ ଭାଇ ମାନେ🎤🎤🎤🎵🎵🎵🎶🎶 🥰🥰🥰🥰🥰🥰🥰😍😍😍😍😍
ମୁଁ ମୟୂରଭଞ୍ଜ ଖିଟିଂ ରୁ ଗୀତଟିକୁ ଦେଖୁଛି ବହୁତ ସୁନ୍ଦର ହେଇଛି
Bohuto sundaro heichi ❤❤❤
ଗୀତଟି ମନକୁ ଛୁଇଁଲା ପରିକା ହେଇଛି । ଆମ ବାଲେଶ୍ଵରବାସୀଙ୍କ ତରଫରୁ ଆପଣଙ୍କୁ ତଥା ମୟୂରଭଞ୍ଜବାସୀଙ୍କୁ ଢେର୍ ସାରା ଭଲପାଇବା ❤❤❤ ।।
🙏🏻🙏🏻🙏🏻
Nature's gift our mayurbhanj ❤ always master peace ❤
ଦିଲ ସେ ମୟୁରଭଞ୍ଜିଆ ❤
ମନକୁ ଛଈ ଗଲା❤❤❤❤❤❤❤❤❤❤❤ ସେ ମୟୂରଭଞ୍ଜଆ
Mu ବି mayurbhanjia...❤❤
ଅତି ସୁନ୍ଦର ଗୀତ
❤ ମୋ ମୟୂରଭଞ୍ଜ😊 କେତେ ସୁନ୍ଦର କେତେ ମଧୁର, ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ 🥰🥰
One of the best diamond of mayurbhanj is Rajabhai....
Love you Mayurbhanj ❤❤❤
(FROM TIRING )
*ସୁନ୍ଦର ଆମ ମୟୂରଭଞ୍ଜ ଆଉ ଆମେ ବି ସୁନ୍ଦର*
ମୋ ରାଇରଙ୍ଗପୁର.. ❤️ ମୟୁରଭଞ୍ଜ ❤️❤️
ମୁଁ ମୟୂରଭଞ୍ଜିଆ ❤️❤️❤️
ଗୀତ ଶୁଣିଲେ ହୃଦୟରେ ଖୁସିର ଲହରୀ ଖେଳି ଯାଉଛି 💞💞💞
ଖୁବ୍ ସୁନ୍ଦର ଗୀତ
ମୁଁ ରାଇରଙ୍ଗପୁର ପିଲା ! ରାଇରଙ୍ଗପୁର ପିଲା ସମସ୍ତେ ଲାଇକ୍ 👍👍👍 କର
ବହୁତ ବହୁତ ସୁନ୍ଦର...ମୁଁ ବାରିପଦାରୁ 🙏🙏
ଅତି ସୁନ୍ଦର ହୋଇଛି i love mayurbhanj
ବହୁତ ସୁନ୍ଦର, ହୃଦୟଛୁଆଁ 👌👍
Very nice song
Mu Mayurbhanjia pain garbita
Outstanding song
Outstanding lyrics
Outstanding Upasona❤
Mu mayurbhanjia pain garbita I love you mayurbhnjia
Mu Mayurabhanjia 🎉❤
1 no Bhai song ta monaku chunigola i love mayurabhanj
ମୟୁରଭଞ୍ଜ ଏବଂ ସାନ୍ତାଳି ସିନେମା ଇଣ୍ଡଷ୍ଟ୍ରିକୁ ବଞ୍ଚେଇ ରଖିବାରେ ରଜା ମିଶ୍ର Sir ଙ୍କ ବହୁତ୍ ବଡ ଯୋଗଦାନ ଅଛି
❤❤❤Thank you very much Raja Mishra Sir for keeping the Santali film industry alive till now.❤❤❤
Mu v Mayurbhanjia. Bahut sundar Heichhi emiti Video baneithiba sabu bandhu mananku bahut bahut dhanyawad
Mu malkangiri ru kintu song suniki bahut khusi lagila
Love you all
Bahut sundar ❤️❤️❤️❤️❤️
ଅତି ସୁନ୍ଦର ❤❤❤❤ ଦିଲ୍ ସେ MAYURBHANJIA
ଆମେ ମୟୂରଭଞ୍ଜିଆ ଭାରି ବଢିଆ
ସୁନ୍ଦର composition, ଗାୟକି ବି ସୁନ୍ଦର, ଆଉ photography ଭି ଭଲ ହେଇଚି. ପୁରା ଟିମ କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା.❤
