I Want To Meet Naveen Patnaik For Once...: Pradeep Panigrahi

แชร์
ฝัง
  • เผยแพร่เมื่อ 21 ส.ค. 2024
  • I Want Ask A Billion Dollar Question To Naveen Patnaik, If PM Modi Allows I Want To Meet Naveen Patnaik Once.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #PradeepKumarPanigrahy

ความคิดเห็น • 1.5K

  • @BLPlus6940
    @BLPlus6940 2 หลายเดือนก่อน +1158

    ନବୀନ ପଟ୍ଟନାୟକ ସବୁରି ମନର ଅଛନ୍ତି ଆଉ ରହିବେ। ❤ ଜୟ ଜଗନ୍ନାଥ

  • @annapurnaparida9315
    @annapurnaparida9315 2 หลายเดือนก่อน +804

    ନବୀନ ପଟ୍ଟନାୟକ ଚିରସ୍ମରଣୀୟ ହୋଇ ରହିବେ ଓଡ଼ିଶା ବାସୀ ଙ୍କ ମନରେ🙏

    • @jamunapatra6153
      @jamunapatra6153 2 หลายเดือนก่อน +4

      Right bhai 😢😢

    • @onedayyouandme3268
      @onedayyouandme3268 2 หลายเดือนก่อน +3

      😂😂

    • @rabindraswain7399
      @rabindraswain7399 2 หลายเดือนก่อน +9

      Tanka record kehi bhangiparibeni 👍

    • @onedayyouandme3268
      @onedayyouandme3268 2 หลายเดือนก่อน +2

      @@rabindraswain7399 Vangi gala🤣🤣

    • @rabindraswain7399
      @rabindraswain7399 2 หลายเดือนก่อน

      @@onedayyouandme3268 helo sir jia 6 ta election jitiba se hi bhangiba a 1 re nuha 🙏🙏

  • @gurudevpujari6102
    @gurudevpujari6102 2 หลายเดือนก่อน +51

    ଇତିହାସ ରଚିବା ପାଇଁ ଅପେକ୍ଷାରେ ଥିବା ମଣିଷଟି ଦିନେ ଇତିହାସ ପାଲଟି ଯାଏ # no1 leadership Honerble Naveen Patnaik sir

  • @user-we4dc8bm1f
    @user-we4dc8bm1f 2 หลายเดือนก่อน +324

    ନବିନ ପଟ୍ଟନାୟକ ଆମ ଅନ୍ତିମ ଶ୍ୱାସ ଯାଏଁ ଆମ ହୃଦୟ ଭିତରେ ରହି ଥିବେ । He is a great leader 🫡🙏

    • @learnwithbini6060
      @learnwithbini6060 2 หลายเดือนก่อน

      Definitely

    • @mukeshnayak3337
      @mukeshnayak3337 2 หลายเดือนก่อน +5

      ଗୋଟେ ବାଳ leader

    • @user-ys5vp2xq6r
      @user-ys5vp2xq6r 2 หลายเดือนก่อน +1

      Bala leader kn janiparuna ..comments daucha..24 year sei gote jagare rahiki dekhao

    • @sktahirhusssen6343
      @sktahirhusssen6343 2 หลายเดือนก่อน

      @@user-ys5vp2xq6r Right

    • @rahalahansda143
      @rahalahansda143 2 หลายเดือนก่อน

      Bala leader na ....24 years saon somoi re odia kohiparilani Kete loja ra bisoi kn na leader😅😅😅

  • @pintusahoo-informative
    @pintusahoo-informative 2 หลายเดือนก่อน +584

    ପ୍ରଦୀପ ଭାଇ କୁ ମନିଗଲି.....କଥା ରେ ଦମ୍ ଥିଲା ଆଉ କରୀକୀ ଦେଖେଇ ଦେଲେ, salute,you are the real hero in this election,#OneManArmy

    • @B.Durgashaktee
      @B.Durgashaktee 2 หลายเดือนก่อน +22

      Chora ta

    • @subratmadgul5375
      @subratmadgul5375 2 หลายเดือนก่อน +22

      ​@@B.Durgashaktee ତ ବଉ ବିଆ ଟା... 😋

    • @chandanbehera3290
      @chandanbehera3290 2 หลายเดือนก่อน +7

      ​@@B.Durgashakteegandi marichhi bodhe

    • @Subhi19
      @Subhi19 2 หลายเดือนก่อน +9

      Sabu paisa mada re Bhai tu Kai imiti hauchu centre re pura loose dekhunu

    • @TanveshSethi
      @TanveshSethi 2 หลายเดือนก่อน +2

      💯​@@Subhi19

  • @prakashkumarmohanty
    @prakashkumarmohanty 2 หลายเดือนก่อน +245

    ନବୀନ ସାର୍ ନମସ୍କାର ଆପଣଙ୍କୁ,ଓଡ଼ିଶାରେ ଆପଙ୍କ ଭଳି ମୁଖ୍ୟମନ୍ତ୍ରୀ, ମିଳି ବେ ନାହିଁ ।

    • @mohitkumarmohanta5798
      @mohitkumarmohanta5798 2 หลายเดือนก่อน +11

      ଆଉ ପାଣ୍ଡୁ ଭଳିଆ ଗୁମାସ୍ତା ବି ମିଳିବେ ନାହିଁ

    • @learnwithbini6060
      @learnwithbini6060 2 หลายเดือนก่อน +3

      Sale power ku nuhe asan tel au bhasan dekhu.....chhiii kash au thare se cm Naveen pattnaik 💚 nkr gote ktha apan mne khusi ta sunbar k milta 😭

    • @madhusmitasarangi4912
      @madhusmitasarangi4912 2 หลายเดือนก่อน

      Ryt

    • @Jdvpatra3
      @Jdvpatra3 2 หลายเดือนก่อน

      Vai! Aee Former CM nuhn, P. P of Ganjam

    • @learnwithbini6060
      @learnwithbini6060 2 หลายเดือนก่อน

      @@Jdvpatra3 jie heu....takar ghare takr bhasan.. Naveen pattnaik sir nkr nu gurugyan karun

  • @PRADIPPENTHOI
    @PRADIPPENTHOI 2 หลายเดือนก่อน +25

    ନବୀନ ପଟ୍ଟନାୟକ ସମଗ୍ର ଓଡିଶା ବାସିଙ୍କ ହୃଦୟରେ ରହିବେ

    • @himanis_x
      @himanis_x 2 หลายเดือนก่อน

      To nija katha kahunu Odisha basi katha kahin kahuchu.

