Wohhhhh❤❤❤❤❤❤❤Very Very sweet and unique voice🎉🎉🎉🎉🎉🎉🎉🎉🎉 Carry on your journey 😀 😊 ✨️ you must reached your goal🎉🎉🎉 God bless you🙏🙏🙏🙏🙏🙏🙏🙏Jai Jagannath 🙏🙏🙏🙏🙏🙏🙏🙏🙏
This is my 87th time listening this song..❤❤ And still getting the same goosebumps in every bit.....❤❤ Thank you trilochan Bhai for this beautiful song...❤
ତ୍ରିଲୋଚନ ଭାଇ ମା ସରସ୍ୱତୀଙ୍କ ଦାନରେ ଭରି ରହିଛି ଆପଣଙ୍କ କଣ୍ଠର ଯାଦୁ, ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଏହି ଭଜନ ଗାଇ ଶୁଣାଇଲେ ଏହା ନୂଆ ଆମ ଓଡିଆ ଜାତି ପାଇଁ, ହୃଦୟ ଜିଣିବା ଭଳି। କୋଟି ପ୍ରଣାମ 🙏💐💐💐 ଭଗବାନ୍ ମଙ୍ଗଳ କରନ୍ତୁ ଆଗକୁ ବଢି ଚାଲୁ ଆପଣଙ୍କର ଏପରି ଭାବର ଭଜନ ଗୁଡିକ,ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏
Merako kya
जय श्री राधे ...जय जगन्नाथ ।।
ତ୍ରିଲୋଚନ ଭାଇଙ୍କୁ ହୃଦୟରୁ ପ୍ରଣାମ ।।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।
ବାଃ ଭାଇ ଚମତ୍କାର ଗାଇଛନ୍ତି l ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି ଆପଣଙ୍କୁ l ଜୟ ଶ୍ରୀଜଗନ୍ନାଥ 🙏
ତୁମର ଏହି ଜୀବନ ସାର୍ଥକ ହେଇଗଲା
ଜଗନ୍ନାଥ ଙ୍କ ଆଶୀର୍ବାଦ ନହେଲେ ଭକ୍ତି ଭଜନ ଏମିତି ହୃଦୟ କିଣିନେଲା ଭଳି ଭଜନ ଗାଇବା ଅସମ୍ଭବ...
ଜଗନ୍ନାଥ ଙ୍କର ଏହିଭଳି ଆହୁରି ଭକ୍ତି ଭଜନ ଗାଇକି ବହୁତ ଆଗକୁ ଯାଆନ୍ତୁ..❤️❤️❤️.
ଜୟ ଜଗନ୍ନାଥ 🙏🙏🙏
ବହୁତ ସୁନ୍ଦର ଗୀତ ରଚ଼ନା କଣ୍ଠଦାନ ସହ ସଂଗୀତର ତାଳେ ତାଳେ ଗୀତିଟି ଶ୍ରୁତି ମଧୁର....
ଜୟ ଜଗନ୍ନାଥ🙏🏿
ଜୟ ଜଗନ୍ନାଥ 🌹🌹🌹
1
4:34 @@adarshmohantycreation
ଜୟ ଜଗନ୍ନାଥ ବହୁତ ସୁନ୍ଦର ଗିତ ❤❤❤❤❤
ଜୁନିୟର ଅରବିନ୍ଦ ମୁଦୁଲି , ଗୀତର ଲେଖା , ସ୍ୱର ସଂଯୋଜନା ସାଙ୍ଗକୁ ତୁମର ଗାଇବା ଶୈଳି ଅତି ଚମତ୍କାର । ବହୁତ୍ ବହୁତ୍ ଧନ୍ୟବାଦ୍
What a unique voice Brother?❤
ତ୍ରିନାଥ ବାବୁ ତୁମ କଣ୍ଠ ଭଲ ହୋଇ ପାରେ କିନ୍ତୁ ଏ ଗୀତ ପାଇଁ ଏ କଣ୍ଠ ଉପଯୁକ୍ତ ଆଉ ଗୋଟିଏ କଥା ହେଲା କଳାକାର ଗର୍ବ କରିବା ଠିକ୍ ନୁହେଁ
