ନ'ଅଙ୍କ ଦୁର୍ଭିକ୍ଷର ଖଳନାୟକ ରେଭେନସା ସାହେବ || Ravenshaw University || Dharmendra Pradhan
ฝัง
- เผยแพร่เมื่อ 8 ม.ค. 2025
- #ନ_ଅଙ୍କ_ଦୁର୍ଭିକ୍ଷର_ଖଳନାୟକ_ରେଭେନସା_ସାହେବ
ରେଭେନସା ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିତର୍କ ଆହ୍ବାନ ପରେ ତେଜିଲା ବିବାଦ। ଧର୍ମେନ୍ଦ୍ରଙ୍କ ସମର୍ଥନରେ ବହୁ ବୁଦ୍ଧିଜୀବୀ ତେବେ ରେଭେନସା ପୂରାତନ ଛାତ୍ରଙ୍କ ବିରୋଧ। ନ'ଅଙ୍କ ଦୁର୍ଭିକ୍ଷର ଖଳନାୟକ ରେଭେନସାଙ୍କ ନାଁରେ କାହିଁକି ରହିବ ଶିକ୍ଷାନୁଷ୍ଠାନ ଉଠିଲା ପ୍ରଶ୍ନ । ନାଁ ପରିବର୍ତ୍ତନ ବିରୋଧରେ ବାହାରିଲା ବିଜେଡି, ପ୍ରମାଣ ଦେଖାଇ ବିଜେପି କଲା ସମର୍ଥନ ।
#ArgusNews #NameChange #DharmendraPradhan #ravenshawuniversity #BJD #BJP #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
TH-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
ବୈଜୟନ୍ତ ଆଉ otv ଏ ସମସ୍ତେ ବିଜେପି ଆଉ ଧର୍ମେନ୍ଦ୍ର ର ପ୍ରଚାରକ....
ସତ କଥା
GST ରୂପକ ଦୁର୍ଭିକ୍ଷ ଲୋକଙ୍କୁ ମାରିଲାଣି ଆଙ୍କର ନ' ଅଙ୍କ ଦୁର୍ଭକ୍ଷ କଥା ପଡ଼ିଛି।
You are brother
ଯଦି ରେଭେନ୍ସା ନାମ ଇଂରାଜୀ ଲୋକର ନାମ ଅନୁସାରେ ହୋଇଛି। ତାକୁ ଯଦି ବିରୋଧ କରାଯାଉଛି। ଇଂରାଜୀ ପାଠ ପଢ଼ା ବି ବନ୍ଦ କରାଯାଉ
ବିଲକୁଲ ଠିକ୍ ଇତିହାସ ରେ ମୋଗଲ ମାନଙ୍କୁ ବି ହଟାଯାଉ
ନରେନ୍ଦ୍ର ମୋଦି ସମୟରେ ଆମେ GST କଣ ଜାଣିଲୁ , GST ଦେବା ଓ ଖାଦ୍ୟ ଦରବୃଦ୍ଧିର ନ'ଅଙ୍କ ଦୁର୍ଭିକ୍ଷ ଠାରୁ କିଛି କମ୍ ନୁହେଁ । ରେଭେନ୍ସା ସାହେବ ତ ଶିକ୍ଷାରମାନ ବୃଦ୍ଧି କରିଥିଲେ ହେଲେ ମୋଦି ସରକାର ଆମକୁ ମେଣ୍ଢା କରୁଛନ୍ତି , ଯାହା ଆମେ ଜାଣି ମଧ୍ଯ ଅଜଣା
Ri8👍
300 ବର୍ଷରେ ଇଂରେଜ ମାନେ ଯେତିକି ଭାରତୀୟଙ୍କୁ ଲୁଟ୍ କରିଥିଲେ, ତା ଠାରୁ ଅଧିକ ଏ ୭୫ ବର୍ଷରେ ସ୍ଵାଧୀନ ଭାରତର ନେତା ମନ୍ତ୍ରୀ ମାନେ ଭାରତୀୟଙ୍କୁ ବହୁ ଗୁଣରେ ଲୁଟି ସାରିଲେଣି।
BJP ସମୟରେ ଦଶ ଅଙ୍କ ଦୁର୍ଭିକ୍ଷ ହେଉଛି ପ୍ରଥମେ ତମର ନାମ ବଦଳାଅ
Faltu katha
@@bhubanbhatraofficial9778 🤣
ଠିକ୍ ସେହିପରି ବଢିଚାଲିଥିବା ରେଳ ଦୂର୍ଘଟଣା ପାଇଁ ରେଳମନ୍ତ୍ରୀ ଦାୟୀ ।
Hmm railway minister nije jemiti karuthila .thikse news collect kara au jane kemiti hauchhi rail durghatana .
