ମହାପ୍ରସାଦ ଶ୍ରୀମନ୍ଦିର ବାହାରେ ମିଳିଲେ କେମିତି ହୁଅନ୍ତା
ฝัง
- เผยแพร่เมื่อ 15 ธ.ค. 2024
- ମହାପ୍ରସାଦ ବାହାରେ ମିଳିବା ନେଇ ନିଜ ମତ ରଖିଲେ ବରିଷ୍ଠ ସାମ୍ବାଦିକ ।
#bjp #bjpodisha #srijagannathtemple #jagannaath #jagannathtemple #jagannath #jagannath #abhada #abhada #mahaprasad #mahaprasadam #suchanatv24x7
Dear Viewers,
We have painstakingly prepared unique videos which have been carefully edited keeping in mind TH-cam policy and guidelines and the taste of our beloved viewers be it breaking news, national news, international news, videos or #shorts.
Thank You for watching #suchanatv24x7
Our social media platforms:
Website - suchanatv.com/
Twitter - / suchanatv24x7
Facebook- / suchanatv24x7
TH-cam - / @suchanatv24x7
Whatsapp- whatsapp.com/c...
For trade queries please contact us:
E-mail: suchanatv@24x7@gmail.com
ଭୁଲ ପ୍ରସ୍ତାବ କାରଣ ଆନନ୍ଦ ବଜାର ଦୁରକୁଗଲେ ଅବଢା ମିଶ୍ରଣ ହେବ
ଆପଣ ଙ୍କ ପ୍ରସ୍ତାବ ଆର୍ଥିକ ଦୃଷ୍ଟି କୋଣ ରୁ ଲୋକ ମାନଂକ ମଧ୍ୟ ରେ ବିଭାଜନ ସୃଷ୍ଟି କରିବ।ତେଣୁ ଅନ୍ୟ ଏକ ସ୍ଥାନ ମନ୍ଦିର ପାଖ ରେ ଆନନ୍ଦ ବଜାର କରି ଭିଡ଼ ନିୟନ୍ତ୍ରଣ କରାଯାଉ
ଜଗନ୍ନାଥ /ପୁରୀ ବିଷୟରେ କେବଳ ଶଙ୍କରାଚାର୍ଯ୍ୟ ଓ ଗଜପତି ନିଷ୍ପତି ହିଁ ଶିରୋ ଧାର୍ଯ୍ୟ ହେଉ....
ଆନନ୍ଦବଜ଼ାର ସ୍ଥାନାନ୍ତର ଏକମାତ୍ର ବିକଳ୍ପ ଓ ସେଥିରେ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣ ରହୁ
ବହୁତ ସୁନ୍ଦର ପ୍ରସ୍ତାବ ଜୟ jagarnnatha
ବହୁତ ସୁନ୍ଦର ଉପାଦେୟ ପ୍ରସଙ୍ଗ ରେ କହିଲେ, ଧନ୍ୟବାଦ। ମହାପ୍ରସାଦ ର ଦର ବାବଦରେ କିଛି କହିବାର ଥିଲା। ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ମହାପ୍ରସାଦ ସେବନ ଏ ଦୂଇଟି ଉପରେ ଗୁରୁତ୍ବ ପ୍ରଦାନ କରିବା ଉଚିତ
କିଏ ଇଏ ? ଯାହା କହୁଛନ୍ତି ଦୀଘା ରେ ଯେଉଁ ଜଗନ୍ନାଥଙ୍କ ମନ୍ଦିର ହେଉଛି ସେଠାରେ ଏହି ପ୍ରସ୍ତାବ ଦିଅନ୍ତୁ। ଭଲ ହେବ। ଶ୍ରୀମନ୍ଦିର କୁ ସିନେମା ହଲ ସହ ତୁଳନା କରୁଛନ୍ତି , ଆନନ୍ଦ ବଜାର କୁ ୨ କିଲୋ ମିଟର ଦୂରକୁ ନେବାକୁ ଗଜପତି ରାଜି ଅଛନ୍ତି ବୋଲି କହୁଛନ୍ତି, ଇତ୍ୟାଦି ଇତ୍ୟାଦି ଯାହା ସବୁ ଗପ କହୁଛନ୍ତି ସେସବୁ ନକରି ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ୧୦ କିଲୋମିଟର ପରିଧି ଦୂରରୁ କେବଳ ହିନ୍ଦୁ ଭକ୍ତ ଙ୍କୁ ଚିହ୍ନଟ କରି ଛାଡନ୍ତୁ। ଦେଖିବେ ହଜାର ହଜାର ଲୋକ ଆଉ ଆସିବେନି କେବଳ ହିନ୍ଦୁ ଭକ୍ତ ହିଁ ଆସିବେ ଖୁବ୍ କମ୍ ସଂଖ୍ୟକ। ଭିଡ଼ ନିୟନ୍ତ୍ରଣ ହେବ। ଶୃଙ୍ଖଳା ଆପେ ଆପେ ଆସିଯିବ।
You should think of practical problems. Don't be sentimental.
