ବୋଲ ମାନୁଛି କୁକୁଡ଼ା ସଉଦା ଆଣୁଛି କୁକୁର || Sakala Khabar || Latest News Update ||
ฝัง
- เผยแพร่เมื่อ 8 ก.พ. 2025
- Sakala Khabar is a News Channel aiming to provide unbiased and unique news segments across all area of interests and sectors. It is also one of the fastest growing Odia News TH-cam channels. Get latest news within minutes.#sakalakhabar
LIKE/SHARE/SUBSCRIBE
Visit-sakalakhabar.com
TH-cam Link.- / @sakalakhabar
ବୋଲ ମାନୁଛି କୁକୁଡ଼ା ସଉଦା ଆଣୁଛି କୁକୁର || Sakala Khabar || Latest News Update ||
ସ୍ନେହ ଆଦରରେ ସାରା ସଂସାର ବନ୍ଧା ❤
ସ୍ନେହ ଭରା ମଧୁର ଶବ୍ଦ ଓ କର୍କଶ ଶବ୍ଦ ରେ ବହୁ ତଫାତ୍
ସ୍ନେହ ମମତା ଦ୍ଵାରା ସବୁ ସମ୍ଭବ ହେଇପାରିବ , ବହୁତ ଭଲ ଲାଗିଲା, ଏ ଗୋଟେ ସମାଜ କୁ ଭଲ ମେସେଜ ଦେବ
Sir telling correct
ଏମିତି ମଣିଷ ଆଜିକାଲି ଦୁନିଆରେ ବହୁତ କମ୍ ଅଛନ୍ତି...ଭଗବାନ୍ ଭଲରେ ରଖନ୍ତୁ ❤❤❤✋✋✋✋
ବହୁତ ସୁନ୍ଦରଭାଇଧନ୍ୟବାଦଆପଣଙ୍କରପ୍ରେମ
ବୈକୁଣ୍ଠ ସମାନ ଏହା ଅଟେ ସେହି ଘର, ପରସ୍ପର ଥାଏ ଯହିଁ ସ୍ନେହ ନିରନ୍ତର, ଅପଣଂକର ପ୍ରୟାସ ଜାରି ରହି ଥାଉ ଅଜ୍ଞ୍ୟା 🌹🌹🌹
ପୋଲାଇ ବାବୁ ଜିଏ କି ପ୍ରଥମ ଓଡିଶା ବେକ୍ତି ବୋରିଙ୍ଗ ଖୋଲିବା ଇଞ୍ଜିନ ଅତି ସୁନ୍ଦର କାମ କରିବା ଲୋକ...... ପୋଲାଇ ବାବୁ 🙏🙏🙏🙏
ଏହି ବ୍ୟକ୍ତିଙ୍କୁ ନିହାତି ଓଡ଼ିଶାରେ ପ୍ରଶଂସା କରିବା ଉଚିତ୍
ଭଲ ପାଇବାର ପ୍ରତୀକ,
ଖୁବ ସୁନ୍ଦର.... Thank you so much sir🙏
ମାଉସୀଙ୍କ ପାନ ଖିଆପାଟି ❤❤❤🥰😘😍🤩
ପକ୍ଷୀ ଓ ପଶୁ ଠାରୁ କିଛି ସିଖରେ କଳିଯୁଗ ମାନବ😊
ଆପଣ ବହୁତ ଭଲ ଭାଇ
ଅତି ସୁନ୍ଦର
ବହୁତ ସୁନ୍ଦର ଜାକି 🥰
Bhai bahut bahut dhanyvad ❤❤❤❤❤
ବଉତ୍,,,, ବଡ଼ିଆ,,,,,
ସାର୍,,,,,,👉🙏🙏🙏🙏
ଭିଡିଓ ଦେଖି ବହୁତ ଭଲଲାଗିଲା ❤❤❤
ସେ ଭୁକିଲା ଆପଣମାନେ କେମିତି ବୁଜିଲେ କ'ଣ ମାଗିଲା ❤
ପଶୁ ପକ୍ଷୀ ମାନଙ୍କୁ ଏପରି ପ୍ରେମ ରେ ପାଳନ କରୁଛନ୍ତି, ଏଥିଲାଗି ଆପଣଙ୍କୁ ଅଭିନନ୍ଦନ ଓ ନମନ୍।
Very Good.
Bhainku babut bahut dhanyabad .