Loka mane railway track re pathara au jaha paile taha ani rakhile jahadwara kii train accident haunathile bi heba
ମୋଦି ସମୟ ରେ COVID ହୋଇଛି ମୋଦି ଗୋଟେ ପାପି ଥିଲା ଏ ଭାରତ ପାଇଁ 😂 ,
😂@@Dknmusicevents
COVID re toh sareakar kana vhul Kari nahanti
Argus news ରେ କେହି ବି ଦୟା କରି ବିଶ୍ୱାସ ରଖନ୍ତୁନି ଏ ବିଜେପି ପାର୍ଟି ର ଚାନେଲ।
Kauta bjd au congress re kuha na 😊
@@ranjanswain5946 କହିବାକୁ ଗଲେ Otv, Argus ଦୁଇଟା ଯାକ ହିଁ ଭାଜପା ର ପ୍ରଚାରକ
Right
😂😂😂
Sata ki michha etihas padha bhai
ଓଡିଶା ର ଗର୍ବ, ରେଭେନ୍ସା university
Cuttack university, reveshha nuhe re pagal kukura 😂😂😂
Para ghara magi khaiba loka ?
Argus gote ମାଗିହା ଚାଁନେଲ 😡😡
To maa ku kete bele kala
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମନ୍ତ୍ରୀତ୍ବ ସମୟରେ ନିଟ୍ ପରୀକ୍ଷା ରେ ଘୋଟାଲା ହେଲା । ଏଥିପାଇଁ ଦିୟିତ୍ତ୍ୱ କାହିଁକି ନେଉ ନାହାନ୍ତି?
Right 👍
Ugc net paper leak... What about it ...?
Ugc net paper leak... What about it ...?
Odisha re sabu exam re ghotala hela tate dekha gala nai re sala magiha 😡😡😡
କିନ୍ତୁ ଦୁର୍ଭିକ୍ଷ ପରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ତାଙ୍କ ଯୋଗଦାନ ଅତୁଳନୀୟ
Britishers କଣ ପାଇଁ ଶିକ୍ଷା ଅନ୍ସୁଷ୍ଟନ ଖୋଲି ଥିଲେ ତା ପଛ କାରଣ ଜାଣ ତା ପରେ କହିବ । British ରାଜ ରେ ravenshaw ରେ କଉ ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ା ଯୌନ ଥିଲା କେବଳ English education ଦିଆଯାଉ ଥିଲା to vanish the ଓଡ଼ିଆ ଅସ୍ମିତା।
Are magiha tate janma kariba pain gale revensha ra bahut abadan😂😂😂
@@venmsquad9522ବ୍ରିଟିଶ ସରକାର ଚାହିଁଥିଲେ ଓଡିଶା ମାଟିରୁ ଓଡ଼ିଆ ଭାଷା ସମ୍ପୂର୍ଣ ଲୋପ କରି ପାରି ଥାନ୍ତେ l କିନ୍ତୁ ସେମାନେ ଓଡ଼ିଆ ଭାଷା କୁ କେବେ ଅବହେଳା କରି ନାହାନ୍ତି l
@@venmsquad9522ବଡ ପଂଡ଼ିତ ଟା ତ
ତୁମର ବିଷ ଦାଂତ ବଡ ବଡ ଅଛି
୨୦୦ ବର୍ଷ ଯୋଉ ବ୍ରିଟିଶ ସରକାର ଭାରତ କୁ ଶୋଷଣ କରିଥିଲେ ବୋଲି ଆମେ କହୁଚେ, ତେବେ ତାଙ୍କ ଦ୍ୱାରା ପ୍ରଚଳିତ ରେଳ କୁ ବନ୍ଦ କରାଯାଉ। ଇଁରାଜୀ ଶିକ୍ଷା ସମ୍ପୂର୍ଣ୍ଣ ବନ୍ଦ କରିକି ପିଲାଙ୍କୁ ଖାଲି ପୁରାଣ ପୋଥି ପଢ଼ାଯାଉ। ୟୋଲୋପାତି ମେଡ଼ିସିନ କୁ ବନ୍ଦ କରି ଆୟୁର୍ବେଦୀ ମେଡ଼ିସିନ କୁ ପ୍ରଚଳନ କରାଯାଉ, ତୋଟାଲୀ ଚାଟଶାଳୀ ଓ ବନବିଦ୍ୟାଳୟ ଶିକ୍ଷା ପ୍ରଚଳନ କରାଯାଉ, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମଡନ ସ୍କୁଲ କୁ ପୁରା ବନ୍ଦ କରାଯାଉ। ଯଦି କରିବ ସବୁ ପରିବର୍ତ୍ତନ କର। ଜଣେ ଶିକ୍ଷାମନ୍ତ୍ରୀ ଙ୍କ ଠାରୁ ଏପରି ମନ୍ତବ୍ୟ ଆଶା କରାଯାଏନି।
Right ❤
❤🎉
Correct
👍
To bhali kukura gudaku latrine safei kariba katha 😂😂😂
9 ଅଙ୍କ ଦୁର୍ଭିକ୍ଷ ବେଳେ ଅର୍ଗସ ସେତେ ବେଳେ, କୋଉ ଦଳ ପାଇଁ କାମ କରୁଥିଲା ଜଣା ନାହିଁ, ଅର୍ଗସ ର ଅବଦାନ କଣ ଥିଲା କେହି ଜାଣି ନାହାଁନ୍ତି
Argus channel is the villian telling the truth half and not telling the real news
Right
Ye ta local godi media..
ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ନାମ ବଦଳା ଯାଉ ଏ ଷ୍ଟାଡିୟମ କୁ ଟଙ୍କା କଣ ତାଙ୍କ ବୋପା ଦେଇଥିଲେକି ।
Right
Right
Correct
Jaha heu Dharmendra pradhan edn minister pain 100% fit.... Se taa bopa naanre karideu.
Na na ama cuttack re haba..
ଏମାନେ ଓଡ଼ିଶା ପାଇଁ କ'ଣ କରିବେ।
ଏମାନଙ୍କ ଦ୍ଵାରା ଓଡ଼ିଶାରେ ପୁଣି ଦୁର୍ଭିକ୍ଷ ପଡ଼ି ପାରେ।
"Thomas Edward ରେଭେନ୍ସା " ଜଣେ ବିଦେଶୀ ନାଗରିକ
କଲେଜ ର ନାମ ନିହାତି ଆବଶ୍ୟକ 🙏🙏
ପାଣି ପଶୁଛି ଶିକ୍ଷକ ନାହାନ୍ତି ତାକୁ ପୂରଣ କର ନାମ ବଦଳାଇଲେ କଣ ହବ 😡😡
To Bapa Nabin ku kaha 25 barsha kana karithilu boli,😡😡😡
@@Manas_Bhoi ବାପା କରିପାରିଲେନି କିନ୍ତୁ ବାପା କରିଥିବା ଯୋଜନା ରେ ରଙ୍ଗ full ମରାହଉଛି __ବାପା କରିପାରିଲେନି ତମେ କରିକି ଦେଖାଓ ନାମ ପରିବର୍ତ୍ତନ ରଙ୍ଗ କାହିଁକି ମାରୁଛ 😂😂😂
@@Manas_Bhoi😂😂Puni sei Puruna Katha😂😂 Kichi Nua Kara University ra Development pain😂😂Name Change Karidele History Livi jiba ki??😂😂Nua Kama kale Nua Parichaya Miliba 👍 👍 Emiti Gopo kahi Sabubele Kete Bhuan Bulei ba😂😂Loko mananku kahiki Boka Bhabucho😂😂😂
Argus news owner Dharmendra pradhan sethipain Argus news sabubele Tari guna gauchii
Argus news ❎️ BJP golam ✅️
ଇଂଲିଶ ଭାଷା ବନ୍ଦ ହେବା ଦରକାର। କାରଣ,uncle ର ଅର୍ଥ କଣ,ମାମୁ, କକା aunty ମାନେ, ମାଇଁ , କାକି, ଆଉ କିଛି ନାହି। କଣ ମାମୁ ଆଉ କକା ଏକା ଭଳି? Son ମାନେ ପୁଅ sun ମାନେ ସୂର୍ଜ ଏହାର ଉଚ୍ଚାରଣ କିଛି ପାର୍ଥକ୍ୟ ଅଛି। ଆମ ଓଡ଼ିଆ ରେ son ମାନେ, ପୁଅ, ପୁତ୍ର, ସନ୍ତାନ ଆଉ ଅନେକ ଏହା ଆମ ଓଡ଼ିଆ ଅସ୍ମିତା।
😂
Kouthu sabu asicha reee😂😂😂
Nija jhia bohu bhauni nku je jeans shorts pindhi ba baran kari parunahanti semane Angreji birudhare kuhantu nahin.
Mobile, social media, gadi vehicle sabu sei Angrejon nkara.
ମନ୍ତ୍ରୀଙ୍କ ମୁଣ୍ଡରେ ସେତେବେଳ ଦୁର୍ଭିକ୍ଷ କୁ ନେଇ ଚିନ୍ତା ଏତେ,ହେଲେ ଏବେ ଆଳୁ ,ଚାଉଳ ପାଇ ସାଧାରଣ ଲୋକ ର ଜୀବନ ପ୍ରଭାବିତ କିଛି ଚିନ୍ତା ନାହିଁ 😮
@@bmsclass8366 alu kg 30-35, au kn 5rs heijaanta, rasan card dhari nku tah government free dauchi chaula, tmra jadi nhi tahale car thiba ghare
Aalu Katha chhadantu onion rate kete ??
