Sanatani-Karma Hi Dharma🔥✝️🙏|| Sambit ||
ฝัง
- เผยแพร่เมื่อ 4 ก.พ. 2025
- Sanatani-Karma Hi Dharma🔥✝️🙏|| Sambit || @RajaExpressVlogs || New Full Odia Movie Review 2024 ||
Hello, ସାଙ୍ଗମାନେ ସବୁ ଖୁସି ତ........🤗🙂🤗
This is Raja Express Speaking:
ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ 🙏
ମୋ ପ୍ରିୟର ଭାଇ ଓ ଭଉଣୀମାନେ🙂
ମୁଁ ଆପଣ ମାନଙ୍କର ପ୍ରିୟ Raja Express or ( ରାଜା ଭାଇ )
ମୋର ଘର ଗଞ୍ଜାମ ରେ, ମୁଁ ଓଡ଼ିଶା ରେ ରୁହେ !!
ମୁଁ ହୋଉଛି ଓଡ଼ିଶାର ଓଡ଼ିଆ Vlogger, ମତେ ଆପଣଙ୍କ ଭଲ ପାଇବା ଆଉ ଆଶ୍ରୀବାଦ୍ ଦରକାର୍ !! ମୁଁ ଆପଣ ମାନଙ୍କୁ ସୁନ୍ଦର ସୁନ୍ଦର Vlog ଦେବାକୁ ଚେଷ୍ଟା କରିବି ଆଉ କିଛି ହସେଇବାକୁ ଚେଷ୍ଟା ମଧ୍ୟ କରିବି !! ମତେ ଆପଣ ମାନଙ୍କ ଭଲପାଇବା ଆଉ ବହୁତ୍ ବହୁତ୍ ସପୋର୍ଟ ଦରକାର !! ଆପଣଙ୍କ ପାଇଁ ମୁଁ ଆଗକୁ ଆଗେଇ ପାରିବି !!
ଏବଂ ଆମର ଏହି Vlog ଭିଡିଓ ଟି ଯଦି ଭଲ ଲାଗିଥାଏ, ଗୋଟେ ଛୋଟିଆ LIKE କରି ଆଉ ସୁନ୍ଦର Comment ଦେଇ !! ଦୟାକରି ଚେନେଲ କୁ Subscribe କରନ୍ତୁ ଆଉ ବେଲ ଆଇକନ୍ କୁ Click କରିବାକୁ ଭୁଲିବେନି !!
➖➖➖➖➖➖➖➖➖➖➖➖➖➖➖➖
💁♂️Find Me all Social Media Here:📡 📡📡
💚WhatsApp Channel:-
whatsapp.com/c...
🪙Join This Channel Membership:-
/ @rajaexpressvlogs
🔵Facebook:- / singerrajkumarofficial78
♦️Instagram:- / singer_rajkumar_music
♦️Instagram:- / rajaexpressvlogsofficial
🔵Facebook Page:-
/ rajaexpressvlogs
🔴TH-cam:- / @rajkumarofficialodia
🔴TH-cam:- / @rajatechlifeofficial
➖➖➖➖➖➖➖➖➖➖➖➖➖➖➖
#RajaExpressVlogs
#sanatandharma
#SingerRajKumarOdia
#odiavlogs
#RajaXpressOdia
#RajaVlogsOdia
Sanatani Odia Trailer Review
Sanatani Odia Movie
Sanatani Karma Hi Dharma Odia Movie
Sambit New Odia Movie
Raja Express Vlogs Odia Review
movie review
Movie Reaction Videos
odia Movies Reaction
sanatani Karma Hi Dharma Odia movie
Sambit new odia movie 2025
Odia Movie 2025
Raja Express Vlogs Odia Movie Reaction
Karma Hi Dharma
sanatani Odia reaction
Sanatani New Movie Reaction 2025
➖➖➖➖➖➖➖➖➖➖➖➖➖➖➖
🆈🅾🆄🆃🆄🅱🅴🙂🆃🅴🅰🅼
Disclaimer:-
Video is for educational/entertainment purposes. copyright Disclaimer under section 107 of the copyright Act 1976, allowances made for "fair use"for propose such as criticism, comment,news reporting, teaching, scholarship,and research. fair use is a use permitted by copyright statute that might otherwise be infringing. Non-profit,
educational or personal use tips the
balance in favour of fair use.
➖➖➖➖➖➖➖➖➖➖➖➖➖➖➖
[From Digapahandi Ganjam. Odisha🇮🇳]
©Raja Express Vlogs Official TH-camr 2024
[THANKS FOR WATCHING THIS VIDEO]
|| LIKE👍|| SHARE 🤗|| COMMENT🤩||
✅କିଛି ଲେଖିବା ପୁର୍ବରୁ ପଢନ୍ତୁ:-
ନମସ୍କାର ଦର୍ଶକବନ୍ଧୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ🔥🙏❤️ଆପଣ ଦେଖୁଥିବା ଭିଡିଓଟି କୌଣସି ଜାତି, ଧର୍ମ, ବର୍ଣ୍ଣ, କିମ୍ବା କୌଣସି ଲୋକ ଙ୍କ ବିରୁଦ୍ଧ ରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମ ଟ୍ରେଲର ବିଷୟ ରେ କୁହାଯାଇଛି, କୌଣସି ଲୋକଙ୍କୁ ନୀଚା ଦେଖିଇବା ପାଇଁ ଏହି ଭିଡିଓ ବେଲକୁଲ୍ ତିଆରି କରା ଯାଇନାହିଁ, କେବଳ ଆମେ ଗୋଟେ ମାଧ୍ୟମ ଲୋକ ଙ୍କ ପାଖରେ ଫିଲ୍ମ ଟି ପହଞ୍ଚୁ ବୋଲି, ଦୟାକରି ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖି ସମସ୍ତେ Comment କରନ୍ତୁ, ଅଯଥା ରେ କିଛି ଲେଖା ଲେଖି କରି ନିଜେ ଲଜ୍ଜିତ ହୁଅନ୍ତୁ ନାହିଁ🥳☺️💥🙏🔥 ଯଦି ଭିଡିଓ ଭଲ ଲାଗିଲା Subscribe କରିବାକୁ ଭୁଲିବେ ନାହିଁ || ରାଜା ଭାଇଙ୍କୁ ସପୋର୍ଟ କରିବେ ତ ? ☺️🥳😊❤️🔥🙏
@@RajaExpressVlogs praise the lord brother 🙏 🙏
@@RajaExpressVlogs ❤️❤️❤️❤️❤️❤️
Tara au kamo dhonda nai ki film ra trelor dekhi video banauchu maghiya madarchud ta bau biya
@@RajaExpressVlogs
Kandha mala danga ,nun ku rape,padri ku podi mariba, christian manku hani ba mariba ,ghara dear bhangiba kanhi Stana paie nahi...a sabu add kalu nahi..sanatani babu...asea kandha mal ku dekhibi...na jani na bujhi filim karichu
Kn sanatani film🎬 trealor mu bi dekhichi auu sambit nije kahichhi Christian community uparee
ମୁଁ ଜଣେ ହିନ୍ଦୁ କିନ୍ତୁ ମୁଁ ଯୀଶୁଙ୍କ ବିଷୟ ଜାଣି ପାରିଲି ❤ ଯୀଶୁ ହେଉଛନ୍ତି ସତ୍ୟ ଇଶ୍ଵର ମୁଁ ମନ ପରିବର୍ତ୍ତନ କରିଛି ମତେ କିଏ ଟଙ୍କା ଦେଇନାହାନ୍ତି
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
@@PremBhatra-y7d Ya bala katha aou kaha ku kahibu , kan bala ta janigalu jisu bisaya ra , nija dharma change karidelu.
