Bobal Dance all song remix sambalpuri kirtan cement factory

แชร์
ฝัง
  • เผยแพร่เมื่อ 2 ต.ค. 2024

ความคิดเห็น • 463

  • @manojbhue3701
    @manojbhue3701 6 หลายเดือนก่อน +187

    ଇ ସଲେ କର ଡାନ୍ସ ଦେଖି କରି କାହା କାହା କେଁ ହୁଡ ହୁଡ ବାଗିର ଲାଗୁଛେ like କର ଇ ମାନଙ୍କର ଡାନ୍ସ ଦେଖି କରି ଯେନ ମହାପୁରୁଷ ମାନେ ନୋଟ ମାରିଛନ୍ ସେ ମାନଂକୁ ବି ଗୋଟି ଗୋଟି ଜୁହାର

    • @trilochannaik2690
      @trilochannaik2690 4 หลายเดือนก่อน

      Imane pagal Helena dada

    • @rashmitamajhi5839
      @rashmitamajhi5839 4 หลายเดือนก่อน +1

      Bhai Paisa tanka achhe hele ଗରିବ ଲୋକ କେ ଦିଅ।e namajangya thi arkesta karna loka ke nahi .maprabhu nam thi ଏମାନେ kalanka ହେ।ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବା

    • @Ujaltigerkirtandunia
      @Ujaltigerkirtandunia 3 หลายเดือนก่อน

      Dada tume sankirtan nachi jaisa kaiho

  • @ashokseth4459
    @ashokseth4459 7 หลายเดือนก่อน +98

    ନମଯଂଜ୍ଞ ଆଉ ରାମ କୃଷ୍ଣ ଭଗବାନ ଙ୍କର ନାମ କେ ଇ କୀର୍ତନ ପାଟି ବୁଡ଼ାଇ ଦେବେ, ଛିଃ

    • @rashmitamajhi5839
      @rashmitamajhi5839 4 หลายเดือนก่อน

      Bhai Paisa tanka achhe hele ଗରିବ ଲୋକ କେ ଦିଅ।e namajangya thi arkesta karna loka ke nahi .maprabhu nam thi ଏମାନେ kalanka ହେ।ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବା

  • @mamatamayeekuanr1048
    @mamatamayeekuanr1048 7 หลายเดือนก่อน +147

    କେନ ଗାଁ ର ବିହା ପୋଗ୍ରାମ, ଇ ଅର୍କ୍ରିଷ୍ଟା ପାଟି କେତେ ଟଙ୍କା ନେଉଛନ?

    • @manojpradhjan30
      @manojpradhjan30 7 หลายเดือนก่อน +4

      51 tanka. Tika babadre Au gadi bhada

    • @user-Dhiresh4pt4o
      @user-Dhiresh4pt4o 7 หลายเดือนก่อน +5

      Sat katha ne Orkestra party ne
      Laaj nai e man k prahari k jai kari enta karuchan j

    • @TradeWithAshish
      @TradeWithAshish 7 หลายเดือนก่อน +2

      cement nagar ....
      bardol...bargarh

    • @theriseingsambalpur8780
      @theriseingsambalpur8780 7 หลายเดือนก่อน +5

      Mgh mane bajha pagal bag or nachuchan bo

    • @mythicclaw2616
      @mythicclaw2616 7 หลายเดือนก่อน +2

      Maa melody kaen j ho

  • @DagreswarPatel-w9i
    @DagreswarPatel-w9i 8 หลายเดือนก่อน +45

    ଯଜ୍ଞ କରୁଛ କି ଦଣ୍ଡ କରୁଛ ଇଟା ପରେ ମହା ମନ୍ତ୍ର ଏ ଯଜ୍ଞ କେ ବଦନାମ ନାଇଁ କର ଯଜ୍ଞ କେ ଯଜ୍ଞ ବାରି ନାଚ ଇଟା କେ ଦଣ୍ଡ ନାଇଁ କର 🙏🙏🙏

  • @manojpradhjan30
    @manojpradhjan30 7 หลายเดือนก่อน +33

    ରାମୋ କୃଷ୍ଣ ଛାଡ଼ି କି ରୁକୁ ସୁନା କି ସାନ୍ତାନୁ ଗୀତ ହେଲେ ଗାଇଟୋ ପାପି ମାନେ ଆଉ ଥରେ ଯଦି ଦେଖିବି ରିପୋର୍ଟ ମାରି ଦେବୀ 100 କି 200 ଆକାଉଣ୍ଟ ରୁ ? ଜୟ ଶ୍ରୀ ରାମ

