61st Sanskriti Charcha on 25th Mar 2022 at Odisha State Archives,Dept. of Odia Literature Language and Culture, Speaker : Rabindra Narayana Mishra Topics: Jibana O Shree Jagnannath
Han agyan apana thik kahichanti .mu bi Abe 2 month heba Rabi Sir nka video sabu dekhi asuchi Kintu Sir nka Ara pari ku jiba khabar suni mana ku bhari kasta lagila 😢 ame bahut deri kari dele agyan 😢😢
Great initiative by Culture Department...thank you very much 👏 👍...for such a nice piece of speech by R N Mishra...Prabhu Jagannath ki Jai...jai...jai....
ରାଜ୍ୟ ଅଭିଲେଖାଗାର ତରଫରୁ ଜୀବନ ଓ ଜଗତ ସମ୍ପର୍କରେ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବକ୍ତୃତା ଆୟୋଜିତ ହୋଇଥିବା ଆନନ୍ଦର ବିଷୟ। ଜୟ ଜଗନ୍ନାଥ !
ସ୍ବର୍ଗତ ପୁଜ୍ୟ ଶ୍ରୀଯୁକ୍ତ ରବିଦ୍ର ନାରାୟଣ ମିଶ୍ର ଙ୍କ ଶ୍ରୀ ଚରଣେ କୋଟି କୋଟି ବିନମ୍ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ଜୟ ଜଗନ୍ନାଥ
ଶ୍ରୀମନ୍ଦିରର ଉପ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କର ୧୫୦୦ ଗଳ୍ପ ଏବଂ ଅନେକ ପୁସ୍ତକ ପ୍ରକାଶିତ ଜାଣି ଆନନ୍ଦିତ ।
ଜୟ ଜଗନ୍ନାଥ ! ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖି ଆନନ୍ଦିତ ।
ମୋ ହୃଦୟରୁ ଏ ମହାନ ଆତ୍ମାଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି।
Very nice Anubhuti.. Mr. R. N. Mishra... Jay jagannath 🙏❤️🙏
ମୋର ଏହି ମହାନ ବ୍ୟକ୍ତିତ୍ୱ ଙ୍କୁ ଶୁଣି ବାରେ ବହୁତ ବିଳମ୍ବ ହୋଇଗଲା। ଆଜି ସେ ଆମ ପାଖରେ ନାହାନ୍ତି। ଏତେ ସରକ ବ୍ୟକ୍ତି ଅଥଚ ଜଗନ୍ନାଥ ଙ୍କୁ ନେଇ ତାଙ୍କର କି ଦୃଢୋକ୍ତି, କି ଖୋଲା ଆଳାପ ନିଷ୍କପଟ ହୃଦୟରେ ସବୁ କହି ଦେଲେ ହେଲେ ଆହୁରି ଶୁଣିବାକୁ ଇଛା ମାତ୍ର ଆମେ ତା ଙ୍କୁ ହରେଇ ସାରିଛେ।
Han agyan apana thik kahichanti .mu bi Abe 2 month heba Rabi Sir nka video sabu dekhi asuchi Kintu Sir nka Ara pari ku jiba khabar suni mana ku bhari kasta lagila 😢 ame bahut deri kari dele agyan 😢😢
ବାର ମାସରେ ତେର ପର୍ବ -- ସବୁ ପ୍ରଭୁଙ୍କ ମାନବୀୟ ଲୀଳା ।
ସାରା ପୃଥିବୀରୁ ଚିଠି ଆସେ ଜଗନ୍ନାଥଙ୍କ ପାଖକୁ ।
Om shanti om shanti om shanti🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏 thanks🌹🙏🌹🙏🌹🙏🌹🙏
ପୂଜ୍ଯ ଆପଣଙ୍କ ଶ୍ରୀ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ।
Koti Koti pranam Mahaprabhu 🌹🙏🌹
Sir nku mor koti Koti pranam 🌹🙏🌹
ଚମତ୍କାର, ଚମତ୍କାର, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଭବତୁ. 🙏🙏🙏
ସାର 🙏,
ରାଜ୍ୟ ଅଭିଲେଖଗାର ଦ୍ୱାରା ପ୍ରସ୍ତୁତ ଓ଼ ଜୀବନ ଓ଼ ଜଗନ୍ନାଥ ଆଲୋଚନା ଅତ୍ୟନ୍ତ ମାର୍ମିକ ଥିଲା ତେଣୁ ଅଧିକ୍ଷକ ଙ୍କୁ ସାଧୁବାଦ!