  • @Krishnakidiwani-cl2lc
    @Krishnakidiwani-cl2lc 2 หลายเดือนก่อน +75

    ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆମେ କେବେବି ଭୂଲିବୁ ନାହିଁ। ସେ ଚିରଦିନ ପାଇଁ ଆମ ହୃଦୟ ରେ ଅଛନ୍ତି,ରହିବେ ଆଉ ରହିଥିବେ। ଓଡ଼ିଶା ଆଜି ଜଣେ ହୃଦୟବାନ୍ ମଣିଷ କୁ cm ଭାବେ ହରେଇ ଦେଲା । ନବୀନ ପଟ୍ଟନାୟକ ଜିତନ୍ତୁ କି ହାରନ୍ତୁ କିନ୍ତୁ ଆମେ କେବେବି ଭୁଲିବୁ ନାହିଁ କି ଆମ ମନରେ ଯେଉଁ ଭଲପାଇବା ଅଛି। ତାହା କେବେ ବି କହିବନି ।

    • @learnwithbini6060
      @learnwithbini6060 2 หลายเดือนก่อน +5

      Sate Bhai.... only Naveen pattnaik 💚 best..odishara barbadi start

    • @BIKASHFF.29kviews
      @BIKASHFF.29kviews 2 หลายเดือนก่อน

      Naveen pantnaik Khali cm nathile se gote emotions 😢

    • @eodia6475
      @eodia6475 2 หลายเดือนก่อน +5

      ମୋ ନେତା ହାରିଯାଇଛି ସତ କିନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶାରେ ଦଙ୍ଗା, ଧର୍ମକୁ ଜାତିକୁ ନେଇ ରାଜନୀତି କରେଇ ଦେଇନି । ଇତିହାସ ମନେ ରଖୁବ କି, ମୋ ନେତା ହାରି ଯାଇଛି ସତ କିନ୍ତୁ ଶେଷ ପର୍ଯ୍ୟନ୍ତ ନିଜର ଶାଳୀନତାକୁ ରକ୍ଷାକରି କାହା ବିପକ୍ଷରେ ଦିନେ କହିନି। ବାହାରୁ ଆସି ଘନଘନ ରାଜନୈତିକ ଆକ୍ରମଣ ଏମିତିକି ବ୍ୟକ୍ତିଗତ ଆକ୍ରମଣ ସହ ଇଙ୍ଗିତ ମଧ୍ଯ କରାଯାଇଛି କିନ୍ତୁ ମୋ ନେତା ନିରବ ଭାବେ ସବୁ ସହି ଓଡ଼ିଶା ପାଈଁ ସେବା କରିଛି। ଆଜି ଓଡିଶାବାସୀଙ୍କ ଜନମତକୁ ନତମସ୍ତକ ସହ ଗ୍ରହଣ କରି ମୋ ନେତା ପୁଣିଥରେ ନୀରବରେ ସବୁ ଜିନିଷକୁ ସ୍ବୀକାର କରିଛି ।
      ମୁଁ ଗର୍ବିତ ମୋ ନେତା ପାଈଁ,ମୁଁ ଗର୍ବିତ ମୋ ନବୀନ ପଟ୍ଟନାୟକ ଙ୍କ ପାଈଁ ।

    • @prakashchandrakhuntia9420
      @prakashchandrakhuntia9420 2 หลายเดือนก่อน +1

      କଣ କହିଲମ ଭାଇ

    • @rakeshparidaparidrakeha8877
      @rakeshparidaparidrakeha8877 2 หลายเดือนก่อน

      Right

  • @Villager_mind
    @Villager_mind 2 หลายเดือนก่อน +176

    ଆପଣ ହାରିକି ମଧ୍ଯ କୋଟି କୋଟି ଲୋକଙ୍କ ହୃଦୟରେ ରହିବେ ସାର, ଆପଣ ଙ୍କ ବଳିଦାନ ଏବଂ ପ୍ରତିଦାନ ଓଡ଼ିଶା ବାସୀ ଙ୍କ ହୃଦୟରେ ଥିଲା, ଅଛି,ରହିବ ମଧ୍ୟ। ଧନ୍ୟବାଦ୍ ସାର କେବଳ ଜଣେ ମୁଖ୍ୟମନ୍ତ୍ରୀ ନଥଲେ ଆପଣ ଆମର ଆବେଗ ଥିଲେ, ଦୁଃଖ ସମୟରେ ମସିହା ଥିଲେ, ଜାଗ୍ରତ ଓଡିଶା ର ଆଲୋକ ଥିଲେ। ଆପଣଙ୍କୁ କୋଟି କୋଟି ପ୍ରଣାମ ସାର

    • @cookiz933
      @cookiz933 2 หลายเดือนก่อน +4

      Right 💯

    • @deepakkumarsahoo5544
      @deepakkumarsahoo5544 2 หลายเดือนก่อน +2

      Nija godare nije kuradhhi marile se

    • @Villager_mind
      @Villager_mind 2 หลายเดือนก่อน

      @@deepakkumarsahoo5544 pandian is all responsible for this

    • @eodia6475
      @eodia6475 2 หลายเดือนก่อน +2

      ହୃଦୟର କଥା

  • @nilamadhabamohapatra5765
    @nilamadhabamohapatra5765 2 หลายเดือนก่อน +274

    ପ୍ରଦିପ ସାର୍ ଗଞ୍ଜାମ ହିରୋ ନୁହଁ,କହିବାକୁ ଗଲେ ପ୍ରଦୀପ ବାବୁ ଓଡ଼ିଶାରେ ହିରୋ,ତାଙ୍କ ଲେଖା ଛିଣ୍ଡିବା କଥା ସମଗ୍ର ଓଡ଼ିଶାରେ ପ୍ରଭାବ ରେ ଓଡ଼ିଶା ରାଜନୀତି ଓଲଟି ଗଲା। ଜୟ ଜଗନ୍ନାଥ ପ୍ରଦୀପ ସାର୍

