ଆମିଷ ଖାଇବା ଠିକ ନା ଭୁଲ | Bhakti Jigyansha | Kuni Prabachaka | Sidharth Bhakti

แชร์
ฝัง
  • เผยแพร่เมื่อ 18 ธ.ค. 2024

ความคิดเห็น • 274

  • @PapuMallick-i5r
    @PapuMallick-i5r 5 หลายเดือนก่อน +52

    ଅତି ସୁନ୍ଦର ପ୍ରବଚନ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ ।

  • @skrushnareddy6796
    @skrushnareddy6796 7 หลายเดือนก่อน +35

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ ନମଃ ଭଗବତେ ବାସୁଦେବାୟ ନମଃ
    🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌸🌺🪔🌻🌻💐🏳️🌸🌸🌹💮💮🌷🏵️🥀🏵️🥀🏵️🌸🌹🏵️🌹🏵️💮💮🏵️🏵️🌺🏵️🪔🏵️🌻🕉️💐🕉️🏳️🕉️

  • @skrushnareddy6796
    @skrushnareddy6796 7 หลายเดือนก่อน +36

    ଅତି ସୁନ୍ଦର ପ୍ରବଚନ

    • @pranatipradhan1139
      @pranatipradhan1139 3 หลายเดือนก่อน

      ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻

    • @chinkikjena6036
      @chinkikjena6036 3 หลายเดือนก่อน

      Jl
      U too

      0

  • @BhagyabantaAdbang
    @BhagyabantaAdbang 6 หลายเดือนก่อน +18

    🙏🙏🙏🙏🙏🙏🙏🙏🙏🙏🙏🙏 Jay jagannath mahaprabhu 🙏🙏🙏🙏🙏🙏🙏🙏🙏 Pranam kunibaba tumacharanare ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @ChandanNaik-e7t
    @ChandanNaik-e7t หลายเดือนก่อน +4

    ଯଦି ମଣିଷ ଆଜିବି ଜଙ୍ଗଲରେ ରହୁ ଥାନ୍ତା ଦିନ ବାର ନ ଦେଖି ଆମିଷ ଭୋଜନ କରି ଥାନ୍ତା
    କାରଣ ସବୁ ବେଳେ ତାକୁ ଫଳ ମିଳୁ ନ ଥାନ୍ତା
    Science ଦୟା ରୁ ଆଜି ଗୁମ୍ଫା ରୁ ବାହାରି ଜୀବନ ଯାପନ କରୁଛେ
    ଏମିତି TV ରେ ଭାଷଣ ମାରି ପାରୁଛେ।

  • @anjaanenews4458
    @anjaanenews4458 6 หลายเดือนก่อน +18

    ପ୍ରଭୁ -ଆମେ ମଣିଷ, ଅସୁର ନୁହେଁ।ଆମିଷ କଦାପି ଖାଇବା ଉଚିତ୍ ନୁହେଁ।
    ଆମିଷ ଖାଇ ବିଭିନ୍ନ ପ୍ରକାରର ରୋଗ ବଢ଼େ,ଦେହ ଗରମ ର‌ହିବା ସହ ମନ ହିଂସ୍ର ହେଇ, ଉତ୍ତେଜିତ ହୋଇଉଠିବ । ମନକୁ କଣ୍ଟ୍ରୋଲ କରିବା ଏତିକି ସହଜ ନୁହେଁ j, ଆମିଷ ଖାଇ ଶାନ୍ତି ପାଇବ। ଅଧିକ ଦିନ ବଞ୍ଚିବା ପାଇଁ ହେଲେ ସାହାକାରୀ ହେବା ଉଚିତ୍।
    ପ୍ରାଣୀ ପୃଥିବୀରେ ବଞ୍ଚିବା ଅଧିକାର ଭଗବାନ ଦେଇ ଛନ୍ତି, ଆମେ ଅସୁର ରୂପ ନେଇ ଜୀବନକୁ ମାରି ମଦ ପାଣି ପି କି! ଖୁସି...

