'ପାଟି ଖୋଲିଲେ ମାଡ ନହେଲେ ଗିରଫ' | Odisha Reporter

แชร์
ฝัง
  • เผยแพร่เมื่อ 26 ต.ค. 2024

ความคิดเห็น • 304

  • @krishnadash4569
    @krishnadash4569 2 ปีที่แล้ว +34

    ଗୋଚର ଭୂମି, ବଞ୍ଜର ଭୂମି, ବନ ପାହାଡ ସବୁ ସରିଗଲା, ଏବେ କମ୍ପାନୀ ପାଇଁ ଗାଁ ଲୋକଙ୍କୁ ମାରି ତଡା ଯାଉଛି. ଜୟ ଜଗନ୍ନାଥ.

  • @jaysenadandia7228
    @jaysenadandia7228 2 ปีที่แล้ว +19

    ଓଡ଼ିଶା କୁ ରକ୍ଷା ହେ ପ୍ରଭୁ ଜଗନ୍ନାଥ।

  • @cutypriyanshi1908
    @cutypriyanshi1908 2 ปีที่แล้ว +67

    ପୁଣି ସେଇ ଇଂରେଜୀ ଶାସନ କଥା ମନେ ପଡୁଛି। ଏ ଦୃଶ୍ୟ ଦେଖି।

  • @ramakrishnamallik5251
    @ramakrishnamallik5251 2 ปีที่แล้ว +7

    ଅନ୍ୟାୟ ଭାରି ଅନ୍ୟାୟ

  • @umakantamirdha1004
    @umakantamirdha1004 2 ปีที่แล้ว +51

    ମଉଷା ନବୀନ କୁ ଭୋଟ ଦେଇ ଜ ମାନେ ମାଡ ଖାଇବ।🙏🙏🙏

  • @snayak7837
    @snayak7837 2 ปีที่แล้ว +35

    କମ୍ପାନୀ ହେଲେ ,ବଡ଼ ବଡ଼ ଓ ସରକାରୀ ,ଚାକିରିଆ ଙ୍କ ପିଲା ଓ ଅଣ ଓଡ଼ିଆ ଚାକିରି ପାଇବେ , ଆଉ ଭିଟା ମାଟି ଛାଡିଥିବା କୋକ ପିଲା ମାନେ ସେଠୀ ଲେବର ପୋଷ୍ଟ ଟେ ବି ମିଳିବ ,ନାହିଁ ,ସେଠାକାର ପିଲା ଓ ବଡ଼ ଅନ୍ୟ ରାଜ୍ୟ କୁ ଦାଦନ ଖଟି ବାକୁ ଯିବି ,କେତେ ବଡ଼ ଗର୍ବ , କଥା ,ଓଡ଼ିଶା ରେ ପିଅନ ଠାରୁ ପୋଲିସ ପର୍ଜନ୍ତ ,22 ବର୍ଷ ଶାସନ ରେ ସମସ୍ତେ କୋଟି ପତି ,👍🏾କମ୍ପାନୀ ହେଲେ ଆହୁରି କୋଟିପତି ହୋଇଯିବେ