60
ନାମ...
ରଙ୍ଗ... ବ୍ୟତୀତ ଅନ୍ୟ କିଛି ପରିବର୍ତ୍ତନ କରି ଦେଶ କୁ ଉନ୍ନତି ଦିଗରେ ଆଗେଇ ନେବାର ଜ୍ଞାନ ଏମାନଙ୍କୁ ମିଳୁ। ଦଳ ପାଇଁ ଏଇ ଚେନାଲ ଭଳି ନେତା ବି ଗୋଲାମୀ ଆଉ ଚାଟୁ କାରିତା ଛାଡ଼ନ୍ତୁ । ଓଡ଼ିଆ ଜନଜୀବନକୁ ସମୃଦ୍ଧି କରନ୍ତୁ, ଅସ୍ମିତା/ଅସ୍ମିତା ଓ ଅସ୍ମିତା ର ପରିଚୟ ଦିଅନ୍ତୁ।
ପେପର ଲିକ୍ ରୋକିପାରୁନାହାନ୍ତି। କିନ୍ତୁ ନାମ, ଆଉ ରଙ୍ଗ ବଦଳେଇବା ପାଈଁ ଏକ ନମ୍ବର ସରକାର
Dum nahi tankara
Bharatare kichhi Chigulia British mananku help kale boli ,200 yrs we suffered.This style should be changed today!!!!
Good man dharmendra babu.
ନିହାତି ପରିବର୍ତନ ଦରକାର
ଧର୍ମେନ୍ଦ୍ର ପ୍ରଧାନ ବାବୁଙ୍କୁ କ'ଣ କିଛି ସକାରାତ୍ମକ କାମ କରି ଦେଖେଇବାକୁ ସାମର୍ଥ୍ୟ ର ଅଭାବ ?🎉
To Bapa Nabin kukura kana karithila re bedha chhuuaaa😂😂😂
College au University re Teacher nahanti, auhiri Institute ra Name Change kariki Politics ra Drama Karuchanti. 😏😏😏
Dharmendra univercity rakhile vhalahaba
, ଧର୍ମେନ୍ଦ୍ର କୁ ଖାଲି ଦୁଇ ଅକ୍ଷରି ଭାଷାରେ ସୁଧିବାକୁ ଇଛା ହେଉଛି l
ଇଂରେଜ ମାନ ଆମ ଦେଶକୁ ଲୁଟିଲେ ଆମର ପୂର୍ବଜ ମାନଙ୍କ ଉପରେ ବହୁତ୍ ଅତ୍ୟାଚାର ମଧ୍ୟ କଲେ ଆମେ କାହିଁକି ତାଙ୍କ ନାରେ କଲେଜ୍ ରଖିବା😮
ପ୍ରକୃତ ବିଷୟରେ ଆଲଚନା ନକରି କେବଳ ନାମ, ଆଉ, ରଙ୍ଗ ପରିବର୍ତନ କଲେ କଣ ହେବ।
Nama Paribartan jaruri 👌👌👌
@@Manas_Bhoi tm kota uthei dele sabu bala upudi jiba
Are Jadi Satare Antarikata achi Govt. Power re Achi Change Kari dei thante👍👍 Sabu jajana ra Name Change Houchi....Colour Change Houchi Kahaku Paochari thile ki???😂😂Emane Tautor Sympathy Paiba Rajaniti Chadi Paru Nahanti😂😂😂
GST ହଟାଅ, ଆମକୁ ବଞ୍ଚାଅ, ଦେଶ ବଞ୍ଚାଅ
Odisha re sikha ra muludua pakei thile Ravenshaw sahab ,
NEET exam ପାଇଁ ଶିକ୍ଷା ମନ୍ତ୍ରୀ ଦାୟୀ, ଶିକ୍ଷା ମନ୍ତ୍ରି ଇସ୍ତପା ନେବା ଉଚିତ
ମୋର ଦାବି ଧରମା କିମ୍ବା Narendra Modi ନାମରେ ନାମିତ କରାଯାଉ ରେଭେନ୍ସା କୁ
Modi ଙ୍କ ସମୟ ରେ କୋଭିଡ ର mis management re bahuta ଲୋକ ନିଜ ଆତ୍ମୀୟ ମାନଙ୍କୁ ହରାଇ ଥିଲେ,ତେବେ ମୋଦି ର ନାଆଁ ପରିବର୍ତ୍ତନ କାହିଁକି କରା ନ ଯିବ?
