Good way to take disciplinary action and control the traffic situation in the area,this is really a good initiative taken by you. Appreciated efforts.👍
kali rati re nilanchal re thili.apankara prayasa bhala lagila.pura system correpeted ...apankara janankara prayasa re system sudhuribani.kintu chesta ta kale ....wel come sir
Bhai ae abhi Jana jadi sabubele ghanta tahale au accident huantani bhai jadi sabu driver limet speed re gadi drive karante au line re gadi chalante tahale bahut loka nkara kichhi huantani
ଏଥିରେ ସବୁ ଛୋଟ ବଡ଼ ମାଲିକ ମାନେ ଖୁସି ।।ବହୁ ଦିନ ପରେ ଟିକେ ଖୁସି ଫେରିଛି,ଆଉ ଟିକେ ଶୀଘ୍ର ଖାଲି ହେଲେ ଭଲ ହୁଅନ୍ତା ,ସମସ୍ତେ ଉପକୃତ ହୁଅନ୍ତେ ।। ଧନ୍ୟବାଦ୍ ଟ୍ରକ୍ ମାଲିକ ସଂଘ
Jsw ku target dia haba darkar 3 date re jia load kariba 5 date re unload haba darkar amti re line re jagiba ku padibani
Very good job
Nice think bhai...
ହେଲେ କିଛି ମାଲିକ ଆଗରେ ରହି..... Driver ମାନଙ୍କୁ overtake କରାଉଛନ୍ତି........
ବହୁତ ଭଲ ପଦକ୍ଷେପ 🙏
ଧନ୍ୟବାଦ.. ଖୁବ ସୁନ୍ଦର ପ୍ରୟାସ.... 👍👍
ଜୟ ଜନ୍ନାଥ ସୁନ୍ଦର କାମ ଟିଏ କରିଲ ଭାଇ
ଆନ୍ନା ନମସ୍ତେ । ଆପଣଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଏହାଦ୍ବାରା ଅନେକ ଲୋକ ସୁଫଳ ପାଇ ପାରିବେ । ବ୍ୟବସାୟ କ୍ଷେତ୍ରରେ ଏକଚାଟିଆ ମନୋବୃତି ହ୍ରାସ ପାଇବ । ରୋଗିଟିଏ ଠିକ୍ ରେ ସ୍ବାସ୍ଥ୍ୟ ସେବା ପାଇ ପାରିବ । ଡ୍ରାଇଭର ସଂଘ ଏବେ ଅନେକ ଶୃଙ୍ଖଳିତ ହୋଇ କାମ କଲାଣି । ସମସ୍ତଙ୍କ ଜୀବନ ଗୁରୁତ୍ଵ ପୂର୍ଣ୍ଣ । ଧନ୍ୟବାଦ୍ ଭାଇନା। 🙏👍
ଏମିତି ହବା ଦରକାର Sir
Praiseworthy action. Keep it up. Violating owners and drivers should be punished by police on getting information from ur association. 👍👍💐💐
ଆପଣଙ୍କୁ ଅଶେଷ ଧନ୍ୟବାଦ. ଏଭଲି ଚୁତିଆ ମାନଙ୍କୁ ସାବାଡ କରିବା ପାଇଁ
ଆଜି ହେଲା ମେ ମାସ ଆଜି ବି ଟ୍ରକ ଉଭର୍ଟେକ୍ କରୁଛନ୍ତି sir plz
ଧରା ପଡ଼ି ଦଣ୍ଡ ବି ପାଉଛନ୍ତି
Good way to take disciplinary action and control the traffic situation in the area,this is really a good initiative taken by you. Appreciated efforts.👍
Bahut badhia padakhyepa neichhanti .
Very Very thanks to you & your team.
Jay Jagannath
Madhab Babu Namaskar. This is so neat and nice. A real example for many. Excellent initiative.
Bahut sundar bhai,🙏🙏🕉️
ଏଏଇମିତି ବହୁତ ଦଲାଲ ମାନେ ଅଛନ୍ତି ଏଏଇ ଟ୍ରକ ବାଲାଙ୍କ ପାଖରୁ ଟଙ୍କା ଖାଇକି ଏଏମିତି ଉତ୍ପାତ ହୋଉଛନ୍ତି ସେଥିପାଇଁ ବେଶୀ ଦୁର୍ଘଟଣା ହଉଛି
🙏👌👌👌👌👌👌👌👌 Good Job TAKLU ANNA 💐
Very nice.. Sefty fast then journey.. Love you anna❤❤❤
So nice sir very good step .....