  • @subhendukumarsingh7342
    @subhendukumarsingh7342 7 หลายเดือนก่อน +5

    ଇ ପ୍ରକାର ଜିନିଷ କେ ନାମଯଜ୍ଞ ଥୀ Promote ନି କରବାର କଥା.
    ପୂଜା କମିଟି ର ଭି ଦୋଷ ଅଛେ

  • @subashhati5678
    @subashhati5678 7 หลายเดือนก่อน +33

    ବାହାଘର ହେଉଛି କି

  • @chintamanibag9309
    @chintamanibag9309 7 หลายเดือนก่อน +27

    Eta kirtan party nai se😊😊😊 Arkesta party hai

  • @hemantasahu9898
    @hemantasahu9898 7 หลายเดือนก่อน +38

    ହଇରେ ମାଗିଆ ଗୁଡ଼ାକ କଣ ହଉଛ

    • @manasbisi7124
      @manasbisi7124 5 หลายเดือนก่อน

      😂

    • @Rashmishika
      @Rashmishika 5 หลายเดือนก่อน

      Pgl au kn re nachu6n

    • @RajuBagh-k2j
      @RajuBagh-k2j 4 หลายเดือนก่อน +1

      Tor ghare gehuchan

  • @Akanhababu
    @Akanhababu 7 หลายเดือนก่อน +19

    ମେଲୋଡି କେତେଟଙ୍କା

  • @sushantanaik5388
    @sushantanaik5388 7 หลายเดือนก่อน +7

    ମୁନୁଷ ସୁରେ ରହ ପଶୁ ନାଇହ

  • @binodmajhi849
    @binodmajhi849 6 หลายเดือนก่อน +13

    ନାଚବାଟା ଟିକେ ହେଲେ ସୁନ୍ଦର ଲାଗତା
    ବରାତି ନେ ନାଚବାଟା ଭଲ ଅଛେ

  • @keshabmajhi6218
    @keshabmajhi6218 9 หลายเดือนก่อน +15

    ନାମ ଯଗ୍ଯ କେ ଯଗ୍ୟ ଭଳିଆ କର ନୁ ବୋ।। ଏନ୍ତା ଟା ବୈଠକି ନେ ହେଲେ ଚଳିଯିବା।।

  • @DuraRana-cz1cl
    @DuraRana-cz1cl 6 หลายเดือนก่อน +9

    କୀର୍ତ୍ତନ ନାଚୁମାନକେ ଟିକେ ଲାଜଲାଜବର କଥା ଏ ଭଗବାନ ର ନାଁ ଟି ଏଟା anta କରବାର କଥା nei ସେ ❤❤

  • @pokshfid025
    @pokshfid025 8 หลายเดือนก่อน +8

    Barati nuhe daa e taa , aamar ସଂସ୍କୃତି k kanje entaa ବୁଡୋଉଛ

    • @ashisbhue1621
      @ashisbhue1621 7 หลายเดือนก่อน

      Rangin kirtan aae bo tue nae jani kn

    • @dharmrakshak603
      @dharmrakshak603 7 หลายเดือนก่อน

      ​@@ashisbhue1621mor ban bagi rangin kirtan kn ita

    • @jayajuktahans8410
      @jayajuktahans8410 4 หลายเดือนก่อน

      Sanskruti gaya maa chudane

  • @mahendraamari
    @mahendraamari 5 หลายเดือนก่อน +6

    ପାଗଳ ସଲେ ଆଉ ଇ ଗାଁ ର ଲୋକ ମାନେ ବି ପାଗଳ ହାରାମି ଅନ

    • @rashmitamajhi5839
      @rashmitamajhi5839 4 หลายเดือนก่อน +1

      Right Bhai .....
      Paisa tanka achhe hele ଗରିବ ଲୋକ କେ ଦିଅ।e namajangya thi arkesta karna loka ke nahi .maprabhu nam thi ଏମାନେ kalanka ହେ।ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବା

    • @mahendraamari
      @mahendraamari 4 หลายเดือนก่อน

      @@rashmitamajhi5839 hm

    • @panchparivaryoutubechannel7123
      @panchparivaryoutubechannel7123 3 หลายเดือนก่อน

      ଉଦଣ୍ଡ କୀର୍ତ୍ତନ କଲେତ ପହେଲା ତୁଇ ନାଇଦେଖୁ ନ ଆର୍ କାଣା କହୁଛୁ ଟୁକେଲ୍ କୀର୍ତ୍ତନ ଦେଖ୍ ବାର୍ କେ ମରିପଡ୍ ବୁ ଧୁତୁମ୍ ନେହେ ତ

    • @premartskashipur7027
      @premartskashipur7027 หลายเดือนก่อน

      Faltu kirtan party au Puja kamiti, Laj lagiba katha Paisa deba loka manku,Dharma chhadigala ho ram au krushna na ku kalankita karuchhanti emane.