ଏଇଟା ମାଗିହା tv ଚେନ୍ନାଲ
Tk adhika heigala ..
Godi Media 😂😂😂
Name badalaeile University re kichhi badale nahi !!!
ଇଂରାଜୀ ମାନେ ଶାସନ କରିବାକୁ ଆସିଥିଲା
ସେତେବେଳେ କାହାର ଜିଭରେ ହାଡ ଥିଲା କି ଓଡିଶାର କାହାର ନାମ ରଖିବା
Aau Corona virus🦠😷 tragedy ra khalanayaka Narendra modi name re Stadium haba ta thik ki?
Education sector Odisha re bahut durbala thila Revenshaw Odisha re Education sector ku eka bata dekhaichanti, Sabu lokonko kharap aau bhala guna thae, Setabelara raja mane hi suggest karithile tanka name re university rakhajau, BJP govt aau gote university karu aau taku Dharmendra university rakhu,
ଏହା ପରେ ବିଜେପି ବାଲା କହିବେ। ଓଡ଼ିଶାରେ ଓଡ଼ିଆ ହିଁ ରହିବେ
Neet exam scam upare kain gote video karina
BJP promotion band kar Argus
ଆବେ ଧର୍ମେନ୍ଦ୍ର ତୁ କି କହିବୁ ଓଡ଼ିଆ ଗୌରବ। ତତେ ତ ପେପର ଲିକ୍ ରୋକି ଆସିଲାଣି
Argus News 📰🗞️ Always reveals the Truth ❤ Respect Argus 😊
Jadi dum acchi ta school college re recruitment aanikidekha....bjp odia prema setiki thau to manare....murkha mantri...
ଯଦି ନଅ ଅଙ୍କ ଦୁର୍ବିଖ୍ୟ ରେ ରେଭେନସାଙ୍କ ଯୋଗୁଁ ଓଡିଶା ବାସୀ ମରିଛନ୍ତି ତାହେଲେ କରନା, lockdawn ଭଳିଆ ଦୁର୍ଭିକ୍ଷ ରେ ମରିଥିବା ଲୋକଙ୍କର ଦାୟିତ୍ୱ କାହାର ଓ gst ଭଳିଆ ମହାମାରୀ ରେ ପ୍ରତାରଣା ହେଉ ଥିବା ଭରାତବାସୀଙ୍କ ଦୋଷ କାହାର l ଏହା ବି ବୁଦ୍ଧି ଯିବିମlନେ ତର୍ଜମା କରିବା ଦରକାର l ବିଶ୍ୱ ବିଦ୍ୟାଳୟର ଉନ୍ନତି କିପରି ହେବ ତାହା ଚିନ୍ତା କରିବା ପରିବର୍ତ୍ତେ ଶିକ୍ଷା ଉପରେ ରାଜନୀତି କରିବା ବହୁତ ବଡ଼ ଭୁଲ l
ଏ ପଲ୍ଟିକାଲ ଲୋକ ମାନେ ଉତ୍କଳ ନାଆଁ change କରି ଓଡ଼ିଶା କରିଦେଲେ ,but ନେସନାଲ song ରେ ,ବନ୍ଦେ ଉତ୍କଳ ଜନନୀ ପରିବର୍ତ୍ତେ ବନ୍ଦେ ଓଡ଼ିଶା ଜନନୀ କଲେଣି,
BJP Government.. Bekar kama sabu kari time waste kahi ki karucha? Tama pakhare samaya kaam achi. Only 5 years. Jadi o public ra heart re Naveen Pattnaik achanti, Public BJP ku thare chance deichi. (Credit goes to Pandiyan) . But! Aau thare chance na bi dei pare. Public ra demand aau public ra icha ku jani baku chesta kara. Kuji neta nka katha suni bhabi dia ni je seita public opinion. Ground reality ku jani kama kara.
