"ତାଙ୍କ ପଛରେ ବହୁତ ଝିଅ ପଡ଼ିଥିଲେ, କାଳେ ସେ ହାତରୁ ଖସିଯିବେ ଡରିକି ପ୍ରପୋଜ କରିଥିଲି"

แชร์
ฝัง
  • เผยแพร่เมื่อ 15 ก.ย. 2024
  • Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    ANDROID APP- play.google.co...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

ความคิดเห็น • 969

  • @sudhakarsahu8473
    @sudhakarsahu8473 ปีที่แล้ว +20

    ପିଲାଦିନେ ମୁଁ ବହୁତ କଷ୍ଟରେ ମୋ ମାତୃଭାଷା ରେ ସମସ୍ତ ପ୍ରକାରର ଗାଳି ଶିଖିଥିଲି | କିନ୍ତୁ ସମୟକ୍ରମେ ଅଭ୍ୟାସର ଅଭାବ ହେତୁ ମୁଁ ଅଧିକାଂଶ ଭୁଲିଯାଇଛି,
    କିନ୍ତୁ ବେଳେବେଳେ ଏପରି ପୋଷ୍ଟ ଦେଖିବା ପରେ ମୋତେ ପୁନର୍ବାର ଅଭ୍ୟାସ କରିବା ପାଇଁ ଇଚ୍ଛା ହୁଏ, କିନ୍ତୁ ଦୁର୍ଭାଗ୍ୟବସଃତ
    ଏହା ସତ୍ୟ ଯେ ମୁଁ ଭୟ ହେତୁ ଏହା କରିପାରିବି ନାହିଁ କାରଣ
    ସୋସିଆଲ ମିଡ଼ିଆରେ ମୋର ସମସ୍ତ ସମ୍ପର୍କୀୟ ଗୁରୁଜନ ଆଉ ସାଙ୍ଗ ସାଥି ଅଛନ୍ତି | 😡😡😡

  • @MrAshok07655
    @MrAshok07655 ปีที่แล้ว +143

    Social media love ଆଉ real love ରେ ଅନେକ ଫରକ୍ 👍 କିନ୍ତୁ ଦି ଜଣ ବହୁତ ଖୁସିରେ ଅଛନ୍ତି ଦେଖି ବହୁତ ଖୁସି ଲାଗିଲା 👌🥰 Beautiful couple 👍

    • @tlgstatusdigital2840
      @tlgstatusdigital2840 ปีที่แล้ว +5

      Bhai kichi din pare dekhiba😂 Mahabharata haba

    • @pujaswain7873
      @pujaswain7873 ปีที่แล้ว +2

      Social media love b real love ....mora b social media ru love karichu

    • @bhimamarndi9533
      @bhimamarndi9533 ปีที่แล้ว

      ଖୁସିରେ ଅଛ ସେଇଟା ହିଁ ବଡ଼ କଥା ☺️👌👌nice couple 😊😊☺️😊 happy marriage life

  • @arunkumarsethi2831
    @arunkumarsethi2831 ปีที่แล้ว +45

    ସତରେ ଯେମିତି ଭାରତର ରାଷ୍ଟ୍ରପତି ପାଖରେ ପହଂଚି ଯାଇଛି ଭାସ୍କର news ଵାଲା

  • @Rajeshlifestyle726
    @Rajeshlifestyle726 ปีที่แล้ว +88

    ଦୁନିଆ ଏପଟ ସେପଟ ହୋଇ ଜାଉ କିନ୍ତୁ Bhaskar news ଗୋଟେ ଦିନରେ 250 video ଆସିବା କଥା ଆସିବ

  • @ଟାଇଗରଭାଇ
    @ଟାଇଗରଭାଇ ปีที่แล้ว +105

    ମାଘିଆ ଭାସ୍କର ତାଂକର ଛୁଆ କେଉଁ ଦିନ ହେବ ଦେଖେଇ ଵ

  • @pravashkumarsethy6778
    @pravashkumarsethy6778 ปีที่แล้ว +62

    ଆପଣଙ୍କୁ କୋଟି କୋଟି ଧନ୍ୟବାଦ 🙏.
    ମୁଁ ଆଉ ଆମ ଚଉଦ ପୁରୁଷ ପିଢ଼ି ଆପଣଙ୍କ ନିକଟରେ ସବୁ ଦିନ ପାଇଁ ଚିର ଋଣୀ ହେଇ ରହିଗଲେ... ଏପରି ନ୍ୟୁଜ୍ ଦେଖି ଧନ୍ୟ ଧନ୍ୟ ହେଇ ଗଲା ମୋ ଜୀବନ.... ଶରୀର ରେ ପୁଣ୍ୟ ଜନ୍ମ ପ୍ରାପ୍ତ ହେଲା ଭଳି ଅନୁଭବ ହେଉଛି....
    ପୁଣି ଥରେ ଆପଣଙ୍କୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି ...
    🙏🙏🙏🙏🏻