ଏହିପରି କାର୍ଯ୍ୟକ୍ରମ ଆୟୋଜନ ସମୟ ରେ ମୋତେ ଉପସ୍ଥିତ ହେବାର ସୁଯୋଗ ଦେଲେ ମୁଁ କୃତଜ୍ଞ ରହିବି !
Jai Sri Jagannath
ସୁଲେମାନ ବାବୁ ବହୁତ୍ ବଢିଆ କାମ ପ୍ରକୃତ ଓଡ଼ିଆ ପୁଅ ଆପଣ ମୁସ ଲ ମନ୍ ହେଲେ ମଧ୍ୟ ପ୍ରକୃତ ଓଡ଼ିଆ ଏହା ଦେଖି ଆମେ ଆଜି ଓଡ଼ିଆ ଜାତି ଟା ଭାରି ଗର ବିତ ଜୟ ଜଗନନାଥ
ରବିନ୍ଦ୍ର ନାରାୟଣ ମିଶ୍ରଙ୍କ ଓଁ ଉଚ୍ଚାରଣ ଭଲ ଲାଗିଲା ।
Great initiative by Culture Department...thank you very much 👏 👍...for such a nice piece of speech by R N Mishra...Prabhu Jagannath ki Jai...jai...jai....
ବାବା ଅଛନ୍ତି,ରହିଥିବେ ଚିରକାଳ ଯେତେଦିନ ପ ର୍ଯ୍ୟନ୍ତ ମଣିମା ମହାବାହୁ ରତ୍ନ ସିଂହାସନ ରେ ବିଜେ କରିଛନ୍ତି🙏🌻🙏🌻🙏💐💐
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ମହାନ ଆତ୍ମା ଙ୍କୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏🙏
🙏🙏🌹ପ୍ରଣାମ. ଜୟଜଗନ୍ନାଥ 😭😭
ଗୁରୁଦେବ ଆପଣଙ୍କୁ ପ୍ରଣାମ
Om Shanti 🙇🙏
Jai jaganatha swami nayana patha gami bhaba tume.
ଜଗନ୍ନାଥ ସ୍ୱାମୀ କି ଜୟ ଜୟ ଜୟ ଜୟ ଜୟ
Jay Jagannath baba pranama sir❤❤❤❤❤❤❤
ପୂର୍ବ ଜନ୍ମ କୃତ ପାପମ୍ ବ୍ୟାଧିରୂପେଣ ଜାୟତେ ।
Jay Jagannath Swami 🙏🙏🙏🙏🙏🙏🙏🙏🙏🙏
କଳି ଯୁଗରେ ଜଗନ୍ନାଥଙ୍କ ବିଷୟରେ ସଚେତନ ହେବା ଉଚିତ ।
Jay jagarnnath🙏🙏 jay jagarnnath🙏 jay jagarnnath mohaprabhu 🙏🙏🙏🙏
ଅସ୍ଥିର ଜୀବନରେ ସ୍ଥିର ଜଗନ୍ନାଥ ।
ଆହେ ଲୀଳାମୟ ବଡ ଠାକୁର, ଘେନାକର ମୋର କୋଟି ଜୁହାର।
କେତେ ଅଭିଜ୍ଞତା ! କେତେ ଅନୁଭୂତି !
କେତେ ଜୀବନ୍ତ ଅଭିଜ୍ଞତା !
Jay Jagannath
ପୂଜ୍ୟ ରବୀନ୍ଦ୍ର ନାରାୟଣ ମିଶ୍ର ଙ୍କ ଦ୍ୱାରା ଜଗନ୍ନାଥ ଲୀଳା, ରହସ୍ୟ ଅତି ସୁନ୍ଦର ଭାବରେ ଉପସ୍ଥାପିତ 🙏ଜୟ ଜଗନ୍ନାଥ, ମହାପ୍ରଭୁ 🙏🙏😢
ଜୟ ଜଗନାଥ जय जगन्नाथ
ଓଁ ! ଓଁ ! ଓଁ ! ଜୟ ଜଗନ୍ନାଥ !