Tu gote madua😂
@@Bharata_basi kemiti janila kio prabhu
Sata katha
Jay Jagannath namaste 🙏
Good Job Sir 🙏🙏
Bahut badhia katha guruji
Jay jagannath
Sir ମୋ ପରିବାର ସହିତ ଆଜି ମୁଁ ଯାଇଥିଲି କିନ୍ତୁ ସେଠି ଜଣେ ଲୋକ ସେ ପୂଜାରୀ ନୁହଁନ୍ତି ସେ ମନ୍ଦିର ରେ କାମ କରନ୍ତି ମୋ ସ୍ବାମୀ କୁ ଧକ୍କା ମାରି କି ଗଲେ କହିବାରୁ ଅଭଦ୍ର ଭାଷା ରେ ଗାଳି କରିଥିଲେ ହାତ ଉଠାଉ ଥିଲେ ମୁଁ ତାଙ୍କୁ ରୋକିବା ରୁ ମୋତେ ବି ଅଭଦ୍ର ଭାଷା ରେ ଗାଳି କରି ଲେ ସେ ମାନେ କହୁଛନ୍ତି ମନ୍ଦିର ଆମର
ଆପଣଙ୍କ loction କୁହନ୍ତୁ
dae thanta 2 jabda...😂😂....mandira jiba band kari dia khaebaku paebeni se😂😂...jau jae Manisha dharma baharu khojuthiba se jae dharmika sosona chaluthiba ....
ଭାଇ କଣ କରିବା ସେମାନଙ୍କ ପ୍ରକୃତି ମୋ ସ୍ଵାମୀ ଥାନାରେ ଦେବା ପାଇଁ କହୁଥିଲେ କିନ୍ତୁ କିଛି ଲାଭ ନାହିଁ ମୁଁ ମନା କରି ନେଇ ଆସିଲି
@@prakashphotography8740 ଭାଇ କଣ କରିବା ସେମାନଙ୍କ ପ୍ରକୃତି ମୋ ସ୍ଵାମୀ ଥାନାରେ ଦେବା ପାଇଁ କହୁଥିଲେ ମୁଁ ମନା କରି ନେଇ ଆସିଲି କିଛି ଲାଭ ନାହିଁ
ଅବଢ଼ା ର ମିଶ୍ରଣ ହୋଇପାରେ
ଆନନ୍ଦ ବଜାରକୁ କେବେ ହେଲେ ଵି ଦୂରକୁ ନିଆଯିବା , ନ୍ୟାୟ ସଙ୍ଗତ ନୁହେଁ
ଅବଢ଼ାରେ ମିଶ୍ରିତ ହୋଇପାରେ
Jay Jagannath 🙏
ସାଇ ବାବାଙ୍କ ଲାଇଫ telecast ହେଉଛି।
Beautiful suggestion
Best selection sir ji bhala lagila suniki apankara katha bahut bahut bhala lagila
ଭିଡ ହେବାର ମୁଖ୍ୟ କାରଣ ହେଉଛି , ଭକ୍ତ ମାନେ ମନ୍ଦିର ପରିସରରେ ଘଣ୍ଟା ଘଣ୍ଟା ସମୟ ବିତାଇ ଥାଆନ୍ତି । ଏପରିକି କିଛି ଦିନକ ଭିତରେ ୨-୩ ଥର ପ୍ରବେଶ କରିଥାନ୍ତି । ମନ୍ଦିର ପ୍ରବେଶକୁ ଗେଟ୍ ପାସ୍ ମାଧ୍ୟମରେ ଅନୁମତି ଦେବା ଆବଶ୍ୟକ । ଗେଟ୍ ପାସ୍ ଅନ୍ ଲାଇନ୍ ଏବଂ ଅଫ୍ ଲାଇନ୍ ଦିଆଯାଇ ପାରିବ । ପ୍ରବେଶ ସମୟ ପାସ୍ ରେ ଦର୍ଶାଯିବା ଆବଶ୍ୟକ । ପ୍ରବେଶ ଏବଂ ପ୍ରସ୍ଥାନ ୨-୩ ଧାଡ଼ି ମାଧ୍ୟମରେ କରାଯାଇ ହେବ ।
Live telecast ହେଲେ ଆଉ ଏତେ ଲୋକ ଆସିବେ ନାହିଁ
Excellent proposal
ଭଲ କଥା କିନ୍ତୁ ସେଥିରେ କିଛି demerit ଅଛି ସେ ଦିଗକୁ ଧ୍ୟାନ ଦେଲେ ହେବ
❤❤❤
It is good business proposal aimed to divide the devotees as poor and rich category. It will definitely help the sevayats to promote black marketing of Mahaprasad !