  • @galurammajhi6783
    @galurammajhi6783 ปีที่แล้ว +45

    ମହାନ ବ୍ୟକ୍ତି ର ଖବର ପ୍ରସାରଣ କରିଥିବାରୁ ଅନେକ ଅନେକ ଧନ୍ୟବାଦ l

    • @Sthitimohanty
      @Sthitimohanty 5 หลายเดือนก่อน

      😂😂😂

  • @rkpradhanpradhan1152
    @rkpradhanpradhan1152 ปีที่แล้ว +41

    ଏ ମାଇକିନା ର ଗତି କହୁଛି 10ହଜାର ର ନୂଆ ନୋଟ ବିଡା ଟେ ତା ମୁହଁ ରେ ଝାଡିଦିଅ ସାଙ୍ଗେ ସାଙ୍ଗେ ବିଆ ଦେଖେଇ ଦେବ... ଗୋଡ଼ାଗେହି

  • @Lipun-lk4eu
    @Lipun-lk4eu ปีที่แล้ว +37

    ଅସଲି ଖୁସି 9/10 ବର୍ଷ ପରେ ଜଣାପଡ଼ିବ
    ନୂଆଁ ନୂଆଁ ପ୍ରେମ ଭାରି ମିଠା

    • @sibaramdas9847
      @sibaramdas9847 ปีที่แล้ว +1

      yes apan thik kahile

    • @Lipun-lk4eu
      @Lipun-lk4eu ปีที่แล้ว +1

      @@sibaramdas9847 Thank you sir

  • @comedytadka1
    @comedytadka1 ปีที่แล้ว +18

    କଣ କରୁଛ ଶେଷରେ.... ସାମ୍ବାଦିକ ନାଁରେ ତୁ କଳଙ୍କ

  • @mlmodisha8777
    @mlmodisha8777 ปีที่แล้ว +8

    ଭାସ୍କର ନିୟୁଜ ଅଉ କିଛି ନିୟୁଜ ନାହିଁ ?? ଏଇ ମାନଙ୍କୁ କଣ ପାଇଁ ଦେଖାଉଛ ?? ଏ ମନେ କଣ ପାକିସ୍ତାନ ଜୟ କରିଛନ୍ତି କି ? ଦେଖେଇବାର ଅଛି ତ ଦେଶର ସୈନିକ ବା କୃଷକ ମାନଙ୍କର ଲାଇଫିଟେଲିକାଷ୍ଟ ଦେଖାଅ ଏଥିରେ ଆପଣଙ୍କ ଚାନେଲ କୁ ନିୟୁଜ ମିଳିବ ଓ ଦର୍ଶକ କିଛି ଶିଖିବେ.

  • @sagarsahu5937
    @sagarsahu5937 22 ชั่วโมงที่ผ่านมา

    ଅତି ଗୁରୁତ୍ଵପୂର୍ଣ୍ଣ ଖବର ପ୍ରସାରଣ କରିଥିବାରୁ ଭାସିଆ କୁ ଧନ୍ୟବାଦ।

  • @nilamanichand7558
    @nilamanichand7558 ปีที่แล้ว +64

    ଭାସ୍କର 😂😂the incredible news of ଓଡ଼ିଶା

  • @AYANSHI_SWAIN
    @AYANSHI_SWAIN ปีที่แล้ว +34

    Bhaskar news should get international best news channel Award.