God bless you
@@PremBhatra-y7d aamen
Tq
📖 ଫିଲିପ୍ପୀୟ 2:10
ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା
ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,
ଓଡ଼ିଶାରେ ପ୍ରଥମରେ ବ୍ରାମଣ ସମାଜ ହିଁ christianity follow କରିଥିଲେ 😅
ସମୟ ଆସୁଅଛି ପୃଥିବୀରେ ସମସ୍ତେ ଖ୍ରୀଷ୍ଟାୟାନ ହେବେ । ଯୀଶୁ ଖ୍ରୀଷ୍ଟ ଙ୍କ ରାଜ୍ୟ ଆଶିବ।
Biradhi tha aebe aramba heichhi😮😮😮😮
Jisu to chari kila debaru upar ku gala visma pitamaha 100 ru upare tira lagi v nija icha re jiban chaadile pawar kahara Americans Japan Indonesia sabu des re sanatani arambh jisu v ksrusna bhagban ra bhakta jane pustak re kha
@@allthebest7030
Tama ra Munda kamo karuni bodhea..bohut kichi podinaho..bodhea..jaha Tama lekha ru Jana poduchi
@@allthebest7030
Jesus is living God...
Jesus kemiti srikrishna ra bhakta thilea..?? Ko history rea lekha achi..??
@@nakulauthansingh6057Are jou Jishu nijaku banchei parila nahin loke taku kanta re pitile sie tamaku kn bancheiba,Gotie katha mane rakh juge juge Jaganath Achanti ,Kalki rupare asuchanti
ଖ୍ରୀଷ୍ଟିଆନ କୁ ଜେତେ ବିରୋଧ କଲେ ସେତେ ଖ୍ରୀଷ୍ଟିଆନ ହେବେ ଆମେନ୍ l
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
@@surendraadkatia7848 ତୋରି ଭଳି ମୂର୍ଖ ମାନେ ହିଁ ଖ୍ରୀଷ୍ଟିଆନ ହେବେ 😂😂
@@surendraadkatia7848
Yes 100%✓ correct.
@@devrgndas3291
Christians are all high educated...not murkha...keep your mind..
@@nakulauthansingh6057 ତୁମ ମାନଙ୍କ ବୁଦ୍ଧି ବିବେକ ରୁ ଜଣା ପଡୁଛି ତୁମେ ମାନେ କେତେ ହାଇ ଏଜୁକେଟେଡ଼ 😂😂😂
ଆଦିବାସୀ ମାନଙ୍କୁ ବ୍ରାହ୍ମଣବାଦୀ ମାନେ କେତେ ଶୋଷଣ କରିଛନ୍ତି ସେମାନଙ୍କୁ ଶିକ୍ଷା ରୁ ବଞ୍ଚିତ କରିଥିଲେ, ଅଛୁଆଁ କହି ସମାଜରେ ଘୃଣା ଚକ୍ଷୁରେ ଦେଖୁଥିଲେ, ସେମାନଙ୍କ ଝିଅ ମାନଙ୍କୁ ଧର୍ଷଣ କରୁଥିଲେ, ଏହା ଆଦିବାସୀ ମାନେ ଭୁଲିଗଲେ ଭାବୁଛନ୍ତିକି ?
❤❤❤❤❤
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
Kebala adivasi pain nuha bhai. Prabhu Jisu Christa Satya parameshwar - proof bhi achi. Dei paribi. Seithi pain sabu Prabhu Jisu nku accept karuchanti duniya sara. 🙏🏻 He is the ultimate truth Hallelujah 💕 Amen 🙏🏻
ଭାଇ ଏହି ଫିଲ୍ମକୁ ଦେଖି ଆହୁରି ଖ୍ରୀଷ୍ଟୀଆନ୍ ହେଵେ ଆମେନ୍ ?
Gora Mane sabubele kola manku dhoka deichanti ta prati sabadhan
Amen na bala
@@DhananjayPatra-s3z bahi bhasa kahiba tik nuhan
@@DhananjayPatra-s3ztothastu
Sir ମୁ ଜଣେ ଖ୍ରୀଷ୍ଟୀୟାନ୍ ପ୍ରଥମେ ମୁ ଜଣେ ହିନ୍ଦୁ ଥିଲି ଲୋକ କହୁଛନ୍ତି ସିନା ପଇସା ପାଇଁ Christian ହେଉଛନ୍ତି କିନ୍ତୁ ମୁ ଧର୍ମ ଚେଞ୍ଜ କରିନାହିଁ ମୋନ ଚେଞ୍ଜ କରିଛି ।ସତରେ sir Christian ହିନ୍ଦୁ କୁ ନେଇ move କରିବା ata ଭୁଲ୍ ଅଟେ ଆଦେଶତ ଧର୍ମ ନିରପେକ୍ଷ ତ ଧର୍ମକୁ ନେଇ ଅତେବିବାଦ କାହିଁକି
ଆମେ କୌଣସି ଧର୍ମକୁ ନିନ୍ଦା କରବା ନାହିଁ ବୋଲି କହୁଛନ୍ତି ପୁଣି ସୀନେମା ତିଆରି କରୁଛନ୍ତି ସୀନେମାକୁ ବଂଦ କରାଯାଉ
Bhai ସେମାନେ କରିଛନ୍ତି ନା ଆମେ ତ ଗୋଟେ ମାଧ୍ୟମ ଖାଲି ❤🎉
Hmm christian, Muslim, Hindu katha nuhan katha hauchi converted,Tame kou religion re janma haucha seita hauchi original Religion
@tapasswain3231 dharmo ku nei kie janma hei nahanti loko mane dharmo banaichanti
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର
ଯାହାର ଇଚ୍ଛା ସେ ଯେଉଁ ଧର୍ମ ଗ୍ରହଣ କରିପାରିବ କେହି କାହାକୁ ଜୋର୍ କରି ଧର୍ମ ପରିବର୍ତ୍ତନ କରନ୍ତି ନାହିଁ ।କୌଣସି ଧର୍ମ କୁ ଟାର୍ଗେଟ କରି ଫିଲ୍ମ କରନ୍ତୁ ନାହିଁ । ସବୁ ଧର୍ମ କୁ ସମ୍ମାନ ଦିଅନ୍ତୁ।
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
Very bad impression.
Don't make this type of vedio..
India is secular country
Praise the lord..God.. amen
ଭାଇ ଖ୍ରୀଷ୍ଟୀୟାନ ମାନେ ଧର୍ମ ପରିବର୍ତ୍ତନ କରୁନାହାନ୍ତି ମିଛ ବାର୍ତ୍ତା ପ୍ରସାରଣ କରନ୍ତୁ ନାହିଁ
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
@@ChocolateRanipanigrahi thanks for your sharing.
Iswar nka name nei taha hin karuchanti.