  • @ଗୁରୁଖଗେଶ୍ୱରସୃତିରେBhojarajoffic

    Tame mane ଉଦଣ୍ଡି ଦେଖ ହୋ ଇଟା କଲି ଯୁଗ ନୂଆ ନୂଆ style houchhe

  • @ranjitkumarpadhan8856
    @ranjitkumarpadhan8856 7 หลายเดือนก่อน +1

    ଭାଇ ମାନେ ଭଲ ତ ନାନୁଛ ଯେ ନାମ ଜାଗାକେ ଆସିଛ ନାମ କର
    ତମେ ତ ମେଲୋଡି କରିଦେଲା ନ

  • @rajeshchhatria3228
    @rajeshchhatria3228 6 หลายเดือนก่อน +3

    କୃଷ୍ଣ ନିଜେତ ଭେସୁଆ ଥିଲା ଆଉ ତାର୍ ଭକତ ମାନେ ଅର୍କିଷ୍ଟା କଲେ ଲୋକର କାଜେ ଫାଟୁଛେ।

    • @missnamita9408
      @missnamita9408 6 หลายเดือนก่อน +1

      Thik

    • @Mantubhesra
      @Mantubhesra 6 หลายเดือนก่อน

      Thik 😂😂😂

    • @saswatsahoo7434
      @saswatsahoo7434 6 หลายเดือนก่อน

      Thik kahla daa😂

    • @rabisahu552
      @rabisahu552 24 วันที่ผ่านมา

      Tui bhaban au k

  • @rajinmajhi7113
    @rajinmajhi7113 7 หลายเดือนก่อน +1

    କୀର୍ତ୍ତନ k ତୋ ତୁମେ ମାନେ ଅlର୍କିଷ୍ଟା ବନେଇ ଦେଲେ Bo ଧିକ ତୁମର ଜୀବନ ରେ ବାବୁ ମାନେ

  • @nikipradhan5064
    @nikipradhan5064 6 หลายเดือนก่อน +3

    ଇ କୀର୍ତ୍ତନ ପାଟିର ଗୁରୁ କେ ଲାଜ ଲାଗବାର କଥା
    ରାମ କୃଷ୍ଣ ନାମରେ ୟେ ମାନେ କଣ ହେଉଛନ୍ତି କେଜାଣି

  • @sachinbhoi5966
    @sachinbhoi5966 7 หลายเดือนก่อน +9

    ETA kirtan Nuheshe

  • @firojkumarsahu9475
    @firojkumarsahu9475 5 หลายเดือนก่อน

    ଘୋର୍ କଳିଯୁଗରେ ଭାଇ
    ଇ ମନଙ୍କେ ତ ଛାଡ଼
    ଇଟା ଦେଖ୍ ବାର୍ ଲୋକ କେ ବି ମହା ପାପ ଆଏ
    ଆର୍ ହେ କର୍ତ୍ତା ମହାଶୟ ଆଜ୍ଞା ଆପଣ କୁ ଆର୍ କାଣା କହେମି................

  • @debenpatra7390
    @debenpatra7390 7 หลายเดือนก่อน +4

    Kenar melody party ho vai aama gaon Holi ke aasba kain ...

  • @rameshbishi3203
    @rameshbishi3203 6 หลายเดือนก่อน +1

    ନଗିଲି କିତ୍ତନ(ଭଏଁସ ଗୁରୁ ହେଇଥିବା) 😊😊😊

  • @MahaBharatChannel
    @MahaBharatChannel 6 หลายเดือนก่อน

    ସୁଟିଙ୍ଗ କରୁକେ ଳାଜ ଳାଗିବାକଥା ଭିଉ ବଢୁ ବୋଲି ସୁଟିଙ୍ଗ କରୁଛୁଜେ ହେନ୍ତା ନାଚୁଛଜେ ମଜାଳାଗୁଛେକେ ମନାକରତ କିନି ବୋ ସୁଟିଙ୍ଗ କରୁ