  • @bhaskarbehera6287
    @bhaskarbehera6287 2 ปีที่แล้ว +20

    ନବୀନ କୁ ଡାକ ବଞ୍ଚେଇବ 😁 ଏଥର ବିଜେଡି କୁ ଭୋଟ ଦିଅ ଆଉ ମାଡ଼ ନୁହେଁ ସିଧା ମରିବ 👍

    • @krishnarao7520
      @krishnarao7520 2 ปีที่แล้ว

      Au thiba khaiba gote gale sabu,,,,,,,,,,,

  • @susantakumar9108
    @susantakumar9108 2 ปีที่แล้ว +45

    ପୋଲିସ ମାନଙ୍କ ପରିବାର ରେ କେହି ସାନ୍ତି ରେ ରହିପାରିବେ ନାହିଁ।

  • @jitendranayak9976
    @jitendranayak9976 2 ปีที่แล้ว +13

    ଯେଉଁ ବାପ ମା ପୁଅ କୁ ପାଠ ପଡ଼େଇ ପୋଲିସ କରେଇଲା ଆଜି ସେଇ ପୁଅ ଅସଂଖ୍ୟ ବାପ ମା ଙ୍କୁ ପିଟି ଚାଲିଛି ଏଇ ଆମ ସଂସ୍କାର ପରମ୍ପରା ସମ୍ବିଧାନ ଆଇନ ବା ବା ରେ ଦୁନିଆଁ ଛି ଟିକେ ଲାଜ ନାହିଁ ଛି ଓଡିଶା କହିବା କୁ ଖରାପ୍ ଲାଗୁଛି

  • @prananathpati9976
    @prananathpati9976 2 ปีที่แล้ว +11

    ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରୁ। ହାଇକୋର୍ଟ ଚେଇଁ କରି ଶୋଇପଡିଛି। ଯଦି ଜନତାଙ୍କ ରାୟରେ ସରକାର ହେଉଛି। ତେବେ ସେଇ ଜନତାଙ୍କ ବିରୋଧରେ ବ୍ରିଟିଶ୍ ଷଡ଼ଯନ୍ତ୍ର କାହିଁକି ହେଉଛି?

  • @jogeswarcreations3733
    @jogeswarcreations3733 2 ปีที่แล้ว +39

    ଏମିତି ଲୁହ ରେ ଦିନେ ସରକାର ଙ୍କୁ କାନ୍ଦି ବାକୁ ପଡ଼ିବ l

    • @krishnarao7520
      @krishnarao7520 2 ปีที่แล้ว

      Sarkar kie ame Sarkar ame nirbachit karichu ame bhogibu gariba Katha kie bujhiba jai jagannath

  • @bijayranjanrout3705
    @bijayranjanrout3705 2 ปีที่แล้ว +26

    ନବୀନ ର ଭୋଟ ବଢୀବ ଏମିତି

  • @Rajababu-gk6kp
    @Rajababu-gk6kp 2 ปีที่แล้ว +5

    ସବୁ ରାଜ୍ୟ ସରକାରଙ୍କ ଦାୟୀ ।
    ଗରିବ ଲୋକଙ୍କୁ ସାହାଯ୍ୟ କରିବା ଅପେକ୍ଷାରେ ନାହିଁ ଲୋକ ମାନେ ବୋକା ସେଇତି ପାଇଁ ଏପରି ଅବସ୍ଥା
    ଆଗକୁ ନିର୍ବାଚନ ଅଛି ଠିକ୍ ଭାବରେ ଜବାବ୍ ଦିଅ

  • @mnsirmathematics269
    @mnsirmathematics269 2 ปีที่แล้ว +5

    ଅତ୍ଯାଚାରୀ ଶାସକ, ଏବେ ମିଛରେ ନାଟକ ଆରମ୍ଭ କରିବ .,....
    ଏତେଦିନ ଗୋଟିଏ ଦଳ ଶାସନ ରେ ରହିଲେ, ଏହି ଭଳି ପଶୁ ପାଲଟି ଯାଏ।
    ଅହଂକାର ରେ ଏମାନେ ଅନ୍ଧ ପାଲଟିଯାଇଚନ୍ତି ।।।।

  • @daktarmurmu9474
    @daktarmurmu9474 2 ปีที่แล้ว +14

    ସୋଳା ପୋଲିସ ବେକ କୁ ଦେଖି ତୀର ମାର

  • @jitannath741
    @jitannath741 2 ปีที่แล้ว +17

    Police ଉପରେ petrol ବେଲୁନୁ ଭିତରେ ପୁରେ ଇ ତାଙ୍କ ଉପରକୁ ପକେଇନିଆଁ ଲଗାଇ ଦିଅ ପାରାଦୀପ ବିଧାୟକଙ୍କ ଗାଣ୍ଡିରେ ଗୋଡ଼ ପୁରାଇ ଦିଅ