@@sesapradhan4106ଯୀଶୁ ହେଉଛନ୍ତି ପଥ ସତ୍ୟ ଓ ଜୀବନ ସେ କୈାଣସି ପାପ କରି ନାହାନ୍ତି କିନ୍ତୁ ଆପଣଙ୍କର ମୋର ପାପ ସାରା ଜଗତର ପାପ ପାଇଁ ସେ କୃଶ ରେ ହତ ହେଲେ ଆମକୁ ପରିତ୍ରାଣ ଦେଲେ
ଯାହା ହେଉ ଭାଈ ଆପଣଙ୍କ ମାଧ୍ୟ୍ୟମରେ ଯୀଶୁଙ୍କ ବିଷୟରେ ଅନେକ ଲୋକ ଜାଣିପାରିଲେ ଅନେକ ଯୀଶୁଙ୍କୁ ବିଶ୍ୱାସ କରିବେ. ଏମିତି ହିଁ ଘଟିବ ଶେଷ ସମୟରେ ବାଇବଲ କହେ ସମସ୍ତେ ଜାଣିବେ ଯୀଶୁଙ୍କ ବିଷୟରେ ସତ୍ୟତା କେବେ ଲୁଛି ରହେନା ଭାଈ ଧନ୍ୟବାଦ..
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
@@jirimiyamajhi9933
Bible rea lekha Bible ku jetea birodh karibea...setea Christ dharma brudhi hebo...kiyea kahaku poisa deie christian karu nahi....
@@RajaExpressVlogs
Micha kahani jesunko namo rea gapucho...dharma namo rea rajo niti karucho...
@@RajaExpressVlogs
Kiyea kaha dharma ku criticize ba ninda Kariba kahar adhikar nahi..India is secular country..
Athi dharma ro loko ra adhikar achi..Tamara kana Munda botha hauchi..jajaku bhala lagila sea christian hela Tamara kana paine gandi poduchi
ମୁଁ ଯିଶୁଙ୍କ ବିଷୟରେ ଜାଣିଲା ପରେ ,
ମୁଁ ଯିଶୁଙ୍କୁ ବିଶ୍ବାସ କରୁଛି,
କାରଣ କାହିଁକି ଜାଣିଛ, କାରଣ ଯୀଶୁ କହିଲେ ମୁଁ ପଥ, ସତ୍ୟ, ଓ ଜୀବନ
ଯୀଶୁଙ୍କ ଠାରେ, ପରିତ୍ରାଣ ,ପ୍ରେମ, ଆନନ୍ଦ, ଶାନ୍ତି ଅଛି । ଏବଂ ସେ ସୃଷ୍ଟି କର୍ତ୍ତା ଅଟନ୍ତି ।
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
Sabu michho re michho maya duniare ochho sabu michho hin kahibu. Ok
Musalman mananka birudho re film kola nahi re vai dori gola bodhe dom bi setiki. Christian mananka thore khema ochhi. But Muslim mane Kati pokeibe tumo Hindu mananku ok.
ପ୍ରେମ କର ପ୍ରେମ ପାଅ ହିଁସା ବୁଣନ୍ତୁ ନାହିଁ
Jisu sathey ❤❤❤❤
Mu jone hinduthili ....kintu aji mu christian....mo family re somoste educated hela pore hi ame Christianity ku aponeilu .....utkala gauraba madhusudan das b educated hela pore hi Christianity ku grahan korithile
ମିଛ କାହାଣୀ କୁ ବହୁତ ଭଲ ହେଇଛି ବୋଲି କହିବା ଆପଣଙ୍କ ଭୂଲ୍ । ମିଛ କହାଣୀ କରି ଲୋକମାନଙ୍କ ମନରେ ବିଷ ଦେବା କଣ ସନାତନୀ ଧର୍ମ ହିଁ କର୍ମ ।
Jay masi ki ✝️✝️✝️✝️✝️✝️✝️✝️
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଭାଇ ବାଇବଲ ଅନୁସାରେ ଯେଉଁଠାରେ ପ୍ରେମ ଥାଏ ସେଠାରେ ଈଶ୍ୱର ଶାସନ କରନ୍ତି, ଆଉ ଯେଉଁଠାରେ ଘ୍ରୃଣା ଥାଏ ସେଠାରେ ସୟତାନ ଶାସନ କରେ, ତେଣୁ ସବୁବେଳେ ପରସ୍ପରକୁ ପ୍ରେମ କର ଓ ଘ୍ରୃଣାକୁ ପ୍ରସାରିତ କର ନାହିଁ
ପୃଥିବୀରେ ଅଧିକାଂଶ ଲୋକ ଅନ୍ଧ ବିଶ୍ୱାସୀ ଅଟନ୍ତି କି?
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଓଡ଼ିଶା ରେ ପ୍ରଥମେ ଆଦିବାସୀ ନା ଅଣ ଆଦିବାସୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଥିଲେ ତେବେ ସେମାନେ କିଏ ଏବଂ କେତେ ଟଙ୍କା ରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଭାଇ ସେକଥା ଟିକେ ଆଲୋଚନା କର l
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଭାଇ ବହୁତ ଧନ୍ୟବାଦ୍ ଆପଣଙ୍କୁ ଆପଣ ବହୁତ ଭଲ ଭାବରେ ବୁଝାଇଲେ God bless you ❤❤❤❤🎉🎉🎉