  • @damodarreddy8172
    @damodarreddy8172 2 หลายเดือนก่อน +3

    Very good satsang jai gurudev

  • @Jay_Shri-Ram091
    @Jay_Shri-Ram091 6 หลายเดือนก่อน +8

    ବହୁତ୍ ବଢିଆ, ହେତୁ ବାଡ଼ି Luka କୁ ବାମପନ୍ଥୀ ବିଚାର ଧାରା ସମାଜ କୁ ବୁଝେଇବା କଷ୍ଟ।।

  • @bapuniswain2961
    @bapuniswain2961 6 หลายเดือนก่อน +12

    Jay Jagannath

  • @truptikantanayakvssrikant6912
    @truptikantanayakvssrikant6912 6 หลายเดือนก่อน +9

    Jay Shree Jagannath🙏🙏🙏🙏🙏 🚩🚩🚩🚩🚩🚩🚩❤❤❤❤

  • @subhadivyacreation2507
    @subhadivyacreation2507 7 หลายเดือนก่อน +10

    Jay Jagannath 🙏

  • @ranjankumarpatel3321
    @ranjankumarpatel3321 2 หลายเดือนก่อน +2

    ଜୟ ଜଗନ୍ନାଥ 🙏ଜୟ ଶ୍ରୀ କ୍ରିଷ୍ଣା 🙏❤️

  • @rrameshvlogs9819
    @rrameshvlogs9819 6 หลายเดือนก่อน +11

    Radhe radhe 🙏🏻🚩

  • @dsicon3108
    @dsicon3108 7 หลายเดือนก่อน +10

    ଜୟ ଜଗନ୍ନାଥ

  • @dibakarmuthamajhi9404
    @dibakarmuthamajhi9404 2 หลายเดือนก่อน +5

    ଜାଣିଥାଅ ଆମିଷ ଖାଇବା ଦ୍ବାରା ରୋଗ ହୁଏ ନାହିଁ, ନିଜ ପାପ ଦ୍ଵାରା, ନିଜ କର୍ମ ଦ୍ୱାରା ଶରୀର ମଧ୍ୟରେ ରୋଗ ହୋଇଥାଏ କାରଣ ପାପର ବେତନରେ ମୃତ୍ୟୁ ଘଟିଥାଏ,ପାପ ଆମକୁ ନିଶ୍ଚୟ ଧରିବ ଏହା ସର୍ବଦା ସ୍ମରଣରେ ରଖ ବନ୍ଧୁ

    • @gyanaranjansahoo6927
      @gyanaranjansahoo6927 หลายเดือนก่อน

      ଜୀବ ହତ୍ୟା କଣ ପାପ ନୁହଁ ?

  • @LipunJally
    @LipunJally หลายเดือนก่อน +1

    Chhota pila ta ate bada mahan । Jay Jagannath

  • @Goutambapuvk
    @Goutambapuvk หลายเดือนก่อน +2

    ତାହା ହେଲେ ଇନ୍ଦ୍ର ଦେବ କଣ ଅସୁର ସିଏ ତ ସୁର ପିଉଥିଲେ

  • @niranjandas7463
    @niranjandas7463 7 หลายเดือนก่อน +8

    Jay jagannath🙏🙏🙏🙏🙏

  • @DILLIPKUMARDAS-jl1bc
    @DILLIPKUMARDAS-jl1bc 3 หลายเดือนก่อน +2

    JAY GURUDEV JAY GURUDEV JAY GURUDEV JAY JAY GURUDEV🙏🙏 🙏🏻🙏🏻

  • @ranjankumar3030
    @ranjankumar3030 21 วันที่ผ่านมา

    Bahut gyana ...god bless you babu

  • @mahendrakumarperua9437
    @mahendrakumarperua9437 6 หลายเดือนก่อน +17

    ମୁଖ୍ୟମନ୍ତ୍ରୀ
    ଏ ସବୁ
    ବନ୍ଦ୍ କଲେ ଭଲ
    ହୁଅନ୍ତା

  • @NUARANGA
    @NUARANGA 6 หลายเดือนก่อน +4

    ଇଶ୍ୱର ତୁମର ମଙ୍ଗଳ କରନ୍ତୁ | 🙏🙏🙏

  • @prafullamajhi5320
    @prafullamajhi5320 หลายเดือนก่อน +2

    ଆପଣଙ୍କ ମାଧ୍ୟମରେ ଭଗବାନଙ୍କୁ ମୁଁ ଅନୁରୋଧ କରୁଛି ବାଘ ଜଙ୍ଗଲ ରେ ରହି ଯଦି ମାଂସ ନ ଖାଇ ଘାସ ଖାଇବ ତା ହେଲେ ଏ ଜଗତରେ ସୃଷ୍ଟିକର୍ତ୍ତାଙ୍କ ଧର୍ମ ପାଳନ ହେବ, ଏ କ'ଣ ସମ୍ଭବ ହେଇପାରିବ!