  • @susantakumar9108
    @susantakumar9108 2 ปีที่แล้ว +6

    ତୁମେ ବ୍ୟସ୍ତ ହୁଅନି ଭଗବାନ ଅଛନ୍ତି।

  • @pratapkumarsahu2313
    @pratapkumarsahu2313 2 ปีที่แล้ว +9

    ଆସିକି ଦେଖ ଢେଙ୍କାନାଳ ଆଉ ଅନୁଗୁଳରେ କେତେ ଲୋକ ସିଧା ସିଧା କାରଖାନାରେ ଚାକିରୀ ପାଇଛନ୍ତି ।ଏସବୁ ନବିନା ଚାଲ ।

  • @nirmayabewra4313
    @nirmayabewra4313 2 ปีที่แล้ว +2

    B.J.D କୁ ହୋଟାଉ ଓଡ଼ିଶା କୁ ବୋଞ୍ଚାଅ

  • @surendrabariha569
    @surendrabariha569 2 ปีที่แล้ว +4

    ପାନ୍ଚ ଶହ ନେଇକି ନବୀନ କୁ ଭୋଟ ଦେଲେ ଏମିତି ହୁଏ

  • @kumarrajesh9517
    @kumarrajesh9517 2 ปีที่แล้ว +3

    Vote ଦିଅନ୍ତୁ ନାହିଁ

  • @rameshpradhan1267
    @rameshpradhan1267 2 ปีที่แล้ว +4

    500,ମଦ ମାଂସ ନିଶା ଦେଇ ଭୋଟ ନେଇ ଓଡ଼ିଆଁଙ୍କ
    ଭବିଷ୍ୟତ ଅନ୍ଧାର କରିଦିଅ ।

  • @sarojjena3190
    @sarojjena3190 2 ปีที่แล้ว +1

    ପୋଲିସ ଆଜି ଗୁଣ୍ଡା ପାଲଟି ଯାଇଛି
    ଗଣତନ୍ତ୍ର ବୋଲି କିଛି ନାହିଁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କୁ ପୋଲିସ ବାହିନୀ କମ୍ପାନୀ ର ଗୁଣ୍ଡା ବାହିନୀ ସାଜି ଭଣ୍ଡୁର କରୁଛି. ଗରିବ ଚାଷୀ ମୁଲିଆ କରିବେ କଣ......ଆଇନ ଶୃଙ୍ଖଳା ନାମ ରେ ଗରିବ ଉପରେ ମାଡ଼
    ଜାଗୋ ଓଡିଶାବାସି ଜାଗୋ

  • @bapircb7783
    @bapircb7783 2 ปีที่แล้ว

    😭😭😭😭😭ଢ଼ିଙ୍କିଆ ହେଇଗଲା ପାକିସ୍ତାନ ପୋଲିସ ର ଏସବୁ କାରନାମା ପୁଲିସି କୁ ଗୋଡେଇ କି ବାଡିଅ

  • @amarendraojha9324
    @amarendraojha9324 2 ปีที่แล้ว +8

    B j d sasanar khela

  • @trilochanpatnaik6321
    @trilochanpatnaik6321 2 ปีที่แล้ว +2

    ବିଜେଡି ସରକାର ର ଏ ବର୍ବରତା ଭଗବାନ ସହିବେତ? ହେ ଜଗନ୍ନାଥ ସତେ ତୁମେ ନୀଳାଚଳରେ ଅଛ? ଯଦି ଅଛ ତେବେ ବିଜେଡି ସରକାର ର ଏ ନୃଶଂସ କାର୍ଯ୍ୟାନୁଷ୍ଠାନ ର ଫଳ ଯଦି ଶୀଘ୍ର ନ ମିଳେ ତେବେ ତୁମକୁ କେହି ଜଗନ୍ନାଥସ୍ୱାମୀ କହିବେ କାହିଁକି. ଢ଼ିଙ୍କିଆ ବାସୀଙ୍କ ଆଖିର ଲୁହ କଣ ବିଫଳ ହେବ? Jay jagannath.