ଆମ ଓଡ଼ିଶାର ସଂସ୍କୃତିକୁ ଅଛୁଆଁ ଆକାଶରେ ରଖିଥିବା ମୟୂରଭଞ୍ଜ ଶୈଳି କୁ ଅତି ଉତ୍ତମ ଭାବରେ ଓଡ଼ିଶା ଲୋକଙ୍କ ଆଗରେ ଉପସ୍ଥାପନ କରିଥିବାରୁ ଧନ୍ୟବାଦ ,କଟକ ରୁ❤
ଆମ ମୟୂରଭଞ୍ଜିଆ ମାନ ଙ୍କ ପାଈଁ ବହୁତ୍ ସୁନ୍ଦର୍ ଗୀତ ଟିଏ thank you Raja misra sir ❤
Mu angul ru hele mu Mayurbhanj Baripada re ruhe......au Mayurbhanj bahut bhala lagr.....❤️🙏
ଆମ ମୟୂରଭଞ୍ଜ ଦ ଦିଲ୍ ସେ ❤❤❤❤❤❤
More Mayurbhanj basi sabu dharma,jati ra loka bhari badhia. More jilla Shantipriya.
ବହୁତ ସୁନ୍ଦର ହେଇଛି, ଭିଡିଓଟିରେ କାର୍ଯ୍ୟ କରିଥିବା ସମସ୍ତ କଳାକାର,ଟେକନିସିଆନ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଅଶେଷ ଧନ୍ୟବାଦ 🙏🙏🙏🙏🙏🙏🙏
ସୁନ୍ଦର ମୋ ଭାଷା
ସୁନ୍ଦର ମୋ ମୟୂରଭଞ୍ଜ❤❤....
Mu Mayurbhanjia hoi thibaru bahut khusi. Jai Mayurbhanj.
ଜୟ ଜୟ ଶ୍ରୀ ଜଗନ୍ନାଥ
ଖାଲି ମୟୂରଭଞ୍ଜ ଭଲ ଆଉ ସବୁ ଜିଲ୍ଲା ଖରାପ ତା ନୁହଁ । ସବୁ ଜିଲ୍ଲା ଟିକେ ଟିକେ ନିଆରା କାରଣ ,ଜଉ ରାଜ୍ୟରେ ପ୍ରଭୁ ଜଗନ୍ନାଥ ସାକ୍ଷାତ୍ ନିଜେ ବିଜେ କରିଛନ୍ତି । ତ ନିଶ୍ଚିତ ସାରା ଓଡିଶା ବହୁତ ସୁନ୍ଦର ।
ଆମେ ଓଡ଼ିଆ ,,,,
ଭରି ବଢିଆ ,,,,
ଏଇଟା ଗୋଟେ ହେଲା ଭାଇ... Maa kasam dil garden garden ହେଇ ଗଲା. Proud to be Mayurbhanjia
ଅତି ସୁନ୍ଦର ହୋଇଛି ଗୀତ
ବହୁତ ସୁନ୍ଦର ହେଇଛି 🎉🎉
Bahut sundar.❤🎉
ମୁଁ ମୟୂରଭଞ୍ଜ ମାଟି ଛୁଆ ଗୀତ ଟା ସୁନି କି ମନ ପୁରା ଖୁସି ହେଇଗଲା ❤❤❤
ବହୁତ ସୁନ୍ଦର ❤ମୁଁ ବି ମୟୂରଭଞ୍ଜିଆ । ଏହା ପାଇଁ ମୁଁ ଗର୍ବିତ ।ଏଇ ଗୀତ ରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବିଷୟରେ ଆଲୋଚନା କରି ଥିଲେ ,ଆହୁରି ଭଲ ହେଇ ଥାନ୍ତା। ଜୟ ଜଗନ୍ନାଥ ❤
ସୁପର୍ ଗୋ ଦାଦା ମୁଁ କେନ୍ଦୁଝର ଜିଲ୍ଲାର ❤❤❤
ମୁ ମୟୂରଭଞ୍ଜିଆ ଗୀତ ଟି ବହୁତ ସୁନ୍ଦର ହେଇଛି ❤❤❤
Mayurbhanj ro sabu culture ku dekhei thibaru bahut bahut dhanyavaad.... Mui to bahut khusi... Gan ku mone pokei thibaru❤❤❤❤
Superb 🙏🙏🙏
Bohuti bholo heichi gito sobu cast ochonti ❤❤ love you all
ଖୁବ୍ ସୁନ୍ଦର lyrics ❤❤Jay Mayurbhanj...