    • @gyanaranjansahoo6927
      @gyanaranjansahoo6927 หลายเดือนก่อน +2

      ଆରେ ଭାଇ ବାଘ ଜଙ୍ଗଲ ରେ ଲଙ୍ଗଳା ହେଇକି ବୁଲୁଛି ତ ତମେବି ଲଙ୍ଗଳା ହେଇକି ବୁଲ ।
      ସେ ପଶୁ , ସେ ଜଙ୍ଗଲ ର ନିୟମ ମାନୁଚି । ଆମେ ମଣିଷ ଆମେ ମାନବିକତା ନିୟମ କୁ ମାନିବା ଉଚିତ୍ ।
      ଆଉ ତାପରେ ବି ଆମିଷ ରେ ଯେ ପର୍ଯ୍ୟନ୍ତ ମସଲା ନା ପଡ଼ିଛି ସେ ପର୍ଯ୍ୟନ୍ତ ତାହା ସ୍ଵାଦ ଯୁକ୍ତ ହୋଇ ନଥାଏ । ତମକୁ କେବଳ ବୋକା ବନା ହଉଚି ବଡ଼ ବଡ଼ business man ଙ୍କ ଦ୍ଵାରା । କେଭେହେଲେ ଦେଖିଚ ସେମାନେ ଆମିଷ ଖାଇବା ର ?
      ସେମାନେ ସମସ୍ତେ ଜାଣିଛନ୍ତି ଏଇଟା ଦେହ ପାଇଁ କେତେ ଖରାପ ।

    • @Bisu_NEET
      @Bisu_NEET 5 วันที่ผ่านมา

      Bagha langala buluchi tu bi langala bulll.....anurodh....

  • @rashmitripathy5417
    @rashmitripathy5417 หลายเดือนก่อน +1

    Guruji pranam 🙏🙏🙏🙏🙏🙏🙏🙏

  • @JalandharaJhodia
    @JalandharaJhodia 6 หลายเดือนก่อน +3

    Juge juge jagannath swami 🪔🌺🙏🏿🚩🧘🏿‍♀️...

  • @PremanandaMoharana-s4i
    @PremanandaMoharana-s4i หลายเดือนก่อน +1

    Bahuta sundar prabachan

  • @chinmayapadhi939
    @chinmayapadhi939 6 หลายเดือนก่อน +9

    କିନ୍ତି ଦୋକାନପୁରା ବନ୍ଦ ହେବା ଦରକାର

  • @debirathamajhi7846
    @debirathamajhi7846 หลายเดือนก่อน +1

    Jay shree Krishna 🌹🙏

  • @GSMUSICOFFICIAL316
    @GSMUSICOFFICIAL316 6 หลายเดือนก่อน +4

    ସନାତନ ମିନିଂ କଣ ପ୍ରଥମେ ବୁଝିଲା ପରେ ଜ୍ଞାନ ଦେବ ଲୋକଙ୍କୁ ଆମିଷ ସନା ତନ କଣ ଏତେ ପ୍ରଥମେ ବୁଝିବାକୁ ପଡ଼ିବ ସନାତନ ଧର୍ମ କଣ ସନାତନ ଧର୍ମ ପ୍ରଥମେ କାହାର ଥିଲା ପ୍ରକୃତ ସନାତନ କିଏ କେଉଁଯାତି ଥିଲେ କାହିଁକି ଭାଇ ସବୁ ବୁଝିଗଲା ଭଳି ଲୋକଙ୍କୁ ଜ୍ଞାନ ଦେଉଚ୍ଚ

    • @priyacharandas653
      @priyacharandas653 5 หลายเดือนก่อน

      ସନାତନ ର ଅର୍ଥ ନିତ୍ୟ ସାଶ୍ବତ ।ଵେଦ କୁ ମାନିବା ହେଉଛି ସନାତନ ଧର୍ମ।

  • @saraswatisahoo1033
    @saraswatisahoo1033 7 หลายเดือนก่อน +7

    Right prabachan

  • @parsuramnayak4093
    @parsuramnayak4093 6 หลายเดือนก่อน +5

    ATI Sundar katha .

