ନିରବ ହୋଇଯାଇଥିବା ହୃଦୟ ଟିଏ।

แชร์
ฝัง
  • เผยแพร่เมื่อ 21 ธ.ค. 2024

ความคิดเห็น • 5

  • @gaganpatra-n7v
    @gaganpatra-n7v ปีที่แล้ว

    Very good bate 👍

  • @fulmanimajhi6382
    @fulmanimajhi6382 5 หลายเดือนก่อน

    Jahar echhatayna sia sujag khaju thiba sat kahuna mu tamku chaheni

  • @itishreebarik4373
    @itishreebarik4373 9 หลายเดือนก่อน +1

    କାହିଁକି ନା ତାର ସେ ଦୁଖଃକୁ ବୁଝିବା ଶୁଣିବା ପାଇଁ ତା ପାଖରେ ନେହିନଥାଏ ଆଉ ଦୁନିଆ ଆଖିରେ ତାକୁ ପାଗଳ ବନାଇ ଦିଆଯାଇଥାଏ ସେଥିପାଇଁ ତ ଯେତେ ଦୁଖଃ ଥିଲେ ମଧ୍ୟ ମୁଁ ଭଲ ଅଛି କହି ଲୋକଙ୍କ ସହିତ ହସି ଖୁସି ଅଭିନୟ କରି ଵଞିଥାଏ ସେୟା କରିବା ଛଡ଼ା ତାପାଖରେ ଆଉ କିଛି ନଥାଏ

    • @actorsusantanayak
      @actorsusantanayak  5 หลายเดือนก่อน

      ପ୍ରେମ ର ଅର୍ଥ କଣ
      କେହି ଜଣେ ମୋତେ ପଚାରିଲେ
      ସୁଶାନ୍ତ ତୁମେ ପ୍ରେମ ପାଇଁ ଭଲ ଭଲ ଷ୍ଟୋରୀ ଲେଖୁଛ
      ହେଲେ ଗୋଟିଏ କଥା କହିଲ
      ମୁଁ କହିଲି ହଁ କୁହ
      ସେଇଠୁ ସେ କହିଲେ ମୋତେ କହିଲ
      ପ୍ରେମ ମାନେ ଆଉ ପ୍ରେମ ର ଅର୍ଥ କଣ
      ମୁଁ ଟିକେ ହସିଦେଲି ଆଉ ଉତ୍ତର ଦେଲି 'ପ୍ରେମ ମାନେ ଭଲ ପାଇବା ପ୍ରେମ ମାନେ ହୃଦୟ ର ବନ୍ଧନ ପ୍ରେମ ମାନେ ପବିତ୍ର ସମ୍ପର୍କ
      ଆଉ ପ୍ରେମ ର ଅର୍ଥ ହେଲା ଜଣେ ଜଣଙ୍କ ର କୌଣସି ପ୍ରୋବ୍ଲେମ ହେବାକୁ ଦେବ ନାହିଁ.
      ଜଣେ ଜଣଙ୍କ ର ହୃଦୟ ଭାଙ୍ଗିବ ନାହିଁ.
      ଆଉ କେବେବି ମିଛ କହିବ ନାହିଁ.
      ଆଉ ଦେଇଥିବା କଥା ଆଉ ସମ୍ପର୍କ କୁ କେବେ ଭୁଲିବନି.
      ଆଉ ଜଣେ ଜଣଙ୍କ ବିଶ୍ୱାସ ଭଲ ପାଇବା କୁ କେବେ ଭାଙ୍ଗିବନି
      ସାରା ଜୀବନ ହୃଦୟ ରେ ସାଇତିକି ରଖିବା ଦରକାର
      ଏହାକୁ ହିଁ ପ୍ରେମ ର ଅର୍ଥ ଆଉ ପ୍ରେମ କୁହାଯାଏ
      ଏ ସୁଶାନ୍ତ ନାୟକ ର ଲେଖାଟି କେମିତି ଲାଗିଲା ମତାମତ ଦେବେ
      ରହିଲି ଅପେକ୍ଷା ରେ
      9668285183

    • @actorsusantanayak
      @actorsusantanayak  5 หลายเดือนก่อน

      Call me 9668285183