Tremendous Editing.....So beautiful....I proud to be a Mayurbhanji....
ସତରେ ଆମ କଳାକାର ମାନେ ଛୋଟ ଛୋଟ ସୀନ ରେ ବି କେତେ ମାର୍ଜିତ ଅଭିନୟ କରିଛନ୍ତି ❤❤❤ ସତରେ ଆମ ମାଟି କଳାର ମାଟି ❤❤❤❤🙏🙏🙏
ମୁଁ ମୟୂରଭଞ୍ଜଆ❤❤❤❤❤
Wonderful.
ଦୁଃଖ ଲାଗୁଛି ମୁଁ ଆମ ବାଥୁଡି ଲୋକ ମାନଙ୍କର ଚାଙ୍ଗୁ ନାଚ tk ଏଇ ଭିଡିଓ ରେ ଦେଖିବାକୁ ପାଇଲିନାହିଁ
କିନ୍ତୁ ଗୀତ ବହୁତ୍ ବଢିଆ ହେଇଛି
Dil se mayurbhanjia ❤❤❤
ମୋ ମାଟି ❤
ଅତି ସୁନ୍ଦର,ଜୟ ମୟୁରଭଞ୍ଜିଆ ❤🌹♥️
Adi napay
Khub sundar heichi
Proud to be a mayurbhanjia❤❤❤🎉🎉🎉
Kisa aau kahimi...bejain bhal nagla geeto aau video.❤❤❤❤🎉🎉🎉🎉🎉
କେତେ ଆନନ୍ଦ ଲାଗୁଛି ଏଇ ଗୀତ ଶୁଣିଲେ ❤❤❤❤ love you all ମୟୂରଭଞ୍ଜ ଜିଲ୍ଲା ବାସୀ ❤❤
ବହୁତ, ବହୁତ,ବହୁତ, ସୁନ୍ଦର ଲେଖା music 🎵🎶🎵 form Mkm production team
ଭୁଲିନାହିଁ ମୁଁ ମୋ ଗାଁ ମାଟି ଲଷ୍ମୀପଷୀକୁ ଠାକୁରମୁଣ୍ଡା ବଜ଼ାର କୁ ଭୁଲି ନାହିଁ ସେ ଝୁମର ନାଚ ସାନ୍ତାଳ ଗୀତକୁ ଭୁଲିନାହିଁ ଜଙ୍ଗଲ ନଦୀ କୁ ଆଜି ଆମେ କେନ୍ଦୁଝର ରେ ରହିଲେ ଭି ହୃଦୟ ମୋ ମୟୁରଭଞ୍ଜ ଲୋକ ଯିଏ ଛଳନା ଧୋକା ଜାଣିନି ସମସ୍ତଙ୍କୁ ନିଜ ପରିବାର ସଦସ୍ୟ ଭାବୁଥିବା ଶ୍ରୀରାମ ଭଞ୍ଜ ମାଟିର ଛୁଆକୁ ❤️❤️but ଜୀବନରେ ଗୋଟେ ଦୁଃଖ ଆଜି ଆମ କଳା ସଂସ୍କୃତି ଲୋପ ପାଇବାରେ ଲାଗିଛି କାହିଁକି ନା ମିସନାରୀ ମାନେ ମୟୁରଭଞ୍ଜ କୁ ଧର୍ମାନ୍ତରଣ କରିବାରେ ଲାଗିଛନ୍ତି 🙏ଏଥି ପ୍ରତି ପ୍ରଶାସନ ସହିତ ଗ୍ରାମ ମୁଖିୟା ଧ୍ୟାନ ଦେବା ନିହାତି ଜରୁରୀ 😢😢ଜୟ ମା ବାସୁଳି 🙏🚩
ଗର୍ବରେ କହୁଛି ମୁଁ ମୟୂରଭଞ୍ଜିଆ 🥰
ଅଲଗାପ୍ରକାର 😊
Mo Mayurbhanj ❤❤❤❤❤
ଖୁବ୍ ସୁନ୍ଦର ଏବଂ ହୃଦୟସ୍ପର୍ଶୀ। ପ୍ରତିଟି ଶବ୍ଦରେ ମୟୁରଭଂଜ ମାଟିର ମହମହ ବାସନା ଭରି ରହିଛି।ଗର୍ବ ର ସହିତ କହୁଛି "ମୁଁ ମୟୂରଭଞ୍ଜିଆ" ❤❤❤
Ei Mayurbhanj ,Maharaja Sriram Chandra Bhanj Deo nka Maati re Janma labha kari khub garvita au bhagyavan Mone kore. Proud to be a Mayurbhanjia 💞 Mayurbhanj ❣️
ବହୁତ୍ ସୁନ୍ଦର ଗୀତ ମନ କୁ ଛୁଇଁଲା 💞❤️❤️l love Mayurbhanj
I love Mayurbhanj ❤❤
ହିର୍ଲା ମାରାଙ୍ଗ୍ ବୁରୁ ,ଜୟ ମୟୂରଭଞ୍ଜ।
I love you mayurbhanj hurdoyo chhuwa gito... lyrics ku thank..