  • @kastubarik6659
    @kastubarik6659 4 หลายเดือนก่อน +1

    ଅତି ସୁନ୍ଦର ଭାବରେ ପ୍ରବଚନ

  • @priyambadanayak1622
    @priyambadanayak1622 6 หลายเดือนก่อน +34

    ମୁଁ ଆମିଷ ଖାଏନାହିଁ

  • @GunanidhiRana-sh2pb
    @GunanidhiRana-sh2pb 25 วันที่ผ่านมา

    ହହଁ ମୁଁ ବି ବେତାଳ ଅସୁର ବ୍ରହ୍ମ ରାକ୍ଷସ 😊

  • @urmilamutuka2153
    @urmilamutuka2153 หลายเดือนก่อน

    Satya bachana Jai sadguru 🙏🙏🙏

  • @Reenabehera0
    @Reenabehera0 4 หลายเดือนก่อน +4

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻 guruji nku koti koti pranam Jay jagannath 🙏🏻🙏🏻🙏🏻🙏🏻

  • @RinkiBehera-w2e
    @RinkiBehera-w2e 7 หลายเดือนก่อน +6

    Jay gurudev

  • @GODCREATION2155
    @GODCREATION2155 หลายเดือนก่อน +1

    ମଣିଷ ସାକାହାରୀ ନୁହେଁ ଆଜ୍ଞା ସେ ସର୍ବିଆ ପ୍ରାଣୀ କାରଣ ମଣିଷ କଲାପରେ ତା ଶବକୁ ମସଲାରେ ସୁସ୍ୱାଦୁ କରିଦେଲେ ସେ ଖାଇବାକୁ ପାଇବେ ନାହିଁ

  • @chinmayapadhi939
    @chinmayapadhi939 6 หลายเดือนก่อน +85

    ତାହା ମାନେ ଆମେ ଅସୁର

  • @GODCREATION2155
    @GODCREATION2155 หลายเดือนก่อน +1

    ସେ କଥା ଏ ନରାଧମ ବୁଝି ପାରିଲେ ହେଲା

  • @HappyGeoCave-ji8bm
    @HappyGeoCave-ji8bm หลายเดือนก่อน +6

    ଡ଼କ୍ଟର ମାନେ କୁହନ୍ତି ଚୁନା ମାଛ ଖାଆନ୍ତୁ 😂😂😂🎉

    • @gyanaranjansahoo6927
      @gyanaranjansahoo6927 หลายเดือนก่อน

      ଡକ୍ଟର ମାନେ କହୁଛନ୍ତି କାରଣ ଏଇଟା ବିଦେଶ ଜ୍ଞାନ ।
      ଯାଇକି ଥରେ ଆମିଷ ଏବଂ ପିଆଜ ରସୁଣ ଖାଉନଥିବା ଲୋକଙ୍କୁ ଦେଖ , ତାପରେ କହିବ।
      ତାପରେ ବି ଗୋଟେ ଜୀବ ର ଜିଇବା ର ଅଧିକାର ଠାରୁ ତାକୁ ଖାଇବା ର ଅଧିକାର ବଡ଼ ନୁହଁ ।

