Sir Ruben nku BJP kini neichi seithi pai se kemiti bhi bhahi lakhi dele taki voting issue ru lokonka ra minde hateiba,kahiki na BJD dala Election commissioner nku misithile Delhi re .
What a tremendous and towering personality Biju was! Around the globe, Odisha was known for Jagannath Dham and Biju Patnaik.Kedar Babu!whom your fiery speech is directed can rarely dare to have that stature.He is a selfish, business tycoon and power hanker and man with many blemishes.
Can u give any information on one only AICC conference held in Odisha where one delegate died under suspicious circumstances ,the incidence was of late 60s. Of 60s can not say early or late 60s like sensational Chabirani case of 80s there was Santilata murder case ,who was CM odisha then,case history.You may give the name of Books & writer from where I can collect.🎉
I am proud of you you are being a brave journalist from Sonepur..
ବିଜୁ ପଟ୍ଟନାୟକ ଙ୍କ ସ୍ଥାନ ଆଉ କେହି ନେଇ ପାରି ବେ ନହିଁ
ବିଜୁ ବାବୁଙ୍କୁ ଭାରତ ରତ୍ନ ରେ ସନ୍ମାନିତ କରାଯାଉ 🙏🙏🙏🙏🙏
ବିଜୁ ବାବୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବିଜୁ ବାବୁ ଅଦ୍ୱିତୀୟ ଏଵଂ ଅତୁଳନୀୟ ।
ଏମାନେ ବିଜୁ ବାବୁ ହେବେ କଣ ଏମାନେ ସାଧାରଣ ଲୋକଙ୍କ ଠାରୁ ଲୁଟୁଛନ୍ତି କଣ ନା ଆମେ ବିଜୁ ବାବୁ ଭଳୀ ହେବୁ
ଆଜିକାଲି ର କେତେଟା ରାଜନୀତି ସମ୍ଭାଦିକ ଯୋଗୁଁ ଭଲ ସମ୍ଭାଦିକ ବି ଖରାପ ହେଉଛନ୍ତି ଆଉ ଲୋକ ସମ୍ଭାଦିକ ଉପରେ ବିଶ୍ୱାସ କମିଯାଉଛି
ଦେହେମନ୍ଦାକିନି ରଜ ଲଗାଇ, ଗାଁ ସୁକରିକି ହୋଇବେ ଗାଈ। ଜଗତେ କେବଳ ଜନେ ହସିବେ।
ମୁଁ ବିଜୁବାବୁଙ୍କ ହାତରୁ ଦୁଇଥର ପୁରସ୍କୃତ ହେଇଥିଲି କଲେଜରେ ଓ ଇଂଜିନିୟରିଂ ପଢୁଥିବାବେଳେ। ମଧୁବାବୁଙ୍କ ପରେ ବିଜୁବାବୁ ହିଁ ହେଉଛନ୍ତି ଓଡ଼ିଶାର ହିରୋ। ପାଇଲଟ ହେଇଗଲେ ଜଣେ ବିଜୁ ପଟ୍ଟନାୟକ ହେଇପାରିବନି, ତାକୁ ଡଚ୍ ସେନାଙ୍କ ଗନ୍ ପଏଣ୍ଟ୍ ରେ ଥିବା ଗୣହବନ୍ଦୀ ଇଣ୍ଡେନେସିଆ ମୁକ୍ତିସଂଗ୍ରାମୀ ସୁକର୍ଣ୍ଣୋଙ୍କୁ ଏୟାରଲିଫ୍ଟ୍ କରିବାର ଦୁଃସାହସ ଥିବା ଦରକାର। ଲର୍ଡୱାଭେଲ୍ ଙ୍କ ପରି ଅହଙ୍କାରୀ ଇଂରେଜ ବଡଲାଟଙ୍କୁ ବିମାନ ଭିତରେ କ୍ଷମା ମାଗିବାକୁ ବାଧ୍ଯ କରିବାର ପରାକ୍ରମ ଥିବା ଦରକାର, ଚାନ୍- ଭାରତ ଓ ଭାରତ-ପାକ ଯୁଦ୍ଧସମୟରେ ଜୀବନକୁ ବାଜିଲଗାଇ ଅସୀମ ବୀରତ୍ଵ ପ୍ରଦର୍ଶନ କରିପାରିବାର ଦେଶପ୍ରେମୀ କଲିଜା ଥିବା ଦରକାର।