Good Idea 👌
ଆପଣ ବୋଧେ ଭୁଲି ଯାଇଛନ୍ତି କୋୖଣସି ମନ୍ଦିର ସିନେମା ହଲ୍ ନୁହେଁ। ହଁ ଆପଣଙ୍କ ପିଲା ବିଦେଶରେ ଏସି ରେ ରହୁଥିବେ , ଜଣାପଡିଛି ଆପଣ ବହୁତ ଧନୀ ଲୋକ ,ଏପ୍ରକାର ଞ୍ୟାନ ଆପଣଙ୍କ ପାଖରେ ରଖନ୍ତୁ।
Jaucha kan panee , kasta na kale krushna mile na
କେହି ଯାଆନ୍ତୁ ନାହିଁ ଟିଭି ମୋବାଇଲ ରେ ଦେଖି
Good 👍👍
Right
Bahut sundara decision
Mahaprasada ku restaurant khaiba saha compare karantuni sir
Dining table re,AC Room mahaprasad khia jaenahi.
In the current situation,some changes are to be done.But in the plea of traditon it has been checked by some interested groups. Let us think of some urgent need.
Sabu ktha thik je, live telecast ta thik nuhe
Ame Jagannath nka darshan Kariba pai sabu kasta sahibu
Jagannath pakhare samaste saman bada Loki yaa pai kan pai ac rumu 😂😂😂
Very good suggestion
Pl implement it
Bal l na
Very bad language
I know worst language
But that is not solving our problem Jagannath darsan.
Bala p*** ehisabu kahiki ame Amara civilized pania dekhauchu.
Gali phali Bala phala maa bhauni kana lekhile bhala.mu Mora remark deli tamaku jadi bhala na lagila ,tame Tamara suggestion deithanta Mora remark ku Bala phala kahiba bhala lagilani.pl mind your language.pl don't say Bala phala maa bhauni etc etc..Thamks
Vastu drustiru jou pate dining room rahiba sepata dwara nikata re Hall with sitting room ra arrangement hele loka mane rest neba saha wait karibe au abadha baharile khaiiki feribe.... Maxm bhida puri local lokanka pain...
Good proposals
Anandabazar 2km bahare hele loke ghere rosaikari Ani mahaprasad kahi bikibe
abadha home delivery bi karajau au alaga alaga iteam bi karajau,jadi ete subidha daba pain chanhucha.puni bada deula bhitare au gote duita door karajau.nata mandapa ra ta au kichhi kama nahi seitaku bhitara patu bhangi au tike osara karajau....dhanya re ame odia,ethi bhakta nka bhitare bi vip au gariba katha uthilani.jete business kariba katha kara mandira bhitare,time asile sabu hisab naba se goti goti kariki.
Eita kichhi janini.
Mukhya mandir 6 door achi khola hela Darshan bhala heba bhitar mandir
2 km durare bada bikaheba
60 pauti bikiri hebani 120 pauti bikirihe ba
Hn hm whaa whaaa ki bhudhi mausa nkara bhida hauchi boli ananda bajara ku mandira ru kadhiba pai kahuchnti au puni keba kahibea j jagannatha nku madira bara ku naiasantu sabu loka darsana karibea
Tama katha ru Jana paduchhi tame pura puri ku rich man kna pain subidha karideuchha 😂😂😂😂
Mandira re samaste saman
Best rulu BF govt but odia asmita open 4door now kana asuvidha hela odia asmita running agaku kana haba dekha
Single line kari direct thakur pakhaku gale jam rahi bani.bhog time kam rahu
Us re jagannath temple achi
Tmr.syestem bekar ay bo govt jete crore invest kale bhi kebhe ne badle puri pagal log mane acha bhal bhal lok Manku rakha ...khali lutbar mude acha
Hotel aau.
Bala Katha kahuchi
Tu gote madua bedhua r pua
Apana jaha kahuchanti taha thik nuhn.jagarnath nka pakhare samaste saman.jiea usa re rahuchi ki england re rahuchi jaha gann re jiea bi rahuchi samaste sanana .apana nka mata vul
😂😂😂😂😂😂