    • @Bisu_NEET
      @Bisu_NEET 5 วันที่ผ่านมา

      Mu mana karuchi khanna

  • @JagtaBagadiria
    @JagtaBagadiria 2 หลายเดือนก่อน +2

    ଭହୁତସୁଦର ପୂଵଶନ

  • @SantoshSabara-f5u
    @SantoshSabara-f5u 2 หลายเดือนก่อน +2

    ଖ୍ରୀଷ୍ଟିଆନଲୋକ, ତାହାଲେ ଅସୁର,

  • @prakashchandrarout589
    @prakashchandrarout589 2 หลายเดือนก่อน

    Harekrishna 🙏

  • @priyankanaik-t7y
    @priyankanaik-t7y 3 หลายเดือนก่อน

    Prabhu mu SAKAHARI ❤ Jay Jagannath 🙏

  • @susanta659
    @susanta659 2 หลายเดือนก่อน

    Thik kahicha nice 👍👍❤❤❤

  • @kunumunipatra7848
    @kunumunipatra7848 5 หลายเดือนก่อน

    Bahut bhala Jay Jagannath 👏

  • @OD_SOURAV_RAJ_07
    @OD_SOURAV_RAJ_07 4 หลายเดือนก่อน +1

    Proud to be a vegetarian ❤

  • @Dream_India_tour
    @Dream_India_tour 3 หลายเดือนก่อน +2

    ତାହେଲେ ଅଣ୍ଡା ଖାଇବା 😢😢

  • @Santoshreddyodia
    @Santoshreddyodia 4 หลายเดือนก่อน

    ଅତି ସୁନ୍ଦର 😊🙏

  • @nbasudevofficial6520
    @nbasudevofficial6520 5 หลายเดือนก่อน +1

    ❤❤❤❤Jay Jagannath❤❤❤❤

  • @rasmitapradhan1825
    @rasmitapradhan1825 4 หลายเดือนก่อน +1

    Jie jiba hatya kari amisa khae se asura

  • @jayaprakashbanchhor1223
    @jayaprakashbanchhor1223 3 หลายเดือนก่อน

    Good advice❤❤

  • @SatrughanaDash-wc6ue
    @SatrughanaDash-wc6ue หลายเดือนก่อน

    Bhagabatalekhichi, aaharebhala, mandanahi, taraarthakana, kuha

  • @ShekharBaral-r1t
    @ShekharBaral-r1t 7 หลายเดือนก่อน +4

    Amisha ta kana kebala patire khia jayee. Galua loka sethipainee brahmana loka Charvak darshan padhi baku daranti.

  • @bijaymishra6797
    @bijaymishra6797 4 หลายเดือนก่อน

    Beautiful information very Very nice thanks from RUKMINI PRODUCTION 🎉🎉🎉

  • @promodsahoo3322
    @promodsahoo3322 6 หลายเดือนก่อน +1

    Jaya jagannth 🙏🏻

  • @dibakarmuthamajhi9404
    @dibakarmuthamajhi9404 2 หลายเดือนก่อน +2

    ଆମିଷ ଖାଇବା ପାପ ନୁହେଁ ବନ୍ଧୁ,ଜୀବ ହତ୍ୟା ପାପ ନୁହେଁ ବନ୍ଧୁ କାରଣ ଏହି ସବୁ ଆମର ଖାଦ୍ୟ ପାଇଁ ଈଶ୍ୱର ସୃଷ୍ଟି କରିଛନ୍ତି ଏହା ଜାଣିଥାଅ ବନ୍ଧୁ, କିନ୍ତୁ ନର ହତ୍ୟା,ବୟବିଚାର ପାପ ଅଟେ

    • @ashoksend1717
      @ashoksend1717 หลายเดือนก่อน

      Manisa bi jiba pasu bi jiba

  • @anamgamango
    @anamgamango 2 หลายเดือนก่อน +1

    ହେଲେ ପାନ ଖାଇବା ପାପ ନା ନାହିଁ ଭାଇ ଜଣେଇବେ

  • @OnkarMajhi-s3f
    @OnkarMajhi-s3f 4 หลายเดือนก่อน +1

    Ok ❤❤❤❤ thanks

  • @RiseRana
    @RiseRana 4 หลายเดือนก่อน +1

    Radhaa radha

  • @saratmoharana3321
    @saratmoharana3321 6 หลายเดือนก่อน +2

    we are the people of Khayeni

  • @TapankumarPattanayak
    @TapankumarPattanayak หลายเดือนก่อน

    ତୋ ବାପା ମା ପରିବାର ଜମା ଖାଉନଥିବେ

  • @jharanajhankar7335
    @jharanajhankar7335 4 หลายเดือนก่อน +1

    Jibe daya karibakathha

  • @narayandas369
    @narayandas369 6 หลายเดือนก่อน +5

    ହଜରେ ଗୁରୁ ହଜାରେ କଥା କହୁଛନ୍ତି କାହା କଥା ମାନିଲେ ଭଲ

    • @khageswarrout5717
      @khageswarrout5717 6 หลายเดือนก่อน

      AMISA CHHADI DIANTU

    • @kumardebashis7180
      @kumardebashis7180 3 หลายเดือนก่อน

      Pruthibere bahut guru achanti ... samastanka mata bada alaga alaga... samastanka mata bada bujhiba ama pakhaye sambhaba nuhe ... ame sehi bhali gote guru khojiba jie gurunkara guru heithibe ...jahanka pakhare sarba sashtra beda dharma ra tatwa nihita thiba....manisa jibanara prakuta lakhya kn se sahajare bujheideiparuthibe.🙏🙏🙏🙏