  • @rashmitamajhi5839
    @rashmitamajhi5839 4 หลายเดือนก่อน

    Bhai Paisa tanka achhe hele ଗରିବ ଲୋକ କେ ଦିଅ।e namajangya thi arkesta karna loka ke nahi .maprabhu nam thi ଏମାନେ kalanka ହେ।ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବା

  • @PENAMBHOI
    @PENAMBHOI 4 หลายเดือนก่อน

    ଇ ମାନେ କୀର୍ତ୍ତନ ର ନାଆଁ ରେ Archestra Program କରୁଛନ୍ 🤣🥺😠,,, ଏ ଭାଇମାନେ ଏନ୍ତା Dance karba bele ja Biha barati ne karba.

  • @Kabitarout-gp6pm
    @Kabitarout-gp6pm 6 หลายเดือนก่อน

    ଏ ବର୍ଷ ଜିତି ଗଲା ଏ ତା ପାଟି ନାଚୁ ଛନ୍ ଯେ କିଏ କିଏ ପଇସା ଦଉଛନ ଯେ ଇ ମାନେ ପଇସା ଜହ୍ ହୋଇଛେ ଇ ସଲେ ନାଇ ସୁଦୂର୍ ନ

  • @suraj..padampuriaa1362
    @suraj..padampuriaa1362 4 หลายเดือนก่อน

    କେନ୍ DJ ଗାଡ଼ି ଉପରେ ନଚା ନୁଚି କର, ଭଲ ଦିଶବା, କିର୍ତନ୍ କେ ବଦନାମ୍ ନାଇ କର... ଆଉ ଜେନ ମାନେ ପଇସା ଦେଉଛନ୍, ସରମ୍ ସୁରମା ଟିକେ ଲାଗବାର୍ କଥା... କେନ୍ ଡାନ୍ସ ବାର୍ ରେ ଯାଇ କରି ଝିଣ୍ଟ, ଭଲ ଦିସବା....

  • @judhisthirgoudgoodmorningg2665
    @judhisthirgoudgoodmorningg2665 ปีที่แล้ว +3

    ଇ ମlନ୍କର କlଣl k ଦେଖି କରି ଲୋକ ପଇସା ଦଉଛନ ହୋ

  • @jibananandasahu
    @jibananandasahu 7 หลายเดือนก่อน +1

    ଗଣ୍ଡା ବାଜା ଆଏ

  • @bhagirathitandi1431
    @bhagirathitandi1431 4 หลายเดือนก่อน

    କୀର୍ତ୍ତନ କେ ତମେ ଭ୍ରଷ୍ଟ କରୁଛ
    ତମକେ ନର୍କ ରେ ଵୀ ଜାଗା ନାଇଁ ମିଲେ
    ଏତକି ନାଚ ଜନିଛ ବଳେ ସମ୍ବଲପୁରୀ ଆଲବମ ରେ ନାଚ

  • @chitta388.....
    @chitta388..... หลายเดือนก่อน

    ଏନ୍ତା ପାର୍ଟି ଲାଗି ଦିନେ କୀର୍ତ୍ତନ ନାମ ଟା ବୁଡି ଯିବା 🙏ସଲେ କୀର୍ତନ କର ଦଣ୍ଡ ନି କର ରେ ଧନ୍ୟବାଦ ସେ ମେହେଜି ମାନଙ୍କୁ ଭି ଏନ୍ତା ଟା କେ ପଇସା ମାରୁଛନ 😄

  • @manojpradhjan30
    @manojpradhjan30 7 หลายเดือนก่อน +2

    ଆପଣ ମାନେ ସବୁ କଣ ଭାବୁଛନ ନାମୋ ସଙ୍କୀର୍ତ୍ତନ କୁ ଡାନ୍ସ ଧମାଲ ଭାବୁଛ କୀ କଲି ଯୁଗରେ ଏନ୍ତା ହେଉଛି ବୋଧେ 😢😢😢

  • @SridharGoud-zq8ez
    @SridharGoud-zq8ez 7 หลายเดือนก่อน +4

    Eta melody ke ho

  • @rajendrabanka6623
    @rajendrabanka6623 5 หลายเดือนก่อน

    ଜେନ ମାନେ ଇ ମାନଙ୍କୁ ପ୍ରଶଂସା କରୁଛନ ଆଉ ପଇସା ଉଲେନ୍ ଦଉଛ ହେମାନକର ମୁନୁଶ ବୁଦ୍ଧି ଅଛେ କି କୁକୁର କୁକୁର ଜନମ ହେଉଥିଲେ