Dharmendra Pradhan is a great touter
ଇଂରାଜୀ ଭାଷା ପ୍ରଚଳନ କୁ ଜଦୀ ବନ୍ଦ kariba tahele ame raji .... ଏବଂ odisha ra ସମସ୍ତ exam ଓଡ଼ିଆ ରେ hau
Ghama di dharmendr Pradhan Katha kuha kapila ajogya minister India ra sabu tharu behia minister dharmendr Pradhan
ତମେ argus ସବୁ ପକ୍କା ଗୋଲାମ bjp ର , ସେଥିପାଇଁ ତମେ ଇତିହାସ କୁ ବି kadarth କରିଦେବ। ରେଭେନସା ନାଁ ନିଜେ ଦେଇନଥିଲେ , ମହାରାଜା କୃଷ୍ଣଚନ୍ଦ୍ର ଦେଇଥିଲେ , ଯଦି ରେଭେନସା କିଛି ଭଲ କାମ କରିନଥିଲେ , ତାହେଲେ ନିଜେ ଓଡ଼ିଆ ମହାପୁରୁଷ କଣ ପାଇଁ ତାଙ୍କ ନାଁରେ ଦେଲେ ... ଓଡ଼ିଆ ଲୋକ ରେଭେନସା କହିଲେ collage କୁ ବୁଝନ୍ତି, କୋଉ ଲୋକ କୁ ନୁହେଁ ।
ମୋର ମତ ରେଭେନ୍ସା କ'ଣ ନ ଅଙ୍କ ଦୁର୍ଭିକ୍ଷ କରି ଥିଲେ। ଯଦି ଏପରି କଥା ବର୍ତମାନ ବନ୍ୟା ଓ ଭୂମିକମ୍ପ ହେଲେ ରାଜନେତା ମାନେ ଦାୟୀ ହେବେ
ଗୋଟିଏ ଘଟଣାରେ ଇତିହାସ ଆରମ୍ଭ କିମ୍ବା ଶେଷ ହୁଏ ନାହିଁ। ଇତିହାସ ହେଉଛି ଦୀର୍ଘ ସମୟର ଘଟଣା। ସେତେବେଳେ ଓଡ଼ିଆ ମାନଙ୍କର ସି୍ଥତି କ'ଣ ଥିଲା।
Hatao , English name as Britishers were not good for Indian human !!!!
ଆଜି ବି ଇଂରେଜ ଗୁଲାମ ଅଛନ୍ତି ଯେଉଁ ମାନେ କି ଇଂରେଜ ମାନଙ୍କ ପାଇଁ ଓକିଲାତି କରୁଛନ୍ତି
Boycott Argus Godi Media
ରେଭେନ୍ଶା ନା ଚେଞ୍ଜ heba ଦରକାର 🙏🙏
Nije ପଢ଼ିଥିଲେ ଏମିତି କହିନଥାନ୍ତ।
ରେଭେନ୍ସା mo pain garba . Ravenshaw sahita amar emotio jodi hei rahichi .
Jadi parucha nija name change karidia hela
@@prafullarana3965 ରେ ଛୋଟ ବାଳକ ରେଭେନ୍ସା କିଏ ଜାଣେ
@@prafullarana3965 hm tah cuttack college hele kn garba bhangijiba 😂
@@Kapilmohanty235 ravenshaw name gote emotion saha rahichi . Au taku change kale se alaga name re rahibani
Jadi ravenshaw re padhithanta kahithanta Tama pakahru eguda asha kara jauni
@@Kapilmohanty235 au hnn Cuttack clg କାହିଁକି ହବ ତାହାର ଉତ୍ତର ମଧ୍ୟ ଦିଅନ୍ତୁ ଯଦି ଇତିହାସ ବହି ପଢ଼ି ନାହାନ୍ତି ଯାଇ ଥରେ ଦେଖନ୍ତୁ ରେଭେନ୍ସା ସାହେବଙ୍କ ଅବଦାନ । Ravenshaw university ଛାତ୍ର ହିସାବରେ ମୋ ପାଇଁ ରେଭେନ୍ସା ଗୋଟେ ନାମ ନୁହେଁ ଗୋଟେ ଅନୁଷ୍ଠାନ ଗୋଟେ ଭାବାବେଗ/ emotion hela । Aga asi dekhijao ରେଭେନ୍ସା କହିବ।
There is a reason why legends like Fakir Mohan said that Revenshaw is the great friend of Odisha ଉତ୍କଳ ର ପରମ ବନ୍ଧୁ
Modi.. ଙ୍କ ସମୟ ରେ... Corona virus asithila.. To.. Seithi pain.. B.. Modi.. Dayi
Direct lekhuna Dharmendra Pradhan jou name change katha kahichi thik.... Name change kariiba purbaru aga godi media ban haba darkar... Because godi media is more dangerous than British...
ଶଳା ମୁର୍ଖଙ୍କ କଥା.....100 ବର୍ଷ ତଳ କଥା କୁ ନେଇ ଏବେ କଣ ଅଗ୍ରଗତି କଣ ହେବ....କିଛି କାମ ନାହିଁ ଖାଲି ଦେଖାଣିଆ ନୈତିକତା.....ଆଉ କିଛି ନାହିଁ...
Bijuli bill katha uthuni
Bekari. Dur. KarA
କାହା ପଇସାରେ ସେ କଲେଜ ବାନେଇଥିଲେ , ଇଂଲଣ୍ଡ ରୁ ଆନିକି ବନେଇ ଥିଲେ କି ?