    • @jagabandhupattanayak5782
      @jagabandhupattanayak5782 2 หลายเดือนก่อน

      ହଜାରେ ଗୁରୁ ଙ୍କ କଥା ଶୁଣି ନିଜେ ସୁକ୍ଷ୍ମ ଭାବେ ବିଚାର କର

  • @PinkiNag-pv3pr
    @PinkiNag-pv3pr 6 หลายเดือนก่อน +1

    Jay jagarnath

  • @DASHARATHIMAHARI
    @DASHARATHIMAHARI 4 หลายเดือนก่อน +1

    Right 👍

  • @SarojKumar-ds4sb
    @SarojKumar-ds4sb 6 หลายเดือนก่อน +2

    ଏ ସବୁ ଶୁଣିଲା ପରେ ମୋତେ ଲାଗୁଛି ଛେଳି ର ନିର୍ମମ ହତ୍ୟା ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର 😭😭😭

    • @Iamherofromdandikasole
      @Iamherofromdandikasole 6 หลายเดือนก่อน

      ତାହେଲେ ଛେଳି ରଖିବା କଣ ପାଇଁ ମୋତେ ଜବାବ ଦିଅ

    • @binodsahoo9256
      @binodsahoo9256 5 หลายเดือนก่อน +1

      ​@@Iamherofromdandikasole ଛେଳିକୁ ମାରିକି ନ‌ ଖାଇ ଛେଳିର ଲୋମରୁ ସୂତା ପ୍ରସ୍ତୁତ କରିବା।

  • @bhubankumarpodh4007
    @bhubankumarpodh4007 7 หลายเดือนก่อน +4

    Amisha na khaile protein Kami jiba ki ......

  • @sushantakumarbehera9846
    @sushantakumarbehera9846 6 หลายเดือนก่อน +1

    Jay jagannath
    Right

  • @chandramajhi8049
    @chandramajhi8049 6 หลายเดือนก่อน +1

    Thanks you ❤

  • @ShivaPrasad-3456
    @ShivaPrasad-3456 หลายเดือนก่อน

    ଆମେ ହେଉଛେ ଅସୁର ରୁପି ମଣିଷ

  • @ChitraMajhi-w1g
    @ChitraMajhi-w1g 6 หลายเดือนก่อน +2

    Hele Raja dasaratha harina sikara karu thile boli kuha jauchi

  • @sureshpareda1533
    @sureshpareda1533 21 วันที่ผ่านมา

    🙏🙏🙏👍

  • @sureshkumarsahu3068
    @sureshkumarsahu3068 6 หลายเดือนก่อน +1

    Very nice

  • @GelanGelhi
    @GelanGelhi 3 หลายเดือนก่อน

    Mu chhat belu khainahi amis👍👍👍

  • @udayalima9094
    @udayalima9094 6 หลายเดือนก่อน

    ପୁରୋହିତ ପୁଜାରୀ ମାନେ ଆମିଷ ଖାଉଛନ୍ତି. କାର୍ତ୍ତିକ ମାସରେ ଖାଉଛନ୍ତି.

  • @chandramajhi8049
    @chandramajhi8049 6 หลายเดือนก่อน +1

    100%satya kahile guruji jeun 85% hindu nisaa maansa khaauchhanti semaanku mandira bhitaraku jibaaku nisedhakara semaane Hindu sanaatani nuhanti musalim atanti jai shree Ram 🙏🙏🙏

    • @freechennal4784
      @freechennal4784 6 หลายเดือนก่อน +2

      Mo hisab re chahe kaunasi bi dharma haithau se prathame manusya ta banu ,au jie o niriha prani nku kasta dauchhi hatya karuchhi se ta manisa hi nuhe rakhyasa.mor anurodh samastanku ki sabu jiba upare daya,karuna kara.i love animals.

  • @SubratPadhan-te3le
    @SubratPadhan-te3le 4 หลายเดือนก่อน

    Jayajagannatha

  • @manassahoo5718
    @manassahoo5718 7 หลายเดือนก่อน +4

    Right

    • @smruti228
      @smruti228 2 หลายเดือนก่อน

  • @RiseRana
    @RiseRana 4 หลายเดือนก่อน

    Sano bhai pathapadhe futchare ଗୁଢ଼େ 🙏🙏🙏🙏🙏

    • @santoshkumarswain1561
      @santoshkumarswain1561 2 หลายเดือนก่อน

      ପାଠ ପଢିକି କରିଛ କଣ ଭାଇ 🙏

  • @SujayBarman-sw5go
    @SujayBarman-sw5go 4 หลายเดือนก่อน +1

    🙏🕉🙏🕉🙏🕉🙏🕉🙏🕉🚩

  • @gobindsahu-6614
    @gobindsahu-6614 4 หลายเดือนก่อน +1

    Jay jagannath Prabhu

  • @LilimaSethi-vg1fp
    @LilimaSethi-vg1fp 7 หลายเดือนก่อน +4

    🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @chandrabhuyan6559
    @chandrabhuyan6559 5 หลายเดือนก่อน