  • @arunprasaddash1399
    @arunprasaddash1399 ปีที่แล้ว +6

    ଭାସ୍କର ଚ୍ୟାନେଲ ର ଅଭିନବ ପ୍ରୟାସ। ରାଣ୍ଡି ରାଣ୍ଡୁଆଙ୍କ ମନର କଥା ଓ ଵ୍ୟଥା।

  • @DarshanOdisha
    @DarshanOdisha ปีที่แล้ว +16

    Bhaskar news Bala ଙ୍କୁ ଆଉ କିଛି ନିଜ ମିଳୁନି କି ବୋଧେ ଖାଲି କିଏ କୋଉଠି କଣ କଲା କୋଉଠି ଉଠାଇ ଆଣିଲେ କେତଳ ବାହା ହେଲେ କେତେ ବରଷ ହେଲା ପୁଅ ନା କଣ ଦବ ଝିଅ ହେଲେ ନା kn daba ଏହି ବାଳ ସଂସ୍ଥା ଚଳାଇଛନ୍ତି।

    • @jitughadei7298
      @jitughadei7298 ปีที่แล้ว +1

      Right au kichhi news miluni 🤣🤣🤣🤣

  • @premanandabhoi2584
    @premanandabhoi2584 ปีที่แล้ว +12

    ଆପଣଙ୍କ ଯୋଡି ଭଲ, ସବୁଦିନପାଇଁ ସମ୍ପର୍କ ସାଇତି rahu👌

  • @sangharhogi2271
    @sangharhogi2271 ปีที่แล้ว +42

    Mo 8 Yr love bt ebe jaen struggle karuchu mo career gadhibare se support karuchi aau ta career gadhiba pain mun support karuchi..mrg pain ghare raji nuhan bt nija ku bahut strong kari ladhei karuchu kebe aama career settle haba ghara loka raji hebe

    • @kmallochanpanda6711
      @kmallochanpanda6711 ปีที่แล้ว +2

      Samya thik karidaba

    • @Ayush-230
      @Ayush-230 ปีที่แล้ว

      Sacha mehnat ra success achhi bhai .... Mehnat kara bhai success nihati miliba

  • @sridharnayak1975
    @sridharnayak1975 ปีที่แล้ว +3

    ଛତିଶଗଡ଼ ରୁ ଏମାନେ ମାଓବାଦୀ ମାରିକି ଆସିଛନ୍ତି ଏ ଦୁଇ ଜଣ ସେଥିପାଇଁ ଭାସ୍କର ନାନୀ ଏ ମାନଙ୍କ ପଛରେ ପଡିଛି ପରବର୍ତ୍ତୀ ସମୟରେ ଏ ମାନଙ୍କୁ କାଶ୍ମୀର କୁ ପଠାଇ ଦିଆଯାଉ ସରକାର ଙ୍କୁ ମୋର ଅନୁରୋଧ

  • @sanjeetkumarsingh8692
    @sanjeetkumarsingh8692 ปีที่แล้ว +11

    ଭାସ୍କର ନିଉଜ ଗୋଟେ ଫାଲତୁ ନିଉଜ ଚେନ୍ନେଲ ଭଲ କିଏ ପାଉନି ସମସ୍ତେ ପାଉଛନ୍ତି ଅଲଗା କିଛି ନାହିଁ ୟାକୁ କିଏ ନିଉଜ ବନାଏ କି ! କିଏ କାହାକୁ କଲା କାହାକୁ ଛାଡିଲା କେତେ ଥର କଲା ,ଏ ଭଳି ନିଉଜ ସବୁବେଳେ ବାଣ୍ଡ କିଛି ଭଲ ନିଉଜ ମିଳୁନି ୟାକୁ

  • @swarajkumarbeura390
    @swarajkumarbeura390 ปีที่แล้ว +21

    Very important news for every citizen of odisha .Oscar winning news Channel

  • @khusirajalaxmidiptiexpress5041
    @khusirajalaxmidiptiexpress5041 ปีที่แล้ว +17

    🥰🥰🥰ବହୁତ ସୁନ୍ଦର ଯୋଡ଼ି 🥰🥰🥰
    ମହାପ୍ରଭୁ ଦୟାରୁ ଖୁସିରେ ରଖନ୍ତୁ

  • @deepaknayak9463
    @deepaknayak9463 ปีที่แล้ว +39

    ଏତେ ଖୁସିରେ ତମ ଭଲପାଇବାକୁ ବଖାଣୁଚ କେମିତିକା ଆପଣମାନେ।ଓଡ଼ିଶା ସାରା ଲୋକ ଜାଣିବେ ତମେ ମାନେ କୁ ଓଡ଼ିଶାକୁ ଟେକିକି ରଖିଚ।