    • @Infoprenueur-ug2wz
      @Infoprenueur-ug2wz 2 หลายเดือนก่อน +2

      Sir ମୁଁ ପିଜି student hero ମୋର 10th ରେ 😢ସାଇକେଲ ପଇସା ନେଇଗଲେ education minister

    • @boblychagli5951
      @boblychagli5951 2 หลายเดือนก่อน +7

      ଏଭଳି ଲୋକ ଜିତିଗଲା ବୋଲି କେହି ଭଲ ଭାବନ୍ତୁ ନାହିଁ, ଏଲୋକ ଦୁର୍ନିତି ଗ୍ରସ୍ତ

    • @jmsrinky7512
      @jmsrinky7512 2 หลายเดือนก่อน +1

      Nihari tautar apana

  • @Nanakonrokthokkatha
    @Nanakonrokthokkatha 2 หลายเดือนก่อน +17

    ନବୀନ ବାବୁ ଆପଣ ହାରିକି ମଧ୍ୟ କୋଟି କୋଟି ଲୋକଙ୍କ ହୃଦୟରେ ରହିବେ ସାର, ଆପଣଙ୍କର ବଳିଦାନ ଏଵଂ ପ୍ରତିଦାନ ଓଡିଶାବାସୀଙ୍କ ହୃଦୟରେ ଥିଲା, ଅଛି, ରହିବ ମଧ୍ୟ | ଧନ୍ୟବାଦ ସାର ଆପଣ ଆମ ଓଡିଶାକୁ ବିଶ୍ୱସ୍ତରରେ ପରିଚୟ ଦେଇଥିବାରୁ,ଆପଣ କେବଳ ଜଣେ ମୁଖ୍ୟମନ୍ତ୍ରୀ ନଥିଲେ ଆପଣ ଆମର ଆବେଗ ଥିଲେ,ଦୁଃଖ ସମୟର ମସିହା ଥିଲେ, ଜାଗ୍ରତ ଓଡିଶାର ଆଲୋକ ଥିଲେ | ଆପଣଂକୁ କୋଟି କୋଟି ପ୍ରଣାମ ସାର 🙏🏻
    ଜୟ ଜଗନ୍ନାଥ🚩

  • @pratimasendha7707
    @pratimasendha7707 2 หลายเดือนก่อน +41

    ଆମେ new mukhiya ମନ୍ତ୍ରୀ କୁ ଗ୍ରହଣ କରିପାରିବୁ ନଇ ଆମ ମୁଖ୍ୟ ମାନ୍ତ୍ରୀ ମହାନ୍❤❤❤

  • @user-gg3ub6lq3m
    @user-gg3ub6lq3m 2 หลายเดือนก่อน +54

    Naveen Babu Jane sachot manisha thile samastanka hrudayare se sabu bele rahibe❤❤❤

  • @edisondas626
    @edisondas626 2 หลายเดือนก่อน +148

    King 👑 is always king one and only Naveen Patnaik

    • @SDash-ki2ob
      @SDash-ki2ob 2 หลายเดือนก่อน

      Yes 👍

    • @j.arts1122
      @j.arts1122 2 หลายเดือนก่อน

      King😂😂😂😂

    • @SmrutiMohapatra
      @SmrutiMohapatra 2 หลายเดือนก่อน

      Right❤

    • @MohitMishra-qq4gm
      @MohitMishra-qq4gm 2 หลายเดือนก่อน +1

      King heuchhi pradeep panigrahi
      Jaha kahithila seya kala Naveen pandu ki dhakkar Mari Bahar kala

    • @ssktv4398
      @ssktv4398 2 หลายเดือนก่อน +1

      Jadi king pandiyan ku kahniki Power dela....aji parajayare samnakale.....

  • @susantaacharya8690
    @susantaacharya8690 2 หลายเดือนก่อน +100

    ନବୀନ ପଟ୍ଟନାୟକ ଭଳି ଆଉ କେହି ନିଷ୍କପଟ ଜଣେ ନାହାନ୍ତି । ସେ ଜଣେ ଯୁଗ ପୁରୁଷ । ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି ।

    • @rinapatro8158
      @rinapatro8158 2 หลายเดือนก่อน +1

      ବାଳ

    • @eodia6475
      @eodia6475 2 หลายเดือนก่อน

      Pura perfact

    • @eodia6475
      @eodia6475 2 หลายเดือนก่อน +4

      ମୋ ନେତା ହାରିଯାଇଛି ସତ କିନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶାରେ ଦଙ୍ଗା, ଧର୍ମକୁ ଜାତିକୁ ନେଇ ରାଜନୀତି କରେଇ ଦେଇନି । ଇତିହାସ ମନେ ରଖୁବ କି, ମୋ ନେତା ହାରି ଯାଇଛି ସତ କିନ୍ତୁ ଶେଷ ପର୍ଯ୍ୟନ୍ତ ନିଜର ଶାଳୀନତାକୁ ରକ୍ଷାକରି କାହା ବିପକ୍ଷରେ ଦିନେ କହିନି। ବାହାରୁ ଆସି ଘନଘନ ରାଜନୈତିକ ଆକ୍ରମଣ ଏମିତିକି ବ୍ୟକ୍ତିଗତ ଆକ୍ରମଣ ସହ ଇଙ୍ଗିତ ମଧ୍ଯ କରାଯାଇଛି କିନ୍ତୁ ମୋ ନେତା ନିରବ ଭାବେ ସବୁ ସହି ଓଡ଼ିଶା ପାଈଁ ସେବା କରିଛି। ଆଜି ଓଡିଶାବାସୀଙ୍କ ଜନମତକୁ ନତମସ୍ତକ ସହ ଗ୍ରହଣ କରି ମୋ ନେତା ପୁଣିଥରେ ନୀରବରେ ସବୁ ଜିନିଷକୁ ସ୍ବୀକାର କରିଛି ।
      ମୁଁ ଗର୍ବିତ ମୋ ନେତା ପାଈଁ,ମୁଁ ଗର୍ବିତ ମୋ ନବୀନ ପଟ୍ଟନାୟକ ଙ୍କ ପାଈଁ ।

    • @eodia6475
      @eodia6475 2 หลายเดือนก่อน

      ମୋ ନେତା ହାରିଯାଇଛି ସତ କିନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶାରେ ଦଙ୍ଗା, ଧର୍ମକୁ ଜାତିକୁ ନେଇ ରାଜନୀତି କରେଇ ଦେଇନି । ଇତିହାସ ମନେ ରଖୁବ କି, ମୋ ନେତା ହାରି ଯାଇଛି ସତ କିନ୍ତୁ ଶେଷ ପର୍ଯ୍ୟନ୍ତ ନିଜର ଶାଳୀନତାକୁ ରକ୍ଷାକରି କାହା ବିପକ୍ଷରେ ଦିନେ କହିନି। ବାହାରୁ ଆସି ଘନଘନ ରାଜନୈତିକ ଆକ୍ରମଣ ଏମିତିକି ବ୍ୟକ୍ତିଗତ ଆକ୍ରମଣ ସହ ଇଙ୍ଗିତ ମଧ୍ଯ କରାଯାଇଛି କିନ୍ତୁ ମୋ ନେତା ନିରବ ଭାବେ ସବୁ ସହି ଓଡ଼ିଶା ପାଈଁ ସେବା କରିଛି। ଆଜି ଓଡିଶାବାସୀଙ୍କ ଜନମତକୁ ନତମସ୍ତକ ସହ ଗ୍ରହଣ କରି ମୋ ନେତା ପୁଣିଥରେ ନୀରବରେ ସବୁ ଜିନିଷକୁ ସ୍ବୀକାର କରିଛି ।
      ମୁଁ ଗର୍ବିତ ମୋ ନେତା ପାଈଁ,ମୁଁ ଗର୍ବିତ ମୋ ନବୀନ ପଟ୍ଟନାୟକ ଙ୍କ ପାଈଁ ।