  • @ommsairamamrut7802
    @ommsairamamrut7802 2 ปีที่แล้ว +6

    ନବୀନ ପଟ୍ଟନାୟକ ଆଉ 5ବର୍ଷ ଆସିଲେ ତୁମ ଗାଡ଼ି ଫାଟିବ ହେ ନବିନ ବାବୁ ତୁମେ ଆମ ଫାନ (ହି ହି ନବୀନ ପଟ୍ଟନାୟକ କୁଆଡ଼େ ଗଲେ)

  • @bikrampatra7501
    @bikrampatra7501 2 ปีที่แล้ว +7

    Apana mane khusi taa 😷..

  • @shivkumarsoren7911
    @shivkumarsoren7911 2 ปีที่แล้ว

    ଧନ୍ୟରେ ନବୀନ ତୁମେ ସବୁ ଥିରେ ନଂ 1 ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଜେନେରାଲ ଡାୟାର,ଠାରୁ ବି ତୁମେ ବଳି ଗଲ

  • @skindoctor21
    @skindoctor21 2 ปีที่แล้ว +7

    ହାକିମ ଠୁ ଆରମ୍ଭ କରି ପିଅନ ପଯ୍ର୍ୟନ୍ତ ଶଳେ ସବୁ ଏଠି କୋଟି ପତି ନବୀନ ଛୋ*ଛି ଏଠି

  • @sunilpodha6742
    @sunilpodha6742 2 ปีที่แล้ว +1

    ଓଡ଼ିଶାରେ ପୁଣି ଇଂରେଜ ଶାସନ ଆରମ୍ଭ ହେଇ ଯାଇଛି। ଓଡ଼ିଶାରେ କେହି ଜଣେ ବି ନାଗରିକ ସ୍ଵାଧୀନ ନୁହଁନ୍ତି। କାହାକୁ ବି ନ୍ୟାୟ ମିଳୁନାହିଁ। ବହୁତ କଷ୍ଟ ହେଉଛି ନ ନିରୀହଙ୍କ ଆଖିରେ ଲୁହ ଦେଖି । ଓଡ଼ିଶା ସରକାର କଣ ପାଇଁ ଲୋକ ମାନଙ୍କ ଦୁଃଖ ବୁଝୁ ନାହିଁ। ଏହା ସବୁଠୁ ହୀନ, ନିଷ୍ଠୁର ଏବଂ ନିନ୍ଦନୀୟ ଶାସନ ବିଜେଡି ସରକାରର ।

  • @gobindachandranayak9576
    @gobindachandranayak9576 2 ปีที่แล้ว +1

    ଭଲ ହୋଇଛି, ଆହୁରି ଦରକାର କମହେଇଗଲା

  • @dailylifefacts3608
    @dailylifefacts3608 2 ปีที่แล้ว

    ଜୋଉ ଦିନ ପର୍ଯ୍ୟନ୍ତ ଏ ସରକାର ଅଛି ଏ ରାଜ୍ୟରେ ଦୁର୍ନୀତି କାୟା ବିସ୍ତାର କରିବ । ସକ୍ ପାଇଁ ଲଢେ଼ଇ କରୁଥିବାରୁ ଏ ମାନଙ୍କ ଅବସ୍ଥା ଆଜି ଏମିତି । ତେଣୁ ଏ ସରକାର ଶିଘ୍ର ବିଦା ହେବା ଦରକାର ।

  • @premanandapadhan6486
    @premanandapadhan6486 2 ปีที่แล้ว +9

    Talibani sasan

  • @thebharatglobalpower6411
    @thebharatglobalpower6411 2 ปีที่แล้ว +1

    ସରକାର ବନ୍ଦ କରନ୍ତୁ ଏ ପ୍ରକାର କାରଖାନା । କଣ କରିବ ଏ କାରାଖାନା କରିକି ସରକାର ।

  • @mandal610
    @mandal610 2 ปีที่แล้ว +1

    Sabka hisab hoga der se sahi lekin hoga wait & watch

  • @umakantamirdha1004
    @umakantamirdha1004 2 ปีที่แล้ว +2

    Naveen dekhuni ki ai news

  • @sanjaykumarnaik9001
    @sanjaykumarnaik9001 2 ปีที่แล้ว +8

    Bjd hatao

  • @jagannathsahoo6683
    @jagannathsahoo6683 2 ปีที่แล้ว +10

    Loka manankuthu tax naba sehi paishare chakiri darama paiba tapare lokamananku badeiba mariba😭😭😭😭😭