ତ୍ରିଲୋଚନ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଓଡ଼ିଶା ର ଭଜନ ସମ୍ରାଟ ଭିକାରୀ ବଳଙ୍କ ପରଲୋକ ଗମନ ପରେ ଆମେ ଜଗନ୍ନାଥ ଙ୍କ ଭଜନ ପ୍ରେମୀ ମନ ମଧ୍ୟରେ ଖୋଜୁଥିଲୁ ଆଉ କିଏ ଆମର ଅନ୍ତର ଆତ୍ମା କୁ ଶୀତଳ କରିବ? ବହୁତ ଜଣାଣ, ଭଜନ ଗାୟକ ଅଛନ୍ତି ହେଲେ ଆପଣଙ୍କ କଣ୍ଠ ର ଯାଦୁ, ମିଠାସ୍, ଆଉ ଶୃତି ମଧୁରତା ଅନନ୍ୟ।ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଆପଣ ଏହିପରି ସଦାବେଳେ ଗାଇ ଆମର ମନକୁ ପବିତ୍ର କରନ୍ତୁ।
ଜୟ ଜଗନ୍ନାଥ 🙏🙏🙏
ବହୁତ ସୁନ୍ଦର ଭଜନ ବହୁତ ସୁନ୍ଦର କଣ୍ଠ ଜୟ ଜୟ ଜଗନ୍ନାଥ
ସୁନ୍ଦର୍ ଗାଇଲ
ଆଖିରୁ ଧାର ଧାର ଲୁହ ବୋହି ଆସିଲା ଏ ଭାବ ଏ ଠାଆଣି ବହୁତ ସୁନ୍ଦର ଭାବରେ ବୁଝାଇ ଦେଲ 🙏
ଅରବିନ୍ଦ ମୁଦୁଲଙ୍କ ଗୀତ ଶୁଣି ଲା ପରି ଲାଗୁଛି। ବହୁତ ସୁନ୍ଦର
ହେ ମହାବାହୁ ହେ ଚକାନୟନ ହେ ବଳିଆରଭୂଜ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ପ୍ରଣାମ ମଣିମା ଜୟ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ବହୁତ ହୃଦୟସ୍ପର୍ଶୀ ସୁମଧୁର କଣ୍ଠରେ ଭଜନ ଟି ମନକୁ ହୃଦୟ କୁ ବହୁତ ଛୁଇଁଲା
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏଇ ଭଜନ ରେ ଆମ ନାମ ର ,କିଛି ଦୃଶ୍ୟ ଆସିଥିବାରୁ ସିଦ୍ଧାର୍ଥ music କୁ ନାମ ର ସମସ୍ତ ସଦସ୍ୟ ଧନ୍ୟବାଦ ଜ୍ଞାପନ କରୁଅଛୁ 🙏🙏🙏🙏🙏
ଜୟ ଜଗନ୍ନାଥ 🙏
ବହୁତ ସୁନ୍ଦର
super bhajan jay jagannath
ବଢିଆ ❤❤❤❤
Trilochana bhai tame khali dharapada . Jagannatha nku kundheila vali alingana te debi .ta pare jai mo atma ku santi miliba
ବହୁତ ଭଲ ଗାଉଛ, ଇଶ୍ୱୋର ଆଗକୁ ବାଟ କଢ଼ାଇ ନିଅନ୍ତୁ ।
ଶ୍ରୀ ଅଙ୍ଗ ସେବାରେ ବରୁଣ ନନ୍ଦିନୀ
ସ୍ତୁତି ପାଠରେ ଗାନ କରନ୍ତି ବୀଣା ବାଦିନି
କଳାଶ୍ରୀ ବଦନ ଦରଶନ ପାଇ
ସିଂହ ଦୁଆରେ ଭିଡ଼ ହେଲାଣି ହେ ଜଗତ ସାଇ
ରତ୍ନ ପଲଙ୍କ ତେଜିଣ ହେ ଆସ
ତୁମେ ଦର୍ଶନେ ସର୍ବେ ସନ୍ତୋଷ
ଉଠ ଉଠ ସାଆନ୍ତ କେତେ ଯାଉଚ ନିଦ ।।
Very nice voice god bless you
Ati sundar bhajan🙏🙏
🙏🙏🙏🙏🙏 ଅତି ସୁନ୍ଦର
ଖୁବ୍ ସୁନ୍ଦର ମନପୁରି ଯାଉଛି
ତ୍ରିଲୋଚନ ଭାଇ ମୁଁ ପୁରା fan hei ଗଲାଣି ❤❤ ତମ voice ra fan ❤️
Bohut sunder voice ..... Mono bhakti re lagi jauchi tomo gito suniki 👌👌👌👌👌
Jai jagannath. Sweet voice like Arabinda Muduli.Dhanyabad.