    ହରୀ ଓମ୍

  • @KsusantReddy
    @KsusantReddy 3 หลายเดือนก่อน +1

    Nicevideo siteram

  • @sibaasishpanda4993
    @sibaasishpanda4993 2 หลายเดือนก่อน +1

    💯% chicken khaile k8chi ହବନି

  • @SabitaSanta-ux8fh
    @SabitaSanta-ux8fh 2 หลายเดือนก่อน

    Ramachandra harina sikar karutile kinahi

  • @smrutiranjannayak8193
    @smrutiranjannayak8193 6 หลายเดือนก่อน +1

    Bhala Katha tame kahucha,goat,chicken, pain kichi loka bepara Kari banchichanti

  • @LabaJhankar
    @LabaJhankar 2 หลายเดือนก่อน

    O jete Loka Aamisha khanti semane asura tume sabu Sura ? Na

  • @Umakant-j4q
    @Umakant-j4q 2 หลายเดือนก่อน

    ଗଛ ର ପତ୍ର ଛିଡେଇ ଖାଇବା ଠିକ୍ କି ନାହିଁ । ସେଟା ତ ଗୋଟେ ବୃକ୍ଷ ର ଶରୀର ର ଅଙ୍ଗ କୁ ଭାଙ୍ଗିବା ଠିକ୍ ନୁହଁ । ଗଛ ର ରୋଷେଇ ଖାଦ୍ୟ ବିଭାଗ କୁ ନଷ୍ଟ କରି ଦେଉଛ । ଶାଗ ଆଉ ପାନ ସବୁ ଖାଇବ ଦ୍ଵାରା?

    • @ashoksend1717
      @ashoksend1717 หลายเดือนก่อน

      Seta udbhida , prani nuhe , jahara reaction nahi sethire kichi nahi

    • @anupbaral5790
      @anupbaral5790 หลายเดือนก่อน

      th-cam.com/video/R-BXv5sY0HU/w-d-xo.htmlsi=v2aIUrfXD3S-1ufO

  • @Ns___lovers125
    @Ns___lovers125 3 หลายเดือนก่อน

    Taha hele dasaratha kn rakysha seta sikara Kariba Ku jai srabana Kumar Ku marithile

  • @ashirbad151
    @ashirbad151 3 หลายเดือนก่อน

    Samaste jadi aainsa kahani tahale puja patha kale kan bainkutha ku jiba..

  • @XZMLSREELEELASHORTS167
    @XZMLSREELEELASHORTS167 2 หลายเดือนก่อน

    ଈଶ୍ୱର ଆରମ୍ଭ ରୁ ହଁ ମଣିଷ ପାଇଁ ମାଛ ମାଂସ ଖାଇ ବା ପାଇଁ ଆଦେଶ କରିଛନ୍ତି ଭାଇ ପାପ ନୁହେଁ ଥରେ ଭାବି କି କୁହନ୍ତୁ

  • @ManiniRana-i5x
    @ManiniRana-i5x 9 วันที่ผ่านมา

    Thik kata

  • @subaschandrabehera6474
    @subaschandrabehera6474 7 หลายเดือนก่อน +3

    Nyc

  • @nabinraj7474
    @nabinraj7474 6 หลายเดือนก่อน +3

    India ra 90% loka Amisha khauchhanti
    Sabuloka jibe tahele narka ku

    • @Richarani1
      @Richarani1 6 หลายเดือนก่อน

      Aeita para kalijuga sethipain

  • @bollywoodgossip123-b8v
    @bollywoodgossip123-b8v หลายเดือนก่อน

    Apana saga kan pai khaucha

  • @satyashreebhuyan1981
    @satyashreebhuyan1981 4 หลายเดือนก่อน

    Doctor kahuchnti amisa khow khahiki na vitamin body darkar

  • @Ajit.MohapatraAjit
    @Ajit.MohapatraAjit 6 หลายเดือนก่อน +2

    Shty. jibahaty moha papa