    • @ramakantabiswal901
      @ramakantabiswal901 2 ปีที่แล้ว

      Na Bhai industrial na heu GDP growth na heu aau aamku govt job Diya Goan re bahuta pila patha padhi sabu bahare buluchanti seita dekhantu other state re kemiti industry heichi keon place re heichi seithipaine other state re GDP growth adhika only politics nothing else.

  • @kshirasindhusagaria1811
    @kshirasindhusagaria1811 2 ปีที่แล้ว

    ଏହି ସରକାର ପୋଲିସ ଲଗେଇ ଏତେ ଦମନ କଲା ପରେ ମଧ୍ୟ ସେହି ସରକାର ଙ୍କୁ ହି ଏହିଲୋକ ମାନେ ହି ଭୋଟ ଦେବେ

  • @sudhanshusekhardas6741
    @sudhanshusekhardas6741 2 ปีที่แล้ว

    ଏ ଭଳି ଆତଙ୍କ ରଜ ସୂର୍ଷ୍ଟି ହେଲେ ଭାଦ୍ର ସମାଜ ପାଇଁ କଳଙ୍କ
    ପୋଲିସ କାର୍ଯ୍ୟ ଉପରେ ଭରସା ପାଉ ନାହିଁ
    ଆଜି ବି ଲୋକ ମାନଙ୍କ ମଧ୍ୟରେ ଭୟ ଅଛି ପୋଲିସ ର 2ପଟେ ଧାଡ
    ପାବିଲିକ ସରଭେଣ୍ଟ ମାନେ ଯଦି ଏ ଭଳି ଆତଙ୍କ ସୃଷ୍ଟି କରିଥିବେ
    ଓଡ଼ିଶା ସରକାର ଙ୍କୁ ମୋର ଅନୁରୋଧ ଏ ବିଷୟ ରେ
    ଯାଞ୍ଚ କମିଟି ଗଠନ କରି ଉପଯୁକ୍ତ ଦୋଷୀ ଙ୍କୁ
    ଆଇନ ଅନୁଯାୟୀ ଦଣ୍ଡ ମିଳୁ

  • @soumyaranjanbehera8329
    @soumyaranjanbehera8329 2 ปีที่แล้ว

    ଗଣତନ୍ତ୍ର ର ହତ୍ୟା କରିବାରେ ଲାଗିଛନ୍ତି ସରକାର ଆଉ ପୋଲିସ ଧର୍ମ ସହିବନି ଭାଈ କମ୍ପାନୀ ପ୍ରୀତିରେ ଏମିତି ଅଧର୍ମ ଅନ୍ୟାୟ ଅତ୍ୟାଚାର ଧର୍ମ ସହିବନି ଭୋଟ୍ ଦେଇ ଦୁଃଖ ଭୋଗ କରୁଛନ୍ତି ଚିହ୍ନ ଭାଇମାନେ?🙏🙏

  • @abinashpradhan9108
    @abinashpradhan9108 2 ปีที่แล้ว

    He prabhu

  • @pratapkumarsahu2313
    @pratapkumarsahu2313 2 ปีที่แล้ว +1

    ନବୀନ କି ଦୌଡ଼ି ଦୌଡ଼ି ଭୋଟ ଦିଅ ।ନିରୀହ ଟା

  • @kpd8420
    @kpd8420 2 ปีที่แล้ว

    ଶିଳ୍ପୟନ ଏବାଟା ଠିକ ତା ମାନେ ନୁହଁ ଯେ ଜର ଜବରଦଖଲ କରିବା l କେବଳ ଶିଳ୍ପ ପାଇଁ ସେଇ ଜାଗା ଅଛି ଆଉ ଅନ୍ୟ କୈଣସି ଜାଗା ମିଳୁନି . ସରକାର, ପ୍ରଶାସନ ବୁଝଇବାରେ ବିପଳ ଏହିଛନ୍ତି. ସେଠିକାର ବିଧାୟକ ,ସାଂସଦ ସବୁ ମରିଗଲେ ବଧେ ତାଙ୍କର ଦେଖା ନାହିଁ.