ସୁନ୍ଦର୍ ଭଜନ ତ୍ରିଲୋଚନ ବାବୁ ଙ୍କ କଣ୍ଟ୍ଟ ରୁ ବହୁତ ଭଲ ଲାଗୁଚି ପ୍ରଭୁ ଜଗନ୍ନାଥ ଙ୍କ ଅଶ୍ରିବାଡ ରୁ ଖୁସୀ ରେ rahithaa ମୁ ଜଣେ ମାଉସୀ କହୁଛି
ତ୍ରିଲୋଚନ ବାବୁ. ଆପଣଙ୍କର ମଧୁର କଣ୍ଠ ଭଜନ ମୋତେ ଭଲ ଲାଗୁଚି l ମୁଁ ଜଣେ ବୃଦ୍ଧ ମଉସା l ଆଶୀର୍ବାଦ କରୁଛି ଉତ୍ତରୋତ୍ତର ଉନ୍ନତି କର ୍ଲ l ଜୟ ଜଗନ୍ନାଥ ll
ଜୟ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🌹🌹🌹🌹🌹🌹🌹🌹🌹🌹
ଜୟ ଶ୍ରୀଜଗନ୍ନାଥ ସ୍ୱାମୀ ଜୟ ଶ୍ରୀମାତା ମହାଲକ୍ଷ୍ମୀ 🙏🙏🙏
ATI Sundar Bhai 💐
Jay Jagannath 🙏
Jay Jagannath 🙏
Jay Jagannath 🙏
ରଯଚୂଋଋଋ😮😮😮😅😅଼୍ରରଧଧର।
।଼😊😅😅 5:45 5:45 5:45 5:45 5:45 5:45 5:45
।😅😊
😊😊
ଧନ୍ୟବାଦ୍ ହୃଦୟ ଛୋଇଲା ଭଲଲାଗିଲା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌼🙏🏻🐚🌼
Au thare asigale ki arbind ମୁଦୁଲି ସେଇ ଭଳି ଲାଗିଲା ଗୀତ ଶୁଣିକି ଜୟ ଜଗନ୍ନାଥ ତୁମ ଉପରେ କୃପା କରିଥାନ୍ତୁ ❤❤❤❤
ବହୁତ ସୁନ୍ଦର କଣ୍ଠ। ସୁଦର ରଚନା ଏବଂ ସୂର ସଯୋଜନା ।
ଜୟ ଜଗନ୍ନାଥ 🙏
ଓଁ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏🙏🌹🌹🌹🌹🌹👌👌👌
Our legendary singer Trilochan bhai🎼🎶🎵
Kmmmmmmmmmmmmmmmmmmmokmm😊o😊mk
ଅପୂର୍ବ ଆପଣଙ୍କ ଉପସ୍ଥାପନା
ଜୟ ଜୟ ଜଗନ୍ନାଥ ତୁମେ ସାହା ଭରସା
Bhajan samrat arabinda muduli nku ame apananka pakhare paiparuchu
❤ Dhanyawad ❤
Bahut sundar God bless U Always Bhai
Jay jagannath Swami ❤❤❤
Bhai ra kantha full masta
Soipadichhanti ta mahapravu Biswa mahapralaya chalichhi
Chamtakar ❤
Bahut sundar. Jagannath apannku sabubele bhalare rakhantu.emiti bhajan bharat basinku sunantu.........
Jay jaganath
ଭାବପୂର୍ଣ୍ଣ ଭଜନ ଟିଏ 🙏 ଜୟ ଜଗନ୍ନାଥ 🙏
Sundar Bhajana Trilochana.Thank you.God bless you.❤❤❤❤❤.