ଜୟ ବିଜୁ ବାବୁ
One N ONLY Biju Babu 🎉❤
ବିଜୁ ବାବୁ ଙ୍କ ବିଷୟ ରେ ନ ଜାଣିବା କଥା ଆପଣଙ୍କ ଠାରୁ କିଛି ଜାଣିଲି ଆଜ୍ଞା ଧନ୍ୟବାଦ Sir 🙏
ଆପଣ please Ramachandra ଙ୍କୁ ରାମ ଭଣ୍ଡାରି ସହିତ ତୁଳନା କରୁଛନ୍ତି 😂
Great Indian Leader Mr Biju Pattnike 🙏🙏🙏🙏🙏
କଳିଙ୍ଗ ପୁରସ୍କାର, ଡଲାର ରଖିକି ୟୁନେସ୍କୋ ରେ ଯେଉଁ ପୁରସ୍କାର ସେ ସମୟରେ କରିପାରିଛନ୍ତି, ତାହା ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, କି ଉଚ୍ଚ ଚିନ୍ତା ଧାରା, ମଧୁ ବାରିଷ୍ଟର ଆଉ ବିଜୁପଟ୍ଟନାୟକ ଯିଏ ସର୍ବଦା ଓଡ଼ିଆ ଆଉ ଓଡ଼ିଶା ପାଇଁ ଶତଚେଷ୍ଟିତ ଥିଲେ......
Good journalism 🎉 you are a good journalist
Biju Patnaik is one man army
ସେ ଝଡ଼ର eagle 🙏
Very nice memories Biju Babu ,nice explain sir
ବିଜୁ ବାବୁ ତାଙ୍କ ବାପାଙ୍କୁ ଶିଳ୍ପପତି କରେଇଥିଲେ। ଯାହାଫଳରେ ସେ ଆଜି
ଡେଙ୍ଗା ଲୋକ ବୋଲାଉଛନ୍ତି।
Right brother
Biju Patnaik is a real hero, He is a Mr perfect person, Biju Patnaik is a brand, He is a freedom fighter man, He is a great person
ତ୍ରିବାର ସତ୍ୟ
Biju Pattnaik is a great leader in the world
Excellent sir 👍
ବିଜୁ ବାବୁ ଙ୍କ ପାଦ କୁ ସରି ହେବନାହିଁ। ବିଜୁ ବାବୁ ହେଳେ ଝଡ଼ ର ଇଗଲ ❤❤❤
ବିଶେଷ କରି ବିଜୁ ପଟ୍ଟନାୟକ ହେବାକୁ ହେଲେ ଓଡ଼ିଶାକୁ ଭଲ ପାଇବାକୁ ପଡିବ ।
Rightly said
Biju is the best.
ଡାକ୍ତର ଦାମଦୋର ରାଉତ ପ୍ରତ୍ୟେକ ରାଜନୈତିକ ସଭା ସମିତି ରେ କୁହନ୍ତି ବିଜୁ ପଟ୍ଟନାୟକ ରାଜନୀତି ପାଇଁ ନିଜର କୋଠୀ ବିକ୍ରି କରିଥିଲେ। ଏବେ ଯେଉଁ ମାନେ ରାଜନୀତି କରୁଛନ୍ତି ସେମାନେ ରାତାରାତି କୋଟି ପତି ହେବାକୁ ଚେଷ୍ଟା କରୁଛନ୍ତି।
କେବଳ ଓଡିଶା ନୁହଁ, ସମଗ୍ର ଭାରତରେ ମଧ୍ୟ ବର୍ତ୍ତମାନ କେହି ଜଣେ ନାହିଁ, ଯାହାକୁ ବିଜୁ ପଟ୍ଟନାୟକଙ୍କ ସହିତ ତୁଳନା କରାଯାଇପାରିବ.
Right.sir
Boycott Godi media OTV, ARGUS, KANAK, News18 odia, odisha reporter, Nirbaya Nabin das, Akshya sahu, Rajaram satpathy😡😡😡😡🙏🙏🙏🙏🙏🙏👍
@@SoumyaranjanPandey-do8ke 100%correct bro.
Also Odisha bhaskar, pramaya news 7 & focus plus
ରୁବେନଶୁଣ
Biju babu pari kehi hei paribani
କାହିଁ ରାଣୀ କାହିଁ ଚନ୍ଦର କାଣୀ
Biju Pattanaik nka bhali hebaku hele lokanka Odisha ra seba karibabaku padiba. Beiman kari Odisha ku badnam kari Biju Pattanaik hei paribani.