Shame on police ......police ku tanka darkar ......
1st like bhai
Jay Jagatsinghpur Jay paradeep ❤
You make good video Bro.... #Birsakujur
Taklu anna hai toh sab mumkin hai
Very good initiative..strong leadership by you is the soln
ଉପଯୁକ୍ତ ପ୍ରୟାସ କିନ୍ତୁ କେବଳ ରାଜନୀତି ପାଇଁ ଅନେକ ପ୍ରୟାସ ସଫଳ ହେବାକୁ ବାଧା ସୃଷ୍ଟି କରୁଛି
Very good job...anaa..
As discipline rule...keep it up..
Good job sir ❤❤❤❤❤❤
Thank you at least road re peace of mind re gadi chlei hba- from tarinigada
ଆପଣଙ୍କୁ ଅଶେଷ ଧନ୍ୟବାଦ୍ ସାର୍
Good work ❤
Supar mallika 🙏🙏🙏🙏🙏👍👍👍👍👍👍
Keep the good work going 👍
good job dear
ବହୁତ୍ ସୁନ୍ଦର୍ ପ୍ରୟାସ 🙏🙏💪💪👍👍👍
Good 👍 luck, doing ur best, manab seba hni eswara seba
Bhai apnanku dhanybad
Bhai aapank pratyk te video re kechi sekhe ba bhle video achi
କେତେଟା ପରମ ଗଲୁଆ ଡ଼୍ରାଇଭର ଗାଡ଼ି ଓଭର୍ ଟେକ୍ କରୁଛନ୍ତି
Thankyou sir
Jay Jagannath
Good work sir....
Thank you sir
Good job bhai🙏🙏🙏
Good job sir 👏👏
Bhuta.good.job.bhi
❤
Jay jagannath KDTO
Good step bhai
Good jay Jagannath
kali rati re nilanchal re thili.apankara prayasa bhala lagila.pura system correpeted ...apankara janankara prayasa re system sudhuribani.kintu chesta ta kale ....wel come sir
thanks
Very good
Good morning
Good job sir
Bahut badhia samaste saman line re jantu
Bhai aeta bahut bhala padakhyapa hele jsw unloading speed kariba darkar
Good work
Great 👏👏
Good job bhai
Good working bro
Good jobb
Bhai ❤❤
Sabas…
Sara odisha re eii rule haba darkar
ମୁଁ ଆଇରନ ଲାଇନ୍ ହେଇନଥିଲା ବୋଲି ଟ୍ରକ ଚଳାଇବା ଛାଡି ଦେଇଥିଲି ଯାହା ହଉ ଭଲ ହେଲା
Nice job 👌👌👍
Good action bhai...
Very good decision
Bhai kichi police karmachary nka.gadi ..policcebhaichra dekhai gadi...overtake karuchhanti
ପ୍ରତିହାରୀ ବାବୁ ଙ୍କ କଥା, ଦୟା କରି କୁହନି
Right 👍
Anna ready ta madi chala
🙄🙄🙄🙄🙄 thik
Aganya aji bi sei abasta
Nice job bro
🙏🙏🙏👌👌👌👌
👍👍👍🙏🙏🙏
Apana mane b bisrunkhalita huantu, sabu aape sudhuri jibo
❤🙏🙏🙏🙏🙏
Good video
