Sundara Kanda (Video) Vol-1 ସୁନ୍ଦରା କାଣ୍ଡ Tulasi Das Ramayan | Dukhishyam Tripathy | Sidharth Music
ฝัง
- เผยแพร่เมื่อ 1 พ.ค. 2020
- Album : (Sundra Kanda (Video) Vol-1
Singer : Dukhishyam Tripathy
Written By : Santha Tulasi Das
Music : Dukhishyam Tripathy
----------------------------------------------------
|| ସୁନ୍ଦରା କାଣ୍ଡ ||
ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନ :
ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡ଼ିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ୱାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା ।
-------------------------------------------------------
♪ Full Song Available on ♪
JioSaavn : bit.ly/2L4JFYZ
Wynk : bit.ly/3fvgOuy
Gaana : bit.ly/2L9nAbO
Apple Music : apple.co/3cdpmUX
Amazon Prime Music : amzn.to/2SN2EeS
iTunes : apple.co/3ccfvyX
Spotify : spoti.fi/2ysgzQF
----------------------------------------------------------
Video Director : Abhaya Garanayak
Camera : Rintu, Narendra & Bicky
Graphics ,DI : Binaya Sutar
Recorded At : Sidharth Studio
Voice Dubbing & Mixing By : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Music Label : Sidharth Music
Banner : Sidharth Music
-----------------------------------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
------------------------------------------------------------
Watch & Subscribe to our other TH-cam Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
--------------------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
---------------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv - เพลง
ପ୍ରଭୁ ମୁଁ ମୋ ଭୁଲ ପାଇଁ କ୍ଷମା ପାର୍ଥନା କରୁଚି କୃପା କର ମୋ ଉପରେ ପ୍ରଭୁ 🙏ଜୟ ଶ୍ରୀରାମ 🙏ଜୟ ହନୁମାନ 🙏
Jay Sri ram
ଜୟ ମାତା ସୀତା କି ଜୟ 🙏🙏🙏🙏 ହେ ମାତା ଆପଣଙ୍କୁ କୋଟି କୋଟି ପ୍ରଣାମ ମାନବ ମାନଙ୍କ କଲ୍ୟାଣ ପାଇଁ ଜଗତର ମଙ୍ଗଳ ପାଇଁ ଆପଣ କେତ କଷ୍ଟ ସହିଛନ୍ତି ଆପଣଙ୍କର ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ ଜୟ ମା ଜାନକୀ ଜୟ ଶ୍ରୀ ରାମ 🙏🙏 ଜୟ ଜଗନ୍ନାଥ
ଜୟ ରାମ ଶ୍ରୀ ରାମ ଜୟ ଜୟ ରାମ ସଙ୍କଟ ମୋଚନ ଜୟ ହନୁମାନ
ହେ ପ୍ରଭୁ ମୁଁ ମୋ କର୍ମ ପାଇଁ ମୁଁ ଆପଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ମୋତେ କ୍ଷମା କର, ମୋ ଉପରେ ଦୟା କର ପ୍ରଭୁ 🙏🙏🙏....