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଟଙ୍କା ପାଇଁ ଯଦି କେହି ଖ୍ରୀଷ୍ଟିଆନ ହେଇଥିବେ ତେବେ ସେମାନଙ୍କୁ ପ୍ରକୃତ ଖ୍ରୀଷ୍ଟିଆନ କୁହାଯିବ ନାହିଁ ତେଣୁ ସେମାନଙ୍କୁ ଫେରେଇ ହିନ୍ଦୁ ଧର୍ମ କୁ ନେଇଗଲେ ବି ଭଲକଥା , ତେଣୁ ତଦନ୍ତ କରନ୍ତୁ ପ୍ରେମରେ ବୁଝେଇ କି ନିଅନ୍ତୁ ଏଥିପାଇଁ କାହାର ଆପତି ନାହିଁ, ଅଯଥା ଈଶ୍ବରଙ୍କ ବିରୋଧରେ ଯାଆନ୍ତୁ ନାହିଁ ।
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ହିନ୍ଦୁ ଧର୍ମ ରେ ହିଂସା ଗୃଣା ମଣିଷ କୁ ମାରିବାର ଆଉ ଜର୍ବର ଦସ୍ତ କରାଯାଏ କି ତୋମ ଶାସ୍ତ୍ର ରେ ଏହିପରି ଲେଖା ଅଛି କି
ଏହି movie ଆଦିବାସୀ ବିଷୟରେ ଭୁଲ କହିଛି
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
Politically inspired false propaganda against Christians. They want it to be controversial so that they can earn money through movies
ସନାତନ ଧର୍ମ ନାମ କହି ସଇତାନ କାମ କରିଛନ୍ତି
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଆପଣ ମିଛ ବିଷୟ ପ୍ରମୋସନ କରୁଛନ୍ତି। ବାଇବଲ ଦେଇ ଜମି ସରଳ ଆଦୀବାସୀଙ୍କ ଜମି ଖ୍ରୀଷ୍ଟିଆନ ଲୋକ ନେବା କଥା କଣ ସିନେମା ରେ ଦେଖାଇ ଦିଆଯାଇଛି ଏହା କଣ ସତ୍ଯ କି ଯଦି ଭାବୁଛନ୍ତି ତେବେ ପ୍ରମାଣ କରନ୍ତୁ ।
ଭାଇ ଆପଣ କୋଣସି ଧର୍ମ ବିରୋଧ ରେ କହିନାହାନ୍ତି ସତ କିନ୍ତୁ ତପୁ ମିଶ୍ର ଭଳି ଅନେକ ଧର୍ମ ବିରୋଧୀ ସାମ୍ବାଧିକ ମାନଙ୍କ ଆଗରେ ଖ୍ରୀଷ୍ଟିଆନ ବିରୋଧରେ ବାଇଟ ଦେଇଛନ୍ତି ତାହା ବାଧୁଛି,
ତପୁ କିଏ 🙄
ଦେଶରେ ବଳାତ୍କାର ବଢୁଛି, ଚୋରି ଡକାୟତି ବଢୁଛି , ଶିକ୍ଷା ପଦ୍ଧତି ଅବନତି ଘଟୁଛି, ତାହା ଉପରେ ଫିଲ୍ମ ବନାୟ। ଏହିପରି ଫିଲ୍ମ ବନାଇ କି ଧର୍ମ ଧର୍ମ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। କୌଣସି ଧର୍ମ ଖରାପ ଶିଖାଏ ନାହିଁ। ଜଣେ ହିନ୍ଦୁରୁ ମୁସଲିମ, ମୁସଲିମରୁ ଶିଖ, ଶିଖ ରୁ ବୌଦ୍ଧ ଏବଂ ବୌଦ୍ଧ ରୁ ଖ୍ରୀଷ୍ଟିଆନ ହେଉଛି ତ ଅସୁବିଧା ରହିଲା କେଉଁଠି। ଏମିତିରେ ଭାରତ ଧର୍ମ ଏକ ନିରପେକ୍ଷ ରାଷ୍ଟ୍ର।
କର୍ମ ହିଁ ଧର୍ମ, କହିବା ସମ୍ପୂର୍ଣ୍ଣ ଭୁଲ୍
ଭାଇ ଖ୍ରୀଷ୍ଟ ଧର୍ମ ପୃଥିବୀର ସବୁ ଠାରୁ ଶ୍ରେଷ୍ଠ ଧର୍ମ କାରଣ ଏଥିରେ କୌଣସି ହିଂସାର ସ୍ଥାନ ନାହିଁ। ତେଣୁ ଆମେ ଏହି ଧର୍ମ କୁ ଗ୍ରହଣ କରିଛୁ। କୌଣସି ଲାଳସା ର ବସିଭୁତ ରେ ନୁହେଁ। praise the lord 🙏
ଭାଇ ସନାତନ ଆଉ ହିନ୍ଦୁ ଧର୍ମ ଯଦି ଆଗରୁ ଥିଲା ତାହା ହେଲ ଗୁରୁବାର ଦିନ କାହିଁକି goverment ଗଭର୍ ମେଣ୍ଟ କାହିଁକି ଚୁଟିର ମାନ୍ୟତା ଦେଲା ନାହିଁ
ରବିବାର ଦିନ କାହିଁକି ଦେଲା କୁହ ?????????...
ଆଗରୁ ହିଁ ଖ୍ରୀଷ୍ଟିଆନ୍ ଧର୍ମ ଥିଲା ଭାଇ
ଓଡ଼ିଆ ଫିଲ୍ମ ମାଧ୍ୟମରେ ଯୀଶୁଙ୍କ ପ୍ରଚାର କରୁଚ ଭାଇ
ଭାଇ ଜାଣି କି ମଧ୍ୟ ଧର୍ମ ନା ରେ ସିନୀମା ହେଇନି ବୋଲି କାହିଁକି କହୁଛ ସତରେ ଧର୍ମ ନା ରେ ସିନୀମା ହେଇଛି,ଭାଇ ତମେ ମିଛ କହୁଛ ସମୟ କହିବ ସତ୍ୟର ଜୟ ହେବ ଖ୍ରୀଷ୍ଟିୟାନ ଲୋକ କହନ୍ତୁ ଆମେନ୍
ଆରେ ଭାଇ ଆଦିବାସୀ ଯଦି ହିନ୍ଦୁ ନଥିଲେ ସେମାନେ ଗଛ, ପଥର, ପାହାଡକୁ ଚନ୍ଦନ, ସିନ୍ଦୁର, ଧୂପ, ଦୀପ ଦେଇ ପୂଜାକରି ଆସୁଥିଲେ ମାଁ ମାନେ ଶଙ୍ଖା, ସିନ୍ଦୁର, ମଙ୍ଗଳସୂତ୍ର ପିନ୍ଦି ଆସୁଥିଲେ
ତା ହେଲେ କି ଧର୍ମ କହିବା l ଆପଣମାନଙ୍କ ଜ୍ଞାନୀ ଗୁରୁକୁ ପ୍ରଶ୍ନ କରନ୍ତୁ l
ତମେ ଭାବୁଛକି ଆଦିବାସୀ ଅଣ ଖ୍ରୀଷ୍ଟିଆନ ଥିଲେ l
ଆରେ ଯେତେବେଳେ ଭାରତରେ ଖ୍ରୀଷ୍ଟିଆନ କଣ
ଅନ୍ୟ ଧର୍ମ ନଥିଲା ଅଣ ଖ୍ରୀଷ୍ଟିଆନ କେଉଁଠୁ ଆସିଲା କହତ l
ଭାଇ ଏଇନେ କେତେଦିନ ହେଲା ଅନ୍ୟ ଜଣଙ୍କ ଘରେ ରହି ଲୁଣ ଖାଇ ଗୁଣ ଗାଉଛ ତା ବୋଲି ନିଜ ଘରର ଧର୍ମ କର୍ମ କର୍ତ୍ତବ୍ୟକୁ ଭୁଲିଯିବ ବାଟବଣା ହେବ କି ?