    • @TeenaRauta
      @TeenaRauta 2 หลายเดือนก่อน

      100% right Jay Naveen

  • @fakirmohansahoo2079
    @fakirmohansahoo2079 2 หลายเดือนก่อน +8

    ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ 👍🏾👍🏾👍🏾🙏🙏🙏

  • @Pop-qt7bo
    @Pop-qt7bo 2 หลายเดือนก่อน +165

    Naveen PATTANIK still in our heart

  • @PorsuramBhatra-pj3cp
    @PorsuramBhatra-pj3cp 2 หลายเดือนก่อน +307

    ପ୍ରତି ପାଞ୍ଚ ରେ ପରିବର୍ତନ ହେବା ଦରକାର।

  • @kumarmitanofficial9631
    @kumarmitanofficial9631 2 หลายเดือนก่อน +16

    ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଆଙ୍କ ମନରେ ରହିଥିଲେ, ରହିଛନ୍ତି ଆଉ ରହିବେ

  • @user-bh8xl6tk1j
    @user-bh8xl6tk1j 2 หลายเดือนก่อน +13

    Sarkar toh asibe jibe sabu lutera jane Hero Odisha raThe Great Naveen Pattnaik ❤❤❤

  • @ranjeetjena3419
    @ranjeetjena3419 2 หลายเดือนก่อน +43

    Naveen sir always in my heart .I respect you

  • @JagabandhuMalik-ck5fj
    @JagabandhuMalik-ck5fj 2 หลายเดือนก่อน +34

    ଜନତା ଜନାର୍ଦ୍ଦନ,ଏହା ହିଁ ସତ୍ୟ। ପାଞ୍ଚବର୍ଷ ସୁଯୋଗ ଦେଲେ।ସମୟ ଚାଲିଯିବ। ଜନସ୍ବାର୍ଥ ପରିବର୍ତ୍ତେ ନିଜସ୍ଵାର୍ଥ ଦେଖିଲେ,ପୁଅ ନାତି ଯାଏଁ ସୁଯୋଗ ପାଇବେ ନାହିଁ। କାହାକୁ କଟାକ୍ଷ କରନି।

  • @IndiraPriyadarsaniNayak
    @IndiraPriyadarsaniNayak 2 หลายเดือนก่อน +12

    We lost diamond in search of stone.....miss u Naveen sir❤❤ u always stay in my heart always...your simplicity won my heart 😢😢😢😢😢😢

  • @Krishnakidiwani-cl2lc
    @Krishnakidiwani-cl2lc 2 หลายเดือนก่อน +38

    ଆମ ମନରେ ଯେଉଁ ଭଲପାଇବା ଅଛି ତାହା କେବେବି କମ୍ ହେବନି

  • @kanhuchsahoo5097
    @kanhuchsahoo5097 2 หลายเดือนก่อน +321

    Pradip panigrahi aji b nabin Pattnaik nku vala pauchhanti

    • @sandeeprout3324
      @sandeeprout3324 2 หลายเดือนก่อน +17

      Samaste paanti seithi paen 24 barsa deithile

    • @gitaanjalisahu1501
      @gitaanjalisahu1501 2 หลายเดือนก่อน +22

      Hm but pandiyan pai tanku kehi vote deleni au nabin sir harigale😞

    • @bgolekha79
      @bgolekha79 2 หลายเดือนก่อน

      Right ​@@gitaanjalisahu1501

    • @sanatanihindu2584
      @sanatanihindu2584 2 หลายเดือนก่อน +5

      BJP sabu leader bi naveen babu nku respect dianti modi ta naveen nka saha bahu thara meeting bi karichanti aaur naveen nku se kebe kharab bi kahi nahanti jadi tamilian nathante tebe BJP ete aggressive re prachaar kari nathantaa jitibaaku jehetu bjd sabu bele alliance re thila BJP saha kintu pandu babu sabu khrab karidele

    • @amiyasabat2787
      @amiyasabat2787 2 หลายเดือนก่อน

      Na re jaieki pachariba tu kemity cm ame athu thau pandiya tate hateie dela

  • @Akshayakki500
    @Akshayakki500 2 หลายเดือนก่อน +95

    Bahut asibe jibe nabeen patnaik pari kehi asibeni

  • @sabitasamantaray3081
    @sabitasamantaray3081 2 หลายเดือนก่อน +6

    Naveen pattnaik always be in our heart. We love you sir❤❤❤
    We miss you ever and ever sir🙏🙏🙏🙏🙏🙏🙏

  • @rammardi220
    @rammardi220 2 หลายเดือนก่อน +8

    ଓଡିଶାବାସୀଙ୍କୁ କିଛି ମାଗଣା ଦରକାର ନାହିଁ ଟ୍ରିଟମେଣ୍ଟ ପାଇଁ BSKY ଭଳି ନୂଆ କିଛି କାର୍ଡ ଓଡିଶାବାସୀଙ୍କୁ ଦିଅନ୍ତୁ
    ଆମେ ଗରିବ ଲୋକ ବହୁତ ଉପକୃତ ହବୁ
    ଜୟ ଜଗନ୍ନାଥ

    • @deepaksoren5603
      @deepaksoren5603 2 หลายเดือนก่อน

      Aayushman bharat yujana a6i

  • @karunakarkisan1143
    @karunakarkisan1143 2 หลายเดือนก่อน +148

    ପାଣିଗ୍ରାହୀ sir ଅଧିକ କଥା ନ କହି ଏବେ ନିଜେ
    ଲୋକଙ୍କ ପାଇଁ କାମ କରନ୍ତୁ l ମହାପ୍ରଭୁ ସହାୟ ହେବେ l ଆଗକୁ ମାଡି ଚାଲନ୍ତୁ l

    • @Infoprenueur-ug2wz
      @Infoprenueur-ug2wz 2 หลายเดือนก่อน +5

      ମୋର 10th ସାଇକେଲ ପଇସା ସେବେ ଦେଇ ନ ଥିଲେ
      ଖାଇଥିଲେ ଏବେ ଦେବେ ତ

    • @bapunnayak3517
      @bapunnayak3517 2 หลายเดือนก่อน

      ​@@Infoprenueur-ug2wzschool ade asa....miliba...