ଭାଇ ଏବେ ଫୁଣି ଏମିତି ହଉଚି ଡାଇରେକ୍ଟ 18ବାଙ୍କୀ ରେ ପଶୁ ଛନ୍ତି ପୁଲିସୀ ଵାଲା 1000ଲେଖା ନଉଛନ୍ତି
I will do something
ହଁ ନୁଆ ନୁଆ କିଛି ଦିନ ଠିକ୍ ଠାକ୍ ଚାଲିବ।ତା ପରେ ଯଥା ପୂର୍ବଂ ତଥା ପରଂ ହେଇଯିବ। ଏହିପରି ନିୟମ ଆଗରୁ ହେଇ ନୁଆ ନୁଆ କିଛି ଦିନ ଠିକ୍ ଠାକ୍ ଚାଲି ନଥିଲା କି। ଅବସ୍ୟ ସମୟଟା ମନେ ପଡୁନି। ଦେଖା ଯାଉ କେତେଦିନ। ଯେଉଁ କହିଲ ଭିଡିଓ କରି ପୋଷ୍ଟ କରିବା କଥା ସେ ମାଲିକ ଘଣ୍ଟ ବାଡ଼େଇ ବାଡ଼େଇ ଆସୁଥିବ ତ ଘଣ୍ଟ ଶୁଣିକି ନିଜ ଗାଡ଼ି ଛାଡି କେମେରା ଧରି ରେଡି ହେଇକି ଥିବ ଭିଡିଓ କରି ପୋଷ୍ଟ କରିବ। ଏହିଥିରୁ ଜଣା ପଡ଼ିଲାଣି ତୁମ ପାରିବା ପଣିଆ। ଶେଷରେ କହିବ କାହିଁ ଯଦି କିଏ ଯାଉଛି କେହିତ ଜଣେ ପୋଷ୍ଟ କରି ନାହାନ୍ତି। ପ୍ରମାଣ ଥିବ ଯେ ଘଣ୍ଟ ବାଜିବ।
6 lane road kama sigra start heba darkar
Good job 😅😮😢
Bhuta.bhal.padakhya.hichi
okay
ଇରେ ଭଡ୍ର ମହାନ ମଣିଷ 🙏 କଟକ ପାରାଦ୍ୱୀପ ରାସ୍ତା ରେ ଦଶ ଚକା ଠରୁ ଆଦିକା ଚକା ଗାଡି ଯାଇ ପାରିବିନି 🙏 ପୁଣି ଗାଡି ଯାଇଛି କେବେ ବନ୍ଦ କରିବ 😄 କେବେ ଠାରୁ ବନ୍ଦ ହେବ 😄😄 ଦେଖିଆ ନେହେଲେ କଥା ହେଵା
PARADIP TO HALADIA 37 KM
ମୋ ପାଖରେ ଫଟୋ ଅଛି overtake କରିବାର
Paradeep to panchupandap jaa duty kara jau
Duria to adaku jabar kata kati hauchanti rati 12 pare
ଆଛା ଠିକ୍ ଅଛି କିଛି ଗୋଟେ ବ୍ୟବସ୍ଥା କରିବା
Bhai banchi thila jay bhala Kama Karantu please bhai
ନିଶ୍ଚୟ ଭଲ କାମ କରିବା
Bhai tuma nuber ta daba darkar achee
Bhai nua truck kaba aniba
Koida Tensa re tk dhyano diontu sir
Train line hela puni truck kain chaluchi
This truck are parking in road bypass which led to accident,😶
Sir TALCHER re tike trit karantu
Bhai ae abhi Jana jadi sabubele ghanta tahale au accident huantani bhai jadi sabu driver limet speed re gadi drive karante au line re gadi chalante tahale bahut loka nkara kichhi huantani
Hii
Sir ebe bhi dahana katuchhanti
ଆନ୍ନା....ସମଗ୍ର ପାରାଦୀପର ଆମେ ଜାଣିଛୁ ଜଣେ ମାଲିକ ଯାହାଙ୍କ ଇଛା ବିନା କିଛି ହୁଏନି , ସେ ହେଲେ ମହିମା ମିଶ୍ର..... ଏହା କଣ ସତ ?
ଯଦି ହଁ , ତାହା କେମିତି ଓ ଯଦି ନା , ତାହେଲେ ଆଜି ତାରିଖରେ ପାରାଦୀପରେ OSL ର ସ୍ଥିତି କଣ ??
ଟିକେ ଦୟାକରି ବୁଝାଇବେ କି ଗୋଟେ blog ରେ ?
ପାରାଦୀପ ମଧ୍ୟରେ ଚାଲୁଥିବା କାର୍ଗୋ ହାଣ୍ଡେଲିଂ ଉପରେ ତାଙ୍କର ପ୍ରଭାବ ଅଛି। ଅନ୍ୟ କେଉଁଥିରେ ନୁହେଁ
Au bandha heuthila kanhiki
ଆଉ JDTOA
କିଛି କଥା କହି ହୁଏନି
@@TakluAnna 😁