Jay shree Jagannath swami nayana patha gami bhabatume 🌺🌺🌺🙏🚩🌺🙏🙏🌺🌿🌿🌿
Jay Jagannath mahaprabhu
ଭାରତୀକୃଷ୍ଣ ଙ୍କ ଆଗରେ କାର୍ଟଜୁଙ୍କର ମଥା ନତ ।
ସାର୍ 😭😭😭😭😭😭😭 ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏
ଜୟ ଜଗନ୍ନାଥ,ଭୂମିଷ୍ଠ ପ୍ରଣାମ ବାବା🙏🙏💗💗🙏🙏
କଳି ଯୁଗରେ ମୃତ୍ୟୁ ସଚେତନ ହେବାକୁ
ହୁଏ ।
ପିତାହାମସ୍ୟ ଜଗତଃ ମାତା ଧାତା ପିତାମହଃ
ଟର୍ଚ୍ଚର ବ୍ୟାଟେରୀ ବିନା ମୂଲ୍ୟ ନଥିବା ପରି ଜଗନ୍ନାଥଙ୍କ ଭିତରେ ବ୍ରହ୍ମ ରହିଥିବାରୁ ଶେ ଜୀବନ୍ତ ।
Pranam Rabindra Narayan Mishra sir. Jay Prabhu Shree Jagannath,🙏
Jay sri jagannath🌹🙏🙏🙏🙏🙏🙏......
Jaya Jagannath. Rabi Sir Amar Rahe.
Jay jagannath🙏🙏🙏
ବୈଦିକ ଗଣିତର ପ୍ରଦର୍ଶନ ।
Jay Jagannath Swami
Kalia apanka atama ku santi diantu.
ଜୟ ଜଗନ୍ନାଥ 🙏🙏
jai jai sri jaganath
ଓଡ଼ିଆ ଜାତିର ଅସ୍ମିତା ସ୍ୱାଭିମାନ ପ୍ରାଣର ଠାକୁର ଘରର ମୂରବୀ ମହାପ୍ରଭୁ ଜଗନ୍ନାଥଙ୍କ ଚରଣ କମଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ଶରଣ ମଣିମା ଜୟ ମହାବାହୁ ଜୟ ଜଗନ୍ନାଥ
God bless you!!
ହାତ କଟିଗଲା । ସିନ୍ଦୂର ସିନ୍ଦୂର ଶୁଣି ପାରିଲେ । କଟା ଜାଗାରେ ବିମଳାଙ୍କ ମନ୍ଦିରର ସିନ୍ଦୂର ଲଗାଇଦେଲେ ଭଲ ହୋଇଗଲା । ଜୟ ଜଗନ୍ନାଥ !