    • @bsn8527
      @bsn8527 2 หลายเดือนก่อน

      Ei Choro ku BJP re kan Ijjat Debe je Kama kariba😂😂 BJP re Misi BJD birudhare Kama Karuchi Boli Dharmendra Rakhichi😂😂 BJP Agaru Pradeep ku Choro,Tautor Kahi Jail Jiba rasta Dekheithila😂😂😂

    • @nabintj6195
      @nabintj6195 2 หลายเดือนก่อน +2

      Magiya kamo kore be kotha koile jhota re pitibu😅😅😅😅😅😅

    • @manoranjandash3134
      @manoranjandash3134 2 หลายเดือนก่อน +1

      କଙ୍କାଳ ଭଙ୍ଗା ଓଡ଼ିଆଙ୍କୁ ଏଥର ପାନେ

  • @chinmayagamingff5656
    @chinmayagamingff5656 2 หลายเดือนก่อน +25

    ONE AND ONLY NAVEEN PATNAIK 💚💚💚

  • @YashKumar-il4tk
    @YashKumar-il4tk 2 หลายเดือนก่อน +11

    Miss you Naveen sir 💯 You always in our Heart ❤️

    • @learnwithbini6060
      @learnwithbini6060 2 หลายเดือนก่อน

      Ei sala ra bhasa thik nae na chiii

  • @NeeloTakri
    @NeeloTakri 2 หลายเดือนก่อน +10

    I love you Naveen sir

  • @suchonatvbyrashmiranjan8675
    @suchonatvbyrashmiranjan8675 2 หลายเดือนก่อน +52

    Naveen Pattnaik still in our heart

  • @jyotsnaranipradhan2293
    @jyotsnaranipradhan2293 2 หลายเดือนก่อน +34

    Naveen sir nku pilamane itihasa re padhibe karana se itihasa rachi sari chanti... Naveen Pattnaik was/is a real person,hero,man and no.1 C.M for odisha...No.1C.M mr.Naveen Pattnaik sir❤❤❤❤💐🌹🙏🏻💐 miss you too much sir 😢🙏

    • @SmrutiMohapatra
      @SmrutiMohapatra 2 หลายเดือนก่อน +1

      Miss naveen sir

    • @Debabratacreativity
      @Debabratacreativity 2 หลายเดือนก่อน

      Nabin Tama bap

    • @eodia6475
      @eodia6475 2 หลายเดือนก่อน

      @@Debabratacreativity yes

  • @vickysethii
    @vickysethii 2 หลายเดือนก่อน +4

    ନବୀନ ବାବୁ ଆମ ସମସ୍ତ ଙ୍କ ହୃଦୟ ରେ ରହିବେ

  • @Soundlever
    @Soundlever 2 หลายเดือนก่อน +1

    No1. Cm ନବୀନ ପଟ୍ଟନାୟକ ❤❤❤❤

  • @tarasbabu430
    @tarasbabu430 2 หลายเดือนก่อน +78

    ସବୁ ନେତା ସଚେତନ ହେଇଯାଅ.... ଓଡିଶା ଲକ ସବୁ ସଚେତନ ହେଇ ଗଲେଣି.... ତେଣୁ ଯିଏ ଭଲ କାମ କରିବ ନାହିଁ... ସିଏ ଏମିତି ପରାଜୟ ହେବ

  • @ChinmayKumarSahu.
    @ChinmayKumarSahu. 2 หลายเดือนก่อน +74

    I think right now Mr Naveen Patnaik get more and more respect.. because he deserves more and more and welcome BJP and a new era is going to start wishing you all the best BJP❤ Jai Jagannath.. But for Mr Naveen Patnaik peoples respect will increase as an Ex CM❤

    • @MasterSiri
      @MasterSiri 2 หลายเดือนก่อน +1

      Agree with you 🎉🎉

    • @subhamnayak6788
      @subhamnayak6788 2 หลายเดือนก่อน +3

      But feeling bad for CM naveen Pattnaik feeling like something is wrong I don't know what, but see cm naveen Pattnaik in this situation really feeling bad. We always be fan of naveen Pattnaik.

    • @ChinmayKumarSahu.
      @ChinmayKumarSahu. 2 หลายเดือนก่อน +3

      @@subhamnayak6788 Really dear this defeat makes everyone emotional and this defeat is not BJD govt defeat but also Mr Pattnaik's defeat... I never ever expected at all that Mr Pattnaik is going to lost his position anyway it's my guarantee that right now he will get more and more respect as an Ex CM.. Feeling so bad for him 😔..Jai Jagannath ♥️ But But i would like to congratulate BJP Odisha for beginning their new era♥️

    • @sandeeprout3324
      @sandeeprout3324 2 หลายเดือนก่อน +3

      ​@@subhamnayak6788kanhiki na loka janigale sasan au Naveen hatare nahi pandu capture karuchi uchit jawab dele still Naveen Babu is good person an era is finished❤ hope new and best bjp govt

    • @MohitMishra-qq4gm
      @MohitMishra-qq4gm 2 หลายเดือนก่อน

      Nije cm hei sasan pandu hatare kareila Bala cm respect deserve karichhi se

  • @ajitaj2090
    @ajitaj2090 2 หลายเดือนก่อน +7

    Naveen always Naveen no comparison any one , ଜୟ ଜଗନ୍ନାଥ

    • @learnwithbini6060
      @learnwithbini6060 2 หลายเดือนก่อน

      Emankr katha suna chii.....sala bhasan maruchi.... only Naveen pattnaik 💚 best thile

  • @bulusethi183
    @bulusethi183 2 หลายเดือนก่อน +173

    ପ୍ରଦୀପ ପାଣଗ୍ରାହୀ ଙ୍କୁ ପଣ୍ଡିଆନ ବାବୁ ବହୁତ ହଇରାଣ କରିଥିଲେ । ଓଡିଶା ବସି ଏହାର ଠିକ୍ ଜବାବ ଦେଇଛନ୍ତି।

    • @Infoprenueur-ug2wz
      @Infoprenueur-ug2wz 2 หลายเดือนก่อน

      ହେଲେ ବିଜେଡି ରେ 44cr.କମେଇଲେ + ବିଜେପି କମେଇବେ ଆମକୁ

    • @kaibalyasaho1401
      @kaibalyasaho1401 2 หลายเดือนก่อน +2

      ​@@Infoprenueur-ug2wzpandian 1lakh crore, khaigala ,ta upare kichhi kuhantu

    • @manoranjandash3134
      @manoranjandash3134 2 หลายเดือนก่อน +1

      ମେନ୍ଧାଲିଆ ଗଞ୍ଜା

    • @onkarchandanjit8334
      @onkarchandanjit8334 2 หลายเดือนก่อน

      ​@@Infoprenueur-ug2wzpandian jetiki kameyichi to 100 purusha khaile basiki saribani ..tike kaha kn ..