    • @spvlog888
      @spvlog888 ปีที่แล้ว

      Best Anchor👍😀

  • @odialifestyleinodisha4649
    @odialifestyleinodisha4649 ปีที่แล้ว +6

    ମୋର କିଛି କହିବାର ନାହିଁ 🤭ମୁଁ ତ ଖାଲି କମେଣ୍ଟ ପଢିବାକୁ ଆସିଛି 😀😀

  • @Sunilkumarsethy615
    @Sunilkumarsethy615 ปีที่แล้ว +18

    Madam କିଛି ଭଲ ପ୍ରତିଭା ମନଙ୍କୁ ଦେଖନ୍ତୁ କାଇଁ ଶସ୍ତା ରେ view ପାଇଁ ଏମିତ ହଉଛନ୍ତି ଓଡିଶା ରେ ଅନେକ ଲୁକାୟିତ ଅବସ୍ଥାରେ ପ୍ରତିଭା ମାନେ ଅଛନ୍ତି ସେମାନଙ୍କ ପାଖରେ ପହଂଚି ସେମାଙ୍କୁ ଦେଖନ୍ତୁ 😊

  • @jayakrishnapradhan-ms6tm
    @jayakrishnapradhan-ms6tm ปีที่แล้ว +3

    ଏ ପୁଅଟି ଦୁନିଆରେ ଏକୁଟିଆ ମାଇକିନିଆ ରଖିଛି। ବାଳ ତୁ ଘୋଡପରି ହସୁଛୁ।

  • @puspitaparida6284
    @puspitaparida6284 ปีที่แล้ว +21

    Bahut bhala karicha gold medalist paiba katha😂😂😂😂

  • @prasantakumarbehera3787
    @prasantakumarbehera3787 17 วันที่ผ่านมา

    World ra best news channel BHASKAR
    Bharat ratna miliba katha

  • @kapilcharanmohanty9673
    @kapilcharanmohanty9673 ปีที่แล้ว +3

    20barsa pare emiti khusire thiba jadi bhala. May God bless u both

  • @saradaprasadswain6316
    @saradaprasadswain6316 ปีที่แล้ว +5

    କେହି inspire ହୁଅନ୍ତୁ ବା ନ ହୁଅନ୍ତୁ ଓଡିଶା ଭାସ୍କର inspire ହେବ ହିଁ ହେବ

  • @attitudeboyraj7686
    @attitudeboyraj7686 ปีที่แล้ว +15

    LAXMI ତୁମର ଖୁସି ଦେଖି ମତେ ବହୁତ ଭଲ ଲାଗିଲା.... ମୋ ମନର କଥା କୁ କାହା ଆଗରେ ପ୍ରକାଶ କରି ନ ଥିଲି...but ଆଜି କହୁଛି, ଦୁଇ ବର୍ଷ ଆଗରୁ ମୁଁ ମନେ ମନେ ତୁମକୁ ବହୁତ ଭଲ ପାଉଥିଲି କିନ୍ତୁ କହି ପାରି ନ ଥିଲି ଆଉ ଯେଉଁ ଦିନ ସେ ଭାଇ ର ହାତ ଧରି ଚାଲି ଗଲ... ମୁଁ ବିଶ୍ୱାସ ବି କରି ପାରିଲି ନାହିଁ because ତୁମ ପରି ଝିଅ love ଚକ୍କର ରେ ପଡ଼ିବା ଆଉ ପଳାୟନ କରିବା... ଯାହା ହେଉ ସେ ଖବର ଶୁଣି ମୋର heart attack ଆସି ଯାଇଥିଲା... ଆଉ ଆଜି ଦେଖିଲି ଓଡ଼ିଶା ଭାସ୍କର news channel ମାଧ୍ୟମ ରେ....LAXMI ତୁମେ ଯେଉଁଠି ରୁହ ଖୁସି ରେ ରୁହ, ଏହା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାର୍ଥନା 🙏😰😰

  • @RajuKumar-mt4cp
    @RajuKumar-mt4cp ปีที่แล้ว +1

    Aapana mane bahut khusi achhanti janiki khusi lagila ♥️♥️ bhagaban karantu aapanamanka khusi re kahara najar no lagu 🙏🙏 God bless you

  • @RajeshSingh-hd7fc
    @RajeshSingh-hd7fc ปีที่แล้ว +29

    You are lucky. Your family members are great. God bless u.