Biju Pattanaik sold a building which was under construction, We all Odisha people were very happy to know that a building of Odisha is here Thanks,
Sir 🙏🏾🙏🏾🙏🏾
Congratulations 🎊 sir 100k subscribers complete ❤
ସେ ଡେଙ୍ଗା ଏଥର ହାରୁ ହାରୁ ଜିତିଛି. ବେପାର ହେଲା ତାର ମୁଖ୍ୟ ଲକ୍ଷ୍ୟ.
👍👍👍👍🙏
Biju Patnaik ହେବାକୁ ସେ ବାବୁ ସାତ ଜନ୍ମ ନେବାକୁ ଫଡିବ
ଯୁକ୍ତି କରାଯାଏ ଯେ ଯେହେତୁ ଜହ୍ନ ଏବଂ silver ଥାଳି ବି ଧଳା ଆଉ ଗୋଲିଆ, ତେଣୁ ଦୁଇଟି ଯାକ ସମାନ। ତେଣୁ ଲମ୍ବା, ପାଇଲଟ, ଶିଳ୍ପପତି, ପତ୍ନୀ ସହିତ ତୁଳନା କରି ଆଉ ଜଣେ ବିଜୁ ପଟ୍ଟନାୟକ ତିଆରି କରିବାରେ ଅସୁବିଧା କଣ ??
ବିଜୁ ବାବୁ ଧାର କରିଥିବା କଥା ସତ୍ୟ, ଯାହା ମୁଁ ମୋ ବାପାଙ୍କ ଠାରୁ ଅନେକ ଥର ଶୁଣିଛି। ସେ ଏତେ ଖର୍ଚ୍ଚୀ ଥିଲେ ଯେ କୁହାଯାଏ ତାଙ୍କର ଦିନିକିଆ ସିଗାରେଟ ଅନ୍ୟ ନେତାଙ୍କର ମାସିକିଆ ଖର୍ଚ୍ଚ ଠାରୁ ବି ଅଧିକ। ବନ୍ୟା, ବାତ୍ୟା ସମୟରେ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳର ଲୋକେ ଏବେବି ଖୋଜନ୍ତି। ପୁରୁଣା ଲୋକ ଏ ବିଷୟରେ ଅନେକ କାହାଣୀ କୁହନ୍ତି।
ବିଜୁ ପଟ୍ଟନାୟକ ନାଁ ହିଁ ଯଥେଷ୍ଟ। ତାଙ୍କ ଶୋଭାଯାତ୍ରା ସମୟର ଦୃଶ୍ୟ ହିଁ ସୁଚେଇ ଦିଏ ସେ କଣ।
Right 👍
Good Analysis.
Ok Sir
ବୟଜନ୍ତ ପଟ୍ଟନାୟକ କେଉଁ ଏୟାର ଫାେର୍ସ ରେ ପାଇଲଟ୍ ଥିଲେ। ବିଜୁ ହିମାଳୟ ହେଲେ ପଣ୍ଡା ବାବୁ ଅମିର ବାବୁ କେ ବିଗଡା ହୁଆ ବେଟା।
Biju Babu🎉🎉🎉🎉
Very good analysis sir
Biju Biju nabin nabin ❤❤❤❤🎉🎉🎉🎉❤❤❤❤
Biju Patnaik was legendary person of world
Good morning sir
Biju Babu knows every village ,name of party worker we see that in flod time
Well presented facts about Biju Pattnaik's Tall Personality. ❤❤👍🙏👌♥️👍🙏♥️👌🙏👍
Right sir 👍🙏
Good morning sir...
🙏♥️👍❤️👌❤️👏♥️💯
Kabi hoigale samasta loka... Rabi hebe jyotirigana poka...🙏🙏🙏
Right❤❤❤
Crisp & comprehensive .
Biju babu hebaku hele sat janm nebaku padib thanks🙏 review aapn Bhut bhal laguchi
Right Sri ❤
Very Good analysis Sir
That's my man❤ for Odisha
ଗୋଟିଏ ଦଳର ମୁଖପାତ୍ର ସାଜି କାମ କଲେ କୋଉ ସାମ୍ବାଦିକ ରେ ଲେଖା।
Excellent Analysis
"All that glitters is not gold".