    • @harapriyasahu2175
      @harapriyasahu2175 2 หลายเดือนก่อน

      Sir uchit padakhepa niantu apana au au apana nka govt sahaayata re administrative department & police department ku control karantu au sadharana janata nku justice miliba.... Again congratulations sir.... 🎉🎉🎉🎉

  • @TotalFarming-jr3sl
    @TotalFarming-jr3sl 2 หลายเดือนก่อน +26

    Naveen Patnaik sabu ama pari gariba lokanka all time favourite cm bas pandu pain aji ama cm harile

    • @aftc6464
      @aftc6464 2 หลายเดือนก่อน

      RIGHT

  • @priyadarsaninayak3920
    @priyadarsaninayak3920 2 หลายเดือนก่อน +3

    Ye waqt bhi gujar jayega.... only Navin Pattanayak is best CM

  • @subhasishsahooOdisha
    @subhasishsahooOdisha 2 หลายเดือนก่อน +5

    We will never forget your contribution sir 😢😢😢 Naveen Patnaik sir

  • @gopalvideoimage8425
    @gopalvideoimage8425 2 หลายเดือนก่อน +177

    ଭାଇନା... ଲେଖା ଚିଡ଼େଇ ଦେଲ, ସାନ ଭାଇଟା ଦୁସୁନି, କୁଆଡେ ଗଲା ଦେଖବା ।

    • @soumyaranjanmohanty3533
      @soumyaranjanmohanty3533 2 หลายเดือนก่อน +4

      Under ground

    • @subratmadgul5375
      @subratmadgul5375 2 หลายเดือนก่อน

      ​@@soumyaranjanmohanty3533କଣ ବାଣ୍ଡ ଗ୍ରାଉଣ୍ଡ ବେ ମାଘିଆ... 🤔

    • @subratmadgul5375
      @subratmadgul5375 2 หลายเดือนก่อน +5

      ସାନ ଭାଇ ତ ବୋଉ କୁ ଗେଉଚି ଜା ମାଘିଆ ଦେଖିବୁ... ଜା ମାଘିଆ ଜଲଦି ତ ଘରକୁ ବେ.... 😂😂😂😂😂

    • @TheCAspeaks
      @TheCAspeaks 2 หลายเดือนก่อน

      ​@@subratmadgul5375 genda dalia spotted😂 au tama dala nahin wa. Ek dam chharkhar

    • @crazyrishi276
      @crazyrishi276 2 หลายเดือนก่อน

      To bou ku gehi sarila ki​@@subratmadgul5375

  • @priyasahoo4080
    @priyasahoo4080 2 หลายเดือนก่อน +11

    Unforgettable chief minister of odisha

  • @jagdishbiswal2532
    @jagdishbiswal2532 2 หลายเดือนก่อน +4

    Naveen Patnaik is a legend no one can beat them he always in our heart 💚💚💚

  • @mrlinga3555
    @mrlinga3555 2 หลายเดือนก่อน

    ନବୀନ ପଟ୍ଟନାୟକ 4 କୋଟି ଓଡ଼ିଆଙ୍କ ହୃଦୟରେ ରହିବେ

  • @sgnmusicofficial
    @sgnmusicofficial 2 หลายเดือนก่อน +155

    ଏ bjp ବାଲା UP ରୁ ହାରିଲେ 😂😂
    ଏଠି odisha ରେ ଜିତିଲେ.... ଏଙ୍କ ଅସଲିୟତ୍ ଦେଖିବ ରୁହ
    ତାମିଲ ଲୋଟୁଥିଲ ଏବେ ଗୁଜରାଟୀ ଲୁଟିବେ
    କିନ୍ତୁ Naveen sir ଆଜି resign ଦେଉଛନ୍ତି ତାହା ଦେଖି ଆଖିରେ ଲୁହ ଆସି ଯାଉଛି 😢😢😢😢😢😢
    We lost a gem 💎💎😢😢😢😢😢😢😢

    • @flashboys1614
      @flashboys1614 2 หลายเดือนก่อน +3

      Right

    • @jharanaswain9932
      @jharanaswain9932 2 หลายเดือนก่อน +2

      Ur right

    • @SDash-ki2ob
      @SDash-ki2ob 2 หลายเดือนก่อน +4

      Satare bahut dukha laguchi..😥

    • @shuabammeher-gi5em
      @shuabammeher-gi5em 2 หลายเดือนก่อน +7

      Odisha ra sabu khanija Sampada Adani hataku jiba.tax badhiba and nara debe bjd sabu khaideithila ama hatre kichi nahi kama karibu kemiti

    • @Kalingatraveller636
      @Kalingatraveller636 2 หลายเดือนก่อน

      Abe bjd chamcha to muha re laja saram achi mg comment karuchu..Jaa to bopa pandian ku khojibu kauthi luchi chi se mg .....bjp ya pare bjd neta nku kn g maruchi dekhibu ...

  • @jyotsnaranipradhan2293
    @jyotsnaranipradhan2293 2 หลายเดือนก่อน +33

    Odisha ra kharap samaya start...😢

    • @himanis_x
      @himanis_x 2 หลายเดือนก่อน

      Toro kharab samay chalichi be.

    • @sashikantamalik8810
      @sashikantamalik8810 2 หลายเดือนก่อน

      BJD jemati chuti pakai thila au

  • @babunisahoo6278
    @babunisahoo6278 2 หลายเดือนก่อน +2

    Fantastic fabulous time Praying jii do your duty

  • @boommedia4734
    @boommedia4734 2 หลายเดือนก่อน

    ନବୀନ sir ଙ୍କ ଅଧୁରା କାମ ସରିଦିଅନ୍ତୁ ♥️

  • @Mahamantra_foundation
    @Mahamantra_foundation 2 หลายเดือนก่อน +45

    Save nabin pattanaik

  • @YOBOY08
    @YOBOY08 2 หลายเดือนก่อน +22

    ହଉ ଦେଖିବା ଓଡିଶା ରୁ କେତେ ଦାଦନ ଦୂର ହଉଛି

    • @RanjitaJena-nh8xj
      @RanjitaJena-nh8xj 2 หลายเดือนก่อน +1

      Right

    • @pradeeppradhan3505
      @pradeeppradhan3505 2 หลายเดือนก่อน +1

      Dura hebani bhai gujart au Bihar ku bata kholi gale

    • @pradeeppradhan3505
      @pradeeppradhan3505 2 หลายเดือนก่อน +1

      Kanak otv argus are bjp chenal

    • @rahalahansda143
      @rahalahansda143 2 หลายเดือนก่อน

      24 year genda sason kola dura helani 5 year re duro heijibo lajo lagiba kotha....jou cm 24 year re odia kohiparilani ki juga thila re....

  • @gopalkrushna7687
    @gopalkrushna7687 2 หลายเดือนก่อน +2

    ନବିନ ବାବୁ ଖରାପ୍ ନୁହେଁ, ତାଙ୍କର ନୀରବତା ରହିବା ହିଁ ଖରାପ୍...