Dil se bolo mun mayurbhanjia 🥳🥳🥳
ଭଲ ଲାଗିଲା mayurbhanjia ବଲି ମୁ
ବହୁତ ସୁନ୍ଦର ହେଇଛି❤❤I Love Mayurbhanj
Pura super ❤❤
ସବୁ arits ମାନଂକୁ ମୋର DIL💚ସେ ଜୁହାର 🙏🏼 & special thanks🥰Raja sir✨nice present🤗tation sir iam proud bea
🥁mayurbhanjia🦚
ବହୁତ୍ ବଢିଆ ଲାଗୁଛି ମନ ଖୁଶି ହେଇଗଲା ❤❤❤Thanks 🙏 aii team work ❤❤❤
Khub sundar lagila
ସତରେ ବହୁତ୍ ଭଲ ଲାଗିଲା କୁନା ଭାଈ ଲେଖା ଅତି ଚମତ୍କାର
Bahut sundar ❤❤❤❤❤❤
ବହୁତ ସୁନ୍ଦର ❤❤❤
I'm odia from Kalahandi the most sweet and fabulous song
Wow very nice song
ଆଡି napay ହୁୟୁ ଆକାନା ନୱା ସେରେଞ୍ଜ 🎉🎉🎉🎉🎉❤❤❤❤❤
Bahut sundar heichhi geeta ta or dance vi mu Gujrat re rahi bada heichhi kintu prati barsa makara sankranti re ghar ku jaye I love Mayurbhanja ❤❤
What a amazing presentation,mayurbhanj culture, tradition,forest spring dance and historical are all in 5 minuits thanks to lyricists.
Bahut badhia song MAYURBHANJ basinko
Super...❤proud of my district Mayurbhanj ❤️
ବୋହୁତ ସୁନ୍ଦର ଲାଗୁଛି
Upasana nk voice bahut sunder❤ Jay mayurbhanj🎉
I love ❤ my Mayurbhanj ❤❤❤ Mo janam mati❤️❤️❤️
Mu bi Mayurbhanjia❤❤
ସୁନ୍ଦର୍ ଆମର ମୟୁରଭଞ୍ଜ, ମୟୁରଭଞ୍ଜ ସ୍ଵର, ସ୍ଵତନ୍ତ୍ରତା ଏଇ ଗୀତରେ ରହିଛି ମୁଁ କମ୍ସେକମ 17 ଥର ଶୁଣିଲି ମନ ମାନୁନି ଯେତେ ଶୁଣିଲେ କମ ଲାଗୁଛି ଆହୁରି କିଛି ଅଧିକ ଦର୍କାର ଗୀତ ଏହିଭଳୀଆ
...❤....
👍👍💯 ଅତି ସୁନ୍ଦର ହେଇଛି 🙏🙏
ବହୁତ ବଢିଆ ହୋଇଛି, ଅଭିନନ୍ଦନ ରାଜା
Jay Mayurbhanj ❤
Very very nice song
Bahut sundar composition ❤jay ho Mayurbhanj🎉❤