  • @SambhuPadhan-ux8tp
    @SambhuPadhan-ux8tp ปีที่แล้ว

    Nice papa

  • @rajlaxmimohapatra4233
    @rajlaxmimohapatra4233 2 ปีที่แล้ว +1

    Joy jagannath .

  • @sibantadigal6302
    @sibantadigal6302 2 ปีที่แล้ว +1

    ଏ କଣ କରୁଛି ପୋଲିସ ?ଇଂରେଜ ଶାସନ ଫେରିଲା ଓଡିଶା ରାଜ୍ୟ ରେ?ପୋଲିସ ର କଣ ବୁଦ୍ଧି ନାହିଁ କି?ଭଗବାନ୍ ବଞ୍ଚାନ୍ତୁ।😂😂😂😭😭😭😭😭😭😭😭😭😭😭😭ଏ ବୁଢୀ ମା କୁ ଦେଖି ପୋଲିସ କୁ କିଛି ଲାଗିଲା ନାହିଁ କି?

  • @santoshnayak5355
    @santoshnayak5355 2 ปีที่แล้ว +1

    ଓଡ଼ିଶା ସରକାର ବାୟା ହୋଇଗଲା ଲୋକ ମାନଙ୍କ ପ୍ରତି ଏତେ ଅନ୍ୟାୟ ଅତ୍ୟାଚାର କରୁଛନ୍ତି

    • @krishnarao7520
      @krishnarao7520 2 ปีที่แล้ว

      Orissa Sarkar Baya hoini ame Baya heba au thare vote deba au thare m,,,,,,,,,,

  • @rabindranandi1506
    @rabindranandi1506 2 ปีที่แล้ว

    Very very nice 👍

  • @santas4334
    @santas4334 ปีที่แล้ว

    Jay Jagannath Saha 🙏🙏

  • @swainpuspalata5306
    @swainpuspalata5306 2 ปีที่แล้ว

    God bless you

  • @kabichandra7350
    @kabichandra7350 2 ปีที่แล้ว +1

    😭😭😭😭😭1 Chatrapati sasana

  • @prednlive4464
    @prednlive4464 2 ปีที่แล้ว +1

    Naveen Ku CM ru Hatao.. Odisha Banchaoo

  • @priyakantasamal7254
    @priyakantasamal7254 2 ปีที่แล้ว

    Hae prabhu jagannath to hin sahabharasa

  • @rajendraroul199
    @rajendraroul199 2 ปีที่แล้ว

    Odisha is a rich state where poor people living

  • @ajaykumarmangaraj6338
    @ajaykumarmangaraj6338 2 ปีที่แล้ว +4

    Samya asichi a sarkar ku hatao

  • @alokchakra1025
    @alokchakra1025 2 ปีที่แล้ว +6

    Tamaku pitilay ... Apana manay khusi ta

  • @sushantkumar6818
    @sushantkumar6818 2 ปีที่แล้ว

    Bala prasasan

  • @ramchandraupadhyay3479
    @ramchandraupadhyay3479 2 ปีที่แล้ว

    Odisha re kan chalichhi a maara aakhiru luha sukhuni 🙏🙏🙏🙏 jagannatha bharasa 🙏🙏🙏🙏🙏

  • @hemantabagh9814
    @hemantabagh9814 2 ปีที่แล้ว +1

    ତମେ କଣ କରୁଛ ସମସ୍ତେ ମିସି ପୋଲିସ ବାଲାକୁ ହାଣୀ ଦିଅା ତାପରେ Navin Patnayak and Pandian ku