  • @debadattamohanty8902
    @debadattamohanty8902 2 หลายเดือนก่อน +1

    ନବୀନ ପଟ୍ଟନାୟକ ଆପଣଙ୍କୁ ବୋଧହୁଏ cm କରିଥାଆନ୍ତେ। ପାଣ୍ଡିଆନ ପାଇ ସବୁର ମୂଳ କାରଣ

  • @jyotiranjannayak3078
    @jyotiranjannayak3078 2 หลายเดือนก่อน +38

    BJP comes to power in odisha because of pradeep panigrahi...his only political slogan lekhata chhidiba completely wipe out bjd....true leader,,,and I salute to ganjam soil ...❤

    • @prakashchandrakhuntia9420
      @prakashchandrakhuntia9420 2 หลายเดือนก่อน

      ବ୍ରିଟିସ ପଳେଇଲେ ସଳା ତୋ ମା ଛାଡ୍

  • @BibhutiDalei-hz7xs
    @BibhutiDalei-hz7xs 2 หลายเดือนก่อน +13

    We miss nabin sir !!!

  • @ashokkumardas6003
    @ashokkumardas6003 2 หลายเดือนก่อน

    ଆଗକୁ ଯିଏ ଯେତେ CM ହୁଅନ୍ତୁ କିନ୍ତୁ Naveen is Great, ତାଙ୍କ ଭଳି କେହି ହେବେ ନାହିଁ, 👍

  • @indianmechanicalhouse784
    @indianmechanicalhouse784 2 หลายเดือนก่อน

    No 1. Kahile sir... you are a write person ❤❤❤❤

  • @apartimoharana2763
    @apartimoharana2763 2 หลายเดือนก่อน +21

    ବିଜେପି କରିବ କିନ୍ତୁ ତୁ ଟା କଣ କରିବୁ ତୋର ଭାଷା ଠିକ ନାହିଁ ଯାହାର ଛାତି ହାଡ଼ ଭାଙ୍ଗିଥିଲା ସେ କଣ ଦୁଇଦିନରେ ଭଲ ହେଲା?

  • @Lip518
    @Lip518 2 หลายเดือนก่อน +30

    Pradip babu kama kariki dekhha

  • @SASMITAPRADHAN12321
    @SASMITAPRADHAN12321 2 หลายเดือนก่อน +2

    Respected, Naveen Patnaik sir is great and Pradeep Panigrahi sir is great also.

  • @mihirdwivedi8843
    @mihirdwivedi8843 2 หลายเดือนก่อน +2

    Your idea oj meeting Naveen Ji shows your greatness, congratulations for your victory, pl do meet him at the earliest.

  • @rabibehera1256
    @rabibehera1256 2 หลายเดือนก่อน +8

    Saat katha Sir🎉

  • @pradeepkumarroul7459
    @pradeepkumarroul7459 2 หลายเดือนก่อน +7

    Pradeep Panigrahi is a brave person,really hero like bollywood film,I salute him.

  • @southmovieshouse6532
    @southmovieshouse6532 2 หลายเดือนก่อน

    ନବୀନ ପଟ୍ଟନାୟକ no 1 cm

  • @subashchandranath9513
    @subashchandranath9513 2 หลายเดือนก่อน +2

    Navin Pattnaik bahut leaders create karichanti, Great CM

  • @Motivatinal154
    @Motivatinal154 2 หลายเดือนก่อน +3

    Thank you sir

  • @luchimoharana5213
    @luchimoharana5213 2 หลายเดือนก่อน +18

    Congratulations 🎉

  • @NM-mq6xw
    @NM-mq6xw 2 หลายเดือนก่อน +1

    Naveen sir is still our favourite.

  • @user-sb1ic7cv9q
    @user-sb1ic7cv9q 2 หลายเดือนก่อน

    ଭାଇନା ଧନ୍ୟବାଦ ତମକୁ ଵହୃତ ଦିନପରେ ଆମ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଲା ତମ ପରି ଟାଣୁଆ ଶାହାଶି ନେତା ❤❤🎉🎉 ଗଞ୍ଜାମ ଜିଲ୍ଲାର ଏକ ପରିବର୍ତ୍ତନ ଆଣିଥିବାରୁ ଏକ ପରିବର୍ତ୍ତନ ଲେଖା ଅସମ୍ପୂର୍ଣ୍ଣ ଛିଡେଇ ଥିବାରୁ। The great pradeep kumar panigrahi

  • @jayantabehera4212
    @jayantabehera4212 2 หลายเดือนก่อน +4

    Congratulations sir🎉🎉

  • @ajayaswain2440
    @ajayaswain2440 2 หลายเดือนก่อน +6

    Naveen sir always in my heart.l respect you ❤❤❤❤❤

  • @ayushman8998
    @ayushman8998 2 หลายเดือนก่อน

    ଯେଉଁ ମାନେ ନବୀନ ଙ୍କୁ ଏବେ ବି ଭାଲୁଛନ୍ତି
    ସେମାନଙ୍କର ନିଶ୍ଚିତ ଭାବରେ ସ୍ବାର୍ଥ ରହିଛି ସାରା ଓଡ଼ିଶା ବାସୀଙ୍କ ର ସବୁ କ୍ଷେତ୍ରରେ ଟିକିଏ ଚିନ୍ତା କରି ଦେଖନ୍ତୁ ପ୍ରକୃତ ରେ ନବୀନ ଠିକ୍ ନା ଭୁଲ୍

  • @user-zu8en8cc7s
    @user-zu8en8cc7s 2 หลายเดือนก่อน +1

  • @jitendradas8598
    @jitendradas8598 2 หลายเดือนก่อน +8

    ଜଣେ ଲୋକପ୍ରତିନିତି ଠାରୁ ଓଡ଼ିଶା ବାସି ଏଇୟା ହଁ ଚାହିଁ ବେ ।

  • @srisaiagency1491
    @srisaiagency1491 2 หลายเดือนก่อน +12

    Good sir

  • @tomybeshra8358
    @tomybeshra8358 2 หลายเดือนก่อน

    Naveen Patnaik zindabad agaku ahuri jitibe nihati naveen sir I miss you

  • @shivammeher1077
    @shivammeher1077 2 หลายเดือนก่อน +2

    NAVIN PATTANAIK SABUBELE HRUDAYARE RAHIBE....❤️❤️

  • @Dalai143
    @Dalai143 2 หลายเดือนก่อน +9

    ଲେଖା ପୁରା ଚିଣ୍ଡାଇଲ ହେ ପାଣିଗ୍ରାହୀ.. ଚାପ୍ଟର ପୁରା କ୍ଲୋଜ ❤️❤️

  • @ritanjalisamal8492
    @ritanjalisamal8492 2 หลายเดือนก่อน +23

    Minimum age 42 karantu job pain. 25 barsha bhita re chakiri mililani.Bjp bi thik se kama nakale Bjp ra ei abastha heba. Ground level ru survey kari lokannka asubidha katha bujhibe.