Jay jagannatha
Jay Jagannath 🙏🙏
Mahapravu Jaganath expressed Leela through Sri RabindranarayanMishra during his 7years service in SriMandira
JAY JAGANNATH🙏❤🙏🙏❤
Jayjagannath ❤❤❤❤
Amazing experience
Apan mane vala
Jay Jagannath Swami 🙏🌹
ଅଦ୍ଭୁତ ଭାଷଣ । ଅଦ୍ଭୁତ କବିତା ।
ଏତେ କୃପାମୟ ସ୍ୱାମୀ ।
Jay jagganath
ପ୍ରଣାମ
All the books on Mahapravu Jaganath written by RabindranarayanMishra are full of real facts on Jaganath to know Him
Bhagaban apanaku satay karantu
🥰❤❤❤❤❤🙏🏻🙏🏻🙏🏻🙏🏻🙏🏻
🙏🙏🙏🙏🙏🙏🙏🙏
🙏🙏🙏
ଆଦ୍ୟାଶା ପଠାଇଛି ରାକ୍ଷୀ ଜଗନ୍ନାଥଙ୍କୁ ଦେବା ପାଇଁ ।
ରାକ୍ଷୀ ବାନ୍ଧି ଦେଇ ତୁଳସୀ ପଠାଇ
ରବିନ୍ଦ୍ର ନାରାୟଣ ମିଶ୍ର
ଜଗାଙ୍କ ମହିମା ଦେଲେ ଦେଖାଇ ।
Jay jagannath 🙏🪷🌷🪷🌼🌻
Jaga🖤
କୋଟି ଓଡିଆର ମଉଡମଣି ହେ ଜଗତ କର୍ତା ପରେମଶ୍ବର, ଏ ଅଧମକୁ ତୁମ ପାଦ ତଳେ ସ୍ଥାନ ଦିଅ।🙏🙏🙏
ଶ୍ରୀ ଜଗନ୍ନାଥଙ୍କ କଥା ୧୦ ଘଣ୍ଟା କହି
ପାରନ୍ତି ।
କଳି ଯୁଗରେ ବାପ ଥାଉ ଥାଉ ପୁଅ ବି ଚାଲି ଯାଆନ୍ତି । ମୋ ଜୀବନରେ ତାହା ହୋଇଛି ।
ସର୍ଵଂ ରହସ୍ୟଂ ପୁରୁଷୋତ୍ତମସ୍ୟ, ଦେବାଃ ନ ଜାନାନ୍ତି କୁତୋ ମନୁଷ୍ୟାହ୍ ।
ହରେରନାମୈବ କେବଳମ୍ ।
ଭିକ୍ସ ବି ମିଳିଗଲା ।
ଅନୁକୂଲେ ଜଗନ୍ନାଥେ ଅନୁକୂଲମ୍ ଜଗତ୍ ସର୍ବମ୍ ।
ଜନ୍ମ ପୂର୍ବରୁ ଜନ୍ମ ଥିଲା ; j ମୃତ୍ୟୁ ପରେ ବି ଜନ୍ମ ଅଛି । କହିଲେ ରବିନ୍ଦ୍ର ନାରାୟଣ
ମିଶ୍ର ।
ପାଣି ଫୋଟକାର ଜୀବନ ଏଇ ରେ ...
ଯଦୁମଣିଙ୍କ କବିତା କହି ରସ ସୃଷ୍ଟି କଲେ ।
Pravu mote tuma saranre niantu
ଆକାଶଚାରୀଙ୍କ କଥା ।
ରେକର୍ଡ଼ କିପର୍ ଗୋପୀ ବାବୁ କହିଲେ, ଜଗନ୍ନାଥ ମନ୍ଦିରରେ ସିଂହଙ୍କ କାନରେ କହିଲେ ସହସା ହୋଇଯାଏ ।
ବେଦ୍ୟଂ ପବିତ୍ରମୋଙ୍କାର ରକ୍ ସାମ ୟଜୁରେବ ଚ । (ଗୀତା)
ବଣିଆ ଆଣିବ ଓଲଟାଇଲେ ।
ପୁଅ ଦେଲେ ତାକୁ ନାମ ଜଗନ୍ନାଥ ସ୍ବାମୀ ୧୯୩୨ରେ ଜନ୍ମ ।
ମଙ୍ଗଲଗିରି ବଳଭଦ୍ର ସ୍ୱାମୀ, ସୁଭଦ୍ରା, ସୁଦର୍ଶନ, ଶ୍ରୀ ରାଧା । ଅଦ୍ଭୁତ କାହାଣୀ !
ଅନ୍ଧେ ଲୋଗ୍ ଦର୍ଶନ ନହିଁ କରତେ ? ଶ୍ୟାମଲା । ଭୀମ ଭୋଇ, ସୁର ଦାସ ଦର୍ଶନ ନହିଁ କରତେ ଥେ ?
Gay Jagan nath swami nayan pathagami bhabatume
ଜେଉଟ ଭୋଗ କଥା କହିଲେ ।
ରବିନ୍ଦ୍ର ନାରାୟଣ ମିଶ୍ରଙ୍କ ଓଁ ଉଚ୍ଚାରଣ ଭଲ ଲାଗିଲା ।
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ 🙏🌷🌻🌷🙏
ଜୟ ଜଗନ୍ନାଥ,