  • @Pravin737
    @Pravin737 6 หลายเดือนก่อน

    ଇ ମନକୁ ଯିଏ ଡାକୁଚେ ସେ ଏନ୍ତା କରୁଚତ ବଲି ଜାଣି କରି ଡ଼ାକୁଛେ
    ଯେ ଡ଼ାକୁଛେ ସେ ବଡା ଫାଲତୁ ଲୋକ

  • @sambalpur57
    @sambalpur57 7 หลายเดือนก่อน +2

    କୀର୍ତ୍ତନ କରି ନି ଜାନ ବାର ଇ ପାଟି କେ ଯେ ନେଲେ ତକର ଗାଁ ର ମଙ୍ଗଳ ନି ହଏ

  • @jdsabarbabu8771
    @jdsabarbabu8771 5 หลายเดือนก่อน

    କେନ ଗାଁହାର ମାଘୀଆ ମନେରେ, ଲାଜ ଲାଗବାର କଥା...

  • @smihh8604
    @smihh8604 5 หลายเดือนก่อน +1

    ଏ କର୍ମ ର ଫଳ ତୋ ନିଶ୍ଚୟ ଭୋଗିବ, ଭଗବାନ କେବେ କ୍ଷମା କରିବେନି😌😌

  • @bhagirathitandi1431
    @bhagirathitandi1431 4 หลายเดือนก่อน

    ତମକୁ କେନ୍ ଗୁରୁ କୀର୍ତ୍ତନ ସିଖାଇଛେ ତାର ମୁହେ ଜୁଏ ଲାଗୁ

  • @farmingsalutations6836
    @farmingsalutations6836 6 หลายเดือนก่อน

    ହଏ ବୋ ମାଖନ୍ ତୁନ୍ ମନେ କୀର୍ତ୍ତନ କରୁଛ କି କଣା ବୋ ରଡ଼ି ଛାଡୁଛ ଯେ ମର୍ବ ରେ ପୁହେ ତୁମର ବୁହା ନି ବଞ୍ଚ

  • @rajeshchhatria3228
    @rajeshchhatria3228 6 หลายเดือนก่อน +4

    ମାଡିଚାଲ ଯାହାର ଫାଟୁଛେ ଫାଟୁ ।

  • @manojpadhan143
    @manojpadhan143 6 หลายเดือนก่อน

    ଛି ଛି ଛି କୀର୍ତନ ନାଁ ରେ ଓରକେଷ୍ଟ୍ର କରୁଛନ ଟିକେ ଲାଜ ଲାଗୁଛେ କି ନାଇଁ ଏମାନ କେ

  • @lalitnaik
    @lalitnaik 7 หลายเดือนก่อน +2

    ନଚୁଛନ୍ ଖାଲି ପାଳିଆ କିଏ ଧର୍ବା

  • @rajendrabanka6623
    @rajendrabanka6623 5 หลายเดือนก่อน

    କିଏ ଜଣେ ହେଲେ ତମକୁ ଭଲ କରୁଛ କହୁଛନ୍ କାଇଁ ରେ ସଲେ! ହେତିରୁ ଅନୁମାନ କର ରେ ପୁହେଁ ଯେ ତୁମେ ମାନେ କାଣା କରୁଛ ଯେ! ସୁଧରି ଜ ରେ କୁକୁର ମାନେ

  • @tankabachha377
    @tankabachha377 7 หลายเดือนก่อน +1

    ଭଲ ନାଚୁଛ ଭାଇ କିନ୍ତୁ ମୁରଖ ପ୍ରଦଶନ ଏଏ 1 2 3 4 ଏକଣ ନାମ ଏଟା ମଦୁଆ ପଦଶନ

  • @mandharmajhi6058
    @mandharmajhi6058 6 หลายเดือนก่อน +1

    ଏମାନେ ଏନ୍ତା କୀର୍ତ୍ତନ କରୁଛନ୍ ଯେ ଦେଖବା ଲୋକ କେ ଲାଜ ଲାଗୁଛି ଏମାନେ ଭଗବାନ ର ନାମ କେ ବଦନାମ କାରୁଛନ ଭଗବାନ ର ନାମ କେ ଭଲସେ ଜପ ନ ହେଲେ ଅଧିକ ଅଧର୍ମ ହେବା କଲି ଯୁଗ ଜଲଦି ସରିଯିବ