ଆମେ ଆଦିବାସୀ ଗର୍ବରେ କହିବୁ ସନାତନୀ ଥିଲୁ,ରହିଛୁ,ରହିବୁ l
🚩🚩🚩 ଭାରତ ମାତାକି ଜୟ 🚩🚩🚩
😄😄😄😄😄😄😄😄😄😄😄
Vande matram 🇮🇳🇮🇳
ଆମ ଅନ୍ଧ ସରକାର ମାରି ପିଟି ଧର୍ମଶାସ୍ତ୍ରକୁ ପଦଦଳିତ କରିବାକୁ ବାଧ୍ୟ କରୁଥିବା ଲୋକମାନଙ୍କୁ ନେଇ ଗଠିତ ହୋଇଥିବାରୁ ଏହି ଫିଲ୍ମକୁ ବେନ୍ କରିବ ନାହିଁ। କାରଣ ସରକାର ନିଜେ ସ୍ୱେଚ୍ଛାଚାରୀ ଓ ଧର୍ମ-ବିଦ୍ୱେଷୀ।
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଭାଇ ଟଙ୍କା ନୁହଁ କି ଚାଉଳ ନୁହଁ କି ଜଗାବାଳୀ ନୁହଁ କି Christian ଧର୍ମ ବୃଦ୍ଧି ନୁହଁ କି ଜବର୍ଜସ୍ତି ନୁହଁ,,,,କିନ୍ତୁ ଯିଏ ଏହାର ଅର୍ଥ ଜାଣିଛି ଏବଂ ଯିଏ ମନ ପରିବର୍ତ୍ତନର ଅର୍ଥ ଜାଣିଛି,,,ଏବଂ ବିଶ୍ୱାସ କରିଛି,,
ସେ ନିଶ୍ଚିତ ସ୍ୱର୍ଗ ରାଜ୍ୟ,,❤Amen❤
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
ଭାଇ ଫିଲ୍ମ ଦେଖିବା କିଛି ଆବଶ୍ୟକ ନାହିଁ trailer ଦେଖି କି ସବୁ ଫିଲ୍ମ ର story ଜଣା ପଡୁଛି କି କୋଉ ଆଧାର ରେ ଫିଲ୍ମ ହୋଇଛି ।
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଭାଇ ଜେଉ ମାନେ ବି ଏହି ଫିଲ୍ମ ବନାଇଛନ୍ତି ଉଚିତ୍ ଭାବରେ ବିଚାର କରି ବନେଇବା ଦରକାର ନ ହେଲେ ମନୁଷ୍ୟ ମାନଙ୍କ ମଧ୍ୟରେ ଶତ୍ରୁତା ଓ ଅଶାନ୍ତି ଜନକ ପରିସ୍ଥିତି ପ୍ରାରମ୍ଭ ହୋଇ ପାରେ ।
ମୁଁ ଜଣେ ହିନ୍ଦୁ but ମୁଁ ପ୍ରଭୁ ଯୀଶୁଙ୍କ ବିଷୟରେ ବେଶି କିଛି ଜାଣି ନାହିଁ । ପ୍ରକୃତରେ ଭଗବାନ ଅଛନ୍ତି ମାନେ ସେ କେହିନାହାନ୍ତି only one who can Sacrifice for own children ❤❤❤❤❤
Brother jodi somoya mirdicho10 ମିନିଟ୍ bible study କର ଶାନ୍ତି mirdibo ସବୁ ଜାଣିବୁ sothiya 💯💯💯
ଭାଇ ତମେ ହିଁ କହିଲ କାନ୍ତି ଆଦିବାସି ମାନେ ହିଁ ହିନ୍ଦୁ ଟିଲେ କି ଏମିତି ଆଦିବାସୀମାନଙ୍କ ଅପମାନ କରୁଛନ୍ତି ଭାଇ ଆମ ଭାରତ ରେ କୋଉଟି ଦେଖିଲେ ହିନ୍ଦୁ ଲୁକ ମାନେ ଜଗଡା କରୁଛଟି କାହିଁକି
ମୋର ଆଦିବାସୀ ଭାଇମାନଙ୍କୁ ଅନୁରୋଧ ଯେ ଆପଣ କୌଣସି ଧର୍ମ ଅଧୀନରେ ନ ରୁହନ୍ତୁ, ଆମେ ନିଜେ ସ୍ଵଂୟ ସମ୍ପୂର୍ଣ୍ଣ ଅଟୁ, ଏଣୁ ପାଠରେ ଧ୍ୟାନ ଦିଅନ୍ତୁ ଓ ପ୍ରକୃତିକୁ ସୁରକ୍ଷା ରୂପକ ପୂଜା କରନ୍ତୁ ।
Good news for all my bellivesrs "ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।"
ମାଥିଉ 5:12
ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତନ କରିବା ପୂର୍ବରୁ ନିଜ ହିନ୍ଦୁ ଧର୍ମର ଶାସ୍ତ୍ରକୁ ଏବଂ ଗୀତାକୁ ସମ୍ପୂର୍ଣ ପଡି ସାରିଵା ପରେ ତୁଳନା କରିବା l
ଅଧା ପାଠୁଆ ର ମୂର୍ଖ ଜ୍ଞାନ ଯେମିତି ସେହି ଭଳିଆ ତମେ ସବୁ l
ନିଜର ମାଁ ବାପାଙ୍କ ସ୍ନେହଁ ପ୍ରେମକୁ ବୁଝିନପାରି ଅନ୍ୟ ଲୋକଙ୍କ ଅଳ୍ପ ସ୍ନେହଁ ପ୍ରେମକୁ ଦେଖି ମୋର ପ୍ରିୟ ବାପା କହିବା ବଡ ମୂର୍ଖର ଜ୍ଞାନ ଅଟେ l
ପୂର୍ବରୁ ସାରା ଭାରତ ସନାତନ ଧର୍ମ ଛଡା ଅନ୍ୟ ଧର୍ମ ସମ୍ପ୍ରଦାୟ ନଥିଲା l କେମିତି ଆସିଲା ଇତିହାସ ପଡିଲେ ଜାଣିବ
ଏ ପର୍ଯ୍ୟନ୍ତ ତୁମେମାନେ ସ୍ୱାଦିନ ନୁହଁ ବିଦେଶର ଗୋଲାମରେ ଅଛ l
ଧର୍ମ ପରିବର୍ତ୍ତନ କରି ନିଜକୁ ସଂସ୍କୃତି ପରମ୍ପରା ଜୀବିତ ରଖିଛୁ ଭାବୁଛନ୍ତି l
କେବଳ ଭାଷାକୁ ରକ୍ଷ୍ୟା କଲେ ସଂସ୍କୃତି ପରମ୍ପରା କୁଆଯାଏ ନାହିଁ l
ପୂର୍ବର ଭାରତ ବର୍ଷର ଏବଂ ଆଦିମ କାଳରୁ ଧର୍ମ ପାଳନ କରି ଆସୁଥିବା ଜାତିହିଁ ଆଦିବାସୀ କୁହାଯାଏ
ନିଜର ଧର୍ମକୁ ଛାଡିବା ଲୋକ ନୁହେଁ l
ନିଜର ଧର୍ମକୁ ଛାଡିବା ଲୋକ କଣ କୁହାଯାଏ ଆପଣ ଠିକ ଜାଣିଛନ୍ତି 😂😅🤣
ଜୟ ଶ୍ରୀ ରାମ ଭାରତ ମାତାକି ଜୟ 🚩🚩🚩
ମୂର୍ଖ ବ୍ରାହ୍ମଣ , ଆଦିବାସୀ ନାମ ରେ ଏପରି କହିବାକୁ କେମିତି ସାହସ କଲ, ଆମର ସ୍ଵାଧୀନତା, ତୁମେ ମଦର ଚୋଡ୍ ବ୍ରାହ୍ମଣ,
ଭୟ କର ନାହିଁ କାରଣ ମନ ପରିବର୍ତନ କର ପ୍ରଭୁ ଆଶୀର୍ବାଦ କରନ୍ତୁ
ଖ୍ରୀଷ୍ଟିଆନ ଭାଇ ମାନେ ଓ ଭଉଣୀ ମାନେ କିଛି ଭୟ କରିବାର ନାହିଁ। ଯୀଶୁ ହିଁ ଏକ ମାତ୍ର ଜୀବିତ ପରମେଶ୍ଵର | ଏହି ଫିଲ୍ମ ସେହି ଫିଲ୍ମ ଦେଖି ଭୟ କର ନାହିଁ।
ଆଦିବାସୀ ମାନେ ସମସ୍ତେ ହିନ୍ଦୁ ମୁଁ ବି ଆଦିବାସୀ ଆମେ ୧୨ ମାସ କୁ ୧୩ ପର୍ବ ପଲନ କରୁଛନ୍ତି
@@pabitrajani2773 ମୁଁ ଆଦିବାସୀ କିନ୍ତୁ ମୁଁ ହିନ୍ଦୁ ନୁହେଁ ଆଉ ହଁ ଆଦିବାସୀ ମାନେ ହିନ୍ଦୁ ନୁହଁନ୍ତି ଏଇଟା ସମ୍ବିଧାନ ମଧ୍ୟ କହୁଛି
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
Bhai gate katha pocharibi mind karibani but mate kahiba, bhai 12 month re 13 porbo jou palano karucho kan ghare aji parjyanta khusire ochhontiki sata kahiba bhai 💞🙏
ଏହି ଫିଲ୍ମ ଯଦି ହିନ୍ଦୁ ଧର୍ମ ବିରୁଦ୍ଧରେ ହେଇଥାନ୍ତା ତେବେ ଓଡ଼ିଶାରେ ପୁଣିଥରେ ଦ୍ବିତୀୟ ଦଙ୍ଗା ସୃଷ୍ଟି ହେଇଥାନ୍ତା Yes or no❓🤣😂😅
ଜାଣିଛୁ ତ ଭାଇ ଦୁନିଆରେ ଅଧିକ ଖ୍ରୀଷ୍ଟିଆନ ଲୋକ ମାନେ ଅଛନ୍ତି ଯଦି ଥରେ ଖ୍ରୀଷ୍ଟିଆନ ଲୋକ ମାନେ ରାଘିଯିବେ ତାହା ହେଲେ ଓଡ଼ିଶା କଣ ଭାରତ ବି ହଲିବ ବୁଝିଲୁ