ବହୁତ ସୁନ୍ଦର କଣ୍ଠ❤
🙏🌸🌸🌸 ଜୟ ଶ୍ରୀ ରାମ ,ହେ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ଶୁଣି କୁତାର୍ଥ ହେଲି ।🌸🌸🌸🙏
ପ୍ରଭୁ ଦୋସାଦୋସ ସବୁ କ୍ଷମା କର 🙏 ଉଧାର କର ପ୍ରଭୂ ଶ୍ରୀ ରାମ🙏🙏🙏😭
ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ.... ଜୟ ଜଗନ୍ନାଥ 🙏🏻 🙏🏻 🙏🏻 ଅତି ସୁନ୍ଦର ଭାବରେ ଗାଇଲେ⚫💧⚫
Jay srira good song thank you
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବାବା ପ୍ରଣାମ,🙏🙏 ମୁଁ ପଶ୍ଚିମ ଓଡିଶା ବରଗଡ଼ ଡିଷ୍ଟିକ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ନା ଦାସ ଦେଖୁଛି ଜୟେ ଗୁରୁ ଦେବ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଅଚ୍ୟୁତ 🙏🙏🌺🌺 ଜୟେ ଜଗନ୍ନାଥ 🙏🙏🌺🌺
ରାମ ରାମାୟ ରାମ ଭଦ୍ରାୟ ସିତାପତେୟ ନମ୍ଃ
He prabhu mo purba karma pany mu khyama maguchi mate khyama karai mate asribad kara prbhu 🎉🎉🎉🎉🎉jay sitaram Jay sri hanuman 🎉🎉🎉🎉
ଜୟ ଭଗବାନ ଶ୍ରୀରାମ ଜୟ ଭଗବାନ ହନୁମାନ ସତ ସତ ପ୍ରଣାମ 🙏🙏🙏
ଜୟ ଶ୍ରୀ ରାମ 🙏 ଜୟ ବୀର ହନୁମାନ 🙏
ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ 🚩☘️ହନୁମାନ🚩🌴🚩🌴ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩
Dhanyawad guruji 🙏🙏🙏
Jay shree ram ram jay hanuman he prabhu dukhiram sir nka kantharu ehi pari bhajan sunuthau ambhe tumbha krupaheu
Namasthe 🙏🏼 Dukhisham sir apana nka mukharu sundarkad suni ame bahut khusi😊
Hey prabhu sabu bipada ku talibara shakti tama pakhare achhi tenu tuma hin saha sabubele valare rakha samastanku 🙏🙏🙏🙏🙏🙏🙏🙏🙏
ଜୟ ଶ୍ରୀରାମ ଭକ୍ତ ପବନସୂତ ହନୁମାନ।
Karunakar Bhuyan. Jaya Shree Ram jaya Laxman, Jaya Sitadevi ,Jaya Hanuman
He hanuman 🙏😔🙏... dhanyabad apananku sir.... jay sri ram 🙏
Jai sri ram ram ram ram sitaram jai hanuman jai maa samlei jai maa durga
jay🚩☘️ shree🌴🚩 guru☘️🚩 dev🚩☘️
jay ☘️🚩shree ☘️🚩panchasakha☘️🚩
jay 🚩☘️shree☘️🚩 hanuman☘️🚩
jay 🚩☘️shree☘️🚩 jagannath☘️🚩
🙏🌺 ଜୟ ଶ୍ରୀ ରାମ 🌺 ଜୟ ହନୁମାନ 🙏
ଶୀ ରାମ ଜୟ ରାମ ଜୟ ଜୟ ରାମ 🎪🚩🪷🌺🪔🏹🐒🐿️🙏🙏
Ram,Ram Exllent ambruta Bani, Prabhu Sri Ram charane koti,koti pranam 👃👃👃👃
ଜୟ ରାମ ଜୟ ରାମ ଜୟ ଶ୍ରୀ ରାମ