  • @kamalrana5087
    @kamalrana5087 ปีที่แล้ว +1

    ଆଜି କଲି ଓଡ଼ିଶାରେ ଭଲ ନିଉଜ ଚାନେଲ ନାହିଁ। ଯାହା ପାଇଁ ସମାଜରେ କିଛି ସକାରତ୍ମକ ବିଚାର ଆଣିବ । ଯାହାକୁ ଏ ଭିଡ଼ିଓ ରେ ଦେଖା ଯାଇଛି ସେ ଆମ ପାଇଁ କଣ ପ୍ରେରଣା ଦେଉଛନ୍ତି ବା ସମାଜକୁ କଣ କହିବାକୁ ଚାହୁଁଛନ୍ତି ତାହା ଭସ୍କାର ନିଉଜ କୁ ଜଣା। ଓଡ଼ିଶାର ସାମ୍ବାଦିକ ମନେ ସାମ୍ବାଦିକର ଧର୍ମ ଜୁ ଭୁଲି ଗଲେଣି ।

  • @janakidash6833
    @janakidash6833 ปีที่แล้ว +19

    ଯାହାବି ହେଉ palapali vala ନୁହେଁ. ସଂସ୍କାର ବିରୋଧୀ ସଭ୍ୟତା

  • @ଟାଇଗରଭାଇ
    @ଟାଇଗରଭାଇ ปีที่แล้ว +12

    ଏମାନଙ୍କ ବିଆ ଚଉଡା କରିଦେଲ ମାଘିଆ ଭାସ୍କର ,,,

  • @dilipswain4576
    @dilipswain4576 ปีที่แล้ว +129

    ସୁକୁଟି ସାହୁ reporter 😊😊😊😊😊

  • @Manasteacher
    @Manasteacher ปีที่แล้ว +4

    ଏ news ସବୁ ଫାଲତୁ,ଖାଲି ପ୍ରେମ ରେ ଭାରତ ର ଉନ୍ନତି ହେବ ଆଉ।ଗୋଟେ ଝିଅ ଟେ ଗୋଟେ ବାତ ରା ଟୋକା କୁ ବାହା ହେଲା ଆଉ ବାହା ତ ସମସ୍ତେ ହୁଅନ୍ତି ଏ news କଣ ଦରକାର୍। ଆ ଘର ଲୋକ କହିଥିଲେ ପଳେଇବା ପାଇଁ ସେଥିଲାଗି ଏ ପଳେଇଲା।ଘରେ ପଇସା ନଥିବ ବାହା କରେଇବାକୋ

  • @natashachandrabeura2082
    @natashachandrabeura2082 ปีที่แล้ว +3

    ଅନୁଭବ ମାହାନ୍ତି ବର୍ଷାକୁ ଏମିତି କହିଥିଲା ତୁମକୁ ଜୀବନସାରା ଭଲପାଇବି 8 ମାସହେଲାପରେ ପୁଅକହିଦବ ଝିଅଘରେ ତମଝିଅକୁ କହିଦବ କାଲି କୋଟ ଜିବ

  • @giridharisahoo523
    @giridharisahoo523 ปีที่แล้ว +1

    ପରେ ଦୁଆରେ ଯାଇ ଧାରଣା ଦେବାକୁ ପଡ଼ିବ କ'ଣ ସେ ଆଉ କାହା ସହିତ ସଂପୃକ୍ତ ଅଛନ୍ତି । ମତେ ଟଚର କରୁଛନ୍ତି

  • @masterchefjitendrasharma5137
    @masterchefjitendrasharma5137 ปีที่แล้ว +4

    Collect good news for society.

  • @ajitkumarpradhan5026
    @ajitkumarpradhan5026 ปีที่แล้ว +2

    Very Nice copule
    God bless you all

  • @Bachan254
    @Bachan254 ปีที่แล้ว +21

    ହଇରେ ମାଗୀୟl ଭାସ୍କର news ତୋତେ ଆଉ କିଛି ମିଳୁନି ଖାଲି କିଏ କାହାକୁ କେମିତି ଗେଇଲl କୋଉପଟ୍ଟ ଗେଇଲl କୋଉଠି ଗେଇଲl ଏଇ ଭଳି news ହିଁ ମିଳୁଛି ତୋତେ ବେଧ୍ୟ channel

  • @shibaprasadsahoo3803
    @shibaprasadsahoo3803 ปีที่แล้ว

    Breaking news in odisa ..Best news ..Abhalia chanel ama odisa re thiba ru mu proud fell karuji ..Dhanyabad chanel And Reports