ବାକି ରହିଲା ଇଂରାଜୀ ଶିକ୍ଷା ର କଥା, ସେଇଟା ଆମେ ସିଖୁଛେ କେବଳ knowledge ra communication and understanding ପାଇଁ ।।
ଆମ ଭାରତ ରୁ ବହୁତ୍, ଜ୍ଞାନ , formula ସେମାନେ ବି ଚୋରି କରି ନେଇଛନ୍ତି ।।
😊
ରେଭେନ୍ସା କଲେଜ ନାମ ପରିବର୍ତ୍ତନ କରାଯାଉ.
ନଙ୍କ ଦୁର୍ଭିକ୍ଷ ଏକ ମନୁଷ୍ୟ କୃତ ଘଟଣା ନୁହେଁ...ଏହା ପ୍ରାକୃତିକ...ବାକି ରହିଲା ପରିଚାଳନା...
ତେବେ ସେ ସମୟ ର ଯେଉଁ ରାଜା ଓ ଜମିଦାର ମାନେ ନିଜ ଖମା ର ରେ ଥିବା ଖାଦ୍ୟ ଶସ୍ୟ ଲୁଚାଇ ରଖି ,ଅନ୍ୟ ରାଜ୍ୟ ରେ ବିକି ଦେଇଥିଲେ, ସେମାନଙ୍କ ର ବର୍ତ୍ତମାନ ଦାୟଦ ମାନଙ୍କୁ ପଚରା ଯାଉ...କାହିଁକି ସେମାନେ ସେମାନଙ୍କ ପ୍ରଜାଙ୍କ ପ୍ରତି ବିଶ୍ଵାସ ଘାଟ କରିଥିଲେ...ଏହାର ଜବାବ ଏଇ ଦାୟଦ ମାନଙ୍କୁ ପଚରା ଯାଉ...ଅଯଥା ରେଭେନ୍ସା ଙ୍କ ପ୍ରତି ଆକ୍ଷେପ କରି ଅସଲ ଦୋଷୀଙ୍କୁ କାହିଁକି ଲୁଚାଇ ଦିଆ ଯାଉଚି?...ରେଭେନ୍ସା ଓଡ଼ିଶା ପାଇଁ ବହୁତ୍ କିଛି କରିଛନ୍ତି
Educated leader
Aji jaye kouthi thila re argus news
Good decission
କି ନିଶା ଖାଇଛ କିଏ
ନିଟ ବିଷୟ କୁଆଡେ ଗଲା।
ସର୍ଦ୍ଦାର ପଟେଲ ନା ବଦଳାଇ ନରେନ୍ଦ୍ର ମୋଦି stadium କଲେ।
ସେହିପରି ravenshaw କୁ ବଦଳାଇ Dharmendra University Rakha ଯାଉ
ଏ ଶଳା ବିଜେପି ଵାଲା ଖାଲି ନା ବଦଳାଇବାରେ ୫ବର୍ଷ ହେଇ ଯିବ.....
Nama paribartan Abashyakata Achhi.....Amaku Gulami ra manasikata Abashyakata nahin....
Revenshaw ର ନାମ ପରିବର୍ତ୍ତନ କରି ଛାତ୍ର ମାନଙ୍କର ଭୋଟ bank କରାଇବା ପାଇଁ ଶୀତଳ ଯୋଜନା ଚାଲିଛି
ବିଦେଶୀ ପାଠ ପଢିଲେ ଗୋଲାମୀର ପରିଚୟ ନିଶ୍ଚିତ ସୃଷ୍ଟି ହୁଏ😂😂
ସବୁ ର ନାମ ପରିବର୍ତ୍ତନ ହେବା ଆବଶ୍ୟକ..ବରମୁଣ୍ଡା ବଷ୍ଟାଣ୍ଡର ନାମ ବି ଉତ୍କଳମଣି ଗୋପବନ୍ଧୁ ଟର୍ମିନାଲ ନାମ ରେ ନାମିତ କରିବା ବିଷୟ ସ୍ବାଗତଯୋଗ୍ୟ...ଆମେ ଚାହୁଁ bitish ଅମଳର ସମସ୍ତ ଅନୁଷ୍ଠାନ ଏବଂ ମୋଗଲ ମାନଙ୍କ ନାମରେ ନାମିତ ସମସ୍ତ ଅନୁଷ୍ଠାନ ନାମ ଆମ ର ଯୋଗ୍ୟ ଓଡ଼ିଆ ଙ୍କ ନାମରେ ନାମିତ ହେବା ଆବଶ୍ୟକ
Yes due to mismanagement of british govt Odisha suffered a lot .