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଗୋଟିଏ ନୁହଁ ୨୦ ଟା ସିନେମା ଆସିଳେ ମଧ୍ୟ ଖ୍ରୀଷ୍ଟ ଧର୍ମ ବଡ଼ି ଵ 😂😂 ଧର୍ମ କୁ ତମେ ରକ୍ଷା କରିବ ନା ଧର୍ମ ତମକୁ ରକ୍ଷା କରିବ
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
ଫିଲିମ୍ ଟି କେଉଁ ଧର୍ମ କେଉଁ ଜାତି ଉପରେ ଆଘାତ ନ ପହଞ୍ଚାଉ । ଫିଲିମ୍ ଆସିଲା ପରେ ଧର୍ମ ଧର୍ମ ବିପକ୍ଷରେ ଜାତି ଜାତି ବିପକ୍ଷରେ ଦଙ୍ଗା, ଯୁଦ୍ଧ ନ ହେଉ । କାହିଁକି ନା ଫିଲିମ ର ଟ୍ରେଲର୍ଟି ଖ୍ରୀଷ୍ଟିଆନ୍ ଓ ଆଦିବାସୀଙ୍କ ଘୃଣା କଲା ଭଳି ସନ୍ଦେହ ହେଉଛି । ଆଦିବାସୀ ଶିକ୍ଷିତ ହେଉ ବୋଲି ଚାହାଁନ୍ତି ନାହିଁ । ସେମିତି ପରିସ୍ଥିତି ନ ଆସୁ । ଶେଷରେ ଆପଣଙ୍କ ଭିଡ଼ିଓ ବହୁତ ଭଲ ଲାଗିଲା ଧନ୍ୟବାଦ ଭାଇ ।
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
Film କୁ ବନ୍ଦ କରାଯାଉ
ମୁଁ କ୍ରିଷ୍ଟିଆନ ଲୋକ ମୋତେ ହିନ୍ଦୁ ଧର୍ମ ରେ ବିଶ୍ୱାସ ଆସିଲା ମୁଁ ଧର୍ମ ପରିବର୍ତନ କରିଛି
Guys we are watching ramayan,Mahabharat and so many hindusism influence serials and movies from childhood to till now but we didn't get to change our religion. That means Kia kahaku kahi dele jadi dharmo change hei jau chanti ta hele christian dharmo ra kichi ta truth achi....bro one question from my side that can you change a christian people to Hindu religion by saying about Geeta ? I assured u can't bro. That means we can't make foolish people change one religion to another. It may be their own choice or they might have seen something truth about Jesus Christ. That's why people are getting changed.
ଆମ୍ ଦେଶ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏହି ଦେଶରେ ଏପରି କୌଣସି ଧର୍ମ ବିରୋଧି ଫିଲ୍ମ ତିଆରି କରିବା ଉଚିତ୍ ନୂହେଁ।
ଠିକ୍ କଥା କହୁଛନ୍ତି ଭାଇ thank
ବିନା ପ୍ରମାଣ ରେ ସବୁ ମିଛ ବିଷୟ କୁ ଚଳଚିତ୍ର ରେ ଦର୍ଶାଇବା..not acceptable
ଜବରଦସ୍ତ କରି କେହି କେବେ କାହାର ଧର୍ମ ପରିବର୍ତ୍ତନ କରିପାରିବେନି କି ଟଙ୍କା ଦ୍ଵାରା.. କେବଳ ଜଣେ ଭଲ ବିଷୟ କୁ ଆପଣା ସୋ ଇଚ୍ଛା ରେ ଗ୍ରହଣ କରେ..
Great Loving Jesus help you to know him
God bless you brother
ଆରେ ଭାଇ ମୁଁ ନିଜେ ଦେଖିଛି କେମିତି ଧର୍ମ ପରିବର୍ତନ କରୁଛନ୍ତି ତମେ ମାନିବନି ସେଇଟା ଅଲଗା କଥା ହେଲେ ମୁଁ ନିଜେ ଦେଖିଛି
ଧର୍ମ ର ଅର୍ଥ ସତ୍ୟ ,ଉତ୍ତମ ,ପ୍ରେମ , ନିଃସ୍ଵାର୍ଥପର, ପବିତ୍ର , ଦୟା, ଉଦାରତା , ସାହାଯ୍ୟ ମନୋଭାବ,ଶାନ୍ତି ପ୍ରିୟ, ପିତାମାତାଙ୍କୁ ସମାଦର, ପ୍ରତିବସି ଙ୍କୁ ଆତ୍ମତୁଲ୍ୟ ପ୍ରେମ,ଆଉ ସମସ୍ତ ଭଲ ବିଷୟ ଗୁଡାକ... ଯାହା କେବଳ ପ୍ରଭୁ ବା ଈଶ୍ୱର ଙ୍କ ଠାରୁ ଆସିଥାଏ ତାହା କେବଳ ପ୍ରଭୁ ଯୀଶୁ ଙ୍କ ଠାରୁ ହିଁ ଆମକୁ ମିଳୁଛି ..
ବ୍ୟଭିଚାର, ଅଶୁଚିତା ,କାମୁକତା,ଗୁଣିଗାରେଡି, ପ୍ରତିମାପୂଜା ଅନ୍ଧବିଶ୍ୱାସ, ନରହତ୍ୟା, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ ମନ୍ଦ ଧର୍ମ ରୁ ପରିବର୍ତ୍ତନ ହେଇଛୁ
ଆଉ ଆପଣ ଭାଈ କୋଉ ଧର୍ମ ବିଷୟରେ କହୁଛନ୍ତି କୁହନ୍ତୁ ଯାହା ଆପଣ ଦେଖିଛନ୍ତି@@rajatkumarsahoo194
ଧର୍ମ ପରିବର୍ତନ କର ନାହିଁ ମନକୁ ପରିବର୍ତ୍ତନ କର କାରଣ ସମୟ ସନ୍ନିକଟ 🙏
Chokuli pithare keteta kona😅😂 once again sambit in controversy
ପ୍ରମାଣ ନ ଥାଇ ଲୋକଙ୍କୁ ଦୋଷୀ କରିବା ଅନୁଚିତ l
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ସନାତନୀ କର୍ମ ଓ ଧର୍ମ ଭାଇ ଫିଲ୍ମ ଭଲ ଓ ମନ୍ଦ ର ବିଷୟ ଉପରେ ଅଛି ଯାହା କି ହିନ୍ଦୁ ଧର୍ମରେ ନର ବଳି ଏବଂ ଅନେକ ଦେବତାଙ୍କୁ କୁକୁଡ଼ା ଛେଳି ଦିଆଯାଉଥିଲା ଏବଂ ପଥରକୁ ପୂଜା କରୁଛନ୍ତି ବୋଲି ଧର୍ମ ପରିବର୍ତନ କରୁଛନ୍ତି କିନ୍ତୁ ହିନ୍ଦୁମାନଙ୍କ ଧର୍ମ କମିଯିବ ବୋଲି ଧର୍ମ ରକ୍ଷା କରିବା ପାଇଁ ହିରୋ ଚେଷ୍ଟା କରୁଛି କିନ୍ତୁ ଗୋଟିଏ ବିଷୟ ମିଛ ଅଛି ଯାହା କି ପାଷ୍ଟରଙ୍କ ହାତରେ ଜମି ପଟ୍ଟା ଅଛି ବାକି ସବୁ କିଛି ଭଲ ଅଛି love you brother
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
ମୁଁ ଆଦିବାସୀ, କିନ୍ତୁ ମୋ ବାପା ଆଗରୁ ହିନ୍ଦୁ ଥିଲେ, କାହିଁ ମୋ ବାପାକୁ ଟଙ୍କା ଦେଇ ହିନ୍ଦୁ କରାଇଛନ୍ତି ବୋଲି ମୋ ବାପା କହିନାହାନ୍ତି, ଏବେ ସେ ଆଗ ଅପେକ୍ଷା ଭଲ ଅଛନ୍ତି ବୋଲି କହୁଛନ୍ତି 🙏
Proud for my grand grand grand papa....m christian...my saviour thank you Lord almighty JESUS CHRIST
ସତ୍ୟ ମେବ ଜୟତେ..... ପ୍ରଭୁ ଯୀଶୁ କହିଲେ.... ମୁଁ ପଥ, ସତ୍ୟ, ଓ ଜୀବନ....