  • @sushantanaik5388
    @sushantanaik5388 7 หลายเดือนก่อน +1

    ଲଜ୍ୟା ବେସରମ କୀର୍ତନ ନୁଁହେସେ କୁରତୁନା

  • @ashokbag9164
    @ashokbag9164 4 หลายเดือนก่อน

    ଲାଜ ନାଇ ଲାଗ ବାର ଏନତା କମେଣ୍ଟ କରୁଛ😡😡

  • @attitudekg
    @attitudekg 6 หลายเดือนก่อน

    ତମେ ଆକା କୀର୍ତ୍ତନ କୁ ବଦନାମ କରୁଛ labd e

  • @rameshpunji1144
    @rameshpunji1144 8 หลายเดือนก่อน +2

    Bhai aamar Hari Naam k enta lok Mane badnaam karuchhan

  • @SBidyadhar
    @SBidyadhar 7 หลายเดือนก่อน +1

    Arkesta ru khedi dele k boye babu mane j kirtan re asi kari bhagwan ra na k badnam karu cha

  • @ajaybhoi7436
    @ajaybhoi7436 7 หลายเดือนก่อน +1

    Kirtan khol jaga re ta ganda baja baju chhe bele bete usrau chhan

  • @JungleKiRani
    @JungleKiRani ปีที่แล้ว +4

    Big lk Good morning have a great day 🌅 beautiful vlog sharing brother 🤗

  • @basudev_officially9516
    @basudev_officially9516 7 หลายเดือนก่อน +2

    ପାଗଳ ହେଲ ନ କାଏଁ ରେ

  • @rajeshofficial8329
    @rajeshofficial8329 4 หลายเดือนก่อน +1

    Bhagwan V Darhe Palabe Re Bua Jen Hisabe Hau6e J......😱😱

  • @DamodarKuanr-xb6hn
    @DamodarKuanr-xb6hn 3 หลายเดือนก่อน

    ଏନ୍ତା ପାଟି କେ ଆମର୍ ଆଡେ ଚପଲ ମାଲ୍ ଉଲାବେ

  • @tapanbhoi5724
    @tapanbhoi5724 7 หลายเดือนก่อน +5

    Archestra nachi jai cha na bo pile mane nam bele kana jani cha bi tume mane ky

    • @ahalyaranidip6931
      @ahalyaranidip6931 4 หลายเดือนก่อน

      ଯେଉଁମାନେ ଏଇ ପାଗଳ ମାନଙ୍କୁ ଟଙ୍କା ମରୁଛନ୍ତି।ସେମାନେ ଲକ୍ଷ୍ମୀ ଙ୍କୁ ଅସମ୍ମାନ କରୁଛନ୍ତି।ଏଥିପାଇଁ ପରେ ତାଙ୍କୁ ବହୁତ୍ ଅନୁତାପ କରିବାକୁ ପଡ଼ିବ।

  • @Pushparamgumshumcreation
    @Pushparamgumshumcreation 6 หลายเดือนก่อน +3

    Super dance❤❤❤❤

  • @rkp6620
    @rkp6620 6 หลายเดือนก่อน +1

    କେନର Archestra ପାଟି ଟେ

  • @bishokchand5097
    @bishokchand5097 5 หลายเดือนก่อน

    ଛି ଛି ରେ କୀର୍ତ୍ତନ ନଚୁଛ ki kana re

  • @PustamJagat-l9p
    @PustamJagat-l9p 6 หลายเดือนก่อน

    କୀର୍ତନ ୟ କି ବରାତ ଜିଛତ ପରସେ ସନ ଚାଲିଛେ

  • @TUNAGAMING-sc9we
    @TUNAGAMING-sc9we 5 หลายเดือนก่อน

    ପହଁରି କରୁଛନ୍ କି melody କରୁଛନ୍ ଛି ଛି

  • @rihan1475
    @rihan1475 7 หลายเดือนก่อน +4

    Dance bhal hi che baki biha ghare bhal lagithita

  • @tanmayapujhari7824
    @tanmayapujhari7824 ปีที่แล้ว +1

    ମେଲୋଡି ନାଚରେ ଭାଇ ଖୋବ ପ‍ଏସା
    କମାବ ଏତକି 😀😀😀😀

  • @buluchandi8573
    @buluchandi8573 4 หลายเดือนก่อน

    Melody gute khulare magye

  • @BBKHABARBhairababhue
    @BBKHABARBhairababhue 6 หลายเดือนก่อน

    ସଭେଁ ଏତେ ହୁଡଲନ ଯେ ମତେ ଆଉ ହୁଡାବାର୍ କେ ମନ୍ ନାଇଁ ଲାଗବାର୍ ଫେର୍ ବି ପଦେ ହୁଡିଦେସି ।। ରୁଘାସଲେ....