ଜୟ ଜଗନ୍ନାଥ ଅତି ଉତ୍ତମ କଣ୍ଠ
ଜୟ ଜଗନ୍ନାଥ ❤
ଜୟ ଜଗନ୍ନାଥ 🙏🏻🙏🏻🙏🏻🚩🚩🚩🛐🛐🛐🧡🧡🧡❤❤❤
Such a sweet god-gifted voice...amazing..a nice resemblance to celestial voice of great Aurobinda MUDULI Sir...💐💐💖
ତ୍ରିଲୋଚନ ଭାଇ ଜୟ ଜଗନ୍ନାଥ
AND ALSO THANKS TO PRASANTA SIR, KAANA MUSIC KARICHHANTI
ଜୟ ଜଗନ୍ନାଥ ସ୍ବାମୀ ❤❤
Bahut badhia laguchi arbinda muduli nka swara achi tenu continue kar Jai jagannath 🙏🙏🙏
ବହୁତ ସୁନ୍ଦର ଲାଗୁଛି ❤❤❤❤❤❤❤
Jay Jagannath Swami.Mahapravu nka Krupa barsa amiti hauthau.ati sundar bhajan
Beautiful tone
Best composition,
Best direction
Best music
Best Best best
Go ahead
Jay jagannath🙏
Jay badathakura🙏
Jay maa subhadra🙏
Jay maa mahalakshmi🙏
ଅତି ସୁନ୍ଦର ଭଜନ
🎉wonderful bhajan bahut sundar Jay jagannath😂😂😂
Jai shree jagannath he Prabhu apke shree charno me mera koti koti naman,❤❤❤
Jai jagannath, mu bahut khusi je epari arobinda mudulinku au thare pai, dhanyabad trilochana bhai, au epari eka sundar bhaba purna gita pain
ବହୁତ୍ ସୁନ୍ଦର ସ୍ୱର ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ମନ୍ଦିର
Jay Jagannath bahut sunder Bhajan
God bless you
Wohhhhh❤❤❤❤❤❤❤Very Very sweet and unique voice🎉🎉🎉🎉🎉🎉🎉🎉🎉 Carry on your journey 😀 😊 ✨️ you must reached your goal🎉🎉🎉 God bless you🙏🙏🙏🙏🙏🙏🙏🙏Jai Jagannath 🙏🙏🙏🙏🙏🙏🙏🙏🙏
This is my 87th time listening this song..❤❤
And still getting the same goosebumps in every bit.....❤❤
Thank you trilochan Bhai for this beautiful song...❤
ଜୟ ଜଗନ୍ନାଥ 🌹🌹🌹
Trilochan Babu aei Gita pain ba hut bahut dhanyabad
Beautiful tone .I expect more from you. I have watched several times this video. It is undoubtedly a nice creation.
କାଳିଆ ରେ , ତତେ ଦେଖିଲେ କାହିଁକି ଆଖିରୁ ଲୁହ ଜକେଇ ଆସେ ଜାଣି ହୁଏନି
Jay jagannath Swami jay jagannath Swami jay jagannath Swami
Jai Jagannath Mahaprabhu
Sundar lekha o sunder gayana.🎉
Jai jagannath
Sundar geet sunke manko bahut sukun mila bahi
JAY JAGANNATHA SWAMI NAYANA PATHA GAMI BHABA TUME🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Presentation, body language, clarity of voice, feelings n singing is fantabulous. Future great singer of Odisha.❤❤❤❤
Very beautiful ton Jay jaganath
ଜୟ ଜଗନ୍ନାଥ , ମୋର ସବୁ ଆଶା ପୂରଣ କରିଥିବାରୁ
So nice
Speechless
ସୁନ୍ଦର ଗୀତ ମଧୁର କଣ୍ଠରେ
JAY SHREE RADHE KRISHNA NAMHA 🙏🙏🙏🙏🙏🙏🙏🙏🙏
very good voice ....
Jay Jagannath 🙏🙏🙏
ମନ ମୁଗ୍ଧକର ଗୀତ ଏବଂ କଣ୍ଠ
ଜୟ ଶ୍ରୀକୃଷ୍ଣ
ଜୟ ଜଗନ୍ନାଥ
Super laguchi bhaiya
Om namah shivay ❤🙏
Khub hrudayasparsi bhajan...
Jay Jagannath
Wow
Bhainka voice Chamatkar laguchi
Jaya jagannath
Wow ❤super❤🎉
What a beautiful voice
Mind blowing
APANKARA GITASUNI MO JIBANA DHANYA HOEIGALA❤❤❤❤❤❤❤❤❤
Jai jagannath jai 🙏 ✨️ beautiful very Very nice beautiful voice thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏
Alekha mahima saranam 🙏🙏🙏🙏🙏🙏🙏🙏🙏🎉🎉
❤❤ very nice song ❤️😍
Old songs is gold song Jay Jagannath ❤❤