ଜୀବନରେ ଯେତେ ଭଲ କଲେବି ଫଳ ସବୁବେଳେ ଓଲଟା ହିଁ ମିଳୁଚି। ପ୍ରଭୁ ମୁ ଜାଣିନି କେଉଁ ଜନ୍ମ ପାପର ଫଳ ଏସବୁ। ତୁମେହିଁ ଭରସା ପ୍ରଭୁ। ଜୟ ଶ୍ରୀରାମ। 🙏
Jadi manisha bhala kamo nija pabitra hrudaya re niswarthapara hoi karichi ttahele, subha fala miliba nischaya kehi atakei paribe nahi, samaya nischaya aasibo 🙏🙏🙏🙏🙏,
Jaya Shree Jaya Jagannath🙏🏼🙏🏼🙏🏿🙏🙏🙏🙏🙏🏻🙏🏻♥️♥️💙💙💙💙🙏🏼🙏🏽🙏🏿🙏🏿🙏🏿🙏🙏🙏🏾🙏🏾🙏🏾🙏🏾🙏🏿🙏🏿🌺🙏🏼🙏🏼🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏼🙏🏽🙏🏿🙏🙏🏾🙏🏾🙏🙏🏿🙏🏽🙏🏽🙏🏽🙏🏽🙏🏽🙏🏿🙏🏿🙏🙏🏾🙏🏿🙏🏿🙏🏽🙏🏽🙏🏿🙏🏽🙏🏽
Dukhisyam Tripathi nka dwara ehi Tulasi Ramayanara sundarakanda prastuta karithibaru Sidhdharth music tv ku ases dhanyabad.🙏
❤️❤️❤️🙏ଜୟ ଶ୍ରୀ ରାମ 🙏❤️❤️🙏 ଜୟ ମହାବୀର ହନୁମାନ 🙏❤️❤️❤️❤️
He prabhu mo bhul paie amaku khyama Kara he prabhu krupa Kara he prabhu Jay shree Ram Jay hanuman
Jaya Sri Ram Jaya Sita Mata Jaya Sri Hanumanji ❤️❤️❤️ 🙏🙏🙏🌺🌺🌺🌹🌹🌹🙏🙏🙏🙏🙏🙏🙏 Mana pabitratare bhari jauchhi sumadhhura kanthharu Sundarakanda pathha suni ati sundar . 🙏
ହେ ପ୍ରଭୁ ମୋ ଭୁଲ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି କୃପା କରନ୍ତୁ ପ୍ରଭୁ ଜୟ ଶ୍ରୀରାମ ଜୟ ହନୁମାନ
Jai Sri Ram
ହେପ୍ରଭୁ ଏଦୁନିଆ ରେ ମରଜେତେ ଭଉଳଉଖ୍ୟୟମ୍ନଆ କରିବ🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭ଜୟ, ଶ୍ରୀ ରାମ ରାମ ରାମ🐒❤️
Jabira hanuman
ମଧୁର ଲାଗୁଛେ.......ଜୟ ଶ୍ରୀରାମ
Jai Sri Ram 🙏🙏🌹Jai bajrangbali 🙏🙏🌹🌹
Jai shree Ram Jai shree Hanuman Jai Shree Sankatmochan Namah Shivaya namah 🚩🚩🚩🚩🚩🙏🙏🙏🙏🙏
Thanks singer god gifttounes.i am. Happy.
ଜୟ ବଜରଙ୍ଗବାଲୀ ଜୟ ଜୟ
hare 🚩🌴krishna 🚩🌱hare 🌱🚩krishna 🚩☘️krishna☘️🚩 krishna ☘️🚩hare☘️🚩 hare 🚩🌿hare 🌴🚩ram 🌴🚩hare 🌴🚩ram 🚩🌴ram🌴🚩ram🚩🌿 hare🌴🚩 hare🚩🌴
radhe🚩🌿 radhe 🚩🌿radhe☘️🚩🥥🥥🌻🌻🍒🍒🌿🌿🚩🌴🍀🌱🍌🍌🌳🌳🍇🍇🌺🌺🍍🍍🌲🍎🍒🌻🌿☘️🚩🌴🍀🌱🥥🌳🍇🌺🍋🌳🍍🌲🍎🌻🌿☘️🚩🌻🍒🍎🌿🚩🍀🍀
Jay sree ram🙏🙏🙏🙏🙏🙏🙏🙏🙏🙏🙏🙏 Jay sree Bajrangbali🙏🙏🙏🙏🙏
ବହୁତ୍ ଭଲ ହୋଇଛି। ଜୟ ଶ୍ରୀରାମ ଜୟ ହନୁମାନ।
ସୁନ୍ଦର ହୋଇଛି
Jai siya raam!!
ଜୟ ଶ୍ରୀ ରାମ 🙏🙏🙏🙏
Jai Shree Ram 🙏
Jai shree Jagannath. Shree Jagannath Tumhari Jai Ho.