  • @ManaranjanBhoi-ch9ws
    @ManaranjanBhoi-ch9ws 6 หลายเดือนก่อน +2

    Gali nai kara bhai mane dance ta karu 6an modern jug hela pare

    • @Tanmaya663
      @Tanmaya663 5 หลายเดือนก่อน

      Tamke bhagban munush janam dei6n kn hela j ho agya bujhi paru6 ki nai

  • @DuleswarMajhi-vf1ic
    @DuleswarMajhi-vf1ic 4 หลายเดือนก่อน +1

    Melody party ken bo ye ye kahi kari nachu chha je man mane😅😅😅😅

  • @SabarBabuProduction
    @SabarBabuProduction 6 หลายเดือนก่อน

    କେନଗାର ମେଲୋଡି ବେଲେ

  • @Bhavana983
    @Bhavana983 6 หลายเดือนก่อน

    ନିଜର ରାଜନୀତିକ ଫାଇଦା ଲାଗି ଲୋଗ୍ ପ୍ରଭୂ ଶ୍ରୀ ରାମଙ୍କର ନାଆଁର ଯେନ୍ତା ଗଲତ ଇସ୍ତେମାଲ କରୁଛନ,, ସେନତା ଟଙ୍କା ଲାଗି ବୋଲି ଲୋକ ଭଗବାନ୍ ଙ୍କର୍ ନାମ୍ ସଂକୀର୍ତ୍ତନ କେ ବି ମଜାକ୍ ବନେଇ ଦେଲେ😢😢

  • @-RB82
    @-RB82 6 หลายเดือนก่อน

    ନା କୀର୍ତନ ର ଖୋଲ ବାଜୁଛେ ନା ମଞ୍ଜିରା, ଇମାନଙ୍କୁ ଯିଏ ଡାକିଛେ ସେ ଶଳା ପାପି ଟା, ରଙ୍ଗି କୀର୍ତ୍ତନ କେ ଇ ସଲେ ଖରାପ କଲେ, ହଏ ବୋ ନାଚ ଦେଖବାର ଅଛେ ବେଳେ ରୁକୁ ସୁନା କି କେନ ଆର୍କିଷ୍ଟା ଡାକି କରି ତମର ଗାଁ ନ ନାଇଁ ଦେଖତ କୃଷ୍ଣ ନାମ ରାମ ନାମ ଥି ଯେନ ଧନ୍ଦା କରୁଛ ଛି ଛି

  • @SureshHati-vx2nj
    @SureshHati-vx2nj 7 หลายเดือนก่อน +2

    ବାହାଘରରେ ଚଲବା

  • @UmakantKanhar-vl7bw
    @UmakantKanhar-vl7bw 6 หลายเดือนก่อน

    ଭଗବାନ ଏମିତି ଆଗରୁ ନାଚ କରିଥିଲେ କି ରାମ ନାମ ଧରିବା ଦେଖି ଥିବେ ତେଣୁ ନାଚ ଦେଖାଉ ଛନ୍ଥି ଲାଜେଇ ବା କଥା ପକ୍କ୍ରତ ମହା ମନ୍ତ୍ର ନାଚ କରନ୍ତୁ ନ ହେଲେ ରାମ ନାମ ଛାଡି ଦିଅନ୍ତୁ ଅପମାନ ବଗଭଆନ ଙ୍କୁ ଦିଅନ୍ତୁ ନାହିଁ ସମସ୍ତେ ହଆଶ୍ୟଆ କରିବେ