  • @slb7498
    @slb7498 ปีที่แล้ว +70

    ତତେ ଆଉ କିଛି new ମିଲୁନି କି ତତେ

    • @factdin2149
      @factdin2149 ปีที่แล้ว

      Vl kahila

    • @silarout9782
      @silarout9782 ปีที่แล้ว

      😄😄😄😄😄

    • @rajaboss1474
      @rajaboss1474 ปีที่แล้ว

      ଭାଇ ଏ ଧେଡି 😂 କଥା କହନି

  • @chintamanirout5198
    @chintamanirout5198 ปีที่แล้ว +1

    ଏ ଦୁଇ ଲବେରିଆ କୁଳାଙ୍ଗାର
    ଭବିଷ୍ୟତ ପିଢ଼ି କୁ କଳୁଷିତ
    କରି ବା ଅଶିକ୍ଷା ଦେଉଛନ୍ତି
    ମାଡ ଦିଅ

  • @Odiaclasic
    @Odiaclasic ปีที่แล้ว +20

    ଭାସ୍କର ଵାଲା news ଚାନେଲ ନା only entertainment channel

  • @SwatikPanda-tu8bs
    @SwatikPanda-tu8bs ปีที่แล้ว +1

    Nice couple prabu Jagannath ka pakhare parthana karuchi amiti khusi re thao Jay Jagannath

  • @blackspot2778
    @blackspot2778 ปีที่แล้ว +16

    ଚଷମା ବାଲି ମୁହଁରେ ହଲେଇକି ପକାଅ

  • @santoshbehera5168
    @santoshbehera5168 ปีที่แล้ว +2

    ଭଲ ଲାଗିଲା ତମ ପ୍ରେମ ସମ୍ପର୍କ ବିଷୟରେ ଜାଣିଲା ପରେ ଆଜି🎊🎉

  • @niranjanpatra84
    @niranjanpatra84 ปีที่แล้ว +6

    Jaha heu gote news anila reporter Sukuti Sahoo madam 🤣😀🤣

  • @sachinmalik5721
    @sachinmalik5721 ปีที่แล้ว +2

    God bless you both. love you both ❤ ❤ ❤ 💖 💖 💖

  • @manasmuna5596
    @manasmuna5596 ปีที่แล้ว +4

    ତାଙ୍କ କଥା ଛାଡେ ତୋର କଣ ପାଇଁ ସୁଖୀ ଯାଉଛି 😆 ଟିକେ କଣ କରିକି ମୋଟା ହେ

  • @rameshbehara9978
    @rameshbehara9978 ปีที่แล้ว +1

    God bless both of you

  • @jagankumar1263
    @jagankumar1263 ปีที่แล้ว +5

    ଏଇ ମାନେ କିଏ ରେ ଓଡ଼ିଶା ଭୋଷିଡି channel... ଆମେ ତ chinhinu..😂😂😂

  • @sahoo7082
    @sahoo7082 ปีที่แล้ว +2

    God bless❤️❤️❤️U

  • @babunamallick5594
    @babunamallick5594 ปีที่แล้ว +3

    ତମକୁ ଆଉ କିଛି ନ୍ୟୁଜ୍ ମିଳୁନି ବୋଧେ ଏଇ ବାଳ ନ୍ୟୁଜ୍ ଖାଲି ରିପୋର୍ଟିଂ କରୁଛ

  • @jayakrishnapradhan-ms6tm
    @jayakrishnapradhan-ms6tm ปีที่แล้ว +1

    ଆଲୋ ଚଷମା ବାଲି ଘେଇ ତୋତେ କିଛି ନିୟୁଜ ମିଳୁନାହିଁ କି?। ସେ କି ବାଳ ଲୋକଟି ଯେ ତୁ ନିୟୁଜରେ ତେଖ ଉଛୁ।