ଭାଇ ତମେ ଯାହା କହୁଛ ଠିକ କଥା କିନ୍ତୁ ସମ୍ବିତ ଯିଏ ସନାତନୀ movie ର ହିର ସେ ନିଜେ ମୟୁରଭଞ୍ଜ ମହାତ୍ସବ ରେ ଏମିତି କହିବାଟା ଠିକ ନ ଥିଲା
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
Odisha ଜଳିଲେ ସନତାନି film maker ବୋହୁତ ଭଲ ଲାଗିବ କି ?
ମୁଁ ଆପଣଙ୍କୁ ଗୋଟିଏ video ପଠାଇ ବି ଆପଣ କ'ଣ video ବନାଇ ଛାଡିବେ କି ?
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
Sure 😊
ଯିଏ ପଇସା ପାଇଁ christian ହୁଏ ସେ ପ୍ରକୁତ christian ନୁହଁନ୍ତି.
ଭାଇ ହିନ୍ଦୁ ଧର୍ମ ଦଳିତ କୁ କେତେ ଉଚ୍ଚରେ ରଖିଛି ଆପଣ ମାନେ ଭଲ ଭାବେ ଜାଣି ଛନ୍ତି, ସୁଦ୍ର ଲୁଚି ଛପି ବେଦ ଶୁଣେ ତେବେ ତା କାନରେ ତରଳ ଶିଶା ଢଳା ଯିବା ଦରକାର, ବେଦ ପଢେ ତେବେ ଜିଭ କଟା ଯିବା ଦରକାର, ଢୋଲ ଗାବର୍ ଶୁଦ୍ର ପଶୁ ନାରୀ ୟେ ହୈ tadan କେ ଅଧିକାରୀ କରି ଦଳିତଙ୍କୁ ଶିକ୍ଷା ରୁ ବଞ୍ଚିତ କରି ସବୁ ହରଣ କରେ ଏବେ ଜାତି ପ୍ରେମ ଉଚ୍ଛୁଳି ପଡୁଛି
ଏହି ଫିଲ୍ମ ଯଦି ଚାଲିବ ତାହା ହେଲେ ଓଡିଶା ରେ ନିଆଁ ଜଳିବ ସେହି ନିଆଁ ରେ ପ୍ରଥମେ ସମ୍ବିତ ଜଳିବ ତେଣୁ ଅନୁରୋଧ କରେ ଏହି film ର Director , and producer and actor ମାନଙ୍କୁ,ଏହି film ବନ୍ଦ କରାଯାଉ, କାରଣ ଏମିତି Christian ଧର୍ମ ବିରୋଧ ରେ କରିବାର ନ ଥିଲା !ଟିକେ ଦେଖ South movie କେମିତି ହେଉଛି, ଟିକେ ଲଜ୍ୟା, ସରମ ବି ନାହିଁ,ଓଡ଼ିଆ film ସବୁ copy ନହେଲେ ତ କାହା ବିରୋଧ ରେ କରିବେ ସବୁ ଫାଲତୁ ! ସମ୍ବିତ କହୁଛି ପାଳକ ମାନଙ୍କ ହାତରେ ଆଦିବାସୀ ମାନଙ୍କ ର ଜମି ଅଛି, ତୁ ମୋତେ ପ୍ରମାଣ ଦେଖା, ଗଣ୍ଡ, ମୂର୍ଖ ସମ୍ବିତ, ରଜ queen ରେ ମନ ଇଚ୍ଛା ଗପିଲ ଆଉରି ଏବେ ଏମିତି, ବେକାର film
Adibasi sampunnarupare❤❤❤❤❤hindu❤❤❤
(ଭାଇ ଏହି କାହାଣୀ କ'ଣ ମୋ କହୁଛି ଏହି ଟା କାହାଣୀ ନୁହେଁ କି କାଳ୍ପନିକ ନୁହେଁ ) ଯାହା one of government ପାଇଁ ଯାହା ବାଇବଲ ଲିଖିତ ଅନୁଯାୟୀ , ଏ ସବୁ ଘଟିବ ବାଇବଲ ଲେଖା ଅନୁଯାୟୀ ବାଇବଲ ରେ ଯାହା ଯାହା ପ୍ରକାଶିତ ହୋଇଛି ତାହା ହିଁ ଏ ଜଗତରେ ଘଟିବ, ସବୁ ଛାଡ଼ିଦେଲି ବାଇବଲ କୁ ପାଠ କରନ୍ତୁ ସବୁ ଜାଣିବେ , ଯେଉଁ ବାଇବଲ କୁ scientist ମାନଙ୍କ ସାମ୍ନାରେ ରଖିଲେ scientist ମାନଙ୍କର mind ଓ talent ୦% ହୁଇଯାଏ ସେହିଁ ବାଇବଲ ର କେତେକ ବିଷୟ କୁ ନେଇ ଏପଟେ ସେପଟେ କରି ଲୋକ ମାନଙ୍କୁ ବୋକା ବନାଇଛନ୍ତି। ସାବଧାନ ! କହିଁକି ନା ବାଇବଲ ରେ ଯାହା ପ୍ରକାଶିତ ହୋଇଛି ତାହା ହଁ ଏ ଜଗତରେ ଘଟୁଛି, ଆଜକୁ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଏ ଜଗତରେ ଘଟି ଆସିଅଛି, ଆଉ ବି ଆଗରୁ ଘଟିବ
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
Glory to jesus amen haliluja ❤❤❤❤
'God bless you., brother.."