  • @sudarsunnag866
    @sudarsunnag866 8 หลายเดือนก่อน +1

    E manke laj lagibar Katha

  • @BhaktaRana-m9n
    @BhaktaRana-m9n 4 หลายเดือนก่อน

    Danda pati k ho

  • @tejarajcreation4446
    @tejarajcreation4446 6 หลายเดือนก่อน

    ଇଟା ତମେ କୀର୍ତ୍ତନ ନାଇ ଭଗବାନ୍ ର ନା ରେ ଗୁଟେ କଳଙ୍କ ଆୟେ ହୋ ତମେ ଛି ଛି

  • @brahmasingmajhi5968
    @brahmasingmajhi5968 6 หลายเดือนก่อน

    ଅତ୍ୟାଧୁନିକ ଦଳ 2040 ପରେ ଅନ୍ତା ହିଁ ଦଳ ମାନେ ବାହାର ବେ

  • @Bhavana983
    @Bhavana983 6 หลายเดือนก่อน +1

    ନିଶବ୍ଦ 😢😢

  • @lrspresent4181
    @lrspresent4181 6 หลายเดือนก่อน +1

    Kali jugar Krishna to banigala Radha Khali baki rahela

    • @nikipradhan5064
      @nikipradhan5064 6 หลายเดือนก่อน +1

      ରାଧା ବି ବାକି ନାଇନ tukel କୀର୍ତ୍ତନ ତି ବାହାର୍ଲେନେ ରାଧା ମନେ

  • @ParikhitaKanhar-s2n
    @ParikhitaKanhar-s2n 6 หลายเดือนก่อน +1

    Jen mane nachu chan hare krusna ni gabar

  • @sushantaseul9027
    @sushantaseul9027 6 หลายเดือนก่อน

    ଲାଜ ଟିକେ ଲାଗବାର କଥା 😡😡😡

  • @motinag5364
    @motinag5364 7 หลายเดือนก่อน +1

    Pagal hai gal kny bo

  • @nirakarsahu8321
    @nirakarsahu8321 6 หลายเดือนก่อน +1

    😂😂😂 melody

  • @kishorkumbhar6102
    @kishorkumbhar6102 3 หลายเดือนก่อน

    Bhai re je v video upload kari6 se pahela (kaliyuga mahamantra Jan pahela) teheru (you tube) upload karbu
    Au gute question karmi ki (cement fectory) guru 🙏🙏🙏🙏 Khageswar /shot name BAYAKA= Khali.. GAYAKA= kaybrat...
    Au dance Katha kana kahemi(you tube) janba
    JEDKI BAUNSA KE SETKI PULA......

  • @Mallik-vlog1562
    @Mallik-vlog1562 6 หลายเดือนก่อน

    😂 ମାଗିହା ମାନେ

  • @jashobhai3279
    @jashobhai3279 6 หลายเดือนก่อน

    କଣ ଇଟା ମଦ କୋଠୀ କେ ,,, ଛି ଛି ସଂକୀର୍ତ୍ତନ ମଣ୍ଡଳୀ କେ ଅପମାନ କରୁଛ ।

  • @OnlineVG-ex3hv
    @OnlineVG-ex3hv 3 หลายเดือนก่อน

    ଗାଏ ଗୁଡ଼ାକ

  • @JasobantaChhatar-i3x
    @JasobantaChhatar-i3x 6 หลายเดือนก่อน +1

    O😂😂😂😂😂😂😂

  • @ABarsha1215
    @ABarsha1215 6 หลายเดือนก่อน

    ଇଏ ବୁଆଗୋ 😮 ଇଟା କୀର୍ତ୍ତନ ଆଏ କି ଅର୍କିଷ୍ଟା 😂😂😂

  • @BkrishnaDharua
    @BkrishnaDharua 5 หลายเดือนก่อน +1

    ❤❤❤❤❤❤❤❤❤❤💖💖💖💖😘😘👌👌👌👌👌

  • @rameshpunji1144
    @rameshpunji1144 8 หลายเดือนก่อน +3

    Ken archrest k ja bhal heba

  • @piyushcreation009
    @piyushcreation009 6 หลายเดือนก่อน

    Kirtan karuchat ki bartia jauchat .........sabu faas kari dele na...bhagbankar naa re v......

  • @RajkumarBharasagaria
    @RajkumarBharasagaria 4 หลายเดือนก่อน

    Ken sikhala danda nachabata 😂😂😂 tamke dekhikari bhagban palalana

  • @Niharika-B90
    @Niharika-B90 7 หลายเดือนก่อน +4

    Kain Danda ho eta

  • @rajib3057
    @rajib3057 6 หลายเดือนก่อน +2

    Kirtania gaon enta party k nai dake

  • @mukeshbhoi6733
    @mukeshbhoi6733 6 หลายเดือนก่อน

    E tukel mankubi lajlagbar kathaj paesha ulau6ta

  • @DamodarKuanr
    @DamodarKuanr 6 หลายเดือนก่อน

    ଇମାନେ କୀର୍ତ୍ତନ ନାଚ୍ ବେ ଗେ ହୋ ଇଟା ତ ଅର୍କେଷ୍ଟ୍ରା ନାଚୁଛନ