  • @kasinathmala9614
    @kasinathmala9614 2 ปีที่แล้ว +3

    Change GOVT

  • @mukeshsahoo7257
    @mukeshsahoo7257 2 ปีที่แล้ว +5

    Jay BJD jay Naveen...ahuri vote dia BJD Ku panchayat election asilani

  • @chandanchand2246
    @chandanchand2246 2 ปีที่แล้ว +9

    500 NI BJD KU VOTE DIO

  • @mamatatripathy1088
    @mamatatripathy1088 2 ปีที่แล้ว +4

    Vy sad people

  • @sudeepms143
    @sudeepms143 2 ปีที่แล้ว

    କମ୍ପାନୀ ଟଙ୍କା ଦେଉଛି ୫ଟି କାମ ଦେଖାଉଅଛି । ଢ଼ିଙ୍କିଆ ବାସୀ କେମିତି ଅଛନ୍ତି ? ନବିନା ର କଣ ଅଛି ? ୩୦୦ କିମ୍ବା ୫୦୦ ସହିତ ମଦ ମାସଂ କଥା ମନେ ନାହିଁ । ଏବେ ଟିକିଏ ଟିକିଏ ମନେ ପଡୁଛି ଆଗକୁ ଭଲଭାବରେ ମନେ ପଡିବ ।

  • @kanhucharansahoo8807
    @kanhucharansahoo8807 2 ปีที่แล้ว

    Odisha re new sarakara asiba darkar

  • @parameswarsingh8325
    @parameswarsingh8325 2 ปีที่แล้ว

    Justice be done ! They should get justice

  • @abhisekrout7795
    @abhisekrout7795 2 ปีที่แล้ว

    ଏକଛାତ୍ରାବାଦ ଶାସନ ର ନିଚ୍ଛକ ପରିଚୟ

  • @ranjitmishra9160
    @ranjitmishra9160 2 ปีที่แล้ว

    Vote ବର୍ଜନ କରନ୍ତୁ. ନୂଆ ଅସମାଜିକ ଦଳ ଗଠନ ସରକାର ତିଆରି କରୁଛି

  • @saishreesindhuja1159
    @saishreesindhuja1159 2 ปีที่แล้ว +1

    ଛୀ ଛି

  • @ajitkumartali9387
    @ajitkumartali9387 2 ปีที่แล้ว +4

    Maaghyee paisa khai voot deichha tame vogiba naita
    Kiea vogiba

    • @biswajits7909
      @biswajits7909 2 ปีที่แล้ว

      Sala a police nku pita Tume kain Pituna... Gote adheku Mara se police ape paleibe ...Sala nkara gandire ta dam nahin Chora nku dhariba pain Emiti sadharana lokanku Hairan karibe bahaduri dekhei be..... chhhi chhi sala alajya Hinjada dala Police name re tume sabu kalanka ..

  • @tuduvlogsyoutubechannel7210
    @tuduvlogsyoutubechannel7210 2 ปีที่แล้ว

    ଆହୁରି ମାଡ ଦିଆ ଜାଉ😃😀😄😆😀😆😆👌👌👌👌👌🐇🍡🍥🐇🌷🌸🌸❣️👍👍👍👍

  • @sanatanpradhan9320
    @sanatanpradhan9320 2 ปีที่แล้ว +1

    Dharma sahibani apekhya kara dhinkia basi jagannath bujhibe.🙏🙏

  • @rameshchandraeducationchen3141
    @rameshchandraeducationchen3141 2 ปีที่แล้ว

    Very sad

  • @sujitkumar3055
    @sujitkumar3055 2 ปีที่แล้ว

    ପୁଲିସ୍ ବାବୁ ବହୁତ ଖରାପ କରୁଛନ୍ତି ଛିଚି ପୋଲିସ କୁକୁର ବଳା ହେଉଛନ୍ତି

  • @krutibasmohapatra825
    @krutibasmohapatra825 2 ปีที่แล้ว

    ଆଉ ଅଳ୍ପ ଦିନ ଅପେକ୍ଷା କର ଗଦା ଦଳ ଆସିବ ସବୁ ଠିକ୍ ହୋଇଯିବ,

  • @Extrafilmy
    @Extrafilmy 2 ปีที่แล้ว +2

    Tanka kia chaula nia vote dia.. vote deicha ta bhogiba kie ?? .. sabu vote ra khela.. kuade gale MP , MLA .. minister..neta ???