ରେଭେନ୍ସା ବଦଳରେ ଅରଗୁସ କଲେଜ ହେଉ।
Revenshaw ନାଁ ବଦଳ ହେବା ଦରକାର, କାରଣ Revenshaw University ଆମ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି । ଏହି ବିଶ୍ବବିଦ୍ୟାଳୟର ନାଁ Bhanj University ହେବା ଦରକାର ❤❤❤❤
Bopa banda University na rakhile bhala huanta.😂😂
ଆମେ ଜାଣୁ ଅର୍ଗୁସ ଚାନେଲ ଧରାମା ପ୍ରଧାନ ଚାନେଲ୍, ଅର୍ଗୁସ୍ ବାଲା ଟିକେ ଇତିହାସ ପଢ଼ ରେଭେନସା ର ଅବଦାନ କଣ ଜାଣିବ, ଦୁର୍ଭିକ୍ଷ ହେଲା ପରେ ରେଭେନ୍ସା ସାହେବ୍ 1865ମସିହା ଜୁଲାଇ ମାସରେ ଓଡ଼ିଶା ରେ ପୋଷ୍ଟିଂ ହେଇଥିଲେ, ଆଉ ଧରମାର 2029 ମୁଖ୍ୟମନ୍ତ୍ରୀ ଚୌକି କୁ ଲକ୍ଷ୍ୟ ରଖି ଟିକେ oversmart ହେଉଛନ୍ତି
Emane Sabu Jani suni Emiti karuchanti😂😂Odia Loko mananka Sympathy Paiba pain😂😂Sethi pain Change Kariba Agaru Kebala Boyan dei Test Karuthile😂😂Loko Ebe Birodh karuchanti😂😂Au change Karibeni😂😂Jadi Satare Antarikata thiba Tahele Loko Birodh pore bi Change Karibe👍👍Agaku Dekhiba Kan houchi??👍👍
Argus ର ମାଲିକ ଜୀବନ ରେ ରେଭେନ୍ସା କଲେଜ ର ଦ୍ଵାର ମଦିବା ର ଯୋଗ୍ୟତନାଇ । ଆଉ ସେ ରେଭେନ୍ସା କୁ ବନ୍ଦ କରିବ କହୁଚି।
ରେଭେନ୍ସା ନା ହଟାଯାଉ ଖୁବଶୀଘ୍ର
Bjp channel
ଇତିହାସ ଧ୍ବଂସ କର୍ତା।
ଆଜି ବି କଟକ କୁ କୁଟକ ଲେଖୁଛି ଓଡ଼ିଆ
ନାଆ change କରି ନୂଆ ନା ଦେଲେ ,ଆମ ମାନକର ଆଗାମୀ ପିଢ଼ି ଧୀରେ ଧୀରେ ଭୁଲିଯିବେ,
D.pradhan.bopa.na.rakhide
The correct history of Naanka Durbhikshya should be known,partial history should not be placed for supporting ones argument,
Those opposing, they yet to come out of colonial mindset and join the main stream as Nationalist Bharatiyas.
ବିଜେପି ପାର୍ଟି ର ଦମ ଅଛି ଯଦି ରେଭେନ୍ସା ଠାରୁ ଉନ୍ନତ ଏକ ବିଶ୍ଵବିଦ୍ୟାଳୟ ବନାଇକି ଦେଖାଉ, ଆମେ ଜାଣିବୁ ଧର୍ମେନ୍ଦ୍ର ପ୍ରଧାନ ଆମ ଓଡ଼ିଶାର ଓ ଉଡିଆ ଙ୍କର ସନମ୍ନାନ ପ୍ରତି ଆଗ୍ରହ ବଢାଇଛନ୍ତି,ସବୁଠି ଖାଲି ନା ବଦଳାଅ, ସର୍ବପ୍ରଥମେ ଜାହା ପ୍ରତିଶୃତି ଦେଇଥିଲେ ପୁରଣ କର, ମିଛୁଆ ପାର୍ଟି ମିଛୁଆ ମନ୍ତ୍ରୀ,ଗୁ ମୁତ୍ର ଓ ଗୁବର ଖାଇବା ଲୋକ ର ବୁଧୀ ସୁଧୀ ଥିଲେ ସିନା ହେବ
Nizer heichi ba tame kn dina kana ki
Bastard old students, we are with DHRAMENDRA PRADHAN. YOU GREAT......... YOUR GREAT TOUGHTS WILL INSPIRE FUTURE GENERATION.....
Chuppp maaghia
MAAGHIA ARGUS NEWS BAN KARA
Dharmendra 1866 se time' re kn karuthila...
ରଙ୍ଗ ନାମ ବଦଳାଇବାର କାମ ଆହୁ କିଛି ନାହିଁ
ଶସ୍ତା ଗୋଦି ମିଡ଼ିଆ ତୁମେ
Argus news ku birod karajiba
3: 4:39 4llllll CHANGED 2:24 2:25