  • @ashokrout9563
    @ashokrout9563 ปีที่แล้ว +12

    Ye love ru kn lesson miliba samaja pain tike kahila Bhaskar news

  • @baikunthanayak2715
    @baikunthanayak2715 ปีที่แล้ว +2

    God bless both

  • @kumarliman3570
    @kumarliman3570 ปีที่แล้ว +24

    First Tote namaskar tu helu sukuti sahoo

  • @raghunathbishi6799
    @raghunathbishi6799 ปีที่แล้ว +2

    କିଛି ଭଲ ନିୟୁଜ କର ଲୋକଙ୍କ କାମ ରେ ଆସିବ

  • @PushpanjaliHatti
    @PushpanjaliHatti 17 วันที่ผ่านมา

    Amiti khusi re sabu dino ruho Bhai bhauni tamku kaha nojoro no lagu❤❤❤

  • @abhirampaleya8186
    @abhirampaleya8186 ปีที่แล้ว +4

    Odisha Bhaskar ର କିଛି କାମ ଧନ୍ଦା ନାହିଁ

  • @gitanjalimohabhuin3565
    @gitanjalimohabhuin3565 ปีที่แล้ว +1

    God bless you

  • @krishnaprasadrath
    @krishnaprasadrath ปีที่แล้ว +15

    God bless you all 🙏 JAI SRIKRISHNA 🙏

    • @prabhakarsenapati1721
      @prabhakarsenapati1721 ปีที่แล้ว

      ବାହାଘର ଦିନ ଯାହାକୁ ଜଣା ନାହିଁ ସେ ପୁରା love ରେ ଅନ୍ଧ ଥିଲା। ଓଡ଼ିଶା ସାରା ଜାଣିବେ ତୁମକୁ କଣ ପାଇଁ, ମନେ ମନେ।

    • @prabhakarsenapati1721
      @prabhakarsenapati1721 ปีที่แล้ว

      ତୁ ତମେ ରେ କି କଥା ବାର୍ତ୍ତା ହଉଚ

  • @umeshsahu2146
    @umeshsahu2146 ปีที่แล้ว +1

    Video ଟି ବହୁତ ଖୁସିରେ ଲାଗିଲା wow 😮😮😮😮

  • @bikashmohanty977
    @bikashmohanty977 ปีที่แล้ว +16

    ଏତେ ହସନି କଳ ପାଟି ବାଥା ହୋଇଯିବ

  • @mrsukanta7455
    @mrsukanta7455 ปีที่แล้ว +1

    Odisha Bhaskar ଆପଣ ଏହି ଯୋଉ video ଟି ଛାଡିଛନ୍ତି ଆପଣ ଆଗାମୀ ଯୁବପିଢୀ ମାନଙ୍କୁ କ'ଣ ଉଦାହରଣ ଦେଲେ କହିପାରିବେ

  • @manusankhua4033
    @manusankhua4033 ปีที่แล้ว +3

    ଏ ରିପଟର କୁ କେହି ଟୋକା ପସନ୍ଦ କରୁ ନାହାଁନ୍ତି ତ ସେଥି ପାଇଁ ଏମିତି ନିୟଜ ଛାଡୁଚି

  • @କଲମଶିଳ୍ପୀପ୍ରଭାକର

    ସତ କଥା,,ଦେଖା କରିବାକୁ ବହୁତ ଚେଷ୍ଟା କରିଥିବ ଏ ମିଡିଆ ବାଲା ଏମାନେ ବହୁତ ବଡ଼ ସେଲିବ୍ରେଟି ତ,,,ଭଲ କଥା ଦେଖାଅ ଯାହା ସମାଜ ପାଇଁ ଶୁଭଙ୍କର ହେବ

  • @suryjamdt5023
    @suryjamdt5023 ปีที่แล้ว +7

    ସୁକୁଟି ନିଉଜୁ ର ଆସଲଣି ମାନେ ଦୁଇ ଜଣ ବଦନାମ୍

  • @malayskl2453
    @malayskl2453 ปีที่แล้ว +2

    Happy family

  • @prabhakarsenapati1721
    @prabhakarsenapati1721 ปีที่แล้ว +8

    ଏମିତି ଲଭ ରୁ inspired ହେବାର କିଛି ନାହିଁ।

  • @hemantadasdashemanta9049
    @hemantadasdashemanta9049 ปีที่แล้ว +2

    Verry lovely madam

  • @balarambarik8195
    @balarambarik8195 ปีที่แล้ว +4

    କୁତୁ କୁତୁ ଲାଗୁଚି

  • @bkking8260
    @bkking8260 ปีที่แล้ว +2

    I also love you my... Jaan,,, Reporter Mam ❤

  • @suchitrabarik520
    @suchitrabarik520 ปีที่แล้ว +4

    News channel na love guru channel

  • @satishdas1248
    @satishdas1248 ปีที่แล้ว +3

    Who is this 'Saroj bhai'Anchor should give proper introduction to this couple. Throughout this 12 mnts of interview we the readers can't reach any conclusion that who he is? Also interview is in bad taste- bad Odia accent, etc.what is the credit in this type of 'love' marriage, is it a milestone type? Who is this girl.? Anchor should update n enough trained herself to cover all these aspect. Any contribution of Sarojbhai to Odisha in field of art/culture? All question arising out of this.