Sir pranam , bahut sundar 🙏🙏 Jay Hanuman ki Jay tanka charanare ananta koti pranam 🙏🌺🙏❤️🙏🌺🙏❤️🙏
Jay Shree Rama, Jay Shree Hanuman
गीता से ज्ञान मिला.. रामायण से राम... भाग्य से हिंदू धर्म मिला... किस्मत से हिंदुस्तान....जय श्री राम ...🙏..😊
🙏ଜୟ ଜଗନ୍ନାଥ🙏
Jay Shri Ram 🙌❤️🙏🏻
Jay Shri Hanuman 🙌❤️🙏🏻
Jay SitaRam Jay Bira Hanuman🙏🙏🙏
Jai shree ram jai shree ram jai shree ram jai shree ram jai shree ram ❤️❤️❤️❤️🙏🙏🙏🙏🙏🙏
JAY SRIRAM 🙏🙏🙏
Jay shree Rama jay sitaram jay
Jay Bajarangbali ki jay🙏🙏🙏
ବହୁତ୍ ଭଲ
ଜୟ ଶ୍ରୀ ରାମ, ଜୟ ହନୁମାନ ❤️🩹🙏🙏🙏
ଜଯ଼ ଶ୍ରୀ ରାମ
कर भला तो हो भला। भारत माता की जय 🇮🇳🙏। जय श्री राम 🙏🙏🙏
Jay Shri Ram ram jay sita. Ram jay sankta mochan jay bira hanuman
He prabhu Hanuman mor sabudukha dur kar au mo paribarku bhala re rakha ❤ shree Ram Jai Ram Jai Jai rama sankatmochan Jai Hanuman ❤❤❤❤
Prabhu nka krupa sada sarbada tuma upare thiba nimai harichandan
Jay shree Ram namah namah namah Jay hanuman ji namaha namaha namaha
ଜୟ ଗୁରୁଦେବ, ଜୟ ଶ୍ରୀ ରାମ
Jai Sita Ram Hanuman 🙏
Jay Shree ram👏Jay bajrangbali👏
Atti sundara, sumadhura kanthha, Jaya Shree Rama 🙏🙏
Apananka bapa khub sighra vala hoijibe.Jay Bajrangbali ki Jay❤
Best singer of odisha
Pure voice
Pure singer.....
Jay SriRam.
Sri ram jay ram jay Jay ram 🙏🙏🙏🙏jay mahaveer hanuman ki jay 🙏
My papi..Mora sabu papa ku khayama Kari mote sundara gati patha dekhantu prabhu
ଜୟ ଶ୍ରୀ ରାମ ଜୟ ସଙ୍କଟ ମୋଚନ ହନୁମାନ । ସୁନ୍ଦର ଭାବେ ସୁନ୍ଦର କାଣ୍ଡ ଶୁଣାଇଲେ ।
Jai Shri Ram 🙏🏼🚩
Jay Shree Ram
Jay Jay Hanuman
Jay Shri Ram 🙏🙏 Jay bajrang bali 🙏🚩
Jay Sri Ram 🙏
OM jay shree siaram jay hanuman 🙏 🙏🙏
Bahu val laguchhe mamu ..pranam
kete sundar swara Dukhisyama Baba 🎉🎉
❤ Jai Shri Ram
Jay Jay shree sita ram.jay Jay shree mahaveer hanuman ji ki jay jay 🪔🪔🪔🌺🌺🌺🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🚩🚩🚩🧘🏿♀️🧘🏿♀️🧘🏿♀️🧎🏿♀️...
Jai sri Ram 🙇♂️🙇♂️🙇♂️🙏🙏🙏🙏🙏🙏⚘⚘🌼🌻🌻🌺🌺🏵🏵🌸🌸
🙏🙏🙏 jya sri ram ❤
Jay shree ram 🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩🙏🚩
Jay Sita Ram ❤
Jai sri ram. Jai hanuman🙏
He.prabhu.Hanuman.mor.sabudukha.durkar.aumo.paribarku.bhala.re.rakha❤shree.Ram.jaiRam.jai.jai.rama.sankatmochan.jai.Hanuman❤❤❤❤
Jay SitaRam Jay Hanuman.
Jay jagannath🙏🙏🙏🙏🙏🙏🙏🙏🙏🙏
Jaya shri rama 🙏🙏🙏
Jay Shree Ram🙏🙏🙏
Jay shree ram ji 🙏
Jai Hanuman
Jay shree ram jay hanuman ji ki jay ho
ଜୟ ଶ୍ରୀରାମ ରାମ
Jai shree Ram