    • @sibasiba7588
      @sibasiba7588 2 หลายเดือนก่อน

      ha kahunu 60 barsa rakhi daba ebe ta 35 36 barsa achi auri darkar tamaku

    • @zarvis3873
      @zarvis3873 2 หลายเดือนก่อน +2

      Minimum age 42 😂 are pagala na kn tahale 21 year pila kn kariba 🥲 abe saeta maximum age 💩

    • @saikalyan4918
      @saikalyan4918 2 หลายเดือนก่อน

      ବାଣ୍ଡ

  • @TravelingLikeaPro
    @TravelingLikeaPro 2 หลายเดือนก่อน +1

    Pradeep panigrahi is the hero who started the changing mindset with energy for bj

  • @lakshmanpadhan3890
    @lakshmanpadhan3890 2 หลายเดือนก่อน

    Huge loves for our great Cm Naveen Patnaik...
    Se ama hrudaya re chira dina pai rahibe....
    Jai jagannath..

  • @aswinpriyadarsan
    @aswinpriyadarsan 2 หลายเดือนก่อน +18

    You are the real Naveen Patnaik aanugami not Pandian 😂😂😂😂

  • @BishwaRanjanDas-wn1ru
    @BishwaRanjanDas-wn1ru 2 หลายเดือนก่อน +4

    ପ୍ରଭାବ ରହିଲା ପ୍ରଦୀପ ଙ୍କ ର

  • @satyajitpanda5630
    @satyajitpanda5630 2 หลายเดือนก่อน +1

    ଯଥା ସମୟରେ ଉତ୍ତରାଧିକାରି ନା ବାଛିବା। ଜନପ୍ରତିନିଧିଙ୍କୁ ସମ୍ମାନ ନା ଦେବା e ବିପର୍ୟର କାରଣ।

  • @xjagat9209
    @xjagat9209 2 หลายเดือนก่อน

    Absolutely supporting pradeep Bhaina.....💐

  • @birendranahak6937
    @birendranahak6937 2 หลายเดือนก่อน +4

    Jay.jagannath

  • @LalitkumarPatralucky
    @LalitkumarPatralucky 2 หลายเดือนก่อน +16

    So now you need Modi's permission to do anything .

    • @DulceMaria25723
      @DulceMaria25723 2 หลายเดือนก่อน

      Cry more losers

    • @learnwithbini6060
      @learnwithbini6060 2 หลายเดือนก่อน +1

      Eta hi heba 😂

    • @manasmann5647
      @manasmann5647 2 หลายเดือนก่อน

      Sabu kama modi kathare
      Nijatwa hareile
      Selfish mane bjd re rahiki change kama kalani
      Jie tomaku chaliba sikheila taku eka chadi dela

  • @naiyamali7299
    @naiyamali7299 2 หลายเดือนก่อน +1

    ନବୀନ ପଟ୍ଟନାୟକ ଭଲିଆ ନେତା ଓଡ଼ିଶାର ଗର୍ବ ଓ ଗୌରବ ।

  • @jhoneykhan3198
    @jhoneykhan3198 2 หลายเดือนก่อน +2

    Love you Naveen Pattanaik 3000❤😭

    • @learnwithbini6060
      @learnwithbini6060 2 หลายเดือนก่อน

      Emnkr ktha suna power k nua nua asi ki Katha bhasan Khali.... Naveen pattnaik 💚 great

  • @sipenkumarnayak9615
    @sipenkumarnayak9615 2 หลายเดือนก่อน +11

    Ganjam re lekha pura chideidale 😊 khali sir nku hinjili chadidele.🎉

  • @Usharani.pradhan
    @Usharani.pradhan 2 หลายเดือนก่อน +24

    Jou thalire khaiba seithi .......Kariba aji Naveen ku Mane padila

    • @rashmiranjansamantaray354
      @rashmiranjansamantaray354 2 หลายเดือนก่อน +4

      Bjd Naveen ra value kichhi nathila sabu pandu bujhuthila sethipain bjd chhadile

    • @Lofi_Girl05
      @Lofi_Girl05 2 หลายเดือนก่อน

      Tu dekhithilu andha ... Chief secretary meaning Jana na nahi ​@@rashmiranjansamantaray354

    • @SomuLijalifeStyle
      @SomuLijalifeStyle 2 หลายเดือนก่อน

      Pandu sala pain Aji BJD ra abasta emiti

  • @suniljena7198
    @suniljena7198 2 หลายเดือนก่อน

    ନବୀନ ପଟ୍ଟନାୟକ ହେଲେ ନି ଏତେ ବର୍ଷ ହୋଇ ସବୁ କରି ୟା ପରେ ତୁମେ ଭଲ କଲେ ରହିବ ବେଇମାନ କଲେ ଯିବ ଓଡିଆ ମାନେ ଓଡ଼ିଆ ଯିଏ ଓଡିଆ ସହ ବେଇମନ୍ କରିବ ସିଏ ହରିବ କିନ୍ତ୍ ନବୀନ ପଟ୍ଟନାୟକ ପୁଣି ଆସନ୍ତୁ as His wish ଆମେ b ଚାହୁଁ ❤ ନବୀନ sir with trustable, selfieshless, intelligent secretary ,and members

  • @tiranbag5374
    @tiranbag5374 2 หลายเดือนก่อน +2

    A student is better than a teacher.
    Congratulations!

  • @user-df6xg1lt3v
    @user-df6xg1lt3v 2 หลายเดือนก่อน +3

    ଜୟ ନବୀନ ପଟ୍ଟନାୟକ 🙏🏿🙏🏿🙏🏿

  • @saratnayak1567
    @saratnayak1567 2 หลายเดือนก่อน +4

    A person who has directly attacked Mr.Pandian.

  • @letscrunch6501
    @letscrunch6501 2 หลายเดือนก่อน

    Only Naveen ❤❤❤he Naveen Babu ame tuma fan thilu achu au rahibu b

  • @user-rl5vt5hh9x
    @user-rl5vt5hh9x 2 หลายเดือนก่อน

    ନବୀନ ପଟ୍ଟନାୟକ ସମସ୍ତଙ୍କ ହୁଦୟର ଆଜି ଅଛନ୍ତି

  • @soumyaranjanacharya9693
    @soumyaranjanacharya9693 2 หลายเดือนก่อน +10

    Lokanku michha sata kahi bjp vote neichhi,loka pandian ku birodh kari vote deichhanti, candidate ku dekhinahanti, Naveen Babu great and incredible CM.loka Dina asuchhi loka puni Naveen ku Mane pakeibe.

    • @aftc6464
      @aftc6464 2 หลายเดือนก่อน

      RIGHT BRO