Sir
Biju Patnaik sir legend the myth,the freedom fighter
ଆମେ ଜାଣିବାକୁ ଜଣେ ବଙ୍ଗାଳୀ ଭଲ ତେଲ ମରାକୁ
Sir Ruben nku BJP kini neichi seithi pai se kemiti bhi bhahi lakhi dele taki voting issue ru lokonka ra minde hateiba,kahiki na BJD dala Election commissioner nku misithile Delhi re .
Biju babu ❤❤❤❤❤❤❤❤
Right sir
Jane Hari hari koti odia ra maudamani au Jane jiti jiti koti odia ra maudamani a prasna ra uttara kana Ruben banarjee 10:55 10:55 10:55
❤❤❤❤❤
Namaskar kedar babu
ଏଭଳି କଥା କହୁଥିବା ଲୋକ କେବଳ ପାଗଳ ଆଉ କିଛି ନୁହେଁ
Biju babu is Biju babu, mukuta bihina odia samrat.
Jay panda ta gote dakayata beparei a kana Biju Patnaik heba
sir you should put your kolkata award photo in youtube community 🙏🙏🙏🙏🙏👍👍♥️♥️♥️♥️
What a tremendous and towering personality Biju was! Around the globe, Odisha was known for Jagannath Dham and Biju Patnaik.Kedar Babu!whom your fiery speech is directed can rarely dare to have that stature.He is a selfish, business tycoon and power hanker and man with many blemishes.
❤❤❤
👌👌👌
🙏🙏
🙏🙏❤❤
💯👍
Right newd
I lo❤ navin
Mr Bajpai Ex pm kana kahi thile sunantu jani paribe
Biju Patnaik mane kebala Biju Patnaik
ଏ ଗେରୁଆବାଲାଙ୍କର ସିନେମା କି ପ୍ରକାରର ଚାଲିଛି.......😅😅😅😅
Pm is many times less than Biju babu
Pagala padachata😂😂😂
Ruben banarjee kahuchhi baijayant panda Biju Babu nka proto type
Sabu mountain Himalaya ra prototype nuhanti
Ruben ku ei thu jota re pitili
Kai rani kai chandara kani
Can u give any information on one only AICC conference held in Odisha where one delegate died under suspicious circumstances ,the incidence was of late 60s.
Of 60s can not say early or late 60s like sensational Chabirani case of 80s there was Santilata murder case ,who was CM odisha then,case history.You may give the name of Books & writer from where I can collect.🎉
Delegate has came from Gujrat.
Boss You dont have any information , if you want to know , you read book NILAMANI ROUTRAY's BOOK , autobigraphy , SMRUTI ANUBHUTI
ବିଜୁ ପଟନାୟକ ନହେଲେ କଣ ଭାସିଯିବ ଯେ ବିଜୁ ପଟନାୟକ ବିବେକାନନ୍ଦ ହେଇପାରିବେ କି ବିବେକାନନ୍ଦ ଗୌତମବୁଧ ହେଇପାରିବ କି ଲ ପ୍ରତ୍ୟେକ ଏକ କଳା ନେଇ ଜନ୍ମ ହୋଇଥାନ୍ତି ଫାଲ୍ଚୁ କଥା କହି ... କହି ...
ମୂର୍ଖାମି, ଗୋଲାମୀ ଓ ଗାଲୁଆମିର ଅପୂର୍ବ ସମାହାର...ବିବେକାନନ୍ଦ କଣ କି?? ବିବେକାନନ୍ଦ ବା କହିକି ଯାଇଛନ୍ତି ଯେ ଜଗନ୍ନାଥ ମନ୍ଦିର ପ୍ରଥମେ ଗୋଟେ ଜୈନମନ୍ଦିର ଥିଲା.... ଓଡ଼ିଆଙ୍କୁ ସହିନପାରିବା ବଙ୍ଗାଳୀଙ୍କ ପ୍ରବୃତ୍ତି
Hmm Bhai Biju Patnaik ate kharap thhila je se mala bele tanka upare 3ta flag thhila.
ବିବେକାନନ୍ଦ ଆଉ ପାରିଲେନି...ଗୌତମବୁଦ୍ଧ ଯୋଡାହେଲେ ଏଡିଟ ହେଇକି😅😅😂
ମୂର୍ଖଙ୍କ ବାରବାଟି ଚାଷ ।
Biju pattanaik habaku hele mal piba darkar Biju biren jauthi mada bottle seithi
Jay to B J.P🙏🙏🙏
ଦଲାଲ ସାମ୍ବାଦିକ😂
Good morning sir
Right sir