ଭାଇ ସବୁ ଧର୍ମକୁ ସମ୍ମାନ ଦିଅନ୍ତୁ ଢେର୍ ସାରା ଆଶୀର୍ବାଦ ମିଳିବ ... ଯଦି ଗୋଟେ ଧର୍ମ ବିରୋଧରେ ଯାଉଛ ତେବେ ପୋକ ମାଛି ପରି ମରିବ ରେ ମରିବ so ସମୟ ଥାଉ ଥାଉ ମନ ପରିବର୍ତ୍ତନ କର l
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
@RajaExpressVlogs ମୁଁ ଆପଣଙ୍କୁ କହୁନି ଭାଇ ... ଅନ୍ୟ ମାନଙ୍କୁ କହୁଛି ... ଧନ୍ୟବାଦ 🙏🙏🙏
Jay Jesus Christ ❤❤❤
ଆଦିବାସୀ ହିନ୍ଦୁ ନୁହଁ କି ଖ୍ରୀଷ୍ଟିଆନ ନୁହଁ, ସେମାନେ ବ୍ରାହ୍ମଣ ଦ୍ଵାରା କିମ୍ବା ପାଦ୍ରୀଙ୍କ ଦ୍ଵାରା କୌଣସି ମାଙ୍ଗଳିକ କର୍ମ କରାଇ ନଥାନ୍ତି ।ସେମାନେ ହେଉଛନ୍ତି ପ୍ରକୃତି ପୁରୁଷ ।
ରାଜା ଭାଇ ଆପଣ ଭଲ ବୁଝିଛନ୍ତି 🙏
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
ଆଦିବାସୀ ହିନ୍ଦୁ ନୁହନ୍ତି ସେମାନେ ପ୍ରକୃତିର ଶକ୍ତି କେଉଁଠାରେ ପାଆନ୍ତି ସେଠାରେ ପୂଜା କରନ୍ତି | ଯଦି ପଥରରୁ ଶକ୍ତି ମିଳେ ପଥରକୁ ପୂଜା କରନ୍ତି। ଏହିପରି ନଦୀ, ନାଳ, ପାହାଡ଼ି, ପର୍ବତ, ଗଛ, ଗୁମ୍ଫା, ଏପରିକି ଶୂନ୍ୟସ୍ଥାନ ବି ହୋଇପାରେ। ଆଦିବାସୀ ମୂର୍ତ୍ତି ପୂଜକ ନୁହନ୍ତି। ମନ୍ଦିରରେ ସେବା କରିବା ଲୋକ ନୁହନ୍ତି
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଭାଇ ତମ video viral ହେବାର କାରଣ christian ମାନେ ଅଧିକ ଦେଖିଲେ ଆଉ comment କରିଛନ୍ତି ବୋଲି ବୋଧେ
Kormo bisayore ta nahi darmo birudhare hoichi
ଏହି ଭିଡିଓ ଟି ବନାଇ ଖ୍ରୀଷ୍ଟିଆନ ଓ ହିନ୍ଦୁ ଧର୍ମାବଲାମ୍ବୀ ମଧ୍ୟ ରେ ଏକ ବଡ଼ ଗୁଜବ ସୃଷ୍ଟି କରିଛି। ଯେହେତୁ ଏହି ଭିଡିଓ ଟି ରେ ଜଣେ ସାଧୁ ବା ପ୍ରଚାରକ କୁ ଏକ ଗୁଣ୍ଡା ବା ଭିଲେନ୍ ରେ ପରିଣତ କରି ସୁଟିଂ ହେଉଛି। ଏହା ଏକ ବଡ଼ ଗୁଜବ ଓ ବିରୋଧି କାର୍ଯ୍ୟ ଅଟେ ।
Sir apananker matamat bahut sunder sabu dharmaku sanman karu
18:59
Sir apanaker matamat bahut sunder sabu dharmaku sanman dionti thank you very much mu sanatan jisunko bhakt
Dharma ta kebala hindu dharma❤cristianity ta kebala moj😅😅😅😅😅😅
God bless you brther
BJP SORKAR ku Request Please Ehi Sonatoni Film Ban Korontu Or Sambit ku Jail Niaajaau Karon Sonatoni Film Ru Bisrunkhola Srusti Heuchi jodi Ehipori hele Agoku Bharot Desore Christian/Hindu Modhyore Judho Chalibo..
ଯଦି ଧର୍ମକୁ ନେଇ ସିନେମା ବନେଇବେ ତେବେ ସବୁ ଧର୍ମର ପ୍ରଭୁ ମାନଙ୍କ ବ୍ୟକ୍ତିତ୍ଵକୁ ଚଳଚିତ୍ର ମାଧ୍ୟମରେ ପ୍ରଚାର ଓ ପ୍ରକାଶ କରନ୍ତୁ, ଲକେ ଆପେ ସତ୍ୟକୁ ଜାଣିଯିବେ, ଧନ୍ୟବାଦ୍
Bhai tume bahuta bhala kahocha, God bless you bhai
Odisha ro prathamo christian bharmano thile tanka Name Gangadharo Sarangi thile
Adibasi no thile
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଭାଇ ଧର୍ମସବୁବେଳେ ଭଲ ପାଇବାଦେଇଥାଏ କାରଣ ପ୍ରେମ ସଦା ସର୍ବଦା ରହିବକାରଣ ଇଶ୍ଵର ଜଗତକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଅଦିତିୟ ପୁତ୍ରକୁ ଦାନ କଲେ ଆମେନ୍
Praise the lord
Odia move chaluni Sethi pai dharma nare move banajauchi
Thankyou So Much For Your Love🥰🥰💕✅💥🔥🙏Jay Jagannath Bhai
ଖ୍ରୀଷ୍ଟିଆନ ଧର୍ମ ଚାଲୁ ନାହିଁ ସେଥିପାଇଁ ଆଦିବାସୀ ମାନଙ୍କ ସରନା ଧର୍ମ କୁ ବର୍ବାଦ କରି ଗରିବ ଆଦିବାସୀ ମାନଙ୍କୁ ଚାଉଳ ଟଙ୍କା ଲୋଭ ଦେଖେଇ ଯୀଶୁ ନାମ ରେ ମିଛ ବାଇବେଲ ଲେଖି ତାଙ୍କ ଧର୍ମ ପରିବର୍ତନ କରା ଯାଉଛି 😂😂
ଆଉରି Christian ଏବେ Amen 🙏
ଭାଇ ଏ ସିନେମା ତିଆରି ହୋଇଛି କିଛି ଲୋକଙ୍କର ମନରଞ୍ଜନ ପାଇଁ ଆଉ ଯେତେଜଣ ଏ ସିନେମା ତିଆରି କରିଛନ୍ତି ସେମାନଙ୍କର ଫାଇଦାହେବ ଜଦି ଧର୍ମ ବିରୁଧ୍ୱରେ ସିନେମା ତିଆରି କରିଥିଲେ ତାଙ୍କରି ପ୍ରତୀଫଳ ସେମାନେ ପାଇବେ ନମ୍ନସ୍କାର୍ ଭାଇ କମେଣ୍ଟ୍ ଲେଖିବାରେ କିଛି ଭୁଲ୍ ଥିଲେ କ୍ଷମା କରିବେ
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
Brother he is not hero just a actor for action🎬every actors they're not heroes, because Real hero is only one he is God..
ଭାଇ ଧର୍ମ ବିରୋଧୀ କରନାହିଁ, ଯେଉ ଧର୍ମରେ ରୁହ ସ୍ଵର୍ଗର ପଥ ନିମନ୍ତେ,ସଜାଗ ରୁହ,ସମୟ ସନ୍ନିକଟ
Right bro
ସମ୍ବିତ କଣ ଆଦିବାସୀ ମାନଙ୍କ ବିଷୟରେ ଜାଣିଛନ୍ତି ଜଣାଇବେ
jay jay Masih ki ✝️ God bless you 🎉🎉🎉🎉❤❤❤❤❤❤