ଦୟାକରି ନିଜର ପାଟି ସ୍ଵାଦ ପାଇଁ କୁକୁଡ଼ା ଛେଳି ଆଦି ପଶୁଙ୍କୁ ହତ୍ୟା କରନ୍ତୁ ନାହିଁ।ଆପଣଙ୍କୁ ବହୁତ ବହୁତ ଅନୁରୋଧ।
Are bwa bohut vala
ଗୋଟିଏ 🐅 ବି ରଖତୁ ବହୁତ ଭଲ ଲାଗିବ
Good Job Bhai 👍
ଆମ ଘର ପାଖରେ ଆଙ୍କ ଘର ସବୁ ଦିନେ ଦେଖୁଛି ଏ ଖେଳ ସତରେ ବହୁତ୍ ଖୁସି ଲାଗୁଛି ..... ମୁଁ ବି ପାରା ରଖିଛି ... ୭ କି ୮ ଘଣ୍ଟା ଉଡଉଛି ସତ ହେଲେ ଆଙ୍କ ଭଳିଆ କରିପାରୁନି 🫡🫡🫡🫡🫡🫡🫡
Thank you bhai 🙏
ଏ ବ୍ୟକ୍ତି ଙ୍କୁ ବହୁତ ଧନ୍ୟବାଦ
Great work done by you 🙏🙏🙏
Bahut badiya haechi khusi laguchi ❤❤❤❤
Great person sir
ପୁରୀ ରେ ମୁସାଥିଳା. ଏମିତି ଏଵେ କୁକୁଡ଼ା. ଆଉ. କୁ କୁ ର . ଏମାନେ ଭଗଵାନ ହେଲେ ଆଫଣମାନେ
ନଢିଆମାରନୣ ଛି. ଛି ଛି ମଣିଷ କଣଜାଣୁଛି ନିଜକୁ ଳାଜଳାଗୁଛି
gd news 🎉🎉❤
Very good
Jay jagannath prabhu
🙏🙏🙏🙏
ମଣିଷ କଥା ମାନିବ ନାହିଁ,
❤❤❤🙏🙏🙏
So nice and good
Very good ❤
Apana heuchhanti prakruta manisha aau bhagaban sadrusya.🙏🙏🙏🙏🙏🙏🙏🙏🙏🙏🙏
Nice videi
Good 👍
ପାନ ନ ଖାଇଲେ ମରିଯିବି
Bahut badhia sir
ସୁନ୍ଦର ଅତି ସୁନ୍ଦର ❤️
ମୋ କୁକୁର ର ନାମ ବି ଜାକି ଥିଲା, ଗୋଟିଏ ପାଗଳ କୁକୁର ଆସି କାମୁଡି ଦେଲା ରୁ ସପ୍ତାହେ ପରେ ମରିଗଲା 😭😭😭
Jay jagannath mahaprabhu samastankara mangala karantu
Gagan Bhai bhala training deicha
Very nice very Beautiful sir
❤very nice
Ggp colony ❤❤❤❤😊
Bahut sundar sir
👌@
Nice 👍
କୁକୁର କେଉଁ ପ୍ରଜାତିର ନାମ କହିବ କି please
German Shepard
❤❤❤
Good
Wow bhala paibare sabu bandha
Bahut khusi laguchi dekhile tanku
ଭାଇ ମୁ ବି animal lover bahut jhusi laguchi dekhi🥰🥰🥰
ସବୁ ମିଛ
Thanks bhai
ଭାଇ ରେ ଫରେଷ୍ଟର ଵାଲା ଏବେ ତୁମ ଘରକୁ ଯିବେ
Kana pain jibe
101percent jibe😂😂😂
Forester sala mankaravao kichi kama nahi khali kaha mitu chadae aniba kaha mankada chadae aniba prabala maada darkar forest wala ku
Banda jiba jail are cage re ରଖିଲେ ଜେଲ୍ ଯିବାକୁ ପଡ଼େ ସେ ତା open re rakhi chhanti @@simrands2626
Great
very nice.
Nice video
Jay Jagannath Bhai 🙏🙏🙏
God bless you .sub ka malek ek👌👌🥰👍
🎉🎉 very nice
More bi kakul amiti Katha sunuchi
Very nice bro ❤❤❤❤
Best
ଗଗନ ଭାଇ ନମସ୍କାର।
🙏🙏🙏🙏🙏
Nice💞💞
Bhai, forest department wala jadi dekhibe ta yanka gharaku jiba ta pakka
Hilariou 🥰🥰🥰🥰
😮omg
ଭାଇ ଏହି ଲୋକଙ୍କ ଘର କଉଟି
Ggp colony bbsr
Nice vlog ❤❤🎉🎉
Nice
Mahaprabhu Jagannath bless him.
😊
Nise
God 😂❤️❤️
❤
Intrstedanimal
🙏🙏🙏
B 5:39
ପଳାଇ sir thanks to searching animal words😊
କୁକୁର କଣ ବାଘ ବି ଆଣିବ ଛଟ ବେଳୁ ଟ୍ରେନିଙ୍ଗ ଦେଲେ
ଏଟା କଣ ନୂଆ କଥା
ତୁ କୁକୁର ଫଶିକି ଦେଖେ ବଡ଼ ବଡ଼ କମେଣ୍ଟ କରିଲେ ହେବ ନାହିଁ
🎉
Mu sabu din tanku dekhuchi
Hi-tech medical pandra chak ggp colony ❤ masani pakha mausa amara😂😂😂😂😂
Bhaga bana jaha karanti paranira mangala pai 🙏
😮😮😮
Jaha hau tamar gote alaga Duniya
😢
He Bhagwan
😱
Bbsr re rahuchanti kouthi se tanka lokesan patha