  • @Lagajaytv
    @Lagajaytv 2 ปีที่แล้ว

    ସବୁପଲିସକୁ ଚାକ୍ରିରୁବାହାର କରାନ୍ତୁ

  • @krishanswain5777
    @krishanswain5777 2 ปีที่แล้ว

    Kn kariba

  • @chikuranasingh9544
    @chikuranasingh9544 2 ปีที่แล้ว +1

    Naveen Patnaik babu achanti.. vote gota rs500/-. "Hee Naveen babu ame tuma fan"😆😆😆

  • @saradashorts6288
    @saradashorts6288 2 ปีที่แล้ว +1

    niriha lokanka upare power show karibe nahele au kahara kichi tadi paribeni

  • @papunibhoi8547
    @papunibhoi8547 2 ปีที่แล้ว

    Sabuloka akathihua a prasasanaku uchit shikshya dia

  • @moodisha8916
    @moodisha8916 2 ปีที่แล้ว

    Take action nhrc please🙏

  • @laxmikantpradhan6819
    @laxmikantpradhan6819 2 ปีที่แล้ว +5

    bjd ku vote diya

  • @mragrncy9144
    @mragrncy9144 2 ปีที่แล้ว +2

    You have already taken Copancetion. No need of tear.

  • @prafulsuparseuparmo3874
    @prafulsuparseuparmo3874 2 ปีที่แล้ว

    Prasasan emiti nisthura kan pai, emaane kuade jibe a mananka dukha kiye bujhiba

  • @satyabrataprusty4330
    @satyabrataprusty4330 2 ปีที่แล้ว

    Vote rea ଜବାବ ଦିଅ BJD କୁ

  • @prabhakarbabu7249
    @prabhakarbabu7249 2 ปีที่แล้ว

    ଓଡ଼ିଶାର ରେ ନବୀନ ପଟ୍ଟନାୟକଙ୍କୁ ଅଟାଓ

  • @babitadas5930
    @babitadas5930 2 ปีที่แล้ว +3

    Development naa re destruction . Kete local employment pauchhanti ?? Non odia rule karibe.

  • @B.hembram8016
    @B.hembram8016 2 ปีที่แล้ว +2

    Bjd jinda bad,amo odia sarakar, ahuri bjd ku vote dio

  • @RameshSahu-kc7rf
    @RameshSahu-kc7rf 2 ปีที่แล้ว

    A ki odisha ki Sasan chalichi apanamane khushi ta

  • @tapanmoharana4139
    @tapanmoharana4139 2 ปีที่แล้ว

    Justice diajau

  • @golapsahoo3210
    @golapsahoo3210 2 ปีที่แล้ว

    ଅଳ୍ପ ଦିନରେ ନବୀନ ମରିବ ଏ ଗରିବ ଙ୍କ ଲୁହ ନବୀନ ଉପରେ ପଡିବ

  • @siddheswarsingha9634
    @siddheswarsingha9634 2 ปีที่แล้ว +2

    Maobadi Malti jebe village loka mane

  • @generalmanagercrestia5135
    @generalmanagercrestia5135 2 ปีที่แล้ว

    Shameful activities by authority. Govt should take action of each and every police people. Innocent people why suffer. Why why innocent people suffering. Govt indirect make criminal people. Then we all should raised voice. Let's we together all to fight against this issue

  • @nilamanirana9082
    @nilamanirana9082 2 ปีที่แล้ว

    ପୋଲିସ କନିଆଁକୁ ମାରବେ

  • @trilochanpati9697
    @trilochanpati9697 2 ปีที่แล้ว

    Prabhu sahibe nanhi 😭😭😭talibani sasan chi chi chi

  • @subratkumarmallick1001
    @subratkumarmallick1001 2 ปีที่แล้ว

    Posco ku jaga biki tanka neicha jaga chadiba ku kasta

  • @naliniroutray9048
    @naliniroutray9048 2 ปีที่แล้ว

    What is happening in this village and why can any one plz explain who are in comment section