  • @omcodisha967
    @omcodisha967 ปีที่แล้ว

    ଯାହା ହେଉ ବାହାଗର ଖର୍ଚ୍ଚ ବଞ୍ଚିଗଲା,
    ବ୍ରହ୍ମl, ଆଉ ଗଣେଶ ଗୋଟେ ସୃଷ୍ଟି କରିଥିଲ ବାହାଗର ପରମ୍ପରା,
    ବୋକା ଲୋକ ମାନେ ବାହା ହେଉଛନ୍ତି,

  • @ilove3430
    @ilove3430 ปีที่แล้ว +27

    ଏ ଖୁସି ବିପଦ ଆଣିବ

    • @ashokparida623
      @ashokparida623 ปีที่แล้ว +1

      Bhai najar kai lagoucha se kete khusi achanti dekhucha najar pakani bhai

  • @mohandassundarbhoi9261
    @mohandassundarbhoi9261 ปีที่แล้ว +3

    News ନପାଇଲେ ଏମିତି vedio ଗୋଟେ ବନେଇ ଦେବା କଥା ଆଉ

  • @music-world7825
    @music-world7825 ปีที่แล้ว +1

    ଇରେ ଭାସିଆ ଏଠି ବି ପହଞ୍ଚି ଗଲୁ 🤦🏻‍♂️

  • @hsingh9943
    @hsingh9943 ปีที่แล้ว +7

    Dayakari kichhi bhala news diontu....

  • @Rajesh2023.g
    @Rajesh2023.g ปีที่แล้ว +2

    Bahut bhala kama karicha

  • @s.jchanel8198
    @s.jchanel8198 ปีที่แล้ว +3

    କଥା କଥା ରେ ହସୁଛ ଭାଇ । ଖାଲି ହସିଲେ ଲୋକେ କଣ ବୁଝିବେ ।ପୁରା ପାଗଳ ଭଳି ହସୁଛ ।ତୁ କହିବୁ ଲୋକେ ହସିବେ ।ନିଜେ କହୁଛି ନିଜେ ହସୁଛି

  • @gopabandhuhans3955
    @gopabandhuhans3955 ปีที่แล้ว +2

    Very beautiful jodi

  • @bkking8260
    @bkking8260 ปีที่แล้ว +2

    Emananku mu aji first time paain dekhu6i 🤣🤣🤣🤣

  • @tikinatikina1213
    @tikinatikina1213 ปีที่แล้ว +1

    God bless both of uhh

  • @mpuja0220
    @mpuja0220 ปีที่แล้ว +3

    Nice video 👌👌👌👌👌👌

  • @chakradharnag4903
    @chakradharnag4903 ปีที่แล้ว +1

    Bahat vala Tama love story👍👍👍

  • @prasantapradhan6421
    @prasantapradhan6421 ปีที่แล้ว +3

    Love you bro

  • @bishnupriyachhotaray9406
    @bishnupriyachhotaray9406 ปีที่แล้ว +1

    Please miss guggy nkara b interview anaa odisha ra voice queen

  • @smilequeendeepa90
    @smilequeendeepa90 ปีที่แล้ว +5

    Au t kichi news nhi..

  • @ankitadas1906
    @ankitadas1906 ปีที่แล้ว +2

    My fav vloger❤..

  • @gourisahu1890
    @gourisahu1890 ปีที่แล้ว +1

    Lovely couple

  • @luckyodia7134
    @luckyodia7134 ปีที่แล้ว +2

    ଭାସ୍କର tv କିଛି କାମ ନାହିଁ ପାଖରେ ଘରେ ଘରେ ବୁଲି ରିପୋର୍ଟ କାଟୁଛି

  • @HaraprasdSrichandan
    @HaraprasdSrichandan 4 หลายเดือนก่อน

    Tuma manankara gote bala love

  • @poetdhirendra6046
    @poetdhirendra6046 ปีที่แล้ว +1

    ଆମ ଭାଇ ଭାଉଜଙ୍କ ପାଖଙ୍କର ଟିକେ ବାଇଟ ନେଉନୁ ଭାସିଆ।ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନୀଳକଣ୍ଠପୁର ଆମ ଘର ଆସିଲେ ଜଣେଇବ।

  • @desiboyraja
    @desiboyraja ปีที่แล้ว +2

    ଓଡିଶା ଭାସ୍କର ଚେନାଲ ମୋରୋ ଗୋଟେ ଲୋଭ ଷ୍ଟୋରୀ ଅଛି କେବେ ଆସିବା ନବ ଅଡିସନ ମୋରୋ କୁହ ମୁ କଣ କରୁଛି ଲାଇଭ ଟେଲିକାଷ୍ଟ ଦେଖେଇବି ଟିକେ ଲାଜ ନାହିଁ